ବିଦେଶୀ ମାନେ କରିଲେ ବିଲକାମ / INDONESIA RICE TERRACES

Поділитися
Вставка
  • Опубліковано 20 вер 2024
  • ପ୍ରିୟ UA-cam ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ମୋତେ ସାହାଯ୍ୟ କରିବାପାଇଁ
    PhonePe - 8144660726
    UPI ID - 8144660726@ybl
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

КОМЕНТАРІ • 2,5 тис.

  • @MuTraveller
    @MuTraveller  Рік тому +1459

    ଝିଅ SUBSCRIBERମାନେ ସେ ଜାଗା ଦେଖି କେମିତି ଲାଗିଲା ?😃

    • @porimurmu2931
      @porimurmu2931 Рік тому +29

      Bahut bhala lagila bhai 😊😊

    • @OdiaBhaiPK
      @OdiaBhaiPK Рік тому +21

      Nice ଭିଡିଓ ଭାଈ ❤❤❤❤

    • @Tikilifestyle
      @Tikilifestyle Рік тому +26

      Bhai mana rahigala ki ସୁନ୍ଦର place ❤️❤️❤️❤️

    • @djchandankumar5950
      @djchandankumar5950 Рік тому +9

      ଝିଆ ନୁହେଁ ଲବ ଭାଇ ଝିଅ ଲେଖ ହା ହା ହା😂😂😂

    • @rabindarbarad925
      @rabindarbarad925 Рік тому +8

      Super heichi 😮😮😮😮

  • @cutemanishka
    @cutemanishka Рік тому +345

    କିଏ କିଏ ଚାଷୀ ଘରେ ଜନ୍ମ ବୋଲି ନିଜ କୁ ଗର୍ବିତ ଅନୁଭବ କରୁଛନ୍ତି।ଚାଷୀ ଘର ପିଲା ହୋଇଥିଲେ Like 👍❤🇮🇳 🙏
    Jai kisan Jai Jawan

  • @Tikilifestyle
    @Tikilifestyle Рік тому +2806

    ଆଜି ମୋର ଜନ୍ମଦିନ ସମସ୍ତେ ମୋତେ ଆଶୀର୍ବାଦ କରନ୍ତୁ ମୋ ପାଇଁ ଆଜି ଠାରୁ ଆରମ୍ଭ ହେଉଥିବା ନୂତନ ବର୍ଷ ଟି ଭଲ ରେ କଟୁ ଏଇ ଅଭାଗିନୀ ଭଉଣୀ ର ଏତିକି ମିନତୀ 🙏🙏🙏

  • @dusmantanayak8304
    @dusmantanayak8304 Рік тому +34

    "ସୁନ୍ଦର ତ୍ରୂପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ। "
    ବହୁତ ବଢିଆ ପରିବେଶ, ଲବ ଭାଇ ❤ , ବହୁତ ବହୁତ ଧନ୍ଯବାଦ ଭାଇ, ❤ from ଦୁଷ୍ମନ୍ତ ନାୟକ, ନିଳଗିରି, ବାଲେଶ୍ୱର

  • @mamalikadraka8580
    @mamalikadraka8580 Рік тому +5

    ସତରେ ଭାଇ ସବୁଠାରୁ ଏହି ଜାଗା କୁ ମୋତେ ବହୁତ ଭଲ ଲାଗିଲା ❤👌👍

  • @itssangramvlogs952
    @itssangramvlogs952 Рік тому +169

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

    • @radhika2094
      @radhika2094 Рік тому +1

      Mu,....

    • @radhika2094
      @radhika2094 Рік тому +1

      Ame santala boli kehi samman diyan to nahi ame kintu ambhe mane bada badiya babunku samman dau

  • @bisujena9224
    @bisujena9224 Рік тому +267

    କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ❤❤❤

  • @neelxofficial8496
    @neelxofficial8496 Рік тому +380

    ଆଜି ମା ଲଷ୍ମୀ ଙ୍କ ବାର ରେ ଆମ ଲବ ଭାଇ ଙ୍କ ର ଶୁଭମୟ ହଉ... ଜୟ ଜଗନ୍ନାଥ 🙏🏻☺️❤️❤️❤️❤️

  • @jotin_kumar
    @jotin_kumar Рік тому +12

    ଯାହା ହଉ ଭାଇ....ବାହାର ଦେଶ ଲୋକଙ୍କର HUMANITY ବୋଲି ଗୋଟେ ଜିନଷ ଅଛି...🙏🏻 ସବୁ ସେଇ ମହାପ୍ରଭୁ ଙ୍କ ଲୀଳା 🙏🏻 ଜୟ ଜଗନ୍ନାଥ🚩

  • @BasantiMajhi-tj3pd
    @BasantiMajhi-tj3pd Рік тому +5

    ଭାଇ ତମେ ବହୁତ୍ ଭାଗ୍ୟ ବାନ୍ ଏମିତି ତମସହିତ ସବୁ ବେଳେ ଭାଗ୍ୟ ସାଥୀ ଦେଇ ଥାଉ ❤❤❤❤❤

  • @TGFunny-tapan
    @TGFunny-tapan Рік тому +57

    କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି

  • @ayushnayaktukunu6787
    @ayushnayaktukunu6787 Рік тому +65

    ଯାହାକୁ ଭିଡ଼ିଓ ସହିତ Background Music ଭଲ ଲାଗିଲା Like କରନ୍ତୁ ❤️

  • @bisujena9224
    @bisujena9224 Рік тому +42

    କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤

  • @AnchorSubham1
    @AnchorSubham1 Рік тому +2

    bahut sundar brother , the efforts you are putting to create such magic magic just treat to eyes.. keep up the good work ..

  • @niashasahoo2562
    @niashasahoo2562 5 місяців тому

    ବହୁତ ସୁନ୍ଦର ହୋଇଛି । ତୁମ ଚଲାପଥ ଶୁଭମୟ ହେଉ । ଜୟ ଜଗନ୍ନାଥ 🙏

  • @Missmplifestyle
    @Missmplifestyle Рік тому +37

    କେଉଁମାନେ ଚାହୁଁଛ ବହୁତ ଜଲ୍ଦି ଲବ ଭାଇଙ୍କର 1 million subscribe ହେଇଯିବ କମେଣ୍ଟ ରେ ନିଶ୍ଚୟ କହିବେ❤❤❤🎉love you so much ଲବ ଭାଇ🎉🎉🎉🎉🎉

  • @gitasarangi5980
    @gitasarangi5980 Рік тому +35

    ଲବ ଭାଇ ଙ୍କ ପାଇଁ ସମସ୍ତ ଜିଲ୍ଲା ରୁ ଗୋଟିଏ ଗୋଟିଏ ଲାଇକ୍ ହେଇଯାଉ ।

  • @phinyalatabhuyan789
    @phinyalatabhuyan789 Рік тому +51

    ସୁବ ସକାଳ । ଆଜିର ଏପିସୋଡ ଦେଖିକି ବହୁତ ଭଲ ଲାଗିଲା, ଏପରି ଦୃଷ୍ୟ ଦେଖି ବହୁତ ଆନନ୍ଦ କରିଛି ଧନ୍ୟବାଦ ଲବ ଭାଇ ଆପଣଙ୍କ ପାଇ ଏହି ସମସ୍ତ ଦେଖିବାକୁ ପାଉଛୁ ❤❤

  • @trilochananayak2590
    @trilochananayak2590 Рік тому +1

    🙏ଜୟ ଜଗନ୍ନାଥ 🙏
    ବହୁତ ଖୁସି ଲାଗିଲା ଇଣ୍ଡୋନେସିଆ ର ଚାଷବାସ, ସେଠାକାର ଦୃଶ୍ୟ ବହୁତ ମନଲୋଭା ହୋଇଛି, ଏ ଜାଗା ଦେଖିଲେ ପେଟ ପୂରିଯାଉଛି ❤️❤️❤️
    ବହୁତ ବହୁତ ଧନ୍ୟବାଦ ଲବ ଭାଇ ❤️❤️❤️❤️❤️❤️

  • @happyboy9412
    @happyboy9412 Рік тому +3

    Nature with background music combination totally fantastic ❤

  • @chandrbabur5767
    @chandrbabur5767 Рік тому +26

    କାହାକୁ କାହାକୁ ଏହି ଜାଗା ଭଲ ଲାଗିଲା 👍👍👍👍👍କର

  • @devilsdevils4576
    @devilsdevils4576 Рік тому +116

    ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ ଆଉ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତୁ.... ଜୟ ମା ମାଣିକେଶ୍ବରୀ

    • @DEKNEWS10
      @DEKNEWS10 Рік тому

      ua-cam.com/video/mmRBk_cl2UE/v-deo.htmlsi=hufhqIrNIjTtmiv0

  • @OPGAMER-vx8fi
    @OPGAMER-vx8fi Рік тому +89

    ବହୁତ ସୁନ୍ଦର ହେଇଛି ଧାନ ଚାଷ ହୋଇଛି ❤❤❤

  • @debashishparida7288
    @debashishparida7288 Рік тому +3

    ଭାଇ ବହୁତ ସୁନ୍ଦର ଜାଗା ଦେଖିକି ମନ ଖୁସି ହେଇଗଲା ❤❤

  • @DeepakBiswal-zr3cf
    @DeepakBiswal-zr3cf Рік тому +9

    ମୁଁ ଚାହୁଁ ଛି 2024ବେଳକୁ 1ମିଲି ୟନ ହେଇ ଯାଉ ଲବ ଭାଇ ପାଇଁ ଗୋଟେ ଲାଇକି 👍

  • @babunamallick5594
    @babunamallick5594 Рік тому +30

    ବୋହୁତ୍ ସୁନ୍ଦର୍ ଜାଗା, ମନଲୋଭା ଦ୍ରୁଶ୍ୟ, ଲବ୍ ଭାଇଙ୍କ ସବୁ ବ୍ଲକ୍ ପରି ଏ ବ୍ଲଗ୍ ମଧ୍ୟ ମନକୁ ଛୁଇଁଲା 👌❤️❤️👍

  • @odiamotivation22
    @odiamotivation22 Рік тому +141

    ଲବ ଭାଇଙ୍କ ପାଇଁ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ସବୁବେଳେ ଭଲରେ ରୁହନ୍ତୁ

  • @prakashyoutube2138
    @prakashyoutube2138 Рік тому +41

    ଜୟ ଜଗନ୍ନାଥ ଓଡ଼ିଶା ଲବ ଭାଇ ଙ୍କ ପାଇଁ ଗୋଟେ like, ହେଇଯାଉ ଭାଇ ଭଉଣୀ ମାନେ

  • @axs.i
    @axs.i Рік тому +2

    7:53 What A View!! 🌿
    And The Background Music Is 🩶🎼
    #DivineFeelings

  • @silusanwiyan4173
    @silusanwiyan4173 Рік тому +2

    I can't imagine about this place. Wonderful place ❤❤❤❤❤❤❤

  • @SHREYAGURUNG123
    @SHREYAGURUNG123 Рік тому +43

    beautiful place🤩awesome view

  • @ajayaho8045
    @ajayaho8045 Рік тому +52

    ଜୟ ଜଗନ୍ନାଥ ଲବ ଦାଦା ,place is very nice ❤❤❤

  • @Dsrrsren7184
    @Dsrrsren7184 Рік тому +12

    ବହୁତ୍ ସୁନ୍ଦର ହେଇଛି ଧାନବିଲ ଗୁଡା ତେଣୁ ଦେଖିକି ବହୁତ୍ ବଢିଆ ଏବଂ ଲାଗୁଛି so impress to see this video . Really awesome and beautiful pictures. ଜୟ ଜଗନ୍ନାଥ ❤❤❤

  • @pintuvillagetour
    @pintuvillagetour Рік тому +6

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଲବ ଭାଇ 💐💐❤❤
    ଲବ ଭାଇଙ୍କ ପାଇଁ ଏଭଳି blog video ରେ ସୁନ୍ଦର ସୁନ୍ଦର ଜାଗା ଦେଖି ହେଉଛି ....
    ❤❤❤❤❤

  • @anupamanayak8568
    @anupamanayak8568 Рік тому +1

    ଅନେକ ଅନେକ ଶୁଭେଚ୍ଛା ଲବ ଓ ଧନ୍ୟବାଦ ।ଓ କି ମସ୍ତ ଜାଗା ଭାଇ ବହୁତ ଭଲ ଲାଗିଲା ।ଜୟ ଜଗନ୍ନାଥ ।

  • @Tribal_IndiaTraveler
    @Tribal_IndiaTraveler Рік тому +6

    ଲବ ଭାଇ ତମର ବ୍ଲଗିଂ ଅତୁଳନୀୟ, ଆଗକୁ ଆଗକୁ ମାଡ଼ି ଚାଲ , live and follow your passion and entertain the Nation .

  • @ABSExpressodia
    @ABSExpressodia Рік тому +21

    ବହୁତ ସୁନ୍ଦର ଧାନ ଚାଷ ହୋଇଛି ଆମ ଓଡ଼ିଶା ରେ ମରୁଡି ❤❤ଜୟ ଜଗନ୍ନାଥ 🙏🙏🙏ଲବ ଭାଈ ପାଇଁ ଗୋଟିଏ like ଟେ ହେଉ 😮😮

  • @uditkumarmajhi4754
    @uditkumarmajhi4754 Рік тому +14

    It is very beautiful place and amazing 🎉

  • @naraharisahoo4893
    @naraharisahoo4893 Рік тому +2

    Very beautiful place actually swarga pari laguchi ohh... very romantic place... nature ku dekhi Dil khush heigala 🙏❤️❤️ thank you so much vlogging such a beautiful place

  • @Sriman___Ranne100K
    @Sriman___Ranne100K Рік тому +1

    ଲଭ ଭାଇ ଭଣ୍ଡନେସିଆ ରୋ ଚାଷ ବିଲ ବହୁତ ସୁନ୍ଦର ଦେଖା ଯାଉଚି । Big fan bro my from koraput ❤️🔥🔥

  • @golakjambeka3090
    @golakjambeka3090 Рік тому +14

    ଜାଗା ବହୁତ ସୁନ୍ଦର ହେଇଛି ❤❤

  • @ChhabilaMunda
    @ChhabilaMunda Рік тому +21

    ପୁଅ Subscriber ମାନେ ସେ ଜାଗା ଦେଖି କେମିତି ଲାଗିଲା Comment କର 😊
    ଜୟ ଜଗନ୍ନାଥ 🙏
    ଭାଇ ତୁମେ ଏତେ ପରିଶ୍ରମ କରୁଛ ତୁମ୍ଭେ ସଦା ସର୍ବଦା ଖୁସିରେ ଥାଅ

  • @ranjankanhar682
    @ranjankanhar682 Рік тому +58

    ବହୁତ ସୁନ୍ଦର 🎉 ଜୟ ଜଗନ୍ନାଥ ଜୟ ଓଡିଶା

    • @DEKNEWS10
      @DEKNEWS10 Рік тому

      ua-cam.com/video/mmRBk_cl2UE/v-deo.htmlsi=hufhqIrNIjTtmiv0

  • @OdiaSolution
    @OdiaSolution Рік тому +1

    You are the first Aadivasi successor without government kotaa 😊

  • @tapankumarmuduli3353
    @tapankumarmuduli3353 Рік тому

    ଆଜିର ଭିଡ଼ିଓ ଅତି ସୁନ୍ଦର ହେଇଛି thanks ଲବ ଭାଇ

  • @rider_0796
    @rider_0796 Рік тому +17

    ଭାଇ ଙ୍କୁ ଆହୁରି ଆଗୋକୁ ନିଅ ଭାଇ ଓ ଭଉଣୀ ମାନେ 🙏🙏🙏🙏🙏🙏🙏

  • @technicalmajhi2140
    @technicalmajhi2140 Рік тому +26

    Vlogger of the year in Odisha goes to Mr. Laba Hansdah❤. Kou mane Agree koru6

    • @Mk_malay
      @Mk_malay Рік тому +1

      Vlogger of the year in India ❤ kuha bhai becoz sourav Joshi ta jiban ra emti vlog keba banaini like combination of footage+BGM+coolorgradding+and many more

    • @technicalmajhi2140
      @technicalmajhi2140 Рік тому +1

      @@Mk_malay ❤️👍

  • @hrudanandasankhua5824
    @hrudanandasankhua5824 Рік тому +5

    ଲବ ଭାଇ ଭିଡ଼ିଓ ଦେଖି ଭଲ ଲାଗିଲା ଲବ ଭାଇ ସତରେ ବହୁତୁ ସୁନ୍ଦର ଜାଗା ଦେଖି ବହୁତୁ ଖୁସି ଲାଗିଲା Love you Lada Bhai ❤️❤️❤️
    ଜୟ ଜଗନ୍ନାଥ 🙏 Good bless you 👍

  • @saritaraniachary2261
    @saritaraniachary2261 Рік тому +1

    Mate cinema dekhila pari laguchi❤❤❤❤❤ki sundar prakruti.😊😊😊Africa and Tarroja thu Indonesia is so beautiful country.❤ Enjoy your life with such beautiful moments.God bless you.

  • @puspanjalinaik164
    @puspanjalinaik164 Рік тому

    ବହୁତ୍ ସୁନ୍ଦର ଜାଗା l ଚମତ୍କାର l ଧନ୍ୟବାଦ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l ଜୟ ଜଗନ୍ନାଥ 🙏🙏🙏🙏

  • @bkn2396
    @bkn2396 Рік тому +34

    Geography Notes for Students::-.
    1:- Laba bhai Presenting us Tegallalang Rice Terrace in Bali
    2:- terrace is a leveled section of a hilly cultivated area , designed as a method of soil conservation to slow or prevent the rapid surface runoff.
    2:- in our india Uttarakhand most famous for this cultivation
    3:- More Notes you can add...

  • @alliswell4252
    @alliswell4252 Рік тому +32

    ସେ returns ଆସିଲେ କିଏ କିଏ ସ୍ୱାଗତ କରିବାକୁ
    Airport କୁ ଜୀବାକୁ ଇଛୁକ

  • @MrAshok07655
    @MrAshok07655 Рік тому +38

    Very interesting beautiful traditional place ❤ respect button for laba Hansda ❤️ Jay Jagannath 🙏🙏

  • @baburammunduya1882
    @baburammunduya1882 Рік тому

    Khub sundar natural scene....dekhile mana puri jauchi Bhai 👍👍👍👍💐💐💐💐

  • @duryokumar4236
    @duryokumar4236 Рік тому +3

    What a greeny view bro 💚awesome place 🥰🥰

  • @RamsinghHaiburu-c6u
    @RamsinghHaiburu-c6u Рік тому +46

    ଲବ ଭାଇକୁ କିଏ କିଏ ଭଲ ପାଉଛନ୍ତି ହୃଦୟର ସହ like କର

  • @dasarathimohapatra618
    @dasarathimohapatra618 Рік тому +5

    ବହୁତ ସୁନ୍ଦର ଧାନ ବିଲ ହେଇଛି,ଜୟ ଜଗନ୍ନାଥ,

  • @ManasKumarGiri-c7u
    @ManasKumarGiri-c7u Рік тому +17

    So beautiful place

  • @hembramdamodar123
    @hembramdamodar123 Рік тому +2

    Jay jagannath 🙏🙏🙏 apananku bhagaban bhalare emiti khusi re sabu bele rakhi thantu ahuri agaku chalantu ,we fully supporrted you👍, jay odisha😊😊Very nice laba bhai❤❤ place ta bahut wonderful heichhi. we like its👍👍👍

  • @madhusudandash8048
    @madhusudandash8048 Рік тому

    ଜୟଶ୍ରୀ କ୍ରୀଷ୍ଣ। ବହୁତ ବଢ଼ିଆ ଭିଡିଓ। ଜୟଶ୍ରୀ କ୍ରୀଷ୍ଣ

  • @debabratadigal9171
    @debabratadigal9171 Рік тому +13

    Very beautiful places 👌👌

  • @umakantsahoo313
    @umakantsahoo313 Рік тому +15

    Your presentation style & cinematic view is superb.Making all this requires lot of hard work & skill.Keep enjoying 👍👍

  • @sewaniguria7332
    @sewaniguria7332 Рік тому +23

    Glad to see about Indonesian crops #very beautiful places r there.... Keep showing us this types of places bro... ##stay blessed and stay safe....❤❤❤❤❤

  • @RMalik110
    @RMalik110 Рік тому

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @AbinashOjha.07
    @AbinashOjha.07 11 місяців тому

    🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏Love From Cuttack❤️

  • @sanakkishorgope2999
    @sanakkishorgope2999 Рік тому +13

    Awesome place..... beautiful view

  • @exploretheworld8680
    @exploretheworld8680 Рік тому +5

    Laba hansda one of the best International vlogger✊✊✊

  • @kamyamarkam6435
    @kamyamarkam6435 Рік тому +6

    Wow❤Very very beautiful place🥰🥰😍
    Thank you so much Lava bhaii🤗

  • @gajendrasaygajendrasay429
    @gajendrasaygajendrasay429 Рік тому

    ଅତି ସୁନ୍ଦର ଧାନ ଫସଲ ଭଲ ଦେଖାଯାଉଛି ହାସାଦ଼ା ଭାଇ,🌾🌾🌾🌾🌾🌾

  • @jyoshnarani799
    @jyoshnarani799 Рік тому

    Nice view beautiful place 👌😍
    Amazing vlog bro 👌

  • @harsharathvlogs2962
    @harsharathvlogs2962 Рік тому +14

    Beautiful landscape❤❤❤

  • @chandrbabur5767
    @chandrbabur5767 Рік тому +7

    ଜାଗା ଟା ପୁରା ମନ କିଣିନେଲା ବହୁତ ଭଲ ଜାଗା 👍👍👍ବହୁତ ସୁନ୍ଦର ଭାଇ ❤❤❤❤

  • @biswamohannaik5050
    @biswamohannaik5050 Рік тому +9

    So beautifull place

  • @gajendraprasadsahu703
    @gajendraprasadsahu703 7 місяців тому

    Very beautiful scenes.. bahut bhala lagila video thank you loba..❤️❤️❤️❤️

  • @biswajit_888
    @biswajit_888 Рік тому +1

    Maza asigala morning ru ete sundar vlog dekhiki❤

  • @anubeautylifevlog
    @anubeautylifevlog Рік тому +5

    Woow so beautiful place 😘👌👌❤️❤️

  • @Krishnamusic112
    @Krishnamusic112 Рік тому +16

    ଖୋର୍ଦ୍ଧା ଜିଲ୍ଲାରୁ କିଏ ଦେଖୁଛ ଲାଇକ୍ କର ❤❤❤

  • @swarnalatasamal8326
    @swarnalatasamal8326 Рік тому +4

    ଭାଈ ଆପଣଙ୍କ ପାଇଁ ଆମେ ବାସ୍ତବତା ଜାଣିପାରୁଛୁ । ବହୁତ ସୁନ୍ଦର ପ୍ରକୃତି। ଆପଣ ଏମିତି ଆଗେଇଯାନ୍ତୁ ଆଉ ଆମକୁ ଏମିତି ବାସ୍ତବିକ ଦେଖଉଥାଆନ୍ତୁ ।😊

  • @KabiraPradhan427
    @KabiraPradhan427 Рік тому

    So beautiful nature & place 👌👌👌

  • @PrakashKumar-jr9yr
    @PrakashKumar-jr9yr Рік тому

    କେତେ ସନ୍ଦର ଜାଗା ଭାଇ you are laki ଏତେ ସୁଦର ଜାଗାରେ ବୁଲୁଛ

  • @rajeshhembram9231
    @rajeshhembram9231 Рік тому +13

    Amazing cultivation

  • @uttammurmu2730
    @uttammurmu2730 Рік тому +5

    Beautiful place ❤❤

  • @DuliHembram-kx2gs
    @DuliHembram-kx2gs Рік тому +4

    Very beautiful place 👍👍👌🙂🙂

  • @ManojR9
    @ManojR9 Рік тому

    ଲବ ଭାଇ ଙ୍କ ଯୋଗୁଁ ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖି ବହୁତ ସୁନ୍ଦର ଲାଗୁଛି,❤❤❤ଲବ ଭାଇ ଙ୍କୁ 👍👍👍🥰🥰🙏 ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sasmitapanda3688
    @sasmitapanda3688 Рік тому +1

    Beautiful scenic view...mastt😊😊

  • @pravathiguntha9744
    @pravathiguntha9744 Рік тому +5

    Wow beautiful place bro❤️❤️❤️❤️❤️

  • @KoraputiaTribalCulture
    @KoraputiaTribalCulture Рік тому +10

    ଲବ ଭାଇଙ୍କୁ ଗୋଟିଏ like କର ❤❤❤

  • @balamukundasahu4091
    @balamukundasahu4091 Рік тому +7

    Wow beautiful place ❤❤❤

  • @kilogram382
    @kilogram382 Рік тому

    ବହୁତ୍ ବଢିଆ ଜାଗା।🙏🙏

  • @anumunu01
    @anumunu01 Рік тому +1

    Ajira video sabutharu best thila very nice video Bhai Bhagwan Jagannath apananka paribara ku bhalare rakhantu Jay Jagannath 🙏🙏 love you Bhai ❤️

  • @itssangramvlogs952
    @itssangramvlogs952 Рік тому +7

    ଓଡ଼ିଶା ରୁ କିଏ କୋଉ ଜିଲ୍ଲା ରୁ ଦେଖୁଛ Comment ରେ କୁହ. 👍🏻

  • @narendrameher9673
    @narendrameher9673 Рік тому +5

    ଲବ ଭାଇ ପାଇଁ ଗୋଟେ like ❤

  • @DUDUM12442
    @DUDUM12442 Рік тому +5

    Beautiful places ❤❤❤❤

  • @imanmallickofficials
    @imanmallickofficials Рік тому +2

    Many many happy returns of the day ❤ 🎉 Muta apana ku Jani ni hele B Always you are Happy Ruha mara Jesus priyara God bless you Mam

  • @Agniff-g8b
    @Agniff-g8b 5 місяців тому +1

    ବହୁତ୍ ସୁନ୍ଦର୍ ହୋଇଛି

  • @itssangramvlogs952
    @itssangramvlogs952 Рік тому +8

    କିଏ କାହାର କେତେ Likes ଆସିଛି ଦେଖିବାକୁ ଆସିଛ କୁହ. 👍🏻❤

  • @narayansumburui
    @narayansumburui Рік тому +5

    ଲବ ଭାଇ ବାହାହୋଇ ନ ଯଦି ଶୀଘ୍ର ବାହାହୋଇ ଯାଅ ଭାଊଜ ସହିତ ଥରେ all India ବାହାର ବୁଲିବକି ନାହିଁ କୁହ ଭାଈ ମାନେ!!

  • @madhabasahu3046
    @madhabasahu3046 Рік тому +5

    କିଏ କିଏ ବିଳକୁ ଜାଇ ଚାଷ କରିଛ like କର

  • @sarojinimurmu5340
    @sarojinimurmu5340 Рік тому +1

    This type of Nature is looking so so so beautiful. i like very much 😍😍😍 thanks Laba

  • @judhisthiranaik2503
    @judhisthiranaik2503 Рік тому

    ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା, ବହୁତ ବହୁତ ଧନ୍ୟବାଦ l