Jay jagannath🙏Jay Nilamadhab🙏Omm🕉️Jay maa Samalei 🙏Jay Maa Tarini🙏Jay Maa Sarala🙏Jay Maa Mangala🙏Jay BJP🙏Jay Modi ji🙏Jay Yogi ji🙏Jay ABVPBoundry can't eat the crops.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.GPHKBG WELCOME TO NEW ODISHA
Sura budha ra bara barsha ra chabisa barsa ra tapaswya sukhua poda jhola re gala samaja pai bhala udaharan samaste bhala sustha niroga sundar ruhantu mast ruhantu thanks 🙏
Bhai jaha ଲାଗୁଚି କଂଗ୍ରେସ ପାଇ ଜୀବନ ବି ଦେବା ପାଇଁ ରେଡି ଏହି ମନୁଷ୍ୟ ର ସେଥି ପାଇଁ ତାଙ୍କ ବିଥରେ ମୋନ କଥା ଖୋଲି କୋହୁ ଛନ୍ତି।
ଏ ଲୋକଟା କେତେ ଶିକ୍ଷିତ ତା କଥାରୁ ଜଣାପଡ଼ିଛି
ଏ ଲୋକ ଟା କେଡେ ଅଭଦ୍ର ତା କଥାରୁ ଜଣାପଡ଼ୁଛି।
Kn abhadra Anya kariba aau pratibad karajibani thik karichhanti bhai sura rautray ra katha thik nanhi
Purapuri thik katha kahuchi sure family pura orissa lokaku drama dekheuchanti
ମନ୍ମଥ mp ରହିବା କଣ ଖରାପ ତମେ ମାନେ କାହିଁକି ଏମିତି ହଉଛ
Right
ଏ ଲୋକଟାର ବାଗବାଇଶ ନାହିଁ, ନିହାତି ଅସଭ୍ୟ ଟିଏ 😊
😂😂😂
Au bhadra mukha pindha repiest nku pasanda ki
Au ki bhala
ମଣିଷ ର କଥା ଓ ବ୍ୟବହାର ରୁ ତାହାର ଶିକ୍ଷା ଜଣାଯାଏ। ଏଇ ଲୋକଟାର କଥାରେ ଜଣାଯାଉଛି ଇଏ କେଡେ ଅଭଦ୍ର।
Suro babunk putura
Au sura babu kete vala katha kahanti na
ଇଲେକ୍ସନ ସମୟରେ କଥା କେମିତି ହୁଅନ୍ତି ତାହା ତୁମ ଠୁ ଶିଖିବା....ଏମିତି କହିଲେ ଭୋଟର ମାନେ ଆପଣଙ୍କୁ ସାଧୁ /ସନ୍ଥ / ନା ଗୁଣ୍ଡା ଗିରି ଭାବିବେ....???? ଚିନ୍ତା କରିବା କଥା...... 🙏🙏🙏🙏
ସୁନ୍ଦର୍ ଲେଖା
😅..
Right👍
This is gundagiri
Qà
ଶିକ୍ଷାଗତ ଯୋଗ୍ୟତା ନାହିଁ
Kichi nahi
Sangram bhai pg student ravanshaw university student
@@srikantamoharana3277 acha sethipain emti katha barta karuchi
ସଂଗ୍ରାମ କେଶରୀ ରାଉତରାୟ ଜଟଣି ମାଟିର ଦୁର୍ଯ୍ଯୋଧନ
😅😅😅😅😅😅
ଇୟେ ମହାଶୟ ନିର୍ବାଚନ ଲଢ଼ିଲେ କଣ କରିବେ ଜଣା ନାହିଁ କିନ୍ତୁ ଯାତ୍ରା ପାର୍ଟି ରେ ରହିଲେ ନାଟକ କମିଯିବ।
ସୁର କୁ ହଠାଓ ଯଟଣୀ ବଂଯାଅ
To bopa ku thia kara jatani re
କଂଗ୍ରେସ ଗୁଣ୍ଡା ଗର୍ଦୀ ପାଇଁ ପଛରେ ଅଛି
ପୁରା ଯାତ୍ରା କରୁଛ
ରାଜନୀତି କଣ କରିବ
ଖୋଲା ହୃଦୟ ର ଲୋକଟି।
😂
ସେଥିରେ ତୁ ବି ଅଛୁ, ତୁବି ସେହି ପାଣି 👎😭🤪😂🤣 ସୁର ଅଜା ମଲା ପରେ ତୁ ଶୁଦ୍ଧ ହେବୁନି କି ପାଣି ଦେବନି ତ, ସିଏ ମହା ଟିଙ୍ଗା ବାଳ ଟେ କହିଦେବା ଲୋକ ,👎😭🤪😂🤣 ଧିକ୍ ତମ ଜଟଣୀ ରାଉତରାୟ ରାଜନୀତି 😭😭👎👎
💯 Right, 💯 Genuine
Congress jibani
ଆଗରୁ କୋଉଠୁ ଥିଲେ
କଂଗ୍ରେସ ଜିନ୍ଦାବାଦ
ଏଟା ମାଲ୍ ମାରିଛି କି
ସୁର କୁ ହଟାଅ ଜଟଣୀ ରୁ ସଵୁ ସମାଧାନ ହେଈଯିବ !!
Right Jay Congress jindabad
Jay shree jagannath
ସୁର କୁ ହଠାଅ ଜଟଣୀ ବାସୀ
Right right bhai
Jay Ho Congress 💐💐💐
Thanks vai
ୟେ ଜିତିଲେ କାହାକୁ manibani
Right 👍
Suraku hatao
ଜୟ ଜଗନ୍ନାଥ
ଏ ଭାଇ ବ୍ଲଡ଼ ପ୍ରେସର ରେ ମରିଯିବୁ, ଧୀରେ କୁହ, ଗୁଣ୍ଡା ଗିରି ଛାଡ,😄
ଏମୀତି ଲୋକ କୁ ଭୋଟ ଦେବ ଲାଜ ନାହିଁ କଂଗ୍ରେସ
ସେଠି ବି ଶଙ୍ଖ ।💪
Sankha haruchi kn
ସୁର ରାଉତ ରାୟ କୁ କଂଗ୍ରେସ ରୁ ବହିସ୍କାର କରାଯାଉ
ସୁର ଅଜାକୁ close କର
Only sura fan like 👍 kara !!
Right brother.
ଆରେ ଏଇଟା କଣ ଗୁଣ୍ଡା ଭଳିଆ କଥା କହଚି ମଁ
JAY ♥️ Congrass Thanks ❤😂❤
ନବୀନ fan ଏଠି କଣ କରୁଚୁ,, ମାତାଲି....
ପୁରା ପାଗଳ ଗୁଣ୍ଡା ଭଳି ହୋଉ ଛି ଏଇଟା କଣ ରାଜନୀତି କରି ବ 😅😅
Bhai ETA madua lokanku Mada piyayi bhhala lokanku rasta upare badauchhi
ETA ku bhagaban bhhala rasta dekhaithhile
Ye MLA heba kathha
Kintu ya ra kukarma yaku talaku bhidi deichhi
Yes
ଏହି ଗୁଣ୍ଡା କଲେ ଆହୁରି ଟିକଟ ମିଳିବରେ ଟିକେ ସମୟ ଅପଖ୍ୟା କର
ଜଟଣି ରେ କଂଗ୍ରେସ ଜିତିବ ଭୁବନେଶ୍ୱର ମନ୍ମଥ ହାରିବ
ଏ ବାବୁଙ୍କ କଥାରୁ ଯାହା ଜଣା ପଡ଼ୁଛି ଲୋକର ଦମ୍ ଅଛି ଜୟ କଂଗ୍ରେସ
ହେଇରେ ବାବୁ ତୁ ବିଜେଡି ବିଜେପି କଂଗ୍ରେସ ସବୁଥିରେ
ଠିକ୍ କଥା,,, ସଂଗ୍ରାମ ରାଉତରାଓ ଠିଆ ହେବା ଉଚିତ୍🎉
।।।।।।ଗୁଆକାତୀ ଭଲ ବ୍ୟବସାୟ ରାଜନୀତି
ସୁର ଅଜାଙ୍କ, ବର୍ଷା ଯୁଆଡ଼େ ଛତା ସିଆଡେ
Right
Jai congress
Sura Bhai jindabad
ଜଟଣୀ ରେ ଏଥର କଂଗ୍ରେସ ହରିବ। କାଇଁ ବାଡିଆପିଟା ହଉଚ ।
Jay congrass sir 🚩♥️💯🌏❤
Jai congres Bhai tumaku salam
Jay congress Jay sangram raotry
ଭାଇ ତମେ ବି ତାଙ୍କ ଖାନଦାନ ର ବୋଧେ ନାହିଁ ଆଉ କୋଉ ଖାନଦାନ ର
ଯେତେବେଳେ କିରଣ ବାଳା ସିଂ ଙ୍କୁ ହଇରାଣ କରୁଥିଲେ ଯାହା ଇସାରାରେ ଏବେ ସେହି ତମକୁ ହଇରାଣ କରୁଛି
ରୁଆ ଧାନ ଥୁଆ ଭାଇ
Thanks
ଦୟାକରି ଏହି ବ୍ୟକ୍ତି ଙ୍କ ବିଷୟରେ କେହି ଯଦି ଭଲରେ ଜାଣିନାହଁ ତ ଏମିତି କମେଣ୍ଟ କେହି ଦିଅନ୍ତୁନି 🙏🏻।
ଏହି ଲୋକଟିର ଅବଦାନ ମୋ ଜଟଣୀ ମାଟି ପାଇଁ ବହୁତ କିଛି ଅଛି 🙏🏻🙏🏻🙏🏻
Jay jagannath🙏Jay Nilamadhab🙏Omm🕉️Jay maa Samalei 🙏Jay Maa Tarini🙏Jay Maa Sarala🙏Jay Maa Mangala🙏Jay BJP🙏Jay Modi ji🙏Jay Yogi ji🙏Jay ABVPBoundry can't eat the crops.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.GPHKBG WELCOME TO NEW ODISHA
You are number one
ସୁର ତୋ ହଳିଆ କି ଗର୍ଜନ କରି ଟିକେଟ ପାଇବେ ନାହିଁ।
କିଛି ଗୋଟେ ହବ 😇ଜଟଣୀରେ
Bhaee thik
ସେ But କିନ୍ତୁ ଭାଇଜଣଙ୍କ କେଉଁ ଦଳର ଜଣାପଡ଼ୁନି ।
💯 % Right
Thank you
ସୁର ରାଉତ ପାଗଳ ହଇଯାଇଛି
Very good👍
Braveheart
Thick kahicha sangram Bhai 👍
ସୁର ର କଥା ଠିକ୍ ନାହିଁ
Right katha❤
ଆରେ ଏତେ ଗାଲୁଆ ମାରୁଛୁ କଂଗ୍ରେସ କଂଗ୍ରେସ ହଉଛୁ 2019 ରେ ଏପି ଭୋଟ ବିଯେପି କି ଭୋଟ ଦଇ ଯିତେଇ ଥିଲ ଏଇଟା ଗାଲୁଆଟା ତୋ କନା ଉଡିବ ଭାବୁନି କାହିଁକି
Good disesana
Thik thik thik pura correct
Very good sangraam bhai
🎉bahutdhanyabad🙏✋✋✋
ସୁର ପୁଅ ଅଯୋଗ୍ୟ ପାଗଳ ,ସୁର ପଇସା ପାଇଁ କେତେ ଭେଳିକି କରିବ,ପାଗଳ ପରିବାର ଲୋଭି ଟାଉଟର ପରିବାର କୁ ଜଟଣୀ ବାଲା ଭଲଭାବରେ ଜବାବ ଦିଅ।
😂😂😂😂😂 ଜଟଣୀ ଲୋକଙ୍କ ମୁହଁ କୁ ଲାଜ ଲାଗୁନି ଏମିତି ଅସଭ୍ୟ ଲୋକ ପଛ ରେ ଛିଡା ହେଇକି ଜୟ ଜୟ କରୁଛନ୍ତି😅😅😅😅
Kichi katiparibani tame sura Bhai nkara he is a Dynamic , popular and evergreen leader
ବୁଝି ବିଚାର କରି ଭୋଟ ଦେବେ ସବୁ ଦେଖୁଛନ୍ତି
Ek dam thik katha angya
କି ହେଉଛ ବେ, ଅଣ୍ଡିରା ମାଇ କୁକୁଡ଼ା ପରା ହେଉଛ, ଇ ସୁର ରାଉତ ରାୟ ବୁଢ଼ା ହେଲାଣି, ରାଜନୀତି ଭୂତ ଛାଡୁନାହିଁ ଆର ଦେହରୁ
Great salute sir
Sangram bhai definitely should get ticket from Jatani..... Requesting to PCC oresi pls do justice in Jatani.
ଏ କି ଲୋକ ଟି ବା ଓଡ଼ିଶା ରେ ନବୀନା fan ଭାରତ ରେ ମୋଦୀଙ୍କ fan ଆଉ ଜଟଣୀ ରେ କଂଗ୍ରେସ AC 😂😂
Sangram rout Ray jindabad purely congress's
ନିଜ ପ୍ରଶଂସା ନିଜେ ଗାଉଛ , ପ୍ରଶଂସା ଅନ୍ୟ ଲୋକେ କଲେ ଭଲ ଲାଗେ , ହେଲେ ଏମାନେ ରାକ୍ଷସ ପ୍ରକୃତିର ବ୍ୟକ୍ତି , ଏମାନଙ୍କୁ ଭୟଙ୍କର ଦଣ୍ଡ ଦରକାର
Right bhai
Thhik
ଏଠି କାକ ପୁତୁରା ର ପୁରୁଣା dusmani ଅଛି
Grt
👍👍
ଖାଲି ବାଳ ପଦ ପାଇଁ ସବୁ ପାଲା ଏ ଭାଇ ଯୋଉ ବକୁ ଚନ୍ତି ପାଗଳ ଭଳି ଭାଇ ଯାହା କୋହୁଚ ଭଲରେ କୁହ ଆକୁ ସାରୁ ବାଇଗଣ କହିକି ପୁରା ଡାଲମା କରିଦୋଉଚ୍ଚ କେତେ ନେଇଚ କହିବାକୁ କୋରୋନା ବେଳେ ଲକ୍ଷେ ଟଙ୍କା ଖର୍ଚ୍ଚ କରିକି ଖାଇବାକୁ ଦବା କୁ କିଏ କହିଥିଲା ତମ ସ୍ୱାର୍ଥ ପାଇଁ ଖାଇବାକୁ ଦେଇଥିଲ ଆଜି ସତ ପଦାରେ ପଡ଼ିଲା ସବୁ ନିଜ ସ୍ୱାର୍ଥ ପାଇଁ କେହି ଜଣେ ହେଲେ ନିଃସ୍ଵାର୍ଥପର ରେ ସେବା କରିନି ।
100 p. Right
Sura budha ra bara barsha ra chabisa barsa ra tapaswya sukhua poda jhola re gala samaja pai bhala udaharan samaste bhala sustha niroga sundar ruhantu mast ruhantu thanks 🙏
Sabas bhai,ea hauchhi asali paika pua
ମଦୁଆ ଲୋକ ତା 😅 media ଆଗରେ behaviour କେମିତି ଜାଣିନି।
,ଭଲରେ କଥା କହୁନ ଏ କେମିତି ଭାଷା
Vote for Congress
ଯିଏ କରେ ସିଏ କହେନି, କରିକି କହୁଛ କଣ....