Namaste Prabhu Jagannath 🙏 Soulful Heart touching Odia Bhajan

Поділитися
Вставка
  • Опубліковано 28 гру 2024

КОМЕНТАРІ • 3 тис.

  • @jitendrasahoo4757
    @jitendrasahoo4757 10 місяців тому +13

    ହେ କୋଟି ଓଡ଼ିଆର ମଉଡ ମଣି ହେ ମହାବାହୁ ହେ ଚକାନୟନ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ପ୍ରଣାମ ମଣିମା। ଜୟ ଜୟ ଜଗନ୍ନାଥ

  • @ajitkumarpatra5533
    @ajitkumarpatra5533 3 роки тому +21

    ନମସ୍ତେ ପ୍ରଭୁ ଜଗନ୍ନାଥ 🙏🙏🙏ଅନାଥ ନାଥଙ୍କର ନାଥ 🙏🙏🙏 ତ ଗୁଣ ଗାନ ନ ସରିବ ତ ଗୁଣ ଗାନ ନ ସରିବ 🙏🙏🙏

  • @dwarikaprasaddash2069
    @dwarikaprasaddash2069 2 роки тому +8

    ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଜନ

  • @BijayKumar-xi8ym
    @BijayKumar-xi8ym 4 роки тому +6

    Eta Odia Jaatira Jagannathanka prati Bhakti prema sangita.Thanks to the Singer.

  • @judhisthiranaik2503
    @judhisthiranaik2503 4 роки тому +10

    ଜୟ ଜୟ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ ll ବହୁତ ସୁନ୍ଦର ହୃଦୟସ୍ପର୍ଶୀ ସୁମଧୁର ଭଜନ l କଣ୍ଠ ଶିଳ୍ପୀ ମହାଶୟକୁଂ ବହୁତ ବହୁତ ଧନ୍ୟବାଦ, ଆଗକୁ ଆହୁରି ଏପରି ସୁନ୍ଦର ଭଜନ ଗାଆନ୍ତୁ l ଜୟ ଜୟ ଜୟ ଜଗନ୍ନାଥ ଏହି ବିଶ୍ୱବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରନ୍ତୁ l 🚩🔱🙏🙏🙏🔱🚩

  • @pradiptakumarmohanty1848
    @pradiptakumarmohanty1848 10 місяців тому +1

    ଶିବ ନନାଙ୍କୁ ମୋ ତରଫରୁ ଅନେକ ଅଭିନନ୍ଦନ. ଜୟ ଜଗନ୍ନାଥ😢😢😢🙏

  • @srikantadeepak9698
    @srikantadeepak9698 2 роки тому +5

    ଏହି ଭଜନ ଟି ଶୁଣି ଆତ୍ମା ତୃପ୍ତି ହୋଇଗଲା 🙏🙏🙏

  • @spiritualpeace1234
    @spiritualpeace1234 4 роки тому +37

    କେବଳ ଗୋଟିଏ ଆଶ୍ରୟ.. ଆମ ପ୍ରଭୁ ଜଗନ୍ନାଥ..

  • @Sushilsuna91
    @Sushilsuna91 Рік тому +1

    🙏🏻🙏🏻🙏🏻ହେ ନୀଳମାଧବ 😭😭😭ହେ ଜଗତକର୍ତା ତୁମେ ସର୍ବ ଶକ୍ତିମାନ ମୁଁ ଗୋଟେ ତୁଚ୍ଛ ମଣିଷ ଟେ ପ୍ରଭୁ ଜଗନ୍ନାଥ ତମ ପାଦ ତଳେ ମୋ ହୃଦୟ କୁ ଅର୍ପଣ କରୁଛି ପ୍ରଭୁ ❤❤❤ଏଇ ଗୀତ ସୁଣିକି ମୋ ହୃଦୟ ବିଚଳିତ ହେଇଯାଉଛି ବହୁତ ସୁନ୍ଦର ରଚନା କଣ୍ଠଶିଳ୍ପୀ ।

  • @prabhukrupaKirtana
    @prabhukrupaKirtana 4 роки тому +9

    ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ।
    ହରେ ରାମ ହରେ ରାମ, ରାମ ରାମ ହରେ ହରେ ।।
    ଭଜ ହରି ନାମ
    🙏ଜୟ ଜଗନ୍ନାଥ🙏

  • @biswojitmishra548
    @biswojitmishra548 4 роки тому +5

    ଵହୁତ ସୁନ୍ଦର
    ଜୟ ଜଗନ୍ନାଥ 🙏🙏🌹🌹🙏🙏

  • @amitkoner9440
    @amitkoner9440 11 місяців тому +2

    মন মোহিত হয়ে যায় ❤ জয় জগন্নাথ মহাপ্রভু , বন্দে পুরুষোত্তম

  • @deepakdeepak-yr4bu
    @deepakdeepak-yr4bu 4 роки тому +7

    So touching. Prabhu e jagata ku raksya kara. Jaya jaya Jagannath.

  • @Cseriesodia
    @Cseriesodia 4 роки тому +5

    ମୋ କାଳିଆ ସାଆନ୍ତେ କଡେ ସୁନ୍ଦର ଥରେ ଚର୍ମ ଆଖିରେ ମନ ଭରି ଦେଖ କଡେ କଳା ମୋ ସାଆନ୍ତେ ❤🙏🙏🙏❤(ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ)

  • @tankadhardas9017
    @tankadhardas9017 Рік тому +1

    ଜୟ ଜଗନ୍ନାଥ ।
    ନୀଳାଚଳ ନିବଶୟ ନିତ୍ୟୟ ପରମାତ୍ମନେ
    ବଳଭଦ୍ର ସୁଭଦ୍ରା ଭାୟମ ଜଗନ୍ନାଥ ୟତ୍ୱେୟୀ ନମଃ ।

  • @mithunp7300
    @mithunp7300 4 роки тому +7

    ଅତି ସୁନ୍ଦର ଭାବରେ ଗାଇଛନ୍ତି ❤️ touching song

  • @MishraRecords
    @MishraRecords 3 роки тому +11

    କେତେ ଭାବ ଗମ୍ଭୀର ସ୍ୱର ପ୍ରଭୁ, ତୋର ପାଦ ରେ ଶରଣ ଦିଅ ପ୍ରଭୁ, ଜୟ ଜଗନ୍ନାଥ 🙏🙏🙏🙏

  • @Lilima4455
    @Lilima4455 Рік тому +1

    Jay jaganntha nana 🙏🙏nana apana sabubele emiti sundara bhajan Gauthantu 🙏🙏🙏🙏❤️❤️❤️🌷🌷🌷🌷Mor prabhu nka pakhare Etiki parthana 🙏🙏🙏

  • @sukantswain745
    @sukantswain745 4 роки тому +9

    Jay Jaganathswami nayanpathgami bhabtume
    ସର୍ବ ଜୀବ ଅନ୍ତବାସୀ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଦ ତଳେ କୋଟି କୋଟି ପ୍ରଣାମ

  • @akshyameher7402
    @akshyameher7402 4 роки тому +41

    ବହୁତ ସୁନ୍ଦର ଗୀତ ବଳୁଛ ଏହିପରି ପୁଣି ଆହୁରିଗୀତ ଦିଅନ୍ତୁ ଶୁଣିବାକୁ ବହୁତ ଭଲ ଲାଗୁଚି ଜଗନ୍ନାଥ ଆପଣଙ୍କ ମଙ୍ଗଳକରନ୍ତୁ

  • @biswanathkar2758
    @biswanathkar2758 2 місяці тому

    ହେ ମହାବାହୁ, ଚକା ଆଖି, ହେ କେଶବ, ହେ ମଧୁସୂଦନ, ଗୋବିନ୍ଦ, ତୁମ ପାଦ ପଦ୍ମ ରେ କୋଟି ପ୍ରଣାମ. 🙏🙏🙏.

  • @localgooglemapmekar7053
    @localgooglemapmekar7053 4 роки тому +8

    ଆପଣଙ୍କ ଭଜନ ଶୁଣିବାକୁ ଭଲ ଲାଗେ....
    ମା ସରସ୍ଵତୀ ଆପଣଙ୍କ କଣ୍ଠ ରେ ବିଜେ ହୁଅନ୍ତୁ ସଦା ସର୍ବଦା.... 🙏🙏🙏

  • @rohitbhattacharya2962
    @rohitbhattacharya2962 Рік тому +7

    Proud to say I am born in odisha.This devotional song is perhaps the finest creation.Listening to this song I feel the presence of My Lord everywhere.

  • @karnabisoyi376
    @karnabisoyi376 2 роки тому +2

    ଜୟ ଜଗନ୍ନାଥ ଏହି ସୁନ୍ଦର ଭଜନ ଶୁଣି ମୁଁ ବହୁତ ଖୁସି ହୋଇଗଲି ଆଉ ଜଗନ୍ନାଥ ଙ୍କ ପାଦ ତଳେ ମୋର କୋଟି କୋଟି ପ୍ରଣାମ ।🙏🙏🙏🙏🙏

  • @srabanrana2047
    @srabanrana2047 4 роки тому +12

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🌺🌺🌹

  • @santosh1984nayak
    @santosh1984nayak 3 роки тому +6

    ବୋଲ ଆନନ୍ଦେ ହରି ହରି।।। ହରି କରିବେ ଭବ ପାରି।।।

  • @santoshpradhan1571
    @santoshpradhan1571 Рік тому +1

    Jai Jagannath Swami Nayana Path Gamine Bhaba Tume.Jai Shree Baldev ji Maharaj ki Jai.

  • @sarojinimohanty6701
    @sarojinimohanty6701 3 роки тому +8

    ହେ ପ୍ରଭୁ ଜଗନ୍ନାଥ ତୋ ଜଗତକୁ‌ ତୁ କରୋନା କବଳରୁ ରକ୍ଷାକର।🙏🙏

  • @laxmidharapenthoi4554
    @laxmidharapenthoi4554 3 роки тому +7

    Jay jaganath swami tume rakhaya karila prabhu koti koti namaskara prabhu deha bhala hau jau 🙏🌹🙏🌹

  • @rajendrabehera419
    @rajendrabehera419 2 роки тому +5

    Mo maha Prabhu nka pakhare atiki prathana , mo bapa nku se jaldi bhala kari diantu 😭😭🙏

  • @madhavpatwari518
    @madhavpatwari518 2 роки тому +8

    Jai Jagannath Ji Maharaj
    Jai Subhadra Maa
    Jai Balabhadra Ji Maharaj
    🙏🏻♥️🙏🏻♥️

  • @jayshrijagannath1627
    @jayshrijagannath1627 Рік тому +2

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ମୋ ଜୀବ ଜୀବନ ❤🌼🙏🌼❤️

  • @narayanmahapatra3102
    @narayanmahapatra3102 3 роки тому +4

    ହୃଦୟସ୍ପର୍ଶୀ ହୋଇପାରିଛି । କଣ୍ଠଶିଳ୍ପୀ ଙ୍କର୍ ଜଗନ୍ନାଥ ମଙ୍ଗଳ କରନ୍ତୁ ।

  • @niteshsahu6620
    @niteshsahu6620 4 роки тому +8

    He taradhar ,he palanhar ,parmatma ,apko annnat koti pradam

  • @MantupradhanPradhan
    @MantupradhanPradhan 8 місяців тому +1

    After listening my heart is crazy on lord Jagannath and lost on evulatiton lord Jagannath. really really you are great . 🙏🙏🙏🙏🙏 Hail jagannath.

  • @sureshchandrananda5743
    @sureshchandrananda5743 4 роки тому +9

    REALLY CREATION OF LORD JAGANNATH THANKS TO KARUNAKAR MY MORNING WALK FRIEND

    • @kulamanigiri4364
      @kulamanigiri4364 4 роки тому

      Beautiful song.Real voice of Jagannath bhajan.Heart touching and mind blowing.Go ahead with such types of bhajan creation.

  • @srikantabehera2773
    @srikantabehera2773 4 роки тому +4

    ଜୟ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ତୁମେ 👨‍👩‍👦‍👦👨‍👩‍👦‍👦👨‍👩‍👦‍👦🙏🙏🙏🙏🌹🌹🌹🌹

  • @user-Lilimapadhi5438
    @user-Lilimapadhi5438 11 місяців тому +1

    Jay jagannath Nana 🙏🙏 Nana amburta jharuchi 🙏 Nana apananku jagannath maha Prabhu ghanta ghodei rakhantu mor prabhunka pakhare etiki prathna 🙏🙏🌹🌹❤❤🙏🙏

  • @mr.dibyaranjan13
    @mr.dibyaranjan13 3 роки тому +9

    🙏❤️❤️ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤️🙏 ସାହା ହୋଇ ଥାଅ ପ୍ରଭୁ ❤️🙏 ଜୟ ଜଗନ୍ନାଥ ❤️🙏🙏🙏🙏🙏🙏

  • @debabratapradhan8585
    @debabratapradhan8585 3 роки тому +17

    ନାଥ ମୋର ଜଗନ୍ନାଥ
    ଅନ୍ଧାରେ ଦେଖାଏ ପଥ ା
    ଗୀତରେ ସ୍ବର ଲୟ ନେଇ
    ଭାବରେ ଦେଇଛି ଭିଜାଇ ା

  • @sibasankarsahu297
    @sibasankarsahu297 2 роки тому

    ଭାଇ ବହୁତ ସୁନ୍ଦର ଭଜନ, ଏମିତିକା ଭଜନ ଶୁଣିବାକୁ ଇଛା ଥିଲା ତାହା ଆଦି ପୂରଣ ହେଲା, jagannatha ତୂମକୁ ସହାୟ ହୂଅନତୁ

  • @rajendrasharma6390
    @rajendrasharma6390 3 роки тому +6

    ଜଯ ଜଗନ୍ନାଥଙ୍କ ସେବାରେ ଅନୁପ୍ରାଣିତ ହୋଇଛି ଏ ଜୀବନ 🙏

  • @artbybiren
    @artbybiren Рік тому +1

    ଏହି ଗୀତଟି ମୁଁ ଯେତେବେଳେ ଶୁଣେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଭାବରେ ମୋ ଆଖିରୁ ଲୁହ ଧାର ଧାର ହୋଇ ବୋହିଯାଏ

  • @Poeticheart493
    @Poeticheart493 3 роки тому +5

    He prabhu apananku koti koti pranam 🙏🏻🙏🏻Mo kalia suna😍🥰

  • @narayanmalik1639
    @narayanmalik1639 3 роки тому +12

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏

  • @sujitrout4438
    @sujitrout4438 Рік тому +1

    Bahut Santi laguchi...Jai Jagarnath

  • @alokkumarsahu6287
    @alokkumarsahu6287 4 роки тому +4

    Jay Jagannatha swami nayan patha gami bhabah tume

  • @rameshchandramishra6879
    @rameshchandramishra6879 3 роки тому +16

    This soulful Bhajan is devotionally so powerful that it instantly strikes the mind then moves the heart and ultimately touches the soul.The singer really deserves praise.

  • @agnibeenadutta754
    @agnibeenadutta754 2 роки тому +1

    Jay Jagannatha Swami Nayanapathagami Bhabatu Me💛🙏

  • @srikantabehera2773
    @srikantabehera2773 4 роки тому +9

    I love you Prabhu 🌹 you are ❤️❤️❤️the worlds best ❤️❤️❤️🙏🙏🙏🙏🙏🙏🙏

  • @maaisno1878
    @maaisno1878 4 роки тому +20

    Namaste prabhoo jagannath Rank 1 bhajan..
    I'm waiting for next bhajans

  • @ladameswarhanshans1351
    @ladameswarhanshans1351 11 місяців тому +1

    He jagannath jagata ra natha Apanku A adhama ra koti koti sarana prabhu

  • @subashmishra7398
    @subashmishra7398 3 роки тому +7

    Maa Saraswati sweetens your voice.Joy Jagannath.

  • @neerasingh2088
    @neerasingh2088 2 роки тому +4

    दिल के अन्तर्मन को छू जाने वाली महा आरती,, जत जगन्नाथ पुरी स्वामी🙏🙏🙏🙏🙏🙏🙏

  • @jyotsnamohanty2552
    @jyotsnamohanty2552 11 місяців тому +1

    jay Jaganath ❤❤🙏🙏prabhu tuma pada tale mo mana sabubele thau

  • @bijoymahapatra3414
    @bijoymahapatra3414 4 роки тому +8

    ହୃଦୟ ସ୍ପର୍ଶୀ ଭଜନ.ଜଗନ୍ନାଥଙ୍କ ଦୟାରୁ ମା ବୀଣାପାଣି ଆପଣଙ୍କ କଣ୍ଠରେ ସେମିତିକା ବସିଥାନ୍ତୁ. ମନ ଆତ୍ମା ଶାନ୍ତି ହେଇଯାଉଛି ସୁଣିଲାବେଳକୁ. ଆଖିରୁ ପାଣି ଆସିଯାଉଛି. ଆପଣ ଟିକେ ଦୟାକରି lyrics ଟା ଦିଅନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏🙏

  • @jayshrijagannath1627
    @jayshrijagannath1627 2 роки тому

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️🌼🙏🌼❤️

  • @sagarbeja6484
    @sagarbeja6484 4 роки тому +4

    Hee mahaa bahu corona ru a jagata ku rakya kara mahaa prabhu🙏🏻🙏🏻

  • @tapankumarswain9226
    @tapankumarswain9226 3 роки тому +6

    ଜୟ ଜଗନ୍ନାଥ🙏
    ଜୟ ଜଗନ୍ନାଥ🙏
    ଜୟ ଜଗନ୍ନାଥ🙏

  • @Godscreation2023
    @Godscreation2023 Рік тому +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏🙏🙏🙏🙏🙏🙏🙏

  • @abhiramsahu7547
    @abhiramsahu7547 4 роки тому +11

    Really heart touched Bhajan . Jay Jagnnath 🙏

  • @benucharanbehera3210
    @benucharanbehera3210 4 роки тому +40

    Jeete dekhuthile nua dishuthai,
    Jeete sunuthile nuaa lagai.

  • @bedaprakashmahakur
    @bedaprakashmahakur 4 роки тому +8

    Jay shree jagannath swami Nayan patha game bhaba tume

  • @subratkumarbarik4165
    @subratkumarbarik4165 2 роки тому +1

    🙏🏻🙏🏻🙏🏻🙏🏻🙏🏻🌹🌹🌹ଜୟ ଜୟ ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ

  • @PuriJagannathToka
    @PuriJagannathToka 4 роки тому +35

    Jay shree jagannath Jay maa Laxmi Jay maa parvati Omm namha sivaya ❤❤🥰🥰🌹🙏🙏😍😍🌺

  • @OdiaJagannathBhajan5343
    @OdiaJagannathBhajan5343 4 роки тому +6

    Narayan.....Narayan.....Narayan...
    So good voice and song..

  • @ambikastudioodia5006
    @ambikastudioodia5006 2 роки тому

    ❤️Namaste Prabhu❤️
    ନମସ୍ତେ ପ୍ରଭୁ ଜଗନ୍ନାଥ..
    ଅନାଥ ଲୋକଙ୍କର ନାଥ
    ନମସ୍ତେ ପ୍ରଭୁ ବାସୁଦେବ
    ଭକତ ଜନଙ୍କ ବାନ୍ଧବ... ll
    ନମସ୍ତେ ପ୍ରଭୁ ହୃଷୀକେଶ
    ଭକତ ଜନଙ୍କ ବିଶ୍ବାସ
    ନମସ୍ତେ ପ୍ରଭୁ ବିଶ୍ଵ ବାସୀ
    ସକଳ ହୃଦେ ଅଛ ବସି... ll
    ସ୍ରୁଷ୍ଟି ପ୍ରଳୟ ଅନ୍ତ କରୁ...
    ଏ ସର୍ବ ଗର୍ଭ ରେ ସମ୍ଭାଳୁ
    ପଚାଶ କୋଟି ବ ସୁନ୍ଦରୀ..
    ତୋର ହୃଦରେ ଛନ୍ତି ପୁରି ll
    ଚଉଦ ଭୁବନ ପାଟଣା..
    ଏ ସର୍ବ ତୋହର ସଜନା
    ତୁ ବ୍ରହ୍ମା ରୁଦ୍ର ବିଷ୍ନୁ ତୁହି
    ତୋ ବିନୁ ଆନ ଗତି ନାହିଁ.. ll
    ସ୍ରୁଷ୍ଟି ଯାହାର ଖେଳ ଘର
    ଅସହ୍ୟ ମାୟା ଜୀବ ଯାର
    ତୋହର ନିଶ୍ଵାସ ମରୁତ...
    ଦେବେ ହୋଇଲେ ତହୁଁ ଜାତ ll
    ତୁହି ଟି ଅଗ୍ନି ଦେବ ବୃନ୍ଦ
    ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର
    ଭୁଜ ରୁ ଅନନ୍ତ ମୁରତି
    କଣ୍ଠରୁ ଜାତ ସରସ୍ଵତୀ... ll
    ସଦା ଚଞ୍ଚଳ ନିଦ୍ରା ନାହିଁ
    ଏ ରୂପେ ଶୂନ୍ୟେ ଅଛୁ ରହି
    ଏମନ୍ତ ଅଶେଷ ମହିମା
    କେ ଜାଣି ପାରେ ଗୁଣ ସୀମା
    ତୋ ନାମ କରୁଥିଲେ ଲୟ
    କୋଟିଏ ଜନ୍ମ ପାପ କ୍ଷୟ
    ନାମ ଘୋଷିଲେ ସର୍ବ ସିଦ୍ଧି
    ଖଣ୍ଡଇ ରୋଗ ଶୋକ ଆଦି
    ଆତଙ୍କ ଭଞ୍ଜନ ତୋ ବାନା
    ଆତଙ୍କ କାଳେ ବଜ୍ର ସେନା
    ହୋଇଲୁ ଦଶ ଅବତାର
    ନାସିଲୁ ମେଦିନୀ ର ଭାର
    ଦୁଷ୍ଟ ନିବାରି ସନ୍ଥ ପାଳୁ
    ତୁ ନାଥ ପରମ ଦୟାଳୁ
    ତୁ ଅଟୁ ଦରିଦ୍ରଙ୍କ ଧନ
    ନାଥ ତୁ ବୁଝୁ ମୋର ମନ
    ସତୀ ଯୁବତୀ ଙ୍କର ମନେ
    ନିଜର ସ୍ଵାମୀ ଥାନ୍ତି ଯେହ୍ନେ
    ସେହି ପ୍ରକାରେ ମୋର ମନ
    ତୋଠାରେ ରହୁ ଭଗବାନ... ll
    🙏ସମାପ୍ତ🙏

    • @srinibashrout1181
      @srinibashrout1181 3 місяці тому +1

      ନମସ୍ତେ ପ୍ରଭୁ ଜଗନ୍ନାଥ
      ସକଳ ଜୀବ ଙ୍କର ନାଥ।

  • @tusharpradhan1974
    @tusharpradhan1974 4 роки тому +9

    Jay Jagannath Swami Nayana pata gami Bhaba Tumen Bhaba Tumen 🙏🙏🙏🙏prabhu

  • @pcspatro6282
    @pcspatro6282 4 роки тому +20

    Very heart touching JAGANNTH bhajan. My heartfelt namaskar to the entire team
    Listening such soulful songs of Lord Jagannth gives peace of mind to the listeners. I am moved by song and it’s singer.🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼💐💐💐💐💐💐💐💐💐💐💐💐💕💕💕🙏🏼

  • @priya-vf4ny
    @priya-vf4ny Рік тому +1

    Jaganatha
    Anatha
    Lokonkara
    Natha
    Namaste
    Prabhu
    Jaganatha
    Namaste
    Prabhu
    Basudeba
    Bhakata
    Janaka
    Rakhyaka
    Namaste
    Biswbasi
    Sakal
    Hrude
    Acha
    Basi
    Pacasa
    Koti
    Rasa
    Bali
    Tora
    Angare
    Achi
    Puri
    Cauda
    Bhubana
    Batana
    Aesabu
    Tora
    Mahima
    Tu
    Bramha
    Tuhi
    Bisnu
    Ta
    Binu
    Anya
    Gati
    Nahi
    Sasti
    Jahana
    Hela
    Asaya
    Maya
    Jiba
    Jara
    Tohar
    Niswsa
    Bayura
    Tebe
    Hoile
    Jata
    Tu
    Hi
    Hianti
    Deba
    Duta
    Nayane
    Jata
    Candra
    Surjya
    Tu
    Je
    Ananta
    Murati
    Kantharu
    Jata
    Saraswti
    Ae
    Rupe
    Sansare
    Achu
    Rahi
    Aemanta
    Asesa
    Mahima
    Ke
    Jani
    Pare
    Sima
    Tana
    Je
    Dhare
    Koti
    Janam
    Ra
    Papokhyaya
    Nama
    Ghosile
    Sarba
    Sidhi
    Ghotai
    Raga
    Soka
    Tydi
    Jayjaganath swami Jay Jaganath Jay Jaganath Jay Jaganath Jay
    Houlu
    Dosa
    Abatara

  • @karismasahoo5712
    @karismasahoo5712 4 роки тому +6

    Heart touching song ei rathayatra smaya re hin mo bapa expired karigale bahut mane paduhhi tanka katha 😭😭😭😭😭jay jagannath

    • @saradasahoo2409
      @saradasahoo2409 4 роки тому +1

      Dukha karani martya mandale dehabahi devata hoile marai
      Jagata mithya mrutyuhi satya
      Jiba Asichi mane jiba
      Tala barada khasuchi upara barada hasuchi majhi barada thaikahuchi
      Mokala bela asuchi
      Samaste jiba kie aga kie pacha

  • @rajkishorpatra3019
    @rajkishorpatra3019 4 роки тому +10

    Jay Jagannath 🙏💓🌹
    Jay shree radhe radhe 🙏💓🌹

  • @madhabpradhan8050
    @madhabpradhan8050 4 роки тому +5

    Ati sundar!
    Jai Jagannatha!

    • @Manoj-me4dx
      @Manoj-me4dx 3 роки тому

      👍👍👍👍👍 ଅତି ସୁନ୍ଦର୍ ଜୟ ଜଗନ୍ନାଥ

  • @shreejagannathsharanam7238
    @shreejagannathsharanam7238 4 роки тому +74

    ଜୟ ଜଗନ୍ନାଥ , ମହାପ୍ରଭୁଙ୍କ ଆଶୀର୍ବାଦ ରୁ ସବୁବେଳେ ଏମିତି ପ୍ରଭୁଙ୍କ ଗୁଣ ଗାନ କରୁଥାନ୍ତୁ ।🙏

    • @mahendrapanda1528
      @mahendrapanda1528 4 роки тому +4

      Jay jagannath Swami 🙏🙏
      You help me 🙏🙏

    • @surendranathdas1139
      @surendranathdas1139 4 роки тому +1

      @@mahendrapanda1528 aqqaqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqq

    • @prmads1802
      @prmads1802 4 роки тому

      @@mahendrapanda1528 Jagannath

    • @duryodhansahoo2712
      @duryodhansahoo2712 3 роки тому

      @@surendranathdas1139呢么

  • @NilakanthaBishoi
    @NilakanthaBishoi 6 місяців тому

    ଜୟ ଶ୍ରୀ ମହାପ୍ରଭୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ ଭଵ ତୁମେ ଭଵ ତୁମେ 🙏

  • @sambhusahu3761
    @sambhusahu3761 4 роки тому +9

    Jai Jagannath Swami 🙏🙏🙏🙏🙏🙏🙏🙏

  • @kumarsabyasachitripathy
    @kumarsabyasachitripathy 3 роки тому +4

    ହରେ କୃଷ୍ଣ 🌹👏❤

  • @nareshchandrabehera5060
    @nareshchandrabehera5060 2 роки тому

    Jay Jagannath Swami Nayana Pathagami Bhaba Tume.. Koti K.oti Pranam.

  • @santoshsenapati3579
    @santoshsenapati3579 4 роки тому +4

    Jay Jagannath swami 🙏🙏🙏🙏🙏🙏🙏🙏🙏🙏. Ananta koti pranam manima 🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @harekrishnapatra2504
    @harekrishnapatra2504 4 роки тому +13

    Namaste PRABHU Jaganath is a natural heart beat song always in my life .My deeply regards to the composer of the song. Lord JAGANATHA give His Mercy to the happy singer. Subedar Tech Instrument Hare krishna Patra Indian Army EME Retd. DOB 12th may 1952

  • @TheUnknown79
    @TheUnknown79 Рік тому +1

    Dhanya tetrish koti brahmandanath Jagannath Dhanya prakrutipati Purushottam Shrijagannath

  • @aadishaktidas68
    @aadishaktidas68 3 роки тому +10

    Excellent Voice and lyrics

  • @SanjeetKumar-iw6mx
    @SanjeetKumar-iw6mx 3 роки тому +7

    Jai Sri Jagannath Swami ji Mahaprabhu🙏😇

  • @ajaykumarmohapatra3530
    @ajaykumarmohapatra3530 2 роки тому

    Koti koti pranam prabhu....🙏🏻🙏🏻...

  • @erbmohapatra2004
    @erbmohapatra2004 4 роки тому +5

    speech less jay jaganaath mohaprabhu

  • @InspireDaily_Pradhan
    @InspireDaily_Pradhan 3 роки тому +12

    What a great Bhajan ? My tears are almost on my eys when heard first time.

  • @user-princi274
    @user-princi274 10 місяців тому +1

    Jai jagannath Swamy Nayana patha gami bhaba tumbhe bhaba tumbhe Prabhu rakhya kara Prabhu🪔🪔🪔🪔🪔🪔🪔🪔🪔🪔🪔🪔🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🍇🍇🍇🍇🍇🥥🥥🥥🥥🥥🥥🍎🍎🍎🍎🍎🍎🍎🍎🙏🙏🙏🙏🙏🙏🙏🙏🙏🙏🙏🙏

  • @rabindaradash6067
    @rabindaradash6067 4 роки тому +17

    Jay jannatha pravu apan nka kantha ru au vhajan sunantu pravu tumaku acsisa deauntu jay jagannatha

  • @sameerranjankandi9167
    @sameerranjankandi9167 2 роки тому +1

    Nilanchal Nibashaya Nityae paramatmena Balabhadra subhadrabhyam shree Jagannathaye Sudarshanaye et Namah.

  • @prakashdash6835
    @prakashdash6835 4 роки тому +20

    Jai Jagannath ❤️🙏

  • @srikantabehera2773
    @srikantabehera2773 4 роки тому +7

    JAI JAGNNATH THIS IS MY FAVORITE PRABHU ,👨‍👩‍👦‍👦👨‍👩‍👦‍👦🙏🙏🙏🙏🙏🙏🙏🥥🥥🥥

  • @ladameswarhanshans1351
    @ladameswarhanshans1351 11 місяців тому +1

    He jagatara natha jagannath mahaprabhu koti janmar sarang prbhu

  • @bbpattajosi8990
    @bbpattajosi8990 4 роки тому +34

    This bhajan is a heart touching when I listen automatically tears comes from eyes so ilike it

    • @ritadas3806
      @ritadas3806 4 роки тому +2

      Jay Jagannath bhahuta heart touching Dukha re akhiri luha jhari ase

    • @rashmiranjan5713
      @rashmiranjan5713 3 роки тому +1

      Hnn ଠିକ୍ କହିଲେ ଏଇ ଭଜନ ଶୁଣିଲେ ସଂସାର ତୁଚ୍ଛ ଲାଗୁଛି ଆଉ ଲୁହ ଧାରା ବନ୍ଦ ହେଉନି

    • @SarojYadav-ey8ko
      @SarojYadav-ey8ko 3 роки тому

      1

    • @sushantarout1316
      @sushantarout1316 3 роки тому

      @@ritadas3806 0

    • @sabyasachimohapatra3250
      @sabyasachimohapatra3250 2 роки тому +1

      Pura thik.. tears in my eyes .. while listening

  • @sanjumeher6286
    @sanjumeher6286 4 роки тому +7

    🌺🌹🙏 Jai Jagannath 🙏🌹🌺

  • @saradasahoo2409
    @saradasahoo2409 4 роки тому +14

    ଆପଣଙ୍କ ଗାଇବା ରେ ଏପରି ଭାବ ହେଉଛି ଖାଲି ଆଖିରୁ ଭାବର ଲୁହ ବୋହିଯାଉଛି ।
    ଆଉ ଏପରି ଭକ୍ତିଭାବ ଭଜନ ସେହି ଲେଖିଛନ୍ତି ଯେ
    ଭକତିର ଭାବ ଜାଣିଛନ୍ତି ଅତିବଡି ମହାପୁରୁଷ ଜଗନ୍ନାଥ ଦାସ

  • @siddheshwarprasad4748
    @siddheshwarprasad4748 2 роки тому +4

    Melodious songs and arti in oria language that touch my heart❤💖 and soul. S. P.

  • @rajatbiswal9761
    @rajatbiswal9761 2 роки тому +1

    ଏତେ ସୁନ୍ଦର ଗୀତ।ଯେତେ ପ୍ରଶଂସା କଲେ ବି କମ।
    ଜୟ ଜଗନ୍ନାଥ ❤️🙏🚩

  • @ramankartik8856
    @ramankartik8856 4 роки тому +4

    Hare ram Krishna.....my favourite song from childhood's.....jay Jagannath mahaprabhu.....

  • @colors7559
    @colors7559 2 роки тому +4

    I wish when close my last eyes this song ringing to my ears last moment 🙏
    2nd wish when i do darsan in sreemandir and my eyes on you this song ringing to my ears
    Hey supreme soul m the slavary soul of yours after all

  • @girishkumarbalabantaray814
    @girishkumarbalabantaray814 2 роки тому +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ

    • @girishkumarbalabantaray814
      @girishkumarbalabantaray814 2 роки тому +1

      ସମସ୍ତଙ୍କୁ ଭଲରେରଖିଥାଅ ମହାପ୍ରଭୁ ତୁମଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ