Bhai hua kahuchi jagarnath modi nka bhakta tanku vote dee tame bahut punya Kari deecha ayodhya ke log toh ase badnam hai dogle toh hamare Puri ke log hai
@@Chiranjeeb_Choudhury Bujhi paruni loka kemiti kichi Question pacharu nahanti semanku jou mane ate thara jaganath nku Nabin patnayak boli kuhanti aau kebe kehi lokanku ta chada ,Swayam Jaganath nku bi khyma prathana kari nahanti.
@@rudrapratap830 aama area ra kichi govt au private land pakha pakhi thila . Sabu ku collector officer nku lagei hadap karichi. Sadharana loka ku ta prapya b delani
Ame sunichu ... Rahul ra Katha upare control nahi . Aita sata katha . Au jou congress Ramachandra nka upare question kari thila seman nku upare bharasa kn Kariba . Sabu bele hindu birodhi congress @@Rajibacharya17
@@ashirbadsahoo9237pua congress ra history jaiki tike check kare sie kete bhul karichhi janiparibu bjp ra ta bhul achhi kintu congress jemiti bhul karichhi tara khyama e janma re bi nahin
Bhai kemiti janila ? Mu b bjp supporter hele kahaku gote same kahili je mate sodhileni but murkha hin khali kahiki chhadidele. Tike kahiba kemiti jaanile mu b taanku same kahibi
Excellent and heart touching speech. We,the voters of Puri parliamentary constituency, are all proud of you Sambit Sir. Hope,you will continue your struggle relentlessly for Hindutva. Jay Jagannath
Mu gote hindu .mu kounsi librendu ki secularism nuha.jiye asiba hindu dharama ku kahiba au chalijiba.sala hindu majority Thai ki bi jihadi sabu hindu festivals re utpat hauchanti setebele kouthi librendu sabu Mari jaucha
@@ChampaBhatra-j7lHindi boli kichhi religion nahin, amara religion heuchhi Hindu🙏 Tuma comments ru jana paduchhi, tume hindu ki nahin🙏 Hindu ku hindi boli lekhuchha
ଧନ୍ୟବାଦ୍ ସାର୍ ଆପଣ ଆମ ଜଗନ୍ନାଥଙ୍କ ବିଷୟ ରେ ଲୋକସଭା ରେ ଏହି କଥା ଉଠାଇ ଥିବାରୁ ବହୁତ ବହୁତ ଧନ୍ୟବାଦ୍।
Jagannath katha world janilani ea eathi kau bada kama karuni
@@Monojdas541Thik kotha pura.... Jagannath ku neiki Rajoniti karuchi sola Bjp
Rahul ku bujhau thila loktantra kahaku kuha jaye@@ytbikash3074
@@ytbikash3074 are bhinoi sunu se para Puri ra MP jagannath ka katha kahibani ka BJD ra sarthi baba Katha kahi ba 🧟👈😂😜
Mo bhalo loka se
ପୁରୀ ର ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ..ସେମାନେ ସମ୍ବିତ୍ ପାତ୍ର ଙ୍କୁ ଭୋଟ ଦେଇ ଥିବାରୁ ସେ ଆମ ଓଡ଼ିଶା ର ପ୍ରତିନିଧି କରି ପାରୁଛନ୍ତି ସାଂସଦ ରେ🙏🏽🙌
Bhai hua kahuchi jagarnath modi nka bhakta tanku vote dee tame bahut punya Kari deecha ayodhya ke log toh ase badnam hai dogle toh hamare Puri ke log hai
,
ଏକଦମ୍ ସତ କହିଲେ
ଧନ୍ୟବାଦ ସମ୍ବିତ ବାବୁ, ଆମ ଉତ୍କଳ (ଓଡିଶା )ରୁ ନିର୍ବାଚିତ ହୁଇ ଲୋକସଭା ରେ ଏମିତି ପାଠ ପଢ଼େଇ ଥିବାରୁ ଜୟ ଜଗନ୍ନାଥ
perfect logo ku patha jaichi agaku dekha kan heba
ବହୁତ ବହୁତ ଧନ୍ୟବାଦ ପୁରୀ ବାସୀ... ଏଭଳି ସାଂସଦକୁ ଚୟନ କରିଥିବାରୁ... 🙏❤️
ଜୟ ଜଗନ୍ନାଥ 🙏🙏🙏🔥
ଧନ୍ୟବାଦ ସମ୍ବିତ୍ ବାବୁ ମୋ ଲୋକସଭା ପୁରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି ।
Sambit Patra Jia ki kuhanti PM Modi ra bhakta Mahaprabhu Jagannath
@@deepakdilla6392Tapare sie bhul magithile ,but Pratap dev jou kahithila Nabin patnayak nku Jaganath sethipain sie bhul maginathila
Bhai lo se Bhul re kahi deithile@@deepakdilla6392
@@tapasswain3231 Khali se jane nuha bhai Odisha ra Jagannatha Naveen Patnaik boli bahut jana BJD karmi agaru kahichhanti. Kehi bhul maginahanti.
@@Chiranjeeb_Choudhury Bujhi paruni loka kemiti kichi Question pacharu nahanti semanku jou mane ate thara jaganath nku Nabin patnayak boli kuhanti aau kebe kehi lokanku ta chada ,Swayam Jaganath nku bi khyma prathana kari nahanti.
ପୂର୍ବରୁ ପାରଲିଆମେଣ୍ଟ ରେ ଏହି ପରି ବକ୍ତବ୍ଯ ରଖି ପାରୁ ଥିବା ଓଡ଼ିଆ ବୋଧହୁଏ କେହି ନ ଥିଲେ। ଅଧିକାଂଶ member କେବଳ ଉପସ୍ଥାନ ପକାଇ ଆସୁଥିଲେ। parliamentରେ ଏହିପରି ଉପସ୍ଥାପନ କରିପାରୁଥିବା ଲୋକ ମାନଙ୍କୁ ଆମେମାନେ ନିରବାଚିତ କରିବା ଉଚିତ୍।
R8 bro,👌👌👌
Same word bhai
Modi ke bhakt jaganath ye banda ye na
Right bro
Gala thara ae byakti ku puri basinda harei dei thile. Aaji garva anubhav karuchhanti😅
ଏମିତି ନେତା ଆମ ଓଡ଼ିଶାରେ ଥିବାରୁ ଆମେ ଗର୍ବରେ ମଥା ଟେକି କହିବା ଜୟଉତ୍କଳ ଜୟ ଜଗନ୍ନାଥ ।
Wow super speech sambit ji 🙏.ଆଜି ଗର୍ବ ଲାଗୁଛି ଆମେ ଓଡଶା ର ବୋଲି । ଜୟ ହିନ୍ଦ।। ଜୟ ଭାରତ।। ଜୟ ଜଗନ୍ନାଥ🙏
❤️🙏❤️ Jay Sri Jagannath ❤️🙏🌺🙏❤️ Nice Coment ❤️🙏🌺🙏❤️
Bala speech... Sala odisha ra reputed vadra chora
@@shaswatrath1594 କଣ ଚୋରି କରିଛନ୍ତି କୁହ ତ ଟିକେ ??
ବେକାର କୋଥା
@@rudrapratap830 aama area ra kichi govt au private land pakha pakhi thila . Sabu ku collector officer nku lagei hadap karichi. Sadharana loka ku ta prapya b delani
ସମ୍ବିତ ସାର୍ ମୁଁ ମୋର ଭୋଟ ଟି ଆପଣଙ୍କୁ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି 🙏
ଗର୍ବ ରେ କହୁଛି ମୁଁ ହିନ୍ଦୁ 🙏ଜୟ ଜଗନ୍ନାଥ 🙏🚩ଜୟ ସନାତନ
@@r.naik.haribolmu b hindu boli garba anubhab kare
Shame on you
Jay Shree Ram ❤
Aare bhai rahul gandhi kichhi bhul kahini.. Ae bjp wala au godi media tama ku mislead karuchi
Ame sunichu ... Rahul ra Katha upare control nahi . Aita sata katha . Au jou congress Ramachandra nka upare question kari thila seman nku upare bharasa kn Kariba . Sabu bele hindu birodhi congress @@Rajibacharya17
Right ରାହୁଲ ଠିକ୍ କହିଛନ୍ତି... ହିନ୍ଦୁ ହିଂସ୍ର ନୁହେଁ ❤❤❤
Yes
Yes
ଯେଉଁ ଓଡ଼ିଆ ମାନେ ଅପରାଜିତା ଙ୍କୁ ବିରୋଧ କରୁଛନ୍ତି ହୁଏତ ଏହି ଭାଷଣ ଶୁଣି ନଥିବେ ବା ବୁଝି ପାରି ନ ଥିବେ।
ଧନ୍ୟବାଦ ସମ୍ବିତ ପାତ୍ର ଆମ ଓଡ଼ିଶା, ଆମ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଦେଶ ବାସୀଙ୍କ ଆଗରେ କହିଥିବାରୁ
Excellent speech
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
ଜଗତର ମଙ୍ଗଳ ହେଉ ପ୍ରଭୂ।ସନାତନ ଧର୍ମକୁ ବିକୃତ କରି ପବିତ୍ର ସଦନରେ ମତ୍ତ ରଖିଥିବା ରାହୁଲ ଗାନ୍ଧୀ ଙ୍କ ପତ୍ତନ ନିଶ୍ଚିତ।
ଯେଉଁ ରାଜନେତା ମାନେ ହିନ୍ଦୁ ଙ୍କୁ ବିରୋଧୀ ସେମାନଙ୍କୁ ଆମ ହିନ୍ଦୁ ସମର୍ଥନ କରିଛନ୍ତି।। ଏତେ ସାହସ କରିବ । ଜାଗ୍ରତ ହୁଅ ହିନ୍ଦୁ।।
Balo hebe ....... advance ago tume pochore rahibo
Don't you have sence to say politics leader's are not against of Hindu
Mo balo 😂loka se
Rahul ji ka pura bhasan suno koun kya kaha pata chal jayega.
Ame jati nithi dekuna bai
ଧନ୍ୟବାଦ ପୁରୀର ସାମନ୍ତ ଭାଇ ଭଉଣୀ ମାନଙ୍କୁ ଏମିତି ସାଂସଦ ବାଛିଥିବାରୁ 🙏🙏🙏🙏
ହିନ୍ଦୁ ଭାଇ ମାନେ ଏକତା ରହୁ ଆଗକୁ ପଠାଣ ଙ୍କ ଉତ୍ପାତ ବଢିବ ଏବେଠୁ ତାଙ୍କୁ ସାବଡ଼ କରିବା.. ଜୟ rss ଜୟ ହିନ୍ଦୁ ଜୟ ବିଜେପି.
Right
Aagaku na pacha ku
Balasore re danga start b helani .... Be ready boys
Bou bia re dam achi magia
Ye thara. Oura safa kara Baleswar ku@@trus-ant07
ଧନ୍ୟ ଧନ୍ୟ କଳିଙ୍ଗ ପୁତ୍ର ସମ୍ବିତ୍ ଭାଇ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🚩🚩🚩🚩🚩🚩🚩
ସମ୍ବିଦି ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Au dadan jainu bodhe
ରାହୁଲ ର ବୟାନ୍ ରେ ଏଇଟା ସଂପୂର୍ଣ ରୂପେ ପ୍ରମାଣିତ ହେଉଛି ଯେ ରାହୁଲ୍ ହିନ୍ଦୁ ନାହାନ୍ତି।
Tamara kou cast kii
ପାତ୍ର ସାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ବକ୍ତବ୍ୟ ରଖିଥିବା ରୁ..... ସନାତନ ସଂସ୍କୃତି ଆଉ ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ.... ଜିବେ ଦୟା ହେଉଛି ସନାତନ ସଂସ୍କୃତି ପ୍ରତୀକ.... ଜୟ ଜଗନ୍ନାଥ... 🚩🚩🚩
ବହୁତ ଗର୍ବିତ ସ୍ୱାଧୀନତା ପରେ ଜଣେ ଖାଣ୍ଟି ଓଡ଼ିଆ ପୁଅ, ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ ଏତେ ସୁନ୍ଦର କଥା ଉପସ୍ଥାପନା ଭାରତୀୟ ସାଂସଦ ରେ କରିଥିବାରୁ, ବହୁତ ବହୁତ ଧନ୍ୟବାଦ,
ବହୁତ ଗୁରୁତ୍ବପୁର୍ଣ କଥା ରାହୁଲ ଗାନ୍ଧୀ ଆଉ କେବେ ହିନ୍ଦୁ ଧର୍ମ ବିଷୟ ରେ କହିବେନି
Karan BJP Bala natak karibare dhurandhar.
@@ashirbadsahoo9237 ଆରେ ତୁମେ କଣ
ମୁସଲିମ ସମ୍ପ୍ରଦାୟର
Ya bapa Muslims 😂😂😂😂😂@@ashirbadsahoo9237
ପାକିସ୍ତାନ ପ୍ରେମ ପୁରା ଭରିକି ରହିଛି କ୍ରୀତଦାସ ମାନଙ୍କ ଠାରେ
@@ashirbadsahoo9237pua congress ra history jaiki tike check kare sie kete bhul karichhi janiparibu bjp ra ta bhul achhi kintu congress jemiti bhul karichhi tara khyama e janma re bi nahin
ଜୟ ଜଗନ୍ନାଥ 🙏🏽 ହିନ୍ଦୁ ଏବଂ ସନାତନ ପାଇଁ ମୁଁ ଗର୍ବିତ ଆଉ ମୋ ସ୍ୱାଭିମାନ l ଧନ୍ୟବାଦ ସମ୍ବିତ ମହାପାତ୍ର sir l
ଯଦି ସଚୋଟ ହିନ୍ଦୁ ହୋଇଥିବେ ତାହେଲେ ନିଜ ଜୀବନ ଚାଲିଯାଉ ପଛେ କେବେବି କଂଗ୍ରେସ କୁ ଭୋଟ ଦିଅନ୍ତୁ ନାହିଁ ବିଶେଷ ଭାବେ ରାହୁଲ ପଠାଣ ଯେଉଁଭଳି କହିଲା ଯେ ଯିଏ ହିନ୍ଦୁ ହୋଇଥିବ ସେ ଗୋଟିଏ ହିଁଶୃକ ଯାହା ହିନ୍ଦୁଧର୍ମକୁ କୁଠାର ଘାତ ସହ ସମାନ ଯଦି ଏତେ ପ୍ରବଚନ ଦେଉଛି ଗୋଟିଏ ଥର ଶୁଣିଛନ୍ତି ମୁସଲମାନ ବିରୋଧରେ କହିବା କ'ଣ ସେମାନେ ସତୀ ସାବିତ୍ରୀ ଆଉ ହିନ୍ଦୁମାନେ ବେଧ ଯେଉଁ ଧର୍ମ ଅଶୁର ସହ ସମାନ ଖାଲି ଯେତେବେଳେ ଦେଖ ନୃଶଂସ ଭାବେ ଆକୁ ତାକୁ ହତ୍ୟା କରିବା ଆଉ ବିଶେଷ ଭାବେ ନାସିର୍ଉଦନ୍ ଓଏସି ଯେଉଁଭଳି ଭାବରେ ଶପଥ ଗ୍ରହଣ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ କୋଉଠି ଥିଲା ରାହୁଲ ପଠାଣ କଣ ଶୋଇ ପଡ଼ିଥିଲା ସେ ବିଷୟରେ ପଦେ କହିଲାନି ତେଣୁ ସମସ୍ତ ହିନ୍ଦୁ ମାନଙ୍କୁ ଅନୁରୋଧ କରୁଛି ରାଜନିତୀ କର କିନ୍ତୁ ପ୍ରଥମେ ନିଜ ଧର୍ମ କୁ ଦେଖା
Right
Jay .. BJP
Joy shree Ram 🙏🙏🙏
Tame BJP ra chamcha 😂
Rahul is mixture that's why he don't like hindu
ବହୁତ ବଢିଆ କଥା କହିଲେ,ଜଗନ୍ନାଥ ସଂସ୍କୃତି, ସନାତନ ସଂସ୍କୃତିର ମହତ୍ତ୍ବକୁ ସଂସଦରେ ଉପସ୍ଥାପନ କରି ବିରୋଧୀଙ୍କ ପାଟି ଚୁପ୍ କରିଥିବା ଯୋଗୁଁ ଆପଣ ଧନ୍ଯବାଦର ପାତ୍ର ଅଟନ୍ତି।ଜୟ ଜଗନ୍ନାଥ ।
ପ୍ରକୃତ ରେ devopement ଦେଖ ଭାଇ
ସନାତନୀ ସନାତନୀ କଣ ଲୀଳା ଚଳେଇଚ।
Excellent, Proud of Odisha
ବହୁତ ଖୁସିର ବିଷୟ ଏବେ ସଂସଦରେ ଓଡିଆ ତଥା ଜଗନ୍ନାଥ ଧାମ ଓଡ଼ିଶାର ସ୍ବର ଶୁଭୁଛି। ଧନ୍ୟବାଦ ଓଡିଶାବାସୀ ଏଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ସଂସଦ କୁ ପଠେଇଥିବାରୁ। ଗର୍ବରେ କହେ ମୁଁ ହିନ୍ଦୁ ମୋ ଧର୍ମ ମୋତେ ହିଂସା ଶିଖେଇନି। ଏ ରାହୁଲ ପପୁ ଆଉ ସୁଧୁରିବନି ପାଗଳା ଭଳିଆ ହଉଛି ଏ ସଦନରେ।
ଓଡିଆରେ ମତାମତ ରଖିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ୍🙏
ମୁଁ ପ୍ରଭୁ ଜଗନ୍ନାଥଙ୍କ ମାଟିରେ ହିନ୍ଦୁ ଭାବରେ ଜନ୍ମ ନେଇଥିବାରୁ ମୁଁ ନିଜେ ଗର୍ବ ଅନୁଭବ କରୁଛି ଜୟ ଜଗନ୍ନାଥ 🙏🚩⚔️ ଜୟ କଳିଙ୍ଗ ⚔️
Jay jaganat
ହିଂସା ତ କଂଗ୍ରେସ କରେ, ହିନ୍ଦୁମାନେ କେବେ ହିଂସା କରନ୍ତିନି, କେବଳ ସହନ୍ତି, କାଶ୍ମୀର ରେ ମୁସଲମାନ ମାନେ ଆତଙ୍କବାଦ କରନ୍ତି, ହିନ୍ଦୁ ମାନଙ୍କୁ ପିଟି ମାରି ତଡି ଦେଲେ, ହଜାର ହଜାର ହିନ୍ଦୁ ଙ୍କୁ ହାଣି ଦେଲେ, ସେତେବେଳେ କଂଗ୍ରେସ ପଠାଣ ମାନଙ୍କ ପାଇଁ କିଛି ପଦକ୍ଷେପ ନେଇ ନ ଥିଲେ
ସେଥିପାଇଁ ମୋଦିଙ୍କର ଭକ୍ତ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ସୀତା ରାମ ଜୟ ସନାତନ ଧର୍ମ
ଜୟ ଜଗନ୍ନାଥ ଏକା ଓଡ଼ିଆ ଟୋକା ସାରା ପାଗଳ କଂଗ୍ରେସ ଉପରେ ଭାରି 😅
ଡ଼ା ସମ୍ବିତ ପାତ୍ର ଜୀ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏
ଦାନ୍ୟବାଦ ସାର ଆମ ଓଡି଼ଶା ର ବୀରପୁତ୍ର ସଂବିତ ସାର ଦାନ୍ୟ ଦାନ୍ୟ ଜୟ ହିନ୍ଦୁ
ରାହୁଲ ତୁ ତ ପଠାଣ ବେ ତୁ କଣ ଜାଣିବୁ ହିନ୍ଦୁ ଲୋକଙ୍କ କଥା
Bhai kemiti janila ? Mu b bjp supporter hele kahaku gote same kahili je mate sodhileni but murkha hin khali kahiki chhadidele. Tike kahiba kemiti jaanile mu b taanku same kahibi
ପୁରୀର ପ୍ରତିଟି ଲୋକ ପ୍ରଭୁଙ୍କ ଅବତାର ସେମାନଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,ଆଃହା ।ସମ୍ବିତ୍ ପାତ୍ର ଙ୍କୁ ଲୋକସଭାକୁ ପଠାଇ ଥିବାରୁ ,ଆମ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ପାଈଁ କଣ ନ କହିଲେ ?
ଧନ୍ୟ ହୋଇ ଗଲେ ଆମ ଓଡ଼ିଶା ବାସି
ଧନ୍ୟବାଦ ସମ୍ବିତ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ ।
ଏ ଦୁନିଆଁର ସର୍ବ ଶ୍ରେଷ୍ଠ ସାଂସଦ ଭାବରେ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ମୋ ପ୍ରିୟ ସାଂସଦଙ୍କୁ ।
ଓଡିଶାର ସୁପର mp ❤
Bala na
Tora Kai kundei hauchi re 😂😂@@Jaysairam-x7b
ଆପଣଙ୍କ ପାଇଁ ଆମେ ଗର୍ବିତ 🙏🙏🙏🙏🙏🙏🙏🙏
Wow kya speech hai
ସମ୍ବିଡ଼ ଭାଇ ଏକଦମ ବଢିଆ ଭାଷଣ ଧୋଇ ଦେଲେ ବିଧର୍ମୀ କୁ ।
Excellent presentation
Wao sambit jii nice
ସମ୍ବିତ sir ଆପଣ ଏଭଳି ଅଧର୍ମୀ ଦେଶଦ୍ରୋହୀ ମାନଙ୍କୁ କଡା ଜବାବ ଦେଇ ଚାଲନ୍ତୁ ଆମେ ଜନସାଧାରଣ ଆପଣଙ୍କ ସାଥିରେ ଅଛୁ ।
ଧନ୍ୟବାଦ ସମ୍ବିତ୍ ସାର 🎉🎉🎉
ଧନ୍ୟବାଦ ସାର୍ ଅଧର୍ମୀ ବିଧର୍ମୀ କାଫେର ପାଇଁ ଓୌଷଧ
Very good line speech by mr, sambit patra."mein Hindu hun parantu hinsak nahin hun". Jay Jagannath ❤❤❤
ଧନ୍ୟବାଦ ସମ୍ବିତ ମହାଶୟ ଆପଣ ଠିକ କହିଛନ୍ତି
ହେଲେ ବହୁତ ଦୁଃଖର କଥା ଯେ ଯିଏ ହିନ୍ଦୁ ଧର୍ମ କୁ ହିଂସlତ୍ମକ କହୁଛି ତାକୁ ଆମ ସାଂସଦ ଭିତରେ ବସିବାକୁ ଦେଉଛୁ |
ତା ଭଳିଆ ନେତାକୁ ଭାରତରୁ କାହାର କରାଯାଉ ।
Best reply to pappu and her😂😂team
Bhai odia re kahi nia on pain se bideshi bhasa ra ma bhauni karuchu
@@surjyakantabehera3057Don't you understand the sarcasm ?
Wonderful speech Sambit Sir
I am proud of you 🥰ame sabu odisha basi apanka sahita achu 😢😢😢
ଆରେ ଭାଇ ଭଗବାନ ଙ୍କୁ କାହିଁକି ଇଲେକ୍ସନ ଭିତରକୁ କାହିଁକି ଟାଣୁଛ 🙏🙏🙏🙏🙏🙏
We Odisha people proud of u sir
Odisha nahi hai bhai Puri people proud of u sir
Sir, we are odisha peoples and we are proud for you!
Best speech..
Odisha ka tiger🐯 ❤ Hindu he ham 🙏🚩🚩
Heart touching speech sir❤🫀🫀joy jagannath 🙏🙏🙏🙏
Salute Sambit Bhai, we need this type of leader from Odisha. Jai Jagannath 🙏
Wow jay Jagannath thankyou nsir🙏🙏
Proud of you Sambit Bhai 👏👏
Jay Jagannath 🙏🏻
ଜୟ ଜଗନ୍ନାଥ wow Sir ଆପଣ ଆଜି ପ୍ରମାଣ କରିଦେଲେ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ
Very good speech
Ye he hamara odisha ka Power 🔥🔥
Excellent Debate
ବହୁତ୍ ବହୁତ୍ ଧନ୍ୟବାଦ୍ ସମ୍ବିତ ଭାଇ
The most talented MP .... of our Nation....🙏🙏❤❤ From Odisha....
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Jay shree Jagannath
ଗର୍ବରେ କହୁଛି ମୁଁ ହିନ୍ଦୁ ବୋଲି 👍👍
ଧନ୍ୟବାଦ ସମ୍ବବିତ ପାତ୍ର sir ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ରାହୁଲ ଖାନ୍ କୁ ଉଚିତ୍ ଜବାବ
Bhai super👍👍👍
ପୁରୀ ରାଜା ଲୋକତନ୍ତ୍ର କେମିତି ହେଲା, ମିସ୍ information, totally
I proud of you sir ....jai jagannath..jai odisa
ଅତି ଉତ୍ତମ
ରାହୁଲୁ ର ଗୁଆ କଟା ଯାଉ ତା ପରେ ❤😂😂😂😂😂😂😂😂😂😂😂😂😂😂
ସତରେ ଖୁବ ସୁନ୍ଦର ଭାବରେ ଆପଣ ଓଡିଶାକୁ ପରିଚିତ କରାଇଲେ।
ବିଜେପି ଟିଭି ରେ ବିଜେପି ସପକ୍ଷରେ ବାଜିବ ନିୟୁଜ
ରାହୁଲ ଗାନ୍ଧି ସଂସଦରେ ହିନ୍ଦୁମାନଙ୍କ ବିରୋଧର କହିଥିଲେ ।ତାହା ସଂସଦରୁ ସିଧାପ୍ରସାରଣ ପ୍ରସାରିତ ହୋଇଛି । ଦେଶର ସଂସଦ କୌଣସି ଦଳ କିମ୍ବା ବ୍ଯକ୍ତି ବିଶେଷଙ୍କର ସମ୍ପତି ନୁହେଁ । ତେବେ ବିଜେପି ସପକ୍ଷବାଦୀ ଟିଭି ଚ୍ୟାନେଲ ବୋଲି କିପରି ଦାୟୀ କରୁଛନ୍ତି ।
ପାଣ୍ଡୁ ବାଣ୍ଡ୍ କେତେ ଚାଟିବ କିରେ ଗେଣ୍ଡା 🐌🐌 ଦଳ
ଜୟ ହୋ ସମ୍ବିଧା sir ❤❤❤
Good speech also please do effective efforts for progress for odisha and puri .
Super sir🙏🙏🙏🙏🙏we are proud to being a' odia' and we are proud of you sir.ଛାତି ଫୁଲି ଉଠୁଛି ଆପଣଙ୍କ କଥା ଶୁଣି ଗର୍ବରେ thankyou sir thanks a lot 🙏🙏🙏🙏🙏
Excellent and heart touching speech. We,the voters of Puri parliamentary constituency, are all proud of you Sambit Sir. Hope,you will continue your struggle relentlessly for Hindutva.
Jay Jagannath
Sir I am proud of you because I am from odisha.
Super duper speech by Dr Sambit Patro in parliament. Many many thanks for your reply to Rahul Gandhi, Oawsis,D Raja& others 🎉🎉🎉🎉🎉.
Thank you puri ❤️ from Cuttack
Jay Jagannath
ଜୟ ଜଗନ୍ନାଥ ,ସମ୍ବିତ ଭାଇ ବହୁତ ଧନ୍ୟବାଦ
କ୍ରୀତଦାସ ମାନେ ଅନ୍ଧ ଭକ୍ତ ହେଇଯାଅ.... ଗର୍ବ ଲାଗିବ ନିଜକୁ
Bhai sie maghia nku jemiti gandi marile bhi fark padibani
Jay Jagarnath 🙏🙏🙏 Jay Odia🙏🙏💛
Jay Jagannath 🙏🏻 proud to have you ❤
Mo vote thik jaga re bajichi au love you ❤ sambit patra sir and JAY BJP
ଧର୍ମ ଏକ ଗୋଲାମୀ ଓ ଅନ୍ଧବିଶ୍ୱାସ 👍
ମୁ ଭାରତ ଓଡିଶାର ହିନ୍ଦୁ ବିଜେପି ର ଗେଣ୍ଡା ହିନ୍ଦୁ ନୁହେଁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବିଜେପି ହିନ୍ଦୁ, ମୁସଲିମ christan ନାମରେ ଦଙ୍ଗା କରୁଛି ବାଲେଶ୍ୱର ରେ l
Mu gote hindu .mu kounsi librendu ki secularism nuha.jiye asiba hindu dharama ku kahiba au chalijiba.sala hindu majority Thai ki bi jihadi sabu hindu festivals re utpat hauchanti setebele kouthi librendu sabu Mari jaucha
Dharma nirapekhya ra fayda kie uthauchi tk lekhile huanta 😂 specific group
ତିନି ଦିନ ପୂର୍ବେ ଏଈ account ଟା ଖୋଲା ହେଇଛି. ଜଣା ପଡୁଛି, କେତେ ମାତ୍ରା ରେ ହିନ୍ଦୁ ଧର୍ମ କୁ ତୁମେମାନେ ବିରୋଧ କରୁଛ
@@ChampaBhatra-j7lHindi boli kichhi religion nahin, amara religion heuchhi Hindu🙏 Tuma comments ru jana paduchhi, tume hindu ki nahin🙏 Hindu ku hindi boli lekhuchha
@@BKGajendra ସାର ଆପଣଙ୍କର ଆଖି ଦସ ଅଛି ବଧେ, କି ଓଡ଼ିଆ ପଡ଼ିବା ଜଣା ନାହିଁ କି, ତମକୁ ଏକା ଜଣା l ମୁ ହିନ୍ଦୁ ଲେଖିଛି ଚଷମା ପିନ୍ଧିକି ଦେଖି, ହିନ୍ଦୀ ଲେଖିନି l ମୁ ଜଣେ ହିନ୍ଦୁ ଲୋକ l କାହାଠୁ certificate ଆବଶ୍ୟକ ନାହିଁ ମୋ ହୃଦୟରେ ପ୍ରଭୁ ରାମ ଅଛନ୍ତି ଏବଂ ରହିବେ l ଜୟ ଶ୍ରୀ ରାମ....
ଧନ୍ୟବାଦ
Excellent ....wah🎉
Rahul Gandhi ❤️
I feel so proud... Bcz u r our MP.. Wht a speech🙏🏾🙏🏾🙏🏾
Good patra ji