ପହିଲି ରଜ ରେ ମୋ ଭାଉଜ ପାଖକୁ ଗଲୁ ଆଉ ସେ ବହୁତ୍ Sundar ଦେଖାଯାଉଥିଲା

Поділитися
Вставка
  • Опубліковано 16 чер 2024
  • #odiavlog #odiabohu

КОМЕНТАРІ • 99

  • @ashalatapradhan9150

    ରଶ୍ମିତା ବହୁତ୍ ସୁନ୍ଦର ଲାଗୁଛି ଛୋଟ ପିଲା ପରି ଲାଗୁଛି ଗୋଟେ ଭଲ ଘର ଝିଅ ବୋହୁ ପରି ଲାଗୁଛି ଘର ର ସବୁ କାମ କଲା ସମସ୍ତ ଙ୍କ ପାଇଁ ଟିଫିନ୍ କଲା ଦୁଇଟା ପିଲା ସମ୍ଭାଳି କାମ କରିବା ବହୁତ୍ କଷ୍ଟ କାମ

  • @suchiskitchen2716

    ରଶ୍ମିତା ବହୁତ ସୁନ୍ଦର ଦେଖାଯାଉଛ। ପୁରା ଛୁଆ ଟେ ପରି।😘😘😘

  • @akashku10

    ରଶ୍ମିତା ର thumbnail ଦେଖ କେମିତି ଲେଖିଛି ସବୁ ରୋଷେଇ କଲି ତା ପରେ ଯାଇ ରଜ ରେ ସଜ ହେଲି ସେ ବି ଗୋଟେ ମଣିଷ ନା sahiba ତ କେତେ sahiba ବିଚାରି

  • @akashku10

    ଆଲୋ ଲିଜା ମାଉସୀ ତୁ କଣ ପାଇଁ ଏତେ ଡିପ୍ରେଶନ ରେ ରହୁଛୁ ନିଜେ ତୋ ବ୍ଲଗ୍ ଦେଖେ କଣ କରୁଚୁ କଣ କହୁଚୁ ନିଜେ ଜାଣି ପାରିବୁ ଆହା ଲୋ ବିଚାରି ଦେଖିଲେ ଭାରି ଦୁଃଖ ଲାଗୁଚି ହାଏ ରେ ତା ପୋଡ଼ା କପାଳ

  • @ashalatapradhan9150

    ଛି ଛି ଲିଜା ତୁ ୧ପଇସା ର ସୁନ୍ଦର ଲାଗୁନୁ ନା ଗୁଣରେ ସୁନ୍ଦର ନା ଚରିତ୍ର ସୁନ୍ଦର ନା ରୂପ ସୁନ୍ଦର

  • @saritamishra4413

    Pura chhaka pari disuchi

  • @ashalatapradhan9150

    ଦର ବୁଢୀ ହେଲୁନି ୧୫ ବର୍ଷ ହେଲା ବାହା ହେଲୁନି ରଜ ରେ ମନ୍ଦିର ଯିବା କଥା ନୁହ ବୋଲି ତୁ କେମିତି ଜାଣିନୁ ଖାଲି ଧନ୍ଦା ବାଲୀ ସଜ ହେଇ ଲଙ୍ଗଳା ହେଇ ବୁଲିବା ଜାଣିଛୁ

  • @akashku10

    ରଶ୍ମିତା ସବୁ ରୋଷେଇ କଲା ଆଉ ଏ ଦର ବୁଢ଼ୀ ଯାତ୍ରା ବାଲି ଭଳୀ getap ନେଇ ଧନ୍ଦା କଲା ଆଉ ସବୁଠି କହିଲା ଏ ମାଆ ମୁଁ ghraku ନଗଲେ ସବୁ ଭାଷୀ ଯିବ

  • @ashalatapradhan9150

    ରଶ୍ମିତା ଠିକ୍ କହିଲା ଘର ର ବୋହୁ ଘର କାମ ସବୁ ସରିବା ପରେ ସଜବାଜ ହେବାକୁ ପଡିବ କିନ୍ତୁ ଦିନ ସାରା ସଜ ହେଲା ପରେ ଧନ୍ଦା ବାଲୀ ପରି ଦେଖା ଯାଉଛି ରଶ୍ମିତା ବହୁତ୍ ସୁନ୍ଦର ଲାଗୁଛି

  • @BiswarupaDas-zo4hr

    Mandira ku jaucha purana padhucha ate dekhe haucha ..sea purana book re kn lekha haechi stri loka mane emithi jhabedi ka pare haba boli ....sata katha kahile tema mana ka ra ejat boli gote jinisha nhi sethipni emithi haucha ejat jadi thanta emithi huantani .....

  • @divine7009

    Ki saree ki blouse se pindhuchi, sabu adu sabu dekha jauchi , sethire puni se anya loka gharaku b jauchi

  • @akashku10

    ହଉ ଏଥର ଭିଡିଓ ରେ ତୋ ଭାଉଜ କୁ aane ତୋ ଭିଉ ଯାଉଚି କିଛି ନ ହେଲେ ପଇସା 2ଟା ପାଇବୁ। ତା ପରେ କହିବୁ ଜା ହଉ ମୋ ବିଷୟ ରେ ଏତେ ଭାବୁଛ କଥା କଣ କି ଆମେ ଯାହା ଦେଖୁ ସେୟା କହୁ

  • @ashalatapradhan9150

    ତୁ ଗଲେ ରୋଷେଇ କରିବୁ 😂😂😂😂 ଏତେ ଫୁଟାଣୀ ମାରି ମିଛ କେମିତି କହି ପାରୁଛୁ ରଶ୍ମିତା ତ ସକାଳେ ସମସ୍ତଙ୍କ ପାଇଁ ଚକୁଳି ପିଠା ତରକାରୀ କରିଲା ତୋ ଗୋଡ ତଳ କୁ ଆଣିଲା ତୁ ସେଥିରେ କମି କାଢିକି ଗିଳିଲୁ ତୁ ବୁଲି ଗଲୁ ସେ ସବୁ ରୋଷେଇ କଲା ତୁ ଆସିକି ପୁଣି ଗିଳିଲୁ

  • @suchiskitchen2716

    ଅନି ତା ସ୍ତ୍ରୀ ପାଖରେ ଟିକେ ଛିଡା ହେଲା ଯେ ତୁ ସ୍ତ୍ରୀ ବୋଲିଆ କହୁଚୁ। ଆଉ ତୋ ସ୍ୱାମୀ ତୋ ଭଳି ସ୍ତ୍ରୀ କୁ ସମ୍ଭାଳୁଚି, ତୋ ନଂଗଳା ନାଚ ତାକୁ ପସନ୍ଦ, ତୁ ତାକୁ ଭିଡିଓ ରେ ପୁଅ ଆଗରେ ପ୍ରେଗନାନସି କଥା ପଚାରୁଛୁ, ଆଉ ଗୋଟେ ଝିଅ କୁ ଭଲ ପାଇବା କଥା ପଚାରୁଚୁ, ପୁଣି ସେଇ ପୁଅ ଆଗରେ ଲଟା ଲଟି କୁଣ୍ଢା କୁଣ୍ଢି ହଉଛ। ତୋ ସ୍ୱାମୀ ବି ଏଥିରେ ବରାବର ବେ**.ତେବେ ସେ ଭଳି ସ୍ୱାମୀ କୁ କଣ କହିବ???

  • @akashku10

    ରଶ୍ମିତା ତା thimbnail ରେ ସବୁ ସତ କଥା ଲେଖି ଦେଲା ଯେ ghra ର ସବୁ କାମ କଲା ବୋଲି

  • @sangeetapatnaik4850

    Sabu ro tomo Jaa karuchi khali stry doucho mu gole sabu hobo ghara kamo..vedio re sabu Jana paduchi kie karuchi kie nahi...sabu bele Reddy hei khai basucho kamo to nahi

  • @anshumansahoo1715

    Sasta saree paichu online ru daha dakhaiba painee

  • @akashku10

    ଲିଜା ମାଉସୀ କୁ 32ବର୍ଷ ହେଲାଣି ବଟ ସେ 50ବର୍ଷ ବୁଢ଼ୀ ଭଳି ଦିଶୁଛି

  • @ashalatapradhan9150

    ତୋତେ ଟିକେ ବି ଦୟା ଲାଗୁନି ଲିଜା ରଶ୍ମିତା ଉପରେ ତୁ ଯେମିତି ସେ ଘର ର ବୋହୁ ସେ ବି ସେମିତି ସେଇ ଘରର ବୋହୁ ମିଳିମିଶି କାମ କରିଲେ କଣ ଅସୁବିଧା କହିଲୁ ତାକୁ ଏମିତି ସଜ କରିବାକୁ ଦେଇ ଦୋଳି ଝୁଲି ବାକୁ ଛାଡି ତୁ ଏତେ ଜଣ ପାଇଁ ରୋଷେଇ କଲୁ ଦେଖିବା କେମିତି ବାମ ହାତ ର କାମ ଚୁଟିକି ମାରି କରିବୁ ଦେଖିବା

  • @akashku10

    ରଶ୍ମିତା ସୋ ପ୍ରେଟୀ ❤