Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.
Sangram sir Namaskar.jay jagannath. Nananku Bhumisthha pranam.Apanankar aie Sundrer upasthapana Paine sabu kichhi sarasa o sunder. Hoeparuchhi. God bless you .
Jay Jagannath 🙏🙏🙏🙏🙏🙏🙏💐💐🚩🚩💐💐❤️❤️ bada pandanku mora pranam 🙏🙏 Sangram Babu pranam 🙏🙏 aapananka ra hasa, vartalapa ati sundar. Jagannath apanankra mangala karantu.
DURYODHAN KHATUA HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS BOTH OF YOU BEAUTIFUL PRESENTATION !
ଜଣେ ସାମ୍ବାଦିକଙ୍କ ଶାଳିନତା,ସୈଜନ୍ୟତା,ଓ ପ୍ରଶ୍ନ ପଚାରିବାର ଶୈଳୀ,ଉପସ୍ଥାପନା ଶୈଳୀ ସଂଗ୍ରାମବାବୁଙ୍କର ବହୁତ ଉଚ୍ଚକୋଟୀର।
Yes❤
Right
ଆଛା ଜଗୁ ସାରେ, ଆପଣଙ୍କ ଠାକୁର ବଡ ଠାକୁର, ତେମେ ବହୁତ ବଡ଼ ପଣ୍ଡା । ତମ ଦକ୍ଷିଣା ବହୁତ ଅଧିକ । ତମ ଭକ୍ତ ବହୁତ ଦାମିକିଆ।
ହେଲେ ଆମେ 😭😭😭😭 ଆଶା କରୁଛି ବୁଝି ପାରୁଥିବେ ।
Podiba nihati
ସଂଗ୍ରାମ ସାର୍ ଆପଣଙ୍କ ବାର୍ତ୍ତାଳାପ ଶୈଳୀ ଅତ୍ୟନ୍ତ ମନଛୁଆଁ ଓ ଉଚ୍ଚ କୋଟୀର । ଧନ୍ୟବାଦ ସାର୍, ଆପଣଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଜୟ ଜଗନ୍ନାଥ 🙏🙏🙏🙏🙏
Choor panda
ସଂଗ୍ରାମ ସାର ଙ୍କ ଉପସ୍ଥାପନା ଶୈଳୀ ଜବରଦସ୍ତ
ସବୁ ଠିକ କହିଲେ କିନ୍ତୁ ନିଜକୁ ବଡ଼ କହି ବଡ଼ ଦକ୍ଷିଣା କହିବା ଠିକ ଲାଗିଲାନି।
ପ୍ରକୁତରେ କି ଭାଗ୍ୟ ସେମାନଙ୍କର ଯେ ସେ ଭଗବାନ ଙ୍କ ସେବା କରୁ ଚନ୍ତି ସେଇଟା କୋଟି ଜନ୍ମ ର ଫଳ କିନ୍ତୁ ତାଙ୍କ ଗର୍ବ ଦେଖି ମତେ କଷ୍ଟ ଲାଗିଲା ପ୍ରଭୁ ଜଗନ୍ନାଥ ଙ୍କ ସେବକ ହେଇ ଏତେ ଗର୍ବ ଶୋଭା ଦେଉନି। ଜୟ ଜଗନ୍ନାଥ,,
💯
Are ye Jagu Nana ra garba ku JAGA Sahi jauchhanti
Aame tume kan kariba
Koti brahmanda ra Nayak nka anga jie seba jie karuchanti tanka manare garba ragiba swabhabik
ବହୁତ ସୁନ୍ଦର ଉପ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଭକ୍ତ ମାନଙ୍କୁ ପଣ୍ଡା ମାନେ ଯେଉଁଭଳି ଲୁଟୁଛନ୍ତି ସେ ବିଷୟରେ ଆଗକୁ ଆଉ ଥରେ ଗମ୍ବିରତା ସହିତ ପ୍ରଶ୍ନ କରିଥିଲେ ଆହୁରି ଅଧିକ ସୁନ୍ଦର ହେଇ ଥାଆନ୍ତା।
ଜଗୁ ନାନା ଚୋର ମୁହଁ ଟାଣ ଭଳି କଥା କହୁଛନ୍ତି,ନାନା କାଇଁ ଉପରେ ଦେଖେଇ ହଉଚ ଅଧ ସତ ଅଧ ମିଛ କୁହନି ଜଗନ୍ନାଥ ସହିବେଟି ,ଜୟ ଜଗନ୍ନାଥ 🙏🙏🙏
Right Katha kahichanti Bhai 👍❤️
Bhai tme BJD premare andha😂😂😂
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ବଳଭଦ୍ର ମହାପ୍ରଭୁ ଜୟ ମା ସୁଭଦ୍ରା ଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏
ବହୁତ୍ ଖୁସି ଲାଗିଲା, ଆଜିର ଖୋଲା ଆଲୋଚନା ପ୍ରଭାବରେ । ଜୟ ଜଗନ୍ନାଥ ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିଶ୍ୱବାସୀ ଆନନ୍ଦରେ ରୁହନ୍ତୁ ଓ ପ୍ରଭୁ ଅକ୍ଷତ ସୁରକ୍ଷିତ ରୁହନ୍ତୁ।
ସଂଗ୍ରାମ ସାର୍ ଙ୍କ ପାଇଁ like ଟେ ହେଉ 🥰🙏🏻
One like for ur request 👍
Ri8
Argus news thiki rasta re chalichi ❤❤❤Jo jaganatha
pura bjp chamcha argus
ଦୁଷ୍ଟ ପଣ୍ଡା ମାନଙ୍କୁ ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ସଂଗ୍ରାମ ବାବୁ ଙ୍କ ପାଇଁ show ହିଟ
Sir tame ସବୁ ଯଦି ବଙ୍ଗାଳୀ ପଣ୍ଡା, ଆଉ ବଙ୍ଗଳା ହେଉଛି ଯଦି ଆପଣଙ୍କ ମୁଖ୍ୟ ଜାଗା ତାହେଲେ ଆପଣ ଏଠି କନ କରୁଛନ୍ତି. ସତ କଥା ହେଲା ଆପଣ ମାନେ ଠାକୁରଙ୍କ ନା ରେ ବିଜନେସ କରୁଛନ୍ତି.
Tu ke re bharua
Right 👍👍👍
Right . Bhakta asunahanti 😅
Right
ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା
Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.
He prabhu tuma bhakta manaki tike mana khola darsan milu
Panda maneta ସବୁବେଳେ ଦେଖୁଛନ୍ତି
କିନ୍ତୁ ଥରେ ଅଧେ ଭକ୍ତ ଭଲରେ dekhiparuni
Jay shree Jagannath
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।
ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
Thhik
ଜୟ ଜଗନ୍ନାଥ 🙏 ମହା ପ୍ରଭୁଙ୍କୁ ସବୁବେଳେ କୋଟି ପ୍ରଣାମ 🙏
❤ Jay jagannath ❤
ଜଗନ୍ନାଥ ମହାପ୍ରଭୁସାରା ଜଗତର ନାଥ
Sangram sir Namaskar.jay jagannath. Nananku Bhumisthha pranam.Apanankar aie Sundrer upasthapana Paine sabu kichhi sarasa o sunder. Hoeparuchhi. God bless you .
ସମସ୍ତେ ମିଠା ମିଠା କଥା , ଶ୍ରୀମନ୍ଦିର ଭିତରେ ତୁଳସୀ ମାଳ ଫୋପାଡିବା ଏ ପଣ୍ଡା ମାନଙ୍କ ର ଗର୍ବ ଅହଙ୍କାର ଭଗବାନ ବିଚାର କରିବ ।
ଜୟ ଜଗନ୍ନାଥ ପ୍ରଭୁ ବଡ଼ଟାକୁରେ ମାଆ ମୋତେ ବିପଦରୁ ବଞ୍ଚାଅ ପ୍ରଭୁ
Best & real word from sebayat
Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🔔☸️🐚🪷🕉️📿🪔🪔🪔🪔🪔🙌🌷🌹🌿🍌🍇🍐🥥🍓🍈🍏🍍🌿🙏✡️✡️🦚🌼🙏🏻💐🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🍓🍓
Thank you Argus T V. Namaskar.
Jay Jagannath 🙏🙏🙏🙏🙏🙏🙏💐💐🚩🚩💐💐❤️❤️ bada pandanku mora pranam 🙏🙏 Sangram Babu pranam 🙏🙏 aapananka ra hasa, vartalapa ati sundar. Jagannath apanankra mangala karantu.
ପ୍ରଭୁ ନୀଳା କରିଛନ୍ତି ମାନେ, ସମାଧାନ ହେଇଜିବ ଅପେକ୍ଷା କର ସମୟକୁ ,
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🕉️🙏🕉️🙏🕉️🙏🕉️🙏🕉️🥀🪔🍁🌼🌺🌷🌷🌹🥥🥥🍂💐‼️🌿🍁🍁🌺🥀🪔🌸🙌🙌💐🍂🥥🌷🌻🌻🏵️🌿🌷🌷🌹🥥🍂💐💐🌸🍁🌼🌺🥀🪔⭕‼️⭕
ସଂଗ୍ରାମ ବାବୁ, ଅତି ସୁନ୍ଦର ଭାବେ ସାରା ଓଡିଶାର କଣ ସାରା ଦେଶର ଭକ୍ତ ଙ୍କ ମନର କଥା ଆପଣ ପଚାରି ପାରିଛନ୍ତି। ସେବାୟତ ଙ୍କ ମନମୁଖୀ କାର୍ଯ୍ୟ ଭକ୍ତ ଙ୍କୁ ଦୁର୍ବ୍ୟବହାର, ଅଯଥା ଠେଲା ପେଲା, ଓ ବିଶୃଙ୍ଖଳିତ ଆଚରଣ, ନୀତିକାନ୍ତି ର ଅବ୍ୟବସ୍ଥା ବିଷୟରେ ଯାହା ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି। ତାଙ୍କ ପରି ବରିଷ୍ଠ ସେବାୟତ ମାନେ ନିଜର ଦାୟିତ୍ଵ ଯଦି ସୂଚାରୁରୂପେ ତୁଲାନ୍ତି ନାହିଁ ଖାଲି ନିଜକୁ ବଡ ବୋଲି ଦେଖେଇ ହୁଅନ୍ତି ଓ କୋୖଣସି ସମସ୍ଯାର ଆପୋଷ ସମାଧାନ କରେଇ ଦିଅନ୍ତି ନାହିଁ । ସଂଗ୍ରାମ ବାବୁଙ୍କୁ ଅଶେଷ ଧନ୍ୟବାଦ।
Jay Jagannath
DURYODHAN KHATUA
HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS BOTH OF YOU BEAUTIFUL PRESENTATION !
ସେବାୟତ ମାନେ ବାଧ୍ୟ ବାଧକରେ ସେବା କରୁଛନ୍ତି l 80% ସେବାୟତ BJD ପାଣ୍ଡିଆନଙ୍କ ଶିଷ୍ୟ ହୋଇଯାଇଛନ୍ତି l
Mg lazya nahi tumaku bjp chatukar
To gandi maruchanti
han para corrider niramana karithila
ଆଉ 20% ଏବେ ବିଜେପି ର ହୋଇଗଲେ, ସମୟ ଅନୁସାରେ 100% ବି ବିଜେପି ର ହୋଇଯିବେ ମନ ଦୁଃଖ କରନି
@@satyaranjanpanda4189bala bujhilu tu
ସବୁ ସେଇ ପ୍ରଭୁଙ୍କୁ ଜଣା
ସବୁ ସେଇ ପ୍ରଭୁଙ୍କ ଇଚ୍ଛା....🙏🏿
❤ଜୟ ଜଗନ୍ନାଥ❤
Jay Jagannath
Jai Shree Jagannath🙏🙏🙏
Jay shree Jagannath Swami Nayana Patha Gami Bhaba Tume 🙏🥰
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ପ୍ରଭୁ ତୁମ କରୁଣା ଅପାର।।।
Jay Jagannath Swami Nayan patha gami bhaba tume, bhaba tume, bhaba tume...
Chamatkar interview....
Outstanding journalism and anchoring❤
୯୦ଖରାପ ୧୦ ଭଲ
Jayjagannath❤❤❤❤❤❤❤🎉🎉🎉
Koti koti Dandvat Pranam Prabhu ❤
ଆମେ ମଧ୍ଯ ଜଗନ୍ନାଥଙ୍କ ସେବକ କିନ୍ତୁ ଏମାନଙ୍କ ପରି ନୁ୍ହଁ। ଅମାନିଆ ସେବକମାନଙ୍କୁ ବାହାର କର ।ରୋଜଗାର କରିବାର ନିଶା ।
❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤
Baht sundar prasna gudie o Tara uttara.Bhala lagila Dhanyabad.
Jeudina Pandamwne Bhakta Bidura Sudama saji Ratharudha hebe tebe koti koti bhaktanka upare subha dusti padiba . Sehidina Bhakta Bhagabananka Milana neba . .
bahut sundar sangram Bhai
Jay Jagannath Swami 🌺🙏🌺
Jay jagannath swami
Jay jagannath 🙏🏻
Jai Jagannath
ଓମ୍ ନମଃ ଶ୍ରୀ ଗର୍ବ ଗଜନ ଶ୍ରୀ ହରି
ଓମ୍ ନମଃ ଶ୍ରୀ ବଡ଼ ବାଡ଼ ଶ୍ରୀ ବଳଭଦ୍ର ଦେବ ନମଃ
🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙌🙌🌻🏵️🌿🌷🌹🥥🚩🙌🌻🌻🏵️🌿🌷🌹🥥🍂💐🌸🍁🌼🌼🌺🥀🪔⭕‼️⭕
Jay Jagannath🙏🙏🙏
Jay Jagannath swami nayana pathagami bhaba tume bhaba tume bhaba tume 🙏🙏🙏🙏🙏
Really amazing. Presentation, expression, clarity and befitting analysis is unique. Many many🌹 thanks.
Bahuta Satya Katha....
Jay jagnnath mahaprabhu 🪔🙏,a nirat sat Katha, mahaprabhu tumku sbu Jana🙏🙏🙏🙏🙏
Jay jagannath
Jay Jagannath Swami Nayan pathagami bhava tume❤❤
Jay jagannath 🙏
- ଅତି ଗର୍ବ
ଜୟ ଜଗନ୍ନାଥ
Jay Jagannath ❤🙏🚩
❤❤❤
Jai jagannath Swami Nayan path gami bhaba tume 🙏😥
Sangram babu...congratulation
ଜୟ ଜଗନ୍ନାଥ 🙏❤
ବହୁତ ସୁନ୍ଦର
ଜୟ ଜଗନ୍ନାଥ 🙏
Jay🙏🙏🙏 Jagannath❤❤❤❤
Jay Jagannath 🙏🙏🪔🪔
Jai jagannath ❤❤❤
Sir tumara postmaster bahuti Sunday ame sore anuvab ku dekhibaku chahuchu
Jay Jagannath Swami 🔘 ❗️ 🔘 ... 🙏
Jay Jagannath Swami
Jayjaganatha ❤🎉mo Kalia thakura❤
ଜୟ ଜଗନ୍ନାଥ ପ୍ରଭୁ ❤❤❤❤❤❤❤
Jayjagannth
Nima gachhaku jemite bar deithile tama nku b guruji semite mahaprabhu bar deichhanti. Tame kalijugare mahaprabhu jagannath nka seba kariba pain 🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏 , ଜଗନ୍ନାଥଙ୍କ ପାଖରେ କେହି ନିଜର ନୁହଁନ୍ତି , ଭୁଲ୍ ପାଇଁ ବଡ଼ ଦଣ୍ଡ ନିଶ୍ଚୟ ମିଳିବ 🙏
ହେ ପ୍ରଭୁ 🙏🏻
Tama mananku jagannath dekhibe Jay jagannath Hari bolo
🙏🏽💐🙏🏽ଜୟ ଜଗନ୍ନାଥ
Jai shree Jagannathha 🙏🙌🏻
ଜୟ ଜଗନ୍ନାଥ ସ୍ୱାମୀ 🙏
ଜୟ ଜଗନ୍ନାଥ 🌹🌹🌹
ଜୟ ଜଗନ୍ନାଥ ସ୍ଵାମୀ 🙏
ହେଲେ ପଣ୍ଡା ମାନେ ଏକଛତ୍ରବାଦ ଶାସନ ଚଳେଇଛନ୍ତି ଶ୍ରୀମନ୍ଦିର ଭିତରେ ଆଉ କିଛି ପଣ୍ଡା ମାନଙ୍କ ସ୍ୱଭାବ ବହୁତ ଖରାପ ସେମାନେ ଭାବୁଛନ୍ତି ମହାପ୍ରଭୁ ଯେମିତି ତାଙ୍କ ବାପ ଅଜା ସମ୍ପତ୍ତି...
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସୁରେଶ ମହପାତ୍ରଙ୍କୁ ଜବାବ ତଲବ କରିବା କଥା
ଜୟ ଜଗନ୍ନାଥ
Jay shree Jagannath Swami 🙏🙏🙏🙏🙏🙏🙏🙏🙏🙏⭕‼️⭕
Argus Newes badia prashnna
Only like for REPORTER ....GOD BLESS HIM ....PANDAS AND daytapatiiiii
Se para bhabara Thakura Jay Jaganath
ଜଗତଠାକୁର ଗରିବମାନଙ୍କୁ ଦାନ କରନ୍ତୁ ।
🙏
Sangram. Sir. Real. Sambadikomanoko. Hiro
Mo Prabhu jagannath Swami Nayana patha gami bhaba tume 🙏💞