Chota Mora Gaan Ti By Sachi Routray - 1080p HD

Поділитися
Вставка
  • Опубліковано 24 вер 2024
  • Tribute to Sachidananda Routray
    Remake of the Song Chota Mora Gaan Ti
    Song : Chota Mora Gaan Ti
    Singer : Subash Das
    Lyrics: Sachidananda Routray
    Music: Dr. Deepak Kar
    Concept, Screenplay & Direction : Satya Rath
    DOP- Rashmi Ranjan
    Producer- Himanshu Muduli
    Like us on Facebook - / jmentertainm. . Follow us on Twitter - / jmentertain2018
    Subscribe to JM Odia, / himanshumuduli
    Credit: ETV, Odisha Portal, DD National

КОМЕНТАРІ • 3,6 тис.

  • @debasishnanda9273
    @debasishnanda9273 8 місяців тому +79

    ହେ ଭଗବାନ ଫେରେଇ ଆଣ ସେ ପୁରୁଣା ଦିନ😭ଏ ନୁଆ ଦୁନିଆରେ ବହୁତ୍ କଷ୍ଟ ହଉଛି ବଞ୍ଚିବା ପାଇଁ 😭

  • @Creator-g4o
    @Creator-g4o 5 місяців тому +290

    2024 ରେ ଏ ଗୀତ କୁ କିଏ କିଏ ଶୁଣୁଛନ୍ତି

  • @educationpathabc
    @educationpathabc Місяць тому +2

    ଆମ ଭଦ୍ରକ ର ଚାନ୍ଦବାଲି ଅଞ୍ଚଳ ର ସୁପୁତ୍ର ସୁବାସ ଦାସ ଏଇ ଗୀତ ଟିକୁ ତାଙ୍କ ହୃଦୟସ୍ପର୍ଶୀ ସ୍ୱର ରେ ଜୀବନ୍ତ କରିଛନ୍ତି।

  • @abakashjena5392
    @abakashjena5392 3 роки тому +370

    ମୋବାଇଲ ଆମଠୁ ଏଇ ସବୁ ସ୍ମୃତି ଛଡେଇ ନେଇଛି 😭😭

  • @damayantidas5308
    @damayantidas5308 Місяць тому +3

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ବହୁତ ସୁନ୍ଦର ଗୀତଟିଏ ବହୁତ ଭଲ ଲାଗିଲା ଧନ୍ୟବାଦ୍ ନମସ୍ୟ ପିଲା ଦିନର କଥା ମନେପଡିଲା ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @jhuminaik8636
    @jhuminaik8636 Рік тому +82

    ମୁଁ ଏଇ କବିତା କୁ ପ୍ରଥମେ 7 ଶ୍ରେଣୀ ରେ ପଢି ଥିଲି ମୋ ଗାଁ ପରି ଆଉ କିଛି ନୁହଁ ମାନୁଛି ଗାଁ ରେ ଟଙ୍କା କମ୍ କିନ୍ତୁ ଲୋକ ମାନେ ବହୁତ ଖୁସି ରେ ଶାନ୍ତ ରେ ରୁହନ୍ତି ।ଗାଁ ର ସେଇ ଶାନ୍ତ ପରିବେଶ ବହୁତ ମନେ ପଡୁଛି 😢😢😢😢😢😢

    • @7Xoggy63
      @7Xoggy63 5 місяців тому +2

      Satare vhai ki khusi ga re au ki santi re vhai

    • @SN_1564
      @SN_1564 4 місяці тому +1

      Me also

    • @naushadali12866
      @naushadali12866 3 місяці тому +1

      Paisa kam rahta tha par khushi bohot hi jayeda rahta tha

    • @hemantakumarmeher1707
      @hemantakumarmeher1707 Місяць тому

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

    • @sisirajena-sj
      @sisirajena-sj 6 днів тому

      ଗାଁ କୁଯାଇ ବୁଲି ଆସିଲେ ହୁଅନ୍ତାନି

  • @dillipbarick5461
    @dillipbarick5461 3 роки тому +2156

    E ଗୀତ ଶୁଣିଲେ ଆଖିରେ ଲୁହ ଆଶି ଯାଏ, ସେଇ ବର୍ଷା ଭିଜା ମାଟି ରାସ୍ତା, ସେଇ ବର୍ଷା ଭିଜା ସବୁଜ ଧାନ କ୍ଷେତ, ବର୍ଷା ରେ ଭିଜି ଭିଜି ସ୍କୁଲ ଯିବା, ସବୁ କିଛି, ଶୀତ ଦିନର କଅଁଳ ଖରା 😭😭😭😭ମନ ହୁଏ ସେ ଦିନ ଆଉ ଥରେ ଫେରି ashanta ki, aau ନିଷ୍କପଟ ପିଲା ଦିନ, ସାଙ୍ଗସାଥି ସବୁ କିଛି, ସରିଗଲା e ଜୀବନ ପାଇଁ ସବୁକିଛି 😭😭😭😭

  • @RoleX_00007
    @RoleX_00007 2 роки тому +393

    ପୁରା ପିଲା ଦିନ ଟି ଆଖି ଆଗରେ ନାଚି ଉଠିଲା. ଧନ୍ଯ କବି ସଚିଦାନଁଦ ରାଉତରାୟ.. ଚିର ନମସ୍ୟ 🙏🏼🙏🏼

  • @susritanayak6866
    @susritanayak6866 2 роки тому +277

    ଆଜିକା ସମୟ ରେ ଯେତେ ଗୀତ ବାହାରୁଚି ସବୁ ଠୁ ଉର୍ଦ୍ଧରେ ଆମ ଓଡ଼ିଆ ଗୀତ।।।। ଆମେ ଓଡିଆ ଆମ ଓଡିଆ ଭାରି ବଢ଼ିୟା 💙

  • @SRAJ2662
    @SRAJ2662 2 роки тому +79

    କେତେ ଗୀତ ଯିବ.... ଆସିବ.... ହେଲେ ଏଇ ଗୀତ ସେମିତି ସମସ୍ତଙ୍କର ପ୍ରିୟ ହେଇକି ଥିବ.....🙏🙏🙏 ସଚ୍ଚିଦାନନ୍ଦ ରାଉତରାୟ

  • @pradeepsamal1369
    @pradeepsamal1369 Рік тому +24

    ଆଜି ଗାଁ ଗାଁ ହୋଇ ରହିନାହିଁ ଗାଁ ରେ ଗଢିଉଠିଛି ବଡ଼ ବଡ଼ କୋଠା, ଗାଁ ରେ କ୍ରକିଟ୍ ରୋଡ଼, ଗାଁ ଗାଁ ରେ ରାଜନିତୀ ପସିଯାଇଛି,। ସତରେ ପୁରୁଣା ଦିନ ବହୁତ ଭଲ ଥିଲା,ସେ ଗାଁ ଆଜି ଖୋଜି ଲେ ମିଳୁନାହିଁ

  • @vishalbehera2835
    @vishalbehera2835 Місяць тому +3

    ଏହିଗୀତ ଶୁଣି ସ୍କୁଲକଥାର ମନେ ପକେଇଦେଲ 2005 ରେ ପଞ୍ଚମ କ୍ଲାସରେ ପଢ଼ୁଥିଲି.. ଆପଣଙ୍କୁ ବୋହୁତ ବହୁତ ଧନ୍ୟବାଦ 🙏🙏❤

    • @Jagannathsai
      @Jagannathsai Місяць тому

      Mu bi padhuthili puni return karanta ni a jibana bahut kasta laguchi ❤❤❤

  • @swadhinsutar4108
    @swadhinsutar4108 4 роки тому +375

    ଇଏ କେବଳ ଗୋଟେ ଗୀତ ନୁହେଁ, ସ୍ମୃତିରେ ଭିଜା ସେଇ ଗାଁ ର ଅପୁରନ୍ତ କିଛି ହୃଦୟସ୍ପର୍ଶୀ ଆବେଗର ଅସରନ୍ତି ମୁହୂର୍ତ, ଯାହା କେବଳ ଆମ ମାନସ ପଟରେ ଚିରନ୍ତନ ସ୍ମୃତି ହୋଇ ରହି ଯାଇଛି😢😢😢

  • @sisirkumar8047
    @sisirkumar8047 3 роки тому +170

    ସତରେ ଗୋଟେ ଗାଁ ରେ ହିଁ ସ୍ବର୍ଗ ର ଶାନ୍ତି ମିଳିପାରିବ
    ସୁନ୍ଦର ଓ ଶାନ୍ତ ପରିବେଶ ଅତ୍ୟନ୍ତ ମୋନାଲୋଭ
    💖💖💖💖💖💖💖💖💖💖💖💖

  • @maheshvarpanigrahi2677
    @maheshvarpanigrahi2677 9 місяців тому +5

    Beautiful song

  • @adarshaclasses
    @adarshaclasses 3 роки тому +393

    1.6k dislikes why
    ଭାଇ ତମ ଗାଁ କଣ ତମକୁ ଭଲ ଲାଗୁନି କି
    ମୋ ପ୍ରଥମ ଭଲପାଇବା ମୋ ଗାଁ ।
    ସଚ୍ଚିଦାନନ୍ଦ ରାଉତରାୟ ଙ୍କ ବହୁତ ସୁନ୍ଦର ଲେଖା
    ବହୁତ ବହୁତ ଧନ୍ୟବାଦ ସାର୍।

  • @chamarpanigrahi3186
    @chamarpanigrahi3186 4 роки тому +240

    ଏହି ଗୀତ ଶୁଣି ଆମ ଛୁଆ ସମୟ ମନେ ପଡେ କବି ଏଥିରେ ସାଠିଏ ସତୁରି ବର୍ଷ ପୁର୍ବର ଗାଁର ଜୀବନ୍ତ ରୂପ ଦେଇ ଛନ୍ତି କବି ସଚ୍ଚିଦାନନ୍ଦ ଙ୍କୁ ମୋର ନମସ୍କାର

  • @Subhamkumar12658
    @Subhamkumar12658 9 місяців тому +21

    ଏହି ଗୀତ ଯେବେବି ମୁଁ ଶୁଣେ ଆଖିରୁ ଲୁହ ଆପେ ଆପେ ବାହାରି ଯାଏ, ଅତୀତ ଆଖି ଆଗରେ ଝୁଲିଯାଏ ଆଉ ଜୀବନର ଖୁସୀ ଧିରେ ଧିରେ ବହୁତ ଦୁରକୁ ଚାଲିଯାଉଛି ଭଲି ଲାଗେ 😭😭😭

  • @Discipline_Tradition_Legacy
    @Discipline_Tradition_Legacy 3 місяці тому +7

    ଚିର ନମସ୍ୟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ କୋଟି କୋଟି ପ୍ରଣାମ
    ମୋ ମାଟି ମୋ ମା
    ମୋ ଗାଁ ମୋ ଆଦର୍ଶ
    🙏🙏🙏

  • @prasantnayak4250
    @prasantnayak4250 4 роки тому +59

    ସତରେ ଏହାକୁ କୁହାଯାଏ ଗୀତ,ବହୁତ ଵହୁତ ସାଧୁଵାଦ ଆପଣଙ୍କୁ ମହାଶୟ,,

  • @ranjitsahu3083
    @ranjitsahu3083 4 місяці тому +4

    ଅତୀତ ମନେ ପଡି ବଡ ଦୁଖ ଲାଗେ । ସତରେ କୁଆଡେ ହଜିଗଲା ଗାଆର ଧୂଳିମାଟି

  • @diwaliofficialvideo2671
    @diwaliofficialvideo2671 3 роки тому +323

    ପିଲା ଦିନଟା ବହୁତ ମନେ ପଡୁଛି 😭😭ସତରେ ଆଉ ଥରେ ଛୋଟ ହୋଇଯାନ୍ତି କି ବହୁତ ଭଲ ହୁଅନ୍ତା ❤️❤️ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଏହି ଭଳି ଏକ କବିତା ଲେଖିଛନ୍ତି 🙏🙏🙏

  • @a.k.pradhanmr.pradhan2448
    @a.k.pradhanmr.pradhan2448 4 роки тому +115

    ରାଉତରାୟ ବାବୁ😢😢👍👍👍
    ଗାଁର ପରିଭାଷା କୁ ଅତି ସୁନ୍ଦର ଭାବ ରେ ପରିପ୍ରକାସ କରିଛନ୍ତି ଏହିପରି ଯେ ମନ ହଜି ଯାଏ ଗାଁ ର ସୁନ୍ଦର ତା ଆଡ଼କୁ👌👌👌

  • @Bapa4207
    @Bapa4207 Рік тому +9

    ଯୁଗ ଜନ୍ମା ବ୍ୟକ୍ତି ମାନେ ହିଁ ଏମିତି ହୃଦୟ ରେ ରାଜ କରନ୍ତି ଯୁଗ ଯୁଗ ପାଇଁ..... ସଚ୍ଚି ରାଉତରାୟ ଙ୍କ ହୃଦୟସ୍ପର୍ଶୀ କବିତା ଜୀବନ୍ତ ଏବଂ ଅମର.... ❤🙏🙏🙏

  • @sammankumarsahu835
    @sammankumarsahu835 3 роки тому +990

    I am a soldier and i listen this song after every hard workout.Through this song I memorise my childhood. I love this song very much.💞

    • @amiyadas7906
      @amiyadas7906 3 роки тому +16

      We are proud of you see soldier

    • @debasmitapanda1590
      @debasmitapanda1590 3 роки тому +14

      A hearty admiration to you sir 🙏🙏♥️❤️

    • @debasmitapanda1590
      @debasmitapanda1590 3 роки тому +13

      A billion of smiles, respect,love salutes and admiration for every Indian shoulders from Bharat 🙏🙏❤️❤️👍👍👍

    • @BibeksVoice
      @BibeksVoice 3 роки тому +9

      JaI Hind

    • @pradeepjena1414
      @pradeepjena1414 3 роки тому +7

      Jay hind sir

  • @chittaranjanmohapatra2
    @chittaranjanmohapatra2 4 роки тому +62

    ଗାଁ ସହ ସହର କେବେ ବି ସମାନ ହୋଇ ପାରିବନି, ମୁଁ ମୋ ଗାଁ କୁ ବହୁତ୍ ଭଲ ପାଏ ,ମୋ ଗାଁ ଛଣଗିରୀ

  • @SIKHYAOKAHANI
    @SIKHYAOKAHANI 8 місяців тому +8

    No1 song of odisha music industry, no one can beat this lyrics, ବହୁତ୍ ଭଲ ଭିଡିଓ ଟି କରିଛନ୍ତି ହୃଦୟରୁ ଧନ୍ୟବାଦ

  • @srinibashchayani8970
    @srinibashchayani8970 4 роки тому +79

    ଏହି ଗୀତ ଟି ଦେଖିଲେ ଛୋଟ ବେଳର ସବୁ ସ୍ମୃତି ଆଖି ଆଗଗୁ ଚାଲି ଆସେ 😣। ମୋ ଗାଁ ମୋ ପାଇଁ ଦ୍ୱିତୀୟ ମାଆ । ❤️

  • @questioning1122
    @questioning1122 2 роки тому +9

    ମୁଁ ଓଡିଶାରେ ଜନ୍ମ ହେଇଥିବାରୁ ମୁଁ ଗର୍ବିତ. କବି ସଚ୍ଚିତାନନ୍ଦ ରାଉତରାୟ ଙ୍କ ଏହି କବିତା ଯେତେବେଳେ ଶୁଣିବେ ସେତେବେଳେ ଭଲ ଲାଗିବ old is gold

  • @prasantparida8453
    @prasantparida8453 Рік тому +7

    ଅତୁଳନୀୟ ସଂଗୀତ ଯାହା ଯୁଗେ ଯୁଗେ ଵଞ୍ଜି ରହିଛି ସମସ୍ତ ଓଡ଼ିଆ ମାନଙ୍କ ମନରେ ଧନ୍ୟ ତୁମେ କବି ସଚ୍ଚି ରାଉତରାୟ କୋଟି କୋଟି ପ୍ରଣାମ ❤❤

  • @byasadevofficial3724
    @byasadevofficial3724 4 роки тому +170

    E geet sunle dihin sitei jauchhe 😍😍😭😭😭🙏🙏

  • @sanjeeboram6975
    @sanjeeboram6975 4 роки тому +26

    ଅତି ସୁନ୍ଦର ଗୀତ ।
    ଯେତେ ଶୁଣିଲେ ମନ ଭରେ ନାହିଁ ।
    🙏🙏🙏

  • @RysaM-ir6tk
    @RysaM-ir6tk 10 місяців тому +2

    This song brings we all ଓଡ଼ିଆ together ..we are the last generation who has experienced village life ସତରେ ଓଡ଼ିଶା ର ଲୋକ ଆଉ ତା ଗାଁ ମାଟି ବହୁତ ନିଆରା ।। ❤❤

  • @ghanashyamgoud1290
    @ghanashyamgoud1290 3 роки тому +11

    Love u sachi sir ଆପଣଙ୍କ ଏହି ଗିତ ଟି ଆପଣଙ୍କୁ ଚିର ଦିନ ପାଇଁ ଅମର କରି ଦେଇଛି.. ଧନ୍ୟବାଦ ସାର....

  • @balimandal4434
    @balimandal4434 5 років тому +20

    ଯେଉ ଭାଈ ଭିଡିଓଟି କରିଛନ୍ଦି ଭଗବାନଙ୍କ ଆଶିବାଦ୍ କରନ୍ତୁ ସତରେ ଭାଇ ବହୁତ ବହୁତ ଧନ୍ୟବାଦ ମୋ ହୃଦୟ ସହିତଆପଣକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଏହି ,ଭିଡିଓଟି ମୋ ହୃଦୟରେ ଛୁଇଁ ଗଲା ଏମିତି ନୂଆ ନୂଆ ଭିଡିଓ କରି ଚାଲନ୍ତୁ ଆଉ ଏମିତି ଖୁସି ଆଣି ସମସ୍ତ ମନରେ ଖୁସି ଭରି ଦିଅ......

  • @sasmitaacharya621
    @sasmitaacharya621 11 місяців тому +3

    Ei Gita pori au kou bi Gita habani jete puruna hele bi sete vala galuchi . Au puruna dino ra sabu katha manepokai dauchi ei Gita . always evergreen ❤

  • @rajkishordas9704
    @rajkishordas9704 5 років тому +288

    😭😭😭😭😭ମତେ ଗାଁ ଗହଳିରେ ରହିବା ପାଇଁ ଭଲ ଲାଗେ,, ମୁଁ ଗାଁ କୁ ବହୁତ ଭଲ ପାଏ ଏବଂ ମୁଁ ଏବେ ସହର ରେ ରହିଲେ ମଧ୍ୟ ଥରେ ଥରେ ନିଜ ଘର ଗାଁ କୁ ବୁଲିବା ପାଇଁ ଯାଏ 😭😭😭😭

  • @priyabratdebasis2093
    @priyabratdebasis2093 3 роки тому +290

    This is not just a song. It's raw emotion. I hope the younger generation do realise what the lyrics actually mean

    • @sunilkumarrout1788
      @sunilkumarrout1788 Рік тому +6

      Bro todays generations will never understand...
      Only 90 kids can feel the emotion

    • @priyabratdebasis2093
      @priyabratdebasis2093 Рік тому

      @@sunilkumarrout1788 maybe if we promote the old classics and let them know about the artistic values of entertainment, maybe some younger generation will appreciate the old

    • @beautyofnature8512
      @beautyofnature8512 11 місяців тому

      Absolutely right ❤❤❤

    • @beautyofnature8512
      @beautyofnature8512 11 місяців тому

      ​@@sunilkumarrout1788I'm 90s kid ❤

    • @beautyofnature8512
      @beautyofnature8512 11 місяців тому

      ​@@priyabratdebasis2093no one can understand. Have you seen now a days people feel shame to speak in odia. I really feel very pain when I see two girls or two odia friends when conversation in hindi with each other in Odisha only. Some people can't even speak hindi properly still they are eager to speak in hindi. Really shame on us. 😢

  • @jitendraparida3114
    @jitendraparida3114 5 місяців тому +1

    ହୃୟସ୍ପର୍ଶୀ ଗୀତ ଟି କହୁଛି ମୋ ଗାଁ କେତେ ସୁନ୍ଦର୍
    ହୃଦୟ ରେ ଛବି ହୋଇ ରହିଥିବା ସେହି ଦିନ ର ସ୍ମୃତି ଆଜି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼ୁଚି ଓହୋ

  • @devdas6696
    @devdas6696 5 років тому +73

    ପିଲା ଦିନ ବହୁତ୍ ମୋନେ ପଡୁଚୀ😭😭😭

  • @user-lc3te3mo1p
    @user-lc3te3mo1p 5 років тому +336

    Staying in USA but still always missing my Odisha... missing my childhood....

  • @sahityasrujanika
    @sahityasrujanika Рік тому +12

    2023 ରେ ବି ଏ ଗୀତ ଶୁଣିକିି ଆଖିରେ ଲୁହ ଆସିଯାଉଛି ❤

  • @anilrana-ce6vl
    @anilrana-ce6vl 4 роки тому +312

    ଏ ଗୀତ ଶୁଣି ଗାଁ କଥା ବହୁତ ମନେ ପଡୁଛି l ଭାବି କି କାନ୍ଦ ଲାଗୁଛି l 😭😭😭

  • @jayasengouda1463
    @jayasengouda1463 5 років тому +164

    Akhire luha asigala
    Gita ta Suniki
    Satare full heart touching song

    • @soumyapradhan9374
      @soumyapradhan9374 5 років тому +3

      Kichi kahiba pain sabda nahi aaji mu mo gaaon ku bahut mane pakouchi sehi chota bela lucha kali kua badi natu aau dhana kata chuti... bele nadi patha... bahut mane paduchi.. aaji mu desa bahare rahuchi kintu mo alhiru luha jharijauchi jetebele eehi gita ti sunuchi... jay maa charchika
      Vande utkala janani

    • @ckpatt9886
      @ckpatt9886 4 роки тому

      @@soumyapradhan9374 😭😭😭

    • @sairajtudu2100
      @sairajtudu2100 4 роки тому

      @@soumyapradhan9374 zz

    • @debasishpatra2993
      @debasishpatra2993 4 роки тому

      Exactly😌😌😭

    • @kailashnayak6332
      @kailashnayak6332 4 роки тому

      @@ckpatt9886 ଓଡ଼ିଆ ଭଜନ

  • @lalatenduparida7289
    @lalatenduparida7289 2 роки тому +12

    Guys cheers 👍 Goan Masani , gaon Pokhari, gaon Khela padia, gaon Bhagwat tungi, gaon Amba totta, gaon Raja festival, etc.... Goosebumps

  • @papu230
    @papu230 5 років тому +176

    ସତରେ ଗୀତ ଟି ବହୁତ ସୁନ୍ଦର ଲାଗୁଛି👌 ମୋ ଗାଁ ମୋ ପାଇଁ ସୂର୍ଗ❤️ ଏଇଠି ମୋ ପିଲା ଦିନ🤾 କଟିଛି ଛୋଟ ବେଳେ ସାଙ୍ଗ ମାନଙ୍କ👫 ସହ ଖେଳ, ଦୁଷ୍ଟାମି, କରିଛି ମୋ ଗାଁ ରେ ମହାନଦୀ ରେ ଛୋଟ ବେଳେ କଟି ଥିବା ଏବେ ବି ମନ ଅଛି ଜାଣେନା ସେ ଦିନ ଆଉ ଫେରିବ ନାହିଁ😢

  • @subratgaria1295
    @subratgaria1295 3 роки тому +32

    I'm Always Missing My Child 🚸 Life & Old Culture Village 😭😭😭
    My Comments 3rd Again 🙏🙏🙏
    Love From Odisha Sonepur Govindapur ❤️❤️🌹

  • @pradeepnayak5387
    @pradeepnayak5387 8 місяців тому +3

    ୨୦୨୪ ର ପ୍ରଥମ ସଙ୍ଗୀତ ରୁ ବର୍ଷ ଆରମ୍ଭ ମୋର 😊❤

  • @diptipradhan2758
    @diptipradhan2758 3 роки тому +10

    Akhire luha aasigala. Mana ta dukhi heigala. Bhagwan samasta nku bhalare rakhantu😭❤️❤️

  • @samikshyapanda2879
    @samikshyapanda2879 3 роки тому +144

    Never been to my village... but this poem has such powerful words that waves of emotions n belongingmess arose from my heart and flow out through my eyes...
    My son has this poem in his syllabus...I made him listen to this video
    Hey Jagannath bless my son with love for his motherland Odisha....May he be proud of the rich cultural heritage n make Odisha proud of him...
    Jay Jagannath 🙏🙏🙏

    • @Senapati_Ankit
      @Senapati_Ankit 2 роки тому +1

      Didi appna ebe kouthi?

    • @alivadas2690
      @alivadas2690 2 роки тому

      Ki am mo oooop lol Ken mo on up look like l lol on y hi Jon

    • @lipsamohapatra9716
      @lipsamohapatra9716 Рік тому

      Such beautiful thoughts.... I wish the same for my son too 🙏🏼 Jai Jagannath

    • @vikramkumar...2265
      @vikramkumar...2265 Рік тому +1

      Odiya re lekhi thile ati sundar lagi pari thanta....aame odiya amaa basha bahoot mithaaaa

  • @jashminjhunu9344
    @jashminjhunu9344 Рік тому +4

    When I hear this song automatically I crying..I can't control my tears.. actually childhood Life is our actual life..
    No angry,no tention only true love..
    Really I Miss my childhood

  • @Inventor-ty5wz
    @Inventor-ty5wz 5 років тому +167

    my heart is my odisha,i salute to sachidanand routray,and singer subhash das,

  • @sritamdharua7923
    @sritamdharua7923 5 років тому +84

    After watching this video I can't hold to my tears of the eyes

  • @subratjena9884
    @subratjena9884 8 місяців тому +1

    ଏ ଗୀତ ଶୁଣିଲା ପରେ ଆଖିରେ ଲୁହ ଆସିଯାଇଛି ବହୁତ୍ ସୁନ୍ଦର ଆମ ଗାଁ ର ପରିବେଶ ସେଇ ପିଲା ଦିନ ର ସବୁ ସ୍ମୃତି ଯେପରି ଆଉ ଥରେ ଫେରି ଆସନ୍ତା କି 😢ଯେତେ ତୁମେ ସହର ରେ ରୁହ ନ କାହିଁକି କିନ୍ତୁ ସେ ଗାଁ ର କୌଣସି ବି ମଜା ସେ ସହର ରେ ମିଳିବ ନାଇ 😊love you village lifestyle ❤

  • @lbsnaa2533
    @lbsnaa2533 5 років тому +41

    I love my odisha.... proud of their culture, traditions.. Nd proud to be odia..💖🌟❤️❤️💞😊😊

  • @priteeranjanpadhihari1764
    @priteeranjanpadhihari1764 4 роки тому +143

    This is not just a song for me...this is an emotion, having memories of my childhood and the time when I have everything...I used to listen the song with my grandfather...and now I misses him...he passed away in February 10 this year😢... missing him badly😣😣😣

    • @foodtuber1191
      @foodtuber1191 4 роки тому +4

      Bhai sabu kichi thik achi hele comment odia re karithile heinathanta hele nai ame ta educated ame English re comment dabu naa hele tama mananka tharu bada murkha aau kehi nahi

    • @siddharthanayak3460
      @siddharthanayak3460 4 роки тому +5

      ଇଂଲିଶ କହିଲେ କେହି ଇଂରେଜ ଯେଇଯାନ୍ତିନି, ଓଡ଼ିଆ ସବୁବେଳେ odia, ଇଂଲିଶ କହିବାରେ କିଛି ପ୍ରୋବ୍ଲେମ nanhi

    • @satyabhamadeep2575
      @satyabhamadeep2575 3 роки тому +1

      Really mo pain b

    • @suryakantathapa6751
      @suryakantathapa6751 3 роки тому +1

      More than a song

    • @dibyalochanbagh9531
      @dibyalochanbagh9531 3 роки тому +1

      We also rember our schhl time

  • @bubunukhandual4884
    @bubunukhandual4884 6 місяців тому +4

    "ମାଟିର ସେଇ ସରଗ ମୋର ସେଇଠି ଅଛି ମୋ ଷଠି ଘର,
    ଜଳିବ ଫୁଣି ସେଇଠି ଶେଷେ ମୋହରି ଚିତା ନିଆଁ ଟି,
    ଛୋଟ ମୋର ଗାଆଁ ଟି"

  • @johnmilton7732
    @johnmilton7732 4 роки тому +32

    Staying in dubai still I miss my village. I was not good in study only playing with friends. Later on I studied well and did job and well settled in out of country. Still I feel m nothing without my own place my own village. But I go to village every year. And that's my golden time. Miss you all my village friends classmates mousa mausi everybody. Love you all my odia friends

    • @selfstudy4154
      @selfstudy4154 3 роки тому

      I am now Dubai..from balesore and u?

    • @satyanayak8818
      @satyanayak8818 3 роки тому

      Same like me also brother

    • @KOSHLI_RAJA
      @KOSHLI_RAJA 3 роки тому

      I'm also now at dubai realy it's a very hert touching song love you too all odias friend

  • @MrRaj-eg1xd
    @MrRaj-eg1xd 4 роки тому +31

    Never forget that village where you are born 🙏🙏🙏🙏🙏🙏

  • @aswinikumardash2237
    @aswinikumardash2237 8 місяців тому +1

    ପ୍ରଣାମ ସଚି ରାଉତ ରାୟ ଙ୍କୁ ଗ୍ରାମ୍ୟଲୋକଙ୍କ ଜୀବନର ଏକ ନିଛକ ଦୃଶ୍ୟ

  • @shrutishreedas9700
    @shrutishreedas9700 3 роки тому +41

    Remembering the time when I used to listen it,broadcasted on doordarshan. This song is more lively and a thousand times worth listening than current day nonsense bully*wood and ollywood songs. Such beautifully sung ❤️

  • @prasantahansa3320
    @prasantahansa3320 5 років тому +30

    I speechless for this song.i can not express my feelings with word but try to express in my work.

  • @sisirajena-sj
    @sisirajena-sj 6 днів тому

    ହୃଦୟସ୍ପର୍ଶୀ ଗୀତ ଟି ସତରେ, କିଛି କ୍ଷଣ ପାଇଁ ଆଖି ଜକେଇ ଆସିଲା।

  • @subratgaria1295
    @subratgaria1295 4 роки тому +11

    Always Super Song❤️❤️🌹
    Ebe gaan aau gaan bhali nahin 😭😭
    Miss You Child🚸 Life & Old Culture Village
    Love 💕 From Odisha Sonepur Govindapur ❤️❤️🌹

  • @tusharpradhan204
    @tusharpradhan204 3 роки тому +72

    I hear it again and again..I Miss my Village very much...

  • @suchimamali
    @suchimamali 2 місяці тому +1

    From. the year 2013...till the year 2024.... this song is my Favourite one......also writer..Sachhitananda Rautaray...........I love my gannnnn....❤❤❤

  • @pitambersethi8012
    @pitambersethi8012 5 років тому +34

    1997,1998 mashire DD-6 ODIYA re pratidina sandhya 6.00 re prasarita hauthila,aaji dekhi aakhiru luha bahuchi.

  • @Sjuarmy1990officials
    @Sjuarmy1990officials 2 роки тому +51

    As a soldier,, far from my village always, when ever I missed my village, I listen this song,, thanks for the song...

  • @manojpatra1888
    @manojpatra1888 Рік тому

    ଅମର ସୃଷ୍ଟି,କବିବର ଙ୍କ ଏହି ଗୀତ ଯେବେ ବି ଶୁଣେ ସେ ପିଲା ଦିନକୁ ଆପେ ଆପେ ଚାଲିଯାଏ, କେତେ ସୁନ୍ଦର ଥିଲା ସତରେ ସେ ପିଲା ଦିନ,ନା ଦାୟିତ୍ଵ ଥିଲା ନା ଟେନସନ କେବଳ ଥିଲା ମଜା ମଜଲିସ, ଓଃ କି ମସ୍ତି, ଶତକୋଟି ପ୍ରଣାମ ହେ କବିବର

  • @sarbeswarmalla469
    @sarbeswarmalla469 2 роки тому +17

    I am a sales person . After every hard work , I listen this song & feel the sanctity of my village . This is not a song only , rather it is a spontaneous over flow of powerful feelings .

    • @sibanandasahoo2638
      @sibanandasahoo2638 Рік тому

      A great clear voice of subas dad,great music,great liric, I love to

    • @mr.a9116
      @mr.a9116 Рік тому

      Bhai I was also a sales person bhai the hard work a sales person do as mentally and physically noone will understand that pain

  • @pritiswain3718
    @pritiswain3718 5 років тому +382

    Esabu khali gote Gita nuha jibanara gote gote anga. Esabu Gita bina piladinara memory sabu adha hei rahiba

  • @papunchakrabarty9087
    @papunchakrabarty9087 Рік тому

    ଗାଁ ର ପାଣି ପବନ, ସେଇ ନଇ ନାଳ, ଗଛଲତା, ସବୁ କୁ ଆଉ ପାଇବା ନାହିଁ, କାରଣ ଆମେ ସହର ର ପାଶ୍ଚାତ୍ୟ ସଭ୍ୟତା ରେ ପଶି ଗଲୁଣି. ଏବେ ବି କାନ୍ଦ ଲାଗେ ଗାଁ କୁ ଗଲେ.. ଫେରି ଆସନ୍ତା କି ସେଇ ପିଲା ଦିନ,ଆଉ ମୋ ବାପା ଆଉ ମୋ ମା ବି... ଜୀବନଟା e ସବୁ ବିନା ଅନ୍ଧାରି ଘର.... ପ୍ରଭୁ ଜଗନ୍ନାଥ ସାହା 🙏

  • @theindianfactsbrothers7643
    @theindianfactsbrothers7643 3 роки тому +14

    One of the most heart touching poet of my life...❤️❤️❤️

  • @Positive_Videos_calm
    @Positive_Videos_calm 3 роки тому +10

    All time famous song. A song that always reminds me my childhood 😭😭😭😭😭😭😭😭😭😭😭😭😭😭lots of thanks to great writer Sachidanand Rautraya🙏🙏🙏🙏

  • @Munabehera-le7cj
    @Munabehera-le7cj 9 місяців тому +1

    ପୁରା ପିଲା ଦିନ ଟି ଆଖି ଆଗ ରେ ନାଚି ଉଠିଲା 🙏🙏🙏🙏

  • @anjubalabehera1263
    @anjubalabehera1263 5 років тому +17

    Best village song forever..👍👍👍👍👍

  • @pagalpremi1955
    @pagalpremi1955 2 роки тому +10

    Every time I see this song left me teary-eyed......felling rejuvenated....from childhood
    Video footage are alive 🙏🙏🙏🙏🙏

  • @kishorebehera5495
    @kishorebehera5495 7 місяців тому

    ମନକୁ ଛୁଇଁଲା ଭଳି ଗୀତ ଓ ପିଲା ଦିନର ବହୁତ ସ୍ମୃତି ଲୁଚି ରହିଥିବା ଅତି ସୁନ୍ଦର ଗୀତଟିଏ 🎉😢

  • @user-wk4zz6oc1z
    @user-wk4zz6oc1z 4 роки тому +4

    Sachidanand Rautray,sir ko mera naman. Unki aatma hamesa amar rahega humlogon ki dilon main.

  • @lilimamohanty208
    @lilimamohanty208 5 років тому +15

    Yup...after watching this its difficult to control tears....😥...missing my village here...

  • @Mitalijena8328
    @Mitalijena8328 Рік тому +1

    Ae byasta bahula jibana re tike samaya paile. Ae song suniba pare mu puni pheri jae mo pila dina ku😢 au mo gaon re bitae thiba prati muhurta ku😊satare se samaya bahut mulyaban ama pain au ama gaon b😢satare sachi sir apana nka ae gita ra pratyak line hrudya sparsi❤❤❤❤❤❤❤❤❤❤❤❤

  • @sudhansudas1335
    @sudhansudas1335 4 роки тому +27

    Evergreen song...when I listen this song, tears come in my eyes...

  • @hrushikeshbehera3389
    @hrushikeshbehera3389 4 роки тому +10

    After watch this clip i cant hold my 😭 tears... Miss my childhood.. Miss my village love u

  • @mkjitendra4784
    @mkjitendra4784 2 роки тому

    ଆରମ୍ଭର music tone ଟି, ବହୁତ ବଢିଆ ଲାଗେ ଶୁଣିବାକୁ
    କେତେ ସୁନ୍ଦର୍ ବଂଶୀ ସ୍ୱର h

  • @Frozenff01
    @Frozenff01 7 місяців тому +6

    ଏଇ ଗୀତ ଟିକୁ କେବଳ ସେଇମାନେ ବୁଝି ପାରିବେ ଯେଉଁମାନେ ନିଜ ଗାଁ ଠାରୁ ଦୂରେଇ ଯିବେ । 😥
    ମୋତେ ମୋ ପିଲା ଦିନ ଫେରାଇ ଦିଅ । 🙏

    • @lifecapturedhub
      @lifecapturedhub 5 місяців тому

      ua-cam.com/users/shortscMLn0LOcbTI?si=XZeko6CAXXkcZ9pW

  • @kamallochanpadhi3582
    @kamallochanpadhi3582 4 роки тому +16

    Love this song ....
    really missing my village ...

  • @m.padmanav3914
    @m.padmanav3914 Рік тому

    ଏହା ଏକ ଗୀତ ନୁହେଁ।ଏକ ସ୍ପନ୍ଦନ।ଏକ ଭାବାବେଗ।❤❤❤

  • @Curlymama5
    @Curlymama5 3 роки тому +4

    This video made me cry😭😭 ...... staying in city but missing my childhood and village ...

  • @ansumanbadajena3471
    @ansumanbadajena3471 3 роки тому +55

    How someone dislike the video!!such a beautiful and ❤️ touching song

    • @afshin12355
      @afshin12355 3 роки тому

      Right

    • @samirpradhan5698
      @samirpradhan5698 3 роки тому +2

      Actually those who were dislike this video, they are not real odiya and they were unknown to beauty of village life

  • @lipupradhan4314
    @lipupradhan4314 2 місяці тому +1

    ଏ ଗୀତ ଶୁଣିଲେ, ପିଲା ଦିନର ସେ ପ୍ରତ୍ୟେକ ମୁହୂର୍ତ୍ତ ଆଖି ଆଗେ ଯେମିତି ନାଚି ଉଠେ

  • @pravat98415
    @pravat98415 5 років тому +10

    My favorite song of one of best poet of odisha...
    Such true lover of village & nature..

  • @dakshasahu8630
    @dakshasahu8630 5 років тому +350

    ସତରେ ଗୀତ ଟି କେବଳ ଗାଁ କୁ ମନେ ପକାଇ ଦେଉନି ମୋର ପିଲାଦିନ ଯେଉଁଦିନ ମୁଁ ଗାଁରେ ବିତାଇ ଥିଲି ତାହା ମନେ ପକାଇ ଦେଉଛି l

  • @biwanathamhapatrae6425
    @biwanathamhapatrae6425 Рік тому +1

    ସତରେ ଭାଇ ପୁରପଲ୍ଲୀରେ ଅତି ନିଖୁଣଭାବରେ ପ୍ରତି ସଂଳାପ ଗୁଡ଼ିକ ଅଭିନୟ ମାଧ୍ୟମରେ ପ୍ରତୀ ଫଳିତ କରି ଏହି ଗୀତ ମାଧ୍ୟମରେ ମୁଁ ମୋର ପିଲାଦିନ ସାଙ୍ଗ ମେଳରେ ବିତିଯାଇଥିବା ମୃହୃତ ଗୁଡ଼ିକ ମନେ ପକାଇ ଆଖିର ଲୁହ ଆସିଗଲା

  • @kanhaapugroups7091
    @kanhaapugroups7091 4 роки тому +17

    Mu odia..... Mo vasa odia.... MO gaon odia... MO rajya Odisha.... 💖💖💖💖Odisha 💕💕💕💕

  • @amitpanda4303
    @amitpanda4303 4 роки тому +9

    I love the old days i had spent in my village.... But today there are many building cars etc and no love between people... All are in the race of money. I miss my old village.

  • @crazyboy-k1234
    @crazyboy-k1234 6 місяців тому

    ଏ ଗୀତ ଶୁଣିକି ଆଖିରୁ ଲୁହ ବାହାରି ଆସିଲା
    କେତେ ମଜା ଥିଲା ପିଲାଭବେଳ

  • @prafullakumarmohapatra6805
    @prafullakumarmohapatra6805 3 роки тому +7

    I lost myself in this poem.l recal my past memories of my child hood.

  • @awesome5634
    @awesome5634 5 років тому +4

    Jou mane like karuna aei song ku.... Tame kana janiba gaon ra maja kana...... Love this song😍😍😍😍😍

    • @ckpatt9886
      @ckpatt9886 4 роки тому

      Bhai dukha ra katha au se maja nai gan tara saundarya au mahatwa hareibasichi😭😭

  • @bhagirathiswain7758
    @bhagirathiswain7758 5 місяців тому

    Chot more Gaon ti
    Composed by Late Sachitananda Routray is ever remembered from my HSC study days. Really Heart rendering ❤ ❤❤ very beautiful picturisation 🎉🎉🎉My Village is my heaven 😊😊😊

  • @sumantbehera5066
    @sumantbehera5066 4 роки тому +10

    This is a very heat touching song , which helps us to remember our mother land