Rok Thok : ଖୋଲିବ ଫାଇଲ ଖୋଲିବ ମୁଖା | 14 Aug 2024 | Argus News

Поділитися
Вставка
  • Опубліковано 10 лис 2024

КОМЕНТАРІ • 258

  • @prakashmahapatra2182
    @prakashmahapatra2182 2 місяці тому +67

    ଅକ୍ଷୟ ହେଉ ପୁର୍ଣ୍ୟ ଜଗତେ ଧର୍ମର ହେଉ ଜୟ. 🙏

  • @bisutudu935
    @bisutudu935 2 місяці тому +22

    Thank you sir and all Argus news channel team members..

  • @sunilgouda2225
    @sunilgouda2225 2 місяці тому +14

    Jay jagannath sir👍👍

  • @kalandinayak463
    @kalandinayak463 2 місяці тому +2

    Wel done.

  • @purnachandra1694
    @purnachandra1694 2 місяці тому +34

    ଜଲଦି ତଦନ୍ତ କରାଯାଉ ଓଡିଶା ବାସି ଚାହିଁ ବସିଛନ୍ତି ନିୟା ମିଳୁ. ଜୟ ଜଗନ୍ନାଥ ଠlକୁର
    ତାଙ୍କୁ ଦଣ୍ଡ ଦେବ.

  • @maheswarjena8845
    @maheswarjena8845 2 місяці тому +2

    Bahut sundar khabar

  • @DilipParida-o7r
    @DilipParida-o7r 2 місяці тому +8

    ୟା ବିଷୟରେ ମୁଁ argus news କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି 🙏

  • @manjupravamishra8000
    @manjupravamishra8000 2 місяці тому +10

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @urmilatripathy6826
    @urmilatripathy6826 2 місяці тому +7

    Many Many thanks to Argus team for your valuable and open khulasha. ❤❤❤❤❤

  • @dayanidhl1067
    @dayanidhl1067 2 місяці тому +13

    କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ |

  • @bijaykumarkindo1974
    @bijaykumarkindo1974 2 місяці тому +1

    Thankyou Argas news ku

  • @KandarpakumarsahuSahu
    @KandarpakumarsahuSahu 2 місяці тому +42

    ଜୟ ଜଗନ୍ନାଥ 🙏 ସତ୍ୟ ର ଜୟ ହେଉ

  • @sribatsameher4971
    @sribatsameher4971 2 місяці тому +3

    Absolutely right.

  • @ashokkumarsahoo7041
    @ashokkumarsahoo7041 2 місяці тому +14

    ଅରୁଣ ସାହୁ ପ୍ରତାପ ଜେନା ଦିବ୍ୟସଙ୍କର ଓରଫ ବର୍ଣଶଙ୍କର ମିଶ୍ର. ବବି ଦାସ ପାଣ୍ଡିଆ ଏବଂ ନବୀନ ଏମାନେ ସବୁ ହତ୍ୟାକାରୀ. ଏମାନଙ୍କୁ ଧରି ଭିତରେ ପୁରେଇଲେ ଓଡିଶା ଜନ ସାଧାରଣ ଖୁସି ହେବେ. ଲୋକେ BJP କୁ ଭୋଟ ଦେଇଛନ୍ତି କେବଳ ଏ ଚୋର ଗୁଡ଼ାଙ୍କୁ ଧରି ଶାସ୍ତି ଦେବା ପାଇଁ . All needs 3rd degree treatement.

  • @biswalprakashkumar
    @biswalprakashkumar 2 місяці тому +2

    Very good Durgasis bhai Tama prayas ku dhanyabad......

  • @bijayamaharana937
    @bijayamaharana937 2 місяці тому +12

    Bhai sabu kese re open hele mun Orgus news and cm mohan Majhi sarkar nku koti koti bhumista prannam jannauchi

  • @dilliptulsiyan6245
    @dilliptulsiyan6245 2 місяці тому +1

    Thanks for you Namaste.

  • @BikramKuPal-z4l
    @BikramKuPal-z4l 2 місяці тому +25

    ପ୍ରଭୂ ଜଗନ୍ନାଥ ଆମ ଓଡିଶା କୁ ବଂଚେଇ ଦେଲେ ବିଜେଡି କବଳ ରୁ ନ ହେଲେ ଆମ ଓଡିଶା କୁ ଖୋଳ କରି ଦେଇଥାନ୍ତେ ବିଜେଡି ଵାଲା ଆଉ ପାଞ୍ଚ ବର୍ଷ ଆସି ଥିଲେ ସରକାର କୁ ପ୍ରଭୂ ଶ୍ରୀ ଜଗନ୍ନାଥ ଆମ ଓଡିଶା କୁ ରକ୍ଷା କଲେ ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @NirakarBiswal-zg4tn
    @NirakarBiswal-zg4tn 2 місяці тому +10

    ପିହୂ ର ସମସ୍ତ ତଥ୍ୟ ପ୍ରମିଳା ମଲ୍ଲିକ ପାଖରେ ଅଛି ।

  • @SalkhanHembram-yp5us
    @SalkhanHembram-yp5us 2 місяці тому +3

    ଜୟ ଶ୍ରୀରାମ ଅର୍ଘଘସ ନିୟୁଜ ଜିନ୍ଦାବାଦ ଦୁର୍ଗଶିଷ ବାବୁ ଜିନ୍ଦାବାଦ

  • @kalpananayak4978
    @kalpananayak4978 2 місяці тому +10

    ଦେଖା ଯାଉ କଣ ହେଉଛି, ଦୋଷୀ କୁ ଦଣ୍ଡ ମିଳୁ।

  • @niranjanajena4611
    @niranjanajena4611 2 місяці тому +11

    we want re investigation of all high profile criminal cases.

  • @sarojpradhan830
    @sarojpradhan830 2 місяці тому +2

    ଜୟ ଶ୍ରୀରାମ ଜୟ

  • @ganeswarbehera-fj6yu
    @ganeswarbehera-fj6yu 2 місяці тому +19

    ଧନ୍ୟବାଦ ଭାଇ ।ଆମ ଓଡ଼ିଶା ର କିଛି ସ୍ବାର୍ଥ ବାଦି ଲୋକ ନିଜର ସ୍ବାର୍ଥ ପାଇଁ ଓଡ଼ିଶା କୁ
    ନିର୍ଯାତନା ଦେବାସହିତ ଓଡ଼ିଶା କୁ ବରବାଦ
    କରୁଛନ୍ତି।

  • @ashokkumarsahoo7041
    @ashokkumarsahoo7041 2 місяці тому +6

    ପିହୁ ହତ୍ୟାକାଣ୍ଡରେ ଡାଲି ଚୋରାଣୀ ସମ୍ପୃକ୍ତ.

  • @shreedigitalcommunication2884
    @shreedigitalcommunication2884 2 місяці тому +1

    ବହୁତ ବହୁତ ଧନ୍ୟବାଦ #ଦୁର୍ଗାଶିଷ ବାବୁ ଆପଣ ହିଁ ଏକମାତ୍ର ମାଧ୍ୟମ ସବୁ ଅପରାଧା ର ପେଡି ଖୋଲିବାକୁ, ଆଉ ଅର୍ଗସ ର ମାଲିକଙ୍କୁ କୁ ମଧ୍ୟ ହୃଦୟରୁ ଧନ୍ୟବାଦ.

  • @GIRISHACHANDRA-wm3cv
    @GIRISHACHANDRA-wm3cv 2 місяці тому +1

    DHARMAR JAY. JAY JAGANNATH 🙏 🙏 🙏 🙏 🙏

  • @RabindranathPradhan-c5d
    @RabindranathPradhan-c5d 2 місяці тому +1

    Jay jagannath

  • @rinkyandramesh
    @rinkyandramesh 2 місяці тому +7

    Jay Jagannath ⭕❗⭕

  • @umeshrout3599
    @umeshrout3599 2 місяці тому +4

    ପ୍ରତାପ ଯେନା ଜଣେ ଓଡିଆଙ୍କ କଳଙ୍କ ସଳାକୁ ଧରାଯିବା ଦରକାର।

  • @purnachandrapradhan3820
    @purnachandrapradhan3820 2 місяці тому +1

    Lord Jagannath must give justice to the victims

  • @kalandinayak463
    @kalandinayak463 2 місяці тому +1

    We want to justice.

  • @prahaladasatpathy4146
    @prahaladasatpathy4146 2 місяці тому +7

    Pl.add Soumya Mahapatra case.

  • @chandankumarsahoo1192
    @chandankumarsahoo1192 2 місяці тому +2

    Jay Jagannath 🙏🙏🙏

  • @Sabanahansdahbi1bu
    @Sabanahansdahbi1bu 2 місяці тому +7

    Sotyoro hebo joy,,,jiye dosi nischoy dondo paiba dorkar,,,joy durgasis sir

  • @BishnucharanMohanta-o7w
    @BishnucharanMohanta-o7w 2 місяці тому +1

    Argus news Thank you

  • @pradeepkumarsinha803
    @pradeepkumarsinha803 2 місяці тому +5

    ଯଦି ପ୍ରକୃତରେ BJP GOVERNMENT, ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଥାଏ ତେବେ BJDର ସମ୍ପୃକ୍ତ ପ୍ରତ୍ୟେକ ପୂର୍ବତନ ମନ୍ତ୍ରୀ, ବିଧାୟକମାନଙ୍କର ପାପଘଡି ପୂର୍ଣ୍ଣ ହୋଇସାରିଛି।
    ଯଦି BJP GOVERNMENT EYE WASH ପାଇଁ କାମକରୁଥାଆନ୍ତି, ତାହାହେଲେ ସମଦଶା ଭୋଗକରିବେ।
    ବର୍ତ୍ତମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ଶାସନଭାର ନିଜ ଅକ୍ତିଆରରେ ରଖିଛନ୍ତି ବୋଲି ମୋର ବିଶ୍ବାସ।
    ଜୟ ଜଗନ୍ନାଥ।

  • @jayantakumarbiswal5976
    @jayantakumarbiswal5976 2 місяці тому +1

    ଏବେ ତ ନିୟାଵାନ ସରକାର ସବୁ ସମାଧାନ କରନ୍ତୁ 👍👍👍

  • @santoshmahapatra6353
    @santoshmahapatra6353 2 місяці тому +3

    ଏ ମଗ୍ଧିଆ ସରକାର୍ ନବୀନ ସରକାର ପାଖରେ 100 ତିମେଶଭିଯୋଗ କରିଛି

  • @ashokkumarsahoo7041
    @ashokkumarsahoo7041 2 місяці тому +4

    ଏ ମାଗିଆ ପ୍ରତାପ ଜେନା କୁ ରାସ୍ତାରେ ଧରି ପିଟନ୍ତୁ ମାହାଙ୍ଗା ବାସୀ. କ୍ଷମତା ଯାଇଛି. ଆଉ କିଛି ବଙ୍କା ହେବାର ନାହିଁ

  • @BaneswarKishan-o1n
    @BaneswarKishan-o1n 2 місяці тому +6

    ବହୁତ ସୁନ୍ଦର ସ୍ୱାଗତ ଯୋଗ୍ୟ ପଦକ୍ଷେପ ସତ୍ୟ ର ହେଉ ଜୟ ଜୟ ଜଗନ୍ନାଥ

  • @BabulirathiRathi
    @BabulirathiRathi 2 місяці тому +2

    ଆମେ ବି ବିଶ୍ୱାସ ଓ ଆଶାରେ ଅଛୁ 🙏

  • @pitabashpadhy329
    @pitabashpadhy329 2 місяці тому +2

    ଆଉ ସମୀର ଦାଶ ଫାଇଲ୍‌ ଖୋଲିବ ନା ନାହିଁ?? ଅର୍ସସ୍‌ ନିରପେକ୍ଷ ନ୍ଯୁଜ୍‌ ପରିବେଶଣ କରୁନାହିଁ। ପ୍ରଭାତ ପରିଡ଼ାଙ୍କ କଣ୍ଠ ଫାଟିଯାଉଥିଲା ଏବେ ଚୁପ୍‌!! ବିଜେପିରେ ମିଶିଗଲେ ୱାସିଂ ମେସିନ୍‌ରେ ପଡ଼ିକି ପୁରା ସଫା!!

  • @prashantjena5879
    @prashantjena5879 2 місяці тому +1

    ଅର୍ଗୁସ୍ ଚେନାଲ୍ sirf ଗରିବ ଲୋକଙ୍କ ପାଇଁ ଦୁର୍ଗାଶିସ୍ ଭାଈ ତୁମକୁ ବହୁତ ବହୁତ ଧନ୍ୟବାଦ୍

  • @BalaramNath-fe8ws
    @BalaramNath-fe8ws 2 місяці тому +4

    ସତ୍ୟର ହେବ ଜୟ ସବୁ ରାକ୍ଷାଷ ମରିବେ ମୁଁ ଭଗବାନ୍ ଙ୍କନିକଟରେ ପ୍ରାର୍ଥନା କରୁଛି ଜୋଉ ଓଡ଼ିଆ ଭାଇ ଭଉଣି ମାନେ ବିଜେଡି ବିଜେଡି ହଉଛନ୍ତି ସେମାନଙ୍କ ବାପା ମା ଭାଈ ଭଉଣି ଝୀଅ ପୁଅ ସ୍ବାମୀ ସ୍ତ୍ରୀଙ୍କ ସହ ଏମିତି ହଉ ସେ ଜାଣିବେ ଦୂଖ କଣ

  • @satyabratasamal4206
    @satyabratasamal4206 2 місяці тому +3

    ଏହି ସବୁ କେସ ର ପରଦା ଫାର୍ଷ୍ ହେବା ଦରକାର, ନହେଲେ ମୋହନ ସାର୍ ଙ୍କୁ ଓଡ଼ିଆ ଜନତା କେବେ କ୍ଷମା କରିବେ ନାହିଁ.

  • @KanhuDash-on1ri
    @KanhuDash-on1ri 2 місяці тому +2

    ଆଉ ବିଜେ ପି ନେତା ବୈଜୟନ୍ତ ପଣ୍ଡାଙ୍କ ପାଇଁ କୀଛି ନାହିଁ

  • @tapasswainvlog9455
    @tapasswainvlog9455 2 місяці тому +5

    Dharma ra hebe jay 🇮🇳

  • @biswambarmohanty132
    @biswambarmohanty132 2 місяці тому +3

    Jay jagarnath Swami 🙏🚩🚩🚩

  • @tapankumarnikap9695
    @tapankumarnikap9695 2 місяці тому +7

    Samir das nimapadar purbatan m l

  • @sarojkumargiri9145
    @sarojkumargiri9145 2 місяці тому +4

    Thanks to argus news & I love BJP

  • @SanujaBehera-t8f
    @SanujaBehera-t8f 2 місяці тому +3

    Ame chanhuchu dosiku fasi diajau
    Jay jagannath

  • @srinibasswain1143
    @srinibasswain1143 2 місяці тому +3

    Bjd.. Government of Destroying . Odisha.. Lord Jagannath saved

  • @Prasanta-nl4ci
    @Prasanta-nl4ci 2 місяці тому +3

    Prattap jena kesh re open haba darkar

  • @alekhpradhan1191
    @alekhpradhan1191 2 місяці тому +3

    Justice for all pidita family..

  • @bibhutisahu4204
    @bibhutisahu4204 2 місяці тому

    ନିର୍ଦୋଷ ସରୋଜ ସେଠି କୁ ଖଲାସ କରାଯାଉ

  • @prashantjena5879
    @prashantjena5879 2 місяці тому

    ଧର୍ମର ହେବ ଜୟ ଜୟ ଜଗନ୍ନାଥ

  • @prasantrout4383
    @prasantrout4383 2 місяці тому

    Thank you Argus

  • @JogeswarMajhi-lt7hj
    @JogeswarMajhi-lt7hj 2 місяці тому +1

    ବିଜେଡ଼ି ପ୍ରେମୀ ମାନେ କୁହ ଏମାନଙ୍କୁ ନ୍ୟାୟ ମିଳିବା ଉଚିତ୍ କି ନାହିଁ,,,

  • @diptiranjanbhoi9236
    @diptiranjanbhoi9236 2 місяці тому +2

    ସମ୍ପୂର୍ଣ ମିଛ ଜନତାଙ୍କୁ ଆଉ ବୋକା ବନାଅ ନାହିଁ

  • @mishrabisudhananda3551
    @mishrabisudhananda3551 2 місяці тому +5

    କିଛି ହବନି।ବର୍ତ୍ତମାନ ପୋଲିସ ଶାସନ ର ଯାହା ଅବସ୍ଥା,ଯେଉଁଭଳି ଅଯୋଗ୍ୟ,ଅପାରଗ ପୋଲିସ ଅଧିକାରୀ ଅନୁସନ୍ଧାନ ଓ ଦୋଷୀ କୁ ଦଣ୍ଡ ଦେବାର ସ୍ଥାନ ରେ ଅଛନ୍ତି,ସେମାନେ ନିରପେକ୍ଷ ଓ ଚାହିଁଲେ ମଧ୍ୟ ସତ୍ୟ ଉନ୍ମୋଚନ କରିପାରିବେନି।

  • @biswanathnaik3231
    @biswanathnaik3231 2 місяці тому

    ଅଭିରାମ ମହାପାତ୍ର ବାବୁ ଛାଡ଼ିବେ ନାହିଁ ସତ୍ୟର ନ୍ୟାୟ ହେବ

  • @MalikPrafulla
    @MalikPrafulla 2 місяці тому

    ମିଛ ସତରେ କଣ ପରୀକୁ ନିଯ୍ୟାୟ ମିଳିବ ଜୟ ଜଗନ୍ନାଥ

  • @LaxmidharSahoo-c7i
    @LaxmidharSahoo-c7i 2 місяці тому

    Jay Jagannath sir

  • @manasdalai4028
    @manasdalai4028 2 місяці тому

    ନର ହତ୍ୟା କାରୀ ନବୀନ ବିଜେଡି

  • @rabindrarathor1013
    @rabindrarathor1013 2 місяці тому +6

    ସେତେ ବେଳେ ପୋଲିସ ବି BJD ର କଥା ମାନୁଥିଲେ। ପୋଲିସ ଅଫିସର ମାନଙ୍କୁ ଭିଜିଲାନ୍ସ ଚଢାଉ କରାଯାଇ। ବହୁତ୍ ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି।

  • @ranjitdipa641
    @ranjitdipa641 2 місяці тому

    Good news

  • @GIRISHACHANDRA-wm3cv
    @GIRISHACHANDRA-wm3cv 2 місяці тому +1

    GIVE JUSTICE TO 300 MERITORIOUS CANDIDATES SELECTED BY OPSC FOR JUNIOR ASSISTANTS (NOW ASO ) IN HOME DEPARTMENT SECRETARYATE BBSR ODISHA

  • @RamakantaRout-q6p
    @RamakantaRout-q6p 2 місяці тому +2

    Se sabu dagi fasi dia

  • @hrudanandameher1364
    @hrudanandameher1364 2 місяці тому

    Good news chanal

  • @amareshamohanty69
    @amareshamohanty69 2 місяці тому +2

    ବିଜେପି ଦଳ ର କଥା ପ୍ରବଳ । କିନ୍ତୁ କାମ ଦୁର୍ବଳ । କିଛି କରୁ ନାହାନ୍ତି । ଭୁବନେଶ୍ବର ର ପାତ୍ରପଡା ରେ ସରକାରୀ ଜମି ଉପରେ ପ୍ରାସାଦ ନିର୍ମାଣ କରିଥୀବା ଅବସର ପ୍ରାପ୍ତ ଆଇ ପି ଏସ୍ ଅଫିସର ମାନଙ୍କ ବିରୁଦ୍ଧ ରେ ସରକାର ତ କିଛି ପଦକ୍ଷେପ ନେଲେ ନାହିଁ । ଆଉ ସାଧାରଣ ଜନତାଙ୍କ କଣ ଭରସା ପାଇବ ?

    • @kusumabatipradhan6692
      @kusumabatipradhan6692 2 місяці тому

      ତର ପୁଡ଼ୁଛି କାହିଁକି, ବିଜେଡି କେତେ ଦୁର୍ନୀତି କରି ଚାଲିଥିଲା ତାହା କହିଲେ ବାଧୁଛି କେତେ ଖାଇଛୁ

  • @rabindratripathy4740
    @rabindratripathy4740 2 місяці тому +1

    ଶୀଘ୍ର ଖୋଲୁ ଖାଲି କଥାରେ ନୁହେଁ

  • @srinibasswain1143
    @srinibasswain1143 2 місяці тому +1

    Mukha kholi ba.. All will be arrested..

  • @chittaranjankar7615
    @chittaranjankar7615 2 місяці тому

    ହେ ମୋହନ ସରକାର ଏମାନଙ୍କୁ ନ୍ଯାୟ ଦିଅନ୍ତୁ .

  • @prakashphotography8740
    @prakashphotography8740 2 місяці тому +1

    ସମୀର ଦାସ ଙ୍କ ଫାଇଲ ଓପନ ହେବ ନା ନାଇଁ ଦୂର୍ଗାସିସ ଭାଇ

  • @sarbeswardash2
    @sarbeswardash2 2 місяці тому +1

    ଆରେଷ୍ଟ ବୋଥ୍ରା

  • @niranjanparhi5726
    @niranjanparhi5726 2 місяці тому

    Valueless news

  • @srinibasswain1143
    @srinibasswain1143 2 місяці тому +1

    24 years has been destroyed....

  • @bhabaniswain2298
    @bhabaniswain2298 2 місяці тому

    Good News 💐💐💐

  • @KanhuDash-on1ri
    @KanhuDash-on1ri 2 місяці тому +1

    ପାଂଚ ବର୍ଷ କାଳ ରେ ହେବନା

  • @dhirendranathsingha9299
    @dhirendranathsingha9299 2 місяці тому

    ନବୀନ ଜଣେ ହାରାମଜାଦା ମୁଖ୍ୟମନ୍ତ୍ରୀ

  • @Sanjay-r1l3w
    @Sanjay-r1l3w 2 місяці тому

    Jaya Jagannath

  • @ishwarchandramohanta3374
    @ishwarchandramohanta3374 2 місяці тому +2

    Soumya Ranjan Mohapatra's file ?

  • @GeriGeri-wt8jm
    @GeriGeri-wt8jm 2 місяці тому +2

    Sir What about Aditya Das??

  • @srinibasswain1143
    @srinibasswain1143 2 місяці тому +1

    Just Wait .. What happens in Bjd ????

  • @GIRISHACHANDRA-wm3cv
    @GIRISHACHANDRA-wm3cv 2 місяці тому

    TIME IS MORE POWERFUL. JAY JAGANNATH 🙏 🙏 🙏

  • @NiranjanSahoo-l3b
    @NiranjanSahoo-l3b 2 місяці тому

    Reopen hele Satya ra Raj
    khuliba

  • @ShibaprasadDas-sv4yp
    @ShibaprasadDas-sv4yp 2 місяці тому +1

    ଅଭିଙ୍ଘ ମନ୍ତ୍ରି ଓ ଏମଲ ଙ୍କୁ ହଟାଇ ନବୀନ ବାବୁ ଓଡିଶାକୁ ଲୁଟିଛନ୍ତି

  • @pradoshnayak999
    @pradoshnayak999 2 місяці тому +1

    💪

  • @manoranjsahoo9197
    @manoranjsahoo9197 2 місяці тому +1

    Sri 🙏 jaganath 🙏
    Sri 🙏 jaganath 🙏 maha 🙏 parbhu 🙏

  • @SalkhanHembram-yp5us
    @SalkhanHembram-yp5us 2 місяці тому

    ଏବେ ବିଜେଡି ନେତାମନ୍ତ୍ରୀ ଗାଣ୍ଡିଫାଟିବ ଜୟ ଶ୍ରୀରାମ

  • @sureshdash8597
    @sureshdash8597 2 місяці тому +1

    Mohan sarkar kebe bjd durniti neta ias ips jeku suspend kari jail pathaiba sekhabarchala mohan sarkar action niantu nahele istafa diantu

  • @TapanroseBTR
    @TapanroseBTR 2 місяці тому

    କିଛି ଖୋଲିବନି.......
    ସବୁ ଜଳଜଳ ଦେଖା ଯାଉଛି.....
    ଏ ଦୁର୍ବଳ ସରକାର କିଛି କରିବନି....
    କେବଳ Argus ଏ କଥା କହୁଛି....
    କିଛି ହେବନି........ ଚୁଡ଼ା ଚାଉଳ କୋଳାକୋଳି.......
    ପେଡ଼ି ଖୋଲିବ...... ଏଯାଏଁ ଖୋଲିବାକୁ କିଏ ମନା କରିଛି

  • @khantiodiaToka-12345
    @khantiodiaToka-12345 2 місяці тому

    Jay jagannath 🙏

  • @BalaramNath-fe8ws
    @BalaramNath-fe8ws 2 місяці тому

    ଏ ମାନଙ୍କ ଅଭିସାପରେ ବିଜେଡି ଦଳ ସମ୍ପୁର୍ଣ୍ଣ ସମାପ୍ତ ହେଇଜିବ ଏମାନଙ୍କ କଥା ଶୁଣିଲେ ଭାରି କଷ୍ଟ ଲାଗୁଛି ଛି ବିଜେଡି ଦଳ

  • @bibhutisahu4204
    @bibhutisahu4204 2 місяці тому

    ଅରୁଣ ବୋଥ୍ରା ସରୋଜ ସେଠିକୁ ଜାମୁ କୋଳି ଗପ କହି, ମିଛରେ ଫସେଇ ଦିଆ ଯାଇଛି

  • @rajsekharsethi6735
    @rajsekharsethi6735 2 місяці тому

    Good

  • @bibhutisahu4204
    @bibhutisahu4204 2 місяці тому

    ତମେ ଆଗ ପରି କେସ ସମାଧାନ କର, ନିର୍ଦୋଷୀ ସରୋଜ କୁ ଖଲାସ କରାଯାଉ

  • @kamallochannayak9660
    @kamallochannayak9660 2 місяці тому

    Gunda Bikram Arukh, Bidyabharati And DFO Should be Arrest.

  • @SatyanandaBarik-p9b
    @SatyanandaBarik-p9b 2 місяці тому +1

    Yes he is arest I see wat for time.