ମହାପ୍ରଭୁଙ୍କ କୃପାରୁ କିପରି ମିଳିଲା ରତ୍ନଭଣ୍ଡାର ର ଚାବିକାଠି || Rabindra Narayan Mishra
Вставка
- Опубліковано 7 лют 2025
- ମହାପ୍ରଭୁଙ୍କ କୃପାରୁ କିପରି ମିଳିଲା ରତ୍ନଭଣ୍ଡାର ର ଚାବିକାଠି || Rabindra Narayan Mishra
OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।
ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )
ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
#ratnabhandar
#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales
Radhey radhey Jay Jagannath 🙏🙏🙏❤❤
ପ୍ରଣାମ ମାଆ 🙏 ଆପଣଙ୍କ ସମସ୍ତ ଅନୁଭୂତି ବହୁତ ଉଚ୍ଚକୋଟୀର। ଜୟ ଜଗନ୍ନାଥ 🙏
ରବୀନ୍ଦ୍ର ମିଶ୍ର ଜଣେ ମହା ପୁରୁଷ. ତାଙ୍କ ପାଦତଳେ ମୋର କୋଟି ପ୍ରଣାମ. ମାଆ ଆପଣଙ୍କୁ ମୋର ମଥାଲୋଟା ପ୍ରଣାମ.🙏🙏
ମା ତୁମକୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻
ମାଆ ପ୍ରଣାମ 🙏 ଜୟ ଜଗନ୍ନାଥ 🙏
Jay shri jagannath 🙏maa pranam 🙏
ପ୍ରଣାମ ମା ଶ୍ରୀ ରାଧା ରାଧା ରାଧା
ଆପଣଙ୍କୁ କୋଟିକୋଟି ପ୍ରଣାମ.🙏🙏🙏🙏🙏 12:30
Jay jagannath swami🙏🙏🙏🙏🙏❣️❣️🌷🌷
Jai jagannath balram Jai maa Laxmi maa coti coti Naman Jai jagannath Jai Sri Ram Jai❤❤❤❤❤
Jay jay shree manima Sante nkara charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏🌹🙏
Ma apanku aneka pranam jagannatha katha kahuchanti bahut vala laguchi Jay jagannath
ଜୟ ମୋ ମଣିମା ଜୟ ହେଉ 🙏❤️🙏
ଭୁମିଷ୍ଠ ପ୍ରଣାମ ମା 🙏
Jay shree Jagannath 🙏🏻🙏🏻🙏🏻🙏🏻
Pranam mausi.🙏🏻
Bahut sundar Ma emiti amaku sabubele prabhu nk bhabanare budei rakhantu Jay Jagannath 🙏🙏🙏
Jai Sri Jagannatha Mahaprabhu. Charan sparsh Mausi.
ରବି ବାବୁ ଆମ ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳ କୁ ଆସି ପବିତ୍ର କରିଯାଇଛନ୍ତି.
Jay Sri Jagannath. 🙏🙏🙏
Jay Jay jagannath 🙏🙏 maa bahut Sundar Anubhuti maa
Jay jaganath swami saranam thank you definitely🙏🙏🙏❤❤🌸🌸
Jay sri jagannath maa🌹🙏🙏🙏🙏🙏🙏🙏🙏🙏🙏🙏......
ରାଧେ ରାଧେ 🙏
Jai Shree Jagannath🙏🙏🙏
ଅପୂର୍ବ ଲୀଳା 🙏🙏
ଜୟଶ୍ରୀ ଜଗନ୍ନାଥ ସ୍ବାମୀ🙏 🌷
Jay Jaganath Mahapravu
🙏🙏🙏🙏
Maa koti koti pranam 🙏
Jai shree Jagnnath 🙏🙏🙏
ପ୍ରଣାମ ମାଆ 🙏🏻🙏🏻🙏🏻
Pranam maa 🙏
ଜୟ ଜଗନ୍ନାଥ ତୁମରି କରୁଣା
ମା ପ୍ରଣାମ 🙏
Jay jagannath swami 🙏🏼🙏🏼🙏🏼🙏🏼
Maa Apanku koti koti pranama, Jay Jagannatha
Jaya Jaya patitapabana. Jaya shree. Jagannath. Koti pranam
Jaya. Jaganath
🙏🏻🙏🏻
🙏🏻Jayguru🙏🏻
Shri Jagannathankar Jay Heu
🌼🙏🏻🌼🌺🙏🏻🌺🌼🙏🏻🌼
Jay jagannath maa apan nk anubhuti bahuta manaku chhuinla
Jay Jagannath MAA🙏🙏... ଏହି ଅନୁଭୂତି ଟି ଆଗରୁ ଥରେ ରବୀନ୍ଦ୍ର ବାବା କହିଥିଲେ..ସେହି ବୟସ୍କ ଦଇତାପତି ଙ୍କ ନାଁ "ରାମ ଦଇତା" ବୋଲି କହିଥିଲେ... ଜୟ ଜଗନ୍ନାଥ 🙏🙏🙏
Joya jagannath!
ଜୟ ଜଗନ୍ନାଥ ।
ମାଉସୀ ପ୍ରଣାମ ଜଣାଉଛି।
Jay Mahaprabhu 🙏🙏🙏 om Jay shree Jagannath Swami Nayana Patha gami bhaba Tume ❤️🙏 Ma apanku bhumistha pranam 🙏🙏🙏
Jai jaganatha 🙏
Juhar go maa... 🙏🙏🙏
Jay jagannath. Maa pranam. Nirasraya.mam jagadisa rakhya
Joy sri Jagannath.
Maa tumanku bhumista pranam
JAY Jagannath Swami Nayana patha gami bhava tume
Jay Jagannath Prabhu
ॐ
ଏବେ ମଧ୍ୟ କେମିତି ସେହି ଶ୍ରୀରତ୍ନ ଭଣ୍ଡାର ଚାବି ମିଳିଯାଉ🙏
🙏ଜୟ ଜଗନ୍ନାଥ🙏
Jay jagannath ❤
ଜୟ ଜଗନ୍ନାଥ,ଭୂମିଷ୍ଠ ପ୍ରଣାମ ମା ❤️🙏❤️
Mo pravu parika kehi nahin❤
We are happy hearing about the key of jewellery store has reached to the temple trust thanks
Jay jagannath.🙏🙏🙏🙏🙏🙏🙏🪔🪔🪔🪔🪔🪔😢😢😢😢😢maa apananku koti pranam.🙏🙏🙏
ଜୟ ଜଗନ୍ନାଥ
ପ୍ରଣାମ ମାଂ
Jay'Jagannath
PRANAM. MAA
Jay jagannath swami nayana pathagami bhabatume. 🙏🙏🙏
Jai Jagannath 🙏 🙏 🙏
Jayashrirama
🙏🙏🌹ପ୍ରଣାମ. ମା. ଜୟଜଗନ୍ନାଥ
ବହୁତ ସୁନ୍ଦର। ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ।
🙏🙏🙏
ଜୟ ଜଗନ୍ନାଥ ସମସ୍ତ ଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ।
Jai jagannath jai panchasakha odisha keonjhar barbil
Jay jagannath swami nayan path gami bhabatu me🙏🙏🙏🙏🙏🙏🙏🙏🙏
Jay shree jagannath puri dham
Jay shree Jagannath swami nayana patha gami bhabatume 🌺🌺🌺🙏🙏🌺🌺🌺🙏🚩🚩🚩🙏🌺🌺🙏🙏🌺🌿🍎🥭🍎
ଜୟ ଜଗନ୍ନାଥ 🙏🌷🌻🌷🙏
❤JAY JAGANNATH ❤ DHANYABADD MADAM.😊
Jay,Jagannath,swami
Pranam.jay.jaganath.mahaprabhu.maa.namashkar.
Jay jagannath swami jagataku udhar Kara
🙏 Jay 🙏 Jagannath 🙏🙏🙏🙏🙏🙏🙏
omm Jay Shere jaganntha Jay pancha sakha
Pranam
Sundar anubhuti tie maa.purbaru sunithili.apananka munha ru suni ahuri ananda lagila.ଜୟ ଜଗନ୍ନାଥ 🙏🙏🙏🙏
❤❤❤❤jy jaga
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏🙏🙏🙏
Jay shree jagannath 🙏🙏🙏🙏🙏🙏🙏
Jay jagannath
Jay jagarnath
Pranama maa karuchhi
ସ୍ୱର୍ଗତ ପୂଜ୍ୟ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ମିଶ୍ର ଙ୍କ ଶ୍ରୀ ଚରଣେ କୋଟି କୋଟି ବିନମ୍ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Jay Jagnnathha 🙏🌹🌷🙏🙏🙏🌸🌸🌼🌸🕉️🙏🏻🙏🏻🙏🏻
Jay shree jagannath swim
Jagannatah swami
ସତ୍ୟ ର ଖେଳ ଅଟେ ଅଲେଖ
କୋଟି କୋଟି ପ୍ରଣାମ
Oum nomo bhaghabate basudebaya
Maa pranam 🙏🙏🙏
ହରି ଡାକିଦେଲେ ଦୁଃଖ ହରିନିଏ
Ma namaskar
Maa praman
ମାଆ ଆପଣଙ୍କ ପାଦତଳେ ଶତକୋଟି ପଣାମ ଆଶୀର୍ବାଦ କର ମୋର ପିଲାମାନଙ୍କର ଖୁସିରେରଖିବ❤😂❤❤❤❤❤😂❤🎉😢🎉😢😢🎉😢🎉🎉😢😊
Jayjagannath
Jay GURUSWAMI 🙏🏾
Jay shree Jagannath 🚩🪔🪔🪔🙏🙏🙏