୩୦ ଥର ଆସିଲେଣି ମୋଦି | Odisha Reporter
Вставка
- Опубліковано 5 лют 2025
- ଓଡ଼ିଶା ସମ୍ଭାବନାର ରାଜ୍ୟ। ଭାରତ ବିକାଶର ନୂଆ ଅଧ୍ୟାୟ ଏହିଠାରେ ହିଁ ଲେଖାଯିବ। ଏହାର ସୁଦୀର୍ଘ ବେଳାଭୂମି, ଘଞ୍ଚ ଅରଣ୍ୟ, ଭୂମି ତଳେ ଲୁଚି ରହିଥିବା ଖଣିଜ ହିଁ ଭାରତ ସାମଗ୍ରୀକ ବିକାଶର ଚାବିକାଠି। ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରି ମୋଦି ଓଡ଼ିଶା ବାବଦରେ ଏମିତି କିଛି କହିଛନ୍ତି। ଯାହା ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିବ। #NarendraModi #PMOIndia #Odisha #UtkarshOdisha2025 #SpecialReport #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter