ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି କିଛି ଠିକ କରୁନାହାନ୍ତି । Kalinga Today Live ।

Поділитися
Вставка
  • Опубліковано 5 лип 2024
  • ------------------------------------------------
    kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
    #kalingatodaylive #kalingatoday #odishanews
  • Спорт

КОМЕНТАРІ • 878

  • @gobardhansabar9669
    @gobardhansabar9669 6 днів тому +144

    ତମେ ଯେଉଁ ଦଳର ହୁଅ,ସତ କଥାକୁ ସମ୍ମାନ ଦିଅ।

  • @rajatkumarduttabeautyliesi3154
    @rajatkumarduttabeautyliesi3154 4 дні тому +39

    Right Sir.. no tension.. e 5 years ପାଇଁ,ତା ପରେ ସବୁ ସାଇଜ୍ ହୋଇଯିବ

    • @dharmendrapradhan8549
      @dharmendrapradhan8549 2 дні тому +2

      Bala ta haba

    • @rajatkumarduttabeautyliesi3154
      @rajatkumarduttabeautyliesi3154 2 дні тому

      @@dharmendrapradhan8549 ତୁ ସେଇ ବାଳ ରେ ବାନ୍ଧି ହୋଇ ଖାଞ୍ଚ ଖାଇବୁ, ଦେଖ୍ challenge

    • @subidrout1609
      @subidrout1609 18 годин тому

      Vote nadele gadi kemiti sambhalibe kuha ta​@@dharmendrapradhan8549

  • @dhananjayakhilar3888
    @dhananjayakhilar3888 4 дні тому +14

    ଭଲ ହୋଇଛି ରଂଗ ବଦଳିଛି

  • @ajayabehera155
    @ajayabehera155 6 днів тому +121

    ଯେତେବେଳେ ପାଣ୍ଡିଆନ ରାଜକୋଷରୁ ୫୦କୋଟି ଟଙ୍କା ହେଲିକପ୍ଟର ପାଇଁ ଖର୍ଚ୍ଚ କଲେ, ସେତେବେଳେ ତମେ କେଉଁଠି ଥିଲ

    • @himansusekhar3325
      @himansusekhar3325 6 днів тому +8

      Se ଲୋକଙ୍କ କଥା ବୁଝୁଥିଲେ

    • @somanathsing7000
      @somanathsing7000 5 днів тому +7

      ଏଲିନା କୁ ଗେଉଥିଲେ

    • @kingdibyamusical
      @kingdibyamusical 5 днів тому +1

      Se kebe kahunathile ji baget nhie

    • @maheshkumar-fn4gc
      @maheshkumar-fn4gc 5 днів тому

      ସେ ତୋ ବୋଉ ପାଖରେ ଥିଲା ମା ଗିହା ମୋଦି ର କୁକୁର ତୁ

    • @parsuramsahoo3203
      @parsuramsahoo3203 5 днів тому

      Ea sala kou gai ra gobara ma😂😂😂😂

  • @dushadusha2402
    @dushadusha2402 4 дні тому +5

    ଠିକ କହୁଛ ଯେ ଆଗରୁ କହିବାର ଥିଲା ଆଉ ଏ ନେତା ମାନେ ଜାଣିବା କଥା ଯେ ସେମାନେ ଯୋଉ ଟଙ୍କା ଖର୍ଚ୍ଚ କରନ୍ତି ସେ ଟଙ୍କା ଆମ ଓଡିଶା ବାସି ଙ୍କର କୋଉ ନେତା ର କି ତା ବାବାର ଟଙ୍କା ନୁହେଁ

  • @pabitraswain1273
    @pabitraswain1273 4 дні тому +13

    ନୁଆ ସରକାର ଆଶିଲେ ରଙ୍ଗ ଵଦଳିଲା ଢଙ୍ଗ ବି ବଦଳିବା ଦରକାର୍ ଜୟ ଜଗନ୍ନାଥ

    • @sanujkumar3950
      @sanujkumar3950 22 години тому

      Colour re kharcha heithiba paisa kia debe...emit loka mananka paisa ku bekar waste karibaku bhari khusi laguchhi tanku.Jadi ete colour change kariba ku ichha tahele nija packet ru kharcha kariki karantu naa

  • @PintuMahakul
    @PintuMahakul 6 днів тому +6

    ପଚାଷ ବର୍ଷ ପୂର୍ବରୁ ଆମ ରାଜ୍ୟର ସରକାରୀ ବସ୍ ସବୁର ରଙ୍ଗ ଗେରୁଆ ବା ନାରଙ୍ଗୀ ରଙ୍ଗର ହିଁ ଥିଲା । ମହାରାଷ୍ଟ୍ର ରାଜ୍ୟର ପୁରୁଣା ଲାଲଡବା ବସ୍ ର ରଙ୍ଗ ଓ ଓଡ଼ିଶା ରାଜ୍ୟର ବସ୍ ର ରଙ୍ଗ ପ୍ରାୟତଃ ସମାନ ଥିଲା । ମଝିରେ ରଙ୍ଗ ବଦଳାଇ ଦିଆଗଲା । ଏବେ ପୁଣି ବଦଳି ଯାଇଛି । ପାଚାଷ ବର୍ଷ ପୂର୍ବେ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ କଲେ ସମସ୍ତେ ଖୁସି ହେବେ । ଆଉ ଥରେ ପୁରୁଣା ଦିନର ବସ୍ ଦେଖିବାକୁ ମିଳିବ ।

  • @user-yo9gv9ow2z
    @user-yo9gv9ow2z 4 дні тому +4

    ନାମ ପରିବର୍ତ୍ତନ ଏବଂ ରଙ୍ଗ ପରିବର୍ତ୍ତନ ମଧ୍ଯ ବିକାଶ ।

    • @asaymondal4115
      @asaymondal4115 2 дні тому

      ବାଳ ନା ଆଉ 😂😂😂😂😂😂🎉🎉🎉

  • @dinabandhumallick2780
    @dinabandhumallick2780 6 днів тому +23

    ପରପେଳରେ ମୁଡିଭାଜିବା ଯା ଏ କାମ ସେୟା

  • @AjiDash
    @AjiDash 6 днів тому +6

    Right sir

  • @jaganpunamjaganpunam3501
    @jaganpunamjaganpunam3501 6 днів тому +60

    ନବୀନ ଯାହା କରୁଥିଲା ଠିକ କରୁଥିଲା

    • @mahabirmajhi2683
      @mahabirmajhi2683 5 днів тому +3

      OK ! Naveen and his gangs were being entertained by Archana Nag,Elina, Boudis from Bengal at Balle Balle Dhaba and Kusuma cottage in Jajpur ! Apona maney khusi to ! 😅

    • @status1364
      @status1364 2 дні тому

      ଓଃ କି ଭଦ୍ରାମି... 👍👍

  • @tarusahu194
    @tarusahu194 2 дні тому +1

    ଭଲ ହଉଛି ରଂଗବଦଲୁଛି
    ହଈହୋଭାଈରଗଂବଦଲିଲେ
    ତମରକଣ ଅସୁବିଧା

  • @user-nm8pb6hc7l
    @user-nm8pb6hc7l 6 днів тому +20

    ଓଡ଼ିଶା ରେ ଯିଏ ବି ମୁଖ୍ୟମନ୍ତ୍ରୀ ହେଉ ଓଡିଶା ଲୋକ ଖୁସି ହେବେ ନାହଁ ବିରୋଧି ଲୋକେ କହିବେ ଏମିତି ହେଲା ନାହିଁ ସେମିତି ହେଲା ସେମିତି ହେବାର ଥିଲା ଏମିତି ହେଲା 😂😂😂😂😂

  • @Anjankumarsatapathy
    @Anjankumarsatapathy 3 дні тому +2

    BJP ସରକାର ମାଷ୍ଟର ମାନଙ୍କ ଦରମା ଦେଇ ପାରୁନି ଏଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରଙ୍ଗ ବଦଳାଉଚି ଛି ଶଳା ଲାଜ ଲାଗୁଚି ଏ କଥା ଶୁଣିଲେ

  • @himanshu8759
    @himanshu8759 6 днів тому +40

    Mausa tame pura BJD

    • @sudiptacharles5174
      @sudiptacharles5174 5 днів тому +2

      My odisha my Naveen pattinik sir 🙏 i 💕

    • @ruparisingh1917
      @ruparisingh1917 4 дні тому +1

      Mausa ku kebala kalia paisa darkar

    • @gitanjalidas5581
      @gitanjalidas5581 3 дні тому

      ​@@ruparisingh1917ta kn hila 😮😮😮

    • @prabhatpradhan1815
      @prabhatpradhan1815 3 дні тому +1

      Tame kou dalara ki bhai BJP heu ki bjd heu mausa right katha kahuchhanti

    • @RMStudio16933
      @RMStudio16933 День тому

      jadi tame bjp heithile sapna dekdani next bjp ku vote deba pai

  • @LIFE.748
    @LIFE.748 3 дні тому +12

    ମୁଖ୍ୟ ମନ୍ତ୍ରୀ ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି

    • @aM-wg1jq
      @aM-wg1jq 2 дні тому

      Banda😂

    • @LIFE.748
      @LIFE.748 День тому

      @@aM-wg1jq to bapa maa bodha ai sabu sikya daichanti

  • @kalicharanmahapatra885
    @kalicharanmahapatra885 6 днів тому +28

    Bjd ଯେତେ ବେଳେ ଶାସନ କୁ ଆସିଲା କହିଲା ଆମ ଓଡ଼ିଶା ,ଚେର ଲଗିଗଲାପରେ କହିଲା ମୋ ଓଡ଼ିଶା ,ଲୋକଙ୍କ ଗାଲକୁ ଚପଦା ମାରିଲା ଭଳି କହିଲା ନବୀନ ଓଡ଼ିଶା ଚାରିଆଡ଼େ ଗଛସବୁ କଟିଦେଇ ଶାଗୁଆ ରଙ୍ଗ ବୋଲି ଦଳ ରଙ୍ଗ ପ୍ରଚାର କଲା ଏସବୁ 24 ବର୍ଷ ସହିଲା ବେଳକୁ ଏ ବ୍ୟକ୍ତିଙ୍କୁ ବହୁତ୍ ଭଲ ଲାଗିଲା ଏବେ କାହିଁକି ଜର ହେଇ ଗଲା ସେ ଜାଣି ଥିବେ

    • @brandsrikantamusic4512
      @brandsrikantamusic4512 6 днів тому +2

      Bhai bjp ku Loko chance dele Tara Mane ni je tame ranga change Kariba Loko boli direct bus ra ranga change Kari nija ku nijaku proof karideucha

    • @jogendrarout5867
      @jogendrarout5867 5 днів тому +1

      Yr 2000 ru 2009 Kn bjp, bjd sahita Sarkaar re kn thile ?

  • @gundichagundicha7905
    @gundichagundicha7905 3 дні тому +2

    ମେ। ଭାଇ ଠିକ୍

  • @SAROJArtsVlogs
    @SAROJArtsVlogs 2 дні тому +2

    Rights sir...ଯାହା କହିଲ ସତ କହିଲ sir 🙏🙏🙏🙏🙏🙏🙏🙋🙋🙋🙋🙋🙋

  • @rameshbehera4403
    @rameshbehera4403 6 днів тому +15

    25 barsh hospital re kana heichhi

  • @user-jh8kx3lz3j
    @user-jh8kx3lz3j 6 днів тому +2

    Thank you

  • @chandanmahapatra9152
    @chandanmahapatra9152 3 дні тому +2

    Good sir

  • @bhagabanajani-bs7np
    @bhagabanajani-bs7np 6 днів тому +2

    Thik karihhanti

  • @hemantamallick7466
    @hemantamallick7466 4 дні тому +1

    ବିଜେଡି ଗ୍ରୀନ ଯେତେବେଳେ କଲର କରିଥିଲା ସେତେବେଳେ ବିରୋଧ କଲେନି ଆପଣ

  • @hemantalohar4887
    @hemantalohar4887 6 днів тому +2

    Right 👍👍👍

  • @sureshchandrabhoi5409
    @sureshchandrabhoi5409 6 днів тому +2

    ସିଏ ଭଲ କଣ ମନ୍ଦ କଣ ଜାଣିନି ତ ସିଏ ଭଲ କଣ କରିବ.

  • @ashokpradhan3732
    @ashokpradhan3732 2 дні тому

    Very good ilike it sir

  • @dukhacharandalai7459
    @dukhacharandalai7459 6 днів тому +62

    ଆରେ ମଉସା ସ୍କୁଲ ଆଉ uniform ରଙ୍ଗ ବଦଳିଲା ବେଳେ ଟା କିଛି କହିଲେନି ଆଉ ପାଣ୍ଡିଆନ ବାବୁ ଯୋଉ ରାବିଡି ବାଣ୍ଟୁ ଥିଲେ ସେତେବେଳେ କୋଉଠି ଥିଲା l ଆଜି ରଙ୍ଗ ବଦଳିଲେ କହୁଛ କଣ ନା ରଙ୍ଗ ବଦଳ ଟଙ୍କା ରେ ବସ୍ ମେଣ୍ଟେନଏସ ହୁଅନ୍ତା ବା ବା ରେ ଜ୍ଞାନୀ ଗୁଣି ଅନ୍ଧ ଭକ୍ତ l

    • @babulakanhar062
      @babulakanhar062 6 днів тому +1

      School uniform ଧଳକୁ kala hela କୁଆଡେ ଥିଲ ବେଜେ

    • @user-xv6ov2ke7p
      @user-xv6ov2ke7p 5 днів тому +1

      Are se jaha Kala tame seiaa Kala bhala kiye kuha 😂😂😂😂

    • @mahabirmajhi2683
      @mahabirmajhi2683 5 днів тому +1

      Uncle ! Speak few lines about Balle Balle Dhaba,Swad restaurant and Kusuma cottage of Jajpur district ! Are people particularly tribals are getting any benefit from these luxurious cottage s and restaurant ??? These revenues are generated from Nagoda,Sukinda block and Duburi plants ; But being invested by Pandian and Bobby Das for entertaining their MLA / MP / Ministers ! Encouraging Bar and Pub cultures in Odisha !

    • @brajeswarisingh909
      @brajeswarisingh909 5 днів тому +2

      ଏମାନେ ଗୋଡ଼ ଟାଣିବା ଲୋକ, ଭଲ ସହି ପାରୁ ନାହାନ୍ତି, ଏମାନଂକୁ କାହିଁକି ପଚାରୁଛନ୍ତି, କାରଣ ଟା କଣ

    • @sibashishpattnaik408
      @sibashishpattnaik408 4 дні тому +2

      ସ୍କୁଲ ପିଲା ଡ୍ରେସ change କଲା ବେଳେ କୋଉଠୀ ଥିଲ ।

  • @sibanayak9252
    @sibanayak9252 2 дні тому

    Thik Kahicha Sir Thank You

  • @premanandasuna7436
    @premanandasuna7436 5 днів тому +1

    ଠିକ୍ କହୁଛନ୍ତି ସାର୍

  • @officialbinod2715
    @officialbinod2715 День тому +1

    ମୁଖ୍ୟମନ୍ତ୍ରୀଙ୍କ bhahar kara jau

  • @anokhi.y.t
    @anokhi.y.t 6 днів тому +1

    Right 😊🙏🏻🙏🏻

  • @Prasarna
    @Prasarna 6 днів тому +2

    Ma kankaro na kharap nahi ,se advisement ku mita jaichhi.

  • @prabeenkumar7399
    @prabeenkumar7399 2 дні тому

    Right opinion sir.. Thank you

  • @babulisahoo6981
    @babulisahoo6981 2 дні тому

    Very Beautiful Spich

  • @prasantapadhi4934
    @prasantapadhi4934 2 дні тому

    Sir 100% thik kahichhanti

  • @user-hr3uv1bu9v
    @user-hr3uv1bu9v 4 дні тому

    Bhala katha kahila

  • @sabitrinath867
    @sabitrinath867 3 дні тому +1

    Right 👍

  • @b.kmunabhai6833
    @b.kmunabhai6833 День тому

    Tanks sar Good commentment

  • @Rajendra-gj3iz
    @Rajendra-gj3iz 5 днів тому +12

    ନବିନ କରୁଥିଲା ଠିକ୍ ମୋହନ କଲେ କଣ ପାଇଁ ଭୁଲ୍। ସବୁ ଠିକ୍ ହଉଛି। ପାଣ୍ଡିଆନ୍ ଜେତବଳେ କରୁଥିଲା ସେତବଳେ ବିରୋଧ କଲନି

  • @maheswarsahoo8864
    @maheswarsahoo8864 День тому

    Good views sir

  • @NiranjanGouda-pq2ui
    @NiranjanGouda-pq2ui 3 дні тому

    Right sir❤❤❤ Jaya hind

  • @ashisswain8499
    @ashisswain8499 4 дні тому

    Thik kahicha bhai

  • @mrsahuhk1972
    @mrsahuhk1972 2 дні тому

    ବିଜେପି ବାଲା ଏମିତି ଅଭଦ୍ର କମେଣ୍ଟ କାହିଁକି କରୁଛନ୍ତି । ଏହା କଣ ସେମାନଙ୍କ ଚରିତ୍ର ।

  • @user-od2jt7wm8i
    @user-od2jt7wm8i 4 дні тому

    Apana right kahile mausa

  • @nalinimajhi5348
    @nalinimajhi5348 2 дні тому +1

    24ବର୍ଷ ସବୁ ଲୁଟିଲେ ସେତେ ବେଳେ ଆପଣ କଣ କରୁଥିଲେ ?????? ଏବେ ବହୁତ କହୁଛନ୍ତି, ସେତେ ବେଳେ ତୋ ଅନ୍ଧ ହେଇ ଯାଇଥିଲେ। School ଗୁଡ଼ିକ ରେ teacher ନାହାନ୍ତି,24 ବର୍ଷ ଧରି ଆପଣ କଣ କରୁଥିଲେ ??? ନା ଆପଣ ଏବେ ହିଁ ଜନ୍ମ ହେଲେ ଆଉ ଏବେ ହିଁ କଥା କହି ପାରୁଛନ୍ତି 😅😅😅😅

  • @user-bw3bg1yf8u
    @user-bw3bg1yf8u 4 дні тому +1

    ବିଜେପି ହିନ୍ଦୁ ଙ୍କ ପାଇଁ କଣ କରିଛନ୍ତି ଅଂଧଭକ୍ତ କୁହନ୍ତୁ ହିନ୍ଦୁ ପାଇଁ ବିଜେପି ର ଅବଦାନ କଣ ପନ୍ଦର ବର୍ଷା ଶାସନ ପାରେ ବିଦେଶ ବୁଲିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ନୀତି ଅସଫଳ ହେଲା ମିଡ଼ିଆ କହୁଛନ୍ତି ମୋଦୀ ଙ୍କ ଦବ ଦବା ଚାଲିଛି ହେଲେ ଆମେ ଆମ ପଡୋଶୀ ଦେଶ ସହିତ ସୁସମ୍ପର୍କ ବଡେଇ ବାରେ ଅସମର୍ଥ

  • @user-gy3cd2cq8x
    @user-gy3cd2cq8x 6 днів тому +1

    Bhai right

  • @kalyanikumarinahak6025
    @kalyanikumarinahak6025 5 днів тому +2

    Bjd sarkar dukhira bhagaban

  • @bahadursagar1698
    @bahadursagar1698 6 днів тому +1

    Thanks

  • @bijayasahu1003
    @bijayasahu1003 3 дні тому

    Thik katha...

  • @dambarudharhansdah8727
    @dambarudharhansdah8727 5 днів тому

    Perfect kahi chanti agyan

  • @kirtansarathi3083
    @kirtansarathi3083 3 дні тому

    ବିଲକୁଲ ସତ କହିଲେ ସାର ଆପଣ...... ଆପଣଙ୍କୁ ମୁଁ ଜାଣିନି କିନ୍ତୁ ଯାହା କହୁଛନ୍ତି ସତ କହୁଛନ୍ତି

  • @mukeshkumarsahoo3511
    @mukeshkumarsahoo3511 4 дні тому

    ସବୁଜ ରଙ୍ଗ କଣ ପାଇଁ ବିଜେଡି ଦଳ କରିଥିଲା.. ଆଗ କୁହତ.. ଏକ ନମ୍ବର ବିଜେଡି ଚୋର ଦଳ.. ବିଜେପି ଯାହା କଲେ ଭଲ କଲେ 👌👌👌

  • @pradeepsworld9966
    @pradeepsworld9966 3 дні тому

    ସରକାର ସବୁବେଳେ ନିର୍ବିବାଦୀୟ ହେବା ଉଚିତ ।

  • @satyapattnaik2173
    @satyapattnaik2173 3 дні тому

    Ek dum thik katha kahichanti Mousa ....

  • @PrasantParida-i6p
    @PrasantParida-i6p 3 дні тому

    Bhala katha

  • @satyakamadas7414
    @satyakamadas7414 2 дні тому

    You are absolutely right Sir 🙏

  • @user-om2fn7ft8i
    @user-om2fn7ft8i 2 дні тому

    ଆଉ କିଛି କାମ ନାଇଁ ଖାଲି ଏହି କାମ କରିବେ

  • @basantakumarpanda9022
    @basantakumarpanda9022 3 дні тому

    ଲୋକଙ୍କ ପ୍ରକୃତ ଦାବିଠାରୁ ନଜରହଟାଇବା ର ଏକ ସୁଚିନ୍ତିତ ରଣକୌଶଳ ।

  • @singraimurmu6648
    @singraimurmu6648 3 дні тому

    Right kotha

  • @prasannabehera1461
    @prasannabehera1461 18 годин тому

    Sabuthu bhala triranga ranga karajau bande utkala janani ❤

  • @govindemallick3996
    @govindemallick3996 3 дні тому

    Very good suggestion

  • @haraprasadjena590
    @haraprasadjena590 3 дні тому

    Thiki kahuchanti Bhai

  • @BijaykumarMohanty-xg2zp
    @BijaykumarMohanty-xg2zp 3 дні тому

    Good thinking

  • @sureshkumarbai1991
    @sureshkumarbai1991 5 днів тому

    Thik kahuchanti sir

  • @user-vt4sv8os5x
    @user-vt4sv8os5x 2 дні тому

    Yes sir ❤

  • @jaydevpadhi1802
    @jaydevpadhi1802 4 дні тому

    ଏ ସରକାର କ'ଣ କରିବା ପାଇଁ ଜାଉଛି
    ନିଜେ ବୁଝି ପାରୁନାହିଁ ଲୋକଙ୍କୁ କ'ଣ କହିଵ

  • @nareshmeher6536
    @nareshmeher6536 4 дні тому

    Sir,thik kahuchhanti

  • @sandhifrozen6295
    @sandhifrozen6295 2 дні тому

    Perfect sir

  • @antarjyaminayak6833
    @antarjyaminayak6833 3 дні тому

    ସରକାର ଉଚ୍ଚ ମାନ ର ଚିନ୍ତା କରିବା ଉଚିତ୍
    ଯାହା ବି କହିଛନ୍ତି ମଉସା ଠିକ୍ କହିଛନ୍ତି

  • @sanujkumar3950
    @sanujkumar3950 22 години тому

    U r Correct sir
    BJP ra chinta dhara ati nicha maanara.......

  • @saratkumar9810
    @saratkumar9810 День тому

    ❤❤❤❤ ଆପଣ କହୁଛନ୍ତି ରଙ୍ଗ bodoluchi ରଙ୍ଗ ରେ କେତେ ପୋଇସl khurch କରୁଛନ୍ତି କି, କୋଟି, କୋଟି କି ଆପଣ ପୁଣି ଘର building re ବୋଧେ ରଙ୍ଗ dau ନାହାନ୍ତି

  • @prasantapadhi4934
    @prasantapadhi4934 2 дні тому

    Thik kahichha

  • @Jagannathstudio-io2se
    @Jagannathstudio-io2se 4 дні тому

    Sir 🙏 right kia kahiba asabu kichhi buchhiparunanhanti

  • @Fir387
    @Fir387 6 днів тому +1

    Right now

  • @junhakatha6306
    @junhakatha6306 День тому

    Absolutely correct Sir

  • @Manashcreativevidio
    @Manashcreativevidio День тому

    Right ❤sir

  • @kalyanikumarinahak6025
    @kalyanikumarinahak6025 5 днів тому +1

    Nabin babu best cm

  • @saratkumar9810
    @saratkumar9810 День тому

    ❤❤ କିଛି ଦିନୋ ହେଲା ନୂଆ CM Hei chhanti , ଆଗୋକୁ ଆଗୋ dekho kn କୋରୁ ଛନ୍ତି,, ତାପରେ kohibe,,, ଆପଣ ତ ବୁଢ଼ା ହେଲେ kn ଟା ତାଡ଼ି ପକାଇଲେ କୁହନ୍ତୁ । ଆଜି ଯାଇ amor ଘର ମିଳିନି ବୁଢ଼ା bus kotha ଆଲୋଚନା କଲାନି,,,

  • @sureshdurga7834
    @sureshdurga7834 5 днів тому

    Thanku sri

  • @sureshroutaray5540
    @sureshroutaray5540 5 днів тому

    Thanks uncle Jay hind

  • @Swap3331
    @Swap3331 5 днів тому +1

    Nua sarkar bus ra full body colour change nakari ki alpa kichi change kariki Mukhyamantri bus seba kale bhala hanta aau jauthi laccmi bus re loka haunahanti tara route change karajau !

  • @sukantimohapatra7782
    @sukantimohapatra7782 4 дні тому

    Pura puri thik katha.

  • @opindian2777
    @opindian2777 6 днів тому

    That is Right sir

  • @user-kl5eg3rb8v
    @user-kl5eg3rb8v 4 дні тому

    Right sir ♥️♥️♥️🌹

  • @harishbehera4687
    @harishbehera4687 4 дні тому

    You are great sair good advice

  • @lasanajani
    @lasanajani 4 дні тому

    Right right right sir you are right 👍👍👍

  • @dhaneswardas548
    @dhaneswardas548 5 днів тому

    ଏ ନୂଆ ବିଜେଡି ର ମୂଖ ପାତ୍ର... ବହୁତ ବାଧୁଛି..

  • @mandakinimallick7922
    @mandakinimallick7922 5 днів тому

    Right 👍🏻👍🏻👍🏻....bjp ଯାହାବି କରୁଛି ଠିକ୍ ନୁହେଁ

  • @balaramgouda3971
    @balaramgouda3971 18 годин тому

    ❤❤❤❤❤❤❤❤❤❤

  • @parbatikhosla6452
    @parbatikhosla6452 3 дні тому

    You are right sir

  • @ishmaelbagh9994
    @ishmaelbagh9994 День тому

    You are correct 💯

  • @devsahu6592
    @devsahu6592 5 днів тому

    Sir bahut bhala katha kahile apana❤.

  • @madhusmitaroutray9519
    @madhusmitaroutray9519 3 дні тому

    Well said

  • @odiaawarness9292
    @odiaawarness9292 2 дні тому

    ରଙ୍ଗ ବଦଳାଇଲେ ଆପଣ ମାନେ କାହିଁକି କାନ୍ଦୁ ଛନ୍ତି

  • @Kunal5684
    @Kunal5684 3 дні тому

    ଓଡ଼ିଶାରେ ଯେତିକି ବସ ଆଗରୁ ଚାଲୁଥିଲା, ସବୁ ନାଲି ଆଉ ନୀଳ ରଙ୍ଗର ଥିଲା। ସେଇ ରଂଗ ରେ ଚାଲୁ। ସବୁଜ କି ଗେରୁଆ ରଂଗ ନୁହେଁ

  • @runusahoo3619
    @runusahoo3619 2 дні тому

    Perfect Katha kahile sir,,❤❤❤❤❤❤❤,,,,,, mental chinta dhara ku improve kara sarkar 😂😂😂😂😂

  • @satyajitjenaopenschool
    @satyajitjenaopenschool 4 дні тому

    ଏ ସବୁ ଗରିବ ରାଜ୍ଯ ର ଗରିବ ଲୋକ ଓ ନେତା କରନ୍ତି। ପଶୁ ଚରିତ୍ର।

  • @dasharathiraita4705
    @dasharathiraita4705 День тому

    ସବୁଠୁ ମହା ମୂର୍ଖ