#ଦୁନିଆର_ସବୁଠାରୁ_ବଡ଼_କିଏ

Поділитися
Вставка
  • Опубліковано 18 січ 2025

КОМЕНТАРІ • 10

  • @skrushnareddy6796
    @skrushnareddy6796 День тому +2

    ପୂଜ୍ୟ ଶ୍ରୀ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
    ଓଁ ନମଃ ଶ୍ରୀ ଗୁରୁ ଦେବ ନମଃ
    🕉️🙏🕉️🙏🕉️🙏🕉️🚩🌺🍁🍁🌻🌹🌷💮💮🍌❤️🌿🌼🪔🪔🪔🪔🪔⭕‼️⭕

  • @LaxmanNag-x9x
    @LaxmanNag-x9x 15 годин тому

    Jay Shree Krishna Radhe Radhe Guru ji 🙏🙏🙏

  • @dambrudharnag330
    @dambrudharnag330 День тому +4

    ଗୁରୁଜୀ ଆପଣଙ୍କୁ କୋଟି କୋଟି ନମସ୍କାର ବଲାଙ୍ଗିର ଜିଲ୍ଲା ରୁ

  • @dukhiramsethisethidukhiram5093
    @dukhiramsethisethidukhiram5093 22 години тому

    ପ୍ରଣାମ 🙏ଗୁରୁଜୀ 🙏🙏🙏🙏🙏🙏🙏

  • @asishspiritualchannel1252
    @asishspiritualchannel1252 23 години тому

    ଗୁରୁଜୀ ଆପଣଙ୍କ ଏହି ପ୍ରବଚନ ଅମୋ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ନିଜକୁ ବଦଳେଇବା ପାଇଁ ।🙏🙏

  • @ranjankumarmohanty9131
    @ranjankumarmohanty9131 День тому +1

    ନମସ୍ତେ ପଣ୍ଡିତ ମହୋଦୟ, ଈଶ୍ଵର ଆପଣଙ୍କୁ ସୁସ୍ଥ ତଥା ଦୀର୍ଘାୟୁ ରଖିଥାନ୍ତୁ ବୋଲି ପ୍ରାର୍ଥନା କରୁଛି 🙏

  • @RameshPadhan-i6i
    @RameshPadhan-i6i 23 години тому

    ନମସ୍ତେ ପଣ୍ଡିତ ଜି 🙏
    ଆପଣ ହିଁ ବୈଦିକ ବିଚାର ଦ୍ଵାରା ଆଦର୍ଶ ମାନବ ନିର୍ମାଣ ତିଆରି କରିବାରେ ସିଦ୍ଧହସ୍ତ ଅଟନ୍ତି l ଆପଣଙ୍କ ମାର୍ଗଦର୍ଶନ ହୃଦୟକୁ ଛୁଇଁ ଯାଉଛି l ବାସ୍ତବରେ ଆପଣ ହିଁ ଯଥାର୍ଥ ଗୁରୁର ପଦବlଚ୍ୟ ଅଟନ୍ତି 🙏

  • @biranchimallick5404
    @biranchimallick5404 3 години тому

    ଶତକୋଟି ପ୍ରଣାମ ଜଣାଉଛି ଆଜ୍ଞା 🙏🙏

  • @sureshchandradash6900
    @sureshchandradash6900 23 години тому

    ପଣ୍ଡିତ କୋଟି କୋଟି ପ୍ରଣାମ, ଆପଣ ଦୀର୍ଘାୟୁ ହୁଅନ୍ତୁ.

  • @nityanandamohanty6775
    @nityanandamohanty6775 13 годин тому

    ଏହା କଣ ଶିକ୍ଷା ବିଭାଗ କୁ ଶୁଣା ଜାଉ ନାହିଁ