Jete thoro suline laguchi jemiti 1st time sunuchi Mone podi jauchi cassette au sterio Really Amar Prema Title kebolo Album title nuhe , album ro protek ti song Amar
Ehi casste ku stereo re kete thar suni thibi mora mane nahi cassate ra sabu gita mind cassate re pura print hei rahi jaichi kintu na stereo achi na se odio cassate achi kebal smurti banchi rahichi.golden day
Any moment any second 😂😂any minute any our any month any year mind be always free and fresh listen it song and want to listen it song again by again 😅😅
ବନ୍ଧୁ ଆଜିର ସମୟ ରେ ଯେଉଁମାନେ ଶୁଣୁଛନ୍ତି ଏହି ଅଭୁଲା ଗୀତ ସେହି ପିଲା ଦିନ ସ୍ମୁତି କୁ ମନେ ପଡିଯାଉଛି ❤❤❤❤ଅଶୋକ କୁମାର ❤️❤️❤️❤️❤️❤️😅😅😅😅😅😅
ଅତୀତ ର ହଜିଯାଇଥିବା ପ୍ରେମ କୁ ପୁଣି ଥରେ ସତେଜ୍ କରିଦିଏ ଏହି ହୃଦୟସ୍ପର୍ଶୀ ସଙ୍ଗୀତ
ହୃଦୟରୁ ଲେଖା ଯାଇଥିବା ଅଭୁଲା ଗୀତ ❤ ଚିର ସବୁଜ
ଏ ଦୁନିଆ ରେ ପ୍ରେମ ଏହି ପରି ଲୋପ ପାଇ ବାକୁ ବସିଛି ଏ ଦୁନିଆ ରେ ପକୃତ ପ୍ରେମ ଆଉ ମିଳୁନି ଏ ଗୀତ ରେ ଲୁଚି ଅଛି ଅନେକ ଜଣଙ୍କ ନିଶ୍ୱାରଥ ଭଲ ପାଇ ବା ମନେ ପଡେ ahi ଗୀତ ରୁ
Old is gold❤..bahut Dina pare Amara Prema album songs sunibaku ichha hela.
ମୋତେ ତ ପ୍ରେମ ହେଇନଥିଲା କିନ୍ତୁ ଏଇ ଅମର ପ୍ରେମ, ପ୍ରେମ ଶିଖେଇ ଥିଲା, ଅଭୁଲା ସ୍ମୃତି ମନ ପକେଇଦେଲା... ପ୍ରେମ ସାସ୍ୱତ ଚିର ଅଭୁଲା.....
Babulsiprio ମହମ୍ମଦ ଅଜିଜ ଉଦିତ ନାରୟଣ ସୁରେଶ ୱାଡକର ଅଭିଜିତ ଅନୁରାଧା paudwal କୁମାର ସାନୁ ଙ୍କ ଓଡ଼ିଆ ଆଲବମ୍ ବହୁତ୍ ବହୁତ୍ ସୁପର ହିଟ ହଉଥିଲା ଶୁଣିବାକୁ ବହୁତ୍ ଭଲ ଲାଗୁଥିଲା❤❤❤
😊😊😊
😊😊😊😊😊😊😊😊😊o😊😊😊😊😊
😊😊😊😊😊😊😊o😊😊😊😊😊p😊😊😊😊p😊points l😢😊😊
ବହୁତ ସୁନ୍ଦର ଗୀତ ସାର୍ 🙏💞🪴🌹🥀🌷🌹👌🤙👌
thanks for the upload #SUNmusic😍
Bhai Puruna Smuriti Mane padigala....... bhai..... aau prrathma prema...... really misssssss
Wow nice
Amiti song aau sunibaku miluni🥰🥰🥰🥰🥰🤗🤗
ଗୀତ ରହିଯାଇଛି କିନ୍ତୁ ସମୟ କୁଆଡେ ଚାଲିଗଲାଣି। ପୁଣି ଫେରି ଆସନ୍ତା ନି ସେଇ ଛୋଟ ବେଳ ର ସମୟ 😢😢😢
ସମସ୍ତଙ୍କୁ ନିଜ ନିଜ ପ୍ରେମ କାହାଣୀ ମନେ ପଡିଯାଉଛି ନିଶ୍ଚୟ। ଛାତି ଭିତର ଟା କୋରି ହେଇ ଯାଉଛି।
ଏଇ ଭଳିଆ ଗୀତ ଆଉ କାହିଁ?
😢😢😢😢 right
କି ସୁନ୍ଦର ଗୀତ କାନ ଶୁଣିଲା ବେଳ କୁ କି ଖୁସି ହେଇ ଯାଉଛି 😮😮
ଏଇ ସନ୍ ମ୍ୟୁଜୀକ୍ ପୁରୁଣା ଆଲବମ୍ ଯେତେ ଶୁଣିଲେବି ଆହୁରି ଶୁଣିବାକୁ ଇଛାହୁଏ❤❤❤❤❤❤❤ Hyderabad Ru Prasanta
Jauban .....samay.....mane pade.....I like that.. very interesting❤❤❤
ବହୁତ ସୁନ୍ଦର....
Mu choto belusuni aasuchhi ahi gitagudaka bahut Sundar all song❤❤❤❤ sun music ku bahaut bahaut dhanyavad ahigita gudaka UA-cam re upload kari thiba ru
❤😢❤
Best album forever ❤
ଶୁଣିବାକୁ ଆହୁରୀ ଇଚ୍ଛା ❤❤❤
Wow ... 😔 Nice song
All song super hit😍😍😍😍
ଶ୍ରୀକାନ୍ତ ଗୌତମଙ୍କର ଏବଂ ସରୋଜ ନନ୍ଦଙ୍କର ନିର୍ଦ୍ଦେଶନା ର ଗୀତ ସବୁବେଳେ ଅମର ରହିବ l
ପୁରା ଏକମତ।
ଏ ଗୀତ ସବୁ ଅଭୁଲା।
All gita super hits 👌👌
Old is gold, ଏ ଗୀତ ଗୁଡାକ ବହୁତ ଭଲ ଲାଗୁଛି!!!
Ever green ❤❤❤❤❤❤❤
Old memory very nice
Old is always memorable
Really ,Bahuta sundar song 🎉🎉
Old is gold nic one
Nice 👍
Jete thoro suline laguchi jemiti 1st time sunuchi
Mone podi jauchi cassette au sterio
Really Amar Prema Title kebolo Album title nuhe , album ro protek ti song Amar
Nice song
ମତେ ବହୁତ୍ ଭଲ ଲାଗିଲା ପୁରୁଣା ଗୀତ ଶୁଣି ପୁରୁଣା ସ୍ମୃତି ସବୁ ମନେପଡିଗଲା
❤❤❤❤ sundr
Old is gold
🌺
My all favorite song
ସେଦିନର ଗୀତ ଶୁଣିଲେ ପୁରୁଣା ସ୍ମୃତି ସବୁ ମନେ ପଡ଼ିଲା,,,,,❤😅😅😅
He Prabhu 🙏🙏🙇♀️🙇♀️🙏🌹
ମୋ ଛୋଟ ବେଳେ ଏ ଗୀତ ସବୁ ବାହାଘର ଆଉ ଠାକୁର ପୂଜା ରେ ମାଇକ ରେ ବାଜେ ବହୁତ୍ ସୁନ୍ଦର୍ ଲାଗେ ଶୁଣିବାକୁ, ଅଜି ବି ସେ ଦିନ ସବୁ ମନେ ପଡିଯାଉଛି ଏ ଗୀତ ଶୁଣିଲେ। ଧନ୍ୟବାଦ୍ sun music 😢
Miss those days ❤
Pila dina katha eba b mane pade miss u chilbe day
I love shrikant gautam sir❤❤❤🎉🎉🎉
Sup erhit song
Right 👍👍👍
Ever green song
Old is Gold
Mind blowing song ❤😂
Srikant goutam Lyrics+Saroj nanda music+ Babul supriyo voice= Deadly combination
All song superhit❤❤❤❤❤❤
Aji kali ai gita sunibaku miluni 😢😢😮
❤❤❤❤
ସତ ,,,ଭାଇ ,,ଗୀତ ଶୁଣିବାପରେ ଲାଗୁଛି ,ଜୀବନ ରେ ସତ ଭଲ ଭଲପାଇବା କୁ ହିଁ ଅମର ପ୍ରେମ କୁହାଯିବ
ଏ ଗୀତ ଶୁଣି ମୋର collage କଥା ମାନେ ପଡିଗଲା
Wow😮 nice song
ଏ ଗୀତ ଶୁଣିଲେ ଲାଗୁଚି ସେପିଲା ଦିନ ପୁରୁଣା ସୃତି ଏବେ ପେରିଆସିଛି 👌
Alwege ever green
ati sundar gita
Puni ferijibi ki sei puruna jugoku. Sei casette gito suninaro moja niara thila. 😊
Ehi casste ku stereo re kete thar suni thibi mora mane nahi cassate ra sabu gita mind cassate re pura print hei rahi jaichi kintu na stereo achi na se odio cassate achi kebal smurti banchi rahichi.golden day
Very nice song ❤❤❤❤❤
Sruti ek sanjbati❤
Very nice ❤
ସୃତି ଏକ ସଞ୍ଜ ବତି...❤
A sabu Gita akhire luha dei Dia 😢😢😢😢😢😢😢
Babul supriyo the best singr❤❤❤❤❤❤
Sath katha
::ଅମର୍ ପ୍ରେମ::ଆଲବମର ସମସ୍ତ ସହଯୋଗୀ ଅମର ରହେ, ଏମିତି କେହିନାହିଁ ଯେ ଭଲ ପାଏ ନାହିଁ।
I LOVE........
My small child time song 🙏🙏2003
Miss u 2003
ସତରେ ଶିକୁନି ଆଉ ସରୋଜ ନନ୍ଦ ସାରଙ୍କ ବହୁତ ସୁନ୍ଦର ଗୀତ ତାକୁ ବାବୁଲ ସୁପ୍ରୀୟୋ, କ୍ରୀଷ୍ଣା ବେଉରା, ସୁରେଶ ୱାଡେକର, ଉଦିତ ନାରାୟଣ ଜୀବନ୍ତ କରି ଗାଇଛନ୍ତି। ସାରା ଜୀବନ ଭୁଲି ହେବ ନାହିଁ
Ghb t
😊
😊😊😊
@@charulatamangaraj94228 in 888
Great sikuni bhai amazing
Nice song fling
My childhood song old is gold
Very nice song
My all favourite song
All time evergreen ❤️
❤
Ahi gita sahita Mora pratham prem
Old is gold
Saroj Nanda sir ❤🎉🎉
🙏🌹
Monotaku tike Santi Lage ai gito sunile
ଅତୀତର ଅଭୂଲା ସ୍ମୃତି ଗୀତ ,ଯେତେ ଶୁଣି ଲେ ବି ମନ ବୁଝୁନି , ଆହୁରି ଶୁଣିବାକୁ ଇଛା ହେଉଛି।
👍👍👍👍👍👍
👍👍👍👍👍👍
Any moment any second 😂😂any minute any our any month any year mind be always free and fresh listen it song and want to listen it song again by again 😅😅
😮
😮😢
Op
Mostly i like babulsuprio all odia album song ❤❤❤🎼🎶💘💗🎶🎼💘💗❤️ my favourite singer 🎤🎤🎆🎇🎼🎶💗❤️💗💗
Oldisgold
ଏମିତି ପୁରୁଣା ଗୀତ ଶୁଣିଲେ ଜୀବନ ର ବହୁତ ଭଲ ବହୁତ ଖରାପ ଘଟି ଥିବା କଥା ମନେ ପଡ଼ିଯାଏ
ମତେ ବହୁତ ଭଲ ଲାଗିଲା ପୁରୁଣା ଗୀତ
Heart touching 😢
❤
Bartaman barsha hauchi mun ghare achhi au andhara ghare aei Gita sunuchi ki anubhuti
So nice 👍 song 💞
I love A
🙏💖🙏3️⃣4️⃣1️⃣
I love my india
❤❤❤❤❤❤❤❤❤❤❤❤❤
ଯେତେ ଶୁଣିଲେ ବି ମନ ଭରେନା
❤❤❤
❤❤❤ very very nice songs 💖💖💖💖💖
ସତ ରେ କେତେ ସୁନ୍ଦର ଥିଲା ସେ ଗୀତ. ଯେତେ ଶୁଣିଲେ ବି ମନ ଭରୁନି