Daughters To Inherit Self-Acquired Properties Of Fathers Dying Without A Will | Supreme Court
Вставка
- Опубліковано 6 лют 2025
- Daughters To Inherit Self-Acquired Properties Of Fathers Dying Without A Will | Supreme Court
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଯଦି ବାପା ମାଙ୍କ ଦେହ ଖରାପ ହେଲେ ଆଉ ମେଡ଼ିସିନ ଖର୍ଚ୍ଚ ଆଉ ଘରେ ଥିବା ଅବ ବିବାହିତ ଭଉଣୀ ଭାଇ ର ବିବାହ ଯାହା ଖର୍ଚ୍ଚ ହେବନୂତନ ଘର ତିଆରି ରେ ଯାହା ଭାଗ ପଡିବ ଵିଭାହିତ ଝିଅ ଭାଗ ଦେବ ଭାଗ ନେବ ଏ ସବୁ ଆଇନ କୋର୍ଟ ଲାଗୁ କରିବା ଉଚିତ
100 right Katha
100 right Katha
AAU jou jhia mananka ra ghara Thai madhaya bapagharaku aasi samasanku dareiki mora bapa ghare adhikar achi kahi tanku hairan karuchanti AAU tanku damak dauchanti gare santi re Rahi baku dau nahanti tanka pain kn karajauchi .AAU ame nije kasta kariki ghara baneibu AAU semane rahibaku debeni santire sabubele kete Paisa dabu okilaku 😢
କୋର୍ଟ କିନ୍ତୁ କହିଲେନାହିଁ ପିତାମାତାଙ୍କ ବାର୍ଦ୍ଧକ୍ଯ ସମୟରେ ସେବା ସମାନ ଭାବରେ ଝିଅ ଓ ପୁଅ କରିବେ , ଖଣ୍ଡିଆ ରାୟ ଦେଲେ , ପୁରାକଲେ ନାହିଁ !
Mera sasur kab marega Act 😀
Thik thik khali pua kan pain , jhia v sasu ghara chadi asi parents nka seba pain Medical re rahu
Right 👍
Right 👍
Sata katha bhai jhia bi bapa maa ku posiba bi darkar emti hele kehi jhia au janma karebaku darebey
ସମ୍ପତ୍ତି ରେ ଯଦି ଝିଅ ଭାଗ ମାଗିବ ସଙ୍ଗେ ସଙ୍ଗେ ତା ଆଡକୁ ଭାଇ ମାନେ ମୁଁହ ମୋଡ଼ି ଦେବେ।
It is not good 😐
Correct
@@ashokpanda7473 It should be .
Right
No problem 😀 jwain ta achhi😀 Mera sasur kab marega Act 😀
ଝିଅ ବାହାଘର ବେଳେ କାହିଙ୍କି 800000 ଲକ୍ଷ 100000 ଲକ୍ଷ ଖର୍ଚ ହେବ , ସୁନା ଗହଣା, ଦିଆଯିବ. ଝିଅ ର କେବଳ ଶଶୁର ଘର ସମ୍ପତି ଉପରେ ଅଧିକାର ରହିବା ଦରକାର. It is not right dicission of the Supreme Court. ଏହା ବିରୁଦ୍ଧରେ ଅପିଲ ହେବା ଦରକାର .
Right bhai
Right katha
ପୁଅ ବାହାଘରରେ ମଦ ,ମାଂସ ,ଡିଜେ ଖର୍ଚ୍ଚ କେତେ ?ତାଛଡା 80%ରୁ ଅଧିକ ପୁଅ ବୋହୁ ବିଭିନ୍ନ ଆଳରେ ବୃଦ୍ଧ ପିତା ମାତା ଙ୍କୁ ହେଳା କରୁଛନ୍ତି ,ସେତେବେଳେ ଝିଅ ହିଁ ତାଙ୍କୁ ମାନସିକ ଓ ଆର୍ଥିକ ସପୋର୍ଟ ଦେଉଛନ୍ତି ,ପିତା ମାତା ଙ୍କୁ ପୁଅବୋହୂ ଦ୍ୱାରା ଦିଆଯାଉଥିବା ଯନ୍ତ୍ରଣା ର ମୂଲ୍ୟ କେତେ ?
Problem hau6i j tume mane jau jautuka au bhala bhabare baha karu6anti setika ku Kam karile v huanta puni pua mane v sasura gharu jautuka anu7anti sehi 8,00,000 ru 10,00,000 puni apananka pocket ku asu6i. Problem solved.
All wright
ବାପା ମା ମାନଙ୍କୁ ବୃଦ୍ଧାଶ୍ରମ ପଠେଇବାର ନୂଆ formula....
ସମ୍ପତ୍ତି ପାଇଁ ଭାଇ ଭାଇ ହଣା କଟା ହଉଥିଲେ...
ଏବେ ଭାଇ ଭଉଣୀ ପାଇଁ ରାଖୀ ପୂର୍ଣ୍ଣିମା ଆଉ ହବନି।।।।
Kou nonsense amiti kala kejani
@@monalisasahu2661seita katha
@@monalisasahu2661❤
ଭଲ ତ! ପୁଅ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭଉଣୀ ମାନଙ୍କର ବାହାଘର କରିବେ ,ଭାଗ ନେଲାବେଳେ ସମାନ ! 😢
Aji kali dunia re baba maa chhada aau vai vauja bujhunanhanti ....
Jhio mananku lagai joi pakharu tanka, rojgaar, kariba bhai mananka pai bi bhala ain achhi
ମୁଁ ଗୋଟେ ଝଅ ମୁଁ କହୁଚି ଏ ଆଇନି ଭୁଲ ନ୍ୟୟ ନେଇଛି
କାରଣ ପୁଅ ମାନେ ବି ଭଉଣୀ ଠାରୁ କଟସ ପାଉଚନ୍ତି ସଂପତ୍ତି ବେଳେ ଅଧିକାର ଅଛି ବାପ ଘର ଦୁଃଖ ବେଳେ କିଛି କତ୍ରବ୍ୟ ନାହିଁ
ଏପରି ନିୟମ ରେ ବାପା ମା ଅବହେଳିତ ହେଉଛନ୍ତି. କାରଣ ପୁଅ ମାନେ ରାଗରେ ଆଉ ବାପା ମା ଙ୍କ ଦାୟିତ୍ୱ ନେଉନାହାନ୍ତି. ତାଙ୍କ କହିବା କଥା ଝିଅ ଙ୍କର ଅଧିକାର ଅଛି ଯଦି ସେମାନେ ବି ବାପା ମା ଙ୍କ ସେବା କରନ୍ତୁ. କିନ୍ତୁ ଝିଅ ମାନେ ଶାଶୁ ଶଶୁର ଙ୍କର ସେବା କରିବେ କିନ୍ତୁ ବସିକି ବାପ ଘରେ ଅଧା ଭାଗ ନେବେ. ଯଦି ଝିଅ ମାନେ ଭାଗ ନେବେ ସମ୍ପତି ତେବେ ସେମାନେ ବି ବାପ ମା ର ସେବା ଓ ଭଲ ମନ୍ଦ ବୁଝନ୍ତୁ. ୟା ନହେଲେ ସୁପ୍ରିମ କୋଟ ବୃଦ୍ଧ ବୃଦ୍ଧା ଙ୍କର ପାଇଁ ବୃଦ୍ଧଶ୍ରମ ର ବାଟ କଲେ ଏପରି ନିୟମ କରିକି. ରାଗ ରେ ନା ପୁଅ ବୁଝିବ ନା ଝିଅ ବାପ ମା କଥା. ସେ ଭାଗ ନିଅନ୍ତୁ କିନ୍ତୁ କର୍ତବ୍ୟ କରିକି. କଣ ପାଇଁ ଆପଣ ଏପରି ନିୟମ କଲେ
Semane jhia janma karuthile kahinki? Sc indirectly jhia janma karibaku mana karuchhi. Pua hele tripple faida. 1_ jhia tie paiba. 2= dowery, 3= jamin b . Kebala wait Kara kete jaldi sasur maruchhi. Mera sasur kab marega Act 😀
Sala juain ra pura labha .jhiathu b paiba aau ta ra b miliba .
ବହୁ ପାଇବ ଝିଅ ପାଇବ ଅସୁବିଧା କଣ
ଝିଅ ଯୌତୁକ ନେଇକି କାହିଁ ପର ଘରକୁ ଯାଉଛି ବିବାହ ପରେ ବିବାହ ପରେ ନିଜ ଘରେ ରହି ପିତା ମାତା ଙ୍କ ଯତ୍ନ ନେଉ. ଯୌତୁକ ନେବ ସମ୍ପତ୍ତି ନେବ କିନ୍ତୁ କିଛି କରିବନି ବାପ ମା ମଲା ପରେ ଆସିବେ. ବାହା ରେ ନିୟମ. ସେବା କରିବ ଶାଶୁ ଶଶୁର ତ ତାଙ୍କ ଧନ ନେଉ.
ଝିଅ ଖାଲି ସମ୍ପତି ପାଇଲେ ତ ହବନି ,ବାପା ମା ଙ୍କର ଯତ୍ନ ନବାର ଅଛି , ସେମାନେ କେତେ ଦୂର୍ ଦାୟିତ୍ୱ ନେଉଛନ୍ତି
Right bro,🙏🙏🙏🙏
Puamane bapa maa nkara kan daitwa nauchhanti.
Sata katha
Bapa karithiba Runa ku b samaste samana bhagare sujhibe to
@@nilakanthapradhan8188 right govt vul karu6i
ଝିଅ ମାନେ ତ ଶଶୁର ଘର ଓ ବାପ ଘର ସମ୍ପତି ଭାଗ ନେଲେ ପୁଅ ମାନେ ସେଥିପାଇଁ ରାଗିକି ବାପ ମା କଥା ନ ବୁଝି ନିଜ ସ୍ତ୍ରୀ ଛୁଆ ସହ ରହୁଛନ୍ତି ବାପ ମା କୁ ପଚାରୁନାହାନ୍ତି. କାରଣ ସେମାନେ ଜାଣିଛନ୍ତି ସେ କିଛି ନକଲେ ବି ଅଧା ନେବେ ଆପଣଙ୍କ ଏପରି ନିଷ୍ପତି ସମ୍ପୂର୍ଣ ଭୁଲ.
Correct katha
ଅବିବାହିତା ଝିଅଙ୍କ ପାଇଁ ଏକଥା ଠିକ୍ । ତେବେ ବିବାହିତା ଝିଅ ମାନେ ତାଙ୍କ ଶାଶୁଘର ସମ୍ପତ୍ତି ରେ ଅଧିକାର ପାଇପାରିବେ ନାହିଁକି !
ଶାଶୁ ଶଶୁର ସମ୍ପତ୍ତି ରେ ବୋହୂର ଭାଗ ନାହିଁ କେବଳ ସ୍ୱାମୀ ସମ୍ପତ୍ତି ରେ ଅଛି
ବୁଢା ବାପା ମା ଯଦି ଦେହ ଖରପହୁଏ ତେବେ ମାନ୍ୟବର କୋଟ ସେମାନକୁ ମେଡିକାଲ ନେବେ ନାକଣ ଯଦି ବାପା ସପତିରେ ଝିଅର ସମାନ ଅଧିକାର ଅଛି ତାହେଲେ ବାପା ମା ର ଭଲ ମନ୍ଦହେଲେ ଝିଅ କାଇଁକି ବୁଝୁନହତି
ଝିଅ ବାପାର ସମ୍ପତ୍ତି ଉପରେ ଝିଅ ର ଶାଶୂ ଶ୍ବଶୁର ବର ର ଅଧିକାର ରହିଛି ସେମାନେ ଝିଅ ବାପାର ସମ୍ପତ୍ତି ଭୋଗ କରିପାରିବେ କିନ୍ତୁ ଯୌତୁକ ନେବେ ନାହିଁ 😀
Thikkatha
ଠିକ୍ କଥା କଣ ଭଉଣୀ ଝିଅ ସିନା ବାପାର ତାର ସବୁଥିରେ ଭାଗ ଅଛି କିନ୍ତୁ ଜୋଇଁ ତ ବାହାର ଲୋକ ଭାର ବେଭାର ଯୌତୁକ ର ଅଧିକାରୀ ସିଏ ଶଶୁର ସମ୍ପତ୍ତି ର ଭାଗିଦାର କେମିତି ହେବ
ସରକାର ଭୁଲ ନିଷ୍ପତ୍ତି /ଆଇନଘରେ ଘରେ ବିଶୃଙ୍ଖଳା ସୃଷ୍ଟି କରିବା ନିୟମ *********
ସରକାର ଭୁଲ ନିଷ୍ପତ୍ତି /ଆଇନଘରେ ଘରେ ବିଶୃଙ୍ଖଳା ସୃଷ୍ଟି କରିବା ନିୟମ *********
Thik😅😮bhai😮mane
ଜିଆ ମାନେ ଯଦି ସମାନ ଅଧିକାର ନେବେ ସମ୍ପତ୍ତି ରୁ ବେଳେ ବାପା , ମାଆ କୁ ବୀ ବର୍ଷ କୁ ଛ ମାସ ବୋଷିବେ ଝିଆ ମାନେ ଅରୁ ଛ ମାସ ପୁଆ ପୋଷିବ ଆରୁ କଣାସ ଜାତକ ନେବେ ନାହିଁ ବେଲ ସମ୍ମାନ ହେବା ବାରା ବର୍ ୫୦/୫୦
Jia mane Pua manka tharu Careing
@@ashokpanda7473 pagal ta kire
No. Jwain mane soiki property paibe.😀 Mera sasur kab marega Act 😀
@@ashokpanda7473 Mera sasur kab marega Act 😀
ଅଦାଲତ ରାୟ କୁ ସମ୍ମାନ ଦେଉଛି, କିନ୍ତୁ ଝିଅ ବାହାଘର ପାଇଁ ଧନ ଦରକାର ଯଦି ବାପା ର ଧନ କୁ ବିକ୍ରି କରିଥାନ୍ତି ଆଉ ବାହାଘର ହୋଇଥାଏ ଆଉ ରହିଲା ବାପା ର ଧନ ସେ ସଂପତ୍ତି ପୁଅର ତଥାପି ଝିଅ ଆସିକି ଭାଇ ଠାରୁ ଭାଗ ନେଉଛନ୍ତି , ଆଇନ୍ ରେ କ'ଣ ଠିକ କି? ।
Of course legal..
Law doesn’t see how much money spent on daughter marriage/ sons higher education.
Law only decided rights as equality.
It’s both father/brothers fault why not he make a will on the property.
In simple word at the time of sister marriage
Father can make a will that As Loan taken on house property for daughter marriage so after my death only legal right only belongs to my son. (It cost 2000-5000 to make a will)
Bekar chinta dhara...jau jhia mankara ki6i nain semane jadi bapa ghara neiparibe... Jahara sabu a6i govt job b a6i se b eii decision pain hairan karu6i Bhai mankaku
ଝିଅ ବାହାଘର ହେଲେ, ଯାହାବି ସମ୍ପତି ଶାଶୁଘରକୁ ନେଇକି ଯାଏ | ସେସବୁ ସମ୍ପତି କଣ ପୈତୃକ ନୁହେଁ, ନା ବାପା-ମା ଙ୍କ ସହିତ ଭାଇ କିଛି ଦେଇନଥାଏ | ଏମିତି କଲେ ପୁଅ ମାନେ ବାପା ମା ଙ୍କ ସେବାରେବି -ଦାୟିତ୍ୱରେ ବି ଭାଗ କରିଦେବେ | ଅଧିକାର ସେତିକି ମିଳିବା ଦରକାର ଯେତିକି ପ୍ରାପ୍ୟ |
Jou Bhai mane bauni nku pacharunahanti...au jhiaa marriage re Bhai mankara konashi sahajoga nathia ....SE babadare aapna Kan kahibe....
ବିନାଶ କାଳେ ବିପରୀତ judgement
ଏବେ ସମାଜ ରେ ଦେଖିବାକୁ ମିଳୁଛି ଯେ ଶାଶୁ ଘରକୁ ଯାଇଥିବା ଭାଈ ସହ ଭଉଣି ଟିକେ କୁ ମୁହିଁ ଫୁଲା ଫୁଲି ହେଲେ ଭାଇର ସମ୍ପତ୍ତି କୁ ଜୋର୍ ଜବର ଦସ୍ତି କରୀ କି ସମ୍ପତ୍ତି ନେବା ରେ ଜିଦ୍ କରି ବସିଲେଣି ଏହା ସମ୍ପୁର୍ଣ୍ଣ ଭାବେ ଠିକ୍ ନୁହେଁ ସୁପ୍ରିମ କୋର୍ଟ ର ଜର୍ଜ ଭାବି ବିଚାରି ରାୟ ଦିଅନ୍ତୁ
ଏବେ ଆଉ ରାଖୀ ବାନ୍ଦୁ ଥିବା ବନ୍ଦ, ଲଖିଅ ଲଖିଅ ଟକାଂ ଦେଇ ବାହା କରାଇବେ,ତା ପରେ ଜମି ଦବେ ,ତା ପରେ ପୁଅ କନ ଧନ ଖାଇବ କି ମାକଂଡ ବୁଧୀ,
ମଦୁଆ ଦେଶ କୁ ମଦୁଆ ବିଚାର ପତି. ଏବେ ଅନ୍ଧ କାନୁନ ର ଦେଶ ଚାଲିଛି. ଏଣୁ ଆଇନ କୁ ନିଜ ହାତକୁ ନେବା ଉଚିତ.
Haha thik katha
ବାପା ମାଆ କୁ ଖାଇବାକୁ କିଏ ଦେବ ପୁଅ ନା ଝିଅ ,ସେବା କିଏ କରିବ, ଛିଛିଛି ଦୁଖ ରେ ରହିବେ ବାପା ଆଉ ମାଆ, ଜିଏ ଏଇ ଆଇନି କାନୁନୁ କରଚି ,ଅଭିସାପ ପଡିବ ତା ଉପରେ,
Thikkatha
Thik😮😅katha😮
କୌଣସି ପୁଅ ଠିକ୍ ରେ ବାପା ମାଆ ସେବା କରୁନାହାନ୍ତି, ନା ଏଠି ପୁଅ ଭଲ ନା ଝିଅ ଭଲ ।ଯିଏ ଯାହା କରିବ ସେ ସେଇପରି ପାଇବ କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଠିକ୍ 100%.l salute supreme court laws.
ଏଥିପାଇଁ ହୀନ୍ଦୁ ଲ ବାରମ୍ବାର ଫେଲ୍।
ଜୋଉ ଲୋକ ର ପୁଅ ଝିଅ କେହି ନାହାଁନ୍ତି।ସେମାନେ ଅନାଥ ପିଲାଙ୍କୁ ନିଜକୁ ବାପାର ପରିଚୟ ତାକୁ ଦେଉଛନ୍ତି। ଏମାନଙ୍କର କଥା କାହିଁକି ଆଲୋଚନା ହେଉନି??
ବାପା ନିଜେ ତାଙ୍କ ସମ୍ପତିରୁ ବିବାହିତା ଝିଅକୁ ଭାଗ ନ ଦେବାକୁ ଚାହିଁଲେ କଣ କରା ଯିବ
Nice decision taken by supreme court, this law should be implemented strongly, case should be finalized withing one Year
Sir , Aapananka mulyaban matamata pain hrudayaru gabhira dhanyawad .
Kintu dukhara kathhaje Bapa Maa banchithhibabele Pua Bapa Maa nku dareiki , najar bandi Kari rakhhi , Jhhia Mananka Saha misi Baku naadei jabardasti will akarare heu baa transfer aakarare heu nija naan re karei neuthhibara najar asuchi .
Bhai Mane Bhauni mananku mad piti Kari dhamakai darei aamanabiya byabahara kariki Bhauni mananka Saha samparka katideuchanti .
Bhai kii Bhauni Mane jadi bhala Manisha heithhibe tebe eii niama phalaprada heipariba , Bhala Manisha nka pain niamara abashyakata nahin .
Lobho Manisha ku aamanabiya karidie , jeunthhi Nija janmakala Bapa Maa Mane Pua Jhhia bhitare parthhakya dekhi thhaanti seithhi kichhibi niamara mulya nahin nischayan .
🙏🙏🙏
Sasura ghara sampati khaibu ki
Thank you so much supurim court
ମୁଁ ଗୋଟେ ବିଧବା ମୋ ଶାଶୁ ଘର ଲୋକ ଭାଗ ଦେଉନାହାନ୍ତି ମତେ ମୋ ପିଲା ମାନଙ୍କୁ ଧରି ମୁଁ ବହୁତ ହଇରାଣ ହଉଚି ଭଉଣୀ ଘରେ ରହିଛି ପିଲାଙ୍କୁ ଧରି
Thank you so much suprim cart
ସୁପ୍ରିମ କୋର୍ଟ ରେ ଜର୍ଜ ହୋଇ ଥିବା ବ୍ୟକ୍ତି ଚାଷୀ ପରିବାର ର ଜଦି ହୋଇ ଥାଆନ୍ତା ଝିଅ ବିବାହ ହୋଇ ଜମି ଭାଗ ନେବା କତେ ଠିକ୍ କେତେ ଭୁଲ ଜାଣି ପାରିଥାନ୍ତା ***********ଏହି ଆଇନ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି କରିବା ନିୟମ ବା ଆଇନ
ପାଗଳ କୋର୍ଟ ର ପାଗଳାମି ରାୟ କାହିଁକି ମୋତେ ପଚାର
କାହିଁକି
Jaya jagannath
Bapa,maa nkara seba Kariba adhikar saman bhabe rahiba darkar supreme court ehi ray taku sigra suneibaku request 🙏🙏
ଝିଅମାନଙ୍କୁ ଶାଶୁ ଘରୁ ଅଧିକାର ଦିଆ ବାପ ଘରୁ ନୁହଁ
ଏମିତି ହେଲେ ବାପା ମା ମରିଗଲେ,ଯଦି ଭଉଣୀ ଅବିବାହିତ ରହିଲେ ଭାଇମାନେ ଖର୍ଚ କରିବେକି?
Court ର ରାୟ ସାୱଗତ ଯୋଗ୍ଯ 🙏ଯେତେବେଳେ ଭାଇମାନେ ବିବାହିତ, ବା ଅବିବାହିତ ଭଉଣୀମାନଙ୍କ ପ୍ରତି ନିଜର କର୍ତବ୍ଯ ଯାହା ତୁଲାଇବା କଥା ତାହା ତୁଲାଉନଥିବା ହେତୁ ଭଉଣୀମାନେ ବାଧ୍ଯ ହୋଇକି ପୈତୃକ ସମ୍ପତ୍ତି ପାଇବାର ଅଧିକାର ପାଇଁ Court କୁ ଯାଉଛନ୍ତି ।ବିବାହିତ ଭଉଣୀମାନେ ଶାଶୁଘରରୁ, ବାପାମାଆଙ୍କ ଘରକୁ କେବେ କେମିତି ଗଲେ କିଛି ନ ହେଲେ ବି ଦିପଦ ମିଠା କଥା, ମୁଠାଏ ଖାଇବାକୁ ହେଲେ ଖୁସିରେ ଦିଅନ୍ତୁ ପୈତୃକ ସଂପତ୍ତି ଅଧିକାର କରିଥିବା ଭାଇମାନେ ନିଜର ଧର୍ମପତ୍ନୀଙ୍କ ସହିତ ।ସେତିକି ବି କରୁନଥିଲେ ଝିଅମାନେ ବାଧ୍ଯ ହୋଇକି Court କୁ ଯାଉଛନ୍ତି ।ଯାହାର ବିଲ୍କୁଲ ଭାଇ ନାହିଁତ ସିଏ ବିବାହିତ କି ଅବିବାହିତ ହେଲେ ବି ପୈତୃକ ସଂପତ୍ତି ଉପରେ ସଂପୂର୍ଣ୍ଣ ଅଧିକାର ଅଛି ।
Aapananka matamata sampurna bhabe nirata satyata upare adhharita .
Emitiki Bhai Mane Maa Bapa nku najara bandi Kari rakhhi Bibahita Bhauni mananku Bapa Maa nka gharaku jai Bapa Maa nka Saha misibaku kii dekha karibaku bii deu nahanti , michha sandeha ku nei , aau Bhai Mane Bapa Maa mananku Bhauni mananka thhu Brudhha abastha re durei rakhhi kii Bhudhha Nachar Bapa Maa mananku torture karichanti . Bada dukhara kathha . Aama Samaj bahut talaku khasi galani . Mun nije ehara bhukta bhogi . 🙏🙏🙏
Semiti bohu vala😀 bapaghara sabu property aniba😀
ଝିଅଟା ବାହା ହେବାକୁ ଯାହା darakar କଉତୁକ ସହ ନେବ ଶାଶୂ ଶ୍ବଶୁର ଙ୍କ ସେବା କରିବ ସ୍ୱାମୀ ର ରୋଜଗାର ରେ ହକ୍ ପାଇବ। ଆଉ ପୁଅ ରୋଜଗାରର ସବୁ କିଛି ଘରେ ଖର୍ଚ୍ଚ କରି, ଯା sampati କରିବ bapa,ମାଆ ନାଁ ରେ ,ବାପା ମା ର ସେବା କରିବ, ଝିଅ ପାଇଁ ଅମାବସ୍ୟା ଦଶହରା, ମଲା ବିଭା, ସବୁଥିରେ ଛିଡାହୋଇ ମହତ ମର୍ଯ୍ୟାଦା କରିବ ,ତା ପରେ ଶାଶୁଘର ର ସମ୍ପତ୍ତି ସହ ବାପା ଘର ର ଭାଗ ନେବ।
Dhanyabad
.🙏🙏🙏🙏
ଆମ ର ଜଣେ ପଡୋଶୀ ତାଙ୍କର ପାଞ୍ଚ ଏକର ସମ୍ପତ୍ତି ବିକ୍ରୀକରି ଚାରି ଭଉଣୀଙ୍କୁ ଭଲ ଭଲ ଜାଗାରେ ବାହାଦେଇଛନ୍ତି ।ବର୍ତ୍ତମାନ ତାଙ୍କର ଆଉ ଚାଷ ଜମି ଆଦୌ ନାହିଁ ।ଯାହା ଘର ଡିହ ଅଛି ସେଥିରୁ ଭଉଣୀମାନେ ଚାହିଁଲେ ଭାଗନେଇ ପାରିବେକି ? ଏ ବିଷୟରେ କୋର୍ଟ କଣ କହୁଛନ୍ତି ,ଦୟାକରି ଟିକେ ଉତ୍ତରରେ ଲେଖିବେକି ?
ସାମ୍ବାଦିକ ମୁହାଶୟ ସୁପ୍ରିମ କୋର୍ଟ ଦେଇ ଥିବା order ଟି କେତେ ପୃଷ୍ଠା ର ଆଉ କଣ କଣ ସବୁ condition ଗୁଡିକ କୋର୍ଟ ରେ ଉଲ୍ଲେଖ ଅଛି ନା ସିଧା ସିଧା ଜନ୍ମ ଗତ ଅଧିକାର ଅଛି ବୋଲି ଆଦେଶ କରିଛନ୍ତି.
ଯଦି ଝିଅ ମୃତ୍ୟୁ ବରଣ କରି ଥିବ ତାହେଲେ ସେ ସମ୍ପତି ମୃତ ଝିଅ ପୁଅ ଓ ଝିଅ ମାନେ ପାଇବେ ନା ନାହିଁ.
Ae aeni jogu jhia mane bahut utpat heuchhanti .sasu sasura au Nananda bhai bhauja nku tike santi re rakhu nahantni .manasika asanti swami stree bhitare jhagada sabu heichi.kan paen a aeni.jia ae aeni karichhanti se kete bhauni nku deuchhanti.tanka bhauni bhala hei thibe bhai ra bhala chahun thibe.hele ama nananda utpata heuchhanti santi re rakhei deu nahanti
ଝିଅ ଯେତେେଳେ ବାହା ହେଉଛି ତାର ଶାଶୁ ଶଶୁର ର ସମ୍ପତି ରେ ଭାଗ ମିଳିବ ତାର ସ୍ବାମୀ ର ସମ୍ପତି ରୁ ବି ଭାଗ ମିଳିବ । କିନ୍ତୁ ପୁଅ ଯେତେେଳେ ବାହା ହବ ସେ ବାପା ମା ର ଯତ୍ନ ନେବ ସେଥିରେ ଯଦି ସମ୍ପତି ଭାଗ ହବ ବାପା ମା ର ଯତ୍ନ ନେବା କିଏ ଝିଅ ନା ପୁଅ
Gote jhia bapa gharu bhaga neba.Gote pua bi ta gote jhia ku baha haba na.Gote pua ra stree bi ta ,ta bapa gharu bhaga aniba na.
@@rashmisahoo291 amara pua manakara ichha nai sasura gharu jaga magi ki ghare jhagra karbara
@@rashmisahoo291 toma jhia manakara swamira sampatti nai ki bhikari ki je bhai manakara future katha na bhabhabi nija sartha khali dekhuchha
@@nabajitbiswas5410 mo nija bhai ku ta sasura 50 lakh deichhi. Mo bhai mana kalani. Bhabilani mo sala gariba heijiba.Ta sasura kotipati. Ta sasura ghara bhubaneswar. Ta sasura ra 4 ta jhia au gotie pua.Ta sasura sabu jhia nku 3 guntha lekhye jami dechhi. Khali mo bhauja jami na aniki 50 lakh tanka anichhi.Ta sala ra 20 guntha jami. Mo bapa ra ta mu gotie jhia .Mu bhaga khojibini kemiti.
Suna tomar bhaira sasura jete bhi amir hau kahinki Lobha kariba toma bhaira Sasura crore Pati ta mane aiya nuha je samastanka Sasura cotipati
Maa sampatire Madhya santanara adhikar rahibara katha.
ଆରେ ବାଣ୍ଡ ମୁଣ୍ଡି ବିଚାର ପତି ଝିଅ ବାହା ହେଲା ପରେ ତାକୁ ମାଣ ଚାଉଳ ଦିଆ ହେବକି ଖାଇବାକୁ
ନା ବାପ ଘର ମଶାଣି ରେ ପୋଡା ହେବ
ଘଇତା ଆସି କୁକୁର ହେଇ ରହିବ କି
ସାବତ ମାଁ କୁ ହଇରାଣ କରିବ
ଝିଅ ଆସି ରହିଲେ ବାହାହେଇ ଛୁଆ ଧରି ଆସି ରହିଲେ ବାଡୁଅ ଭାଇ କୁ ଝିଅ କିଏ ଦେବ ଗେହିଁବାକୁ
ତା ଘରେ ବେଧେଇ ଝିଅ ଆସି ରହିଛି ଘଇତା ଛାଡି କୁକୁର ସ୍ୱାମି ଆସୁଛି ମଝିରେ ମଝିରେ ହାଣ୍ଡି ଚାଟିବାକୁ
ମୋ କଥା କହୁଛି ସାବତ ବଡ ଭାଇ ଶଶୁର ଘର ବଡ କୁକୁର ,ତା ତଳ ହାଣ୍ଡି ଚଟା କୁକୁର ଶାଶୁ ଘର
ଭଉଣି ରଣ୍ଡି ଆସି ରହିଛି ଘରେ ଆଜକୁ ଛ ବର୍ଷ ହେବ
ନିଜ ମାଁ କୁ ହାଣି ପନିକି ରେ ନିଜ ତାର ମାଁ ସେ ପାରିକୁ ଗଲା ଶେଷ ଦେଖା କରିଲା ନାହିଁ ମୋର ଭଉଣୀ ନିଜ ମାକୁ ଦେଖା କରିବାକୁ ମନା ,ଭେଣେଇ କୁ ମୋର ମନା ଘରକୁ ସେ ବେଧେଇ ଆସିଲା ଯେତେବେଳେ ଦାରିକୁ ଗୋଟିଏ ହାଣ୍ଡିରେ ଖାଇବାକୁ ଦେଲାଠୁ ଆଜି ମୁଁଇ ବାଣ୍ଡ ହଲେଇ ରହୁଛି
ମୁଁ ମରିଯାଇଛି,ମୋର ମାଁ ମରିଯାଇଛି, ମୋର ଭ ଉଣୀ ମଧ୍ୟ ମରିଯାଇଛି legal hir certificate
ଆଜ କୁ ଅନୁମାନ କରୁଛି ପଚିଷ ବର୍ଷ ହେବ
ବାପ ସେଷ କୃତ୍ୟ କରିନ ଥିଲେ ବର୍ତମାନ ସମ୍ପତି ବାଣ୍ଡ ଦରକାର ପେଳ ଦରକାର ବାଣ୍ଡ ମୁଣ୍ଡିକୁ
ଏଭଳି ବାଣ୍ଡ ବିଚାର ପତି ପେଳ ବିଚାର କରିଲେ
ଲୋକେ ବାଣ୍ଡ ରେ ତାଳା ମାରି ବୁଲିବେ
ମୋର ଖୋଳା କଥା ସିଧା କଥା
କିଛି ଅଶିଳ ଭାଷା ଲେଖି ଥିବାରୁ ମୁଁ କ୍ଷମା ମାଗୁଛି
କିନ୍ତୁ ସତ୍ୟ କେବେ ଲୁଚିନି ସଦାସର୍ବଦା ଧର୍ମ ର ହେଇଛି ଜୟ 🙏🙏🙏
Daughters are more caring than sons So Govt should make rules Because Daughters are very sensitive 🙄
Absolutely right
Thik kotha puo manonko apekhya jhio manoko baba maa nko prati besi chinta ruhe
Thik kotha puo manonko apekhya jhio manoko baba maa nko prati besi chinta ruhe
Jwain mane soiki property paiba 😀 Mera sasur kab marega Act 😀
Very Beautiful
Good Right
Good
ଏଇଟା ଠିକ୍ ରାୟ
In this decision there is a chance of conflict between brother and sister. The relationship may not be healthy
But jwain property paiba...soiki😀 Mera sasur kab marega Act 😀
Nice dicision sir 👍
ଭାଇ ସମ୍ପତ୍ତି କୁ ଭଉଣୀ ନେଇ ପାରିବ କି ।। ବାପା ମାଆ ମୃତ୍ୟୁ ପରେ ସମ୍ପତି କିପରି ଭାବେ ଝିଅ ନେଇ ଗଲା ଭାଇକୁ ଛାଡ଼ି ।। ଭାଇ ନମରେ ଘର ଥାଇ ମାଡ଼ି ବସି ରହିବ ।। ଭାଇ ଭଡ଼ା ଘରେ ରହି କଷ୍ଟ ରେ ଚଳିବ ।। ଆଇନ ପାଠ ପଢି ଛି ବୋଲି ବେଆଇନ ଭାବେ ଏପରି କାମ କରିବା ଉଚିତ କି ।। ଆମେ ଗରିବ ଓ ମୂର୍ଖ ଲୋକ ହୋଇ ଥିବାରୁ ଆଇନ କୁ ଯାଇ ପାରୁ ନାହିଁ ।।
Thika katha
Very nice
Good decision
ପୁଅ ଏକା କଣ ପାଇଁ ସେବା କରିବ.ମାଗିହେଁ ବାପାକୁ ତାଙ୍କ ଶାଶୁ ଘରକୁ ନିଅନ୍ତୁ
Sabi Bola bhai,semane karibeni money time Re Seba karibe🤢
You are a great son. You proved it
ଆରେ ଦିଦି ମୁଁ ବାପା ଙ୍କୁ ରାଗ ନାଇଁ....ସେ ସରକାର କୁ ରାଗ
Aame sabu jhia mane bahahela bele bap bhai dunia kharch karuchhanti, mo katha mu kahuchi mate mo maa jetiki deichi mo bhai ra km padib , sehipari sabu jhia mane aajikali bahut kichhi neiki jauchhanti . Semane kemiti bhaga nebe .
Right jhio manku miliba darkar
କିଭଲିଅ ଆଇନ ବାପା ବୁଢା ହେଲେ କି ଦେହ ଖରପହେଲେ ପୁଅ କାଇଁକି ପଇସା ଖର୍ଚ କରିବ ଝୁଅ କାଇଁ କରୁନହତି ପାଗଳା ମି ଆଇନ କୁ କିଛି ନୁହଁ କି ଆମ ଦେଶର ଆଇନ ସେ ପାଠ ପଢିନି ଏଥିରୁ ଜଣା ପଡୁଛି ବୁଢା ବାପା ମା ମାନେ ଘରେ ପଦିପଦି ମାରିବେ ହେଲେ କେହି ସେମାନଙ୍କୁ ମେଡ଼ି କାଳ ନେବେ ନି ଭଲ୍ସ୍ ଇଆଇନ୍ ଏ
ଏହା ଦ୍ଵାରା ଭାଈ ଭଉଣୀ ରେଲେସନ ନଷ୍ଟ ହେବ
Court jemiti jhia manankara adhikar sunile semiti bapa,maa nkara seba Karibar adhikar pua,jhia nkara samana bhabe....rahiba darkar ...Khali kahidele hebani je pua seba Kariba jhia Khali sesa time rai share neba ... supreme court ehi ray ta suneibaku padiba.....
Ae aeni jogu jhia mane nija sasu sasura nka katha na bujhi bapa gharaku asi utpat heuchhanti .nij sasu sasura nka seba nkari bhauja upare malikana dekhauchhanti.manyabara ama bohu mananka katha tike bujhantu pls.
Madam aap Sahi Baat Bole Mere Sath bhi Aisa hua hai mere bhabhi Ne Mere Sath Aisa Kiya Hai😮
Yes❤❤❤❤❤❤❤
You are very much right madam. Court ku daudi daudi paisa kharchant. Date pare date.. Amiti kete case pending rahuchi. I am facing same issue since my father left us , even one single rupee they are not giving.. Unnecessarily I am waisting my self earning as nothing left behind me to follow court time.. And not able to fulfill the demand to get marry.. It is so pathetic and heart breaking as well. The home is seems unknown where my whole childhood I spent.
Since 5yrs .. I am running behind court, lawyer.. By waisting my hard earned money. And i am doing so because I want to show a girl nothing less than a boy, I am much more talented than a boy in my family.. It is the dignity of girls pride.. Yes sometimes it is very much frustrating why this type of discrimination.. Why people are not following the law, why it is only in paper of Constitution, why it is taking so many years to get justice???
Jhia khali sampatti re bhaga neba na pua bhali bapa maa nkara seba,jekounasi lone sujhiba,bandhu bandhana re mahata marjyada madhya sabure madhya kartabya rahiba darakara na nahi
Mo bhauni mrg sola ni kintu ebe mo opa mane peusi jami pai adhikar maguchi ta hele mu kete bhago nebi mo vauni kete bhago nebo aau mo peusi puni se
ଏବେବି ଲୋକମାନେ ବଦଳିନାହାନ୍ତି
This supreme court order nobody canot accept
Right good morning sir
paitruka sampati upare jadi puamane ghara kari rahi paruchhanti kintu gote asahaya jhia ghara tie kari rahibaku hele taku court ra dwarasta hebaku paduchi keunthu aniba asahaya jhia ti tanka okila mananku khoiba pain
Some have made power of attorney ignoring sisters and selling paternal property without knowledge of theirs
Yes, jwain janiba katha. Mera sasur kab marega Act 😀
Who take responsibility for girl child repidly death for this order ?
Khali bapa ra sampati upare jhiara adhikar rakhile habaki,bapa nka loan re b jhia nka adhikar rahu j bapa loan krithile jhia b sujibar adhikar rakhu court
ଏହା ଠିକ୍ ହେଲାନି ।
Mu b gote bidhaba bohu mora jhiya achhi but mo sasu sasura mote poutrika sampatiru dabaku chahu nahanti.
Madam apana jaha b kahile 100% right
Thik kahile sir baha hela belare 5 laksta 10 Laksta nai thib Runa pua mundare Ladi dae jhia ku paitrik sampati nai parib a ki bichar
V good decision, but joutuk protha bi uthi jao kahi ki na bohut joutuk pai jhio problem face koruchi, emiti b time aasuchi j suicide &murder b koridia jao chi, joutuk protha hota gole bholo hounta
Jautuka Pratha kau dina uthiba kajani
ଜାତୀକୁ,, ନେଇ, ଆଇନକରଭଲହବ, ଆଉ, ଧରିବ, ଭାରତୀୟ, ଖା, ଖା, ଖାତା, କିଛିବୁଝିହେଉଚି, ଭାଇ, ଭଉଣି,ଭିତରକୁ ଟିକେ, ବୁଝ,
Daughter in support their Husband for Property
If the law is very clear, why court talke long term to finalize the case, it will better to discuss this matter
Jhia bhaga neba jadi tahele se maa papa kara age hele care b jhia kriba.bapa karaja kale Jhia sujhiba pua nuhe.Jhia b kau puja hele kichi paibani bhai pakharu
Son in-laws should support to their wive
No. Jwain mane soiki property paiba 😀 Mera sasur kab marega Act 😀
AINE thik nuho sasu ghara loko bahut lovi hai JIBA
Madam thik kahile bada badia family re besi hinsabada karuchhanti Mu nije feel karuchi mu sampatipain interested nuhen but mo bapa ra sampati third person pakha ghara loka ghara madibasuchanti mo vai mane kichhisununahanti mu eka jibanaku dei ladhuchi tote ame kichhi debu nahi kahi.mada laguchanti duniya tension douchanti banchi ki b mariba saha saman helani asantire
Same do tamara jaha situation mo maa rate same sitution
Jadi bapa maa nka gotia bi pua nahanti jhia achhanti tahele kaakaa bada maananka pua Mane sampatir adhikari hebeki jhia maane thaau thaau jhia mananku bi mili baa uchi 😮
Yes
Jahara pua nahin, jhia mane ta puni parents nka sampati nouchanti. Bhauni marriage karuchanti seita gote kartabya, ajatha bhai bhauni jhagada hebe, parents mane bardhakya re bahut aba helita hebe. Jhia sasu sasura nku pacharunahanti bapa ghare besi munda purou chanti,bhai nije baha hela pare bhauja ta bapa gharaku jauchi na nahin bapa ghara kathare munda purouchanti na nahin. Pua mane tame bapa Maa nku pachara, bapa Maa nka sampati bahut pyara.
Jadi bapa marejaithiba pua dhar udhar kare bhauniku baha karethiba au bahaghara pare bhai dhar sujhi sujhi nija pilanku bi thik se patha satha napadhei napare kamakare lagei dhar sujheiba au dhar karaj sujhi jetebale teke bhala bataku asebe tapare bhauni ase bhaga mageba sete bale bhai kan kareba teke bhaira pilamane tanka bapa ku kan kahebe bhauni bahaghara pain ame barbad puni taku bhaga dea sethilage bhauni upare kehi au biswas karebeni
Right thik decision neichanti
Sei katha jadi jhia sama na bhaga naba tahale baba maa nka dekha suna medical kharcha b bahan kariba darkar ea b ray supreme court daba katha taha le gote pua kn paila jhia bahaghara bele ate tanka sariba bapa maa nka seba kariba tahale gote pua paila kn
Bapa manku kort duare suaidia jug tanka gharaku nebe au vhai vhauni gandogola bafhi galani au kichi b samprk naihn kichi b thik karunahanti
Bapa Maa nku kie posiba
All daughter wants because parents property is Prasad for her
Bahut bhala .Heba Dabi na kale madhy force kare Bapa
Maa ra Sampati Jachikari Debare .Govt rule kariba katha
Mera sasur kab marega Act 😀
Thhik thhik
Bhai subprime court au kichi pailani eigudaka bahara kari ghare kalaha sristi karuchi
Good nws
ପୁଅ ଅପେକ୍ଷା ଝିଅ ମାନେ ବହୁତ ହଇରାଣ ହେବାର ଦେଖିବାକୁ ମିଳିଛି।
gote asahaya bidhaba jhia kipari tara bapa smpati re ghara tie kari rahi pariba bina cort case re jemiti puamane rahuchhanti thik semiti gote jhia bi bina kes re ghara kari rahi pariba sethipain suprimcourt nku mora binamra prathana daya karantu