Viral Boy Santanu ଗାଇଲେ ଏମିତି ଗୀତ - Stage ପୁରା ଜଳିଲା - Odisha Ra Nua Swara - Studio Round - Sidharth

Поділитися
Вставка
  • Опубліковано 23 гру 2024

КОМЕНТАРІ • 8 тис.

  • @jetendrabiswal8406
    @jetendrabiswal8406 2 роки тому +13

    କହିବାକୁ ଭାଷା ନାହିଁ ଆଉ ଏମିତି ସ୍ୱର ବି ନାହିଁ ଯିଏ ଶାନ୍ତନୁ ଗୀତ ର ସ୍ୱର ଶୁଣିଲା ପରେ ବସି ପଖଳ ମିଠା ଲାଗିଲା ପରି ସବୁ ସ୍ୱର ଆଗରେ ଏ ସ୍ୱର ମିଠା ଲାଗିବ 🙏🏽🙏🏽👍🏽👍🏽💯💯❤️❤️❤️

  • @mr.bhabani05
    @mr.bhabani05 2 роки тому +282

    କଣ୍ଠ ଟି ବାରମ୍ବାର ଶୁଣିବାକୁ ଇଛା ହେଉଛି..
    ଜୀବନରେ ବହୁତ ଆଗକୁ ଯିବ👍
    God bless you
    ଶେଷ ପର୍ଯ୍ୟନ୍ତ ମୋ ପାଟିରୁ ହସ ବନ୍ଦ ହୋଇନି😊

  • @justreject
    @justreject 2 роки тому +425

    ଏ ଛୁଆ ଭୋଉତ smart ଏ ଦୁନିଆରେ କୋଉ ଝିଅ ବି ତାକୁ ଠକି ଦେଇପାରିବନି all the best beta...
    ଆଗକୁ ମାଡି ଚାଲ ଆମେ ତୋ ପଛରେ ଅଛୁ... ❤👍🔥

  • @hrushikeshnayak6113
    @hrushikeshnayak6113 2 роки тому +13

    ବହୁତ ସୁନ୍ଦର ଗାଉଛ ଶାନ୍ତନୁ ।
    ତୁମର ଗାୟନ ଓ ଅଭିନୟ ଏକଦମ ନିଆରା ।
    ତୁମେ ସମସ୍ତଙ୍କ ମନକୁ ଜିଣିନେଲ ।
    ଆଶାକରେ ଖୁବ ଶୀଘ୍ର ଆଗକୁ ଆଗକୁ ମାଡିଚାଲ।
    ଭଗବାନ ତୁମର ଚଲାପଥକୁ ସର୍ବଦା କୁସୁମିତ କରନ୍ତୁ। Santanu ! Really you are great hero ।

  • @SIPULIMAVLOG
    @SIPULIMAVLOG 2 роки тому +683

    ନମିତା ମ୍ୟାମ ଏତିକି ଆମର ଅନୁରୋଧ ଶାନ୍ତନୁ କୁ ପ୍ଲିଜ଼ ଦୟା କରି ରଖିବେ, ଶାନ୍ତନୁ ଭଲ ପିଲା, ❤❤❤❤❤❤❤❤❤❤❤❤❤❤❤god bless you satanu

  • @HrusikeshOfficial
    @HrusikeshOfficial 2 роки тому +476

    ବାସ୍ ଏମିତି ପିଲାମାନଙ୍କୁ ହିଁ 'ନୂଆ ସ୍ୱର' ରେ ଜାଗା ଦେବା କଥା ।👍👌👌👌 ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଥାଉ ଆଗକୁ ଯାଇ ଆମ ଓଡ଼ିଶାର ନାମ ରଖ । ଜୟ ଜଗନ୍ନାଥ ।👏👏👏👏

  • @kumudinichhuria8409
    @kumudinichhuria8409 2 роки тому +7

    ଶାନ୍ତନୁ ଭଗବାନ ଆଶ୍ରିବାଧ କରନ୍ତୁ,👌👌👌

  • @garjanamedia3363
    @garjanamedia3363 2 роки тому +7

    ଅତି ସୁନ୍ଦର...

  • @priyabrata2615
    @priyabrata2615 2 роки тому +48

    ଶାନ୍ତନୁ ବଡ ହେଲେ ସୁନିଶ୍ଚିତ ଭଲ ଶିଙ୍ଗର ହେବ.
    ବହୁତ୍ ବହୁତ୍ ଭଲ ଗୀତ ଗାଇଲା ଆଓ ଭଲ ଲାଗିଲା.
    👍👍👍👍👍👍👍👍👍👍👍👍👍

  • @jayanti4656
    @jayanti4656 2 роки тому +79

    ବହୁତ ଭଲ ଗାଉଛୁ ଶାନ୍ତନୁ ଭାଇ ଆଗକୁ ଭଲ କଳାକାର ହେବୁ ଭାଇ....🙌🙌🙌🙌❤️❤️❤️❤️

  • @litanabiswal1437
    @litanabiswal1437 2 роки тому +74

    Chhota packei bada dhamaka ❤🥰god bls u dhana 🙌& best of luck 💖😘

  • @binodkumarnayak961
    @binodkumarnayak961 2 роки тому +1

    Horeom very nice song 👌👌👌👌ଯୟ ଜଗନ୍ନାଥ 👌👌👌👌

  • @madhusmitanayak7450
    @madhusmitanayak7450 2 роки тому +131

    ସାନ୍ତନୁ ଗୀତ ଏବେ ସମସ୍ତ ଙ୍କୁ ମୁଗ୍ଧ କରିଛି, ତାକୁ କାଟିବେନି ରଖିବେ 🙏🏻🥰🥰

  • @ranjanbehera3147
    @ranjanbehera3147 2 роки тому +149

    ସଙ୍ଗୀତ ଦୁନିଆର ଏକ ନିଆରା ଉଦ୍ଭାବନ ❤️ ସୁପର ହିଟ

  • @sudarsanmusic1
    @sudarsanmusic1 2 роки тому +386

    ସାନ୍ତୁନ ସତରେ ଏତେ ଛୋଟ ପିଲା...... ହେଲେ ତାଙ୍କ ଆକାର ବଡ଼ 👌👌👌👌👌ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ପାର୍ଥନା ତାଙ୍କୁ ଭଲରେ ରଖନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏

  • @sanandasanandaputel776
    @sanandasanandaputel776 Рік тому +6

    So beautiful song santanu Bhai ❤❤❤❤

  • @goutamdharua4241
    @goutamdharua4241 2 роки тому +26

    ବହୁତ ବହୁତ ସୁନ୍ଦର ଶାନ୍ତନୁ ବେଟା
    ଛୋଟ ସାପ ବହୁତ ବିଷ 😄😂😄😂

  • @mr.bhabani05
    @mr.bhabani05 2 роки тому +261

    କଣ୍ଠ ଟି ବାରମ୍ବାର ଶୁଣିବାକୁ ଇଛା ହେଉଛି..
    ଜୀବନରେ ବହୁତ ଆଗକୁ ଯିବ👍
    God bless you

  • @bhagyashreeacharya5898
    @bhagyashreeacharya5898 2 роки тому +121

    କୁନି ଭାଇ ଶାନ୍ତନୁ ତୁମର ସ୍ବର ବହୁତ ଭଲ ଲାଗୁଛି ।👌👌 ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା🙏🙏 କି ତୁମେ ଏହି "ଓଡ଼ିଶାର ନୂଆ ସ୍ବର" ସୋ ର ବିଜେତା ହୁଅ ।

  • @debabrata_satpathy.10
    @debabrata_satpathy.10 2 роки тому +42

    ଉଭୟ ଶାନ୍ତନୁ ଏବଂ ତାଙ୍କର ଗୁରୁ ଙ୍କୁ ଧନ୍ୟବାଦ। ସିଦ୍ଧାର୍ଥ ଟିଭି ବୋଧେ ତାର ମୂଳ ଉଦ୍ଦେଶ୍ୟ ରୁ ଢେର ଅଧିକ ପ୍ରଦର୍ଶନ ଦେଇଛି।।ଏ ମହା ଚେନାଲକୁ ବଧେଇ ସହ ଆହୁରି ଆଗକୁ ଯିବା ପାଇଁ ଶୁଭକାମନା 🙏🙏🙏ଜୟ ଜଗନ୍ନାଥ

  • @rakeshmohapatra1459
    @rakeshmohapatra1459 2 роки тому +51

    ଏତେ କମ୍ ବୟସରେ ଏତେ ଜ୍ଞାନ, Complete Smart package 😍

  • @sushilsrichandan3663
    @sushilsrichandan3663 2 роки тому +115

    Santunu is Full package of entertainment 😎😎 & his voice is God gifted.. Go ahed bro 😍😍& keep it up ur journey 👍👍👍

  • @Manas_Bhoi
    @Manas_Bhoi 2 роки тому +48

    ବହୁତ ସୁନ୍ଦର
    🥰🥰🥰
    ପୂରୁଣା ଗୀତ ମଧ୍ଯ ହାର ମାନିବ
    But Old is Gold

  • @bibkadas6870
    @bibkadas6870 2 роки тому +1

    Ooooooooo super 👌 💕💕💕

  • @brundabanajena5094
    @brundabanajena5094 2 роки тому +195

    ବହୁତ ଭଲ ସବୁ ରାଉଣ୍ଡରେ ବହୁତ ଭଲ କରିଛନ୍ତି ଗୀତ ଆଉ ଅଭିନୟ ସାନ୍ତୁନୁ ବହୁତ ଭଲ ବେଟା ତମ କୁ ଭଗବାନ ଆଘକୁ ନିଅନ୍ତୁ ମହୁରୀୟା ଭାଇ ଆଉ ଅନ୍ୟ ବାଦ୍ୟ କାର ଭାଇ ମାନେ କେତେ ସୁନ୍ଦର ଭାବରେ ବାଜା ବଜାଇ ଥାଆନ୍ତି ଓଡ଼ିଆ ଭାରି ବଢିଆ ଆମର ଜର୍ଜ ମାନେ କେତେ ସୁନ୍ଦର ଭାବରେ ପିଲା ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରନ୍ତି ମୁଁ ବହୁତ ଗର୍ଭ ଅନୁଭବ କରୁଛି ଜୟ ଜଗନ୍ନାଥ

  • @manasinayak8636
    @manasinayak8636 2 роки тому +21

    ଉଜ୍ଜ୍ୱଳ ଭବିଷ୍ୟତ ଶାନ୍ତୁନୁ...👍🏻👍🏻👍🏻

  • @akshayakumarmallick293
    @akshayakumarmallick293 2 роки тому +302

    ସାନ୍ତୁନ ଛୋଟ ପ୍ୟାକେଜ ବଡ ଧମାଲ ତୁମ ଗୀତ ଗାଇବାର ନୂଆ ଫ୍ରମୁଲା ବେଷ୍ଟ ନଂ1 ବହୁତ ସୁନ୍ଦର ଗାଇଲ ଭଗବାନ କରନ୍ତୁ ତୁମେ ଖୁସିରେ ରଖନ୍ତୁ ଏତିକୀ ପାର୍ଥନା

    • @mrhappy7561
      @mrhappy7561 2 роки тому +5

      ua-cam.com/video/nNyS_QXYwxA/v-deo.html

    • @biplabsubudhi25
      @biplabsubudhi25 2 роки тому

      Sub.... Me

    • @bhbaninayak1027
      @bhbaninayak1027 2 роки тому +1

      ..............................................................................

    • @bhbaninayak1027
      @bhbaninayak1027 2 роки тому +2

      ..

    • @bhbaninayak1027
      @bhbaninayak1027 2 роки тому +1

      ...........................................................................................................................

  • @jrajeswarjani2701
    @jrajeswarjani2701 2 роки тому +5

    👍 ସାନ୍ତୁନ ଭାଇ

  • @dhalprava749
    @dhalprava749 2 роки тому +35

    Mu santanu ra Jane bada fan...wait karithili kebe santanu ra performance aasiba...bahut bhala lagila dekhiki...god gifted child...stay blessed beta🥰🥰

  • @priyadarsinibiswal2170
    @priyadarsinibiswal2170 2 роки тому +41

    So sweet voice & also acting. God bless you Santanu

  • @manasnayak186
    @manasnayak186 2 роки тому +11

    ଅତି ସୁନ୍ଦର୍ 👍👍👍God Bless You Santanu

  • @priyankapradhan6167
    @priyankapradhan6167 2 роки тому +4

    God bless you❤❤ beta santanu😄😍😍

  • @rupapin2khushishorts151
    @rupapin2khushishorts151 2 роки тому +43

    Santunu nka voice re jadu achhi
    You're great ❤❤👌👌

  • @jibandas3098
    @jibandas3098 2 роки тому +226

    ଧନ୍ୟ ସେ ମାଆଙ୍କୁ ଯିଏ ଏମିତି ଗୋଟେ ପ୍ରତିଭା ସମ୍ପନ୍ନ ପିଲାକୁ ଆମ ଓଡ଼ିଶା ପ୍ରଦେଶ ରେ ଜନ୍ମ ଦେଇଥିବାରୁ 🙏

  • @itsforu6077
    @itsforu6077 2 роки тому +34

    କଥା ଶୁଣିବାକୁ ବହୁତ ଭଲ ଲାଗେ ❤❤

  • @niarai7130
    @niarai7130 2 роки тому

    Oye hoyee chote dhamka🥰🤗❤️ love from Kolkata ,, osm baby

  • @youcan_sprules
    @youcan_sprules 2 роки тому +41

    Out of expectations, bahut bhala gaila

  • @bishnukishorsahoo4437
    @bishnukishorsahoo4437 2 роки тому +233

    Santanu your voice is full of love.

  • @jitendranayak9976
    @jitendranayak9976 2 роки тому +10

    ପିଲା ମାନେ ପୁରା ଷ୍ଟେଜ ହଲେଇ ଦେଉଛ ନ୍ତୀ 👌👌so cute 👌 ଶାନ୍ତନୁ ମୋ ପୁଅ ର ବି ନା ଶାନ୍ତନୁ 📸📸📸👍👍

  • @puspamitraswain3027
    @puspamitraswain3027 2 роки тому +1

    So cute he is....God bless you...bahot age jaoge👌👌👌👌👍👍👍👍

  • @sonalisahoosonali7539
    @sonalisahoosonali7539 2 роки тому +6

    Dil khusi heigala pila ra singing re wahhhhhhhhhh 👍👍👍👍👍👍👍👍😘😘😘😘😘😘😘

  • @nityanandagaria7978
    @nityanandagaria7978 2 роки тому +10

    Western odishara 2nd Santanu...wow mast voice😍😍😍

  • @satyaartcreations8186
    @satyaartcreations8186 2 роки тому +40

    ବହୁତ ମିଠା ସ୍ୱର ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସଂଗୀତ ଦୁନିଆ ରେ ଆଉ ଆଗକୁ ଯାଅ

  • @chittaranjansamal2558
    @chittaranjansamal2558 2 роки тому +1

    Dhanya ama Odisha je ki Santanu bhali talent

  • @uditnarayanuswain365
    @uditnarayanuswain365 2 роки тому +64

    ବହୁତ ସୁନ୍ଦର ତୋ କଣ୍ଠ ।ତୁ ବହୁତ ଆଗକୁ ଜିବୁରେ। ଭଗବାନଙ୍କୁ ତୋ ପାଇଁ ମୁଁ ପ୍ରାଥନା କରୁଚି।ତୁ ବିଶ୍ୱରେ ବହୁତ୍ ନା କରିବୁ ରେ।

  • @PravasRanjan0I0
    @PravasRanjan0I0 2 роки тому +19

    First time I am seeing such a wonderful and amazing performance. Really maja aasijae Santanu ku dekhile aau ta Gita sunile.

  • @jayjagannath749
    @jayjagannath749 2 роки тому +21

    Super super super out standing perfomance 🥰 God bless beta 🙌 60 thara dekhisarilini aji jete dekhile sete dekhibaku eichha houchi 😘

  • @nigambag8797
    @nigambag8797 2 роки тому +2

    Very very nice samant you r the best singnig 👌👌👌👌🥰🥰🥰

  • @rakeshmahapatra7682
    @rakeshmahapatra7682 2 роки тому +18

    One piece in all over odisha 👌👌❤️❤️ Stay blessed beta 👍👍

  • @gourishankarmishra929
    @gourishankarmishra929 2 роки тому +14

    ସିଦ୍ଧାର୍ଥ ର ଆଉ ଏକ ଅନନ୍ୟ ଅବଦାନ ଶାନ୍ତନୁ , I wish his bright feature.

  • @mamatapanda8583
    @mamatapanda8583 2 роки тому +257

    Really a out standing voice 👌 god bless you Santanu beta

  • @samirkumarmallick4362
    @samirkumarmallick4362 2 роки тому

    ଭେରୀ ନାଇସ୍ 👌👌👌👍

  • @auroasishmitu5798
    @auroasishmitu5798 2 роки тому +45

    Divine Mother's blessings always with you dear loving Santanu.. many more thanks n love 🌹🌹💜💜😊😊

  • @sanjuktapanigrahi1346
    @sanjuktapanigrahi1346 2 роки тому +77

    Bahut sundar performance santunu beta.... God bless you beta 💞

  • @abhimanusethy2542
    @abhimanusethy2542 2 роки тому +139

    ବଡିଆ ଗାଉଚି ଧନ୍ଯବାଦ ଧନ.. ବହୁତ ଆଗକୁ ଜିବୁ ବାବା

  • @suhaniguntha5344
    @suhaniguntha5344 2 роки тому +1

    Nice santunu ❣️❤️👌🥰♥️

  • @prashanthkumarbaral4652
    @prashanthkumarbaral4652 2 роки тому +215

    ମୋ ର ଏତିକି ଅନୁରୋଧ ମୋର ସାନମାନୀୟ ଜଜ ମାନଙ୍କୁ ଆମର ଏହି ପରି ଛୋଟ ଛୋଟ କଳା କାର ଙ୍କୁ ଆଘ କୁ ନେବା କୁ ଏହି ଭଳିଆ ପ୍ରାୟସ ଟେ ଭଉତ ଭଲ ପ୍ରୟାସ ଟେ ଆଉ ଶାନ୍ତନୁ ଙ୍କୁ ଦୟାକରି ଆଘ କୁ ନେବେ ଏତିକି ଅନୁରୋଧ ଆପଣଙ୍କୁ 🙏 ଜୟ ଜଗନ୍ନାଥ ଶାନ୍ତନୁ ତୁମ ଙ୍କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେଇ ରଖିଥାନ୍ତୁ 🙏

  • @pintu143ghadei4
    @pintu143ghadei4 2 роки тому +16

    Kn gaila santanu....... mind-blowing you are the future singer...... love you ❤️ God bless you

  • @khirodchandradalai9610
    @khirodchandradalai9610 2 роки тому +62

    Really A out standing performance at all
    Very nice voice ❤️
    God bless you
    Keep it up

  • @srikantrath4279
    @srikantrath4279 Рік тому +1

    Santunu is a very beautiful singer 👌🏼👌🏼👌🏼

  • @dillipkumardash4291
    @dillipkumardash4291 2 роки тому +20

    ଅତି ସୁନ୍ଦର ଅଦଭୁତ ଗୋଟିଏ ପରେ ଗୋଟିଏ କଥା କହୁଥିଲେ ଆଉ ଗିତ ସହ ତାଲ ସହ ଅଭିନୟ ।⚘⚘⚘⚘⚘💗💗💗💗💖💖💖💝💝💝

  • @manashranjanmohanta614
    @manashranjanmohanta614 2 роки тому +15

    Santanu is really talented of odisha and thankyou SIDHARTH TV shows.....💞💞💞

  • @namitabhuyan7266
    @namitabhuyan7266 2 роки тому +7

    ସାନ୍ତୁନ ବାବା ବୋହୁତ ଭଲ ଗାଉଛ ତମେ Select ନ ହେଲେ ବି ଭବିଷ୍ୟତ ରେ ତମେ ଜଣେ ସୁନ୍ଦର talented entertain କଳାକାର ହେଇକି ବାହାରିବ God bless you baba.........

  • @chandrakanta0779
    @chandrakanta0779 2 роки тому +5

    Nice acting with voice... God bless you betaa

  • @princesubhamrao
    @princesubhamrao 2 роки тому +15

    Impressive performance by santunu....lots of love... God bless you dear 😌🙌

  • @urbasipatel5290
    @urbasipatel5290 2 роки тому +4

    So sweet voice always favorite santanu little hero 💥💥💥god bless you bhai👍👍👍👍👍👍

  • @mukteswarinaik6228
    @mukteswarinaik6228 2 роки тому +26

    Really a blessed Child ,Nice Voice So cute boy 🥰🥰🥰🥰🥰

  • @binashpadhan1861
    @binashpadhan1861 Рік тому +2

    Santanu super Hero ❤❤❤❤❤❤❤❤❤❤❤❤❤❤

  • @lovelylata3740
    @lovelylata3740 2 роки тому +7

    All the best Santanu god bless you always are sweet voice 👌👌👌🥰

  • @rashmitamalik6702
    @rashmitamalik6702 2 роки тому +23

    God bless you Santanu bhauta aagaku. Jao. Music industry future singer all the best 👍👍👍👍👍🙏🙏🙏

  • @monalishasahoo2627
    @monalishasahoo2627 2 роки тому +10

    So sweet voice of santanu, God bless you 🙏🙏🙏😘🥰🥰🥰🥰

  • @hemantiofficial9764
    @hemantiofficial9764 2 роки тому +2

    God bless you Santanu ahuri agaku unnati kara

  • @lilysahu6287
    @lilysahu6287 2 роки тому +19

    God bless you Santunu....🥰.....so..nice you voice😍this song is suitable for your voice....👌👌exlent Santunu✨✨

  • @basudevroutaoffical7823
    @basudevroutaoffical7823 2 роки тому +5

    Wow bhai wow kamal hai apka song👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @Radhekrishna123.69
    @Radhekrishna123.69 2 роки тому +27

    So cute ☺️
    Sai Baba blessed you

  • @dhirendrakhilar5444
    @dhirendrakhilar5444 Рік тому +7

    WOW ❤So Wonderful ❤Really ❤Very Very Imprnessive ❤Shantanu Congratulations BETA ❤❤❤Best Of Luck ❤Best Wishes For You SHANTANU 🙏🏼❤🙏🏼

  • @sunitasahuodiavlog1593
    @sunitasahuodiavlog1593 2 роки тому +16

    Bahut talented Santunu ate choto chuaa heiki ate bhala Gita gaiparuji so sweet and cute ❤️❤️❤️ baby

  • @sonaliroul4268
    @sonaliroul4268 2 роки тому +29

    So sweet voice ❤️ always my favorite santanu little hero 😘😘god bless you beta 👍 keep growing 😘♥️

  • @subhasmitapradhan8782
    @subhasmitapradhan8782 2 роки тому +30

    Santunu your voice is so sweet voice.🥰🥰god blessing you 👍👍.. Chhota packet bada dhamaka❤❤

  • @rakesh3724
    @rakesh3724 2 роки тому +1

    So ..cute.... voice...😘😘😘....santaun...bahuta. . Aigau.....jiba.

  • @Official_baikuntha
    @Official_baikuntha 2 роки тому +13

    Beautiful voice santanu ❤ 🙌 God bless you

  • @munapattnayak7613
    @munapattnayak7613 2 роки тому +38

    Jete thar sunle bi boring ni lagbr...... Outstanding voice 🥰🥰🥰

  • @narayanimishra4992
    @narayanimishra4992 2 роки тому +77

    Amazing voice Shantanu. U r really talent of Odisha. God bless you lil nightingale of odisha

  • @travel8406
    @travel8406 2 роки тому +1

    Babusan vali maza karuchhi a boy future re hero heba🇮🇳

  • @47dipuna99
    @47dipuna99 2 роки тому +48

    All the best for ur bright future santanu.

  • @lingasahoo797
    @lingasahoo797 2 роки тому +4

    So sweet voice beta always keep smile and God bless you dhana

  • @mamitaranimohantybiswal3729
    @mamitaranimohantybiswal3729 2 роки тому +14

    Awesome voice🤩🤩 santanu stay blessed always keep smile😊

  • @jitendrasahoo8122
    @jitendrasahoo8122 2 роки тому +1

    God bless you hero 🥰🥰🥰🥰😘😘😘😘😘

  • @bibekanandasamantaray8380
    @bibekanandasamantaray8380 2 роки тому +22

    ବାବା ତମେ ବହୁତ ଆଗକୁ ଯିବ ସାରା ବିଶ୍ୱ ରେ ନାମ କମେଇବ🙏🙏ଆମ ଆଶୀର୍ବାଦ ଅଛି

  • @sujatalifestyle
    @sujatalifestyle 2 роки тому +29

    Santunu voice is so sweet and very beautiful boy God bless you beta 😀

  • @sujaykumaracharya6783
    @sujaykumaracharya6783 2 роки тому +40

    Shantanu should go to final round. .
    We enjoy his talent. I have seen all episode of shantanu 5 times

  • @shibashankarpathuria273
    @shibashankarpathuria273 2 роки тому +1

    Santunu kumar best singar. Good blese you beta

  • @sureshchandrapradhan5514
    @sureshchandrapradhan5514 2 роки тому +48

    ଶାନ୍ତନୁ ତମେ ଜଣେ ଉଜ୍ଜ୍ୱଳ ତାରକା। ତମର ତୁଳନା ନାହିଁ। ଓଡ଼ିଶାର ସାଢ଼େ ଚାରି କୋଟି ଦର୍ଶକଙ୍କ ର ଭଲ ପାଇବା ଏବଂ ଆଶୀର୍ବାଦ ତମ ସହିତ ଅଛି। ଜଗତର ନାଥ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ।

  • @sachikantarout28
    @sachikantarout28 2 роки тому +59

    ଶାନ୍ତନୁ ଭଲ ଗାଉଛି କିନ୍ତୁ ଆମ ଓଡ଼ିଆ ଜଜ ମାନେ କେବେବି ମେଣ୍ଡା ପ୍ରକୃତି ଛାଡ଼ିବେନି.

  • @ajaysamalodisha4803
    @ajaysamalodisha4803 2 роки тому +30

    Mindblowing voice ..
    I m watching $ enjoying
    From Europe...

  • @sibanibehera9270
    @sibanibehera9270 Рік тому +1

    Cute boy santunu❤❤❤❤❤❤

  • @adityanarayanpadhy1895
    @adityanarayanpadhy1895 2 роки тому +26

    WHAT A WONDERFUL LITTLE PATAKA ,GOD BLESS YOU BETA🙏 👍👌👏😎🥳❤🎊🤩🙏

  • @ଶରତଶ୍ରୀଶୁଭପ୍ରଦା

    ବହୁତ ଆଗକୁ ଯାଅ ଶାନ୍ତନୁ । ପ୍ରଭୁ ଜଗନ୍ନାଥେ ତୁମ ଉପରେ ଏଇମିତି କରୁଣା ଢାଳୁଥାନ୍ତୁ । ଜୟ ଜଗନ୍ନାଥ ।

  • @pankajbehera9092
    @pankajbehera9092 2 роки тому +8

    ଓଡ଼ିଆ ସଂଗୀତ ଜଗତରେ ଏତେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଓ ନିର୍ଦେଶକ ଥିଲାବେଳେ..... ଏମାନଙ୍କୁ କଣ ପାଇଁ ବିଚାର ପତି ଭାବେ ନିଆଯାଇଛି

  • @jasminmishra1349
    @jasminmishra1349 2 роки тому +1

    Very nice song .Santanu good bles you.all the best