କଣ ହେବ ବିଜେଡିର ଭବିଷ୍ୟତ ଆଉ କଣ ହେବ ବିଜେଡିର କାର୍ଯ୍ୟଧାରା ସେ ବିଷୟରେ କହିଲେ ରବି ଦାସ Rabi Das On BJD

Поділитися
Вставка
  • Опубліковано 23 чер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 291

  • @satrughnasa5772
    @satrughnasa5772 3 дні тому +29

    ଭୋଟପୂର୍ବରୁ ବିଜେଡିର ଭଜନଗାଉଥିଲେ

  • @rakeshkumarsahoo50
    @rakeshkumarsahoo50 3 дні тому +24

    ରବି ଭାଇ ତମେ ସାମ୍ବାଦିକ ନା BJD ର ଉପଦେଷ୍ଟା।
    ଲଜ୍ଜା ନାହିଁ ତୁମକୁ

  • @220383able
    @220383able 3 дні тому +4

    ରବି ଭାଇ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବି ଜେ ଡି ର ଦାୟିତ୍ଵ ନେଲେ କେମିତି ହୁଅନ୍ତା?

  • @NityanandaSahoo-ny1ko
    @NityanandaSahoo-ny1ko 3 дні тому +4

    ଆପଣଙ୍କର ବୟସ କେତେ ହେଲା ଘରେ ବିଶ୍ରାମ ନିଅନ୍ତୁ. ଆଗରୁ ବହୁତୁ ବୁଦ୍ଧି ଦେଇ ଦଳର ଏହି ଦୁର୍ଦଶା ହେଲା. ଭାସିଗଲା ପରେ ଏ ବୁଦ୍ଧି କିଛି କମ କରିବକି ? ଝାରପଡା ଜେଲ କଥାରେ ଭୟଭୀତ କି.? ଖାଉଥିଲେ ଯେତେବେଳେ ଭାବୁନଥିଲେ. ସମୟକୁ ଅପେକ୍ଷା କର.

  • @jagdishkumarrath4631
    @jagdishkumarrath4631 4 дні тому +50

    ରବି ବାବୁ ଚୋରମାନଙ୍କର ଭାନୁମତୀ ପେଡ଼ି ଖୋଲିଲେ ସବୁ ଝାରପଡ଼ା ଯିବେ।ବିଜେଡି ଛିନ୍ ଛତ୍ର ହେବାକୁ ବେଶୀ ସମୟ ଲାଗିବ ନାହିଁ। ଆଗକୁ ଦେଖନ୍ତୁ କଣ ହେଉଛି। ତା ପରେ ବିଜେଡି ବାଲ।ଙ୍କୁ ବୁଦ୍ଧି ଦେବେ। ଧଳା କୁର୍ତ୍ତା ଦେଖାଇ ଓଡ଼ିଶା କୁ ଲୁଟ କରିଛନ୍ତି।

    • @chandrakantibehera9413
      @chandrakantibehera9413 3 дні тому +1

      BJP neet chora kabia Jail jiba

    • @bipinbiharinayak5973
      @bipinbiharinayak5973 3 дні тому +2

      Domuhna rabi babu

    • @pravakarmuduli599
      @pravakarmuduli599 3 дні тому

      ​@@chandrakantibehera9413a11

    • @rabijena5657
      @rabijena5657 3 дні тому

      Nabin babu Do Muhan neta. 24 barsa hela BJP r Andha samarthak thile . BJD r avimukhya jatiya stara re spasta nuhen . 4.50 Odia nk netrutwa pai BJD akhyama. Orissa re kebala BJP O CONGRESS duiti dala r abasyaka.

  • @sridharbarik8308
    @sridharbarik8308 3 дні тому +6

    ରବି ବାବୁ ଆପଣ ବିଜେଡି ଦଳରେ ପରାମର୍ଶ ଦିଅନ୍ତୁ ସାମ୍ବାଦିକ ଛାଡ଼ନ୍ତୁ

  • @babajicharana5435
    @babajicharana5435 4 дні тому +11

    ଇଲେକ୍ସନ ପୂର୍ବରୁ ଗୋଟିଏ କଥା କହୁଥିଲେ ଏବେ ଦାବିଲେଣି ତୁମ କଥା ଭାରି ଖରାପ ଲାଗୁଛି ଦାମ ରାଉତ ପରି ଦୋଗଲା ଲାଗୁଛ

  • @nityanandasahoo4719
    @nityanandasahoo4719 3 дні тому +3

    ରବି ବାବୁ ଆପଣ ଆଗେ କୁହନ୍ତି ସରକାରୀ ଗୃହତି କେବେ ଛାଡ଼ିବେ ?

  • @bikramroutaray935
    @bikramroutaray935 3 дні тому +3

    ଶଙ୍ଖ ଚମଚା ରବି ଦାସ କୁ ଆଗ ଝାରପଡା ପଠା ଯାଉ.. ଏ ଶଳା ନବୀନ ଠୁ କେତେ ପଇସା ଖାଇକି ବିଜେଡି ପାଇଁ ଗପୁଛି.

  • @chittaranjansahu8113
    @chittaranjansahu8113 4 дні тому +7

    ରବି ବାବୁ bjd ର ଭଡ଼ାଟିଆ ସାମ୍ବାଦିକ l ଚଳିତ ନିର୍ବାଚନ ପୁର୍ବରୁ ସେ କେମିତି ଏକ ପାଖିଆ bjd କୁ ଟେକୁ ଥିଲେ,ଆମେ ସମସ୍ତେ ଭଲ ଭାବରେ ଜାଣିଛନ୍ତି l

  • @bhagirathibarik9956
    @bhagirathibarik9956 4 дні тому +27

    ରବି ବାବୁଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା😂😂
    ଆପଣ ବହୁତ୍ ଟେକୁଥିଲେ BJD କୁ ଆଛା ଗୋଟେ କଥା କହିଲେ ରବି ବାବୁ bjd କଣ ପାଇଁ ହାରିଲେ ନବୀନ ବାବୁ ତାଙ୍କ ବିଧାୟକ ମାନଙ୍କୁ ଡାକି ତାର ଗୋଟେ ସମୀକ୍ଷା କଲେଣି ଉଲ୍ଟି କହିଛନ୍ତି BJP ୪/୫ ସିଟ୍ ଅଧିକ ପାଇ ସରକାର କରିଛି କିନ୍ତୁ ନିଜେ ୫୧ ସିଟ ପାଇଛନ୍ତି 😂😂
    ଗୋଟେ କଥା ମନେରଖନ୍ତୁ ଯେପର୍ଯ୍ୟନ୍ତ ନବୀନ ବାବୁ Pandian କୁ ପାଖରେ ରଖିଛନ୍ତି ସେ ପର୍ଯ୍ୟନ୍ତ BJD ଦଳ ଉପରକୁ ଉଠି ପାରିବ ନାହି
    ବହୁତ୍ ଶୀଘ୍ର ୨୦/୨୨ ବରିଷ୍ଠ ନେତା BJD ଦଳ ଭାଙ୍ଗି BJP ରେ ମିଶୁଛନ୍ତି ଆଉ BJD ରେ ଵିଦୃହ ଆରମ୍ଭ ହୋଇସାରିଲାଣି କେହି ରକ୍ଷା କରିପାରିବେ ନାହିଁ

  • @prasantapanda1703
    @prasantapanda1703 3 дні тому +4

    ବିଜେଡି ଯୋଉ ଯୋଉ ଦୁର୍ନୀତି କରିଛି, ଯେତେ ହତ୍ୟା ଧର୍ଷଣ ଚୋରି କରିଛି ସେମାନେ ସବୁ ଜେଲରେ ରହିବେ, ନବୀନ କଣ କରିବ ନବୀନ ପରା ନିଜେ ଜଗନ୍ନାଥଙ୍କ ଜମି ବିକ୍ରି କେଶରେ ଚିଟ୍ଫଣ୍ଡ କେଶରେ କୋଇଲା ଦୁର୍ନୀତି କେଶରେ ନବ ଦାସ ହତ୍ୟା କେଶରେ ନିଜେ ନବୀନ ଜେଲରେ ରହିବ, ତୁ ରବି ଦାସ ପରମ ମାଗିହା ହାରାମି ଏବେ ଜଣେ ସାମ୍ବାଦିକ ହେଇକି ନାହୁଁ ତୁ ଏବେ ବିଜେଡିର ପ୍ରଚାରକ ମୁଖପାତ୍ର ହେଇଛୁ

  • @durgamadhabsahoo4032
    @durgamadhabsahoo4032 3 дні тому +3

    ରବି ବାବୁ, ଆପଣ କେବେ ମୁଖ୍ୟମନ୍ତ୍ରୀ ହେବେ ଜଣାନ୍ତୁ, ନା ଆପଣ ନବୀନ ବାବୁ ଙ୍କ spokesman ହୋଇ ରହିବେ, ନବୀନ ତ କହୁନାହାନ୍ତି ଆପଣ କଣ ପାଇଁ ବଳବଲ ହେଉଛନ୍ତି

  • @sureshchandradash6900
    @sureshchandradash6900 3 дні тому +8

    ସବୁଠାରୁ ବଡ ଦୁର୍ନୀତି ଓ ଚୋର ଦଳ ଓ ରବି ଦାସ ଏହାର ଏକ ନେତା, ଶ୍ରଦ୍ଧା ଓ ନବୀନା କଣ କରୁଥିଲେ ଆଗେ ଜନସାଧାରଣଙ୍କୁ କୁହ

  • @mangalswain226
    @mangalswain226 4 дні тому +10

    Bjd odisha ru hatiba.

  • @himansupatra9717
    @himansupatra9717 4 дні тому +11

    ଏ ଲୋକ ର ମୁହଁ ଆଗରେ ନା ପଛରେ
    BJD କୀର୍ତ୍ତନ 10 ବର୍ଷ ଧରି କରୁଥିଲା ନିଜ ପୁତ୍ରଙ୍କ ପାଇଁ

  • @sunilpradhan3124
    @sunilpradhan3124 3 дні тому +3

    ରବି ବାବୁ ଆପଣ ଜାଣି ନାହାନ୍ତି କି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି । ମୁଖ୍ୟ ମନ୍ତ୍ରୀ ପ୍ରଥମେ ଜଣେ ସାଧାରଣ ନାଗରିକ ତାପରେ ମୁଖ୍ୟ ମନ୍ତ୍ରୀ ।

  • @pradeepkumarsinha803
    @pradeepkumarsinha803 4 дні тому +4

    ଯେତେ criminal and corruption case ରେ ଯେଉଁ ନେତାମାନେ involve ଅଛନ୍ତି, CASE START ଆରମ୍ଭ କରିଦେଲେ, ସବୁ ବୁଦ୍ଧି ହଜିଯିବ। BJDର ଅବସ୍ଥା ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି। SUPPORT କରି ରବିବାବୁ କିଛି ଲାଭ ହେବ ନାହିଁ। ସମୟକୁ ଅପେକ୍ଷା କର। ସମୟ ବଡ ବଳବାନ।

  • @deviprasadmishra6563
    @deviprasadmishra6563 2 дні тому +2

    କାମ ନ ଥିଲେ ବିଲେଇ ବାଳ ଚlଞ୍ଚିବା ଯାହା ଏବାବୁ ରବି ଙ୍କ ମତ ଭାସ୍କର ନେବା ସେୟା

  • @sopanabadek5696
    @sopanabadek5696 3 дні тому +3

    "ସୈା ଦିନ୍ କା ଗର୍ମି, ଏକ୍ ଦିନ୍ କା ପାନି "। ଠିକ୍ ସେହିପରି ବିଜେଡି ଦଳର ୨୫ ବର୍ଷର କ୍ଷମତା,୨୦୨୪ ନିର୍ବାଚନରେ ସବୁ କ୍ଷମତା ଥଣ୍ଡା ! " ଆପଣମାନେ ଖୁସି ତ " !

  • @jayajaganathmohapatra1787
    @jayajaganathmohapatra1787 3 дні тому +2

    BJD ର ଭବିଷ୍ଯତ ବିଷୟ ରେ ପ୍ରସନ୍ଗ କରୁଛନ୍ତି, ରାଜ୍ୟ ଭବିଷ୍ଯତ ପାଇଁ ନୁହ। ରବୀ ଦାସ ବାବୁ ଆପଣ ଜଣେ ଭଡାଟିଆ ପତ୍ରକାର। ଦିନେ ମେନ୍ଟ ପାଇଁ ପ୍ରଚାର କରୁଥିେଲ। ଆଜି ଦୂର୍ନୀତିର ତଦନ୍ତ ହେଲେ, ରଜ୍ୟସଭା ରେ ବିରୋଧ କରିବେ କେନ୍ଦ୍ର ସରକାର କୁ। ଲଜ୍ୟା ଲଜ୍ୟା ଲଜ୍ୟା

  • @debanarayanmishra571
    @debanarayanmishra571 3 дні тому

    ବହୁତ୍ ସୁନ୍ଦର କଥା , ବିଜେଡି ଟିକେ ଚିନ୍ତା କରିବା ଉଚିତ୍ । ଏକତା ହିଁ ବଳ , ହାତରେ ପଞ୍ଚାୟତ ସ୍ତରରୁ ଜିଲ୍ଲା ପରିଷଦ , ମୁନିସ ପାଲିଟି ଅଛି । ଏବେ ଠାରୁ ଏକତା ରକ୍ଷା କରିବାକୁ ଅନୁରୋଧ ।

  • @usharanisahoo8972
    @usharanisahoo8972 3 дні тому +5

    ଜୟ ନବୀନ ବାବୁ ❤

  • @AlokKumar-ug4di
    @AlokKumar-ug4di 4 дні тому +18

    ରବି ଭାଇ ଭଲ କଥା କହିଛନ୍ତି

  • @bipracharanjena2736
    @bipracharanjena2736 3 дні тому +1

    ଏବେ ନବୀନଙ୍କର ବୁଦ୍ଧି ଉଦୟ ହେଲା ମୋଦି ପ୍ରେମ ସରିଗଲା ବର୍ତମ ନିଟ ପରୀକ୍ଷା ଦୁର୍ନୀତି ବିରୁଦ୍ଧରେ ଦୃଢ଼ ବିରୋଧ କରିବା ଦରକାର ଦଳରୁ ବବି ଓ ତାଙ୍କ ସହଯୋଗୀଙ୍କୁ ଦୂରେଇବା ଦଳ ପାଇଁ ଭଲ

  • @nityanandasahoo4719
    @nityanandasahoo4719 3 дні тому +2

    ରବି ବାବୁ ଙ୍କ ମନରେ ବହୁତ୍ କଷ୍ଟ BJD ହାରିଗଲା ଯେ,

  • @AlokKumar-ug4di
    @AlokKumar-ug4di 4 дні тому +12

    ଜୟ ବିଜେଡି ଜୟ ନବୀନ

  • @user-ls2sk1mx6d
    @user-ls2sk1mx6d 3 дні тому +1

    ❤ଯାହା ବି କରି ଛ ନ୍ତି ଓ ଡ଼ି ଶା ର ମଙ୍ଗଳ ପାଇଁ ତ ଯେତେ ବେଳେ ଲକେ ସ୍ୱଷଣ ହେଇ ଆହା କାର ହଉ ଥିଲେ ସେତେବେଳେ bjp କଉଠି ଥିଲେ ❤

  • @biswanathpadhy8371
    @biswanathpadhy8371 3 дні тому +1

    କିଛି ହେବ ନାହିଁ, ରବି ବାବୁ ମୁଂଗେରିଲାଲ ହୁଅନ୍ତୁ ନାହିଁ।

  • @binodinibhoi3204
    @binodinibhoi3204 3 дні тому +7

    ରବି ଦାସ ଆପଣ ଏବୟସରେ ବିଜେଡି ର ଗୋଲାମ ନ ହେଇ ଓଡ଼ିଶା ପାଇଁ କିଛି ଭଲ ବାର୍ତ୍ତା ଦେଲେ ଭଲହବ

  • @bajrabaninews2271
    @bajrabaninews2271 3 дні тому +1

    ପରିସ୍ଥିତି ଆଉ ଭିନ୍ନ ହେବାର ପ୍ରଶ୍ନ ଉଠୁନି

  • @abhiramsahoo5642
    @abhiramsahoo5642 3 дні тому +1

    ଓଡିଶା ଯୁଆଡେ ଯାଉଛି ଯାଉ,ହେଲେ ବିଜେଡି କଣ କଲେ ପୁଣି କ୍ଷମତାକୁ ଆସିବ ବା ବିରୋଧୀଭାବେ କେମିତି ଲଢିବାକୁ ହେବ,ଏ ବିଷୟରେ ବିଜେଡିକୁ ସତର୍କଶିକ୍ଷା ଦେବାରେ ଓ ସମର୍ଥନ କରିବାରେ ଆପଣ ପୂର୍ଣ୍ଣମାତ୍ରାରେ ଅନ୍ଧ ! ଏହା କଣ ବରିଷ୍ଠ ସାମ୍ବାଦିକ ଭାବେ ଆପଣଙ୍କ ନିରପେକ୍ଷ ଭୂମିକା ? ବରଂ ଆପଣ ପାଣ୍ତିଆନଙ୍କ ଭଳି ସିଧା ବିଜେଡିକୁ ଜମ୍ପ୍ ମାରି ସବୁ ନିଜେ ସଜାଡିଦିଅନ୍ତୁ !

  • @krushnachandradash4327
    @krushnachandradash4327 3 дні тому +1

    ରବି ଦାସ୍ ମହାଶୟ, ଆପଣ ଚବିଶ ପଚିଶ ବର୍ଷ ମଧ୍ୟରେ କେଉଁ ଦିନ ଏକ ମିନିଟ୍ ପାଇଁ ନବୀନ ପଟ୍ଟନାୟକଙ୍କ ସଙ୍ଗେ ସମ୍ମୁଖରେ ଵସି କଥା ବାର୍ତ୍ତା ହୋଇ ଛନ୍ତି କି ?? ଯଦି ନାହିଁ, ତେବେ ନବୀନ ପଟ୍ଟନାୟକ ଯାହା କହୁଛନ୍ତି ଆପଣ ଜାଣିଲେ କିପରି।
    କାରଣ ମିଡ଼ିଆ ଠାରୁ ଯାହା ସମସ୍ତେ ଶୁଣିବା ହେଲେ। ଆପଣ ଶୁଣିଲେ। ଏଣୁ ଆପଣ ଅଧିକ ପ୍ରସଙ୍ଗ କିଛି କହୁ ନାହାଁନ୍ତି। ନବୀନ ସରକାର ଥିବା ସମୟରେ ଆପଣ ନବୀନ ପଟ୍ଟନାୟକଙ୍କୁ ଟେକି ଟେକି ବାଇଟ ଦେଉଥିଲେ ଓ ନବୀନ ଭଜନ ଗାଉଥିଲେ ବୋଲି ଲୋକେ କହୁଛନ୍ତି ଓ ଆଲୋଚନା କରୁଛନ୍ତି।

  • @balarambehera971
    @balarambehera971 2 дні тому +1

    ହେ ଏ କଣ କହିବେ. ଏ ମିଛ କହନ୍ତି

  • @kapilendranayak9389
    @kapilendranayak9389 4 дні тому +2

    ବାସ୍ତବ ତଥ୍ଯ ପ୍ରାସଙ୍ଗିକ

  • @ashoksahoo8150
    @ashoksahoo8150 3 дні тому +1

    ବିଜେଡିର ଭବିଷ୍ୟତ ଶେଷ ।60 ଭାଗ ବିଜେପି ଓ 40 ଭାଗ କଂଗ୍ରେସ ର୍ ଲାଙ୍ଗୁଡ଼ ଧରିବେ।

  • @djentertain4857
    @djentertain4857 3 дні тому +1

    ହଏବୋ ବୁଢା, ଭୋଟ୍ ଆଗରୁ ବିଜେଡି ଟା ଧରିଥିଲୁଯେ

  • @subhabratamishra4465
    @subhabratamishra4465 3 дні тому +2

    ଆମକୁ ଭୁଲ୍‌ରେ ବି ଆଉ ସେ ବାଣ୍ଡ ଜନତା ଦଳ ଦର୍‌କାର୍ ନାହିଁ । ବିରୋଧୀ ଦଳ ରୂପେ ବି ଆମେ ଦେଖିବାକୁ ଚାହୁଁନା କାରଣ୍‌ ବିରୋଧୀ ଦଳର ନେତା ଓଡ଼ିଆ ଜାଣିନଥିବା ଗବଗାଣ୍ଡୁ । ବିଧାନସଭା ରେ କଣ୍‌ ହିନ୍ଦୀ ଓ ଇଂରାଜୀରେ ପ୍ରଶ୍ନ ପଚାରିବେ ନଚେତ୍ ପ୍ରସନ୍ନ‌ ଆଚାର୍ଯ୍ୟ ଯାହା ଲେଖିବେ ତାହା ବାବୁ ପଚାରିବେ । ବିଜେଡ଼ି ସଫା ନାହିଁ ତେଣୁ ଏ ଦଳ‌ ଓଡ଼ିଶାରୁ ସଫା ହେବା ଦର୍‌କାର୍‌ ।

  • @kulamanibaral5041
    @kulamanibaral5041 4 дні тому +2

    ରବି ଟାଉଟର

  • @user-cu7id5si3p
    @user-cu7id5si3p 4 дні тому +8

    Right

  • @prafullakumarmall2742
    @prafullakumarmall2742 2 години тому

    ରବିବାବୁ ଆପଣ ଭଲ ଭାବରେ
    ବୁଝନ୍ତୁ BJDଆଉନାହିଁ।

  • @sasikantkant4780
    @sasikantkant4780 3 дні тому +1

    BJD ଭଜନ ସରିଗଲା କି ?
    ବିଜେଡି ସବୁ ଦିନ ପାଇଁ ଗଲା
    ଏ ଡକାୟତ କୁ କାହିଁକି ପଚାରୁଛ

  • @shreeram5433
    @shreeram5433 3 дні тому +2

    ବହୁତ ବଢ଼ିଆ sir, ,

  • @swamisachchidanandasaraswa7788
    @swamisachchidanandasaraswa7788 3 дні тому +2

    ବେକାର କଥାଗୁଡିଏ ବୁଢ଼ା କାଳକୁ କୁହନ୍ତୁ ନାହିଁ,

  • @dillipkumarsahoo1133
    @dillipkumarsahoo1133 3 дні тому +1

    ଯୋଉ ଦିନ ଠାରୁ ବିଜେଡି ସକ୍ରିୟ ବିରୋଧୀ ଭୂମିକା ରେ ଆସିବ,😭👎 ସେହି ଦିନ ଠାରୁ ତାର ସନିଦଶା ଆରମ୍ଭ ହେବ,👎 ସବୁ ଦୁର୍ନୀତି ର ପରଦା ଫାସ ବିଜେପି ଗୋଟିଏ ପରେ ଗୋଟିଏ ଆରମ୍ଭ କରିବ 👎😭🤪😂🤣 ଏହା ଦେଖିବା ଅପେକ୍ଷା 😭🤪😂🤣

  • @PradeepKumarBehera-or9ee
    @PradeepKumarBehera-or9ee 4 дні тому +3

    Jay Bjd Jay Naveen pattnayak ❤❤

  • @hrusikeshmallik3221
    @hrusikeshmallik3221 3 дні тому

    ଜୟ ଜଗନ୍ନାଥ ଜୟ ବିଜେଡି ❤

  • @dharmarjhiranmaya4142
    @dharmarjhiranmaya4142 3 дні тому +1

    Next time BJP vs Congress! No others...

  • @user-xg1kg9rw7b
    @user-xg1kg9rw7b 4 дні тому +2

    Very.very.good.rabi.bhai

  • @balakrushnanayak2304
    @balakrushnanayak2304 4 дні тому +13

    ଆଉ BJD ଆସିବ ନାହିଁ ପାଣ୍ଡୁ ଖାଇଯାଉଛି

  • @debasishmaity4144
    @debasishmaity4144 11 годин тому

    Rabi Das ତୁମ୍ଭର କଣ - କଟା ହୋଇ ଯାଇଛି କି ନାହିଁ

  • @bikramroutaray935
    @bikramroutaray935 3 дні тому +1

    ଏ ଶଳା ଟାଉଟର କୁ ଆଗ ବନ୍ଧା ଯାଉ

  • @beautyofodisha8251
    @beautyofodisha8251 3 дні тому +1

    ଆପଣସେଇ ଲୋକ ନା ଯିଏ କିଛି ଦିନ ପୂର୍ବରୁ bjd ର ଚାଟୁକାରିତା କରୁଥିଲେ

  • @monajkumarpradhan8898
    @monajkumarpradhan8898 3 дні тому +1

    ରବି ବାବୁ ଜଣେ ବିଜେଡି ଉପଦେଶ୍ଟା...ଆପଣ ବଜଡି ର କର୍ମୀ

  • @surendranathsurendranath8273
    @surendranathsurendranath8273 День тому

    ରାଜ୍ୟ ରେ।ନବୀନ ପଟ୍ଟନାୟକ କଂଭଳିଲୋକମିଳିବେନାହି

  • @bjdoupadazoon.no.1bjdoupad17
    @bjdoupadazoon.no.1bjdoupad17 День тому

    ବିଧାନସଭାରେ ବିରୋଧ ଦଳ ବିରୋଧ କରୁଛି କି ବିରୋଧୀ ଭୂମିକା କଣ ରହୁଛି ଓଡିଶାବାସୀ ଦେଖିବାକୁ ବାକି ରହିଲା

  • @bibhudattamishra2471
    @bibhudattamishra2471 3 дні тому +1

    ସମାଜ ଜି କ ନ୍ୟାୟ jodi BJD Na ମାନିବ ଖାଲି genelar lok କୁ ନେତ କରିବ job ଦେବ bussiness man କରିବ media jounaliist କରିବ ତାହା ହେଲେ ସଫା ହୋଇ ଜୀବ BJD because odisha re SC St obs 94 ଅଛି

  • @pradeepjena3595
    @pradeepjena3595 4 дні тому +15

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🌹❤️🚩

  • @user-bb3br2wv4c
    @user-bb3br2wv4c 3 дні тому +1

    ରବି ବାବୁ କଣ କହୁଛ
    ରବି ବାବୁ ତୁମେ କୁହ bjd କାହିଁକି ହାରିଲା,

  • @ramsankardas5884
    @ramsankardas5884 4 дні тому +14

    Jay Naveen sir ❤

  • @SureshPusti
    @SureshPusti 4 дні тому +1

    ରବିବାବୁ ଆଉ ବିଜେଡି କୁ ଟେକନି, ଆଗାମି ବିଧାନସଭା ଭୋଟ୍ ବେଳକୁ ବିଜେଡି ରେ ନେତାନଥୂବେ ଇଲେକ୍ ସନ୍ ଲଢିବାକୁ, ସବୁଜେଲ୍ ରେଥୂବେ ,

    • @user-nw8ue9pz1v
      @user-nw8ue9pz1v 4 дні тому

      ତୁ ବି ଆଉ ବିଜେପି କୁ ଟେକିନି ମୋଦିବି 2029ଭିତରେ ମୋଦିବି ତିହାର ଯେଲ ଯାଇ ପାରନ୍ତି ସେତେବେଳେ ଟିଭି ହେଡ ଲାଇନରେ ଦେଖାଯିବ ପୁର୍ବ ତନ ପ୍ରଧାନମନ୍ତ୍ରୀ ମୋଦି ଏବେ ତିହାର ଯେଲରେ ମୋଦି ଏବେ ପର ପାଦତଳେ

  • @PratapchandraParida-li5er
    @PratapchandraParida-li5er 3 дні тому +1

    ରବି ଦାସ ର ଟଙ୍କା ଦରକାର

  • @ArabindaPanigrahi-si3xr
    @ArabindaPanigrahi-si3xr 4 дні тому +4

    ରବି ଦାସ analysis ମୂଁ ଦେଖେନି, କାରଣ ସେ ପୁରା ବିଜେଡି ସପୋର୍ଟ ଲୋକ, ସେ ପରିବର୍ତ୍ତନ ଚାହାଁନ୍ତି ନାହିଁ, ବିଜେପି କୁ ବିନା କାରଣ ରେ ବଦନାମ କରାଯାଉଛି, ରବି ଦାସ ଆର ପଲିଭୁ ଭୁବନେଶ୍ୱର ରେ ବିଜେଡି ତତେ ଟିକେଟ ମିଳିବ

    • @byrnkumar3256
      @byrnkumar3256 3 дні тому

      Dekheni ta comment kemiti karuchha dala galuabta kire

  • @bijayapanda1625
    @bijayapanda1625 3 дні тому +1

    ଦୋମୁହାଁ ଭଦ୍ର ଲୋକ,ତୁମ କଥା ସବୁ ମୂଲ୍ୟହୀନ

  • @shototodoroki9055
    @shototodoroki9055 4 дні тому +2

    BJD is a privet company
    Not a PALITICAL party

  • @gajendranathjena356
    @gajendranathjena356 3 години тому

    କିଳାକୁ ଡାକି ଡାକି ନେଉଛି ବିଜେଡି ଓଡ଼ିଶାରୁ ବିଜେଡି ନିର୍ମୂଳହେବ ଦୃନିତି ମାତ୍ରା ଓଡ଼ିଶାରେ କେତେ ପ୍ରକାଶ କର ପାଣ୍ଡିଆ ଓଡିଶା ରାଜ କୁଶ ଲୋଟ କରିବା ସହ ବବି ଦାସ ଘର ଭଙ୍ଗା କଥା କୁହ ଟେକି ଟେକି କହିବା ଠିକ୍ ନୁହଁ ଦୃର୍ନିତି କେତେଖଣି ମାଫିଆ ଅଛନ୍ତି କି ନାହିଁ ଧରାଯିବକି ନାହିଁ କଣ ଦୃନିର୍ନିତି ଚାଲିବ ଓଡ଼ିଶାର😢😮😅😊😂😂

  • @shantanyurout9445
    @shantanyurout9445 3 дні тому

    Very good analysis

  • @manojroutray9603
    @manojroutray9603 3 дні тому +1

    Rabi das
    Apana paramarsa
    Data ruhantu sabu
    Tik heba

  • @sarojkumarmohanty6139
    @sarojkumarmohanty6139 4 дні тому +4

    Rabi babu aji jahaheu bi ganatantra sasan ra birudhi dalara bhumika bisaya re kahichanti ,Kintu Nirbachana purbaru apn BJD ra khosamadia hei jaithile ?, setebele Apan birudhi dala ku samalochana kari BJD sarakara ra sabu beniyam kama ku samarthana kari BJD ra guna gana karuthile ,Aji bi mane rakhantu Naveen babunka pare BJD sabudin paine nasta heijiba ,kebal nija nija bhitare khyamata paine badia pita hei nasta hebe ,?

  • @prafullakumarmall2742
    @prafullakumarmall2742 2 години тому

    ଆପଣ କିଛି ଜାଣିନାହାଁନ୍ତି
    ନ୍ତି

  • @deviprasadmishra6563
    @deviprasadmishra6563 2 дні тому

    ଓଃ

  • @dilliprout869
    @dilliprout869 3 дні тому +1

    Just wait Mr Das all Ready Bjd finish to Grass roots

  • @user-px1zf3mh8x
    @user-px1zf3mh8x 3 дні тому

    Right. Sir

  • @BeheraBehera-mu3gh
    @BeheraBehera-mu3gh 4 дні тому +2

    Ok

  • @freefiresai1922
    @freefiresai1922 3 дні тому

    True

  • @sudhansubhusandash8764
    @sudhansubhusandash8764 2 дні тому

    Thanks B j D should face all anti corruption prob.

  • @ashokkumarsahoo7041
    @ashokkumarsahoo7041 3 дні тому +1

    ପାଣ୍ଡିଆ ପାଇଁ ଦଳ ଛୀନଛତ୍ର ହୋଇଯିବ. BJD ତାର ଅସ୍ତିତ୍ୱ ହରାଇବ. କାରଣ ଏବେ ବି ନବୀନ ନିବାସ ରେ ପାଣ୍ଡିଆନ ତାର ଖେଳ ଚଲେଇଛି.

  • @eTime056
    @eTime056 4 дні тому

    ଭାସ୍କରିଆ ବହୁତ ଚାଲାକ ଅଛି .... କିଛି ମାଲ ପାଇବ ତହେଲେ

  • @laxmidharsatapathy1167
    @laxmidharsatapathy1167 3 дні тому +1

    ରବି ଦାସ କୁ ବିରୋଧିଦଳ ନେତା କଲେ ଭଲ ହେବ।ଇଏ ପାଣ୍ଡୁ ଦଳକୁ ଏକାଠି ରଖିପାରିବେ।

  • @ghasiramdalapati523
    @ghasiramdalapati523 2 дні тому +2

    ତତେ totally ଲଜ୍ୟା ନାହିଁ

  • @madhusudanpraharaj5988
    @madhusudanpraharaj5988 3 дні тому

  • @nikunjabihariparida1038
    @nikunjabihariparida1038 4 дні тому

    Right 🙏💐sir

  • @abhimanyurout1930
    @abhimanyurout1930 3 дні тому +1

    Rabi babu tamr beakar news

  • @Ramesh-zd9yn
    @Ramesh-zd9yn 3 дні тому +1

    Valuless katha kanhiki kahuchha

  • @user-xg1kg9rw7b
    @user-xg1kg9rw7b 4 дні тому

    Very...good.sir

  • @purnachandrasahoo3361
    @purnachandrasahoo3361 3 дні тому

    ❤❤❤❤

  • @gaganbiharibisoi742
    @gaganbiharibisoi742 День тому

    ରବି ଦାସ କୁ ବିଜେଡି ର cm କରିବେ ବୋଲି କହୁଛନ୍ତି ରବି ବାବୁ ରାଜି ତ

  • @bijayparida8085
    @bijayparida8085 3 дні тому

    ବିଜେଡି ଉତ୍ତ ର ଅଧିକାରୀ ବଛାହବ

  • @hemantmohanty-iw8wf
    @hemantmohanty-iw8wf 3 дні тому

    Bjd should be in fighting mood to protect interest of Odisha since it is regional party.

  • @DevrajJena
    @DevrajJena 3 дні тому

    😊

  • @anantanaik549
    @anantanaik549 3 дні тому +1

    Rabi is for bjd

  • @Realhindustani52
    @Realhindustani52 3 дні тому

    ମାଡି ଚାଲ

  • @rahulcreations8517
    @rahulcreations8517 4 дні тому +7

    Jay Bjd 💚💚🐚🐚💚

  • @nareshpattnaik2454
    @nareshpattnaik2454 3 дні тому +1

    ତୁମ ମାନ ଙ୍କପରି ବତି ପେଲା ସାମ୍ବାଦିକ ବିଜେଡ଼ି ଦଳର ଭୁଲୁକୁ କେବେ ଦର୍ଶାଇ ଚ ବିଜେଡ଼ି ଦଳର ମୁଖିଆ ନବୀନ ଙ୍କ। ବାପାଙ୍କ ସମ୍ପତି ଓଡ଼ିଶାର ପୋଲିସ ଖଣି ପାଣି ଜମି ଭୂମି କି?ପାଣ୍ଡିଆ କୁ କିଏ ଦାଇତ୍ୱ ଦେଇ ରାଜ କରିଚିପିଲା ମାନେ ଆମର ପାଠ ପଢ଼ି ଟ୍ରେନୀ ନେଇ ଅଧା ବୁଢ଼ା ହୋଇସଂସର୍ କରି ନପାରି ହାତସର ଚାପରେ ଅପରାଧୀ ହେବାର ମୂଳ ନବୀନ ୨୫ବର୍ଷ ଶାସନ ଯାହା ଗୋଟିଏ କଲା ଶାସନ ଥିଲା ତାକୁ ସଜଡ଼ା ହେଉଚି

  • @bijayanandapanda8816
    @bijayanandapanda8816 3 дні тому

    ଏମାନେ bjp ର ଗୋଲାମ ପରି କାମ କରିବାରୁ ହାରିଲେ

  • @mragrncy9144
    @mragrncy9144 4 дні тому +8

    It is the first and last tenure of BJP.

  • @user-hj1yl6ch2h
    @user-hj1yl6ch2h 4 дні тому +1

    E mahan Rang badala Endua.

  • @manojbiswal5605
    @manojbiswal5605 3 дні тому

    Great advice of Mr Ravi das for BJD

  • @barunakanhar2610
    @barunakanhar2610 3 дні тому

    ଠିକ୍ କହିଛନ୍ତି ସାର୍

  • @saratmohanty4255
    @saratmohanty4255 3 дні тому

    ଆପମଙ୍କ ଭଳି ନିଲଠା ନିର୍ଲଜ୍ଜ ଓଡ଼ିଶାର ଚତୁର୍ଥ କୁକୁର ସଦୃଶ...... ଆପଣ ଆଗରୁ କହୁ ଥିଲେ ଯେ ...ମୋଦି କେବଳ ରତ୍ନ ଭଣ୍ଡାରର ଚାବି ଏବଂ ଚାରି ଦୁଆର ଖୋଲା କଥା ଛଡା ଆଉ ତାଙ୍କର ଭାଷଣରେ କିଛି ନାହିଁ....ତେଣୁ ବିଜେଡି ଜିତିବ.....ପୁଣି ଆଜି ବାଳ କଥା.....