Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
କୁତ୍ ମେଣ୍ଢା ମେଟାକାନି ରାଇସ୍ ମିଳ୍ କେ ଵି ସିଳ୍ କର୍ ଧାନ୍ କଟ୍ନୀ ବହୁତ କରୁଜନ୍ ଧାନ ଭଳ୍ ଥୀଳେ ଵି
ଭଲ ହେଲା ଏମିତି କାମ ଯିଏ କରିବ ଏମିତି ହେବ
Right 👍🏿👍🏿👍🏿❤️❤️
M.la.nku.namaskar❤❤❤🎉😅
ଛାଡ୍ ଛାଡ୍ ମାଗିହା ସଲେ କର କଥା ଆମର ଗରିବ ନିରିହ୍ ଚାଷୀହରାଣ କରୁଛନ୍ 🚩💕👍🙏
ସବୁ ମିଳେ ଭଲ ଚାଲନା ଲଗଲେ ଏନତା ନାଇ ହୁଏ ଆଉ ସବୁ ମିଲ ଚେକ ହେଉ 🎉
Right👍👍👍
ପ୍ରତି ବସ୍ତାରେ ୧୦ କିଲୋ କମ୍ ରହୁଛି। ଲୋକେ କହୁଛନ୍ତି କଲେକ୍ଟର ଅଫିସ ମୂଷା ପାଞ୍ଚ ଓ ବିଡ଼ିଓ ଅଫିସ୍ ମୂଷା ପାଞ୍ଚ କିଲୋ ଖାଇ ଯାଉଛନ୍ତି।
Ek number 👍
ଲୋକଦେଖାଣିଆ ଯାଞ୍ଚ, ଏବେଠୁ ଡୀଲ ନ କଲେ ସବୁ ଫେଲ ମାରିଯିବା
ସୋନପୁରର ଶବୁ ମିଲ ଚେକ ହଉ
ସବୁ ମିଲ ଏମିତି କରୁ ଛନ୍ତି
ପ୍ରତେକ ଚାଉଳ ବସ୍ତା ରେ ୪୫/୪୩/୪୬ କେଜି ବାହାରୁଛି ଭଲ ସେ ଧ୍ୟାନ ଦିଅନ୍ତୁ
Right sir
👍👍
Hon'ble MP Sangeeta singdeo ଙ୍କ rice ମିଲ କୁ ଚଢ଼ାଉ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ | ଏଭଳି ଘୋଟାଲାରେ ଯୋଗାଣ ବିଭାଗ ର ପୁରା ହାତ ରହିଛି, ଯୋଗାଣ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ, ଏମାନେ ମିଲ ସହିତ ଭିତିରି ବୁଝାମଣା କରୁଛନ୍ତି |
Right kam karuche❤
Bargarh ra sabu mill checking hau
ସବୁ ମିଲ ରେ ଭଲ କରି ବେରୀଫୟ ହେଉ
ପଞ୍ଚଯାତ ମାନଂକୁ ସେଲସ ମେନ ମାନେ ନିଜେ ଚଉଲ ଘିନୁଚନ୍ ଜେ ସେ ଉପରେ କେଭେ ପଦକ୍ଷେପ ନେବେ....
ଦୁର୍ଜନ ତୈଳା ରୁ ଭଳ୍ ଧାନ୍ ନେଇଥିଳି ମେଟାକାନି ମିଳ୍ କାଟି ଦେଳା
ସରକାର ଉପରେ ବିଶ୍ୱାସ ଅଛି କିନ୍ତୁ ପ୍ରସାସନ୍ ଉପରେ ନାହିଁ
ମଉକା ଆସିଚେ ଖାଇଚାଲ
Sabu mill check hau
Very good
Same problem koraput district,kot pad block..... government ,midia please ......
ଲାଗୁଛି ବିଜେପି ର ସାଂସଦ ଆଉ ବିଧାୟକ କୁ ମିଲ ବାଲା pc ଦେଇନି 😂😂
ତା ମାନେ ବିଜେଡି pc ନେଇ ଚୁପ୍ ରହୁଥିଲା
@@Nehru-meher ବିଜେଡ଼ି ସମୟରେ ଏମିତି ପରିସ୍ଥିତି କେବେ ସୃଷ୍ଟି ହେଇନି କି ଲୋକ ମାନେ ହଇରାଣ ହେଇ ନାହାଁନ୍ତି।
BJD Mane PC karbar .... 😂😂😂😂😂
@@SKJSTL ଜଣା ପଡ଼ୁଛି ବିଜେପି ବିଧାୟକ ଗୁଣ୍ଡଗିରି ଜୋର୍ ଜବରଦସ୍ତ ବଟି ଆଦାୟ ଆଉ ବାକି ଗୋଡାକ ଏଠି ଲେଖି ହେବନି ତୁମ ବିଜେପି ଚଟା ଙ୍କୁ ଜଣା ଥିବ
Election time re miller boti deinothiba
Mill nu kete lakhs pailu
Dipo wla b rice Analysis kru6n ta fr dameje rice knt supply hau6
MALKANGIRI re bi bahut emiti houchi
Mp & mla govt officer,who is Dist administration?
Malkangiri re bi sabu Mill re janch Kara jau
ସବୁ mill chek hau
Raite da
2 din pare mill kholi gala na.jailaxmi mill .kenti khula tike loka lochan ke asu bhal heba
Subarnapur rampur near gania bhuapali ke dekha bahut illigal chalichhe
Chasi ke milar sabubele lutuchan
49000 kg minimum pack karanti touter sarkar thila ebe chaul nai mili
E chasama pindha bite dia bhai kou angle ru chasi dekha jauchi
Satkatha na daa
Sabu mill chek hau
Sabu mill ke jibar katha
Bahut lutu chanti pura sil kara jau
Tate ketetanksdele bo
Prasasan dhila hesi
Amane deucnti bisa khaiki janti luke sarga basa amane kahi chanti bhal caula caula bhitare misrana aci maha prasada jaya jaga nata
Michha katha
Baragarh.di.heu
କୁତ୍ ମେଣ୍ଢା ମେଟାକାନି ରାଇସ୍ ମିଳ୍ କେ ଵି ସିଳ୍ କର୍ ଧାନ୍ କଟ୍ନୀ ବହୁତ କରୁଜନ୍ ଧାନ ଭଳ୍ ଥୀଳେ ଵି
ଭଲ ହେଲା ଏମିତି କାମ ଯିଏ କରିବ ଏମିତି ହେବ
Right 👍🏿👍🏿👍🏿❤️❤️
M.la.nku.namaskar❤❤❤🎉😅
ଛାଡ୍ ଛାଡ୍ ମାଗିହା ସଲେ କର କଥା ଆମର ଗରିବ ନିରିହ୍ ଚାଷୀହରାଣ କରୁଛନ୍ 🚩💕👍🙏
ସବୁ ମିଳେ ଭଲ ଚାଲନା ଲଗଲେ ଏନତା ନାଇ ହୁଏ
ଆଉ ସବୁ ମିଲ ଚେକ ହେଉ 🎉