He Samaya | Mu Aau Tame | Babul Supriyo | Srikant Gautam | Shantiraj Khosla

Поділитися
Вставка
  • Опубліковано 25 вер 2024
  • Sun Music Odia ପ୍ରସ୍ତୁତ କରୁଛି ମୁଁ ଆଉ ତୁମେ ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ଚିହ୍ନ ଏକ ସହରରେ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମଏବଂ ସଂଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା, ଏହାର ନିର୍ଦ୍ଧେଶନା ଦେଇଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Sun Music Odia.
    ► To Subscribe Our Channel Click On: / sunmusicodia
    ► Video Credits
    ♫ Album Name: Mu Aau Tame
    ♫ Song Name: He Samaya
    ♫ Singer: Babul Supriyo
    ♫ Lyrics: Srikant Gautam
    ♫ Music Director: Shantiraj Khosla
    ♫ Artists: Srikant Gautam
    ♫ Producer: Srikant Gautam
    ♫ Director: Rabindra Pradhan
    ♫ Production House: Sun Music
    Listen He Samaya -
    Amazon Music: amzn.to/3SIpNMe
    Jio Saavn: bit.ly/3edPENd
    Gaana: bit.ly/3CaHIEw
    Spotify: spoti.fi/3rztI21
    Wynk: bit.ly/3Ej2695
    UA-cam Music: bit.ly/3SHayTW
    Apple Music: apple.co/3EmuirM
    ► Enjoy & stay connected with us!
    ♦ Facebook: / sunmusicodia
    ♦ Twitter: / sunmusicodia
    ♦ Website:
    #SunMusicOdia #HeSamaya #BabulSupriyo #SrikantGautam #ShantirajKhosla #BabulSupriyoSongs #BabulSupriyoHits #RabindraPradhan #MuAauTame #SrikantGautamHits #SunMusicModernHits #OdiaSong #OdiaModernSong #ChildhoodSong #OdiaChildhoodSong
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

КОМЕНТАРІ • 1,6 тис.

  • @singleboygaming5690
    @singleboygaming5690 Рік тому +101

    ଏମିତିକା ଗିତ ଆଉ ବୋଧେ ଆଗକୁ ଆସିବନି ❤️ thanks to SUN MISIC for give us a priceless gift । ମରିବା ପୁର୍ବରୁ ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏ ଗୀତ ଟା ଅନ୍ତତଃ ଥରେ ଶୁଣିବା ଆଉ ନିଜ ପିଲା ବେଳ ସମୟ କୁ ମାନେ ପକେଇବା ନିହାତି ଆବଶ୍ୟକ 🙏❤️❤️❤️

    • @nimaincharandas3773
      @nimaincharandas3773 29 днів тому +1

      ଭାଇ ଆମ ପିଲା ଦିନ ପାଇଁ ଏପରି ଗୀତ ତିଆରି ହେଇଥିଲା. ହେଲେ ଆଜିର ପିଲା ଙ୍କ ପାଇଁ ନିଆଳି ନରମ ଛେନା ପରି ଗୀତ ତିଆରି ହେଉଛି

  • @anantathakur6979
    @anantathakur6979 2 роки тому +606

    ସତରେ ଏ ଦୁନିଆରେ ଏମିତି ବି ଗୀତ ଯାହା ଶୁଣିଲେ ପିଲା ଦିନ କଥା ମନେ ପଡେ ଏବଂ ଆଖିରେ ଲୁହ ଆସି ଯାଏ thanks for song

  • @basantkar9066
    @basantkar9066 2 роки тому +66

    ପିଲାଦିନର ସମୟ ବାସ୍ତବିକ୍ ଏକ ଅଭୁଲା ସମୟ । ଅବିସ୍ମରଣୀୟ ଓ ଚିର ଆନନ୍ଦଦାୟକ ।

  • @Tapu9876
    @Tapu9876 Рік тому +311

    ଯେଉଁ ମାନଙ୍କୁ ଏହି ଗୀତ ଶୁଣି ପିଲା ଦିନ ମନେ ପଡୁଛି like କର.
    ମତେ ତ ବେଶୀ ମନେ ପଡୁଛି

  • @words_of_soul
    @words_of_soul 2 роки тому +122

    ପିଲାଦିନର ସ୍ମୃତିକୁ ନେଇ ତିଆରି ହୋଇଥିବା ଶ୍ରେଷ୍ଠତମ ଓଡ଼ିଆ ଗୀତ।

  • @RupeshKumar-nr3jk
    @RupeshKumar-nr3jk Рік тому +26

    କେତେ ଭଲ ଥିଲା ସେ ପିଲା ଦିନ ବହୁତ ମନେ ପଡେ ଏ ଗୀତ ଶୁଣିଲା ପରେ ଆଖିରୁ ଲୁହାବଝରି ଆସୁଛି miss you my child hood

  • @Dillipkumargiri58
    @Dillipkumargiri58 Рік тому +55

    ସତରେ ଏ ପରିକା ଗୀତ ଶୁଣିଲେ ପୁରୁଣା ଦିନ ମନେପୋକାଇ ଆଖି ରେ ଲୁହ ଆସି ଯାଉଛି 😭😭

  • @Deepak_rout
    @Deepak_rout Рік тому +160

    ଏହି ଗୀତ ଶୁଣିଲେ ଦେହ ମୋର ଶୀତେଇ ଉଠୁଛି 😢❤

    • @Krishna-lm3ws
      @Krishna-lm3ws Рік тому +4

      U r right bhai

    • @nabinkumbhar226
      @nabinkumbhar226 Рік тому +2

      😭😭😭😭😭

    • @SunilKumar-ts3hk
      @SunilKumar-ts3hk Рік тому +2

      Bhaii😢😢😢😢😢😢😢.

    • @manojkumarsahu6664
      @manojkumarsahu6664 Рік тому +2

      ମୋର ପିଲା ଦିନ କଥା ବହୁତ ମନେ ପଡୁଚି.ବେଳେ ବେଳେ ସେଇ ଆମ୍ବତୋଟା ପାଖରେ ଯାଇ ବହୁତ ଇମୋସନାଲ ଲାଗେ. ଆହୁରି ପିଲାଙ୍କୁ ଦେଖିଲେ ମନେ ପଡି ଯାଏ.

    • @PabtraMalick
      @PabtraMalick 10 місяців тому

      Satare

  • @debiprasaddas1576
    @debiprasaddas1576 2 роки тому +615

    ଏହି ଗୀତ ଶୁଣି କେଉଁ ମାନେ ନିଜ ପିଲା ଦିନ କଥା ମନେ ପକାଇ କାନ୍ଦି ଛନ୍ତି ଏଠାରେ 👍 କରନ୍ତୁ ।

  • @bijaymantri8586
    @bijaymantri8586 2 роки тому +25

    କି ଗିତ,,,, ଶବ୍ଦ ସଂଯୋଜନା ଦେଖନ୍ତୁୁ,,,, କି ସୁନ୍ଦର🙏🙏🙏👍👍👍👍

  • @Bharat_that_is_india1947
    @Bharat_that_is_india1947 5 років тому +4

    କୁଆଡେ ଗଲା ସେ ପିଲା ବେଳ ଦିନ।ଗୀତ ର ପ୍ରତ୍ୟେକ ଶବ୍ଦ ହୃଦୟ କୁ ଛୁଇଁ ଯାଉଛି।ବହୁତ ବହୁତ ଧନ୍ୟବାଦ ପିଲା ଦିନ ର ସେ ଅଭୁଲା ସ୍ମୃତି କୁ ଆଉ ଥରେ ତାଜା କରେଇ ଦେଇ ଥିବା ରୁ💕

  • @mamatapradhan3356
    @mamatapradhan3356 2 роки тому +51

    ସତରେ ଏ ସମୟ ଆଜି ସବୁ ଛଡେଇ ନେଇ ଯାଇଛି ସେ ଦିନ ଆଉ କେବେ ଫେରିବ ନାହିଁ । ହେଲେ ବହୁତ ମନେ ପଡେ ସେ ଅଭୁଲା ଦିନ 😭😭😭😭

  • @romanempirefans7956
    @romanempirefans7956 Рік тому +21

    କିଛି ଏମିତି ଚମତ୍କାର ଅଛି ଏ ଗିତରେ ଯାହାକି ଅକୁହା ଅଟେ। ଯାହା ଦ୍ଭାବିଲା ବେଳକୁ ଆକ୍ଷିରେ ଲୁହ ଭରି ଆସେ । ସତରେ କେତେ ଭଲ ଥିଲା ସେ ପିଲାଦିନ। କିଛି ଏମିତି ସ୍ମୃତି ଯାହାକି ଆଜି ମଧ୍ୟ ନାଚି ଉଠେ ଆଖି ଆଗରେ । ଯାହାବି ହେଉ ଏହା ଏକ ସୁନ୍ଦର ଗୀତ ଯାହାକି ଆମର ଅତିତ ବା ଛୋଟବେଳକୁ ଉପସ୍ଥାପନ କରେ।😔😔😔

  • @aashiqkumar882
    @aashiqkumar882 2 роки тому +33

    ଏ ଗୀତ ଶୁଣିଲେ ମତେ ମୋର ଛୋଟ ବେଳ କଥା ମନେ ପଡୁଛି ଆଉ କାନ୍ଦ ଲାଗୁଚି 😭😭... ଏ ଗୀତ ସବୁବେଳେ ଆଉ ସବୁଦିନ ଭଲ ଭଲ ଲାଗୁଛି 👌👌👌👌

  • @goodartitude.9917
    @goodartitude.9917 2 роки тому +49

    ହୋ କେତେଯେ ସୁନେଲି ଆଶା.... କେତେ ଯେ ଅକୁହା ଭାଷା.... 🥰🤷‍♂️😭ଲଫାପା ରେ ଚିଠି ଭଳି ଲୁଚି ରହିଛି.. ମନ ଖୋଲି କହିଦେବି ନୀତି ଭାବୁଛି...😴🥺

  • @amitoshsenapati
    @amitoshsenapati 2 роки тому +15

    Best song ❤️❤️ ପିଲାଦିନ କଥା ବହୁତ ମାନେ ପଡ଼େ ଏଇ ଗୀତକୁ ଶୁଣିେଲ।

  • @malayabiswal147
    @malayabiswal147 Рік тому +23

    ମୋର ପିଲା ଦିନ କଥା ବେଶୀ ମନେ ପଡୁଛେ ଅପାଙ୍କ ଗୀତ ଶୁଣିକି ଧନ୍ୟବାଦ ଆଜ୍ଞା

  • @debabratagahan2826
    @debabratagahan2826 Рік тому +9

    ସମୟ ଗଡ଼ିବା ସତେ ବହୁତ କିଛି ଛାଡି ଯାଈଛନତି ପିଲା ଦିନ ଆଊ ଜନମ ମାଟି ଯେତେବେଳେ ଏହି ଗିତ ଶୁଣେ ପିଲା ଦିନ କଥା ଆଖି େର ନାଚି ଯାଏ 😊😊

  • @msatya877
    @msatya877 2 роки тому +56

    ସମସ୍ତେ ସେ ସମୟ କୁ ବହୁତ ମନେ ପକାଉଥିବେ।
    ସତରେ ସେ ସମୟ ଫେରିଆସନ୍ତାକି !!!

  • @ashokmohapatra6480
    @ashokmohapatra6480 5 років тому +2

    Really so awesome song and so hart touching now think to go back to childhood

  • @Gudulpatlam_Life_style
    @Gudulpatlam_Life_style Рік тому +8

    Always my fevorite ଯେତେ ଗୀତ ଆଶୁ ନା କାଂହିକି ଏ ଗୀତ କୁ କେହି ଭୁଲିପାରିବେନି ଼଼଼଼😍😍❤️❤️❤️

  • @Dearyaar123
    @Dearyaar123 2 роки тому +20

    ସତରେ ଏ ଗୀତ ଶୁଣିବା ପରେ ମୋ ପିଲା ଦିନ ବହୁତ ମନେପଡ଼ିଲା ❤️ ସେ ଦିନ ଆଉ ଫେରିବନି l ହୃଦୟ ଭିତରେ ସାଇତି ହେଇ ରହିବ l

  • @RohitDas-yb5pt
    @RohitDas-yb5pt 5 років тому +80

    Mind blowing song.....
    ସତରେ ପିଲା ଦିନ ହି ସବୁଠୁ ଭଲ
    ପିଲା ଦିନର କଥା ମନେ ପଡ଼ୁଛି
    ଏ ଗୀତ ଶୁଣିଲା ପରେ........

  • @rjofficialchannel7847
    @rjofficialchannel7847 2 роки тому +10

    ଯେତେ ବେଳେ ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡୁଛି
    I love this song really

  • @Statusloversofficial143
    @Statusloversofficial143 11 місяців тому +3

    Love you sun tv ଏମିତି ଗୀତ ପ୍ରସ୍ତୁତ କରିଥିବାରୁ ❤❤❤

  • @Suresh-zo1pn
    @Suresh-zo1pn Рік тому +27

    Only 90s kid can relate this song.... today's mobile kid can't understand this song, it's pain🥲

  • @iamrohitbarik
    @iamrohitbarik Рік тому +33

    ପିଲା ଦିନ କଥା ମନେ ପଡିଲେ ଏ ଗୀତ ଦେଖେ...ସତ ରେ କେତେ ଜଲଦି ଜଲଦି ଆମେ ବଡ ହେଇଗଲେ...

    • @smrutiranjanpanda1845
      @smrutiranjanpanda1845 5 місяців тому

      ଲୋଭରେ ୟୁରିଆ ସାର କାହିଁକି ଖାଉଥିଲ, ସିଘ୍ର ବଡ଼ ହେଇଗଲ 😜

  • @rabinarayandash2869
    @rabinarayandash2869 5 років тому +1

    Bahut Badhia Song Pila Dinara Sabu Katha Mane Padijauchi.
    Kintu Bahut Dukha Laguchi Je
    Ajikali Aau Amiti Song Sunibaku Milunahi.

  • @kshamasagarrohidas260
    @kshamasagarrohidas260 Рік тому +6

    ଏ ଗାନା ସୁଁଲେ ପିଲା ଦିନ ମନେ ପଡ଼ି ଜାଇସି thanks you singer & artist

  • @sahuofficial8911
    @sahuofficial8911 Рік тому +3

    Simple language and understandable for everyone
    My eyes got filled with tears after listening this song
    କାଳେ ପୁଣି ସେ ପିଲା ଦିନ ଫେରି ଆସନ୍ତା
    ବୋହୁତ ସୁନ୍ଦର ଗୀତ
    Love from Kalahandi

  • @sagyandipsagyan6968
    @sagyandipsagyan6968 2 роки тому +7

    Miss u my childhood .ama bele mob na thila se memory ku pakahre rakhiba pai

  • @rsofficial3268
    @rsofficial3268 5 років тому +30

    ଜୀବନର ସବୁ ଠାରୁ ଅଧିକ ସୁଖ ର ସମୟ ସରିଗଲା ଏ ଗୀତ ଶୁଣିଲେ ବହୁ ଦୁଃଖ ଲଗେ। ପଛ କଥା ମନେ ପକେଇ ବଶି ବହୁତ କାଦେ 😓😓😓😓

  • @alokmohanty9060
    @alokmohanty9060 Рік тому +4

    ସତରେ ଏ ଗୀତ ଯିଏ ଶୁଣି ବ ସେ ତା ପିଲା ଦିନ କଥା ନଭାବି ରହି ପାରିବ ନାହିଁ.... 😂😂😂😂😂♥️♥️♥️♥️♥️♥️

  • @bablupatra8117
    @bablupatra8117 2 роки тому +5

    A Gita Suniki Mo Ankhiru Luho Ashi Gola🥺🥺🥺🥺

    • @rajalaxmimallick9583
      @rajalaxmimallick9583 Рік тому

      I love you song a gita mo pila dina saha misi ja a bhout kanda lage a katha mane pade

  • @bikashmohanty1395
    @bikashmohanty1395 2 роки тому +11

    Really Very Hear Touching song

  • @DharamanandaNayak-cl8il
    @DharamanandaNayak-cl8il 2 місяці тому +5

    ଆଖି ବୁଝିକି ଗୀତ ଶୁଣ ଆଉ କିଛି ସମୟ ପାଇଁ ପିଲାଦିନକୁ ଫେରିଚାଲ❤❤❤❤

  • @soumya_vlog_2000
    @soumya_vlog_2000 Рік тому +8

    ଆଖିରୁ ଲୁହ ଆସିଯାଉଛି ଏହି ଗୀତ ଶୁଣିକି, ସତରେ ଏ ଦୁନିଆଁରେ ଏହା ଏମିତି ଏକ ଗୀତ ଯାହା ପିଲାଦିନ କଥା ମନେପକାଇ ଦେଉଛି

  • @sairamrauta4587
    @sairamrauta4587 2 роки тому +90

    Best Song to remember those 90's childhood days 💚💚💚

  • @siprachoudhury8519
    @siprachoudhury8519 Рік тому +6

    ସତରେ ଗୀତ ଶୁଣିଲେ ଏମିତି feelings ଆସୁଛି କି ଯେମିତି ମୋ ପିଲାଦିନ ମୋ ପାଖରେ ଏବେ ବି ଚାଲିଛି then ଗୀତ ସରିଲା ପରେ ମତେ ଲାଗୁଛି କି ମୋ ପିଲା ଦିନ ବି ସରିଗଲା 😢

  • @MunaCreation_10k
    @MunaCreation_10k 5 років тому +3

    ପିଲାଦିନର ସେହି ବିଦ୍ୟାଳୟ ର ସମୟ ପିଲା ବେଳର ଖେଳ
    ଆଜିବି ଆଖିରେ ଲୁହ ସରୁନି
    କେତେ ମଜା କେତେ ଖୁସି
    କହିଲେ ଭାଇ ଆଜି ମନେ ପଡ଼ି ଗଲେ କେମିତି ଲାଗୁଛି

  • @UDAYSINGH-ll7hp
    @UDAYSINGH-ll7hp Рік тому +6

    ଏ ଗିତ କୁ ରଚନା କରିଥିବା ଓ କଣ୍ଠଦାନ କରିଥିବା ବ୍ୟକ୍ତି କୁ ଓଡ଼ିଶା ର ଭାଇ ଓ ଭଉଣୀମାନେ ମାନେ ଜୀବନରେ କେବେ ବି ଭୁଲି ପାରିବେ ନାହିଁ, ସାରା ବିଶ୍ବରେ ଯେତେ ସବୁ ପ୍ରସିଦ୍ଧ ଗିତ ଅଛି, ସେଥି ମଧ୍ୟରୁ ଏ ଗିତ ଗୋଟିଏ

  • @ankitbehera7289
    @ankitbehera7289 2 роки тому +9

    Really heart touching song❤❤

  • @myownknowledge
    @myownknowledge 6 років тому +80

    ଏ ଗୀତ ବହୁତ ସୁନ୍ଦର ପିଲାଦିନ କଥା ସବୁ ମନେ ପଡି ଯାଉଛିଆଖିରେ ଲୁହ ଆସିଯାଉଛି ।।।।।ଧନ୍ୟବାଦ ।।।

  • @kartikeswarmishra9660
    @kartikeswarmishra9660 2 роки тому +10

    What a memorable song , Thanks to the singer and writer ...........

  • @brotube583
    @brotube583 5 років тому +13

    କାନ୍ଦି ପକେଇଲି ଭାଇମାନେ 😭😭😭😭😭😭 ହୃଦୟ ସ୍ପଶି ଗୀତ

  • @anatanahak2898
    @anatanahak2898 5 років тому +30

    20re jie jie e song 💙💙💙 💙 chunuchanti ta like karantu🙏

    • @Poeticheart493
      @Poeticheart493 2 роки тому

      Aji.... listening.....and miss a lot to those days ❤️.....

  • @sumitranaik730
    @sumitranaik730 Рік тому +5

    Really Heart touching Song.....and full of emotions.

  • @sanjaykumargadnayak243
    @sanjaykumargadnayak243 2 роки тому +7

    ଏ ଗୀତ ଶୁଣିଲେ ମୋ ପିଲା ଦିନ ର ଦୁଷ୍ଟାମୀ ସବୁ ମନେ ପଡେ ପିଲା ଦିନ ରେ ଘରୁ ଧାନ ଚାଉଳ ଚୂରେଇ କେତେ ଦୁକାନକୁ ଯାଇଛି ବରା ମୁଢ଼ି ମିଚର୍ ଖାଇଚୁ ସାଙ୍ଗ ମାନଙ୍କ ସହିତ,ଅଜା ର ପ୍ୟାକେଟ କେତେ ପଇସା ଚୋରି କରିଛି ସାଙ୍ଗ ମାନଙ୍କ ସହିତ ବହୁତ୍ ମଜା କରିଛୁ, ସ୍କୁଲ ଦିନ ସରିଲା ପରେ ସବୁ ଆଉ ଫେରିଲା ନାହିଁ ସେ ଖୁସି,ଏବେ ଚାକିରି କରିଲା ପରେ ସବୁ କିଛି ଥାଇକି ବି ସବୁ ଖାଲି ଖାଲି ଲାଗୁଛି କାରଣ ପିଲା ଦିନ ର ସ୍ମୃତି ଆଉ ଫେରିବନି

  • @sarojkumarmallick5698
    @sarojkumarmallick5698 2 роки тому +34

    ବହୁତ ସୁନ୍ଦର ଗୀତ, ଆଉ ଏହି ଗୀତ ମଧ୍ୟ ଛୁପି ରହିଛି ଆମ 90'sର ଛୋଟ ବେଳର ସ୍ମୃତି ଓ ଅନେକ ଅକୁହା କଥା ।

    • @prosignature9130
      @prosignature9130 2 роки тому

      🤗ikoipoi 😏😏oii 😏😏😏🍑🍑😏 oi 🤗🤗🤗😞iw

    • @kanhucharannaik5946
      @kanhucharannaik5946 Рік тому +2

      90s ର ଗୀତ ଗୁଡ଼ିକର ଜୀବନ ଜୀବିକା ସହ ଜଡ଼ିତ ଥିଲା।ଆଉ ଆମେ ଭାଗ୍ୟବାନ ଯେ ସେଇ ଦିନଗୁଡ଼ିକରେ ...

  • @jayaprakashbehera7523
    @jayaprakashbehera7523 Рік тому +7

    ଏ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଆସୁଛି 💚 ସବୁଦିନ ପାଇଁ ମାନେ ରହିବ ସେ ପିଲା ଦିନ 😔

  • @TheOdiaTrader
    @TheOdiaTrader 6 років тому +246

    ଛୋଟ ପିଲାଙ୍କୁ ଦେଖିଲେ ଲାଗୁଚି ପୁଣି ଛୁଆ ହେଈଯାନ୍ତି କୀ, ଜାଣିନି କାହିଁକି ଆଖି ଦୁଇଟା ମୋର ଓଦା ହେଇଗଲା ଏହି ଗୀତ ଦେଖୁଦେଖୁ😭😭😭

    • @mrsmrutiranjan1545
      @mrsmrutiranjan1545 6 років тому +5

      Odia Trending I love this song

    • @chitaranjanmallick269
      @chitaranjanmallick269 5 років тому +5

      Mora bi

    • @SantoshSahu-wm9mm
      @SantoshSahu-wm9mm 5 років тому +7

      ସତରେ ଫେରିଆସନ୍ତାକି ସେହି ପିଲାଦିନ ।ଦୃଷ୍ଟାମି କରି ପୁଣି କାନଧରି ବସ ଉଠୁ ହିଅନ୍ତି ।ବୋଉଠୁ ପୁଣି ମାଡ଼ ଖାନ୍ତି କୀ ।

    • @SantoshSahu-wm9mm
      @SantoshSahu-wm9mm 5 років тому +5

      ସତରେ ପିଲା ଦିନଠୁ ଖୁସିର ଦିନ କେବେ ଆସେନି । ଏମିତି ରିମୋଟ ମିଳନ୍ତା କୀ ।

    • @rz0003
      @rz0003 5 років тому +3

      ମୁଁ ରୁମାଲ ଦଉଛି ଆଖି ଲୁହ ପୋଛିଦିଅ 😢😞

  • @urmilameher8598
    @urmilameher8598 3 місяці тому +2

    ଏଇ ଗୀତ ଶୁଣିଲା ପରେ ମୋର ପିଲା ଦିନ କଥା ମନେ ପଡ଼ିି ଯାଉଚି ❤❤❤❤

  • @puspanjalikar1521
    @puspanjalikar1521 2 роки тому +8

    its August 13 2022 still when i hear this song i can't control my self 😭😭😭

  • @dhananjayaseth7190
    @dhananjayaseth7190 Рік тому +8

    I love this song
    Really very beautiful song

  • @ajayakumardutta1932
    @ajayakumardutta1932 2 роки тому +7

    No word to speak & Describe... Excellent 👍

  • @deepaknayak5185
    @deepaknayak5185 Рік тому +1

    Old memory sabu pila dinara mane padigala thanks sun music thanks sikuni vaina thanks all good team work

  • @dillipsahu8296
    @dillipsahu8296 6 років тому +62

    ପିଲାଦିନ ହିଁ ପ୍ରକୃତ ଜୀବନ

  • @papunabarik7531
    @papunabarik7531 Рік тому +7

    This song just create a big goosebump in the body when u fell the word with heart ❤️❤️ just loved it

  • @gunasahu3929
    @gunasahu3929 2 роки тому +4

    Srikant sir apanka kanthare sada sarbada maa saraswati baasa kari thaantu mora ahi prathana...

  • @sanjeetkumarbisoyi352
    @sanjeetkumarbisoyi352 Рік тому +7

    Evergreen classic Song .....

  • @himanshumallik9583
    @himanshumallik9583 2 роки тому +7

    Absolutely marvelous. I would love to see sun music back into act with such beautiful songs. Nowadays Odia songs are amalgamation of Hindi,Telugu etc without any meaning .

  • @itishreepriyadarsaninayak3341
    @itishreepriyadarsaninayak3341 Рік тому +2

    My favourite song 😍❤

  • @omim3390
    @omim3390 Рік тому +11

    Golden era 🥺😭 this childhood days never came again 😭

  • @bijayalaxmisamal9438
    @bijayalaxmisamal9438 5 років тому +1

    Satare ari geeta ti suni le mate kanda lage bohut heart touching song....pila dinara sabu memory achi aei song re

  • @SantoshSahu-wm9mm
    @SantoshSahu-wm9mm 5 років тому +18

    ଅଜବ ଦୁନିଆ ଗଜବ କାହାଣୀ । ଚେଷ୍ଟାକଲେ ଜୀବନରେ ସବୁକିଛି ମିଳିଜାଏ । କିନ୍ତୁ ସେହି ପିଲା ଆଉ ମିଳେନି ।

  • @arabindbiswal2050
    @arabindbiswal2050 2 роки тому +5

    Ae song sunile akhire luha asijauchi 🥺😭

  • @khagendraparida7298
    @khagendraparida7298 6 років тому +18

    Childhood time never be forgotten.. Bahut bahut mane pade aji mora piladina Katha...... Srikant sir you are osm... Apanka bhabana and Babul da nka voice fantastic....

    • @sunilkumarkar5304
      @sunilkumarkar5304 5 років тому

      A Gita dekhila pare bahut mane paduchi piladina

    • @anantapradhan9497
      @anantapradhan9497 5 років тому

      It recalls childhood.

    • @Sashirekha233
      @Sashirekha233 4 місяці тому

      ଏଗୀତ ସୁନ୍ଦର ❤️😂 ଫେବୃଆରୀ 6କୁ ମନେପଡେ 2003 ସବୁ ସାଙ୍ଗ ମନେପଡେ।

  • @sandipcreation2747
    @sandipcreation2747 Рік тому +19

    ଗୀତ ଶୁଣି କି ପିଲା ବେଳ କଥା ମାନେ ପଡି ଗଲା 😓କେତେ ଭଲ ଥିଲା ସେ ଦିନ 😭❤️

  • @Gadbadinsan123
    @Gadbadinsan123 Рік тому +6

    When i hear this ...i got tears in my eyes and Goosebumps..this a masterpiece ❤

  • @sidharthmohapatra5110
    @sidharthmohapatra5110 2 роки тому +8

    Evergreen 🔥

  • @learnenglishwithharry1439
    @learnenglishwithharry1439 Рік тому +12

    I wish I could go back to my childhood days. This song reminds me back to my childhood days. Nothing brings you the real happiness then the childhood memories. Thanks Babul sir for the beautiful song. Thank you so much.🙏

  • @suryakantasethy9031
    @suryakantasethy9031 2 роки тому +7

    Things are Unlimited but Time is Limited ❤️
    Time is the most expensive Things

  • @TheOdiaTrader
    @TheOdiaTrader 6 років тому +48

    I was Literally Crying While Watching this Song....😅😅Really I am missing my childhood... This Song Touched my Heart........

  • @ajaykumarsahoo7575
    @ajaykumarsahoo7575 Рік тому +6

    One of the childhood memories song

  • @rohanprasad842
    @rohanprasad842 2 роки тому +3

    Satare speechless song😭😭😭😭😭,Mo Pila Dina bheri as😭😭😭😭😭

  • @ashishpodh3357
    @ashishpodh3357 Рік тому +2

    Mind bloing

  • @soumyabaliarsingh1840
    @soumyabaliarsingh1840 5 років тому +10

    A gitre jaha b a6i se sabu mo life re sabu enjoy kari6i 😭😭😭😭😭😭😭😭😭😭😭I miss my childhood, this is one of the evergreen song yarr

  • @lipinapattnaik2637
    @lipinapattnaik2637 2 роки тому +9

    I really miss my childhood days ,nice song beautiful and bablu suprriya sir is best singer 🙏🙏

  • @lssankar6200
    @lssankar6200 5 років тому +4

    ଏହି ଗୀତଟି ବହୁତ ମୂଲ୍ୟବାନ ଗୀତ ସମସ୍ତଙ୍କର ଜୀବନକୁ ଏବଂ ପ୍ରତ୍ୟକଙ୍କ ହୃଦୟକୁ ସ୍ୱର୍ଷ କରୁଛି ।

  • @priyamitajena877
    @priyamitajena877 Рік тому +1

    ଏ ଗୀତ ମୁଁ 100 ଥର ଉପରେ ଶୁଣି ସାରିଲିଣି ଆହୁରି ଶୁଣିବାକୁ ଇଛା ହେଉଛି ଏବଂ ଶୁନୁଚି ମଧ୍ୟ ଏତେ ସୁନ୍ଦର ଲେଖା ଆଖିରୁ ଲୁହ ଅସିଯାଇଚି my favorite song I love this song 😘😘😘

  • @shyamdukhi9385
    @shyamdukhi9385 2 роки тому +7

    What a beautiful song , It's always reminds the childhood period which time was tremendous..

  • @mkcreation2794
    @mkcreation2794 Рік тому

    Jeu sabu Gita re heart touching lekhanti ni aeta satare heart touching song ek dam mast mo pakhare words nahi describe Kariba pai... I love this song very much... Ebe hi WhatsApp re janankara status dekhi UA-cam ku asli Gita ti pura feelings ku jachichhi pura...🌚🖤💕🌼

  • @debasishmallick5989
    @debasishmallick5989 6 років тому +50

    ପିଲା ଦିନ କଥା ବହୁତ ଆନନ୍ଦ ଦାୟକ

  • @archanasamantaray3115
    @archanasamantaray3115 5 років тому +1

    Satare Gita sunila pila dina katha bhari mane paduchi ..mana Aji bakula hei kanduchi..really miss you 😭😭😭😭😭😭

  • @henamanjaribehera5276
    @henamanjaribehera5276 2 роки тому +3

    Seriously amazing song sabu katha pila dina ra mane pakeidauchi

  • @deepak22584
    @deepak22584 Рік тому +2

    Evergreen Master piece ❤

  • @KalingaPua
    @KalingaPua 2 роки тому +12

    This songs are Golden songs for our generation 😌❤️

  • @sagarbehera321
    @sagarbehera321 4 роки тому +2

    Such main bachpan bahat yad ati hey....

  • @bhadrakkingff8384
    @bhadrakkingff8384 6 років тому +256

    ମୁ ଯେତେବେଳେ ଏ ଗୀତ ଶୁଣେ ମୋ ଆଖିରେ ଲୁହ ଆପେ ଆପେ ଚାଲିଆସେ ସତରେ ପିଲା ଦିନ କେତେ ଭଲ ଥିଲା ସତରେ ଆଉ ସେ ଦିନ କେବେ ଫେରିବ ନି😭😭😭😭

  • @Laughuniverse99
    @Laughuniverse99 5 років тому +1

    The great srikanth gautam.bahut kanda maduchi se katha vabila belaku.think that restart my childhood

  • @Sanjaya755
    @Sanjaya755 Рік тому +5

    Evergreen song forever 😔😔😔

  • @RanjanaSamal-ej4ze
    @RanjanaSamal-ej4ze Рік тому +2

    This is really one of the best songs.miss my childhood days 😢 golden time of my life......my child hood ❤❤❤❤❤❤❤❤❤❤

  • @ranjannayak7441
    @ranjannayak7441 2 роки тому +7

    this is really one of the best songs. It reminds me of my childhood. Thanks to lyricist for giving so beautiful song

  • @santoshkumarjena2569
    @santoshkumarjena2569 5 років тому

    Really now this days....the song really remeber my old days...love this song...each line has a loveable meaning.....

  • @rupeshkumardash8652
    @rupeshkumardash8652 Рік тому +6

    Every one must remember their childhood after the song.. missing golden moments

  • @himansuparida6880
    @himansuparida6880 Рік тому +1

    Heart touching song..

  • @Runukunu
    @Runukunu Рік тому +5

    Heart touching song😢😢

  • @sobhankumarnayak9412
    @sobhankumarnayak9412 Рік тому +1

    ଯଦି ସମୟ ଏକ ଦୋକାନ ହୁଅନ୍ତା ... ତେବେ ମୁଁ ଅତୀତର ସମସ୍ତ ସ୍ମୃତି କୁ କିଣିଦେଇଥାନ୍ତି | missing those days ......😔😔

  • @ashokkumarmoharana7946
    @ashokkumarmoharana7946 Рік тому +4

    Thanks srikant for your heart touch unbeatable writing marvelous song.

  • @od_gurugaming
    @od_gurugaming Рік тому

    ପୁରୁଣା ସମୟ ରେ ବହୁତ୍ ଭଲ ଗୀତ ବାହାରୁ ଥିଲା ଆଜିକାଲକା ଗୀତ ମନ କୁ ଛୁଇଁ ପାରୁନି😢😢😢