କୁକୁର ପାଇଁ ହିଁ ଓଡ଼ିଶା ଫେରିବା କୁ ପଡ଼ିଲା || China to India

Поділитися
Вставка
  • Опубліковано 12 лис 2024

КОМЕНТАРІ • 1,3 тис.

  • @gunduaoffical
    @gunduaoffical 4 місяці тому +430

    ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ଜୟ ଜଗନ୍ନାଥ ⭕‼️⭕

  • @JudhisthirSahoo-ko3fl
    @JudhisthirSahoo-ko3fl 4 місяці тому +74

    ରଥଯାତ୍ରା ପାଇଁ ଆମ ପୁରୀ କୁ ଆସୁଥିବାରୁ ବହୁତ ବହୁତ ଧନ୍ୟବାଦ ❤

  • @sanjibkumarvlogs422
    @sanjibkumarvlogs422 4 місяці тому +421

    କୁକୁର ପାଇଁ ନୁହୋ ମୋ ଭାଈ ପ୍ରଭୁ ଜଗନ୍ନାଥ ଡୋରି ଲାଗିଛି❤❤
    Jay shree jagannath ❤

  • @theanimal3153
    @theanimal3153 4 місяці тому +41

    ଏ ଯେଉଁ ମୂତ୍ତି ଆପଣ ଦେଖାଇଲେ, ତାହା ହେଉଛି ସମୁଦ୍ର ମନ୍ତନ ସମୟର ଦୃଶ୍ୟ 🙏🙏🙏🙏🙏🙏

  • @Madhaba_Dora
    @Madhaba_Dora 4 місяці тому +119

    ସାରାବିଶ୍ବର ପ୍ରାଣର ଠାକୁର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହ ଭକ୍ତିକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ, କାହିଁ କେତେ ଦୂରରୁ ରଥ ଟାଣିବାକୁ ଚାଲି ଆସନ୍ତି ଭକ୍ତ । ⭕❗⭕ଜୟ ଜଗନ୍ନାଥ 🙏🙏🙏

    • @basudev1902
      @basudev1902 4 місяці тому +2

      Jay jagannatha 🙏🙏🙏

    • @odboybimal
      @odboybimal 4 місяці тому +1

      Tu sala ethiku vi asigali

  • @KalyaniSahu-xc4vb
    @KalyaniSahu-xc4vb 4 місяці тому +6

    ଲବ ଭାଇ କୁକୁର କାମୁଡି ଦେବାରୁ ଜାଣିବହୃତଦୁଃଖ ଲାଗିଲା କିନ୍ତୁ ପ୍ରଥମେ ଯଥେଷ୍ଟ ଚିକିତ୍ସା ହୁଅ, କାରଣ ଏହା
    ର ଜୀବାଣୁ ବହୁତ ମାରାତ୍ମକ ଦୀର୍ଘକାଳ ପରେ ମଧ୍ୟ ପ୍ରତିକ୍ରିୟା ବାହାରେ । ସତ୍ୟ ଯୁଗର ସମୁଦ୍ର ମନ୍ଥନ ଦେଖାଇ ଥିବାରୁ ବହୁତ ଧନ୍ୟବାଦ ।ସ୍ଵଚ୍ଛ ଭାରତ ।

  • @LaxmanOfficial8
    @LaxmanOfficial8 4 місяці тому +67

    ଲବ ଭାଈ ଙ୍କ ମଙ୍ଗଳ କାମନା ପାଇଁ ପ୍ରଭୁ ଜଗ୍ନାଥଙ୍କ ଆଗରେ ବିନତି🙏❤
    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଲବ ଭାଈ ସବୁବେଳେ ଅଜୟ ରହିବେ♥️ ଜୟ ଜଗନ୍ନାଥ 🙏

  • @gadadharsahoo8577
    @gadadharsahoo8577 4 місяці тому +16

    ସମୁଦ୍ର ମନ୍ଥନ କାଳର ଏହି ଦୃଶ୍ୟ। ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ନଜର ଅଛି।ଜୟ ଜଗନ୍ନାଥ।

  • @nilakanthahantal231
    @nilakanthahantal231 4 місяці тому +73

    ରଥଯାତ୍ରା ଉପଲକ୍ଷେ ଓଡ଼ିଶା ବାସିନ୍ଦାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ

  • @NishankaMallick
    @NishankaMallick 4 місяці тому +43

    ଏହି ଦୃଶ୍ୟ ଟି ସମୁଦ୍ର ମନ୍ଥନ ସମୟର । ଏଥିରେ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ହେଇଥିଲା

  • @sumati6297
    @sumati6297 4 місяці тому +51

    ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🎉🎉🎉

    • @rsmedia91221
      @rsmedia91221 4 місяці тому

      Eita samudramanthana ra laba bhai

  • @rammandi6877
    @rammandi6877 4 місяці тому +5

    Finally You achieved 9lacs subscribers. Next Target is one Million.Thanks & JOHAR, from Jhargram ,West Bengal.

  • @morazu8781
    @morazu8781 4 місяці тому +66

    ଲବ ଭାଇ ପାଇଁ ଲାଇକ୍ ଗୋଟେ ହୋଉ

  • @bangtans0757
    @bangtans0757 4 місяці тому +7

    ଲଭ ଭାଇ ସେଇଟା ସମୁଦ୍ର ମନ୍ତନର ଦ୍ରୁଷ୍ୟ। ଯେଉଁଠି ଭଗବାନ ବିଷ୍ଣୁ କଚ୍ଚପ ଅବତାର ନେଇଥିଲେ। ଜୟ ଜଗନ୍ନାଥ 🙌🚩

  • @krshnasundaray4449
    @krshnasundaray4449 4 місяці тому +47

    ରଥ ଯାତ୍ରା ଦେଖିବା ସବୁଠୁ ବଡ଼ ଭାଗ୍ୟ ରେ ଭାଇ ।। ଜୟ ଜଗନ୍ନାଥ

  • @koraputiacomedyvideo
    @koraputiacomedyvideo 4 місяці тому +3

    ନବରଙ୍ଗପୁର ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

  • @hoknowledgeodisha
    @hoknowledgeodisha 4 місяці тому +7

    ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛନ୍ତି ଦିଲ୍ ସେ 👍❤️❤❤

  • @adivasikherwaljumid
    @adivasikherwaljumid 4 місяці тому +3

    CONGRATULATIONS FOR 900K SUBSCRIBER,
    HOPE IT WILL BE 1M IN SHORTLY.
    ❤❤❤❤

  • @brkmarlo658
    @brkmarlo658 4 місяці тому +25

    ବାଶୁକି ନାଗ କୁ ନେଇ ସମୁଦ୍ର ମନ୍ଥନ କରୁଥିବା time ର ଦୃଶ୍ୟ
    Happy Ratha Yatra

    • @biswanath6518
      @biswanath6518 4 місяці тому +1

      Samudra manthan thik Kahichhanti

  • @deepaktudu209
    @deepaktudu209 4 місяці тому +1

    Congratulations for 900k subscribers. & Best of luck for 1million subscribers.

  • @subham1954
    @subham1954 4 місяці тому +20

    ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଅଭିନନ୍ଦନ ଓ ଶୁଭକାମନା ❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤

  • @pradeepkumarlenka4249
    @pradeepkumarlenka4249 4 місяці тому +6

    ରଥଯାତ୍ରା ଉପଲକ୍ଷ ଓଡ଼ିଶା ବାସିକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏

  • @duniyarangamancha230
    @duniyarangamancha230 4 місяці тому +87

    ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

  • @NandakiswarMallick
    @NandakiswarMallick 4 місяці тому +4

    ଈଶ୍ୱର ଯାହା କରନ୍ତି ପ୍ରାଣିଂକ ମଂଗଳ ପାଇଁ ଜୟ ଶ୍ରୀଜଗ ନ୍ନାଥ କନ୍ଧମାଳ ରୁ ଧନ୍ଯବାଦ

  • @djodisha90
    @djodisha90 4 місяці тому +6

    Congratulations for 900K family❤❤

  • @mailtosashikanta
    @mailtosashikanta 4 місяці тому +3

    ପବିତ୍ର ରଥଯାତ୍ରା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଲବ ଭାଇ ଆଉ ଆମର ସମସ୍ତ viewers ଭାଇ ମାନଙ୍କୁ ଜୟ ଜଗନ୍ନାଥ

  • @durjyasanta8223
    @durjyasanta8223 4 місяці тому +3

    ରଥ ଯାତ୍ରା ର ହାର୍ଦ୍ଧିକ ଅଭନନ୍ଦନ ଓ ଶୁଭକାମନା ଜୟ ଜଗନ୍ନାଥ

  • @patrasmurmu9840
    @patrasmurmu9840 4 місяці тому +2

    Congratulation laba bhai 9lakh
    Subscriber complete 😮😮

  • @rameshchampiya3042
    @rameshchampiya3042 4 місяці тому +9

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଲବ ଭାଈ ❤❤❤

  • @akshayswain1984
    @akshayswain1984 4 місяці тому +1

    Congratulations 900k.
    Welcome To Odisha

  • @SanuTudu-short7
    @SanuTudu-short7 4 місяці тому +8

    ପବିତ୍ର ରଥଯାତ୍ରା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଲବ ଭାଇ 🙏🙏🙏 ଆଉ ଆମର ସମସ୍ତ viewrs ଭାଇ ମାନଙ୍କୁ ଜୟ ଜଗନ୍ନାଥ 🙏🙏🙏🙏🙏

  • @swarnalatasharma4715
    @swarnalatasharma4715 4 місяці тому +2

    ସମୁଦ୍ର ମନ୍ଥନ statue
    Hii ଲବ ବାବା ଡୋରି ତ ପୁରା ଲାଗିଚି
    God bless u

  • @SonuMirdha777
    @SonuMirdha777 4 місяці тому +10

    ଭାଈ ସେଟା ଦଧି ମନ୍ଥନ ସମୟର ଦୃଶ୍ୟ. ଜୟ ଶ୍ରୀ କୃଷ୍ଣ 😊,🙏

    • @NEWSODISHA247
      @NEWSODISHA247 4 місяці тому

      Sonu bhai Please bhai mate support karantu

  • @dasarathimohapatra618
    @dasarathimohapatra618 4 місяці тому +2

    ଅଭିନନ୍ଦନ ଓ ଶୁଭେଚ୍ଛା,ଜୟ ଜଗନ୍ନାଥ,

  • @Swopnendugahan
    @Swopnendugahan 4 місяці тому +5

    Laba bhai pai like gote hai jau

  • @SangramKumar-wz2yl
    @SangramKumar-wz2yl 4 місяці тому

    Mo bhai loooo....tamaar sabu video.....mate bahut..bahut bahut..bhal laguchhi

  • @kishorechandrasahoo2385
    @kishorechandrasahoo2385 4 місяці тому +11

    ସମୁଦ୍ର ମନ୍ଥନ ବେଳର ଦୃଶ୍ୟ।

  • @suchitrasabat5096
    @suchitrasabat5096 4 місяці тому +1

    Bahut bahut dhanyawad amaku ete Sundar Sundar jaaga dekhauthibaru hele....Sara duniya ra knowledge rakhuthiba laba ku ama sanatan dhrma ama sanskriti bisayate madhy knowledge rakha pls..,seita hauchi samundra manthana ra murti 🙏🙏

  • @hrudanandasankhua5824
    @hrudanandasankhua5824 4 місяці тому +3

    ପବିତ୍ର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @sudambadatya2574
    @sudambadatya2574 4 місяці тому +2

    Congratulations bro you have 9 lakhs UA-cam family ❤❤❤🎉🎉🎉🎉🎉

  • @purnatiria237
    @purnatiria237 4 місяці тому +3

    ଜଗତର ନାଥ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲବ ଭାଇଙ୍କୁ ଏହି ରଥଯାତ୍ରା ରେ ଆମେ ଶୁଣି ପାରିବା କି video ବନେଇକି live ଆସିପାରନ୍ତି। ଆମେ ଅପେକ୍ଷା ରେ।

  • @niharikabihari2247
    @niharikabihari2247 4 місяці тому

    AMI.sagarikaSahu.GodBlessYou.Bhai.Prabhujisubapa.Aapananku.Daya.anugrha.karuchanti.MuTravells.journey.sabubele.surakshit.sustha.Rahiba..confidence.aapanakara.AlltheBest.odisha.c.t.c.chandichhak.Boxibazar.

  • @TILAK..4K
    @TILAK..4K 4 місяці тому +4

    *ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା*
    *ଜୟ ଜଗନ୍ନାଥ ⭕❗⭕🙏🏻*

  • @akhadaboys3827
    @akhadaboys3827 4 місяці тому

    Congratulation Laba Bhai for 9 Lakh Subscribers ❤ ❤ ❤ ଜୟ ଜଗନ୍ନାଥ ❤️❤️❤️

  • @sarojsingh-v
    @sarojsingh-v 4 місяці тому +3

    Jay Jagannath ❤ ଭାଇ ସେଇ ଦୃଶ୍ୟଟି ସମୁଦ୍ର ମନ୍ଥନ ସମୟ ର ଦୃଶ୍ୟ |

  • @DurgaSoren-hj6yu
    @DurgaSoren-hj6yu 4 місяці тому +1

    Lobo bhai ajika pori pobitro dinore tumoro 9 lakh subscribers complete heijaichi.. 🎉🎉🎉good bless u bro🎉🎉🎉

  • @subashbarge7695
    @subashbarge7695 4 місяці тому +3

    ହେପି ରଥ ଯାତ୍ରା 🙏🙏

  • @Rongoli01
    @Rongoli01 4 місяці тому +1

    samudra manthana ra image bhai seita , love from Koraput Jay Jagannath 🙏

  • @surjumurmu8734
    @surjumurmu8734 4 місяці тому +4

    Jagannath tumo sangore o6nti...kukuro nuhin probhu Kalia....best of luck....❤❤❤❤❤

  • @sukadevmaharana8600
    @sukadevmaharana8600 4 місяці тому +1

    Congratulations laba bhai..900k heithibaru..1 m. bi sighra hebaku jauchi❤

  • @chandramanimahanta8332
    @chandramanimahanta8332 4 місяці тому +4

    ଓଡ଼ିଶାରେ ସ୍ବାଗତ ଭିଡିଓ ଭଲ ଲାଗୁଛି
    ବହୁତ ବଡ଼ କଥା ତମ ଚ୍ୟାନେଲ ରୁ ଲାଉଭ୍ ରଥଯାତ୍ରା ଦେଖିବୁ
    ଜୟ ଜଗନ୍ନାଥ

  • @susant7411
    @susant7411 4 місяці тому +1

    Jai jagannath bhai❤

  • @Suneheripuja
    @Suneheripuja 4 місяці тому +20

    ଲବ ତମ ଭାଗ୍ୟ ଆଜି ରଥଯାତ୍ରା ତେଣୁ ତମେ ଆଜି ଭଳି ଦିନ ରେ ତମେ ଓଡ଼ିଶା ରେ କୋଉ ନା କୋଉ ବାହାନାରେ ଜଗା ତମ କୁ ଟାଣି ଆଣିଲା ଏତିକି ବୁଝିଯାଅ ଲବ ଜୟ ଜଗନ୍ନାଥ ❤

    • @manoj-jb5lk
      @manoj-jb5lk 4 місяці тому

      Puja Tume jibani Puri

    • @Suneheripuja
      @Suneheripuja 4 місяці тому

      @@manoj-jb5lk yes of course already ମୁଁ ପୁରୀ ର ଝିଅ ପୁରୀରେ ହିଁ ଅଛି

    • @manoj-jb5lk
      @manoj-jb5lk 4 місяці тому

      @@Suneheripuja wow very nice
      Jay jagannath
      Ratha jatra ko enjoy kara mo bhagya re nahi ratha jatra dekhibako

  • @SusantaRout-jy5ho
    @SusantaRout-jy5ho 4 місяці тому +1

    Tama paei sabu ariya dakhi hauche bhai thanks

  • @JBofficial2.1
    @JBofficial2.1 4 місяці тому +5

    ଏ ମୂର୍ତ୍ତି ଟା ହେଉଛି ସମୁଦ୍ର ମନ୍ଥନ ର ଲକ୍ଷ୍ମୀ ଜନ୍ମ ହେ ଇ ଥିଲେ ଓ ସାପ ର ବିଷ କୁ ଶିବ ପିଇ ଥିଲେ ସେଥିପାଇଁ ଶିବ ରାତ୍ରି ହୁଏ

  • @Rashmita-fl5vk
    @Rashmita-fl5vk 4 місяці тому +1

    Jaj jagannath 🙏🙏🙏🙏

  • @TravellerSipun
    @TravellerSipun 4 місяці тому +16

    ଜୟ ଜଗନ୍ନାଥ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

    • @Chiki-v8e
      @Chiki-v8e 4 місяці тому +3

      ଧନ୍ୟବାଦ ଭାଇ

    • @NEWSODISHA247
      @NEWSODISHA247 4 місяці тому

      bhaiPlease bhai mate support karantu

  • @Jayjagannathpg1996
    @Jayjagannathpg1996 4 місяці тому

    Jay jagannath & 900k subscribe completed congratulations 🎉

  • @Madhaba_Dora
    @Madhaba_Dora 4 місяці тому +4

    ପବିତ୍ର ଗୁଣ୍ଡିଚା ରଥଯାତ୍ରା ର ଶୁଭ ଅବସର ରେ ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏❗⭕❗ ପ୍ରଭୃ ଜଗନ୍ନାଥ ସମସ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ!🙏❤️

    • @NEWSODISHA247
      @NEWSODISHA247 4 місяці тому

      Madhab bhai Please bhai mate support karantu

  • @PrativaGajalSahilVlogs
    @PrativaGajalSahilVlogs 4 місяці тому

    Bhai nkara 9lakh complete heigala 🎉🎉🎉🎉 congratulation laba bhai

  • @RajatNaik-d9o
    @RajatNaik-d9o 4 місяці тому

    Bhai advance congratulations 🎉 for 1m sub 😊 keep going

  • @ODISHA_KUHE
    @ODISHA_KUHE 4 місяці тому +1

    ଆରେ ଲବ ଭାଇ ରଥଯାତ୍ରା ଯାଇ ବାହୁଡ଼ାଯାତ୍ରା ଆସିଲା ହେଲେ ତମେ ଆଉ ବାହୁଡ଼ିଲନି 12 ଦିନ ହବ, କଥା କଣ???😮😮😮

  • @dhanirambeg7820
    @dhanirambeg7820 4 місяці тому

    ଲବ ଭାଇ ଯୁହାର ❤❤❤❤❤ଜୟ ଜଗନ୍ନାଥ ଆଉ congratulations 9 lakh subscriber 🎉🎉🎉🎉 ଆଉ ଅଳ୍ପ ବହୁତ କଷ୍ଟ ମେହେନତ ହେଲେ ପରିପୂର୍ଣ୍ଣ ହୋଇଯିବ ଆକାଶଛୁଆଁ ୧୦ ଲକ୍ଷ, ଲୋକଙ୍କ ଆଶିର୍ବାଦ
    ହେଉ

  • @ahalyarana4809
    @ahalyarana4809 4 місяці тому +1

    Lab Vhai bahut sundar video

  • @mangalsingermundari
    @mangalsingermundari 4 місяці тому

    Welcome to odisha laba bhai🙏🙏🙏💐🌺🌹

  • @BabulaGuntha-b9e
    @BabulaGuntha-b9e 4 місяці тому

    1 million coming soon🎉🎉congratulation laba Bhai ❤

  • @UkStar-lx1jq
    @UkStar-lx1jq 4 місяці тому +2

    Congratulations laba bhai 900k youtube family complete 🎉 like this comment 👍

  • @ramdasmurmu9830
    @ramdasmurmu9830 4 місяці тому +1

    Congratulations 900k subscribers 🎉🎉🎉

  • @prasadarnalu7940
    @prasadarnalu7940 4 місяці тому +2

    ସମୁନ୍ଦ୍ର ମନ୍ଥନ

  • @pradeepmarandi1143
    @pradeepmarandi1143 4 місяці тому +1

    Target 1m 👍👍👍

  • @abhimanyubehera4296
    @abhimanyubehera4296 4 місяці тому

    Bhai 9 lakh 🎉🎉🎉🎉🎉🎉🎉🎉🎉🎉🎉 congretchulation labs bahi

  • @priyankadigal5256
    @priyankadigal5256 4 місяці тому

    God bless you bhai bohut badhiya ochi video ❤❤❤

  • @rebatimohapatra1082
    @rebatimohapatra1082 4 місяці тому

    Happy journey my love India Laba👌👌👌👌

  • @AjayKhadia-f8c
    @AjayKhadia-f8c 4 місяці тому

    Happy rathyatra laba bhai
    Welcome to India ❤🎉jay Jagannath

  • @HANSDABABUOFFICIALST
    @HANSDABABUOFFICIALST 4 місяці тому +1

    Congratulations bro 900k coming soon 1M

  • @blacklistman8895
    @blacklistman8895 4 місяці тому +1

    Dada British Museum India collection chalabin... ❤❤❤❤❤❤🎉🎉🎉🎉

  • @dhanmanimajhi8766
    @dhanmanimajhi8766 4 місяці тому

    🙏🙏Adi napay Lobo boyha welcome to India🇮🇳🎉🎉🎉🎉

    • @Poorboys_vlog
      @Poorboys_vlog 4 місяці тому

      ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘... . . ❤

  • @sipanrazgangadeb
    @sipanrazgangadeb 4 місяці тому +1

    ସେଇଟା ସମୁନ୍ଦ୍ର ମଥନ ଥିଲା ଭାଇ

  • @TukuKumar-ul5wd
    @TukuKumar-ul5wd 4 місяці тому

    Congratulations laba bhai 900k subscriber

  • @Bangulasindhu24hr
    @Bangulasindhu24hr 4 місяці тому

    ଭାଇ ଏଇଟା ସମୁଦ୍ର ମନ୍ଥନ ବେଳର ଚିତ୍ରକଳା ❤❤❤

  • @avilashmohanty9071
    @avilashmohanty9071 4 місяці тому

    Beautiful video bhai ❤❤❤
    Super ❤❤❤
    🙏🙏Jay Jagannath🙏🙏

  • @T.BAIPAI
    @T.BAIPAI 4 місяці тому

    Background music logao bhai ahuri bhala lagiba.

  • @rajanayak2229
    @rajanayak2229 4 місяці тому

    Bhai apananku jaga anichhanti odisha ku jay jagannath 🙏🙏🙏🙏 iam so happy

  • @MuchiramHembram-eo7mg
    @MuchiramHembram-eo7mg 4 місяці тому

    Çongratulations🎉🥳💐Loba da 900k subscribers Complete ହୋଇଥିବାରୁ...

  • @cristelgamingff983
    @cristelgamingff983 4 місяці тому +1

    Injection niuntu sobu thik heijib chinta nahi 13:01

  • @narayantripathynarayantrip2865
    @narayantripathynarayantrip2865 4 місяці тому

    Happy journey to Odisha safe travels 🧳🧳 happy journey God bless you

  • @KanchanDas-n2d
    @KanchanDas-n2d 4 місяці тому +1

    Jay Jagannath Rd kendrapara talchua odisha

  • @bandrabuzz6638
    @bandrabuzz6638 4 місяці тому

    Very soon you will complete 1 million subscribers love u bro laba da

  • @neet-sunilallde7877
    @neet-sunilallde7877 4 місяці тому +1

    Odisha Attandance please, Jay Jagannath ⭕❗⭕

  • @KanthamaniBag-w8m
    @KanthamaniBag-w8m 4 місяці тому +1

    ଲବ ଭାଇ ତମ ବାଳକ କେମିତି ଆସୁନି ତମ ବଲଗ ସବୁଦିନ ଦେଖେ ମୁ

  • @Koushmohanta
    @Koushmohanta 4 місяці тому +1

    Congra tuletion 900k❤❤❤

  • @user-jyotiranjanvlogs
    @user-jyotiranjanvlogs 4 місяці тому +1

    Jay jagannath mahaprabhu

  • @psatyaban9711
    @psatyaban9711 4 місяці тому

    Thank you bhai odisha asithibaru

  • @SunitaPradhan-no8km
    @SunitaPradhan-no8km 4 місяці тому

    God bless you laba bhai. Jay jagannath

    • @Poorboys_vlog
      @Poorboys_vlog 4 місяці тому

      ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘... 😊

  • @alokbehera4660
    @alokbehera4660 4 місяці тому

    ଭାଈ, ରଥ ଯାତ୍ରା ରେ ଆପଣଙ୍କୁ ଅଭିନନ୍ଦନ। ଜୟ ଜଗନ୍ନାଥ

  • @BarshaDhala-b6w
    @BarshaDhala-b6w 4 місяці тому

    ସମୁଦ୍ର ମନ୍ଥନ ହେଇଥିଲା ଭାଇ ❤ ଜୟ ଜଗନ୍ନାଥ 🙏🙏welcome to ଓଡ଼ିଶା ନବ ଭାଇ😊

  • @kilogram382
    @kilogram382 4 місяці тому

    ବହୁତ ବଢ଼ିଆ ଲାଗିଲା video ❤❤❤

  • @SusantakumarSamal-it8et
    @SusantakumarSamal-it8et 4 місяці тому +1

    Jay jagannath 🙏🙏 odisha🥰🥰

  • @BhaduSinku
    @BhaduSinku 4 місяці тому

    Congratulation 900K subscribers🎉🎉🎉

  • @purbachpujari
    @purbachpujari 4 місяці тому +1

    00 1:16 1:24 nice thinking 🎉🎉