LADHEI PALA | Mandakini Swayambar - ମନ୍ଦାକିନୀ ସ୍ଵୟମ୍ବର | Part-2 | Satyabhama Singh,Jaimini Mahant

Поділитися
Вставка
  • Опубліковано 23 січ 2025

КОМЕНТАРІ • 44

  • @balarammishra9723
    @balarammishra9723 Рік тому +16

    ଖୁବ୍ ସୁନ୍ଦର ସାବଲୀଳ ହୋଇ ଥିବାରୁ ଉଭୟ ଦଳର ଗାୟୀକା ମହୋଦୟା ଙ୍କୁ ଶତ ଶତ ପ୍ରତିଶତ ଧନ୍ୟବାଦ ଅର୍ପଣ କରୁଛି ଭଗବାନ ଶଙ୍କର ସମସ୍ତଙ୍କ ପାଇଁ ମଙ୍ଗଳ ବିଧାନ କରନ୍ତୁ ବଳରାମ ମିଶ୍ର ମଲ୍ଲିକା ଦେଈ ପୁର ଶାସନ

  • @hariharamahanta375
    @hariharamahanta375 Рік тому +5

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଧନ୍ୟ ବାଦ୍

  • @rajatsahu5175
    @rajatsahu5175 Рік тому +33

    ବହୁତ ସୁନ୍ଦର ପାଲା ପରିବେଷଣ କରିଥିବାରୁ ଉଭୟ ଗାୟିକା ମହାଶୟା ଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହିତ ତାଙ୍କର ମଙ୍ଗଳ କାମନା କରୁଛି। ଜୟ ଜଗନ୍ନାଥ

  • @NaliniKansarali
    @NaliniKansarali 8 місяців тому +7

    ଓଁ ନମୋ ଶ୍ରୀ ସତ୍ୟନାରାୟଣ ମହାପ୍ରଭୁ ❤❤❤

  • @DurgacharanSadanji
    @DurgacharanSadanji 3 місяці тому

    Your Pala foundation is strong and properly so thanks !!!!!!!!!

  • @DurgacharanSadanji
    @DurgacharanSadanji 3 місяці тому

    Your Pala foundation is strong and properly so thanks !!!!!!!!! 14:14 14:19 14:20

  • @abhimanyunayak4407
    @abhimanyunayak4407 Рік тому +5

    ❤supar

  • @santosh-h5f
    @santosh-h5f Рік тому +1

    Ati sundar😮

  • @RabinNanda-fe5mp
    @RabinNanda-fe5mp Рік тому +2

    Bahut bhal heichhi thanks

  • @krupasindhumishra3135
    @krupasindhumishra3135 Рік тому

    ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ

  • @karunakarnag2507
    @karunakarnag2507 Місяць тому

    Jaimini mahanta apanka pala bahut badhia

  • @ବୃଷଭାନୁସୁତେଦେବି

    ରାଧେ ରାଧେ 🦚🙏🙏prt. 3 ଛାଡ଼ ମିତ୍ର

  • @savitripradhan8987
    @savitripradhan8987 Рік тому +1

    Jamming mahanto very nice pala Liking also very good

  • @bffanimeart23
    @bffanimeart23 Рік тому

    Jay jagannth 🙏🙏🙏🎉❤

  • @ranjitnaik2026
    @ranjitnaik2026 3 місяці тому

    Radhakrusna

  • @astikmohanta4144
    @astikmohanta4144 Рік тому +5

    ଭଉଣୀ ଜୈମିନି ମହାନ୍ତ ତୁମକୁ କେମିତି ପ୍ରଶଂସା କରିବି ଭାଷା ପାଉନାହିଁ।ଧନ୍ଯ ଧନ୍ଯ ଆମ ମହାନ୍ତ ଜାତିର ସୁଯୋଗ୍ଯା କନ୍ଯା ଧନ୍ଯ ତୁମର ମାତାପିତା।ଶତଧନ୍ଯ ତୁମର ପାଲା ପରାକାଷ୍ଠା। ଆସ୍ତିକ ମହାନ୍ତ ମୟୂରଭଞ୍ଜ ତିଖିଆ ଗ୍ରାମରୁ ତୁମର ଉତ୍ତର ତ୍ତୋର ଉନ୍ନତି କାମନା କରୁଅଛି

  • @umakantadas1325
    @umakantadas1325 5 місяців тому

    ଉଭୟ ଗାୟିକା ଗାଇଲେ ପାଲା
    ମୁଗ୍ଧ ହୁଏ ଶୁଣି ଏ ଉମା କାଲା
    ସମୀକ୍ଷାରେ ଅଛନ୍ତି ଜିତୁ ସାର
    ସିଦ୍ଧାର୍ଥ ଚ୍ଯାନେଲ ଜଗତେ ସାର।।
    ବହୁତ ସୁନ୍ଦର ପାଲା ଧନ୍ୟବାଦ

  • @romanchaldharua1778
    @romanchaldharua1778 4 місяці тому

    ବହୁତ ସୁନ୍ଦର

  • @karunakarbehera3516
    @karunakarbehera3516 Рік тому +1

    God bless you. Pala sanskriti ku banchei rakhichha.

  • @dusmatanayak9921
    @dusmatanayak9921 Рік тому +2

    ସତ୍ୟଭାମା ସିଂ ସୁନ୍ଦର ପାଲା ଗାୟିକା କିନ୍ତୁ ଆମ ଗହଣ ରେ ଆଓ ନାହାନ୍ତି ଅମର ଆତ୍ମା କୁ ଭଗବାନ ସଦଗତି ଦିଅନ୍ତୁ 🙏🙏

  • @rinkumishra5623
    @rinkumishra5623 10 місяців тому +1

    Bahut badhia

  • @puspanjalipanigrahi5138
    @puspanjalipanigrahi5138 Рік тому

    Bilkul thik kahile sing bhauni hidimbi pala re madhya eiya hoithila kintu judge mahodaya jaimini chehera re bhola

  • @minaketandharua2116
    @minaketandharua2116 Рік тому +5

    At that time untouchability prevailed to an extreme point.This impact in society was due to Brahmanism which creates caste feeling.

  • @kshirodchandramahanta8239
    @kshirodchandramahanta8239 Рік тому

    Excellent paribesan

  • @HiranyakumarDas-t6y
    @HiranyakumarDas-t6y Рік тому

    Very Nice very Nice

  • @kudumalimaheswarmohanta1421
    @kudumalimaheswarmohanta1421 10 місяців тому +1

    ଦିଦି ତର୍ ଲଳାହାଃୟ ପାଲା ଦେଖିଂ କରିଂ ହାମାକେ ଵେଜାୟଁ ଖୁସିଲାଗଲ ।ତର୍ ଘର୍ କାହି ହାମି ଜାନି ନାୟଁ ।ତର୍ ଗଲାର୍ ସୁର୍ ଆର୍ ଭାଷାର୍ ସମାଲୋଚନା କରଵ ହାମି ଜାନିଂପାରଛି ନାୟଁ ।କୁଳମି ଜାଇତୈର୍ ମାନ ରାଖଛିସ୍ ଅୟଟା ହୋଇଲ ହାମାର୍ ପାସେ ଵଳକଥା ।ତୋର୍ ଵାପ୍ ମାୟଁକେ ହାମି ଜୁହାର୍ ଜାନାଛି ।ତକେ ଭଗ୍ ଵାନେ କନ୍ ରୁପେ ଗଳିଃହିଂଛିଲ ଉଟା ଭଗ୍ ବାନକେ ଜାନା ଆଜ୍ ସାରା ଦୁନିଆୟଁ ନାମ୍ କାମାୟଁ ଚଲିଂଛିସ୍ ।ହାମି ଗୁଳିଆଲଵାନ୍ଦ୍ ଵାରିପାଦା,ମୟୂରଭଞ,ପାସ୍ ଲେ ଚୁଟୁଭାୟ ହିସାଵେ ମତାମତ୍ ଲେଖିଂ ପାଠାଲି ।କୁଳମି ଜାଇତୈର୍ ମାନ୍ ରାଖିଂ ଚଲିଂଥାକ୍ । ଶେଷରେ ସମୟେ ସିଦ୍ଧାର୍ଥ ଚେନାଲକେ ଧନ୍ୟବାଦ୍ ଜାନାଛି ।ଜୟ ଗୋରାମ୍ ମାୟଁ ।ଜୟ କୁଳମି
    ❤❤❤🎉🎉🎉

  • @sumitrabehera4098
    @sumitrabehera4098 Рік тому

    Super 👍👌👍👍

  • @GYANRANJAN-xq7eh
    @GYANRANJAN-xq7eh Рік тому

    Good job

  • @dusmantarout8803
    @dusmantarout8803 Рік тому +3

    Excellent pala paribesan

  • @LabaSwain-kz8dy
    @LabaSwain-kz8dy Рік тому +1

    Very nice

  • @BenjanSahoo
    @BenjanSahoo 10 днів тому

    12.5

  • @sudhakarpradhan4655
    @sudhakarpradhan4655 11 місяців тому

    Performance is nice. But it is only subject wise performance. No social education feater.

  • @budhadebamahanta
    @budhadebamahanta Рік тому

    9 in i

  • @BhajarajNial-pl8bd
    @BhajarajNial-pl8bd Рік тому

    KABI TUNDA MENDA MUNDA TA MUNDIA KU SABDHAN

  • @DurgacharanSadanji
    @DurgacharanSadanji 3 місяці тому

    Your Pala foundation is strong and properly so thanks !!!!!!!!!

  • @romanchaldharua1778
    @romanchaldharua1778 4 місяці тому

    Very nice