Prathama Premara Prathama Chithi ! Udit Narayan ! Saroj Nanda !

Поділитися
Вставка
  • Опубліковано 10 вер 2024
  • Song Name = Prathama Premara Prathama Chithi
    Singer = Udit Narayan
    Lyrics = Nizam
    Music = Saroj Nanda
    Producer = Dinesh Kumar
    Silent Power Badri
    diL support plZ
    ମୁଁ ଏ ଗୀତର ଓନର ନୁହେଁ - ସବୁ କ୍ରେଡିଟ ଏ ଗୀତ ର original owner କୁ ହିଁ ଯିବ ଏହା କେବଳ entertainment ପାଇଁ କରାଯାଇଛି - ଯଦି କିଛି complain ଥାଏ ତେବେ ଦୟାକରି ଏହି mail I'd ରେ mail ପଠାଇବାକୁ ଅନୁରୋଧ ( badrinarayanbhoi7@gmail.com )
    - ଧନ୍ୟବାଦ -
    Mob = 8596861059 👈

КОМЕНТАРІ • 501

  • @cksingh6827
    @cksingh6827 7 місяців тому +74

    ପ୍ରେମ ରେ ପଡିବା ପୂର୍ବରୁ କେହିବି ଜାଣିନଥାନ୍ତି କି ପ୍ରେମରେ କଣ ସବୁ ଅସୁବିଧା ହୁଏ.... 😍😍

  • @pradipkumarswain6590
    @pradipkumarswain6590 6 місяців тому +39

    ସେ ପିଲାବେଳେ ଯେମିତି ଥିଲା, , ବୋହୁତ ଖୁସି ଥୀଲା ଏବେ ଖାଲି ଦୁଃଖ, ❤

  • @upendrabhoi-yt8zb
    @upendrabhoi-yt8zb 7 місяців тому +75

    ମନେ ପଡେ ସେଇ ବିଗତ ବିରହ ପିଲାଦିନ...ସେଇ ବସନ୍ତ ସେଇ ଫଗୁଣ ସେଇ ପ୍ରେମିକା....ସେଇ ଝରଣା..ବଣବିଲ....ମୋ ଛୋଟିଆ ଗାଁ.....ସେତେବେଲର.....ମୁହଁ ରେ ଗୁଣୁଗୁଣୁ ହେଉଥିବା ଏଇ ଗିତ ଟି.......ପ୍ରଥମ ପ୍ରେମର ପ୍ରଥମ ଚିଠି

  • @amarendrabehera1301
    @amarendrabehera1301 8 місяців тому +232

    ଏବେବି ଏ ଗୀତ ଶୁଣିଲେ ମୁଁ ମୋର ପ୍ରଥମ ପ୍ରେମ କାହାଣୀ କଥା ମନେ ପଡ଼େ ,ମୁଁ ତାକୁ ଏବେବି ବହୁତ ଭଲ ପାଏ ,ସିଏ ଯୋଉଠି ବି ଅଛି ସୁଖରେ ଥାଉ ଭଲରେ ଥାଉ ।

  • @minatimallik2105
    @minatimallik2105 7 місяців тому +87

    ଏହି ଗୀତ ରୁ ମୋର ଭଲପାଇବା ଆରମ୍ଭ ହୋଇଥିଲା, ହେଲେ ଭଗବାନ ଆମ ଦୁହିଁଙ୍କ ପାଇଁ କାହିଁକି ଏତେ ନିଷ୍ଠୁର ହୋଇ ଗଲେ ସେ କଥା ଭାବିଲା ବେଳକୁ ମତେ ପାଗଳ ପରି ଲାଗୁଛି,ଆମେ ଦୁହେଁ ଦୁହିଁଙ୍କୁ ଗୋଟେ ମିନିଟ୍ ଛାଡ଼ି ରହି ପାରୁ ନାହିଁ,ଆମ ଦେହ ସିନା ଅଲଗା ହୋଇ ଯାଇଛି,କିନ୍ତୁ ଆମ ଆତ୍ମା ,ମନ ଓ ଆମ ଭଲ ପାଇବା ଦୂରେଇ ଯାଇ ନାହିଁ ,ଆମେ ଦୁହେଁ ଦୂରରେ ଥିଲେ ମଧ୍ୟ ଆମର ସଂପର୍କ ଠିକ୍ ପୂର୍ବ ଭଳି ରହିଛି,କିନ୍ତୁ ବଡ଼ ଦୁଃଖ ରହିଗଲା ମନ୍ଦିର ରେ ଯେଉଁ ସତ କରିଥିଲୁ ଓ ତାଙ୍କ ପାଖରୁ ଯେଉଁ ଶଙ୍ଖା ସିନ୍ଦୂର ମୁଁ ତା ପାଇଁ ସାଇତି ରଖିଥିଲି ସେ ଜିନିଷ ମୋ ପାଖରେ ଗୋଟେ ଇତିହାସ ହୋଇ ରହିଗଲା,

    • @rituparnnasahoo7502
      @rituparnnasahoo7502 6 місяців тому +1

      Chada say katha nua vaujanku pinched diea❤

    • @palstudyiq9882
      @palstudyiq9882 6 місяців тому

      😭

    • @palstudyiq9882
      @palstudyiq9882 6 місяців тому +1

      I get speach less😢

    • @susantrout6342
      @susantrout6342 5 місяців тому +1

      Satare bhai se samaya ku khali feel karihaba

    • @gopinathdas1638
      @gopinathdas1638 Місяць тому

      Halo mam..ମୁ ଅପଣଂକ ଲୋଭେ ଷ୍ଟୋରୀ ...ଶୁଣିବାକୁ ବହୁତ ଇଛା ଅଛି

  • @RbPosterDesign
    @RbPosterDesign 7 місяців тому +39

    ଏ ଗୀତ ଶୁଣିଲେ ବହୁତ ଦିନ ସ୍ମୃତି ବିଷୟରେ ମନେ ପଡିଯାଏ❤❤ 😭😭

  • @chandanrout4547
    @chandanrout4547 Місяць тому +4

    ସତରେ ପ୍ରଥମ ପ୍ରେମ କୁ କେବେ ଭୁଲି ହୁଅନି.

  • @DMgemarYT99
    @DMgemarYT99 27 днів тому +5

    ଏମିତିକା ଗୀତ ଜୀବନରେ ଥରେ ଶୁଣି ବାକୁ ମିଳେ 💞♥️🙏🙏🙏🙏👍😭😭😭😔😔♥️♥️🙏🙏💔

  • @bikashmohanty7486
    @bikashmohanty7486 Рік тому +13

    ବହୁତ ସୁନ୍ଦର ସଙ୍ଗୀତ

  • @ashokkumarparhi3271
    @ashokkumarparhi3271 Рік тому +68

    2023 re kie kie sunuchhi e song
    Really miss my past

  • @mahendranaik3579
    @mahendranaik3579 Місяць тому +6

    ଏ ଗୀତ ଶୁଣିଲେ ଆଜି ବି ନୂଆଁ ଲାଗୁଚି କୁଆଡେ ହଜିଗଲା ମୋର ସେ ପିଲାଦିନ ଛଟ ବେଳେ ଗାଈ ଚରେଇବା ସମୟ ରେ ମୁଁ ଏ ଗୀତ ବହୁତ୍ ଗାଉଥିଲି ସତରେ କେତେ ଭଲ ଥିଲା ସେ ପିଲା ଦିନ

  • @Tapan801
    @Tapan801 7 місяців тому +19

    ଜାହୁ ମୁଁ ପ୍ରଥମ ପ୍ରେମ ମୋତେ ଧୋକା ଦେଲା ପରେ ଦିତୀୟ ପ୍ରେମ ରେ ମୁଁ ଭାରି ଖୁସିରେ ଅଛି

    • @abinashhsahooo8512
      @abinashhsahooo8512 20 днів тому +1

      Kintu first bhala paiba re second re na thae😢

    • @Tapan801
      @Tapan801 20 днів тому

      @@abinashhsahooo8512 ଥରେ ଭଲ ପାଇ କି ଦେଖ

  • @user-vc7jc8em1i
    @user-vc7jc8em1i 6 місяців тому +3

    ଏବେବି ଏ ଗୀତ ଶୁଣିଲେ ମୁଁ ମୋର ସ୍କୁଲ ବେଳର ଶେ ଭଲପାଇବା ମନେ ପଡେ ❤❤❤

  • @pabanasahoo7839
    @pabanasahoo7839 20 днів тому +1

    Vala❤song❤

  • @JeebanMaharana-ok9jk
    @JeebanMaharana-ok9jk Місяць тому +3

    ପ୍ରକୁତ ଭଲ ପାଇବା ହେଉଛି ଭଗବାନ ଙ୍କ ଗୋଟିଏ ଉପହାର,,ଯାହାକୁ ମିଳିବାର ଅଛି ମିଳିଯିବି,,ତୁମେ ପାଇଁ ❤

  • @pkbvlogstudio3175
    @pkbvlogstudio3175 16 днів тому +2

    ସେ ପୁରୁଣା କଥା ମନେପଡିଲା ବହୁତ୍😢😢😢😢 ଲାଗୁଛି , ଆଉ କଣ ସେ ଦିନ ଫେରି ଆସିବ କି,,,,,,,,,,,,,,,,,,,😢😢😢😢😢😢

  • @risetapan
    @risetapan 8 місяців тому +5

    ନବେ ଦଶକ ପ୍ରାରମ୍ଭରେ ଯେତେ ସବୁ ଓଡ଼ିଆ ସିନେମାର ଗୀତ ହେଉଥିଲା (କେବଳ ଗୋଟେ ଦୁଇଟି ଛାଡିଦେଲେ ) ଆଗ ଭଳିଆ ଶ୍ରୋତାଙ୍କୁ ବାନ୍ଧି ରଖି ପରି ନ ଥିଲା : ସେତେବେଳେ ଆଲବମ ଗୀତ କଣ ଗୋଟେ ସାଧାରଣ ଓଡ଼ିଆ ଜଣେ ନାହିଁ l ଏହି ସମୟରେ ବୋଧେ 1997 ଶେଷ ନଚେତ 1998 ପ୍ରାରମ୍ଭ ରେ ଏ ଗୀତ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନୂଆ ଆଶାର କିରଣ ନେଇ ଆସିଲା, ସମସ୍ତେ ସେତେବେଳେ ଏହି ଗୀତ ଗୁଣୁଗୁଣୁ ହେଉଥିଲେ l ଦୋକାନରେ ଏହି ଗୀତ tape record ରେ (ସେତେବେଳେ mobile phone ତ ଛାଡ଼ DVD vcd ନଥିଲା ) ବାଜିଲେ ଶ୍ରୋତା ଜଣକ ଠିଆ ନ ହୋଇ ରହି ପାରେନି l
    କହିବାକୁ ଗଲେ ଏହି ଗୀତ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନୂଆ ଆଶାର କିରଣ ଆଣିଥିଲା l ଏହା ପରେ ଓଡ଼ିଆ ଆଲବମ ଗୀତ ସବୁ କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଚାଂଚ୍ଛଲ୍ୟ ସୃଷ୍ଟି କରିଥିଲା l

  • @user-me6kq1tq6r
    @user-me6kq1tq6r 13 днів тому

    ପିଲା ଦିନର ପ୍ରେମ ବହୁତ ମନେ ପଡୁଛି କାହିଁକି କେଜାଣି ସେ ଦିନର କଥା ଭାବିଲେ ବହୁତ କଷ୍ଟ ଲାଗୁଛି

  • @KhirodRout-wn3zi
    @KhirodRout-wn3zi 4 місяці тому +4

    ଏଇ ଗୀତ ଶୁଣିଲେ ଏବେ ବି ସେଇ ପୁରୁଣା କଥା ମାନେ ପଡୁଛି

  • @mustakuali9046
    @mustakuali9046 3 роки тому +12

    Vala song

  • @pratapbeherabehera9451
    @pratapbeherabehera9451 3 роки тому +18

    Awesome Bollywood 🌟 Odia language nice
    36 Language re Udit sir gaichhanti

  • @sasankamallik-zx3ov
    @sasankamallik-zx3ov 5 місяців тому +2

    ମୋତି ଆଇ ଲଭ ୟୁ

  • @nitunmoharana2427
    @nitunmoharana2427 6 місяців тому +1

    ଏ ଗୀତ ଆଉ ଏ ସମୟ ଆଉ ଆସିବ ନାହିଁ 🤔ବହୁତ କିଛି ହରେଇ ବସିଛି ଏ ମଣିଷ ❤️ ହସୁଛି ଅଳପ କାନ୍ଦୁଚି ବେଶୀ 😔

  • @user-gn3ts4ql6u
    @user-gn3ts4ql6u 26 днів тому

    Waw kn ahi puruna gita mane padi gale ruma tankuli jauchi....

  • @sureswarsahu3527
    @sureswarsahu3527 7 місяців тому +5

    ମୁଁ ଵି ଏହା ମୋ ଜୀବନରେ ଅନୁଭବ କରିଛି !😢

  • @Kbshhzsbsh
    @Kbshhzsbsh 6 місяців тому +2

    ମୁଁ ଆଜି five years pare ମୋ ପ୍ରଥମ ପ୍ରେମ ର ସ୍ୱର ଶୁଣିଲି ବହୁତ୍ ଖୁସି ଲାଗିଲା, ଠାକୁର ଙ୍କ ପାଖରେ ପ୍ରାର୍ଥନା କରିବି ଯଉଠୀ ବି ରୁହ ଖୁସି ରେ ରୁହ। I Love you,you always stay in my heart forever ❤

  • @AkshayKumar-lh5te
    @AkshayKumar-lh5te 8 місяців тому +15

    ❤ ଅପସୋରା ଅତୀତ

  • @niranjannayak2700
    @niranjannayak2700 2 роки тому +7

    20 barsha ru adhika barsha e gita old is gold

  • @SNayak-eh6qe
    @SNayak-eh6qe 3 місяці тому +4

    ଏବେବି ଏ ଗୀତ ମୋ ଅଜାଙ୍କ ପାଇଁ

  • @jabedkhan8552
    @jabedkhan8552 3 роки тому +17

    babul supriyo meri jaan...

  • @ranjitmajhi8631
    @ranjitmajhi8631 Рік тому +8

    I appreciate saroj nanda sir of this composition song and bollywood singer golden voice of udit narayan sir I'm following to udit narayan voice but i can't

  • @AnjaliSahu-m1l
    @AnjaliSahu-m1l 2 години тому

    Beutfulasong❤❤❤❤❤

  • @manasvlogsyt6662
    @manasvlogsyt6662 8 місяців тому +3

    ପ୍ରେମ ଗୋଟେ ଏମିତି ଜିନିଷ ପ୍ରଥମ ପ୍ରେମ କୁ ଭୁଲି ପାରିବ ନା କାନ୍ଦି ପାରିବ । 😢

  • @sishirnaik1866
    @sishirnaik1866 6 місяців тому +5

    Miss you old day
    Mu jetebele mo premika ku chithi lekhili pratha me mu E gita ra prathama dhadi lekhithili (prathama prema ra pathama chithi lekhuchi alapa bhabuchi besi)hele mora pream full fill helanai 😢😢😢😢😢❤❤❤❤❤❤❤❤❤

  • @sudhakarbiswal5438
    @sudhakarbiswal5438 Місяць тому

    Nice song

  • @sushantpati8254
    @sushantpati8254 2 роки тому +9

    Very nice song

  • @sachinsahoo155
    @sachinsahoo155 Рік тому +4

    Prati stepre mo pila samayara vhala paiba katha Mane padijae a Gita sunile. ❤️

  • @ashishmohapatra2384
    @ashishmohapatra2384 2 роки тому +23

    Jab ye gana me suna mujhe mera purana yad ageya really love this song

  • @sibaramsahu1417
    @sibaramsahu1417 Рік тому +54

    Rain+Highway+Bike+Night+This Song =Heavens

  • @naturalwriterbadal6900
    @naturalwriterbadal6900 3 роки тому +17

    My favorite song

  • @AnilKumar-si3zx
    @AnilKumar-si3zx 13 днів тому +1

    Mu ebe bi mo first love ku mana rakhichhi hele janini se mote mana rakhichhi ki nai .dukha ta lage se mote bujhi parilani ............God kn pain emt kale jadi se mo bhagy re nathila kn pain mo lyf ku taku anile 😢😢....
    Miss you....

  • @welearnsomething280
    @welearnsomething280 2 місяці тому +5

    ପୁରୁଣା ପ୍ରେମ ୧୯୫୦ ରୁ ୧୯୯୮ 😢

  • @soumyaranibhoi9376
    @soumyaranibhoi9376 3 роки тому +11

    Best song 🎶

  • @subhamdas4010
    @subhamdas4010 2 місяці тому +1

    My feveraity songs

  • @user-zj9rr3qe2b
    @user-zj9rr3qe2b 6 місяців тому +2

    First class song very good 👍👌🌹💯♥️ gold voice thank you Udit sir good night Jay Jagannath

  • @mydailylifeliving8048
    @mydailylifeliving8048 Рік тому +1

    N K Das
    What a mind blowing , heart touching, evergreen hit.Jane Kahana gaye wo din... soch ta hoon agar ye sambhab hota to wo purane din main wapas chala jata aur gaon ke us nadi ke kinare baith kar chandni rat main ye gana sunta rehta.....

  • @subhambehera6787
    @subhambehera6787 2 роки тому +8

    Nice..... Old is gold...

  • @sktaquirahemad6498
    @sktaquirahemad6498 2 роки тому +49

    One of the memorable childhood evergreen songs....

  • @gitanjalidas3727
    @gitanjalidas3727 2 роки тому +7

    Worlds biggest singer

  • @PintuPani
    @PintuPani 2 місяці тому +1

    2024 re Kia Kia a song sunacha please like korantu

  • @keshabshett9605
    @keshabshett9605 2 місяці тому +1

    ତୁମ ପରି ମୁବି ପ୍ରମରେ ପଡ଼ିଥିଲି ପାଗଳ ପରି ଭଲ ପାଉ ଥିଲି😢😢😢

  • @biswajitbhoi1324
    @biswajitbhoi1324 2 роки тому +8

    Superb

  • @susantrout6342
    @susantrout6342 5 місяців тому +2

    Se samaya sina nahi hele se smruti rahi jaichi khali mane pakei kichi time feel kale ebe bi sei aga bhalia feel asuchi i really miss this time

  • @PRAMESH_MEHER
    @PRAMESH_MEHER 6 місяців тому +2

    ମୁଇ 5 କ୍ଲାସ୍ ପଢଲା ବେଳେ ଭଲ ପେଇ ଥିନି ଆଜ୍ ତାର୍ କଥା ମତେ ମନେ ପଡୁଛେ ଇ ଗୀତ୍ କେ ସୁନ୍ଳି ଯେ😒😒 i miss you my love 😔😔

  • @narayansebak9923
    @narayansebak9923 Рік тому +13

    Always miss you Saroj Nanda sir, you left us much earlier,it'Sa great loss for music industry.There is no substitute of saroj Nanda sir,. No one call fullfill your place...After you we can't listen such type of music.

  • @bapinarout4870
    @bapinarout4870 Місяць тому +1

    2024 , nice song❤

  • @babubhoy5268
    @babubhoy5268 2 роки тому +6

    Super

  • @DevDev-fi5lf
    @DevDev-fi5lf 2 місяці тому +1

    Bahut bhal lagu che

  • @gautamsethy5802
    @gautamsethy5802 11 місяців тому +2

    Super mind-blowing song

  • @biswaranjannayak2532
    @biswaranjannayak2532 2 роки тому +8

    First love is very heartly love 😘💕💕💕😘😘

  • @anantaananta7764
    @anantaananta7764 3 роки тому +9

    Mast

  • @rkrajeskumar3502
    @rkrajeskumar3502 3 роки тому +8

    Bhai କଇଁ ଫୁଲ ଗୀତ upload kara

  • @user-sr8rl2jc8t
    @user-sr8rl2jc8t 3 місяці тому +1

    ❤❤

  • @pramodinidash6712
    @pramodinidash6712 Рік тому +5

    Heart touching song❤❤❤

  • @sukantibag2954
    @sukantibag2954 2 роки тому +5

    Super 👌👌👌

  • @sibaprasad7922
    @sibaprasad7922 2 роки тому +7

    Congratulations

  • @SuryakantMoharana-jd1hh
    @SuryakantMoharana-jd1hh 7 місяців тому +6

    Kichi katha emiti bi thae na kahaku kahihue na sahihue ❤

  • @arjyaprakashbehera4109
    @arjyaprakashbehera4109 Рік тому +1

    Nice

  • @KURUKSHETRAORIGINAL
    @KURUKSHETRAORIGINAL 7 місяців тому +1

    ମୋର ଯେତେ ସବୁ non odia girlfriends ମାନଙ୍କ ମୁହଁରୁ ... ମୁଁ ଏ ଗୀତ ଗୁଆଇ... ସାରିଛି.... THEY ALL HAPPY THAT THEY CAN... FINALLY SING A ODIA SONG AND ACTUALLY THEY LOVE THE SONG SO MUCH... BECAUSE ईस गाने का हर शब्द का मतलब मैंने उनको समझाया है 🥰🥰🥰🥰🤣😂

  • @sweetsahu801
    @sweetsahu801 3 місяці тому +1

    ❤️😍💕 prathama premara prathama chithi 🤭

  • @kumarbapiphotography9494
    @kumarbapiphotography9494 2 роки тому +11

    Old is gold ❤️❤️❤️❤️

  • @jyotiprakashbehera3383
    @jyotiprakashbehera3383 27 днів тому +1

    Ae gita sunile bahut kandha lage re yaar..

  • @mohantyarun3367
    @mohantyarun3367 2 роки тому +4

    So Beautiful Song

  • @nigamanandabehera136
    @nigamanandabehera136 11 місяців тому +5

    When I listen this song I remember my childhood memories

  • @manoranjanbehera8197
    @manoranjanbehera8197 2 роки тому +7

    Nice ❤️

  • @mr.shibasundardas9495
    @mr.shibasundardas9495 2 місяці тому +1

    Pila Dina Katha Mane padigala ❤ sei chhoto belara sata kahani ❤

  • @RajuKumar-os4lo
    @RajuKumar-os4lo Рік тому +2

    ❤❤❤❤❤Nice❤❤❤Love ❤ song❤❤❤

  • @susantakumar6620
    @susantakumar6620 25 днів тому +1

    My old memories 😢

  • @lokanathpatnayak5685
    @lokanathpatnayak5685 2 роки тому +6

    Mind blowing song echoes forever

  • @arjyaprakashbehera4109
    @arjyaprakashbehera4109 11 місяців тому +1

    Sup

  • @user-hk2rq5zk9l
    @user-hk2rq5zk9l Рік тому +5

    My heart beat this song❤❤❤

  • @Muodiaପୁଅ
    @Muodiaପୁଅ 2 місяці тому

    ମୋତେ ତ ଚିଠି ଲେଖିବା ଆସୁନଥିଲା ମୋ ସାଙ୍ଗ ଲେଖନୀ ଦୋଉଥିଲା love you ଅରୁଣ ❤

  • @sudamsamal3092
    @sudamsamal3092 3 роки тому +7

    My 1st love song mane pakhaidela

  • @heavenlyfire6259
    @heavenlyfire6259 5 місяців тому +1

    Mere bf ne yeh song sunaya tha isliye aaj mein yeh sundar sa song sunri. Hu ❤

  • @manoranjanbehera8197
    @manoranjanbehera8197 3 роки тому +7

    ❤️❤️❤️

  • @deepakkumarbehera4155
    @deepakkumarbehera4155 2 роки тому +4

    Childhood evergreen song............

  • @satyajitlenka942
    @satyajitlenka942 2 роки тому +6

    Awesome

  • @ranjitkumarsahoo2257
    @ranjitkumarsahoo2257 2 роки тому +11

    Mind refreshment 😍

  • @SNayak-eh6qe
    @SNayak-eh6qe 3 місяці тому +1

    କାରଣ ମୋ ଅଜାଙ୍କୁ ବେସୀ ଭଲ ପାଏ

  • @PintuBhoi-zk7fv
    @PintuBhoi-zk7fv 11 місяців тому +1

    Nicely most beautiful😍❤ 🎵song

  • @Noobgamer-pm1oc
    @Noobgamer-pm1oc Місяць тому +1

    Thanks writer ❤

  • @pabanasahoo7839
    @pabanasahoo7839 20 днів тому

    Pratama❤prama❤

  • @sanojkumarbehera4952
    @sanojkumarbehera4952 Рік тому +2

    Really mind-blowing song!

  • @rajkishoresamal8609
    @rajkishoresamal8609 3 роки тому +9

    Udit sir

  • @debiduttaramakrushna4873
    @debiduttaramakrushna4873 Рік тому +5

    This song has separate feelings 😍

  • @akashpaikaray6265
    @akashpaikaray6265 2 роки тому +8

    The beautiful string collapsed after Saroj Sir's sad demise. 💔

  • @Jagannath76656
    @Jagannath76656 4 місяці тому +1

    Love you my love and happiness love sonali and srikanta angul ❤❤

  • @sarojdas7032
    @sarojdas7032 Місяць тому

    ମନେ ପଡିଛି ବୋଲି କିଏ ଶୁଣି ବାକୁ ଆସିଛ like କର

  • @diptiranjanmishra2810
    @diptiranjanmishra2810 Рік тому +2

    25 barsha tala gita. Evergreen song.

  • @sritampradhan5984
    @sritampradhan5984 2 місяці тому +1

    When carbonyl compounds are reduced with hydrazine in the presence of koh in ethylene glycol at about 455to 475 k to form alkane. This reaction is called wolf krishner reduction.