ଏଠି ରୁହନ୍ତି ୧୦୦ଟି ଜୁଆଙ୍ଗ ପରିବାର | ଏଠି ପହଞ୍ଚିବାକୁ ଚାଲି ଚାଲି ଯିବାକୁ ପଡ଼େ ୫କି.ମି | Keonjhar
Вставка
- Опубліковано 3 лип 2024
- ଏଠି ରୁହନ୍ତି ୧୦୦ଟି ଜୁଆଙ୍ଗ ପରିବାର | ଏଠି ପହଞ୍ଚିବାକୁ ଚାଲି ଚାଲି ଯିବାକୁ ପଡ଼େ ୫କି.ମି | Keonjhar
#keonjhar
#keonjharvlog
#keonjharnews
#odianews
#villagelifevlogs
#village
#villagelifestyle
#odisha
#adivasi
Facebook - / bulilatoka
Instagram - / reels
ସୁନ୍ଦର ପରିବଶ ଭିତରେ ଗାଁ, ହେଲେ ଏଇ ଉପାନ୍ତ ଅଞ୍ଚଳ କୁ ଯିବାପାଇଁ ରାସ୍ତା ନାହିଁ। ଆପଣ ବହୁତ୍ କଷ୍ଟ ରେ ଯାଇ vdo କରିଥିବାରୁ ବିଶେଷ ବିଶେଷ ଧନ୍ୟବାଦ୍ । ଏହି ଏଇ ଗାଁ ର ଅବସ୍ଥା ସରକାର ଙ୍କ ଦୃଷ୍ଟି ରେ ପଡ଼ିବାକଥା।
❤❤❤
Jouthi sarakar ra najar padichhi seithi durniti au bhrastachar .....semane bhala re achhanti Santi re achhanti...... tension free life....
Bhai hospital nihati darkar subidha lagi@@sdpsamrat3180
Sata kahila bhai@@sdpsamrat3180
ଭାଇ ଆପଣମାନଙ୍କ ସାହସ କୁ ମାନିବାକୁ ପଡ଼ିବ, risk ନେଇ ଇଣ୍ଟରିଅର୍ ଜାଗା କୁ explore କରୁଛନ୍ତି,ବହୁତ୍ ବହୁତ୍ ଧନ୍ୟବାଦ୍,ଆଗକୁ ସଫଳ କାମନା କରୁଛି,
ଏ ପରିବେଶ ପାଣି ପବନରେ ମୁଁ ବଢି ଥିବାରୁ ଗର୍ବିତ
ସେଇ ଗାଁ କୁ ମୋର ଯିବାକୁ ବହୁତ ଇଚ୍ଛା ହଉଛି।
Bhai contact number tike dauna
କୋଉ ଖୁସିରେ ଗର୍ବିତ.... କୋଟି କୋଟି ଟଙ୍କା ଗାୟବ ହେଉଛି ରାସ୍ତା ପାଇଁ.... ଗର୍ଭବତୀ ସ୍ତ୍ରୀ ମାନେ ଖଟିଆରେ ବୁହା ହୁଅନ୍ତି ମେଡିକାଲ ଯିବାକୁ... ଶିକ୍ଷା ନାଁ ମୁଁ ଉଠାଉନି.... ଭାଇ ଖରାପ ଲାଗୁନି ଗର୍ବିତ କହିବାକୁ ? କାରଣ ମୁଁ ସେଇ ଜିଲ୍ଲା ଛୁଆ. ସେ ଭାଇ video କରି ଦେଖାଇଲେ କେନ୍ଦୁଝର ର କେତେ କଦର୍ଯ୍ୟ ଅବସ୍ଥା.... କିନ୍ତୁ ଲୋକେ କହିଲେ ଏଥିପାଇଁ ଆମେ ଗର୍ବିତ... thank you.
Message karantu
Insta re
ବିଜୁଳି ଆବଶ୍ୟକ ଏ ଲୋକଙ୍କୁ ରାସ୍ତା ଵି ଆବଶ୍ୟକ ଓଡିଶା ସରକାରଙ୍କୁ ଅନୁରୋଧ ଏ ଗାଁ କୁ ବହୁତ ଜଲଦି ରାସ୍ତା ଓ ବିଜୁଳି ଦରକାର ଆମେ ଯେମିତି ରହୁଛୁ ସେମାନେ ଵି ରୁହନ୍ତୁ
ଅମେବି ଯେମିତି ଭୋଟ ଦଉଛୁ ସେମାନେବି ସେମିତି ଦେଉଛନ୍ତି
ଖୁଵୁ ଶିଘ୍ର ଏ ମାନଙ୍କ ଦୁଃଖ ବୁଝା ଯାଉ 🙏🙏🙏🙏
ମୋର ବିଶ୍ବାସ ଆପଣ ଆଉଥରେ ସେ ଗାଁ ଗଲାବେଳକୁ ଗାଁ ର ପରିବେଶ ନିଶ୍ଚୟ ବଦଳିଯିଥିବ କାହିଁକି ନା ସିଏ ପରା ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା......
Sure change heba
mote laguni
୨୪ ବର୍ଷରେ ଥରେ ବି ଦୃଷ୍ଟିରେ ପଡିଲାନି ସରକାରଙ୍କର ଏବେ ନୁଆ ସରକାର କ'ଣ କରିବେ କିଏ ଜାଣେ
ରାଇଟ୍ କହିଛ ଭାଇ
ପଣସନଶା ଗାଁର ସମସ୍ୟା ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ଓ ଆପଣଙ୍କ ପୁରା ଟିମ୍ କୁ ଅନେକ ଅନେକ ଧନ୍ୟବାଦ୍ l ଆଶାକରେ ଏହି ଭିଡିଓ ଦେଖିଲେ ଜିଲ୍ଲାପ୍ରଶାସନ ଓ ସରକାର ଏଥିପ୍ରତି ଧ୍ୟାନ ଦେବେ l ଜୟ ମା ତାରିଣୀ 🙏🏻🚩l
ଭାଇ ଏମିତି ଭିଡିଓ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤
Jey gurudev. Sor kar semanoku sahajiyo koriba nihati dorkar.
ଆମ ସରକାରଙ୍କର ଜଯନା ଗ୍ରାମବାସି ମାନଙ୍କୁ କେତେ ସୁବିଧା ମିଳିଅଛି ଏହିଟା ହେଉଛି ପ୍ରମାଣ
ଏମିତି ଜାଗାକୁ ନେଇ ଆପଣ ବିଡ଼ିଓ ବନେଇତିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ
ନୁଆ ସରକାର ଙ୍କୁ ଆବେଦନ ଏହି ଗାଆଁଟି କୁ ରାସ୍ତା ପକ୍କା କରନ୍ତୁ ଏବଂ ବିଜୁଳି ଶକ୍ତି ଦିଅନ୍ତୁ
ଭୁବନେଶ୍ୱର ଆସନ୍ତୁ ଏବଂ ନେତା ମନ୍ତ୍ରୀଙ୍କୁ କହି ଉକ୍ତ ସ୍ଥାନର ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ.... ଜୟ ଜଗନ୍ନାଥ 🙏🙏🙏
ଏହି ଗାଁ ରେ କଣ ଗ୍ରାମୀଣ ଆୱାସ ରେ ଗୋଟିଏ ବି ଛାତ ଘର ମିଳିନି କି। ଦୁଃଖର କଥା।😢
@@sisirmohan7517 ନା ଭାଇ
ଏ ଇଟା ବିଜୁ ବାବୁଙ୍କ ର ସୋପନ
ସାର୍ ଏଭଳି ଭିଡିଓ ଆଣନ୍ତୁ plz ବହୁତ ଭଲ ଲାଗେ ଦେଖିବାକୁ reply ଦେବେ please sir
@@psrdx ନିଶ୍ଚିନ୍ତ ଭାଇ
@@BulilaToka ଆପଣଙ୍କ ଭିଡିଓ ଦେଖିବା ପାଇଁ ମୁଁ ଚାତକ ଭଳି ଅନେଇ ଥାଏ
@@psrdx ଧନ୍ୟବାଦ୍
....... feels good... have a great change... be friendly sensitive nd civilized towards the villagers..
Hon'ble C.M belongs to this district.. requested to focuses on roads education health nd the economic development of the inhabitants
Thanks a lot👍🏼👍🏼
ଏମାନଙ୍କୁ ମାତା ପିତା ମହେଶ୍ୱର ନମଃ।
Jai shri ram❤
Send this video to all news channel
Neta too b kharap reporters
Keunjhar bahut gan Sundar semiti total nature❤
ବହୁତ ସୁନ୍ଦର ଗାଁ ଦେଖାଲ ଭାଇ ମୋର ଅନୁରୋଧ ବର୍ତମାନ ର ବିଜେପି ସରକାର କେ ଓଡ଼ିଶାରେ ଆଉ ଅନେକ ଗାଁ ମାନେ ଅଛେ ଇ ଗାଁର ସମସ୍ୟା ଯେନ୍ତା ଗତି କରୁଛନ ଯଥାଶୀଘ୍ର ଯାହା ଦରକାର ଅଛେ ପୁରା କରାଯାଉ....
Bhai tume mahan❤
କୋଉ ଯୁଗରେ ଏମାନେ ବଞ୍ଚିଛନ୍ତି ,କଣ news channel ବାଲା ଶୋଇଛନ୍ତି, ସରକାର ତୁରନ୍ତ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ,ଲାଗୁଛି ଡାନି ଘଡେ଼ଇ aria eita କଣ BJD ବିଧାୟକ ବି ଘରେ ଖଇ ସୋଇ ପଡ଼ିଥିଲେ ,ବହୁତ୍ ନିନ୍ଦନୀୟ ଘଟଣା,ଭାରି ଦୁଃଖ ଦାୟକ ଘଟଣା।
Ye hauchhi khani khadan re bharpur Kendujhar zilla
24 barsa sasansre kichi nahi
Plz send this video to our chief minister sir, for helping them 🙏
Beautiful Odisha, nice and helpful Odiya people ❤
୨୪ ବର୍ଷ ନବିନ ପାଣ୍ଡୁ ମିଶି ତୁମ ଉନ୍ନତି ନାଁରେ କୋଟି କୋଟି ମାରି ଖାଇଛନ୍ତି
Exactly
Sidha administration ku abhijog korunahanti
Khushi lagila amo keondujhar dist ro vlog te kole kintu besi dukho lagila keondujharo bodo bodo neta montri thaeki yeh gaan ku kichhi bi subidha pohonchi parini mu kujineta manonku kohuchhi sarpanch bdo mla .mp wardmember kuade gole jaeki jotha sighro action niyajau gaa proti
jay sri jagannath bahut sundar video 🎉
Thanks a lot bhai... Ebhali undeveloped village discover kariba pai... Govt. Focus kariba katha esabu jaga ku....
Most I like ur explain village tribal video.happy good .iam sudhansu from khiching . beautiful explain .welldon
Thanx bhai
Bhai dil khush hei gala ❤❤❤😊😊
Bahut bhala video
ବହୁତ ଭଲ କାମ କରୁଛନ୍ତି ❤🙏✅
I thank you from my heart because the video that you are showing has never been shown by the media. But how much effort and how much trouble have you taken to make all these videos public, if it means you are doing a great job?
Absolutely awesome ❤😂❤ from jajpur
Bahut sundar vlogs
Bahut sundar parebesa😌😌😌
Thanks brother. Beautiful place.
ସେ ସଳା ଜିଲ୍ଲାପାଳ କ'ଣ କରୁଛି
Odisha sarkaranku nihati ethi prati dhyana deba daraka.nihati vabare nitidina jinisa ra subidha kariba hau.
ଭାଇ ତମର ଭଲ ଭିଡିଓ ଯେ କିନ୍ତୁ description ଟା ଆଉ ଟିକେ ଭଲ ହେଲେ ଭଲ ହୁଅନ୍ତା,but after myself hints you, feelings is arrogant
Keonjhar is a mineral rich State.But still people are going outside for livelihood. Hope current CM will definitely take worthy Action on this.
One day..we will be there for onecday
Joy ho bhae
Odisha Government should think about them.
Sarkar nka drusti gochar hau
Sundar village
ଧନ୍ୟବାଦ, ମାଡି ଚାଲ
I am odia but born and bought up outside odisha..I had always heard except some cities of odisha rest villages dont have proper roads , medicals , electricity etc..aaji dekhi neli ye video ru.. i dont understand odisha government pakhare kan paisa nahi road baneibaku..What main stream media of odisha doing..The owner of this channel i want to thank you for atleast giving a hope to these people..
ଭାଇ ଜଗା ଦେଖି ମନ ଖୁସି,,,,,,,
Cary on sir 🎉❤
Jay jagannath
Good. Bhai
bahut bahut dhanyawad. Bhai.👍
Woo
tomor thumbnail bhala achi bhai..
I miss you Navin patnayak sir
Nice ❤ video
Beautiful location,weather..
Thanq vai gariba lokanka dukha share Kariba pni
Mohan sarkar tike dekhi diathu nija area plz development karantu
Already CM nku dia sarilani
Bahut badhia bandhu super
Kuade gale Bjd leaders.?
Very good👍
Bahut sundar paribesa
Bhai tuma video mu Dubai re dekhuchi bahut bhala laguchi Bhai ❤❤
Dekhiba bjp sarkar kn karuchi a gaon pai Aau odisha pai..
Cm sir video dekhantu
Bahut bholo paribesa
One of the best experience ever🎉🎉🎉🎉🎉🎉
ଅତି ଆବଶ୍ୟକୀୟ ଭିଡିଓ ,, ସେହି ପରି କେବେ ଆମ ନୂଆପଡ଼ା ଜିଲ୍ଲା ପାଟାଦରା କୁ ବି ଆସନ୍ତୁ
@@rajendrasahu3472 ଭାଇ ଆପଣଙ୍କ ଯୋଗା ଯୋଗ ନମ୍ବର ଦିଅନ୍ତୁ
@@rajendrasahu3472 bhai contact details diantu
Bulila Toka hoichhu jadi jaa tu buli jaa re.....😂❤
Apanankara Channel name saha apanankara vlog b bhala lagila. And apanankara work b ♥️🌱🙏🏼
ଏ ମାନଂକର କଣ ଭାଷା
ଜୁଆଙ୍ଗ
Dhanyabaad bhai dekhithibaaru
Bhai aapana bahut bhala kama karuchanti bhagaban aapananku bhala rakhantu
Love u bhai
Amo Ghar keonjhar re😊❤
CM nka gan .
Beautiful
Eita hauchhi 25 barsa ra Navin odisha
Bhagwan apankun sakti diantu bhai😇😇😇
Kn nabin sarkar 25 yrs re odisha ra no 1 cm
What is doing administration of keonjar district.....,.?
Bahut bhala jaga bhai
ଭୟଙ୍କର
Treasure of odisha
Bahut niriha loka... 🙏
JAY shree ram
ଭାଇ ଗୋଟିଏ କଥା କହିବି ସରକାର ଆସିବେ ଏବଂ ଯିଵେ କିନ୍ତୁ ଲୋକଙ୍କ ସମସ୍ୟା ରହିବ କାରଣ ସମସ୍ୟା ହେଉଛି ଲୋକଙ୍କ ର ସରକାରୀ ନେତା ମନ୍ତ୍ରୀ ନୁହେଁ ଲୋକଙ୍କ ସମସ୍ୟା ରହିଛି ରହିବ , ସମସ୍ୟା ସେତେବେଳେ ସମାଧାନ ହେବ ଯେତେବେଳେ ସରକାର ଶିକ୍ଷିତ ହେଵେ ସମସ୍ୟା ର ସମାଧାନ ପାଇଁ ଜୟ ଜଗନ୍ନାଥ ସ୍ବାମୀ
Best
Good work🎉😂❤️❤️❤️🥀
😊
25 year. Sasana. Nabin pattanaik
❤❤❤
Bhai rasta comparison kara. Birodh ra karan jana. Enjoy the beauty. Dhanya tumar journey, dhanya bhai. Tourist place. 🎉🎉🎉Teacher bhai nku Namaskar. Chheli bhoji heba darakar. Bhata , mansa randhi khaibaku deba katha. Sadharana manisa.
ଭାଈ ତୁମକୁ ବୋହୁତ ଧନ୍ୟବାଦ୍ । ଦୁଃଖ ଲାଗୁଛି ।କିନ୍ତୁ ନୂଆ ଜାଗା ଦେଖିକି ଭଲ ଲାଗିଲା । ମୁଁ ସବୁବେଳେ ଶୋଇବା ପୁର୍ବରୁ ତୁମ video ଦେଖୁଚି 🎉❤❤❤
Thanks bro
କୁନା ଭାଇ ବହୁତ୍ ଦିନ ପରେ ଏମିତି ଭିଡିଓ ତୁମେ ଆଣୁଛ ଯାହାକି ଲୋକ ମାନଙ୍କ ସୁବିଧା ଅସୁବିଧା ଦୁନିଆର ସବୁ ଲୋକ ଜାଣନ୍ତୁ କି ରାଜନୀତି ଖେଳ କେମିତି
ହଁ ଏକ ଦମ୍ ଠିକ୍
ହଁ ଏକ ଦମ୍ ଠିକ୍
Chiefminister home district. When and how can develop the area.