Swargiya Agni I ସ୍ୱର୍ଗୀୟ ଅଗ୍ନି I Amit Pani I New Odia Song I Worship Song I Amit Pani Official I

Поділитися
Вставка
  • Опубліковано 9 вер 2022
  • SwargiyaAgni#AmitPani#AmitPaniOfficial#NewOdiaSong#NewChristianDevotionalSong#AmitPaniNewSong#2022NewSong#OdiaWorshipSong#HindiWorshipSong#Aradhana#BestHindiSong#YesuSong#WorshipSong,#AmitPani#AmitPaniOfficial#HindiDevotionalSong#LordJesusChristSong#NewSong#BestOdiaSong# BestGospelSong#NewHindiWorshipSong#AmitPaniNewSong#AradhanaHeSwargiyaPita#TerePassAttaHun#KartaHunMaiTeriChinta#NewChristmasSong#NewOdiaChristianSong#ChristianSong#HappyNewYearSong#Amit PaniOfficial#Singer Amit Pani#NewChristianSong,Good FridaySong#Superhit Christiansong,#New Hindi Christian Song,AradhanaPrasans#New Odia song#Amit Pani New Christiansong#hindi new Christiansong,best Christian song#Top 10 Amit Pani song#ABMusic#Amit BadaNayakMusic#Jihovah jireh#worshipsongs#Theholysoulrevelation#HuumaneSagarNewChristiansong#ChristianMusic#Humane sagar song#Jagan Mohan Nag Official#Sheldon Bangera#Akinternationaltourism#BidyutBhatta#JesusChristSong.
    ପ୍ରିୟଦର୍ଶକ ବନ୍ଧୁଗଣ ପ୍ରଭୁଯୀଶୁଙ୍କ ସୁମଧୁର ନାମରେ ମୁ ମୋର ଅଗଣିତ ଗୀତପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ଭକ୍ତିଭରା ନମସ୍କାର ଜ୍ଞାପନ କରେ..
    ଖ୍ରୀଷ୍ଟଙ୍କ ସେବାରେ ମୁ ଆପଣମାନଙ୍କ ପ୍ରିୟର ସୁସମାଚାର ଗାୟକ ଭାଇ ଅମିତ ପାଣି..
    ପ୍ରଭୁଙ୍କ ଅନୁଗ୍ରହ ସକାଶୁ ପୁଣିଥରେ ଏକ ଭିନ ସ୍ୱାଦର ଗୀତଟି ପ୍ରସ୍ତୁତ କରିବା ପାଇଁ ପ୍ରଭୁ ସାହାଯ୍ୟ କଲେ
    ଏଣୁ ସେହି ସତ୍ୟ ଈଶ୍ୱରଙ୍କ ଗୌରବ ଓ ପ୍ରସଂଶା ଓ ଆରାଧନା କରିବା ଉଦେଶ୍ୟରେ ଭେଟି ଦେଉଛି ଏକ ସୁନ୍ଦର ମନଲୋଭା ଭକ୍ତି ସଂଗୀତ...
    -- ସ୍ବର୍ଗୀୟ ଅଗ୍ନି --
    ଆଶାକରୁଛି କି, ତୀତସ ଭାଇଙ୍କ ଲେଖା ଓ ମୋର ଗାୟନ ଶୈଳୀ ଦ୍ୱାରା ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ପବିତ୍ର ଆତ୍ମାଙ୍କ ଚାଳନାରେ ଗଢ଼ିତୋଳିବାରେ ସାହାୟକ ହବ..
    ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
    ଧନ୍ୟବାଦ
    FULL SONG LYRICS
    କରେ ସ୍ୱାଗତ ପବିତ୍ର ଆତ୍ମା ଆସ ମୋ ହୃଦୟକୁ
    ଭାଙ୍ଗି ମୋର ସବୁ ପାପ ବନ୍ଧନ
    ନିଅ ତଵ ଅଧୀନକୁ.. ×2
    ବର୍ଷାଅ ସ୍ବର୍ଗୀୟ ଅଗ୍ନି... ଢାଳ ଆତ୍ମାଙ୍କ ଦାନ
    ଛୁଇଁ ମତେ କର ହେ ଅଭିଷେକ
    ଯେହ୍ନେ ହେବି ତୁମର..×2
    =0=
    ପବିତ୍ର ଅତି ପବିତ୍ର
    ତୁମେହେ ପ୍ରଭୁ
    ଅସାଧ୍ୟ ଅଟେ ଅସାଧ୍ୟ
    ତୁମରି କାର୍ଯ୍ୟ ସବୁ.. ×2
    କରୁଛି ହୃଦୟ ଶୂନ୍ୟ ହୁଅହେ ବିରାଜ ମାନ
    ଦିଅ ପ୍ରଭୁ ତୁମରି ଦରଶନ
    ତୃଷିତ ଆଜି ମୋ ପ୍ରାଣ ..×2
    =1=
    କରେ ସ୍ୱାଗତ ପବିତ୍ର ଆତ୍ମା ଆସ ମୋ ହୃଦୟକୁ
    ଭାଙ୍ଗି ମୋର ସବୁ ପାପ ବନ୍ଧନ
    ନିଅ ତଵ ଅଧୀନକୁ.. ×2
    ବର୍ଷାଅ ସ୍ବର୍ଗୀୟ ଅଗ୍ନି... ଢାଳ ଆତ୍ମାଙ୍କ ଦାନ
    ଛୁଇଁ ମତେ କର ହେ ଅଭିଷେକ
    ଯେହ୍ନେ ହେବି ତୁମର..×2
    =2=
    : - SONG CREDIT'S
    :~ song title - Swargiya Agni
    :~ Singer - Gospel Singer Amit Pani
    :- Lyrics & Music : Titus Pall
    :~ Music arrangement - Bapi Samal
    :- D O P Ambram Ganta (Bapi) - 7978442896
    :~ Banner - Amit Pani Official
    :~ Production - Amit Pani Official
    :~ Music Level - Amit Pani Official
    :~ Whatspp & Contact - +91 82497 15509
    ମୋର କେତେକ ସୁପର ହିଟ ଗୀତର link
    • Dhali Dia Tuma Pabitra...
    • Pheriare Bandhu I Amit...
    • BANCHIBI TUMA PAIN || ...
    • Jibana Mo Jibana ll Am...
    • ଉଠ ଉଠ || ODIA CHRISTMA...

КОМЕНТАРІ • 413