ନବୀନ ବାବୁ ଏବେ ବି ପୁରା ଦଳ କୁ କଂଟ୍ରୋଲ କରୁଛନ୍ତି

Поділитися
Вставка
  • Опубліковано 10 лип 2024
  • ନବୀନ ବାବୁ ଏବେ ବି ପୁରା ଦଳ କୁ କଂଟ୍ରୋଲ କରୁଛନ୍ତି #bobbydas #mohanmajhi#odishanews

КОМЕНТАРІ • 100

  • @ientertainm9236
    @ientertainm9236 21 день тому +11

    ପଣ୍ଡିଆନ ତାମିଲନାଡୁ କାଇଁ ଯାଉନି 😂😂😂😂

  • @user-gv3pl6bm9t
    @user-gv3pl6bm9t 21 день тому +3

    Good news

  • @user-ce6zc7zh6n
    @user-ce6zc7zh6n 21 день тому +13

    Very good

  • @kalpatarubhal8685
    @kalpatarubhal8685 21 день тому +5

    ସଂତୃପ ମିଶ୍ର ଜଣେ ଜ୍ଞାନୀ ଲୋକ l ସଂଗଠନ ଠିକି ଭାବରେ ଚଳେଇ ପାରିବେ l

  • @sisirkumardas7501
    @sisirkumardas7501 21 день тому +9

    ଏ ବାବୁ ଜଣକ ପ୍ରବଳ ଜ୍ଞାନୀ ଭଳି ଜଣାପଡୁଛନ୍ତି l 😂😂

  • @samirnayak3768
    @samirnayak3768 21 день тому +4

    ମାନସ ବାବୁ ଆପଣଙ୍କ ମୁଖିଆ ନବୀନ ବାବୁ ଙ୍କର ଏଯାଏ ପାଣ୍ଡିଆନ ମୋହ କମିନି ତେଣୁ ପାଣ୍ଡିଆନ ପାର୍ଟ 2 ବିଷୟରେ ନବୀନ ପ୍ରେମୀଙ୍କୁ କିଛି କୁହନ୍ତୁ

  • @bikramkesharidas3917
    @bikramkesharidas3917 21 день тому +1

    ହେଡ ଲାଇନ ଗୋଟେ। ଖବର ଗୋଟେ। ବୁଦ୍ଧିକୁ ଦୁରୁ ଜୁହାର

  • @sisirkumardas7501
    @sisirkumardas7501 21 день тому +6

    ଏ ବାବୁଙ୍କୁ ବିଜେଡି ଦଳର ମୁଖିଆ କରିଦେବା କଥା l ଦଳ ପାଇଁ ଦିନରାତି ଖରାତରାରେ ବୁଲି କାଳିଆ ପଡିଗଲେଣି l ପାନ କେଇ ଖଣ୍ଡ ଛଡା କିଛି ଖିଆପିଆ ନ କରି ଦୁର୍ବଳିଆ ଦିଶିଲେଣି l ଏ ଭଳି ଜନସେବା ମନୋବୃତି ଥିବା ଲୋକ ଆଜି ବିରଳ l ଏମିତି ବିଜେଡି ଆଉ ନବୀନ ଭକ୍ତ ନେତାକୁ ଦଳ ଅଗ୍ରାହ୍ୟ କରିବା ବଡ ଦୁଃଖର ବିଷୟ l ଦଳ ଆଉ ନବୀନ ବାବୁଙ୍କ ପ୍ରତି ଗଭୀର ଭକ୍ତିର ନିଦର୍ଶନ ସ୍ୱରୂପ ସେ ନିଜ ଦେହସାରା ଶଙ୍ଖ, ବିଜୁ ଆଉ ନବୀନ ବାବୁଙ୍କ ଟାଟୁ କରିଛନ୍ତି l😂😂

  • @gangadharpatra8104
    @gangadharpatra8104 21 день тому +2

    NABIN BABU nku prabhu jagnnath hareile

  • @durgamurmu5587
    @durgamurmu5587 21 день тому +1

    ଭାଲୁ ମୁହାଁ

  • @mantupanda1770
    @mantupanda1770 21 день тому

    💯 right,

  • @dibyajyotiray4263
    @dibyajyotiray4263 21 день тому

    Good

  • @prakashswain8674
    @prakashswain8674 21 день тому +1

    ମାନସ‌ ବାବୁ ସମ୍ପୁର୍ଣ୍ଣ ସତ କହୁଛନ୍ତି ।ତେଣୁ ହାର୍ଦ୍ଧିକ ଶୁଭକାମନା ସହ ଧନ୍ଯବାଦ ଜଣାଉଛି ।କିନ୍ତୁ ମାନସ ବାବୁଙ୍କର ଏହି ସତକୁ, କ୍ରୀତଦାସ କ୍ରୀତଦାସୀ ଗୋଷ୍ଠୀ ହଜମ କରିବା କଷ୍ଟ ।

  • @dushmantapradhan6516
    @dushmantapradhan6516 21 день тому +2

    ତୁମେ କହିଲେ କଣ ହେବ ତୁମ ସଭାପତି ତ ଚାଁହୁଛି l

  • @benudharpradhan4323
    @benudharpradhan4323 21 день тому +1

    ଚନ୍ଦ୍ରମା ଚେନାଲ, ଆପଣ hedline ରେ କଣ ଲେଖୁଛନ୍ତି, ମାନସ ବସ୍ତିଆ ର ଭାଷଣ ଶୁଣାଉଛନ୍ତି.

  • @amulyakumardas3
    @amulyakumardas3 21 день тому +2

    Wellcome

  • @kumarnitu4203
    @kumarnitu4203 21 день тому +1

    Thhik hoichi

  • @user-yj4cr2eg7z
    @user-yj4cr2eg7z 21 день тому

    Very soon take action, don't delay.

  • @KanhuDash-on1ri
    @KanhuDash-on1ri 21 день тому +1

    ଧୀରେ ଶଳା ତୁ ହ ଉନୁ ବୋଦା

  • @radheradhe515
    @radheradhe515 21 день тому +1

    Right 👍

  • @parthasarathidas8570
    @parthasarathidas8570 21 день тому

    Very good comment

  • @MTLS_max.Ganganagar
    @MTLS_max.Ganganagar 21 день тому +3

    କାଇଁ ତମେ ଭାଇ ଏମତି ହଉଚ 🙏🥰

  • @samarmohapatra-jr3ne
    @samarmohapatra-jr3ne 21 день тому

    ପ୍ରଥମରୁ ବିଜେଡି ବ୍ୟୁରକ୍ରାଟ ବୁଦ୍ଧିରେ ପରିଚାଳିତ ଥିଲା , ଏବେ କର୍ପୋରେଟ ବୁଦ୍ଧିରେ ପରିଚାଳିତ ହେବ

  • @bhaskarprasadmishra6639
    @bhaskarprasadmishra6639 21 день тому +17

    BJD ସରକାର ସମୟ ରେ ଲୋକ ସେବକ ଓ ଲୋକ ପ୍ରତିନିଧି ମାନେ ମିଳି ମିଶି ଲୋକ ମାନଙ୍କ ମାଲିକ ସାଜିଲେ ଏବଂ ଲୋକ ମାନଙ୍କୁ ସମସ୍ତ ପ୍ରକାର ଲୁଟି ଚାଲିଲେ 😢

  • @megharaybaske8373
    @megharaybaske8373 21 день тому

    ସଚ କଥା କହିଛନ୍ତି

  • @manasdalai4028
    @manasdalai4028 21 день тому

    ସବୂ ୫ ଟି ଘରେ ED raid ହେଉ

  • @sureshdash8597
    @sureshdash8597 21 день тому

    Boby das pandian au tamil manku cbi ed janch hau jetebhrasta sachiba samastanku cbi ed janch hau

  • @fakiradikhit848
    @fakiradikhit848 21 день тому +1

    Nabeen pandian ku guli kara.

  • @soubhagyaranjanmallick3749
    @soubhagyaranjanmallick3749 21 день тому

    Bhai tama birla janta dala paien dhanyawad

  • @dolagobindasahu4917
    @dolagobindasahu4917 21 день тому

    Manas Bastia babu , BJD will never come to Government in future till the secret correlation of VK Pandian with Nabin Pattanaik.

  • @rabirajcreatar
    @rabirajcreatar 21 день тому

    Jai BJP sarkar jindabad 🎉🎉🎉

  • @prakashchandrasahoo3737
    @prakashchandrasahoo3737 21 день тому +3

    ଠିକ କଥା, ବିର୍ଲା ଜନତା ଦଳ ହେବ.

  • @abadutamishra
    @abadutamishra 21 день тому

    Aita Bala khabar... sirshak ra chanha nahi

  • @satya89059
    @satya89059 21 день тому

    Pandian ku bi Chadani
    Big fish

  • @prasantsmohanta4416
    @prasantsmohanta4416 21 день тому

    ବିଜେଡି ଓଡିଶାରୁ ମୂଳପୋଛ ହେବ.

  • @soumyaranjandas9109
    @soumyaranjandas9109 21 день тому

    Headline gote news alaga kan pain। ବାଳ ଚାନେଲ।

  • @DuguDugu-ll7tx
    @DuguDugu-ll7tx 21 день тому +1

    ଏପରିଖବର ପ୍ରଚାର କରିବା ବନ୍ଦକର

  • @sumantpradhan9992
    @sumantpradhan9992 21 день тому

    4:26

  • @shivaprasadsamal8665
    @shivaprasadsamal8665 21 день тому

    Winning MLA nku nei separate regional party kara

  • @bhaktimarga853
    @bhaktimarga853 21 день тому

    ବାବୁ, ଆପଣ ଠିକବକହୁଛନ୍ତି ହେଲେ ସଂତୃପ୍ତ ମିଶ୍ର ଙ୍କ ନିଯୁକ୍ତିକୁ ନଵୀନ ବାବୁ ମଞ୍ଜୁରୀ ଦେଲେ କିପରି? ତେଣୁ ନଵୀନ ବାବୁହିଁ ଦଳକୁ କର୍ପୋରେଟ ହିସାବରେ ଚଳେଇ ବାକୁ ଚାହୁଁଛନ୍ତି.

  • @kampusahoo
    @kampusahoo 21 день тому

    Jaldi Bobby Das ku Ed red kari Arrest karajau

  • @user-mw6hv5ig9w
    @user-mw6hv5ig9w 21 день тому

    Where's Bobby?

  • @BhaktaPati
    @BhaktaPati 21 день тому +1

    Cbi inquiry kari pandian au nabin kubdharajau kete khaichanti

  • @kirankumardalai764
    @kirankumardalai764 21 день тому

    the Odiya Proverb is The ox is his own cell or pela the fox is telling the ox has A pela is taking.

  • @babanathasahu1029
    @babanathasahu1029 21 день тому

    .ନବୀନ ପାଣ୍ଡିଆନ କୁ ଛାଡିପାରିବେ ନାହିଁ।bjd ପଛେ ବୁଡିଯାଉ।ବୋଧହୁଏ ନବୀନ ଙ୍କ କିଛି ଗୁପ୍ତ ଦସ୍ତାବିଜ ପାଣ୍ଡିଆନ ପାଖରେ ଅଛି।ଯାହାକୁ ନେଇ ସେ black mail କରୁଛି ଓ ନିଜ ଦବ୍ ଦବା ଜାହିର କରୁଛି।

  • @anilkumarpatnaik7837
    @anilkumarpatnaik7837 21 день тому

    ବିଷୟ ଲେଖିଛ ଡରିକି ବବି ଛାନିଆ କଥା ସୁନାଉଚ୍ଚ ରାଜନୈତିକ ଦଳର , ଆପଣଙ୍କୁ ଆଉ କେହି ମିଳିଲେଣି ବୋକା ବନେଇବାକୁ ।

  • @user-ku8ud9jd1v
    @user-ku8ud9jd1v 21 день тому

    ପ୍ଯାରି ମହାପାତ୍ର ତ ଓଡ଼ିଆ ପୁଅ ଥିଲେ। ତାଙ୍କୁ ମାରି ନବୀନ ବାବୁ ପାଣ୍ଡିୟାନ୍ଂକୁ କେଉଁ ସ୍ବାର୍ଥରେ ଆପଣାଇଲେ? ନବୀନ ବାବୁ ୨୦୦୨ ପୂର୍ବରୁ ଓଡିଶାରେ ନଥିଲେ କିମ୍ବା ଏବେବି ଓଡିଆ କହିପାରନ୍ତିନି। ତେଣୁ ନବୀନ ଓ ପାଣ୍ଡିୟାନ୍ ଦୁଇ ଅଣଓଡ଼ିଆଙ୍କର ମଧୁଚନ୍ଦିକା ଚାଲିଥିଲା ଓଡିଶାରେ। କିଛି ପେଳଚଟା ଲୋକ ନବୀନ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତିର ବ୍ଯକ୍ତି କହି କହି ତାଙ୍କୁ ଟେକି ଦଳରୁ ବିପୁଳ ଟଙ୍କା ପାଉଥିଲେ। ବର୍ତ୍ତମାନ ବିଜେଡିକୁ ପାଣ୍ଡିୟାନ୍ ନାମକ କରୋନା ମହାମାରୀ ଲାଗିଛି। ଦଳ ମରିବା ସୁନିଶ୍ଚିତ। କେଉଁ ବିଜୁ ସ୍ବାସ୍ଥ୍ଯ ଯୋଜନା ଦଳକୁ ଏହି ମହାମାରୀରୁ ବଂଚାଇବ ଦେଖିବା।

  • @user-vu6ns9lz6f
    @user-vu6ns9lz6f 21 день тому

    I think he has high embitation to join in B.J.P with invitation

  • @chandrasekharmadkami568
    @chandrasekharmadkami568 21 день тому

    Mgy vola hela

  • @AshokPanda-qt4qn
    @AshokPanda-qt4qn 21 день тому

    Lenin Babu Sambalpur re Election samayare Bjd Ra prachar karuthile Amar Anurodha Lenin Babu Sambalpur re Rahi Social work karile Ame Upakruta Huantu Ja Maa Samleiswari 🙏

    • @AshokPanda-qt4qn
      @AshokPanda-qt4qn 21 день тому

      Samlei Prakalpara Chhanbin karibapain Ame Mohan Sarakara nku Anurodha Karuchhu Jai MAA Bharati 🙏

  • @DAYANIDHIMallik-g9v
    @DAYANIDHIMallik-g9v 21 день тому

    Jay bjp❤😢😢😢 Jagannath

  • @pravatray966
    @pravatray966 21 день тому

    କେବେ ତଡ଼ା ଖାଇବୁ ରାଜ୍ୟ ପାଇଁ କ'ଣ କରିଛୁ ତୁ

  • @bunumuduli4519
    @bunumuduli4519 21 день тому

    Ajab pasu ku kouthu dharila midiya bhai mane taku jaldi jangalre chada😂😂😂😂😂😂😅😅😅😅😅😅odisara aliyen😅😅😅😅😅😅😊

  • @MantuPattanaik-z1o
    @MantuPattanaik-z1o 21 день тому

    A ta kia j
    Gote daily asi ki 6odi heu6i

  • @shivaprasadsamal8665
    @shivaprasadsamal8665 21 день тому

    Biju Janata Dala ra ByLaw achhita. Then Sangathan Sampadak, Political Secretary padabi nua nua kouthu asila. Bjd is a complete autocratic jatra party of Nabin

  • @arunsinha9089
    @arunsinha9089 21 день тому

    5 Tamil kuade gale

  • @debiprasadmishra2699
    @debiprasadmishra2699 21 день тому

    First quit the party.

  • @user-wj3lf4xi7n
    @user-wj3lf4xi7n 21 день тому

    Pandiyan kebe

  • @khageswardora
    @khageswardora 21 день тому +5

    Babi das ra balo upadi debe

  • @anjanpradhan4950
    @anjanpradhan4950 21 день тому

    Tu kadhua ta😅😮😢

  • @MrGGMG99
    @MrGGMG99 21 день тому

    Asura bhalia disuchura tu - media ra plz don’t come

  • @bijaykumarrout4161
    @bijaykumarrout4161 21 день тому

    Bjd company will be closed very soon.

  • @sudamputelnewcreation1479
    @sudamputelnewcreation1479 21 день тому

    ସଲେ ଠକ ମିଡିଆ ଯାକ ଥମନେଲ ଦଉଛ ପାଖେ ଭିଡିଓ ଦଉଛ ପାଖେ

  • @adhuanchannel5947
    @adhuanchannel5947 21 день тому

    24 barsha re kan karichha.odisha lok janigaleni.

  • @user-hj1yl6ch2h
    @user-hj1yl6ch2h 21 день тому

    Eie gotie BJD ra Swartha par Neta. Agaru Pandian ku dari pratyak debete re BJD sarkar ra dhala saji thila. Ebe Pandian hatibaru ebang BJD hari bari enu tenue gapuchhi. Ehan ku chinhi thantu E Manash Bastia.

  • @user-qh6ce5ml4n
    @user-qh6ce5ml4n 21 день тому

    ପାଣ୍ଡିଆ କେଉଁ ପା‌ହାଡରେ ସନ୍ୟାସୀ ହୋଇ ତପସ୍ୟା କରୁଛନ୍ତି। ଦୟାକରି ଜଣେଇବେ

  • @kedarbarik7390
    @kedarbarik7390 21 день тому

    Who are u

  • @naluparida9025
    @naluparida9025 21 день тому

    Sabu ta luti nela

  • @alekhprasadnayak9408
    @alekhprasadnayak9408 21 день тому

    Bhai tumakatha kehi bjd loka sununahnti. Sldha nabina babunku kahntu

  • @chandankumarnayak2677
    @chandankumarnayak2677 21 день тому

    Ea ta sala King Kong

  • @sripatisripatierajya1597
    @sripatisripatierajya1597 21 день тому

    Ea misson sakti maa

  • @brnayak289
    @brnayak289 21 день тому

    To danta ku tu dekhichu
    Kire bjd ra vala smart wala ana agaku ok

  • @ajeetkumarmohanty7880
    @ajeetkumarmohanty7880 21 день тому

    Dala bhangi deaa

  • @pitambarnanda1591
    @pitambarnanda1591 21 день тому

    ଅନ୍ୟ ଦଳକୁ ନବୀନ ଙ୍କ ଅତି ପ୍ରେମ ପାଇଁ bjd ହାରିଲା

  • @durgamurmu5587
    @durgamurmu5587 21 день тому

    ଭାଲୁ ମୁହାଁକୁବି ରେଡ କରା ଯାଉ

  • @Officialwork-wz4mn
    @Officialwork-wz4mn 21 день тому

    Tu danta Chanda besi gapichhu

  • @manasranjandas3264
    @manasranjandas3264 21 день тому

    Khauta pua nija swabhiman re na rahi tamil godania hebu

  • @manojswain1769
    @manojswain1769 21 день тому

    Bhai aita kn lekhichha , boka banauchha kahinki.. amiti agaku badhipariba nahi, karana mu bhabuthili subscribe karibi boli

  • @kshyamasagardash2188
    @kshyamasagardash2188 21 день тому

    Kia re pagal

  • @BIJAYKUMARNAYAK-tz8el
    @BIJAYKUMARNAYAK-tz8el 21 день тому

    Tu bhaut gapuchu

  • @ajeetkumarmohanty7880
    @ajeetkumarmohanty7880 21 день тому

    Dalaku budao

  • @user-em7ig6qs9t
    @user-em7ig6qs9t 21 день тому

    Tu mg bjd au rhhiboni

  • @birenkumarpaital9517
    @birenkumarpaital9517 21 день тому

    Tu banda habu raha

  • @user-si7ej5dn9z
    @user-si7ej5dn9z 21 день тому +1

    Very good

  • @hariharsethi2354
    @hariharsethi2354 21 день тому +1

    Good