ପଶ୍ଚିମ ଓଡ଼ିଶାର ଲୋକ୍ଗୀତ୍, ହଲିଆ ଗୀତ୍ର ସୁପରଷ୍ଟାର ଦିଲୀପ୍ ଦୀପ୍
Вставка
- Опубліковано 19 вер 2024
- ଗୁଁନଚା ମୂଷା ଆମ୍ପରି ଦେବା ଗାଲକେ, ତମର ବାଁକ ସୁଉଁତିଆ, ଚକାବେନୀକେ ଭୁଲି ନାଇଁ ହେଇନ ଲେଖେଁ ସୁପରହିଟ୍ ଗୀତ୍କେ ଜନମ୍ ଦେଇଛନ୍ ଦିଲୀପ୍ ଦୀପ୍ । ଯେନ୍ ହଲିଆ ଗୀତ୍ମାଦେ ଧୀରେ ଧୀରେ ହଜବାରକେ ଲାଗଲାନ ସେ ସବୁକେ ଫେର୍ ଘାଏ ଲୋକମାନକଁର ପାଶେ ପୁହୁଁଚାବାର ଗୁଟେ ଚେଷ୍ଟା କରିଛନ୍ ସେ । ଶଲାବୁଢା ଫିଲ୍ମନେ ତାକଁର ଲେଖା ଗୀତ୍ ଜାଗା ପାଇଥିବାର ବେଲକେ ଦର୍ଶକ୍ ଭିଲ୍ ବହୁତ୍ ପସନ୍ଦ କରିଥିଲେ । ଆମର ସମ୍ବଲପୁରୀ କଲା, ସଂସ୍କୃତିର ଝଲକ୍ ତାକଁର ଲେଖାନେ ଦେଖବାର ଲାଗି ମିଲିଥିସି । ଯୁଆନ୍ ମାନକଁର ଭିତରେ ଭିଲ୍ ତାକଁର ଗୀତ୍ ବହୁତ୍ ହିଟ୍ ରହିଛେ । ତାକଁର କଲାକାର ଜୀବନ୍, ଗୀତ୍ ଲେଖା ଇ ସବୁ ବାବଦେ ବହୁତ୍ ଲୋକ୍ ନାଇଁ ଜାନିଥିବେ । ପହରାର ଆଜିର ଭିଡିଓନେ ଦିଲୀପକଁର ମୁହୁଁନୁ ଜାନମା ତାକଁର ବାବଦେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on UA-cam, Like/Follow our page if you are watching this on Facebook and stay connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ପ୍ରଣାମ୍ ଦିଲ୍ଲୀପ୍ ଦାଦା 🙏
ଆପଣ୍ ଝନେ ମହାନ୍ କଳାକାର୍ ଆନ୍ ।
ବହୁତ୍ ବହୁତ୍ ଧନ୍ୟବାଦ୍ ଶୁଭ ସ୍ୱେତା ମାଡାମ୍ । ବହୁତ୍ ଭଲ୍ ଲାଗସି ଆପଣଙ୍କର୍ ସବୁ ପ୍ରୟାସ୍ ।
ଦିଲୀପ ଆଗ୍ୟାଁକର କଥା ସବୁ ବହୁତ ସୂରୁତ ଲାଗଲା, ଷୁହୁଲ ଅନା ଲାଗଲା। ତାକର ବିଚାର, ମତାମତ ବହୁତ୍ ଉଁଚା ଦର୍ଜାର। ତାକର ନିରାମୟ ଜୀବନ ଆଉ ଉନ୍ନତି କାମନା କରୁଛେଁ।
ଦିଲିପ ଦାଦା ତୁମେ ହେଉଛ କୋଶଲ ଭାଷା ଆଉ ସାହିତ୍ୟର ଏକ କୋହିନୂର । ଜୟ କୋଶଲ୍ ।
Such a humble person he is🙏🙏🙏🙏🙏🙏🙏.Dilip Dada u r the pride of our western odisha. Thank u pahara for showing such kind of personality🙏🙏🙏🙏
ବହୁତ ସୁନ୍ଦର
ସାରେ ଯାହାଁସେ ଆଛା ପଶ୍ଚିମ ଓଡ଼ିଶା ହାମାରା
ବହୁତ୍ ସୁନ୍ଦର ଲଗ୍ଲା
ବହୁତ ସୁନ୍ଦର ଭାବରେ ଗୀତ ଗାଇଛନ ସେଥିର୍ ଲାଗି ଦୀଲିପ ଭାଇ କୁ ମୋର ଅଶେଷ ଅଶେଷ ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
ଦିଲୀପ ଦୀପ ଆଜ୍ଞା କେ
ପହରା ଟିମ କେ
ଗୁଣ୍ଡାଚା ମୂଷା ଆମ୍ପରୀ ନେବା ଗାଲକେ 👌🏽 ବହୁତ ବଢିଆ ଲେଖା, ସୁନ୍ଦର ସ୍ୱର ସଂଯୋଜନା 🙏🏿
ଆମର ଇ ପୁରୁଣା କଲା ସଂସ୍କୃତି ହଳିଆ ଗୀତ ଲୋକ ଗୀତ ମାନେ ଲୁପ୍ତପ୍ରାୟ ହେବାକେ ଯାଉଛେ ତାହାକେ ବଂଚେଇ ରଖବାର ପ୍ରୟାସ ଆପଣମାନେ ଜାରି ରଖିଛନ ସେଥିର ଲାଗି ଆପଣଙ୍କର ଭଳିଆ କଳାକାର ମାନଂକୁ ଅଶେଷ ଅଶେଷ ଧନ୍ୟବାଦ l
Super duper mind blowing outstanding ଦିଦି
Huge respect and passionate love from Chhattisgarh 🙏❤
ପହଁରା କେ ମୋର୍ ଜୁହାର ।
ବହୁତ ଭଲ ଭଲ ପ୍ରୋଗ୍ରାମ୍ ମାନେ ତାଙ୍କର ତରଫରୁ ଦେଖ୍'ବାର କେ ମିଳୁଛେ ।
ମୋର୍ ଗୁଟେ ଅନୁରୋଧ୍ ଜେ ପଶ୍ଚିମ ଓଡିଶାର କଳା ସଂସ୍କୃତି କେ ବଞ୍ଚେଇ କି ରଖିଥିବା ସୁନାମ ଧନ୍ୟ ଦଣ୍ଡ କଳାକାର ଶ୍ରୀ ଜଶୋବନ୍ତ କୁମ୍ଭାର (ରାଧା) ଆଜ୍ଞାଙ୍କୁ ଆପଣଙ୍କର ପ୍ରୋଗ୍ରାମ୍ ରେ ସ୍ଥାନ ଦେଲେ ଆହୁରି ଭଲ ହେତା ।👍👍🙏🙏🙏
Dilip Bhai Namaskar Apanka present songs Sabu Bahut manachhuan Very needful apana ku many many thanks Agaku madichal Long Lived 🎉🎉🎉
ମଧୁର କଣ୍ଠ ସ୍ୱର ଭାବରେ ଗୀତଟି ଗାଉଛନ୍ତି ଦିଲୀପ କୁମାର !
Wah khub badhia
Super
ଦିଲିପ ଦାଦା ଜେ ହୋ ତମର୍ କଣ୍ଠେ ଏନ୍ତା ଗୁର୍ଦୁଟେ ଗିତ୍ ବାହାରୁଥାଉ 🙏
Bahut badhia lagu6e dada
ମୁହଁରେ ମାସ୍କ ଲଗାବାର କଥା ,ଜୟ ପହଁରା ଟଭି ଟୁକେଲ ପାୱାର୍ ଧନ୍ୟବାଦ୍
Bahut badhia lagila
1no swata Didi very nice video
Super style video
Hit kala ho bhai Dillip Deep.
Pahara channel କୁ ବହୁତ ବହୁତ ନମସ୍କାର
Dada ra katha suni kari bahut bhal lagla mate garba b lagsi j mui paschim odisha re janam hei6e
Bahut sundar Bhai
Bahuta badhia
Bahut hi Badhiya
Thanks to pahara team BEST OF LUCK
Bahut bhal Dilip sir🙏🏻🙏🏻🙏🏻
Gajab......Dada..bahut Val lagla tumar katha
Nijar parmpara ke neikari jeun Gita gauchh tenukari dhanyabat
ଭଲ୍ ଲାଗ୍ ଲା ଇ ଗିତ୍ ଶୁଣି କରି
Bahut badhia ....
ତମର ଗୀତ ବହୁତ ସୁନ୍ଦର ଲାଗସି
Superb Dilip sir
Bahut.sundae.lag la.bhayya.tamar.intarbeu.ta..jay.ma.samleyi
Mind blowing sir you are a big talent 👏👏👍👍
Sister bhal lagila
Gjb Dada
କଥା ମାନେ ବହୁତ ସୁନ୍ଦର ଲାଗଲା
Nani tumuku bahut dhanyabad ahi kalakar manku parichay dauchha
Sat katha te kahele ......
ଆମେ ଯେତିକି ଭିଲ୍ ଉପୁର୍କେ ଜିମା ଆମର୍ କଲା ସଂସ୍କୃତି କେ ସାଙ୍ଗେ ନେଇ କରି ଜିମା ଇଟାହିଁ ଆମର୍ ପରିଚୟ୍ ଆଏ 💐🙏🏼
Badhia dada ag k jaa
Superhit song guncha musha ,thanks you,hart touching song
Bahut sundar da
Thanks to pahara team expose the grt artist of our western Odisha.. Really Dileep dada is the most tallented n humble artist...love u dada .from Bhawanipatna
Mate Dilip dada ra voice bahut bhal lagsi au takar sabu gita mor man k chhuin jaesi
ଦିଲ୍ଲୀପ ଭାଇ ଅଶେଷ ଧନ୍ୟବାଦ୍
Bahut Bahut sundar didi...
Bahut sundar
Dilip da is a great person..luv u Dada
Tume bahut bhal go
Jhakas
Dada tumar bhabna bahut bad aye Sundar chintadhara mate bahut bhal lagla apankar gita
Bahut badiya
Wow superrrrrrrrrr mind-blowing
Maja aasi gala 🙏👍👍
super dada juhar
Bhal lagla
Bahut bhal lagla
Dillip sir U r the real Artist of w.odisha.... till now our Art culture alive for you...love you sir 🙏🙏🙏God bless you...
Very nice Dilip
Ak dam jhakas 1 number
Bhahut.bhal.laguchhe..dilip.deep.
Best feelings , for our pashim odisha ( koshal mati) art and culture.........thanks ....
ବହୁତ ବଡ଼ିଆ
1👍👍👍. Number dada.
ବହୁତ ଭଲ ଲାଗିଲା
Bahut bhal lagla.
Bahut sundar dillip sir
Nice video
Very nice blog, very nice personality Dilip da and very nice anchoring Sweetha..
EXCELLENT....
OLD IS GOLD...
I salute from...PAHARA...👍👍👍👍
Nice song इनका गाना बहोत अच्छा लगा
Proud of western Odisha, keep it up sir.🙏🙏🙏👍👍
Superb deep sir
Bahut sunder laag laa
Bhal lagla Dilip Dada tumar kathha
Nice dada
Great Dada
Very nice daa
ସୁପର ଦିଲିପ ଦାଦା
Super star dilip
No doubt paharaa is a advance local news channel. It is trying to highlight the local talent. Go ahead, Maa Samlei will bless you. Thanks.
Kana nei kahela dada... superb
Nice video,fantastic actor dilip deep
Very nice go
Very genuine person.. this is call real talent... original talent... No any different between original song and his voice
ବହୁତ ସୁନ୍ଦର
Last k jen diolag pade kahela dada bahut val lagala
ଅଶେଷ ଅଶେଷ ଧନ୍ୟବାଦ ସାର
Jete git bajle b sambalpuri git ra tale jay MAA samlei 🙏🙏🙏
Dilip deep great artist
Bahut bahut bhal laglanani
Big salute to PAHARA team... Proud to be Western odishi....
Thanks 😊🙏
Amar pure culture eta hi ae
Thanks
Mind blowing