ହଜିଲା ଚାବିର ଅକୁହା କଥା କହିଲେ ଜଷ୍ଟିସ ରଘୁବୀର ଦାସ ||newsroom ||

Поділитися
Вставка
  • Опубліковано 28 жов 2024
  • ହଜିଲା ଚାବିର ଅକୁହା କଥା କହିଲେ ଜଷ୍ଟିସ ରଘୁବୀର ଦାସ ||newsroom || #ratnabhandar #manoranjanmishra #newsroom #breakingnews #odisha #trending #puri #rathayatra2024 #srijagannathtemple #ratnabhandar #bjp #justiceraghubirdas #exclusiveinterview

КОМЕНТАРІ • 73

  • @manojparija70
    @manojparija70 3 місяці тому +4

    Thanks for doing this exclusive interview with appropriate person. It adds value to your channel.

  • @sudhanshukumarsahoo3126
    @sudhanshukumarsahoo3126 3 місяці тому +1

    ଜଷ୍ଟିସ ହେବାର ଯୋଗ୍ୟତା ନାହିଁ

  • @durgeshpatra4498
    @durgeshpatra4498 3 місяці тому +1

    ରାଜାଙ୍କ ପାଖର ଚାବି କୁଆଡେ ଗଲା ରାଜା ବି ହଜେଇ ଦେଇଛନି

  • @Mr24811
    @Mr24811 3 місяці тому +12

    ବିଜେଡି ବେଳରେ ଚାବିକାଠି ମିଳିଲା ନାହିଁ ବିଜେପି ବେଳକୁ ତାଲା କଟା ଗଲା ଦିର୍ଘ ୪୬ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲା ହେବ ଦୟା କରି ରାଜନୀତି ନକରି ମହାପ୍ରଭୁଂକ ସମସ୍ତ ଅଳଙ୍କାର ନିଷ୍ଟା ର ସହିତ ଗଣତି କରି ସମସ୍ତ ସୁଚନା ଓଡ଼ିଶା ବାସୀଙ୍କୁ ଜଣାଯାଉ ନ ହେଲେ କେଦାରନାଥ ମନ୍ଦିର ପରି ଶ୍ରୀମନ୍ଦିର ର ଅବସ୍ଥା ହେବ ସବୁ ଗାଏବ ହୋଇଯିବ ଆପଣଙ୍କୁ ଜଗନ୍ନାଥଙ୍କ ରାଣ ???

  • @trilochandhal2821
    @trilochandhal2821 3 місяці тому +1

    Justice ଙ୍କର କିଛି ମନେ ପଡୁନି. ମନୋଜ ବାବୁ ଆଉ ବେଶୀ କିଛି ପଚାରନ୍ତୁନି

  • @dolagobindasahoo9267
    @dolagobindasahoo9267 3 місяці тому +4

    ମହାମାନ୍ୟ ବିଚାରପତି ମହୋଦୟଙ୍କ କଥାରୁ ଜଣା ପଡୁଛି, ସେ କିଛି କଥା ଲୁଚାଉଛନ୍ତି ।ଆହୁରି ମଧ୍ୟ ଜଣା ପଡୁଛି,ଭଣ୍ଡାରରୁ କିଛି ଲୁଟ୍ ହେଇଛି ନିଶ୍ଚୟ । କାରଣ ଭଣ୍ଡାର ଘରେ ତାଲା ପଡ଼ିବ ତିନିଟା କିନ୍ତୁ ଚାବି ରହିବ ଜଣକ ପାଖରେ ?ଇଏ କୋଉଠିକା ନ୍ୟାୟ ।ଯାହା ପାଖରେ ଚାବି,ସେ ଯଦି ଚାହିଁବ ଜଣେ ଦିଜଣକୁ ଧରି ଭଣ୍ଡାରକୁ ପୁରା ପୁରି ଲୁଟ୍ କରିଦେବ ।ଗାଆଁ ଗହଳି କୋଠ ଘରେ ଦୁଇ ତାଲା,ଚାବି ଦୁଇ ଜଣଙ୍କ ପାଖରେ । ସେ ଦୁଇ ଜଣ ନମିଶିଲେ ଘର ଖୋଲା ହୋଇ ପାରିବ ନାହିଁ ।
    ଠାକୁର କରନ୍ତୁ , ରତ୍ନ ଭଣ୍ଡାର ସୁରକ୍ଷିତ ଥାଉ ।କିନ୍ତୁ ବିରପତିଙ୍କ କହିବାନୁଯାୟୀ , ଯଦି ଅତୀତରେ ତାଲା ଭଙ୍ଗା ଯାଇ ଭଣ୍ଡାର ଖୋଲା ଯାଇଥିଲା, ତେବେ ସେତେବେଳେ ଲୁଟ୍ ପାଇଁ ଉଦ୍ୟମ ହୋଇଥିବ କିନ୍ତୁ ଏମିତି ଅଲୌକିକ ଘଟଣା ଘଟି ଥିବ,ସବୁ ଛାନିଆ ହେଇ ପଳେଇ ଆସିଥିବେ ଏବଂ ଆସିଲା ବେଳେ ତରବରିଆ ହୋଇ ଗୋଟିଏ ତାଲାରେ ସିଲ୍ ,ଅନ୍ୟ ଦୁଇଟିକୁ ସେମିତି ଛାଡ଼ିଦେଇ ଆସିଥିବେ ।
    ତେଣୁ ନୂଆ ସରକାର,ଅତୀତରେ ହୋଇଥିବା ତଦନ୍ତର ଦସ୍ତାବିଜ୍ କୁ ସାର୍ବଜନୀନ କରିବା ନିତ୍ୟାନ୍ତ ଆବଶ୍ୟକ ।

  • @KarunakarDhani-eo2sl
    @KarunakarDhani-eo2sl 3 місяці тому +2

    ଅର୍ଜିତ ପଶାୟତ କେତେ ବର୍ଷ ଧରି ତଦନ୍ତ କରି କେତେ ଦରମା ନେଇଛନ୍ତି। ଜଗତର ଠାକୁର ଏମାନଙ୍କୁ କ୍ଷମା ଦେବନି।

  • @bijayasahoo6259
    @bijayasahoo6259 3 місяці тому +6

    ଯଦି ତୁମକୁ ସହଯୋଗ କଲେନାହିଁ ତୁମେ ଏକଥା ପବ୍ଲିକ ରେ କହିଲେ ନାହିଁ, ତୁମେ ଖାଲି ବସିକି ଦରମା ନେଲ, ତୁମେ ସରକାର ଙ୍କ ଠାରୁ କିଛି ମାଲ ନେଇକି ରିପୋର୍ଟ ଦେଇଦେଲେ , ତୁମକୁ ଜଗନ୍ନାଥ ବିଚାର କରିବେ, ଯଦି ଭୁଲ ତଥ୍ୟ ଦେଇ ଥିବେ ଦୃଢ଼ କାର୍ଯାନୁଷ୍ଠାନ ହେବ

  • @SukantKishorRay
    @SukantKishorRay 3 місяці тому +2

    ଜାଣିଅଜଣା ଭଳି ମନ୍ତବ୍ୟ ଦେଉଛନ୍ତି

  • @sibaprasadkhadanga4375
    @sibaprasadkhadanga4375 3 місяці тому +9

    ଏତେ ଦିନ ତଦନ୍ତ କଲ ।କିଛି ଜାଣିପାରିଲ ନାହିଁ ? ଆଉ ତୁମେ କଣ କରୁଥିଲ ?
    ତୁମେ କିଛି ତଦନ୍ତ କରିନାହିଁ ଜଣାପଡୁଛି ।
    ୟାକଂର କଥାରୁ ଜଣାପଡୁଛି ଇଏ ସରକାର କୁ ସୁହାଇଲା ଭଳି ତଦନ୍ତ ରିପୋର୍ଟ ଦେଇଛନ୍ତି ।

    • @narendrarout3552
      @narendrarout3552 3 місяці тому +1

      Ethiru janapaduchhi je Raghubar Dasnka commission gote ananmadheya committee o Manyabar jane ajyogya byaktitwa.

    • @durgeshpatra4498
      @durgeshpatra4498 3 місяці тому

      ଏ ଛୋଟ ପିଲାଙ୍କ ଭଳି କହୁଛନି କଥା ଯାହା କହୁଛନି କିଛି ଭଲ ଲାଗୁନିଏ କିଛି କରିନାହାନି

  • @GadadharaMohanty-hq4hu
    @GadadharaMohanty-hq4hu 3 місяці тому

    ମନୋରଞ୍ଜନ ବାବୁ, ଆପଣ ଯୋଗୀ, ମହାଶୟଙ୍କୁ,ରଜତସାରଜେରାକଲାପରିକରନ୍ତୁ,ସବୁ,ଜଣାପଡିବ

  • @pratapjena1193
    @pratapjena1193 3 місяці тому +7

    ଗାଧୁଆ, କୁଳାଙ୍ଗାର ଜଗନ୍ନାଥ ତୁମକୁ କ୍ଷମା ଦେବନି ଏମାନଙ୍କୁ ଜେଲ ହେବା ଦରକାର

  • @kalyanpanda5885
    @kalyanpanda5885 3 місяці тому +2

    ଭଲ ମାଲ ମିଳିଲା, ଫଳ ଯାହା ହେଉଛି ହେଉ

  • @bharatidash3378
    @bharatidash3378 3 місяці тому +4

    ୟେ ବ୍ୟକ୍ତି ଙ୍କ କଥାରୁ ଜଣାପଡୁଛି ଘଣ୍ଟଘୋଡାଉଛନ୍ତି

  • @millansoren9139
    @millansoren9139 3 місяці тому +2

    Justice sir amiti reply dauchanti jemiti ki tanka gadi ra chabi ku neiki pachara heuchi.Athiru ame bhabiba darkar ki Ratna bhandar re au kichi nahi sabu khalas heichi

  • @sanjibpanda5009
    @sanjibpanda5009 3 місяці тому

    Your questions are sharp answer very riddle commitment shallow people are ignored

  • @KumarSoren-z2o
    @KumarSoren-z2o 3 місяці тому +2

    ଦ୍ଭାରତରେ ଅନେକ ମନ୍ଦିର ଅଛି..ସେଗୁଡିକର ଚାବି କାହିଁ ହଜି ଯାଉନାହିଁ. ଖାଲି ଆମ ଜଗନ୍ନାଥ ଭଣ୍ଡାରର ହଜି ଯାଉଛି... ଜଣାପଡିଲା ଓଡ଼ିଶାରେ ସବୁ ଦାୟିତ ହୀନ ଭାତୁଆ ସବୁ ଅଛନ୍ତି

  • @alokaranjandash9853
    @alokaranjandash9853 3 місяці тому

    Document ଦେଇ ପାରି ନଥିଲେ ର ଅର୍ଥ କ'ଣ ?

  • @swapnanandarath2244
    @swapnanandarath2244 3 місяці тому

    ଗୋଟେ ବେକାର ଆଲୋଚନା ଛଡା ଆଉ କିଛି ନୁଁହେଁ l ଆଲୋଚନା ରେ ଉତ୍ତର ଆଦୌ ସ୍ପଷ୍ଟ ନୁଁହେଁ l

  • @sureshprasadsamal6124
    @sureshprasadsamal6124 3 місяці тому +2

    The then Govt. has simply appointed commission with light Terms of. Reference to avoid public agitation &Opposition shouting for a period of time. Justice Das commission enquiry report is yet not make public & now he has. forgotten his findings, recommendation also action taken report.

  • @nrusinghamishra407
    @nrusinghamishra407 3 місяці тому +1

    I did not get anything from this except no record found about the keys where they were, who took out, who put back and judge said that he did not get any documents from Odisha Government. This commission even if out will not show anything. This is waste of public money. There are am y cases like this commission in the world.

  • @kalyanpanda5885
    @kalyanpanda5885 3 місяці тому

    ଶସ୍ତା କଥା କହୁଛନ୍ତି

  • @ashokkumarsahoo8044
    @ashokkumarsahoo8044 3 місяці тому

    ବଡ ଆଶ୍ଚର୍ୟ୍ଯ ,ଆଉ (---------)ଅଛି ଯେ ସୁନୁ ପାମ୍ପୁଡ଼ି ଖାଇବ

  • @jagdishkumarrath4631
    @jagdishkumarrath4631 3 місяці тому +2

    ଗରୀବ ଗୁରୁବ। ଙ୍କ ପଇସା ୨୪ ଲକ୍ଷ୍ୟ ଟଙ୍କା ଉଡେଇ ଦେଲେ।ଲୋକଙ୍କ ପଇସା ଲଗାଇ ଓଡ଼ିଶା ଜନତା ଙ୍କୁ ଭକୁଆ ବନେଇ ଗୋଟେ ନାଟକ ବାଜି କରି ଲୋକଙ୍କୁ ଅନ୍ଧାର ରେ ରଖିଲେ!

  • @gopalkrishnapattnaik5313
    @gopalkrishnapattnaik5313 3 місяці тому +1

    Confusing .

  • @GyanaranjanPattanaik940
    @GyanaranjanPattanaik940 3 місяці тому +1

    ୟାକୁ ଜଜ୍ କିଏ କଲା

  • @gurumohanty8208
    @gurumohanty8208 3 місяці тому

    This is unbelievable man, justice delayed justice denied. Below standard proceedings man!😂😅😊😢

  • @maatarinimusicproductions4557
    @maatarinimusicproductions4557 3 місяці тому +2

    ରଘୁବୀର ଦାସ କେତେ ଖାମଖିଆଲି ????

  • @PrativaMohanty-in1ti
    @PrativaMohanty-in1ti 3 місяці тому +1

    Govt had not given clear direction to Justice Mr Raghuveer Das for the investigation.

  • @JudhistirNayak-j2e
    @JudhistirNayak-j2e 3 місяці тому +2

    Se katha sei samayare media re kahile nahin kana pain

  • @Rurusingh
    @Rurusingh 3 місяці тому

    ଏ କି ବାଳ ଜଷ୍ଟିସ .... କୌଣସି ବି ଆଡୁ ଏ ଜଣେ ନ୍ୟାୟାଧିସ ବୋଲି ଲାଗୁନି

  • @pramodajena1514
    @pramodajena1514 3 місяці тому +4

    24 ଲକ୍ଷ ଟଙ୍କା ଲୁଟି ନେଲଚାବି କଥା ଜଣା ପଡିଲାନି

  • @KarunakarDhani-eo2sl
    @KarunakarDhani-eo2sl 3 місяці тому +1

    କେତେ ବର୍ଷ ତଦନ୍ତ କରି କେତେ ଦରମା ଏହି ଜଷ୍ଟିସ ନେଇଛନ୍ତି।ଲାଭ କଣ ହେଲା।

  • @priyaranjansahoo804
    @priyaranjansahoo804 3 місяці тому

    Sir apana judge na kn doubt heuchi

  • @Sambhunath_Patra
    @Sambhunath_Patra 3 місяці тому +2

    Now Justice Biswanath Rath how he is doing investing and verifying this issue and salute his willing power.
    Justice Raghubar Das should learn from Justice Rath.

  • @dakhineswarhomeohall4936
    @dakhineswarhomeohall4936 3 місяці тому +1

    1978 re jie vitar ratna Bhandarchabi kholithile,se chabi keuntharu anile,keunthare punarbar rakhile,Tara record rakhiba katha.rakhinathile 1978 ra sarkar hin dayee.

  • @gurumohanty8208
    @gurumohanty8208 3 місяці тому

    କେତେ ଟଙ୍କା ଦରମା ପାଇଛ କମିଶନ ରୁ, କୁହ କୁହ ରଘୁବର😂😅😊😢

  • @Sambhunath_Patra
    @Sambhunath_Patra 3 місяці тому +1

    This is a very serious issue justice Raghubar das very careless person and not properly investigating this key issue,and how he say that don't know about this issue
    Govt expenses lakh rupees in this commmsier
    Arrests this person immediately, he wasted the govt lakh of rupees and time . Shameless no responsibility

  • @nareshpanda4485
    @nareshpanda4485 3 місяці тому +2

    ଏ ମହାଶୟଙ୍କର ହାକିମ ହେବାକୁ ଯୋଗ୍ୟତା ନାହିଁ. ଏ ମହାଶୟ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକ ର ପାଦ ଚଟା ନିଶ୍ଚୟ ହେଇଥିବ

    • @AnitaPatra-z8n
      @AnitaPatra-z8n 3 місяці тому

      He is not abil to justice

    • @AnitaPatra-z8n
      @AnitaPatra-z8n 3 місяці тому

      Adhar gota😅 kotha

    • @meerapadhee2843
      @meerapadhee2843 3 місяці тому

      Nareshpanda ତୁ କେତେ ପଢିଛୁ ନିଜ ର ତ ଯୋଗ୳ତା ନାହିଁ ତୁ ହାକିମ ହେଇଯା ତୁ ସେ ଜଜ୍ ସାହେବ ଙ୍କ ଚାକର ମଧ୍ଯ ହେଇ ପାରିବୁ ନାହିଁ ଏ ଜନ୍ମ ରେ । bloody

    • @nareshpanda4485
      @nareshpanda4485 3 місяці тому

      @@meerapadhee2843 ତୁମକୁ କଣ ତୁମ ମା ଆଉ ବାପା ସିକେଇ ନାହାନ୍ତି କାହାକୁ ତୁ ତା ନକରିବା ପାଇଁ

  • @samardas526
    @samardas526 3 місяці тому +1

    ସରକାର ପାଉଣା ଦେଲେ😢କମିଶନ ପାଞ୍ଚ ମାସ ତଦନ୍ତ ରେ ଦୋଷୀ ନହିଁ 😂

  • @lifestyle2533
    @lifestyle2533 3 місяці тому

    Live television.. ratna bhandar ru kara jaau...
    Recording not accepted
    Abe bhi ratna bhandar ru chori heba

  • @kalyanpanda5885
    @kalyanpanda5885 3 місяці тому

    ପୁରୀ ଭାଷା ରେ ଇଏ ଜାଣି ତୀର୍ଥ

  • @jagannathdash9385
    @jagannathdash9385 3 місяці тому

    Milibhagat

  • @pratapjena1193
    @pratapjena1193 3 місяці тому +7

    ବାଳ ଉପାଡୁ ଥୁଲୁ ୨୪ କୋଟି ଖାଇଗଲୁ, ପାଣ୍ଡୁ ପରାମର୍ଶ ରେ ମିଛ କହିଲୁ

  • @chittaranjanswain010
    @chittaranjanswain010 3 місяці тому

    No clarity

  • @janmabhoi9891
    @janmabhoi9891 3 місяці тому +1

    Sabu michha 11:29

  • @gurumohanty8208
    @gurumohanty8208 3 місяці тому

    Loose talk😂😊😅😢

  • @janmabhoi9891
    @janmabhoi9891 3 місяці тому

    Sabu michha kahuchhanti sabu Jani ajana hauchhi r b d sr

  • @Rajendra_panda
    @Rajendra_panda 3 місяці тому

    Chabi. Milila. BJP. Politics. Karuchi

  • @sureshchandra1408
    @sureshchandra1408 3 місяці тому

    Amiti darua Loko birala

  • @JudhistirNayak-j2e
    @JudhistirNayak-j2e 3 місяці тому

    Apanka commition pain sarkar kete tanka kharcha karithile ?

  • @subashnayak4311
    @subashnayak4311 3 місяці тому

    Kan Bala kari thiluw

  • @AnitaPatra-z8n
    @AnitaPatra-z8n 3 місяці тому

    To kahinki follow kulu nahi tota jagannath khoma daba nahi

  • @Shreeshant-creater
    @Shreeshant-creater 3 місяці тому

    Kichipaisa khai chup basijaichiea

  • @sanghamitrasingh3315
    @sanghamitrasingh3315 3 місяці тому

    Daitya hina pati utter,
    Sata khaibaku ate dara

  • @padmanavarout125
    @padmanavarout125 3 місяці тому

    Galua judge

  • @am9519
    @am9519 3 місяці тому +1

    ତୁମେ ଏତେଦିନ ଧରି ଏମିତି ବାଳ ତଦନ୍ତ କରିଥିଲ ବୋଧେ... ଖାଲି ସରକାର ଙ୍କଠୁ ମୋଟା ଅଙ୍କର ମାଲ ପକେଇ ବସିଗଲ... Mg 👎

  • @subashpatra6884
    @subashpatra6884 3 місяці тому

    25.lakhya.gandimari.khai.soipadila...kalia.chhadibani...sabu.chora.mariba..tumaku..lepar.heba