Це відео не доступне.
Перепрошуємо.

ସୁର କହିଲେ ମୋତେ ମୋହନ ମାଝୀ ଫୋନ କରି କହିଲେ ମଦ ଓଡିଶାରୁ ବନ୍ଦ ହେବ...

Поділитися
Вставка
  • Опубліковано 26 чер 2024
  • LEV LIVE ODIA | ODISHA NEWS | POLITICS NEWS
    ସତରେ କଣ ଓଡିଶାରୁ ମଦ ବନ୍ଦ ହେଇଯିବ କି...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 92

  • @Kaktpurmangala
    @Kaktpurmangala Місяць тому +5

    ମଦ ପୁରା ବନ୍ଦ କରାଯାଉ 👍

  • @kalandimurmu3303
    @kalandimurmu3303 Місяць тому +15

    ମଦ ବନ୍ଦ କର। ମଦ ମୃତ୍ୟୁ ବଢୁଛି। କିଡନି ଫେଲୱର ବଢିଛି

  • @jyoshnakhuntia3196
    @jyoshnakhuntia3196 Місяць тому +10

    ସରକାରଙ୍କୁ ଅନୁରୋଧ ମଦ ବନ୍ଦ କରାଯାଉ

  • @Milita9
    @Milita9 Місяць тому +10

    ବନ୍ଦ କର ମଦ

  • @khamupani1178
    @khamupani1178 Місяць тому +3

    ଓଡ଼ିଶା ରେ ପ୍ରଥମେ ମଦ ବନ୍ଦ କର please odisha cm sir

  • @user-oz9wf7xc4x
    @user-oz9wf7xc4x Місяць тому +5

    ଜଲଦି ମଦ ବନ୍ଦ ହେଉ

  • @jddevotion3327
    @jddevotion3327 Місяць тому +6

    ଆଗ ମଦ factory ବନ୍ଦ କରିଦିଅ...ମୂଳରୁ ମାଇଲେ ଜୀବ ସରି...

  • @anupkumarmondal502
    @anupkumarmondal502 Місяць тому +3

    ମଦ ପୁରା ବନ୍ଦ ହୋଉ ଓଡ଼ିଶାରୁ ।

  • @skumar7960
    @skumar7960 Місяць тому +29

    ଗାଆଁ ଗହଳି ରେ ପ୍ରଥମେ ମଦ ବନ୍ଦ୍ କରାଯିବା ଉଚିତ୍

  • @AratiSura-by9pm
    @AratiSura-by9pm Місяць тому

    ଆମ ଓଡିଶା ରୁ ପ୍ରଥ୍ମେ ମଦ ବନ୍ଦ କର

  • @ashokkabi3016
    @ashokkabi3016 Місяць тому

    Right sir

  • @arunprasaddash1399
    @arunprasaddash1399 Місяць тому +2

    ସୁର ଅଜା ନିହାତି ମିଛୁଆ ଏବଂ ଗଲୁଆ ହୋଇ ଗଲେଣି।

  • @brahmaachary3955
    @brahmaachary3955 Місяць тому +17

    ମଦ ଦୋକାନ ବନ୍ଦ କରିବା ଉଚିତ

    • @prahalladsingh6433
      @prahalladsingh6433 Місяць тому

      Au bidi. Cigarette. Corex. Gutkha.afimim.ganjei..sabu band Sheba katha

  • @ChaplaMondal-o9n
    @ChaplaMondal-o9n Місяць тому

    👍👍👍👍👍👍

  • @bhagyabatimajhi2360
    @bhagyabatimajhi2360 Місяць тому +3

    ପୁରା ବନ୍ଦ ହେଉ

  • @prasantapattanaik862
    @prasantapattanaik862 Місяць тому +6

    ସୁର ସାର୍ ଜଣେ ଉପଦେଷ୍ଟା ନୁହନ୍ତି।କିନ୍ତୁ ଜଣେ ବରିଷ୍ଠ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଅଭିଜ୍ଞ ବ୍ୟକ୍ତି ହିସାବରେ ତାଂକ କଥାକୁ ଅନୁଧ୍ୟାନ କରିବା କଥା। ଅବଶ୍ୟ ସମୟ ସମୟରେ ବାଚାଳାମି କରନ୍ତି।

  • @RanjitChatar-jy4xu
    @RanjitChatar-jy4xu Місяць тому

    ମଦ ବନ୍ଦ ହେବା ଅଛିତ

  • @Allentertainment-ig8hy
    @Allentertainment-ig8hy Місяць тому +2

    ସୁର ଅଜା ତୁମର ଯେତେ ମଦ କାଉଟର ତାକୁ ନିଶା ନିବାରଣ କେନ୍ଦ୍ର କରିଦିଅ

  • @rajumeher-dq7gi
    @rajumeher-dq7gi Місяць тому +2

    ସରକାର ମଦ ବନ କରି ପାରି ବେନି ସରକାର ପିସି ଖାଉଛେ ହେ ପଇସା ରେ ଦେଶ ଚଲୁଛେ

  • @GoutamParida-it3ef
    @GoutamParida-it3ef Місяць тому

    Madhuban Ka Raja

  • @dillipkumarmishra2793
    @dillipkumarmishra2793 Місяць тому

    Sura sir Mora favourite 🎉

  • @krisantamajhi367
    @krisantamajhi367 Місяць тому +3

    ଗଞ୍ଜେଇ ବନ୍ଦ ହେବା କି ନାହିଁ

  • @hikimbeshra6964
    @hikimbeshra6964 Місяць тому

    ସରକାର ମଦ ବନ୍ଦ କରି ପାରିବେ ନାହିଁ ସରକାର ଜଦି ମଦ ବନ୍ଦ କରି ଦେବ କୃଷି ର ଗଟେ ଗଡ ଭାଁଗି ଜୀବ ବଲି ଭାବିକି ଥାଅ

  • @ascreationsclub6908
    @ascreationsclub6908 Місяць тому

    ଆପଣ ବା ଅବକାରୀ ବିଭାଗର ମନ୍ତ୍ରୀ ଥିଲେ 😂😂😂 ସେତେବେଳେ କୁଆଡେ ଯାଇଥିଲ 😂

  • @user-bd2fb5rd1l
    @user-bd2fb5rd1l Місяць тому

    Ok sir

  • @SahilMajhi-k9l
    @SahilMajhi-k9l Місяць тому

    Right katha kahu6 baba ame tam sange a6u

  • @SarojMalik326
    @SarojMalik326 Місяць тому

    Good ❤

  • @jitenpattanaik3774
    @jitenpattanaik3774 Місяць тому +1

    ଆଉ କିଛି ନା

  • @user-pf8it2gg1p
    @user-pf8it2gg1p Місяць тому +4

    ମୁ କୋରାପୁଟ ରୁ ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କରୁଛି ଗାଁ ଗହଳିରେ ମଦ ପିଇ ମାତାଲ୍ ହେଇ ଲୋକ ମାନେ ମରୁଛନ୍ତି ଗାଁ ଗହଳିରେ fast ମଦ ବନ୍ଧ କରଯାଉ

  • @Subash_Murmu
    @Subash_Murmu Місяць тому +1

    ସରକାର ମଦ ବନ୍ଦ କଲେ ତୋ ଭଲ କିନ୍ତୁ, ମହୁଲି ମଦ. ଚାଉଳି ମଦ କେବେ ବନ୍ଦ ହେବନି ଜାଣି ରଖ

    • @user-ws7jz1bv6g
      @user-ws7jz1bv6g Місяць тому

      ମହୁଲି, ହାଣ୍ଡିଆ ବନ୍ଦ୍ ହେବେନି... କିଏ କାହା ଘର deli deli ବୁଲିବ

  • @goutamkumarchand9611
    @goutamkumarchand9611 Місяць тому +1

    ଉପରେ ପଡି କାହିଁକି କହୁଛୁ ତୁ ମଣିଷ ଯେ ତୋତେ କହିବେ

  • @tapasnayak9257
    @tapasnayak9257 Місяць тому

    Dahara no 1

  • @nilachalpradhan9172
    @nilachalpradhan9172 Місяць тому

    Sura .sir. right kahuchhanti🙏🙏

  • @dibyajyotinayak3420
    @dibyajyotinayak3420 Місяць тому +2

    ଗାଲୁଆ ତା ସବୁ ତ ତତେ କହିବେ ପାଗଳ ତା

  • @sarojnayak2480
    @sarojnayak2480 Місяць тому

    Right sura bhai thik kahichanti😅

  • @jtvodia6692
    @jtvodia6692 Місяць тому +1

    ଫୋନ୍ ରେ ନାଁ ସାକ୍ଷାତରେ

  • @user-yn7gt4lp2h
    @user-yn7gt4lp2h Місяць тому

    Nice

  • @user-qy7us8ww4l
    @user-qy7us8ww4l Місяць тому +2

    ମୋତେ ଲାଗୁନି ଓଡିଶାରେ ମଦ ହେବ ?

  • @yudhisthir123
    @yudhisthir123 Місяць тому

    ❤❤❤❤❤❤❤

  • @jagabandhuparida7479
    @jagabandhuparida7479 Місяць тому

    if liquor can ban in Odisha honerble cm God for me personally

  • @Jeetankumar965
    @Jeetankumar965 Місяць тому

    ଏଇଟା mg ପାଗଳ ଟା

  • @rohitbarik6134
    @rohitbarik6134 Місяць тому

    Band haba darkar

  • @KabichandraSahoo
    @KabichandraSahoo Місяць тому

    ମଦ ବନ୍ଦ କରିବା ଉଚିତ୍

  • @kunamurmu-hd9pr
    @kunamurmu-hd9pr Місяць тому

    Doctor maane Holiday re rahibe

  • @ditikrushnadas1774
    @ditikrushnadas1774 Місяць тому

    Band haba nihati darkar

  • @ଯାଯାବର
    @ଯାଯାବର Місяць тому

    Ki6i kariparibani ama govt😅😅

  • @DK-dw3jc
    @DK-dw3jc Місяць тому

    Government is getting more revenue from wine. So continue it don't stop wine(ମଦ)

  • @SugresanNag
    @SugresanNag Місяць тому

    Ok

  • @PabitraRaj-bf7xq
    @PabitraRaj-bf7xq Місяць тому

    Chichi Surya Babu

  • @user-wj5pv1hk6q
    @user-wj5pv1hk6q Місяць тому +1

    Thanks. Sar

  • @jadunathkharsel368
    @jadunathkharsel368 Місяць тому

    ମାନନୀୟ ଶ୍ରୀ ଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ
    ମହାଶୟ
    ବିଷୟ - ମଦ ଅଭିୟୋଗ ମଦ ଓ ମଦୁଆ ପାଇଁ ମୋର ଗୁହାରି ସହିତ ସଠିକ ନିୟା ବା ବିଚାର ମାଗିବା ଓଡ଼ିଶାରେ ମଦ ବନ୍ଦ କରାନଯାଇ ମଦ ବିକ୍ରି କରାଯାଉ ଯାହାକି ସରକାରୀ ନିୟମ ସହିତ ଲାଗୁ କରାଯାଉ କି ମଦଦୋକା ନାମ ଜାଗାରେ ଇଂଲିଶ କ୍ଳପ ନାମରେ ପରିଚୟ କରାଯାଉ ! କିଛି ନିୟମ
    ଯଥା : 1. ପ୍ରତେକ ଗ୍ରାମ ପଞ୍ଚାୟ ତରେ ଏକ ଓ ସହରରେ ଥିବା ୱାର୍ଡ ମାନଙ୍କରେ ଗୋଟିଏ ଲେଖାଏଁ ମଦ ଦୋକାନ ହେବାକଥା !
    2. ଦୋକାନ ର ଆୟତ୍କାର କ୍ଷେତ୍ର ଫଳ କମସେକାମ 2000 ବର୍ଗ ଫୁଟ ହେବାକଥା ଏକ ବିକ୍ରି ଘର 150 ବର୍ଗ ଫୁଟ ଅଫିସରଘର ପାଇ 150 ବର୍ଗ ଫୁଟ ଗୋଦାମଘର ପାଇଁ 150 ବର୍ଗ ଫୁଟ ମଦପିଇବା ଜାଗା ବା ହଲ ପାଇଁ 1200 ବର୍ଗ ଫୁଟ !
    3. ପ୍ରତେକ ମଦ ପିଇବା ଲୋକଙ୍କ ପାଖରେ ଏକ ଆଇ.ଡି. ନମ୍ବର ପାସବୁକ କିମ୍ବା କାର୍ଡ ଥିବାକଥା ତାଙ୍କ ପାଇ ଏକ ଦିନର ଧାର୍ଯ୍ୟ ଦେଶୀ ମଦ ବା ବିଦେଶୀ ମଦ 200 ମି ଲି ଲିଟର ଦୋକାନ ରେ ହିଁ ପିଇ ବା କଥା ଦୋକାନ ରୁ ବାହାକୁ ନେବା କଥା ନୁହଁ ! କେବଳ ଗ୍ରାହକ ଏକ ଦିନ ବା 24 ଘଣ୍ଟାରେ ଥରେ ପାଇଁ ଅନଲାଇନ ମାଧ୍ୟ୍ୟମରେ ଧାର୍ଯ୍ୟ କ୍ରୟ କରାଯାଉ !
    4. ପ୍ରତେକ ଦୋକାନ ରେ ସରକାରୀ କର୍ମଚାରୀ ଦୁଇ ଜଣ ଓ ପୋଲିସ କର୍ମଚାରୀ ତିନି ଜଣ ଲେଖାଏଁ ହେବ କଥା ପୋଲିସ କର୍ମଚାରୀ ଙ୍କ କାମ ଆସିଲା ଗଲା ବେଳେ ଚେକିଙ୍ଗ କରାଯାଉ !
    5. କଳାବଜାର ପାଇଁ କିଛି ନିୟମ ଥାଉକି ସରକାରୀ ଲୋକେ ହେରଫେର କଲେ 10 ବର୍ଷ କରାବାସ ଟ. 1,00,000. 00 ଙ୍କା ଜରିବାନା! ସାଧାରଣ ବ୍ୟକ୍ତି ବା ଲୋକେ କଳାବଜାରୀ କଲେ ବା' ଗାଁ ବାହାରେ ଭିତରେ, ସହର ବାହାରେ ଭିତରେ ବିକ୍ରି କଲେ 5 ବର୍ଷ କରାବାସ ଟ. 50,000.00 ଙ୍କା ଜରିବାନ କାରା ଯିବ !
    6. କମସେ କମ ଏହି ବ୍ୟବସ୍ଥା 20 ରୁ 40 ବର୍ଷ ପାଇଁ ନିୟମ ହେବା କଥା ତାପରେ କିଛି ବଦଳାଇ କାନୁନ ରେ ସଂଶୋଧନ କଲେ ଭଲହେବ !
    ଇତି ଆପଣଙ୍କ ବିଶ୍ଵସ୍ଥ
    ମୋପାଇଁ ଭଲ ବା ଆମଦେଶ,ଓଡିଶା ରାଜ୍ୟ ପାଇଁ ଭଲ ବୋଲି ଭାବୁଛି ଯଦି ଅବା କୌଣସି ବ୍ୟକ୍ତି କୁ ଭଲଲାଗେ ତାହେଲେ କମେଣ୍ଟ କରିବେ ନଚେତ କ୍ଷମା କରିବେ
    ଆପଣଙ୍କ ପାଖେ ନିବେଦକ ଙ୍କ ହିସାବରେ ମୁଁ ଶ୍ରୀ ଯାଦୁନାଥ ଖରସେଲ ଗ୍ରାମ ସହର ବରଗଡ ଘୁଲିପାଲି ୱାଡ଼ ନମ୍ବର 18 ପିନ 768028
    ଓଡିଶା ଭାରତମାତାକି ଜୟ
    ଧନ୍ୟବାଦ

  • @ramahansdah
    @ramahansdah Місяць тому

    Are bhai 80 precent lako ମଦୋ ପିଅନ୍ତି 😂😂😂😂 ଆଉ ମଦୋ ବନ୍ଦ kotha କହୁଛ

  • @bikashmahanta7579
    @bikashmahanta7579 Місяць тому +9

    ମଦ ର ret ବଢେଇ ଦିଅ ଲୋକେ ପିଇବା କମେଇ ଦେବେ

    • @BapiBhatt
      @BapiBhatt Місяць тому

      ନାଇ ପିଇବା ପାଇଁ ଯୁଦ୍ଧ କରିଯିବେ କିନ୍ତୁ ମୋଦ ଛାଡିବିନି ଯେତେ ରେଟ ହେଉ କାହିଁକି ନା direct ବନ୍ଦ ହେବା ଦରକାର

    • @TechnicalRahulBGH
      @TechnicalRahulBGH Місяць тому

      Ahuri loke chori karibe

  • @babulalsahu2152
    @babulalsahu2152 Місяць тому

    Mada band hau sura sir thank you soport kara

  • @rudradevblog2186
    @rudradevblog2186 Місяць тому +1

    ତତେ ମୋହନ ମାରିବେ ଠିକ ସମୟରେ..
    ସେଇ ମଦ ପଇସା ପୁଅ ସାରିଦେଲା

  • @papuofficial9350
    @papuofficial9350 Місяць тому

    ମହୁଳକେନବିକିବୁ

  • @lokanathbhue2303
    @lokanathbhue2303 Місяць тому

    All odisha liquor sell stop

  • @mukeshbagh4485
    @mukeshbagh4485 Місяць тому

    Daru is life

  • @prabirdutta3094
    @prabirdutta3094 Місяць тому +1

    Stop drink

  • @SudhirKumar-lm7tj
    @SudhirKumar-lm7tj Місяць тому

    Ate rules kan pain

  • @kunamurmu-hd9pr
    @kunamurmu-hd9pr Місяць тому

    Netaa maane bi modo pionti

  • @suryakantanahak9593
    @suryakantanahak9593 Місяць тому

    ମଦ ଦୋକାନ ସିଲିଂ କର

  • @kunamurmu-hd9pr
    @kunamurmu-hd9pr Місяць тому

    No morile World re Loko maane full hei jibe

  • @sadhucharansamini5225
    @sadhucharansamini5225 Місяць тому

    Mada band kara jau bahut dhana jiban nasta heuchhi

  • @SudhirKumar-lm7tj
    @SudhirKumar-lm7tj Місяць тому

    Kan pain band heba first answer dea mada ku kia gadhichi

  • @subratmoharana9969
    @subratmoharana9969 Місяць тому

    Mada band haba

  • @s.kdhomaka6403
    @s.kdhomaka6403 Місяць тому

    Gain re desi

  • @subashbag2549
    @subashbag2549 Місяць тому +1

    Mada drkar na jiban na

  • @Milita9
    @Milita9 Місяць тому

    କିଏ ମଦ ପିଏ ସିଏ କୁକୁର ଓ ମୁର୍ଖ ମଦୁଆ,,

  • @sushilbiswal5963
    @sushilbiswal5963 Місяць тому

    Mada band nakale sarkar hateba

  • @sanjibdalbehera8932
    @sanjibdalbehera8932 Місяць тому

    Mada band hauu namaste

  • @rajdeepsamal6465
    @rajdeepsamal6465 Місяць тому

    Naa mada band heba naa ratna bhandar khula heba bjp jumla sarkar loka mana ku bhajan bula jauchhi 😂😂

  • @indrajitmohanta6070
    @indrajitmohanta6070 Місяць тому

    Balo kichi bond hoboni

  • @HemadharBhatra-j2k
    @HemadharBhatra-j2k Місяць тому

    MoDe,keBeBoNDAHABo,hENAUJ,KoRo,SORkAR

  • @user-fe9sw6lg5x
    @user-fe9sw6lg5x Місяць тому

    Modo dukan bond koreba ochith

  • @bhubaneswarbagh1410
    @bhubaneswarbagh1410 Місяць тому

    Mada band kara muAka mata

  • @sanjibdalbehera8932
    @sanjibdalbehera8932 Місяць тому

    Mada band hauu

  • @hadibandhudas1816
    @hadibandhudas1816 Місяць тому

    To ma ku nau

  • @indianbulls99
    @indianbulls99 Місяць тому

    Tu kie ?? Alajya giha

  • @dillippradhan3536
    @dillippradhan3536 Місяць тому +1

    Sura Tu param madua

  • @debashissahu8769
    @debashissahu8769 Місяць тому +1

    Tu chhodi ta gote tate call kale CM

  • @sanjibdalbehera8932
    @sanjibdalbehera8932 Місяць тому

    Mada band hauu