Setubandha Pratista - Ladhei Pala | Part -2| Merunath Mahapatra,Laxmidhara Sadangi | Sidharth Bhakti
Вставка
- Опубліковано 9 лют 2025
- ବିଷୟବସ୍ତୁ: ସେତୁବନ୍ଧ ପ୍ରତିଷ୍ଠା
ପ୍ରଥମଦଳ : ଗାୟକ ରସରାଜ ମେରୁନାଥ ମହାପାତ୍ର
ଦ୍ୱିତୀୟଦଳ : ଗାୟକ ବିଶାରଦ ଲକ୍ଷ୍ମୀଧର ଷଡ଼ଙ୍ଗୀ
ବିଚାରକ :ପଣ୍ଡିତ ନିରଞ୍ଜନ ସାହୁ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁI
-----------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
------------------------------------------------------------
Watch & Subscribe to our other UA-cam Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
---------------------------------------------------------------
#SidharthBhakti #SidharthTV #SidharthMusic #NamitaAgrawal #SitaramAgrawal #odiabhajan #odiasong #jayjagannathtv
ଆପଣ ଏ ସେତୁବନ୍ଧ ପ୍ରତିଷ୍ଠା ବିଷୟବସ୍ତୁ ଟିକୁ ବହୁତ ଭଲ ଉପସ୍ଥାପନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ!
ଶ୍ରୀ ରସରାଜ ମେରୁନାଥ ଙ୍କ ସାର ଙ୍କ ପରିବେଷଣ 👌👌👌🙏🏻🙏🏻🙏🏻 ତାଙ୍କୁ ଆଉ ଗୋଟିଏ ବିଷୟରେ ପାଲା କରିବା ପାଈଁ ଡକାଯାଉ 🙏🏻🙏🏻
ରସରାଜ ଙ୍କ ପାଲା ବହୁତ ସୁନ୍ଦର ଅଭିନୟ ଓ ପରିବେଷଣ
ଓଁ ଶ୍ରୀସତ୍ୟନାରାୟଣାୟ ନମଃ...
"ଗାୟକ ରସରାଜ ଶ୍ରୀଯୁକ୍ତ ମେରୁନାଥ ମହାପାତ୍ର" ଓଡ଼ିଶା ପାଲା ଜଗତର ଅଗ୍ରଗଣ୍ୟ ତଥା ଉତ୍ତମ ଶ୍ରେଣୀ ପାଲା ଗାୟକମାନଙ୍କ ମଧ୍ୟରେ ଜଣେ ନିଶ୍ଚିତ ଅନ୍ୟତମ ଅଟନ୍ତି…🚩🌅☀️🌷🌺🥀🌻🌼🌹♥️🙏
Ati sundar upasthapana due mahan gayakankara jay jagannath apona sabubele susthaha sabala thantu more jagannath nka pakhare prathana
Nice presentation (both gayaka)
ଅତି ସୁନ୍ଦର ପାଲା ପରିବେଷଣ, ସୁଲଳିତ କଣ୍ଠସ୍ୱର। ଓଡ଼ିଆ ସଂସ୍କୃତି କୁ ଏପରି ବିଖ୍ୟାତ ଗାୟକ ପାଲା ପରିବେଷଣ ଦ୍ୱାରା ରୁଦ୍ଧିମନ୍ତ କରୁଥିବାରୁ ମୋର ପ୍ରଣାମ।
Pranam angya.uttam tama tharu nada sabda thile lekhi thanti.Thapi sarbotam ate.👌👌👌🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏ଅତି ସୁନ୍ଦର
Ati sundar pala
ଖୁବ ସୁନ୍ଦର🙏👌
ସିଦ୍ଧାର୍ଥ ଭକ୍ତି ଚାନେଲକୁ ବହୁତ ବହୁତ ଧନ୍ଯବାଦ।🙏
ସୁନ୍ଦର ଉପସ୍ଥାପନା ବହୁତ ଭଲ ଲାଗିଲା
ଦୁଇ ଜଣ ଗାୟକ ମହାଶୟଙ୍କ ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟୀର 🎉🎉🎉
Merunath mahasayanka pala paribesan ati ucha kothira dhanybad
Merunatha sir sundar upastapana kale.vala lagila.dhanyabad
JAY BHABANI
ଯୋଜନ ଯୋଜନ ବୋଲି ଏ ହି ବାଦୀ ପାଲାରେ ଯାହା କହି ଛନ୍ତି ସେ ଦେଖିଛନ୍ତି କି ପ୍ରକୁତ ରେ ଦେଖିଯାଣି କି ସବୁ ପ୍ରମା ଣ ଦେଇ କୁହନ୍ତୁ ନଚେତ ଭୁଲ ହୋଇ ଯିବ.
ପ୍ରକୃତ ରେ ଆପଣ ରସରଜ୍ ଉପାଧି ର ଯୋଗ୍ୟ ଆପଣଙ୍କୁ ମୋର୍ ଅନ୍ତର ର କୋଟି ପ୍ରଣାମ ଆପଣ ଏ ଓଡ଼ିଶା ର ପ୍ରାଚୀନ କୀର୍ତ୍ତି ପାଲା ମାଧ୍ୟମ ରେ ଅଗଣିତ ଶ୍ରୋତା ମାନଙ୍କୁ ଏମିତି ଦିଗ୍ଦର୍ସନ୍ ଦେଉଥନ୍ତୁ ଏବଂ ସେ ମାର୍ୟାଦା ପୁରୁଷ ଶ୍ରୀ ramchandra apanañku ଦୀର୍ଘାୟୁ କରି ରଖିଥାନ୍ତୁ
...
Pratapapanda,
3e😂😁😁😁😉😉😙😉😙😙😙😙😙🤡🤓ssz@@PratapPanada-nd4emedge, nu😅😅😅😅 1:34
@PratapPanada-nd4em 😅🎉😢😮😅😅🎉x😢y CT in FC in hii GM Dr se❤......
RR Dr hii JB, b ,9=
@@PratapPanada-nd4em9th😢 flatware❤ by
ଏତେ ସୁନ୍ଦର ପାଲା ମୁଁ ମୋ ଜୀବନରେ କେବେ ଦେଖି ନଥିଲି ।ବହୁତ ବଢ଼ିଆ
PA
Excellent pala
ସୁନ୍ଦର କଣ୍ଠ ସ୍ୱର, ଗାୟକ ମହାଶୟ, ପ୍ରଣାମ
Good
Good
Bahut badhia lagila, bahut bahut dhanyabad..
Thanks for Makarsankaranti News
ବହୁତ ସୁଂଦର ଲଢେ଼ଇ ପାଲା 🙏🙏🙏🙏
greyZTE
ଦୟାକରି ମେରୁନାଥ ମହାଶୟଙ୍କ ନଵର ଦେବେ
Bahut bhala pala paribesana kale
ଜୟ ଜଗନ୍ନାଥ ସ୍ବାମୀ 🙏
rasaraj Merunath Mahapatra you are the best
ଉଭୟ ଗାୟକ ମହାରଥୀ. 🙏🙏🙏
Very. Very nice palaa paribesan. Gayak mahasayak nko dhanyavaad. ( hyderabad).
Super se upar
Merunath Babu ,apananka pada sanjojana ATI utam ,samaya Ra swalpata hetu dukhita
ଚିତ୍ତାକର୍ଷକ ପରିବେଷଣ, ହୃଦୟ ବିମୁଗ୍ଧ ହୋଇଗଲା।
ସୁନ୍ଦର ଉପସ୍ଥାପନା
Pranam merunath sir, bahut badhia pala
Sadhangi vayina nk bayak supar super
Bhaut mast heichi
this gayak deserve oscar award
Bahut badhia pala great sir
Uttama charitra authare upasthapan karibaku anurodh namaskar
Bahut utcha kotir ladhei jaishree ram
ଖୁବ୍ ସୁନ୍ଦର। ଉଭୟ ଗାୟକ ମହାଶୟ ଙ୍କୁ ନମସ୍କାର।
Gayaka mahasaya jayaram dada 👌 bahut sundar bajauchanti
Jay satyanarayan Swami ki jay
Atiba.sunder.paribesana
ବଢିଆ ଲାଗିଲା
Hi,
ଉଭୟ ଗାୟକ ଙ୍କୁ ପ୍ରଣାମ
Both Gayak are very intelligent
ଅତି ସୁନ୍ଦର ଉପସ୍ଥାପନା..
Bholo achi pala
Very nice presentation.Thanks
Bahut sundar
🙏1st gayak is best
Thanks you very much n hope to continue
Hii
Apananku koti koti pranam
Ati sunder
ଦେଶ ରେ ରାଜସିଂହାସନ ପଦବୀ ର ଅଧିକାର ୨୦୨୦ଜୟ ଗାନ କରି ଥିଲେ ଆଇନ୍ କାନୁନ ଅନୁସାରେ sumanta kumar swain saty really ଯୁଗ ଯୁଗ ଧରି ଦେଶ ରେ ଆଇନ୍ କାନୁନ ଅନୁସାରେ କାଯ୍ୟ କାରି ହେବ ରାଜକୋଷ କମ୍ପାନୀ କମ୍ପାନୀର ମାଲିକ ଧନ ସମ୍ପତ୍ତି ଗୁଜୁରାଟ ମହାରାଷ୍ଟ୍ର ନାଧରା ଶିବମଦିର ରେ ଜୟଲାଭ କରି ଅଧିକାର ହୋଇ ସାରିଛି ସତ୍ଯ, ଯୁଗ ଯୁଗ ଧରି
Ati sundara
Great.....
Bahita. Bhala thanks very much for you👍👍👍👍👍👍👍👌👌👌👌
Hii 🙂
Interesting and ROMANTIC our tradition
IIWII ok
偶吧
Wow!!!🙏
Excellent exceptional...very proud
ଉତ୍ତମ ପରି ବେଷଣ
ଉତ୍ତମ ପରିବେଷଣ
Jay hanuman
Wow!What a great presentation?
Nice 👍
Sir Merunath is gratest
Please continue it . ଏତେ ସୁନ୍ଦର ଜେ କହିବା ପାଇଁ ଅତି ଉତ୍ତମ ରୁ ଅଧିକା ହେଲେ କଣ ଶବ୍ଦ ତାହା ମୁଁ ଜାଣିନି । ପ୍ରଣାମ
Discad
ईइऊइउआऔऐएऐऊएऔओईऔऐइउईउएओआइऐअठधथटतढथदनढठढनदतढतठनथडडघकछगझदथतट्रतधथटैईऔइऐऊओआउऊआइइओईउएआइठतधगखःचछजझंछचजंझखगकछचगझजकंःगघखजछझखकंःचघकःझंचःकजगःझजघकखखखझछजघटऊएआऐओईउआउइऔएईऐऐउइअऐढतघछघखकझठडतनटधथडदडधथतठद्रथदडथटधदनठठथटठधदनढढचघगझतडटनधदटतठथडडटथधतढथ
@@saratbarik6290 m noon
ମ
@@saratbarik6290 NV
All aff you Fantastic
Pravaas jangya pala ti chhadantu
ଅତୀ sundar ପାଲା
Rasaraj sir bahut badhia pala paribesana kari6anti
H Ty Ty beanie babies and
Apank pala bhuta vala
Wow wow , atisundar
Bahut sundar paribesan merunath sirnkar
Mote lakmidhar nka pal a bhala lagila😊😉😊💚❤️🙏🙏
ସୁନ୍ଦର ଉପସ୍ଥାନା।
000001l lo
Supar supar sadhangi vayina nk pala
Both party narreted very good.
ବହୁତ୍ ସୁନ୍ଦର ହୋଇଛି
Bahut sundar 🙏🙏🙏
Best gayak
Exemplary 👌👌👌🙏🙏🙏
ସମୁଦ୍ର ଉପରେ ପୋଲ ମୁନିଦ୍ର ଋଷି ବନେଇ ଥିଲେ , ଯିଏ ନିଜେ ଭଗଵାନ କବୀର ସାହେବ୍ ଥିଲେ , 🙏🥺
Jay sri ram
Jay Guruswami🙏🏼
worlds best gayak I salute you
Ati sunder....
Nice 👌👌👌👌
Dhanyabad
❤❤❤❤❤❤❤
Mu odia pua bahut khusi
ଉଚ୍ଚାରଣ ପୁରା ଉଚ୍ଚ କୋଟୀର
Sri Merunatha Mohapatra Outstanding sir....
Proud of you, requesting to @Sidhartha Bhakti pls make a full episode with Merunatha sir
N,
Out
0
@@dsdcreation1551
Nokia comedy
@@dsdcreation1551aaa
ମାତା ସି ତାସାଙ୍କୁ କାହିଁକି ରାଵଣ ଚୁରିକରିଥିଲା ମତେ ଜଣାଇବେ...।
Very fine, outstanding
Should be continued from Mahabharat
Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram Jay Shree Ram
ଉଭୟ ଵହୁତ ଭଲଗାଉଛନ୍ତୀ ଦୁଇ ଗାୟଙ୍କ ନମ୍ବର ଦିଅନ୍ତୁ
Mahapatar sir 🙏🙏🙏 parkuta Pala gahako🙏🙏
Pranam bahut sundar.
Good
❤
very nice
Best 🙏👍
Sundar paribesana