Nama Sankirtana Kortal Jagatsingh Pur

Поділитися
Вставка
  • Опубліковано 1 гру 2019
  • Unique Lyrics

КОМЕНТАРІ • 562

  • @steelminesdepartment9712
    @steelminesdepartment9712 Рік тому +35

    ୫୦୦ ରୁ ଅଧିକ ଥର ହେବ ମୁଁ ଏ ସଙ୍କୀର୍ତନ ଶୁଣିସାରିଲାଣି । ଅଫିସ ରେ ବି ଶୁଣେ ଓ ରାତିରେ ଶୋଇଲାବେଳେ ଶୁଣି ଶୁଣି କେତେବେଳେ ନିଦ ଆସିଯାଏ ଜଣା ପଡେନି । superb । ଧନ୍ୟବାଦ ସେ ଭାଇଙ୍କୁ ଯିଏ ଏ video କରିଛନ୍ତି ।

    • @babulalmohanty8549
      @babulalmohanty8549 2 місяці тому +2

      ସେଥି ପାଇଁ କୁହାଯାଇଛି , ହରି ନାମେ କି ରସ ଅଛି, ପାନ କଲା ଲୋକ ଜାଣୁଛି ।

  • @dillipkumarbaisakh6770
    @dillipkumarbaisakh6770 3 роки тому +7

    Mote lage apana e kalijugara shri Chaitanya mahaprabhu . Mote bahuta shanti mile apananka kirtan shunile .

  • @narayandalai9799
    @narayandalai9799 3 роки тому +2

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩🌻🌻🌱🌱🌴🍀🍀🍀🌿🌿🌿☘️☘️
    ରାଧେ ରାଧେ ରାଧେ 🚩🚩🚩🚩🚩🌺🌺🌻🌻🌴🌿🍇🍇🍉🍉🍊🍊🥥🥥🍐🍐🍋🍋🍇🍇🍉🍉🍊🍊🍏🍏🍒🍒🍓🍓🏠🏡🏝🏝🏕🏕🌅🌅

  • @ronalidash2421
    @ronalidash2421 Рік тому +1

    ମହାମନ୍ତ୍ର ର ବହୁତ ହୃଦୟସ୍ପର୍ଶୀ ସ୍ବର
    ସୁଣିଲେ ମନକୁ ଶାନ୍ତି ଲାଗୁଚି
    ଆପଣଙ୍କୁ ମୋର ନମସ୍କାର ମହାରାଜ
    ଜୟ ଜଗନ୍ନାଥ

  • @SujankumarKhatei-ru6us
    @SujankumarKhatei-ru6us 11 місяців тому +3

    ସରସ୍ଵତୀ ମାତା ଙ୍କ ବରଦାନ ଆପଣଙ୍କ କଣ୍ଠ ରେ, ଜୟ ଶ୍ରୀ ରାଧେ 🙏🏻🙏🏻

  • @rabindramaharana5803
    @rabindramaharana5803 4 роки тому +7

    ନିତାଇ ଗୌର୍ ହରି ହରି ବୋଲ 🙌🙌🙌🙌🙌🙏🙏🙏ଜୟ ଜଗନ୍ନାଥ🙏🙏🙏ପ୍ରତି ଭକ୍ତର କାନରେ ଏପରି କିର୍ତ୍ତନ ବାଜିବା ଦରକାର🙏ଯେପରି ହରି ମାର୍ଗ ସୁଗମ ହେଇପାରିବ🙏ହରି ହରି ବୋଲ 😥ହରି ହରି ବୋଲ😥😥😥😥🙏🙏🙏🙏

  • @rabindramaharana5803
    @rabindramaharana5803 4 роки тому +24

    ମହାରାଜ୍ ଆପଣଙ୍କ କଳା ଏବଂ କୀର୍ତ୍ତି କୁ ଶତ ଶତ ନମନ୍🙏🙏🙏ଆପଣଙ୍କ ସ୍ଥାନ ସଦା ଆପଣଙ୍କର 🙏ଏ ସ୍ଥାନ ଆଉ କାହାର ହେଇପାରିବନି 🙏🙏🙏🙏🙏ଧନ୍ୟ ଭକ୍ତ 🙏 ଧନ୍ୟ ଭଗବାନ୍🙏🙏🙏

    • @Santoshkumar-ks2lo
      @Santoshkumar-ks2lo 2 роки тому

      Radhe Krishna 🙏🙏 ati sundar harinam..then kintu semanknara bhaba achhi

  • @SujankumarKhatei-ru6us
    @SujankumarKhatei-ru6us 11 місяців тому +1

    ହରି ନାମ କି ରସ୍ ଅଛି ପାନ କଲା ଲୋକ ଜାଣିଛି, ଜୟ ଶ୍ରୀ ରାମ 🙏🏻🙏🏻

  • @maninathsenapati6940
    @maninathsenapati6940 3 роки тому +23

    ବାବା ସତ୍ୟ ବଚନ ଆପଣ ଙ୍କ କଣ୍ଠର ଯାଦୁ ସ୍ଵୟଂ ପ୍ରଭୁ ଶୁଣୁଛନ୍ତି 🙏🙏 ଲୁହ ଆସିଗଲା ପ୍ରଭୁ ଙ୍କ ଲୀଳା

  • @shyamapriyaju4977
    @shyamapriyaju4977 3 роки тому +7

    Jay Jagannath🙌🙌🙏🙏
    Jay Shri Radhe Krishna🙏🙏🙌🙌
    Jay Shri Sita Ram🙌🙌🙏🙏
    Jay Shri Laxmi Narayan🙏🙏🙌🙌
    Bahut Sundar NamaSankirtan
    Radhe Radhe🌹🌹🌷🌷💐💐🙌🙌🙏🙏

  • @guruduttabishnuprasadsahoo3926

    ରାଧେ ରାଧେ ଗୁରୁଜୀ

  • @ramakantapradhan3085
    @ramakantapradhan3085 3 роки тому +23

    ଏତେ ସୁନ୍ଦର ହେଇଛି ସବୁବେଳେ ଶୁଣିବାକୁ ଇଛା ହେଉଛି

  • @samirkumarparida4266
    @samirkumarparida4266 2 роки тому +9

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏

  • @bichitrapalai1986
    @bichitrapalai1986 6 місяців тому +1

    ବହୁତ ହୃଦୟସ୍ପର୍ଶୀ ହୋଇଛି ଏ ନାମ ସ୍ୱର୍
    ହେଲେ ସମ୍ପୂର୍ଣ୍ଣ ପ୍ରଥମରୁ ଶେଷ ଯାଏ ଟିକିଏ ଆଉଥରେ ଭାଇ upload କରନ୍ତୁ

  • @manasnaik7584
    @manasnaik7584 3 роки тому +18

    ବହୁତ ହୃଦୟସ୍ପର୍ଶୀ। ଭାବାବେଗ ରେ ଅଭିଭୂତ 🙏

  • @tukurout9588
    @tukurout9588 2 роки тому +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @basantjena5186
    @basantjena5186 Рік тому +1

    Life re emiti Kirtan dekhinathili. Satare icha hauchi nachijibaku

  • @priyacharandas7352
    @priyacharandas7352 4 роки тому +16

    ଜୟଶ୍ରୀ ଜଗନ୍ନାଥ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।ହରେ ରାମ ହରେ ରାମ ରାମ ରାମ ହରେ ହରେ ।।ସନାତନ ଧର୍ମର ଜୟ ଭଗବାନ ଶ୍ରୀକୃଷ୍ଣ ଙ୍କ ଜୟ ଜୟ ଗୋମାତା ଜୟ ଗୋପାଳ ଜୟ ଉତ୍କଳ ଜୟ ଭାରତ ମାତା କି ଜୟ ସାଧୁ ବୈଷ୍ଣବ ଙ୍କ ଜୟ ଜୟ ଜଗଦୀଶ ହରେ ଜୟ ସୀତାରାମ ଜୟ ଜଗଦୀଶ ହରେ

  • @SujankumarKhatei-ru6us
    @SujankumarKhatei-ru6us 11 місяців тому +1

    ପ୍ରଭୂ ଚରଣେ ଶରଣ,🙏🏻🙏🏻🙏🏻

  • @rajeebindian5460
    @rajeebindian5460 2 роки тому

    ଆଖି ଓଦା ହେଇ ଯାଉଛି ,
    ହେ ପ୍ରଭୁ କୋଟି ପ୍ରଣାମ ।

  • @deepaklenka884
    @deepaklenka884 3 місяці тому

    ବହୁତ୍ ସୁନ୍ଦର ଭାବରେନାମସଂଙ୍କୀତ୍ତନ କରୁଅଛ ଶୁଣି ବାକୁ ଭଲ ଲାଗୁଛି ଦୁଇଟି ୟନାମ

  • @dilipkumargania8958
    @dilipkumargania8958 5 місяців тому +1

    ଜୟ ଶ୍ରୀ ସତ୍ୟନାରାୟଣ ଶ୍ୟାମି ଅନଙ୍କର ଯୟ🙏🙏🙏

  • @satyanandadas4323
    @satyanandadas4323 4 роки тому +21

    ବାବା, ତୁମର,ନାମ,ଅତି, ମଧୁର
    ସ୍ୱଂ,ପ୍ରଭୁ ଶୁଣୁଛନ୍ତି,ସତ୍ୟ,
    ଧନ୍ୟ,ଭକ୍ୱ,ଧନ୍ୟଜଗନ୍ନାଥ

  • @digambarpanda7281
    @digambarpanda7281 3 роки тому +2

    Mu besi kichi au kahibini😭😭😭 ... Radhe Radhe.. Jay shree krishna, Radhe shyam.. Pravu samastanku Bhalare rakhantu

  • @prasantsahu387
    @prasantsahu387 3 роки тому +2

    ଦୁଖ ର ଵିଷୟ ଏତେ ସୁନ୍ଦର ଭାବରେ କଣ୍ଠଦାନ କରିଥିଲେ ଵି ପାଖାପାଖି କୋଉ ଲୋକ ଦେଖା ଯାଉ ନାହିଁ। ଯଦି ଏଠି ଆଲଵମ ଗୀତ ରେ ଝିଅ ନାଚିଥାନ୍ତେ ତାହା ହେଲେ ଲୋକ ଗହଳି କୁ ସମ୍ଭାଳି ହେଈ ନଥାନ୍ତା।

    • @satyajitpandazee703
      @satyajitpandazee703 3 роки тому

      ଠିକ୍ କହିଲେ ଆଜ୍ଞା 🙏🙏🙏🙏

  • @sankarpradhan9517
    @sankarpradhan9517 6 місяців тому +1

    Bahuta sundara voice ❤❤❤❤jay shree krishna

  • @khirodbehera2485
    @khirodbehera2485 4 роки тому +12

    💐💐💐💐super... heart touching.. jay jagannatha 💐💐💐

  • @sachikantarout28
    @sachikantarout28 3 роки тому +3

    Tunda Tina Hei Jauchhi Mu Jete Thara Sunuchhi God Bless U Brother Superb Voice

  • @sumantasamal607
    @sumantasamal607 4 роки тому +3

    Haribol haribol re Bhai 🙏🙏🙏🙏🙏🙏🙏🙏🙏🙏

  • @rakeshchandrapradhan114
    @rakeshchandrapradhan114 4 роки тому +17

    ଯେତେ କହିଲେ ବି କମ ପଡିବ 🙌🙌🙌👌👌👌👌👌👌👌🙏🙏🙏🙏🙏ବାବା ... ଜୟ ଜଗନ୍ନାଥ

  • @devotionaltunes
    @devotionaltunes 4 роки тому +13

    ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ
    ସତରେ ଈଶ୍ୱର ସୃଷ୍ଟି ସଂସାରେ ଭଗବାନ ନିଜର ଲୀଳା କରିବାପାଇଁ ଅବତାର ଗ୍ରହଣ କରନ୍ତି ଏବଂ ଏହି ଭକ୍ତମାନଙ୍କ ଦ୍ଵାରା ଜନମାନସଙ୍କୁ ଈଶ୍ୱରଙ୍କ ମାର୍ଗରେ ଚାଲିବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରନ୍ତି।
    ବହୁତ ସୁନ୍ଦର ଭାବରେ ଏହି ମହାମନ୍ତ୍ର ଟି ପରିବେଷଣ କରିଥିବାରୁ ବହୁତ ବହୁତ ସାଧୁବାଦ।

  • @narayandalai9799
    @narayandalai9799 3 роки тому +1

    ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲

  • @spreadkrishnaconsciousness8371
    @spreadkrishnaconsciousness8371 4 роки тому +4

    Ati sundar.. Nitai Gauranga🙏🙏🙏

  • @radharanicreations3041
    @radharanicreations3041 2 роки тому

    Koti koti pranam apananku ,bhaba bhakti vara naama sankirtan parivesana kari thibaru,dhanya tume bhagaban dhanya tuma lila..dhanya tuma vakta

  • @pabitrabarik609
    @pabitrabarik609 3 роки тому +3

    Baba aapananka bhalia odisha re kehi nahanti maha mantra nama aapananka sangare kari paribe 🙏🙏(khetana bhai nka khola odisha re no1)

  • @tkrishnaswamy6856
    @tkrishnaswamy6856 Рік тому

    ହୂରଦୟ କୁ ଛୁଇ ଆକିରେ ଲୁହ ବାହାରୁଚି.. ଏଇ ନମଃ ସୋକିର୍ତ୍ତନ କୋଳିଯୁଗ ର ମୋହ ମତ୍ର 😭😭😭😭😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏. ହେରେ କୃଷ୍ଣ ହେରେ କୃଷ୍ଣ କୃଷ୍ଣ କୃଷ୍ଣ ହେରେ ହେରେ..
    ହେରେ ରାମ ହେରେ ରାମ ରାମ ରାମ ହେରେ ହେରେ. 🙏🙏🙏🙏

  • @hemrajnayak3958
    @hemrajnayak3958 3 роки тому +2

    Hare Krishna Hare Ram

  • @jitendrabarik1607
    @jitendrabarik1607 4 роки тому +17

    Prabhu ji app ka kirtan adorable... Middle me Jo speech de rehe he wo v bht sundar lagta he..God bless you.

  • @rabindramaharana5803
    @rabindramaharana5803 4 роки тому +24

    ଏପରି ଭାବଧାରାରେ ମୁଁ ମୋ ନିଜସ୍ବ ମତରେ କହୁଛି କି ଆପଣଙ୍କୁ ଓଡିଶାର " ଦ୍ବିତୀୟ ଚୈତନ୍ୟ " କହିବା ହିଁ ଠିକ୍ ହେବ🙏🙏🙏🙏🙏🙏🙏

  • @deepakpradhan6098
    @deepakpradhan6098 3 роки тому +1

    hare krishna hare raam....
    joumane a sabu karuchhanti amane samaste bhagwan nka banajaithiba ahi sundar sansar ku banchauchhanti..

  • @prabhukrupaKirtana
    @prabhukrupaKirtana 3 роки тому +3

    ଜୟ ଶ୍ରୀ କୃଷ୍ଣ
    ଭଜ ହରି ନାମ

  • @sampadnayak299
    @sampadnayak299 2 роки тому +2

    ଜୟ ଶ୍ରୀ ରାମ

  • @susantakumar3971
    @susantakumar3971 Рік тому

    Hare Krishna Hare Krishna Krishna Krishna hare hare hare Rama hare Rama Rama Rama hare hare 🙏🙏🙏

  • @narayandalai9799
    @narayandalai9799 3 роки тому +1

    jay 🚩🌴shree 🌴🚩krishna🌴🚩
    jay 🌴🚩shree 🌴🚩radhe🚩🌴🍌🍌🥥🥥🌻🌻🍍🍍🍇☘️🍀☘️🌴🌴🚩🌲🍒🌿🍒🌲🌲🌱🍒🌿☘️🍇🍇🌳

  • @satyaranjanjena9967
    @satyaranjanjena9967 3 роки тому +3

    କିସ୍ଵର ଇଏ ସବୁ ଭଗବାନ କଂ ଅବଦାନ

  • @radhakrishnasankrityayanma4813
    @radhakrishnasankrityayanma4813 4 роки тому +1

    Satare hurudaya bhara voice Aapananka

  • @rakeshchandrapradhan114
    @rakeshchandrapradhan114 3 роки тому

    ଆହାଃ କି ସୁନ୍ଦର.. ସମଧୁର 😍😍😍👌👌👌👌👌

  • @rakeshchandrapradhan114
    @rakeshchandrapradhan114 3 роки тому +7

    ଯେତେ ଶୁଣିଲେବି ସେତେ ଶୁଣିବାକୁ ଇଚ୍ଛା ହଉଚି.. ଭାବୁଛି ଆପଣଙ୍କ ପରି ଏହି ସୋର ରେ କେହି ଏମିତି ଗାଈ ପାରିବେନି 👌👌👌👌👌👌👌👌👌👌👌👌👌👌👌👌👌😍😍😍🙏🙏🙏🙏🙏🙏

  • @kumarpapun2588
    @kumarpapun2588 3 роки тому +6

    ଆନନ୍ଦେ ଏକ ବାର ହରି ବୋଲ

  • @niranjandas9642
    @niranjandas9642 4 роки тому +7

    Really heart touching tune, love the way they are porfermming , jai shree krishna 🙏, jai shree ram 🙏

  • @himansivani612
    @himansivani612 2 роки тому

    Hare Krishna Hare Krishna Krishna Krishna hare hare hare ram hare ram ram ram hare hare

  • @bimalparida245
    @bimalparida245 3 роки тому

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ.......

  • @kanhucharandas7134
    @kanhucharandas7134 3 роки тому +8

    କେଵେ ଆସିଥିଲେ ରାଧାଚରଣ ମହାରାଜ୍ ଆମ ଗାଁ କୁ ଆଉ କାହା ଘରକୁ

  • @user-se3mp5kf6y
    @user-se3mp5kf6y 4 місяці тому +1

    Jay Radhe....Haribol

  • @dillipbiswal303
    @dillipbiswal303 3 роки тому +3

    This is something defference from others...... Really heart touching

  • @purnachandradalai3656
    @purnachandradalai3656 2 роки тому

    Ahee pravhu ki maya lagaoucha hare krushna krushna krushna hare hare hare rama hare ram ram ram hare

  • @mahendradas9537
    @mahendradas9537 2 роки тому

    ଜୟ ଜଗନ୍ନାଥ,ହେ ମହା ବାହୁ ଶ୍ରୀ ହରି,ରାଧେ ଗୋବିନ୍ଦ
    କୋଟି ନମସ୍କାର ପ୍ରଭୁ ଜଗତ କଲ୍ୟାଣ ହେଉ,ହରି ନାମ ସବୁଠୁ ମଧୁର

  • @narayandalai9799
    @narayandalai9799 3 роки тому +3

    ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @narayandalai9799
    @narayandalai9799 3 роки тому +1

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @santanubehera1115
    @santanubehera1115 4 роки тому +2

    Gru Hari bole 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 radhy radhy 🙏🏼🙏🏼🙏🏼🙏🏼🙏🏼

  • @alokbiswal7319
    @alokbiswal7319 3 роки тому +1

    Baba apanka voice koiele bhalie madhura apanka sankirtana sabubelea sunea au bhabarea Kandi padea bhabrea bhabrea jay jganath prabhu .......

  • @niranjanpradhan3548
    @niranjanpradhan3548 3 роки тому

    Really... ehi Mahamantra sunila pare hrudaya ku bahut shanti milila. Somebody has correctly spoken that...you are the 2nd CHAITANYA of Odisha. Prabhu Jagannath apana samastankara mangala karantu.

  • @durgacharanrout6327
    @durgacharanrout6327 4 роки тому +7

    radhe radhe.baba jadi apana ama mananku nama sankirtan re saamil heba pain sujoga debe taahele ame maane nijaku dhanya mane karibu.

  • @narayandalai9799
    @narayandalai9799 3 роки тому +2

    ଜୟ🚩🌿 ହନୁମାନ🌿🚩🥥🥥🍌🍌🌻🌻🍍🍎🍒🍀🚩🌿☘️🌴🌺🍀🌱🌳🌲🌻🍍🍎🍒🍀🚩🌿☘️

  • @BeingTrilochan
    @BeingTrilochan Рік тому +2

    The first half is just mesmerizing. Waah what a devin voice

  • @mitulmanas3489
    @mitulmanas3489 4 роки тому +5

    My life my life my life prabhu jagannath mahaprabhu 😭😭😭🙏🙏🙏

  • @prakashsahoo1052
    @prakashsahoo1052 Рік тому

    ହରେକୃଷ୍ଣ ହରେକୃଷ୍ଣ କୁଷ୍ଠ କୁଷ୍ଠ ହରେ ହରେ

  • @wooddesign1365
    @wooddesign1365 Рік тому

    ବାବା👏 ପ୍ରଣାମ ଆପଣ ଏମିତିକା ଭଜନ ସବୁବେଳେ ଛାଡ଼ନ୍ତୁ ମୁଁ ସବୁବେଳେ ଶୁଣେ ଜୟ ଶ୍ରୀ ରାମ

  • @hariharpaik3570
    @hariharpaik3570 3 роки тому +2

    Hare Krishna hare Krishna Krishna Krishna hare hare
    Hare rama hare rama rama rama hare hare

  • @narmadapanda6133
    @narmadapanda6133 2 роки тому +1

    Hare Krishna Hare Krishna. Krishna Krishna Hare Hare. Hare Ram Hare Ram . Ram Ram Hare Hare.

  • @shaktiprasadmishra5905
    @shaktiprasadmishra5905 3 роки тому +2

    Ati sundar...mind blowing,m speechless...🤐🤐🤐🙏🙏🙏🙏

  • @smiki9378
    @smiki9378 2 роки тому +4

    What A Devine Voice....🙏🙏🙏

  • @beenapanipatra6025
    @beenapanipatra6025 4 роки тому +39

    What I say am just speechless. Your amazing voice just make my mind and heart happy. Great voice sir

  • @badboytitu9892
    @badboytitu9892 3 роки тому

    Bhai koti 🙏....Love u...Guruswami bless you

  • @SujankumarKhatei-ru6us
    @SujankumarKhatei-ru6us 11 місяців тому

    ପ୍ରଭୁ ଯେତେ ଶୁଣିଲେବି ଆତ୍ମା ଆଉ ବେଶି ବେଶି ଶୁଣିବାକୁ ମନ କରୁଛି,🙏🏻🙏🏻

  • @balarambhajansandhyatu4sw5qq2r
    @balarambhajansandhyatu4sw5qq2r 3 роки тому +4

    Super Laki Baba 🙏🙏🙏🙏

  • @ataseeaparajita1902
    @ataseeaparajita1902 2 роки тому

    He vagban ichhta hauchi mariba jae .........mo kanare suvuthau..🙏🙏🙏🙏

  • @namitajena6123
    @namitajena6123 2 роки тому

    Jai. Sri. Jagannath. Beutiful. Voice

  • @mitujena9063
    @mitujena9063 3 роки тому

    Aapana nka eahi jasa kriti ku bhagaban sabubele banaya rakhantu.. Jay jagannath. Hari om

  • @radhakrishnacreation207
    @radhakrishnacreation207 Рік тому

    Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare

  • @radhakrishnasankrityayanma4813
    @radhakrishnasankrityayanma4813 4 роки тому +2

    Baba Radhey Krishna 🙏🙏🙏🙏

  • @srbvideo8665
    @srbvideo8665 3 роки тому +13

    Amazing soulful voice, this voice connected god

  • @dharanidharaandia1626
    @dharanidharaandia1626 Рік тому +2

    Hart 💕touching 🙏Radhe Radhe

    • @gaurangmahala7519
      @gaurangmahala7519 11 місяців тому

      Iuo9oíoooooí up ooíoo up p up 8 yu oi up ko jo jo up up ko up ko iy yu up up up up ko up up ky ko jo up oip yu i up i up i up up up i up up ko up ko op iioo up up up ío8poi IP 8o8 up up i ty 9oop op o oo ioyoi ko jo uii up up uii up up up uii up up up o9í up i999oo9 ko up u ko up up 9 oiii up 8ii ko oí9o oo up up po up up píiu up ko up op 9 op po0 ko up u op 9o9o88í up up io up ú up up up o yu iuío up up uii up up ko up io up u too up up up oo up o iioo up up up ko up up up to úu jo y jjio i up up hi ppjú jo uii up ko jo jo uii up up up up up 8 up íoo8o up up ko up up up uii up koi o up uii up up o yu o oo up 9 up up oiiuu9 up up up i up to

  • @bheerendarbilal1347
    @bheerendarbilal1347 2 роки тому

    Hare Rama Hare Krishna Krishna Krushna Hare Hare

  • @kousalyakanjilal3368
    @kousalyakanjilal3368 2 роки тому +1

    🙏🙏🙏🙏🙏❤️💕❤️ Jay Shree krishna Radhe Radhe 🙏🙏🙏🙏🙏❤️💕❤️

  • @dasarathab3915
    @dasarathab3915 2 роки тому +6

    Super voice😌
    Jay🙏 jagannatha🙏🙏🙏

  • @babulicharansethy8563
    @babulicharansethy8563 3 роки тому

    ସତରେ ଭାଇ କେତେ ସୁନ୍ଦର ନାମ ରସ ମନକୁ ଶାନ୍ତ କରିଦେଲା

  • @soubhagyabhanusahoo342
    @soubhagyabhanusahoo342 4 роки тому +6

    Lucky Baba nka kritan sabu bele midnight re hauchi.jadi trutiya prahar huanta .tebe bhakta Kandi pakeibe.mu anubhabi.

  • @alokbehera6514
    @alokbehera6514 3 роки тому +1

    Radhe krishna

  • @kanhucharandas7134
    @kanhucharandas7134 3 роки тому +3

    ଜୟ ନିତାଇ ଗୌର ରାଧେ ଶ୍ରୀ ହରି 🙏🙏🙏

  • @debaprasadnayak1249
    @debaprasadnayak1249 10 днів тому

    ରାଧା ଗୋବିନ୍ଦ

  • @mitulmanas3489
    @mitulmanas3489 4 роки тому +1

    I Love this hari naam kritan

  • @kabirajbehera1917
    @kabirajbehera1917 3 роки тому +2

    Jhakasssss

  • @jyotiprakash2315
    @jyotiprakash2315 2 роки тому +1

    Really heart touching...Jay Jagannath 🙏🙏🙏🙏🙏🙏🙏

  • @samirmanna8689
    @samirmanna8689 3 роки тому

    খুব সুন্দর প্রভু।হরে কৃষ্ণ হরে রাম।

  • @sibakumarpradhan8362
    @sibakumarpradhan8362 3 роки тому +2

    Hare Krishna...

  • @akshaynath77
    @akshaynath77 2 роки тому

    Harekrishna bahut sundar

  • @papunababu....6932
    @papunababu....6932 Рік тому

    ହେ ପ୍ରଭୁ କି ଆନନ୍ଦ, ଯୟ ଶ୍ରୀ ରାମ 🙏

  • @lingarajnahak3949
    @lingarajnahak3949 2 роки тому

    Apananka nama bahut bhabapurna abam madhura

  • @niranjanpradhan5576
    @niranjanpradhan5576 3 роки тому

    Bahut sundar harinaam