Pihu Missing Case: CM Mohan Majhi Assures Justice For Mother

Поділитися
Вставка
  • Опубліковано 16 чер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #pihu

КОМЕНТАРІ • 225

  • @nibeditajena3070
    @nibeditajena3070 16 днів тому +207

    ମୋହନ sir ଙ୍କୁ ଅନୁରୋଧ, ପିଲାଚୋରି କ୍ଷେତ୍ରରେ ଦୋଷୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ, ଅତନ୍ତ ଗୋଟେ ମା କୋଳ ଖାଲି ନହେଉ, ମରିବା ପର୍ଯ୍ୟନ୍ତ ସେ ଆଶା ରଖିବ ମୋ ପିଲା ମିଳିବ, ବଳାତ୍କାର କ୍ଷେତ୍ରରେ ମଧ୍ୟ କଠୋର ଦଣ୍ଡର ବ୍ୟବସ୍ଥା କରାଯାଉ 🙏

  • @apartimoharana2763
    @apartimoharana2763 16 днів тому +78

    ମାଆ ଆପଣଙ୍କ ଦୁଃଖ ଅତି କରୁଣ ଦୃଶ୍ୟ.
    ଏବେ କଣ ହେଉଛି ଦେଖିବା

  • @user-hq8lc4dh8r
    @user-hq8lc4dh8r 16 днів тому +38

    ପରୀକୁ ନ୍ୟାୟ ମିଳୁ, ଅରୁଣ ସାହୁଙ୍କୁ ଗିରଫ କରାଯାଉ, ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳୁ,ମମିତା ମେହେର କେ ନ୍ୟାୟ ମିଳୁ, ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ର କୁ ନ୍ୟାୟ ମିଳୁ ବିକ୍ରମ କେଶରୀ ଆରୁଖ ଜେଳ ଯାଉ

  • @manojjena7608
    @manojjena7608 16 днів тому +103

    ମାଝି ସାର ଙ୍କୁ କୁହନ୍ତୁ ନିଚୟ ଭଲ ତଦନ୍ତ ହେବ

    • @raghunathdehuri4809
      @raghunathdehuri4809 16 днів тому +2

      Right

    • @Ranjankumar-fz8xj
      @Ranjankumar-fz8xj 13 днів тому

      ୨୪ ବରଶର ସରକାର ନବିନୀ ବାବୁ ସେ କଣ କରୁଥିଲେ ସେ କଣ ମଦପିଇ ସୋଇଥିଲେ କି

  • @gobindasoren5689
    @gobindasoren5689 16 днів тому +24

    ନ୍ୟାୟ ମିଳୁ ପିହୁ କୁ 🙏🙏🙏

  • @khulananahak1618
    @khulananahak1618 16 днів тому +73

    ମୋହନ ମାଝୀସାରଙ୍କୁ କୁହନ୍ତୁ ସାର ବଡଦୟାଳୁ ତୁମକୁ ନିଶ୍ଚୟ ସାହାଯ୍ୟ ମିଳିବ

  • @mithunabhoi8732
    @mithunabhoi8732 16 днів тому +50

    ମାଝୀ ମୁଖ୍ଯମନ୍ତ୍ରୀ🙏🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ🙏🙏🙏

  • @dualcore8728
    @dualcore8728 16 днів тому +31

    ପିହୁର ମାଆଙ୍କ ପାଇଁ ହିଁ ନୂଆ ସରକାର ଆସିଛନ୍ତି ଆପଣଙ୍କୁ ନ୍ୟାୟ ମିଲୁ ଭଗବାନଙ୍କ ନିକଟରେ ସାରା ଓଡ଼ିଶାବାସୀଙ୍କ କାମନା

  • @SS-ODIA-ACADEMY1987
    @SS-ODIA-ACADEMY1987 16 днів тому +69

    ପରି କୁ ନ୍ୟାୟ ମିଳୁ ଆଉ ଅରୁଣ ସାହୁକୁ ଦଣ୍ଡ ମିଳୁ

    • @user-hq8lc4dh8r
      @user-hq8lc4dh8r 16 днів тому +1

      Right

    • @nirakarsahoo7004
      @nirakarsahoo7004 16 днів тому +2

      ବନ୍ଧୁ , ଏ ମାଆ ହେଉଛନ୍ତି ପିହୁ ର ମା।

  • @dukhishyamrana162
    @dukhishyamrana162 16 днів тому +15

    ନବୀନ ପାଣି ପିଇବା ଗିଲାସେ ପାଇଁ ସକ୍ଷମ ନୁହେଁ,ସେ କଣ ଅନ୍ୟ ର ଦୁଃଖ ଦେଖିବ।

  • @user-uf4cc5zc6f
    @user-uf4cc5zc6f 16 днів тому +29

    ACF Soumya ranjan case bi reopen karajau,

  • @srisaidesignvastu9209
    @srisaidesignvastu9209 16 днів тому +83

    ତୁମର ଅଭିଶାପ ନବୀନ ପଟ୍ଟନାୟକ ଉପରେ ପଡ଼ିଲା ! ସେଇଥିପାଇଁ ସେ ଆଉ କେବେ ସଳଖି ଠିଆ ହୋଇ ପାରିବେ ନାହିଁ !

    • @raghunathdehuri4809
      @raghunathdehuri4809 16 днів тому +2

      Right

    • @archanabarik2330
      @archanabarik2330 14 днів тому

      😂😂😂😂😂😂 jii a gote chhua ku sambhali parilini se avishap deba auu Nabin babu haribe.....a Katha re mun hasi hasi bedam helini....vaii .. andhara ru aloka ku Asa....... Jadi Argus Chanel bala Paisa na banti thanta auu Amit saha saha pandian ra chora pirati na thanta .....a miti kete michhei stree Loka nka avishap Nabin babu nka ra gote ......upadi pari na thant......😡😡 Auu besi kahuni.....mun Kahu chhi a stree Loka ra chhua chori hebare a nije 💯 pratishat dayi.......😡

    • @srisaidesignvastu9209
      @srisaidesignvastu9209 14 днів тому

      @@archanabarik2330 ଛୁଆ ସମ୍ଭାଳି ବା ଯଦି ମା ଙ୍କ ର ଦାୟିତ୍ଵ ତେବେ ନବୀନ ବାବୁ ବୁଟିକ୍କି ଖୋଲି ନଥାନ୍ତେ ,କଥାଟା ନବିନ ପଟ୍ଟନାୟକ ର ପ୍ରଶାସନିକ ବିଫଳତା, ଆଇନଶୃଙଖଳା ବିଫଳତା ! ଆଖିବୁଜି ଫାଇଲରେ ଦସ୍ତଖତ କରିବା ଅନ୍ଧ କୁହାଯାଏ ! ସେଇଥିପାଇଁ ଅନ୍ୟାୟର ଅନ୍ତ ହେଲା !

  • @saratmishra7100
    @saratmishra7100 16 днів тому +38

    କି ଦୁଃଖ କଥା। ଛି ଛି କୁଳାଙ୍ଗାର ସରକାର ଟା ଥିଲା।
    Great CM, salute to you।
    ଓଡ଼ିଶା ଏକ ନୂଆ ସକାଳ ଦେଖିବ ବୋଲି 4.5 crores ଜନତା ଆଶାବାଦୀ।

  • @purnanayak5383
    @purnanayak5383 16 днів тому +8

    ବାସ୍ତବରେ ଗୋଟିଏ ମାଆଙ୍କ ର ଦୁଃଖ କେବଳ ସେ ନିଜେ ହିଁ ଜାଣି ଛନ୍ତି, ଗୋଟିଏ ନିଷ୍ପାପ ପିଲା କୁ ଅପହରଣ କରିବା ଓ ସେ ଦିଗରେ ରାଜ୍ୟ ସରକାର ଙ୍କୁ ଅବଗତ କରି ନିରାଶ ହେବା ଏହା ଗଣତନ୍ତ୍ରର ହତ୍ୟା ବା କଣ୍ଠରୋଧ କରିବା ନିନ୍ଦା ଓ ଘୃଣା କଥା ,,ଏବେର ମୂଖ୍ୟ ମନ୍ତ୍ରୀ ସହୃଦୟତାର ସହ ବିଚାର କରିପାରିବେ ବୋଲି ଦୃଢ ବିଶ୍ୱାସ ଅଟେ ।

  • @sidd5547
    @sidd5547 16 днів тому +16

    ନବୀନ ସରକାର ଗୋଟିଏ ମଣିଷ ମରା ସରକାର ଥିଲା। ଛୋଟ ଛୋଟ ଛୁଆଙ୍କୁ ବି କେତେ ଆଡେ ମାରିମୁରି ଦେଇଛନ୍ତି ସେ ରାକ୍ଷସ ସରକାର।
    ତୁରନ୍ତ ଏ କେସ ର ବିଚାର ହେଉ ଓ ଭବିଷ୍ୟତରେ ସମସ୍ତେ ମନେ ରଖନ୍ତୁ ଯେ ବିଜେଡି କୁ ଆଉ ଗୋଟିଏ ଭୋଟ ଦିଆଯିବ ନାହିଁ।

  • @debendranarayandash9040
    @debendranarayandash9040 16 днів тому +47

    ପୂର୍ବ ସରକାରରେ ୨୪ ବର୍ଷ ଭିତରେ କାହାରିକୁ ନ୍ୟାୟ ମିଳିନାହିଁ କେବଳ ଗୋଟିଏ କଥା ନବୀନ ବାବୁଙ୍କର ଥିଲା ତଦନ୍ତ ଚାଲିଛି ଆଇନ ତା ବାଟରେ ଯିବାକୁ ଦିଅ

  • @sunilkumarpatnaik6953
    @sunilkumarpatnaik6953 16 днів тому +25

    Pihu ku khoja jau.....BJP raa Law & Order public supportive heba darakar. ...

  • @sureshkumarbagh1458
    @sureshkumarbagh1458 16 днів тому +5

    Super se upper CM in odisha mahan Charan majhi sir

  • @odiyavloggerjhili797
    @odiyavloggerjhili797 16 днів тому +7

    Ama cm hauchanti bahut vala sur apanka katha sunibe👏👏👏👏🙏🙏🙏🙏🙏🙏

  • @buddhadevpradhan4137
    @buddhadevpradhan4137 16 днів тому +18

    Miliba miliba
    Mohan Majhi Karibe
    Sure karibe

  • @sushreesangitadash1704
    @sushreesangitadash1704 16 днів тому +27

    ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ ସେ ନ୍ୟାୟ ପ୍ରଦାନକରିବେ

  • @suryakanta8024
    @suryakanta8024 16 днів тому +4

    Thanks। C M। Sir

  • @rabirajcreatar
    @rabirajcreatar 16 днів тому +24

    ମୋହନ ମାଝି cm jindabad jindabad jindabad BJP sarkar jindabad 🎉🎉🎉🎉

  • @MamaliSamal-ob2cj
    @MamaliSamal-ob2cj 16 днів тому +4

    ମୁଁ ଆସା କରୁଚି ଆମର ନୂଆ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ଓଡ଼ିଶାର ଯେତେବି ପିଡିତା ଅଛନ୍ତି 🙏🙏🙏🙏

  • @ghanashyamswain4941
    @ghanashyamswain4941 16 днів тому +23

    ଏଥର କୁହ, ନ୍ୟାୟ ମିଳିବ bjb ସରକାର ଆସିଲା. ଅପେକ୍ଷ୍ୟା କର

    • @user-rd8fq3if1f
      @user-rd8fq3if1f 16 днів тому

      ବିଜେଡି ସରକାର 4ବର୍ଷ କିଛି କରି ପାରିଲାନି ସେଥିପାଇଁ ଓଡିଶା ବାସି ଠିକ କଲେ

  • @anantapanda5026
    @anantapanda5026 16 днів тому +3

    Very good ମୁଖ୍ୟମନ୍ତ୍ରୀ ହବ ତ ଏମିତି

  • @bikamcreation1991
    @bikamcreation1991 16 днів тому +4

    ପରି. ମାହାଙ୍ଗା ସବୁ କେସ ରି ଓପନ ହେଉ

  • @sujitcreation1719
    @sujitcreation1719 16 днів тому +3

    ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ମୁଁ ଅନୁରୋଧ କରୁଛି କି ସେ ପିହୁ ର ମା ଏତେ ବର୍ଷ ଧରି ସଂଘର୍ଷ କରୁଛି ତାହାକୁ ଉଚିତ୍ ନ୍ୟାୟ ପ୍ରଦାନ କରନ୍ତୁ ଏବଂ ଦୋଷୀ କୁ କଠୋର ଦଣ୍ଡ ଦିଅନ୍ତୁ । ତେବେ ଯାଇ ଆପଣ ପ୍ରକୃତ ମୁଖ୍ୟମନ୍ତ୍ରୀ ବୋଲି ଭାବିବୁ। ଜୟ ଜଗନ୍ନାଥ 🙏🙏

  • @dalapatinayak573
    @dalapatinayak573 16 днів тому +3

    Yes Medom Very Very Right speech Medom ❤❤❤❤go ahead

  • @user-eg7ii7nb6p
    @user-eg7ii7nb6p 16 днів тому +9

    ଏଥର କୁହ ନ୍ୟାୟ ମିଳୁ ପିହୁ

  • @AkshayaNaik-qb6fb
    @AkshayaNaik-qb6fb 16 днів тому +2

    I am also requesting to our chief minister to look into the matter.

  • @khuntia724
    @khuntia724 16 днів тому +7

    Pari case reopen karajau

  • @hrudanandasahuofficial
    @hrudanandasahuofficial 16 днів тому +7

    ପାରିରହତ୍ୟାକାରୀଙ୍କୁ ଖୋଜିଦଣ୍ଡଦେବା ଉଚିତ

  • @SunakarNayak-cj8qv
    @SunakarNayak-cj8qv 16 днів тому +5

    ଅରୁଣ ସାହୁ ଏବଂ ତାର ସହଯୋଗୀ ମାନଙ୍କ ପାଇଁ ଏ ପ୍ରକାର ଘଟୁଛି । ତାଙ୍କୁ ଉଚିତ୍ ଦଣ୍ଡ ମିଲୁ ।

  • @saisankarsahoo8365
    @saisankarsahoo8365 16 днів тому +1

    Right

  • @PURNACHANDRAHEMBRAM-if1fn
    @PURNACHANDRAHEMBRAM-if1fn 16 днів тому +1

    Good

  • @SandhyaraniDas-yb4fq
    @SandhyaraniDas-yb4fq 16 днів тому +6

    Majhi sir nischaya nyaya debe 🙏🙏

  • @user-wj3lf4xi7n
    @user-wj3lf4xi7n 16 днів тому +2

    I am always with you to help and support you

  • @rabirajcreatar
    @rabirajcreatar 16 днів тому +12

    Jai BJP sarkar jindabad 💪💪💪 BJP sarkar jindabad 🎉🎉🎉

  • @narendrabehera3671
    @narendrabehera3671 16 днів тому

    Yes 🙏

  • @drvicky1729
    @drvicky1729 16 днів тому +8

    ମାଆ,,ତମର ପ୍ରତି କଥାରେ ରାଜନୀତି ର ଗନ୍ଧ ବାରି ହଉଚି। Hopefully tamku nyaya milu

    • @nirakarsahoo7004
      @nirakarsahoo7004 16 днів тому +3

      ବନ୍ଧୁ,
      କାମଳ ରୋଗୀଙ୍କୁ ସବୁ ହଳଦିଆ ହଳଦିଆ ଦେଖାଯାଏ । ବନ୍ଧୁ , ଗୋଟିଏ ପିଲା ହଜିଯାଇଥିବା ମା ର ଅନ୍ତର ର ବେଦନା ସେହି ମା ହିଁ କେବଳ ବୁଝି ପାରିବ , ଆପଣ ମାନେ ତ କେଉଁ ରାଜନୈତିକ ଦଳର ଜଣେ ଜଣେ ଗୋଡାଣିଆ କର୍ମୀ ହୋଇଥିବେ !!!

    • @drvicky1729
      @drvicky1729 16 днів тому

      @@nirakarsahoo7004 wait wait,, 1St ta Kamala rogi ku ହଳଦିଆ ଦେଖାଯାଏ ନୁହେଁ,, ସେ ନିଜେ ହିଁ ହଳଦିଆ ପଡ଼ିଯାଏ ମନେରଖ,, ଆଉ hmm 😡ମୁ b ବୁଝୁଛି ତାଙ୍କ କଷ୍ଟ କଣ,, but ତମେ ଭୁଲି ଯାଉଚକି 😡 ଯିଏ ପ୍ରତିଶ୍ରୁତି ଦେଇ ଆସିଚି,, ତାର ମଞ୍ଜି ହିଁ ଦେଶ ସର ବୁନିହେଇକି ଅଛି😡😡,, ନିଜ ଆଖିରେ ଘଟଣା ଦେଖି ସେ କଷ୍ଟ କୁ ଅନୁଭବ କରିଛି,, ଆଉ ମନେରଖ,, ନ୍ୟାୟ ଯଦି ଏଠି ମିଳିଲା ତେବେ ବହୁତ୍ ଭଲ କଥା,, ହେଲେ ବି ନିଜ ସ୍ବାର୍ଥ ଆଉ political image protect କରିବା ପାଇଁ🙏🙏😡,, ଏଠି ସେସବୁ ନିଜ ହାତ ମୁଠାରେ କରିବାକୁ ପ୍ରାଣ ପଣେ ଚେଷ୍ଟା ହବ 🙏,, ପୁରା ଦେଶରେ ଏଇ ସମ୍ମାନ ଘଟଣା ଲକ୍ଷ୍ୟ ଲକ୍ଷ୍ ଅଛି,, ନ୍ୟାୟ ମିଳିଛି???😡। Child trafficking re jete success milichi??? Data deipariba??? କଥା କୁ ବୁଝ,, ଯୁକ୍ତି କରିବା ଆଗରୁ,, ମୁ ଠିକ୍ ବୁଝିଛି ତାଙ୍କ କଷ୍ଟ

    • @OmprakashChand-ir2tt
      @OmprakashChand-ir2tt 16 днів тому

      Bhai tama jhia hajini ki rafe heaeni tama government bele ku taku kichi Naya deaethanta Sia aji bjp ra support neaenathanta😢😢

  • @ManasDas-rv4mc
    @ManasDas-rv4mc 16 днів тому +3

    Jay shree jagannath 🙏🙏🙏😢

  • @santanunayak808
    @santanunayak808 16 днів тому +1

    ନ୍ୟାୟ ମିଳୁ

  • @haizellovesfood3767
    @haizellovesfood3767 16 днів тому +2

    This is so sad...very heart breaking

  • @ullashchandraparida2252
    @ullashchandraparida2252 16 днів тому

    God bless you

  • @odishatourist523
    @odishatourist523 16 днів тому +3

    New cm mohan majhi jindabad

  • @bipinbiswal1971
    @bipinbiswal1971 15 днів тому

    ସମୟ କୁ ଅପେକ୍ଷା, ତୋତେ ନ୍ୟାୟ ମିଳୁଛି, ନା ନିର୍ଯାତନା ମିଳୁଛି।

  • @sarojkumarkaran3995
    @sarojkumarkaran3995 16 днів тому +7

    Very good cm

  • @MamaliSamal-ob2cj
    @MamaliSamal-ob2cj 16 днів тому +2

    ନିହାତି ପିହୁର ଫାଇଲ୍ ଖୋଲିବା ଦରକାର୍ କିଏ କିଏ ଚାହୁଁଛନ୍ତି 🙏🙏🙏🙏

  • @satyabratabarik2753
    @satyabratabarik2753 16 днів тому +1

    File kholiba darkar,

  • @ChandanSahoo-br7xj
    @ChandanSahoo-br7xj 16 днів тому +3

    Pari ku naya milu

  • @dhamirona8662
    @dhamirona8662 16 днів тому

    Thank you CM Sir for your efforts 🙏

  • @fagulakra520
    @fagulakra520 22 години тому

    Jay jagannath jay CM mohan charan majhi jay odisha

  • @kapilcharanmohanty9673
    @kapilcharanmohanty9673 16 днів тому

    Justice is rarely got

  • @santoshdas9914
    @santoshdas9914 16 днів тому

    Bahut bhala hela.. 🙏🙏

  • @premarajguru4880
    @premarajguru4880 16 днів тому +2

    It is humble request to chief minister sir to get justice to Pihu's mother.

  • @ayushkisan1742
    @ayushkisan1742 14 днів тому

    Thank you mohan majhi sir

  • @Samir.920
    @Samir.920 16 днів тому

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sushamadash8383
    @sushamadash8383 16 днів тому +2

    Pihu mother struggles a lot for her little daughter,new chief minister will give her justice.😭😭

  • @mitusahani788
    @mitusahani788 16 днів тому

    🎉🎉🎉🎉🎉

  • @tapaswinibarik1511
    @tapaswinibarik1511 7 днів тому

    ମୋହନ ବାବୁ ଜିନ୍ଦାବାଦ

  • @bkmanoj6057
    @bkmanoj6057 16 днів тому +1

    God bless you cm majhi

  • @abankumar5258
    @abankumar5258 15 днів тому

    ଅପଣକୁଁ ନ୍ୟାୟ ମିଳୁ

  • @tirupatiparichha9845
    @tirupatiparichha9845 16 днів тому

    Jaya Jagannath 🙏🙏🙏👍👍👍💪💪💪👌👌👌👏👏👏✊✊✊

  • @freefiresai1922
    @freefiresai1922 16 днів тому

    ଦେଖିବାର ଅଛି

  • @priyankalina6347
    @priyankalina6347 16 днів тому +3

    Eta sata pratisruti boli kia kahiba😊

  • @satyabratamohapatra3840
    @satyabratamohapatra3840 7 днів тому

    Plz sir
    Bebena itishree pihu ku niya milu
    Jay jaganath

  • @BayijantiPingua-rf8sk
    @BayijantiPingua-rf8sk 15 днів тому

    He prabhu piyhunku mili jau tanka maa nku

  • @user-uk9xo8uq7s
    @user-uk9xo8uq7s 16 днів тому

    Jay Jagannath 👏 Jay shree Ram

  • @user-mw9ij7un1i
    @user-mw9ij7un1i 16 днів тому

    Mohan sir jindabad

  • @rajanibarik1284
    @rajanibarik1284 16 днів тому

    Samaya kahiba

  • @dibakarpanda7420
    @dibakarpanda7420 16 днів тому

    New chief minister will take strong action to take cbi investigation

  • @dayanidhinaik2573
    @dayanidhinaik2573 14 днів тому

    ନବୀନ ସରକାର ସମୟରେ କ୍ରାଇମବ୍ରାଞ୍ଚ ଅରୁଣ ବଥ୍ରା ନେତୃତ୍ୱରେ criminal ବ୍ରାଞ୍ଚ ହୋଇ ଯାଇଥିଲା

  • @MantuMalik-lh4sb
    @MantuMalik-lh4sb 15 днів тому

    🙏🙏🙏🙏🙏👏👏👏👏👏👏

  • @geetaskitchen5338
    @geetaskitchen5338 16 днів тому

    Sir please take steps for soumya ranjan mahapatra case... Reopen...mohan sir pls

  • @user-mk5br4ne5w
    @user-mk5br4ne5w 16 днів тому

    Maa apko Naya milega sarkarko support kigiye

  • @Susanta_Durga_Official
    @Susanta_Durga_Official 16 днів тому

    Mohan Majhi great

  • @JAMUNAPRADHANIJAMUNA
    @JAMUNAPRADHANIJAMUNA 11 днів тому

    ଏହି ଥର ପିହୁ ମାଁ ଙ୍କୁ ନ୍ୟାୟ ମିଲିବା କଥା

  • @ajitgouda1509
    @ajitgouda1509 8 днів тому

    ମୋଭାଇକୁ ବି ଏମିତି ମାରି ଦେଇଛନ୍ତି

  • @jayashreerout1050
    @jayashreerout1050 16 днів тому

    Ebe miliba mdm

  • @ratikantadehury7708
    @ratikantadehury7708 16 днів тому

    ଯେପର୍ଯ୍ୟନ୍ତ ନିଜ ସହିତ କିମ୍ବା ନିଜ ପରିବାର ସହିତ କିଛି ଅନ୍ୟାୟ ଅତ୍ୟାଚାର ହୋଇ ନାହିଁ ସେ ପର୍ଯ୍ୟନ୍ତ ଆମେ ଅନ୍ୟ ଲୋକର କଷ୍ଟକୁ ବୁଝିପାରନ୍ତି ନାହିଁ।
    ପରୀ,ପିହୁ,ମମିତା, ଇତିଶ୍ରୀ,ବେବିନା,ମାଧବିଲତା, ରୁଚିକା,ସସ୍ମିତା,ସ୍ମିତାରାଣୀ ଏବଂ କୁନ୍ଦୁଲି ! ଏମାନେ ବିଜେଡି ଶାସନରେ ବଳାତ୍କାର,ଅତ୍ୟାଚାର,ହତ୍ଯା ର ଶୀକାର ହୋଇ ଜିବନ ହାରି ଦେଲେ ପଛକେ ତାଙ୍କୁ ଓ ତାଙ୍କ ପରିବାରକୁ ନବୀନ ପଟ୍ଟନାୟକ ବିଜେଡି ଶାସନ କାଳରେ ନ୍ଯାୟ ଦେଇପାରିଲେନି। ନବୀନ ପଟ୍ଟନାୟକ ଧୁର୍ତରାଷ୍ଟ୍ର ସାଜି ସବୁ ଜାଣିଶୁଣି ଅନ୍ଧ ଭଳି ରହି ନିଜେ ଏବଂ ନିଜର ବିଜେଡି ଦଳର ନାମ କଳଙ୍କିତ ନ ହେବା ପାଇଁ CBI କେନ୍ଦ୍ରୀୟ ଜାଞ୍ଚ୍ ଅଧିକାରୀ ବଦଳରେ ନିଜ ରାଜ୍ୟରେ ଓଡିଶା ସରକାରଙ୍କ ଅଧିନରେ ଥିବା ପୋଲିସ୍ ବିଭାଗ Crime branch,SIT କୁ ଅପରାଧୀ ମାନଙ୍କ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ସବୁ ପ୍ରମାଣପତ୍ରକୁ ନଷ୍ଟ କରି ସାରିବା ପରେ କେସ୍ କୁ ଓଲଟା ଦିଗରେ ନେଇ ଦୋଷ କରିଥିବା ଦୋଷୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦିଆଯାଏ । ଏମାନେ ଓ ଏମାନଙ୍କ ପରିବାର କ'ଣ ଗରିବ ନଥିଲା ଏମାନଙ୍କ ଆଖିର ଲୁହ,କଷ୍ଟ,ଯନ୍ତ୍ରଣା,ଲୋକ ଲଜ୍ୟା କଣ ନଥିଲା ନା ନବୀନ ପଟ୍ଟନାୟକଙ୍କୁ ଦେଖାଗଲାନି ନା ଏମାନେ ଆମ ପ୍ରିୟ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରଙ୍କ ଶତୃ ଥିଲେ।

  • @user-mw4xl2mp3e
    @user-mw4xl2mp3e 9 годин тому

    ᱟ.ᱰᱤ ᱥᱟᱨᱦᱟᱣ

  • @user-ir1dh1ts6v
    @user-ir1dh1ts6v 16 днів тому +4

    Ea. Neu. Cm. Bjp. ❤❤❤❤❤❤❤

  • @sandeepmoharana5498
    @sandeepmoharana5498 16 днів тому +1

    ଦେଖା ଯାଉ କଣ ହଉଚି ଏମିତି କେତେ ଗଲେଣି ତୁମେ ଆସିଛ 😂

  • @ranjayarout4523
    @ranjayarout4523 16 днів тому

    Jay Shree Ram Jay Shree Ram Jay Shree Ram Jay Shree Ram

  • @babyvlogs4128
    @babyvlogs4128 16 днів тому

    Ama prasasana ama matri au jau sabu kuji mondi rahile Nabin time sabu deshmata

  • @bhibutipanda3442
    @bhibutipanda3442 16 днів тому

    I request to majhi government to investigate this pihu matter

  • @henapattnaik896
    @henapattnaik896 16 днів тому

    ନିଜ ପିଲା କୁଆଡେ ଗଲା ମା ନବ ସରକାରା ନବନି

  • @sunitasahoo5442
    @sunitasahoo5442 16 днів тому

    Hey Bhagaban!!Gote chhua kuade hajigala 4 yrs hela Jani hauni.. Kn manisha judiciary upare bharasa rakhiba kjani.. Ame ethi safe ki nai kjani😢

  • @chittaranjanpatra8772
    @chittaranjanpatra8772 16 днів тому +1

    Police jadi thik se kama kariba nahi kebe bi nyaya miliba asambhaba

  • @BanshidharaGiri
    @BanshidharaGiri 16 днів тому +1

    Sarmika majuri 450 tanka diantu cm mohan charana majhi

  • @ramyabal1549
    @ramyabal1549 16 днів тому

    Hau aamaku tike janeibe milila ki nahin

  • @banitapothal7734
    @banitapothal7734 16 днів тому

    ପିଲା ta କୋଉଠି ଥିବ bhabila belaku ଦୁଃଖ laguchi

  • @dusmantadas7480
    @dusmantadas7480 16 днів тому

    Ame bi cha nhi bu apna jaha chanhu chanti seya hau Jay jagannath

  • @user-ui6bu1gk5j
    @user-ui6bu1gk5j 16 днів тому

    Pari case ku b nyaya dia jau

  • @kishordharua
    @kishordharua 16 днів тому +1

    Sabu asi jibe abe pihu, pari, mamita.... Etc hele kn heba agaku dekha jiba

  • @BHARATSAGAROFFICIAL
    @BHARATSAGAROFFICIAL 16 днів тому +1

    Bjd ରେ କେତେକ ସାଂସଦ ଏବଂ ବିଧାୟକମାନେ ବହୁତ ଖରାପ୍ ତାରି ପାଇଁ ଆଜି bjd ହାରିଲା

  • @AMohapatra
    @AMohapatra 16 днів тому

    Mamita, Bebina, Pihu, ACF Soumya, Mahanga Double Murder, Naba Das samastanku nyaya milu. Pari jamu koli case bhi review hou.

  • @user-hq8lc4dh8r
    @user-hq8lc4dh8r 16 днів тому

    I am requesting to new CM of odisha please give justice this mother please he is trying very time but he can not get her daughter

  • @sagarkumarpal
    @sagarkumarpal 16 днів тому

    Cbi ku Diya jau case 😪😪😪