🔴Jana Adalat Live | ଟଙ୍କାର ପାହାଡ ତଳେ ଲୁହର ବନ୍ୟା | 15 Dec 2023 | Argus News

Поділитися
Вставка
  • Опубліковано 20 вер 2024
  • Jana Adalat Live | ଟଙ୍କାର ପାହାଡ ତଳେ ଲୁହର ବନ୍ୟା | 15 Dec 2023 | Argus News
    #ArgusNews #JanaAdalat #peopleoperations #OdishaLiquorScam #BlackMoney #OdishaNews #Odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 281

  • @dhanirambishi8209
    @dhanirambishi8209 9 місяців тому +25

    ନବୀନସରକାର ମଦୁଆ ସରକାର ଏ ସରକାର ହଟାଅ ଓଡିଶା ବଞ୍ଚାଓ

  • @Lucky-sk3lo
    @Lucky-sk3lo 9 місяців тому +17

    ମଦ ପାଇଁ ହତ୍ୟା ରେପ୍ ରାହାଜାନୀ ଧର୍ଷଣ ରାହାଜାନୀ ରୋଡ eexsident

  • @UmeedAnanda
    @UmeedAnanda 9 місяців тому +42

    ଆରୋଗୋସ ନିଉଜ୍ ku bohut bohut dhanyawad

  • @Debendradas-r8c
    @Debendradas-r8c 9 місяців тому +6

    Thanks Durgasis bhai

  • @saradaprasadsethy8999
    @saradaprasadsethy8999 9 місяців тому +6

    ଦଇଆ କରି ଓଡ଼ିଶା ସରକାର ମଦ ଵଦ କରତୁ🙏

  • @sudhakarmoharana7454
    @sudhakarmoharana7454 9 місяців тому +9

    ଆଜ୍ଞା ଆପଣଙ୍କୁ ମୋର ଅନୁରୋଧ ପ୍ରତି ଜିଲ୍ଲାରେ ଏ ଜନ ଅଦାଲତ ମହିଳା ମାନଙ୍କୁ ନେଇକି କରାଯାଉ ମହିଳା ମାନଙ୍କର ମତାମତ ନେଇକି ଓଡିଶାରେ ମଦ ବେପାର କୁ ବନ୍ଦ କରାଯାଉ, ଯଦି ଓଡିଶା ସରକାର ବନ୍ଦ ନ କରନ୍ତି ଏଥର ଵି ଜେ ଡି କୁ ଭୋଟ ଦିଅନ୍ତୁ ନାହିଁ

  • @satyapriyaswain8110
    @satyapriyaswain8110 9 місяців тому +6

    Thanks durasis babu i salute u

  • @karttikapradhan9951
    @karttikapradhan9951 9 місяців тому +6

    Arus best channel

  • @chittaranjanpanigrahi8666
    @chittaranjanpanigrahi8666 9 місяців тому +35

    ଦୁର୍ଗାଶିଷ୍ ଭାଇ🙏 ଆପଣ କାହିଁକି ନିର୍ଲଜ ଦଳ କୁ ଏହି ପ୍ରଶ୍ନ ପଚାରୁଛନ୍ତି ?? ଯେଉଁ ଦଳର ମୂଖଆ ସବୁେବେଳ ବିଦେଶୀ ମଦ୍ଯପାନ କରନ୍ତି, ସେହି ଦଳର ସବୁ କର୍ମୀମାନଙ୍କ ଶରୀର ରେ ରକ୍ତ ନାହିଁ।
    ଆମ ମୁଖମନ୍ତ୍ରୀ ମଦୁଆ ହୋଇଥିବାରୁ, ଭି କେ ପାଣ୍ଡିଆନ ଭଳି ଅତି ସାଧାରଣ କିରାଣୀ ତାହାର ଫାଇଦା ଉଠାଇ ସମସ୍ତ ବିଧାୟକ ଏବଂ ନେତା ମାନକୁଂ ତୁଛ ମନେକରି ଶାସନ କରୁଛନ୍ତି।

    • @prasantakumarsamantaray3911
      @prasantakumarsamantaray3911 9 місяців тому +1

      Nabin babu jadi pakrutare sachota a niroj pana chhadi odisaru alkohal total ban karantu,ta hele odisa basi bujhibebiju babukna raktatuma dhare achhi, au ta na hele???

    • @ashwinisahu6584
      @ashwinisahu6584 9 місяців тому +1

      Nabin madua kebal Durgashish bhainka argus news pain Haribe 🎉🎉sure Durgashish bhai zindabad 🎉🎉🎉

    • @laxmanmeher484
      @laxmanmeher484 9 місяців тому

      Where chief is DRUNKER
      There all citizen are compulsory DRUNKER
      Alos

    • @pareshnathkar3903
      @pareshnathkar3903 4 місяці тому

      Mukhia madua dala tankar anugata
      BJD prize dauchi highest madam sale karithiba counter ku

  • @balakrushnagouda2458
    @balakrushnagouda2458 9 місяців тому +3

    ପରଦା ପାସ କରିଦେଉଛି argush news ବାଲା ବିଜେଡି ଦଳର good work ସେ ଶଳା ବୁଡ଼ କୁ ବାହାର କର ବିଜେଡି support କରୁଚି ସେଠାରେ ରହିକିି

  • @prafullaojha8242
    @prafullaojha8242 9 місяців тому +7

    Argus the best 👌

  • @nabinmeher1781
    @nabinmeher1781 9 місяців тому +18

    ଇଏ ଟଙ୍କା ଲାଗି ଆଉ ବିଜେଡି ଗଲା😂

  • @deepakkumarmishra5267
    @deepakkumarmishra5267 9 місяців тому +5

    ଓଡ଼ିଶା ର ଚୋରାମୁହା ଘୋଡାଗେହି ଆଉ ରାଣ୍ଡୁଆ ନେତା ଗଣ ବେଲଜ୍ୟା ଛି କୋଉ ବାଳକୁ ଟଙ୍କା ଗରମ ମାଗିହା ତମ ମାନଙ୍କ ର ଇଯତ୍ ଆଉ ମହତ୍ କେତେବେ ହାରମଜାଦା ଦଳ ତମହାରାମୀ ଇଯତ୍ ନାହିଁ କିନ୍ତୁ ଆମର ଅଛି ବେହିୟା ରାଜନେତା

  • @SmashEnough
    @SmashEnough 9 місяців тому +8

    ବିଜେଡିର ନେତା ମନ୍ତ୍ରୀ ନାରୀ ନେତ୍ରୀ ପରିବାର ଲୋକେ ମଦ ପିଇ ଶାସନ କରୁଛନ୍ତି

    • @laxmipanda19
      @laxmipanda19 8 місяців тому

      ଏକଥା ଠିକ୍ ନିରାଟ ସତ୍ୟ ଆପଣ କହିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

    • @SmashEnough
      @SmashEnough 8 місяців тому

      @@laxmipanda19thank you for your comments and suggestions

  • @narendrabehera1623
    @narendrabehera1623 9 місяців тому +1

    Argus news Bala thanks gariba pain' Adalat khulasha karuchi

  • @pankajkubehera3083
    @pankajkubehera3083 9 місяців тому +4

    ନବୀନ ଗୋଟେ ରାଜ୍ୟ ଦ୍ରୋହି

  • @ManmohanDash-gr9xk
    @ManmohanDash-gr9xk 9 місяців тому +5

    Real News Argues News

  • @kbmdesilife5166
    @kbmdesilife5166 9 місяців тому +7

    ନବିନ ବାବୁ କୁ ଅନୁରୋଧ ଓଡ଼ିଶା ରେ ଦେଶି ମଦ ପୁରାପୁରି ବନ୍ଦ କରନ୍ତୁ

    • @manojkumardas4748
      @manojkumardas4748 9 місяців тому

      Not only Desi mada ..all rum should be ban from odisha

    • @chhatraykisku4149
      @chhatraykisku4149 9 місяців тому

      ​@@manojkumardas4748correct 💯💯

  • @NkPatra
    @NkPatra 9 місяців тому +5

    ମଦ ଫ୍ୟାକ୍ଟ୍ରି ବ୍ୟାନ ହେଉ ଏବଂ ଚରା ରେ ବିକ୍ରି କଲେ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡ ହେଉ ଓ 50000 ଟଙ୍କା ଜରିମାନା କରାଯାଉ I

  • @achutaparida5578
    @achutaparida5578 9 місяців тому +14

    BJD.hatao

  • @uggggegge4665
    @uggggegge4665 9 місяців тому +2

    Argus is best in odisha

  • @bisworanjanbehera8365
    @bisworanjanbehera8365 9 місяців тому +12

    BJD hatao Odisha banchao

  • @pkumarguru9914
    @pkumarguru9914 9 місяців тому +3

    ❤ Thanks argus

  • @MukundaShoo
    @MukundaShoo 9 місяців тому +1

    Argus ନିଉଜ୍, ରେ ଶ୍ରୀ ଛବି ମଲିକ ଡିବେଟ ରେ ଯୋଗ୍ ଦେଇ ନବୀନ ମଦୁଆ ଶାସନ ର କଳା କାରନାମା ପାଇଁ ସମାଲୋଚନା କରି ଥିବା ପାଇଁ ଧନ୍ୟବାଦ୍।M.Sahoo,nariso, ନିଆଳି।

  • @dibyobabu295
    @dibyobabu295 9 місяців тому +5

    ODISHA RA NO 1 CHANNEL

  • @dwarikanath1958
    @dwarikanath1958 9 місяців тому +2

    ମଦ ଯୋଗୁଁ କେତେ ଲୋକ ଦୁର୍ଘଟଣା ରେ ମଲେ , କେତେ ବିଧବା ହେଲେ , କେତେ ଔଷଧ ଦରକାର ହେଲା , ଡ଼କ୍ଟର କେତେ ଦରକାର, ବେଡ଼ କେତେ ଦରକାର, ଆମ୍ବୁଲାନ୍ସ କେତେ ଦରକାର ,ଖ୍ୟାତି ପୁରାଣ କେତେ ଦରକାର, ଆଉରି ଅନେକ କ୍ଷତି ଅଛି ଯଥା :-କିଡ୍ନୀ ଖରାପ ,BP ବଢିବ ଇତ୍ୟାଦି |

    • @ashwinisahu6584
      @ashwinisahu6584 9 місяців тому +1

      Sabura...Mula.....chera...madua....Nabina.....pattanaik.....chora ...Sarkar...🎉🎉2024..sapha🎉😂😂

  • @simanchalpattnaik3678
    @simanchalpattnaik3678 9 місяців тому +3

    Thanks argus news.

  • @bharatchandrabarik5921
    @bharatchandrabarik5921 9 місяців тому +6

    ଏଠି ମୋଦି ଗ୍ୟାରେଣ୍ଟି ଦରକାର

  • @PushpasinghThakur
    @PushpasinghThakur 9 місяців тому +1

    ଆମ ଘରେ ଏ ମଦ ପିଇ ସବୁ ନର୍କ କରି ଦେଲିନି ଏ ମଦ ପିଇ ଘର ଟା ରେ ଅଶାନ୍ତି ହେ ଭଗବାନ
    ଏ ମଦ ଯଥା ଶୀଘ୍ର ବନ୍ଧ କରା ଯାଇ please 🙏🙏🙏🙏🙏🙏🙏🙏🙏🙏

  • @jyotirmayeesahoo8824
    @jyotirmayeesahoo8824 9 місяців тому +1

    Good step by orgus news

  • @abiramgamango-nv6hf
    @abiramgamango-nv6hf 9 місяців тому +1

    ସବ୍ୟ ସମାଜରେ ଅସବ୍ୟ ନେତା ବାରେ ବା ନବୀନ ଓଡିଶା ଆମ ଓଡିଶା

  • @bijayameher2132
    @bijayameher2132 9 місяців тому +2

    Right

  • @susantsahoo6281
    @susantsahoo6281 9 місяців тому +3

    Aap ek din odisa ka no 1 news chanel banoge shukriya

  • @duhkhishyamnayak9496
    @duhkhishyamnayak9496 9 місяців тому +2

    Modi.ji.ki.jay

  • @hrudanandasahoo5928
    @hrudanandasahoo5928 9 місяців тому +3

    Athipai Sarkar dai nuhe.janata dai.ame vote dauchu

    • @ashwinisahu6584
      @ashwinisahu6584 9 місяців тому +1

      Aur debani vote 2024 re 🎉🎉🎉

  • @dillipkumarnayak1021
    @dillipkumarnayak1021 9 місяців тому +1

    Congratulation to Jana Adalat of Argus News

  • @Dilsekanha_8068
    @Dilsekanha_8068 9 місяців тому

    ମୁଁ ଜଣେ ସାଧାରଣ ନାଗରିକ ମୋର କହିବାର ଅଧିକାର ଅଛି ମୁଁ ଏକ ପ୍ରାଇଭେଟ୍ କମ୍ପାନୀ ରେ କାର୍ଯ୍ୟ କରୁଥିଲି ମୋତେ ବିନା ଦୋଷ ରେ 25 ଦିନ ଜେଲ୍ ଯିବା କୁ ପଡ଼ିଲା ଆଉ ସେ ପୁଣି ମୋ ପାରିବାରିକ କଳହ ରୁ ସେଥିରେ ଯୋଉ ରାଜନୀତି ଦଳ ଜାଇ ସାଇଲୋ ଗୋବିନ୍ଦପୁର ଥାନା ରେ କହିଲେ ଏ ପିଲା ସଂପୃକ୍ତ ମୁ ସେଇ ମାନ ଙ୍କୁ କହିବି ସେମାନେ ମୋ ରୋଜଗାର ଛଡେଇ ନେଲେ ମୁଁ ଏବେ କଣ କରିବି କୁହନ୍ତୁ ??????

  • @ranjanpatel6687
    @ranjanpatel6687 9 місяців тому +1

    Best news Argus news

  • @bisworanjanbehera8365
    @bisworanjanbehera8365 9 місяців тому +3

    Jeun bandhu janaka kahuchhanti chakiri pauchhanti au Raj kosha badhuchhi,tanku kahuchhi mad dokan shangaku beshyaly kholile narimane rojgar khyama huante rajkosha badhanta,

  • @kamallochannayak9660
    @kamallochannayak9660 9 місяців тому +1

    Thanks Argus

  • @ajayho3382
    @ajayho3382 9 місяців тому

    Argus newse is the best news channel in odisha

  • @Lucky-sk3lo
    @Lucky-sk3lo 9 місяців тому +1

    ମୁଲୁମାଇଲେ ଜିବସରି ଦେବଙ୍କ ସଙ୍ଗେ କିମ୍ପା କଲି frm କେଉଁଝର

  • @satyanarayangurandi7951
    @satyanarayangurandi7951 9 місяців тому +3

    ଦୟାକରି ଓଡ଼ିଶାବାସୀ ମଦକୁବଦ଼କର😅😮

  • @GeetaMarndi-w6k
    @GeetaMarndi-w6k 9 місяців тому +1

    ଗୋ ମାଂସ ବିକ୍ରୀ କଲେ ପାଣ୍ଡେ ଆନ ସରକାର ଦେଶି ମଦ ବିକ୍ରି କଲେ ନବିନ ସରକାର g s t ଦେଉଛନ୍ତି s s g group ଆପଣ ମାନେ ଖୁସିତ

    • @ashwinisahu6584
      @ashwinisahu6584 9 місяців тому +1

      Pandian Aur Nabin odishara lokaku khaigale 🎉🎉🎉🎉

  • @laxmipanda19
    @laxmipanda19 8 місяців тому

    ନବୀନ ସରକାର ମଦୁଆ ବିଜେଡି ନେତା ନେତ୍ରୀ ମଦୁଆ ଓଡିଶା ରାଜ୍ୟ ପ୍ରଶାସନ ମଦୁଆ ବିଜୁ ଜନତା ଦଳ ସମ୍ପୁର୍ଣ୍ଣ ଭାବେ ମଦୁଆ ବିଜେଡି ମଦୁଆ ନବୀନ ସରକାର ଛି ଅଁଈଠା ଖିଆ ଓଡିଶା ପ୍ରଶାସନ ପରମ ଚୋର ଛି ଛି ଅଁଈଠା ଖିଆ ଓଡିଶା ସରକାର ରାଜ୍ୟରେ ଛି ଛି ଅଁଈଠା

  • @upendrapanigrahi8035
    @upendrapanigrahi8035 8 місяців тому

    Very good video, beautiful description about corpted B J D sarkar ra. Beautiful presentation. Jago Odia jago, jago Odisha jago, Odia jagile Odisa banchiba. Jay Sri Ram, Jay Hanuman and Jay Hindustan.

  • @manoranjsahoo9197
    @manoranjsahoo9197 5 місяців тому

    Jai 🙏 jaganath 🙏 maha 🙏 parbhu 🙏

  • @kamalakantasahoo693
    @kamalakantasahoo693 9 місяців тому +1

    ଆହୁରି ବହୁତ କଳାଧନ ଅଚ୍ଛି ସେ ସବୁ କେବେ ବାହାରିବ

  • @simanchalbeherauu754
    @simanchalbeherauu754 9 місяців тому +1

    thèankyòù argòus

  • @radheshyamkumbhar5241
    @radheshyamkumbhar5241 8 місяців тому

    Thanks Durgashis bhai & Best argus news.

  • @Ramu-hl2gu
    @Ramu-hl2gu 3 місяці тому

    I like argus news

  • @NabikushMahakul-es2lk
    @NabikushMahakul-es2lk 9 місяців тому

    Very. Fine. Adalot.

  • @Lucky-sk3lo
    @Lucky-sk3lo 9 місяців тому +1

    Total band ହେଉ

  • @dhaneswarBehera-px4wb
    @dhaneswarBehera-px4wb 8 місяців тому

    ଓଡିଶା ବାସି ଦାଦନ ଖଟିବାକୁ ବାହାର କୁ ଯିବେ ପଇସା ରୋଜଗାର କରି ଆଣିବେ ନବୀନ ବାବୁ କୁ ଅଧେ ଦେବେ ଏଇଟା ହେଲା ନବୀନ ବାବୁ ର ମାଷ୍ଟର ପ୍ଲାନ। ସେଥି ପାଇଁ ନବୀନ ବାବୁ ଓଡିଶା ବାସୀଙ୍କୁ ମୂର୍ଖ ବିକାଶ କରି ରଖିଛି। ଆପଣ ଗୋଟେ କଥା ଭାବନ୍ତୁ ଯେ ଜଣେ ବ୍ୟକ୍ତି ଯେତେ ବି ବୁଦ୍ଧି ମାନ ହେଇଥାଉ ନା କାହିଁକି ତାକୁ ଯଦି ମଦ ପେଟେ ପିଆଇ ମାଂସ ଖୁଆଇ ଦେଲେ ସେ କିଛି କହି ପାରିବ ନା କିଛି କରି ପାରିବ, ଏଇଟା ହେଲା ଓଡିଶାର ବିକାଶ । ମଦ ପିଏ ମହା ଜ୍ଞାନୀ କଥା କହେ ଜାଗା ଜାଣି, ଯଦି ଯେଉଁ ଦିନ ଓଡିଶାରେ ଓଡିଶା ବାସି କୁର୍ଖ ହେଇଯିବେ ସେଇଦିନ ରୁ ବିଜେଡିର ଆସ୍ତିତ ରହିବ ନାହିଁ । ମଦରୁ କାହାର ଲାଭ ହେଉଛି କେବଳ ସରକାର ର ତଥାପି ଲୋକେ ବୁଝୁ ନାହିଁ

  • @kakolibera9010
    @kakolibera9010 9 місяців тому +1

    ମଦ ବ୍ୟାନ ହେବା ଦରକାର

  • @usmusicofficial7880
    @usmusicofficial7880 9 місяців тому

    ଦେଶୀ ମଦ ବନ୍ଦ କଲେ ବିଜେଡି ହାରିବ

  • @usmusicofficial7880
    @usmusicofficial7880 9 місяців тому

    ଏହି ମାଆ ମାନଙ୍କୁ ଠାରୁ SHG ମାଆ ମାନେ ଶିଖିବା କଥା

  • @manojpatnaik9605
    @manojpatnaik9605 9 місяців тому +1

    Eii Tanka ku Those Family loss Their Family Roj gar Person Hareichanti Semanku At least per Family 2lakhs Ghara Chalibaku 🙏

  • @subhendumahakur2546
    @subhendumahakur2546 9 місяців тому +4

    Ebe b bahut Paisa alert heiki side karidele😢

  • @TheSecondFreedomofIndia
    @TheSecondFreedomofIndia 8 місяців тому

    ସରକାରୀ କଳା ବେପାର ପ୍ରତି ଗାଁକୁ ଯାଇ ଯୋଗାଉଛି।

  • @jagannathgomango9704
    @jagannathgomango9704 9 місяців тому +4

    BJD neta nka Labh heuchhi

  • @dhabalebehera8374
    @dhabalebehera8374 8 місяців тому

    Verry verry nice.argas news .duragasis sir

  • @prafullaojha8242
    @prafullaojha8242 9 місяців тому +3

    ୱl ପୁରା ଛୁଙ୍କ ମରା ଜନ ଦରବାର 👌👌👌

  • @Dineshkumar-fn2to
    @Dineshkumar-fn2to 4 місяці тому

    J, jagannath h, mahadev good 👍👍

  • @BhagabanBag-ug6yx
    @BhagabanBag-ug6yx 8 місяців тому

    Bohut bohut thanks

  • @soumyakantaofficialvloge.2413
    @soumyakantaofficialvloge.2413 7 місяців тому

    ଯଦି BJP ଓ କଂଗ୍ରେସ ର ସରକାର ହୁଏ ତ କଣ ମଦ କୁ ବେନ୍ କରା ଯିବ। ନା ସେଇ ଭଳି ଚୋରା ମଦ ବିକ୍ରି ହବ। ଜବାବ ଦିଅନ୍ତୁ ।

  • @sunandamunda2922
    @sunandamunda2922 9 місяців тому

    A news all n nku mo pariwar tarafaru bahut bahut love you all

  • @sugyanjena2740
    @sugyanjena2740 9 місяців тому +4

    Jiban bachao nabin hatao mada mada mada 😂😂😂 aine tabatara jiba 😂😂😂😂 khai ja koti koti tanka ect paliasiba

  • @PadminiMohanta-qb9wf
    @PadminiMohanta-qb9wf 9 місяців тому +4

    ଖଣି ଟଙ୍କା କେଉଁଠି ଅଛି ଆଉ ଆମେ କେବେ ଦେଖିବାକୁ ପାଇବା

  • @milanthelakoushiknanchhpr9164
    @milanthelakoushiknanchhpr9164 9 місяців тому

    Bhai titilagarh asile jan adalt kar jai argus 🙏🏾🙏🏾🙏🏾

  • @nilanchalbhoi-sv4sg
    @nilanchalbhoi-sv4sg 9 місяців тому +3

    Odisha re bandh. Heu

  • @Lucky-sk3lo
    @Lucky-sk3lo 9 місяців тому +1

    ମଦ ଖାଇ ଭୁବନେଶ୍ୱର ସ୍ମାଟ ସିଟି ରେ ଜଣେ M A in political Sc.swami ହରା ବିଧବା ଝିଅ କୁ ମଣିଷ କରିବାକୁ ରାସ୍ତା side ରେ ବରା ପକୁଡ଼ି thela ରେ ବିକୁଛି

  • @kamallochannayak9660
    @kamallochannayak9660 9 місяців тому +5

    BJD Hatao Odisha Banchao Mada Hatao

  • @sanojkrdalai1046
    @sanojkrdalai1046 8 місяців тому

    Argos new odisha ra Top 1.
    News chenal 👍😂😂
    Navin hatao Odisha bachao ✊

  • @dileswarsahoodileswarsah-rk1nv
    @dileswarsahoodileswarsah-rk1nv 9 місяців тому +2

    Thatt. Is. Rite. Dinet. Thank. Agus.

  • @bhubaneswarbiswal
    @bhubaneswarbiswal 4 місяці тому

    ଵିଜେଡି ହଟାଅ ଓଡିଶା ବଞ୍ଚାଅ ତ୍ୟାକାରୀ ଯାରଜ ମାନଙ୍କ କଥାରେ ପଡ଼ନାହିଁ

  • @monojghose4823
    @monojghose4823 9 місяців тому

    ଏମିତି କେତେ ଗପିବା ଲୋକ ଗଲେଣି ଇଏ ଅଳ୍ପ ଦିନ ୟାକୁ ଖାଲି ପ୍ରହାର ଦରକାର

  • @krushnasahoo155
    @krushnasahoo155 9 місяців тому

    ଯୁଗର ଶେଷରେ କାଦମ୍ଵରି ରସ

  • @akpodhmedia8988
    @akpodhmedia8988 9 місяців тому +3

    Balangir district re mp bi achhanti Kaen Tanta Naa ta aasuni se b neu thibe tanka apana taanka Naa ta neu Nahanti kahiki....

  • @kumodininag5254
    @kumodininag5254 5 місяців тому

    ମାଗିହା କି କଥା କହୁଚୁ ବେ ଶଳା ଅନ୍ତର୍ଯ୍ୟାମୀ

  • @dhanirambishi8209
    @dhanirambishi8209 9 місяців тому

    ଦୁର୍ଗାଶିଷ ଆପଣଙ୍କୁ କୋଟି କୋଟି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏ଜୁହାର ଭାଇ

  • @prakash.donk.p7215
    @prakash.donk.p7215 9 місяців тому

    ଅସଲି ଖଳନାୟକ ନବୀନ ପଟ୍ଟନାୟକ। ପାଣ୍ଡିଆନ୍ ଚୋର। ହଟାଅ 😡😡😡😡😡😡😡😡

  • @manojcreation6832
    @manojcreation6832 8 місяців тому

    Thank Argus open the BJD durniti

  • @manojpatnaik9605
    @manojpatnaik9605 9 місяців тому +1

    Bhai This Money Should Be Distributed Ei Maa o Bhauji Maanku😢

  • @ashokbaidya6185
    @ashokbaidya6185 8 місяців тому

    Jay jagannath, 🙏 madhu Paisa public wanted job public 🌹👍🙏🙏🙏

  • @santanu4859
    @santanu4859 9 місяців тому +13

    Genuine news channel in odisha❤

  • @kailashrana5820
    @kailashrana5820 9 місяців тому +2

    ମଦର ପ୍ରସାର ଅର୍ଥ ହିଁସା ଓ ଅହଙ୍କାର ର ପାଦୃଭାବ ,ନିର୍ବାଚନ ପରିଚାଳନା ର ସଠିକ୍ ମାଧ୍ୟମ ବିଶେଷ କରି ଦେଶୀ ମଦ ଶ୍ରମିକ ଓ ଅପାଠୁଆ ଲୋକଙ୍କ ଶୋଷଣ ,ଧୋବଧାଉଳିଆଙ୍କ ପୋଷଣ ,ଫଳରେ କୋଟି କୋଟି ଟଙ୍କାର ପାହାଡ ସନ୍ଧାନ ।

  • @brajakishorepadhi4022
    @brajakishorepadhi4022 9 місяців тому +3

    Bjd neta ra pati khani bajilani

  • @niranjandharua7974
    @niranjandharua7974 9 місяців тому +1

    Jay Hind August news

  • @ladukishorepadhy144
    @ladukishorepadhy144 9 місяців тому

    ଆଚାର୍ଯ୍ୟ ବାବୁ ତୁମର ଆଚାର +ମ ଦିରା ନିଶ୍ଚୟ ଖାଇ ଗଡ଼ୁଥିବ ନିଶ୍ଚୟ । ଶଳ । ଚାଲୁଆଟାକୁ କାହିଁକି ଡାକିଲେ
    କେ ଯାଣି । ଏବର ପାସାଣ୍ଡ ସରକାର।
    ଧିକ୍ ଥୁ . . .ତୋ ମୁହଁକୁ ରେ ମଦ
    ସପକ୍ଷବାଦୀ ଆଚାର୍ଯଶଳାରେ ।
    ତେ। ମୂର୍ବରେ ବିଷ୍ଣା ।

  • @HemantNaik-i4q
    @HemantNaik-i4q 9 місяців тому +1

    Jay kosal odisha garib nuhe dhani odisha mada bankara odisha sarkar

  • @parshurammaharana8172
    @parshurammaharana8172 9 місяців тому +2

    Jan sachetana karajau

    • @ashwinisahu6584
      @ashwinisahu6584 9 місяців тому +1

      Sabu village re sachetan ..heba...darkar🎉🎉

  • @sunilpanda9290
    @sunilpanda9290 9 місяців тому

    ବଡୁ ବାବୁ ଯାହା କହୁଛନ୍ତି ଲଜ୍ୟା ଜନକ କଥା ଓଡିଶା କୁ ବିଜେଡି ମଦୁଆ ବନାଇ ଦେଲା, ମଦପିଅ ବିଜେଡି ପାଇଁ ଗଣ୍ଡଗୋଳ କର 🙏😭🙏Argus news କୁ ଧନ୍ୟବାଦ ❤❤❤

  • @SanathChetri
    @SanathChetri 7 місяців тому

    Odisha news

  • @bhaskarmisra9169
    @bhaskarmisra9169 9 місяців тому +4

    BjD Sarkar Hatao

  • @heralalduduka800
    @heralalduduka800 9 місяців тому +1

    Ek taraf news.

  • @anantasa6565
    @anantasa6565 9 місяців тому +1

    B j d. 😭😭😭😭😭

  • @MotivationPoint-nu6mn
    @MotivationPoint-nu6mn 6 місяців тому

    ମୁଁ ମୋର 35 ବର୍ଷର ଅଭିଜ୍ଞତା ରୁ କହୁଛି.. ମଦ ଖରାପ ନୁହେଁ.. ମଦୁଆ ଖରାପ ହୋଇପାରେ.. ମୁଁ ଏବେ ଟିକେ ବାକାର୍ଡି ପିଇଛି ହେଲେ ଦେଖ ମୋ ଲେଖାରେ କିଛି ଭୁଲ୍ ଅଛି କି..?

  • @BidyadharBhoi-mv5fz
    @BidyadharBhoi-mv5fz 5 місяців тому

    .ag
    ଓଡ଼ିଶାରେ ମଦ ବନ୍ଦ କରନ୍ତୁ

  • @bijaykumardas2956
    @bijaykumardas2956 9 місяців тому +2

    Jharkhand state re one Aadhar card re gote Matra mada paibe or Jharkhand state re gutkha ban jharkhand State kan revenue pau nane