This little girl's singing of Chhandas is superb. The rhythmic movement of her body is awesome and in tune with the beats of the Mridangam. The way she is explaining the Chhandas and the Slokas is very very lucid and attractive. May she receive the choicest blessings of Lord Jagannatha. My sincere wishes are always with Manorama, my dear child.
MAA Tume MAA Saraswati. Tumaku mun chhotia Kalakara Pragyan Gulgula Comedyre Aja bahut asirbad karuchhi Pravu Jagannath tumarea sabubele Mangala karantu.Bayak Bu.nku O sangit mananku asirbad karuchhi.
ଏଭଳି ସୁନ୍ଦର କଣ୍ଠ ଓ ପରିବେଷଣ ଶୈଳୀ ଅନ୍ୟ କେଉଁ ଗାୟିକାଠାରେ ଦେଖିନାହିଁ। ଓଡ଼ିଆ ସଂସ୍କୃତିର ଉତ୍ଥାନରେ ଆପଣଙ୍କର ଅପୂର୍ବ ଯୋଗଦାନ ଭଉଣୀ।ଯୋଗଜନ୍ମା ଆପଣ। ଜଗନ୍ନାଥ ମଙ୍ଗଳ କରନ୍ତୁ।
ମା ଶାରଳା ଏମିତି ତୁମ କଣ୍ଠ ରେ ବାସ କରିଥାନ୍ତୁ ,,,,ଯେତେ ଶୁଣିଲେ ବି ବହୁତ ସୁନ୍ଦର ଲାଗୁଛି🎉🎉🎉
ମା' ରେ ତୋ କଣ୍ଠସ୍ବର ଏତେ ସୁନ୍ଦର ଯେ ମୁ ତୋ ପ୍ରସଂସକ ହେଇ ଯାଇଛି। ତୁ ମା' ପାଲା ଗାଇଲେ ବହୁତ ସୁନ୍ଦର ହେବ।
ବାଗ୍ମୀ ସରସ୍ଵତୀ ଭଉଣୀ ଙ୍କ କଣ୍ଠ ରେ ସାକ୍ଷାତ୍ ବିରାଜ ହୋଇଛନ୍ତି। ଅତି ଉଚ୍ଚ କୋଟିର ପରିବେଷଣ ଶୈଳୀ। ଶତ କୋଟି ପ୍ରଣାମ ❤
ମନୋରମା ଭଉଣୀ ତୁମର ଏ ସୁମଧୁର କଣ୍ଠରେ ଗାଇଥିବା ରୁ ବହୁତ ଭଲ ଲାଗିଲା ଧନ୍ୟବାଦ୍ ❤
ଏ ହେଉଛି ସୁନ୍ଦର କଣ୍ଠ
ବହୁତ୍ ସୁନ୍ଦର୍ ❤❤❤
କୁମୁଦିନୀ ପଣ୍ଡା, ଭାରତୀ ନାୟକ ଓ ଉର୍ମିଳା ସାହୁ ଙ୍କ ପରେ ପରେ ମନୋରମା ବେହେରା ଭଉଣୀ ଙ୍କ ପାଲା ଅତ୍ୟନ୍ତ ସୁନ୍ଦର.
ସେ ପାଲା ଗାୟିକା ନୁହନ୍ତି,ସେ କୀର୍ତ୍ତନ ଗାଇଛନ୍ତି ।କିନ୍ତୁ ପାଲା ଶୈଳୀ ରେ । ପାଲା ଗାୟନ କଲେ ଅତି ମଧୁର ଲାଗିବ ।
ଅତି ସୁନ୍ଦର କଣ୍ଠ ଓ ପରିବେଷଣ ଆଗକୁ ବଢ଼ିବାରେ ଭଗବାନ ସାହାଯ୍ୟ କରିବେ ଜୟ ଜଗନ୍ନାଥ ❤
ଅତି ସୁନ୍ଦର କଣ୍ଠ ଓ ପରିଵେଶଣ, ଚେଷ୍ଟା ଜାରି ରଖ ନିଶ୍ଚିତ ପ୍ରତିଷ୍ଠିତ ଗାୟିକା ହୋଇ ସୁନାମ ଅର୍ଜନ କରିବ।
Ok
ଏ ଭଳି ପ୍ରାଚୀନ ଛନ୍ଦ ବଦ୍ଧ ସଂଗୀତ ସବୁ ସୁନ୍ଦର ସୁମଧୁର ଓ ଶ୍ରୁତି ମଧୁର ଲାଗେ କାରଣ ଏ ସବୁ ଖାଣ୍ଟି ସୁ ସଂସ୍କାର ସମ୍ପନ୍ନ ପ୍ରାଚୀନ ଓଡ଼ିଆ ବୋହୁ ପରି। କିନ୍ତୁ ଆଜିର ଆଧୁନିକ କବିତା ମାଳିସାହି ବେଶ୍ୟା ପରି। ପାଲା ସଂସ୍କୃତି ଆମର ଯୁଗେ ଯୁଗେ ଥାଉ। ଝିଅ ଧନ୍ୟବାଦ।
ଗାୟିକା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ ସାଧନା ଜାରି ରଖ ମା ଶାରଳା ଙ୍କ ଦୟା ନିଶ୍ଚିତ ତୁମ ଉପରେ ଅଛି, ଆଗକୁ ମାଡି ଚାଲ ସମସ୍ତଙ୍କ ଆଶୀର୍ବାଦ ଅଛି
100 percent correct
@@dambarudharbarik4096❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@@dambarudharbarik4096😊😊😊😊😊😊😊😊
@@dambarudharbarik4096😊😊😊
😊😊😊😊
This little girl's singing of Chhandas is superb. The rhythmic movement of her body is awesome and in tune with the beats of the Mridangam. The way she is explaining the Chhandas and the Slokas is very very lucid and attractive. May she receive the choicest blessings of Lord Jagannatha. My sincere wishes are always with Manorama, my dear child.
ବହୁତ ସୁନ୍ଦର ପରିବେଷଣ ଆମ ଉତ୍କଳୀୟ ସଂସ୍କୃତି କୁ ବଞ୍ଚାଇବାର ସୁନ୍ଦର ପ୍ରୟାସ 🙏🏻🙏🏻🙏🏻🌹🌹🌹
Maa pala Karuna ,nischaya vala heba .bhala bayaka mandhya . Bhabuchhi mo katha mani pala Kariba .
ବହୁତ ସୁନ୍ଦର କଣ୍ଟ ଓ ସୁନ୍ଦର ପରିବେଷଣ ଗୋଟିଏ ଭଲ ପାଲା ଗାୟକ ହୋଇପାରିବେ 👍👍
Firsst salute to your father and mother. Then your Edn teacher then your sankirtan Guru. God bless you
❤❤
ଅତି ସୁନ୍ଦର ଉପସ୍ଥାପନା ଆପଣଙ୍କୁ ପ୍ରଣାମ ପ୍ରଭୁ ଜଗନ୍ନାଥ ତମର ମଙ୍ଗଳ କରନ୍ତୁ
Jay Jagannath Swamy nayana patha gami bhab tume
Your voice is very nice thank you
Ki sunder paribesana ma, god bless you
Nice voice 🎉🎉🎉 bahut sundar pala paribesan beautiful performance Jay jagannath ❤❤❤❤❤❤ l love you pala Manorama madi chala
ସୁନ୍ଦର ପାଲା ଭଉଣୀ
ବହୁତ୍ ଭଲ , ଆପଣ ବାପା ମା ଙ୍କୁ ଧନ୍ୟବାଦ ,ସେମାନେ ଆପଣ ଙ୍କୁ ଏ ସୂଜଗ ଦେଇଥିବାରୁ
Ok
Jay prabhu satya narayan dev namha
ମନୋରମା ତୁମକୁ ନାରାୟଣ ମଙ୍ଗଳ କରନ୍ତୁ
Thanks 🙏
Manorama god bless you. Please send ur mobile no by which we will contact you 4 our pendal.
ଅତି ସୁନ୍ଦର ସଂକୀର୍ତ୍ତନ । ଜୟ ଶ୍ରୀ କୃଷ୍ଣ 🙏 🙏🌹🌹🌹🌹
Ati sundar paribesana god bless you
ମନୋରମା ତୁମ ଗାଇବା ରେ ଜେଉ ମିଠା ଅଛି ଅନ୍ୟ ମାନକ ପାଖ ରେ ନାହିଁ
Thanks 🙏
ମନୋରମା କର କଣ୍ଠ ସୁମଧୁର । ସତ୍ୟ ନାରାୟଣ ସହାୟ ହୁଅନ୍ତୁ। ଜୟ ଜଗନ୍ନାଥ
Manorama bhauni gotie Sampurna Pala Paribeshana karantu,Jahaku dekhiba pain Darshaka Apeksha karichhanti, Ashakare Anurodha nischayna Raksha karibe,
You have inherited this traits from your great grandfather. Excellent 👌.
ବହୁତ ସୁନ୍ଦର ଗାୟନ
Bahuta sundhara paribesana
Bahut sundar paribeshan, Jay Jagannath Swamy nayana patha gami bhab tume
ମନୋରମା,ତୁମେ,ମୋଭଉଣିହୋଇପରିବ
ଅତି ସୁନ୍ଦର ତୁମ ପାଲା ପରିବେଷଣ ଆକର୍ଷଣୀୟ
Bhouni Tamara acting and tone is very nice
ଗାଇବା ,ବୁଝେଇବା, ସୁନ୍ଦର ଶୈଳୀ ସାଙ୍ଗକୁ
ଅମୃତ କଣ୍ଠ ଭବିଷ୍ୟତରେ ଜଣେ ସୁନାମଧନ୍ୟା ଗାୟିକାର ମର୍ଯ୍ୟାଦା ପାଇବେ
ଏଥିରେ ସନ୍ଦେହ ନାହିଁ।ଜୟ ଜଗନ୍ନାଥ --
ମନୋରମା ଧନ୍ୟ ତୁମର ବାପା ଓ ମା ତୁମକୁ ସାତ ମାର୍ଗ ରେ ଛାଡ଼ି ଛନ୍ତି
Thanks
ଭଉଣୀ ତୁମ୍ଭ ବାପା ଼ମା ଙ୍କୁ
ଧନଵାଦ
Excellent. Keep it up till......
Go
🎉
🎉 ama Behera gati Pani gaurab
Manorama didi ati sundar laguchi agaku madi chal maa swar sati Tam kanthare achhanti
Bahut badhiya ati sundar paribeshan
Very nice voice and good song
ବହୁତ ଭଲ ଲାଗୁଛି
ସ୍ପପଷ୍ଟ ଭାଷା
Bhauni, prayasa jari rakha nishyan tume dine odisha ra greatest gayaka upadhi paiba.
God bless you maa Manorama.❤❤❤
Nice❤❤❤❤
Anupama is the best
ଗାଇବା ଶୈଳୀ ଅତି ଉତ୍ତମ ତାଳ ମାନକୁ ଠିକ ଢଙ୍ଗରେ ରଖି ଗାଉଛନ୍ତି। ଭଉଣୀଙ୍କ ଉତ୍ତରାତୋର ମଙ୍ଗଳ ନିମିତ୍ତ ଜଗନ୍ନାଥଙ୍କ ନିକଟରେ ପାର୍ଥନା।
Maa re bakirahila tume keun dina pala kariba ame apekshyare rahilu jay jagannath
Kirtan ba....ba.. jay srikrishna chaitanya
ଗାୟିକା ସ୍ୱର୍ଣ୍ଣପ୍ରଭା ଲଙ୍କା ସହିତ ସମକକ୍ଷ |
ରାଗ ଚିତା ଭୈରବୀ ଅତି ସୁନ୍ଦର ପରି ବେଷଣ 🙏ହରୀ ଓଁ ନମଃ ଶିବାୟ 🙏
ବହି ଜାଳି ଦେଇଚ👍
Thanks
ଓହୋ ଇଏ ବହୁତ ସୂନ୍ଦର ଗାୟନ
Apurba pala pariveshana style o tone
Dhanyabad sister Dhanyabad tumara pala paribeshana bahut badhia god bless you.
Bahut sunder voice mam
Very good
ବହୁତ ସୁନ୍ଦର ଗ। ଉଛଭଉଣି
ଅତି ସୁନ୍ଦର ଉପସ୍ଥାପନ, 🎉🎉🎉🎉
Jay jagarnath nice voice
Namita Agrawal tharu b Sundar kantha ama bhauni Manorama.Darsakanka mananku Ramai deuchan
Bahut Sundar vioce o paribesana❤❤❤
I LOVE YOU
Sundar ati Sundar
Nice.voice.manorama
Very nice
MAA Tume MAA Saraswati. Tumaku mun chhotia Kalakara Pragyan Gulgula Comedyre Aja bahut asirbad karuchhi Pravu Jagannath tumarea sabubele Mangala karantu.Bayak Bu.nku O sangit mananku asirbad karuchhi.
Manorama bhauni bahut be Sundar kantha Dana karucho
Maa Mangal Bless you
ସୁନ୍ଦର କଣ୍ଠ ଓ ପରିବେଷଣ ଶୈଳୀ... ସାଧନା ଜାରି ରହୁ। ଗୀତା ତଥା ସଂସ୍କୃତ ଶ୍ଳୋକ ନିର୍ଭୂଲ ଭାବେ ଗାଅ। ମାଧବୀ ମଧୁକର ଝା ଙ୍କୁ ଅନୁସରଣ କର/ଶୁଣ।
Sweet voice Mam
Sweet voice .My favourite gayeka.
ଭଉଣୀ. ମା. ଙ୍କ ଆଶୀର୍ବାଦ ନେଇ ଆଗେଇଚାଲ. ସୁନ୍ଦର କଣ୍ଠ. ସଫଳ ହେଉ ତୁମ ପ୍ରୟାସ. ତୁମର ଭାଇ ଟିଏ maheswar behera. B. D. K.
ATI Sundara voice mind blowing
May God bless you 🙏
You have a very sweet voice and command over various subjects. Keep going.
kantha sundar bhal laguchi
Didi super voice
🕉jay sri ram🙏 Thanks
Super
All--the.. Best.. ThanksYouspirichual.. Mind..
Bahut sunder Jay Jagannath
Bahut sundar paribesan
ସାନ ଭଉଣୀଟି ଭଲ ଗାଉଛନ୍ତି,
ଆଉ ଖାଲି ଟିକିଏ ଶିକ୍ଷା ଓ ବିଭିନ୍ନ ପଦାବଳୀ ମନେରଖିବା ଜରୁରୀ
Bahut sundar kanthha
Jhio tumaku mu asirbad karuchi tume bhabisyatara Jana uttama guru padabachya hua
Good
Biutiful vais maa sarala asirbad karantu
Butiful voice maa sarala asirbad karantu
ସୁନ୍ଦର ଭବିଷ୍ୟତ ଦିଦି.....❤❤❤❤
Bahut sundar sankintran
Very good bdy language with good performed
ଖୁବ୍ ସୁନ୍ଦର କଣ୍ଠ
ଅତି ଉତ୍ତମ
Sweet voice. Sundara upstapsna...
ନାରାୟଣ ସ୍ୱାମୀଙ୍କର ଜୟ