ମାଲକାନଗିରି ବଣ୍ଡା ଘାଟି ମା ରାନ୍ଧିଲେ ମୋ ପାଇଁ ଦେଶୀ କୁକୁଡ଼ା କଷା | Malkangiri Bonda Ghati Tribal People

Поділитися
Вставка
  • Опубліковано 16 січ 2025

КОМЕНТАРІ • 1,4 тис.

  • @Gouranganayakodiavlogs
    @Gouranganayakodiavlogs 2 місяці тому +1011

    ଆଦିବାସୀ ଭାଇ ମାନେ ସରଳ ଓ ନିଷ୍କପଟ, ବହୁତ ଭଲ ଲାଗେ ତାଙ୍କ ସହିତ କଥା ହେଲେ, ଭଲ ଭିଡ଼ିଓ ମାଡି ଚାଲ

    • @pigeonloverprasad8574
      @pigeonloverprasad8574 2 місяці тому +21

      Sir 🙏

    • @sambhusia098
      @sambhusia098 2 місяці тому +10

      Apn fist sarala niskapata huantu pare au kaha ku kahebe

    • @subhenduprusty2323
      @subhenduprusty2323 2 місяці тому +13

      ​@@sambhusia098Bhai apana kemit janile je sir sarala nuhanti boli

    • @pupun2834
      @pupun2834 2 місяці тому

      ​​​@@sambhusia098Kain tate kn gandi marile na kn😅

    • @manassahu413
      @manassahu413 2 місяці тому

      Sir nku apan bodhe jani nahanti bhai prathame tanku janantu ​@@sambhusia098

  • @subasnayak1566
    @subasnayak1566 2 місяці тому +54

    Sir jou ମଜା ଟାଉନ ସହର ରେ ମିଳେ ନାହିଁ ସେଇ ଖୁସି ମାଲକାନଗିରି ରେ ମିଳେ ଲଭ ୟୁ ଶୁଭମ ଭାଇ ବେଷ୍ଟ vdo ❤❤❤ Heart touching 😊😊😊

  • @anantakulesika
    @anantakulesika 2 місяці тому +276

    ଯାହା ହେଉ ଶୁଭମ ଭାଇ ଆମ ଆଦିବାସୀ ଘରର ଖାଦ୍ୟ ମଧ୍ୟ ଖାଉଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କିଛି ଲୋକ ଜାତିକୁ ନେଇ ଖାଦ୍ୟ ଗ୍ରହଣ କରନ୍ତି ନାଇ କିନ୍ତୁ ଆପଣ ଜଣେ ହୃଦୟ ବାନ୍ ମଣିଷଟେ ❤❤ Dill se love you bhai

    • @raghunathsisa502
      @raghunathsisa502 2 місяці тому +1

      Very nice video sir ❤❤❤❤❤❤❤❤❤❤❤❤❤❤ l I from mkg ବଣ୍ଡାଘାଟୀ

    • @shaitansingh9698
      @shaitansingh9698 2 місяці тому +6

      😂😂mu ta hadi ghare v khauchi, sethire kn achi, karma anusare jati, khaiba re kn bhul rahila

    • @subhasmitaKumari
      @subhasmitaKumari 2 місяці тому +1

      Thik kahuchanti bhai

    • @KunalDas-hx3vo
      @KunalDas-hx3vo Місяць тому +1

      ଜୟ ଜଗନ୍ନାଥ 🙏

    • @cruelviru562
      @cruelviru562 Місяць тому +2

      Bhai tume bi hindu ame bi Hindu bhedabhaba kichi nahi

  • @chaitanyacharandas5683
    @chaitanyacharandas5683 Місяць тому +55

    Congratulations Subham. ବଣ୍ଡା ଘାଟିର ଆଦିବାସୀ ମାନଙ୍କର ଜୀବନ ଶୈଳୀ ଦେଖାଇ ଥିବାରୁ ଧନ୍ୟବାଦ 🌹🌹

  • @sanjayrout8168
    @sanjayrout8168 2 місяці тому +73

    ଶୁଭମ୍ ଏମିତି ତୁମେ ଆମ ଓଡ଼ିଶା ର ପ୍ରତେକ କୋଣ ଅନୁକୋଣରେ ପହଞ୍ଚି ସେଠାକାର ପରମ୍ପରା ବିଷୟରେ ଦେଉଥିବା ସୂଚନା ପାଇଁ ବହୁତ ବହୁତ ଧନ୍ୟବାଦ l

  • @bhabeshnahak3031
    @bhabeshnahak3031 Місяць тому +15

    ହିରୋ ଶବ୍ଦ ଟି କେବଳ ଶୁଭମ୍ ଭାଇ ତୁମ ପାଇଁ ପ୍ରଯୁଜ୍ୟ
    ଆଉ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବେ ଯେଉଁ ମଣିଷ ଅଛନ୍ତି ସେମାନଙ୍କୁ କଣ କହିବି, ତାଙ୍କୁ ଟିକେ ସଦବୁଦ୍ଧି ଦିଅ ଭାଇ

  • @jitendrasahoo3761
    @jitendrasahoo3761 2 місяці тому +65

    ଆଜି ବ୍ଲଗ୍ ଟା ସବୁ ଠୁ ସୁନ୍ଦର ଲାଗିଲା. ଜୀବନ ରେ ଏଇ ଭଳି ଲୋକ ବହୁତ୍ ଭଲ

    • @AnchorSubham1
      @AnchorSubham1  2 місяці тому +5

      ଜାଣି ଖୁସି ଲାଗିଲା ବହୁତ ବହୁତ ଧନ୍ୟବାଦ

    • @jitendrasahoo3761
      @jitendrasahoo3761 2 місяці тому +2

      @@AnchorSubham1 ଭାଇ ଯାହା ଭଲ ତାକୁ ତ ଭଲ ଆମେ କହି ପାରିବୁ 🙏

  • @ur_satya
    @ur_satya Місяць тому +42

    ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ "ସେମାନେ ଆମ ଭାଇଭଉଣୀ" ବିଷୟରେ ବଣ୍ଡା ଲୋକଙ୍କ ବିଷୟରେ ପଢ଼ିଥିଲି ଆଜି ସେମାନଙ୍କ real lifestyle ଦେଖିଲି ❤😍

  • @radhikakhara6421
    @radhikakhara6421 2 місяці тому +19

    ଆପଣଙ୍କୁ ଆମ ମାଲକାନଗିରି ଦେଖି ବହୁତ ଖୁସି ଲାଗିଲା ଭାଇ ବହୁତ ବହୁତ ଧନ୍ୟବାଦ Love from Malkangiri ❤️❤️❤️❤️

  • @debashishmahanta4948
    @debashishmahanta4948 2 місяці тому +27

    ସତରେ ଆଦିବାସୀ ଲୋକ ମାନେ ବହୁତ୍ ସରଳ। ତାଙ୍କ ଠାରୁ ଆମ ଭଳି ସହରିଆ ମାନେ ବହୁତ୍ କିଛି ଶିଖିବାର ଅଛି। ଭିଡିଓ ଟି ବହୁତ୍ ବଢିଆ ଲାଗିଲା। Love from keonjhar❤

    • @Dharitri_vlog3
      @Dharitri_vlog3 2 місяці тому +1

      ସେମାନେ ଆଦିମ କାଳରୁ ବସ ବାସ କରିଥିବାରୁ ସେମାଙ୍କୁ ସେମାନଙ୍କୁ ଆଦିବାସୀ କୁହା ଯାଏ ଏମାନେ ପ୍ରକୃତି ମା ର ମିତ୍ର ଏ ଖୋଲା ମନ ସହ ସରଳ ବିଶ୍ବାସୀ ହେବା ସହ ଖୁବ୍ ଜଲଦି ଭଲ ପାଇଯାନ୍ତି

  • @nrupamajhi9654
    @nrupamajhi9654 2 місяці тому +52

    ଆଦିବାସୀ ମାନେ ଖୁବ ସରଳ, ଶାନ୍ତ, ନିଷ୍କପଟ ଆମେ ସେମାନଙ୍କୁ ଭଲ ପାଇଲେ ସେମାନେ ବି ଆମକୁ ଭଲ ପାଇବେ l ବଣ୍ଡାଘାଟୀ ରେ ଆପଣ ପହଂଚି ଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ l

    • @SantuNetam-pj1kc
      @SantuNetam-pj1kc Місяць тому +1

      सही कहा भाई। जय जोहार जय आदिवासी❤

  • @somssharma606
    @somssharma606 2 місяці тому +16

    ଆଦିବାସୀ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ନିଆରା,
    ଡମ୍ବ, ପରଜା, ଗଦବା, ସଉରା, ଡ଼ଙ୍ଗାରିଆ, କନ୍ଧ, କୋଲ୍ହ, ସାନ୍ତାଳ, ଶବର, ତଡପ, ବଣ୍ଡା
    ଏମାନେ ସତରେ ନିଆରା
    ବଣ୍ଡା ମାନେ ନିଜକୁ କୁହନ୍ତି "ରେମୋ "
    ଯାହାର ଅର୍ଥ "ମଣିଷ "
    ଭାଇ ବହୁତ ଭଲ ଲାଗିଲା ତୁମର ଏଇ ଭିଡିଓ 👍
    Keep it up 👍👍👍

  • @tapasmajhi9037
    @tapasmajhi9037 2 місяці тому +37

    ବହୁତ୍ ଖୁସି ଲାଗିଲା ଭାଇ ଆପଣ ସେହି ଜାଗାରେ ରହି ତାଙ୍କ ସହିତ ସମୟ ବିତେଇ ଥିବାରୁ

  • @SusantaGadaba
    @SusantaGadaba 2 місяці тому +23

    ମୁଁ ବି ଜଣେ କୋରାପୁଟ ର ଆଦିବାସୀ
    𝐓𝐡𝐚𝐧𝐤 𝐮 𝐬𝐢𝐫

  • @pradhangirl
    @pradhangirl 2 місяці тому +69

    ଏମିତି ଭିଡିଓ ଦେଖିବାକୁ ଆଖି ତରିଶ୍ ଯାଉଚି 🥹ବହୁତ୍ ବହତ୍ ଧନ୍ୟବାଦ ଭାଇ 🙏କହିବାକୁ ଭାଷା ନାଇ ମୋ ପାଖରେ😊 ଜୟ ଜଗନ୍ନାଥ ⭕‼️⭕🙏

    • @jgiowar7941
      @jgiowar7941 2 місяці тому +1

      Really true

    • @Dalai143
      @Dalai143 21 день тому

      ଥରେ ଏମିତି ଯାହାକୁ ବୁଲି ଆସନ୍ତୁ ବହୁତ ଖୁସି ପାଇବେ.

  • @RanjanSahukar
    @RanjanSahukar 2 місяці тому +12

    ଶୁଭମ ଭିଡ଼ିଓ ଟି ବହୁତ ଭଲ ଲାଗିଲା tribe ଲୋକ ବହୁତ ସରଳ ମୁ ରାୟଗଡା ଜିଲ୍ଲାରେ ତ୍ରିବେ ମାନଙ୍କ ସହିତ ରୁହେ .

  • @dadsladlagourav7258
    @dadsladlagourav7258 2 місяці тому +35

    Seriously laxaman, Tapaswini and her Mother That Budhi maa seriously Golden Heart people ❤️ Love for all

  • @discoverwithdeba5715
    @discoverwithdeba5715 2 місяці тому +5

    ମୋର ବି ଭାଇ ବହୁତ୍ ଇଚ୍ଛା ଏମିତି ଲୋକଙ୍କ ପାଖକୁ ଯାଇ ଏମାନଙ୍କ ପାଇଁ କିଛି କରିବା ପାଇଁ।ସତରେ ଆପଣଙ୍କ ପରି ଲୋକ ଦୁନିଆରେ ବହୁତ କମ ଅଛନ୍ତି।Hatsoff u bro..

  • @citypointer3726
    @citypointer3726 2 місяці тому +32

    ନିଆର ଅନୁଭୂତି. ଶିକ୍ଷା ସଂଗେ ଅନେକ କାର୍ଯ୍ୟକ୍ରମ କରି ଆମ ଆଦିବାସୀଙ୍କ ଉନ୍ନତି ଉପରେ ସରକାର ଧ୍ୟାନ ଦେବା ନିତାନ୍ତ ଆବଶ୍ଯକ

  • @soumya1255
    @soumya1255 Місяць тому +3

    ପ୍ରକୃତରେ ଆଦିବାସୀ ମାନେ ସରଳ ଓ ନିଷ୍କପଟ। ସେମାନେ ହିଁ ଓଡ଼ିଆ ମାଟିର ଗର୍ବ ।

  • @Ajayakumar-rw3rv
    @Ajayakumar-rw3rv 2 місяці тому +3

    ଭାଇ ଆପଣଙ୍କର ସୁନ୍ଦର ଚେହେରା ଯେମିତି.. ଆହୁରି ଅଧିକ ସୁନ୍ଦର ଆପଣଙ୍କର ହୃଦୟ......, Love you bhai....

  • @badalkumarbehera8587
    @badalkumarbehera8587 Місяць тому +4

    Bhai mana ku chuingala maa jetebele apanka hataku kiss kale..really such a very innocent and simple people's...❤🥰😍

  • @mkgDesibay
    @mkgDesibay 2 місяці тому +17

    ବଢ଼ିଆ ସୁବମ ବାହି ଆମ ବଣ୍ଡା ଘାଟିରେ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ

  • @officialrajesh2024
    @officialrajesh2024 Місяць тому +5

    ଭିଡିଓ ଟା ବହୁତ ଭଲ ହେଇଛି।ଭାଇ ଭି ଖୁସି ଆଉ ମାଉସୀ ମଧ୍ୟ ବହୁତ ଖୁସି, ଧନ୍ୟବାଦ୍ ❤❤❤

  • @jyotiray9414
    @jyotiray9414 2 місяці тому +17

    ଏପରି ଚେଷ୍ଟା ବହୁତ ସୁନ୍ଦର ଶୁଭମ୍ ଭାଇ
    ଜୟ ଜଗନ୍ନାଥ

  • @GdmVlogs
    @GdmVlogs 8 днів тому +3

    Satare Bhai Dekhiki Bahut Bhala Lagila ❤️

  • @ajayakumarmohanty9582
    @ajayakumarmohanty9582 2 місяці тому +16

    ବହୁତ ଭଲ ଲାଗିଲା। ଏଭଳି ସୁନ୍ଦର କାର୍ଯ୍ୟ କ୍ରମ ଆନନ୍ଦ ଦାୟକ ଅଟେ। ନୂଆ ଏକ ଅନୁଭୁତି ପ୍ରଦାନ କରିଛନ୍ତି। ବହୁତ ବହୁତ ଧନ୍ୟବାଦ।

    • @AnchorSubham1
      @AnchorSubham1  2 місяці тому +3

      Bahut dhanyabadh 🌻🙏🏻✨

  • @ARAVINDMRLIFE
    @ARAVINDMRLIFE Місяць тому +2

    ଅଲଗା vloger ମାନଙ୍କୁ ଏ ଭିଡିଓ ରୁ ବହୁତ କିଛି and ବହୁତ୍ କିଛି ଶିଖିବାର ଅଛି ରେ ଭାଇ 🙏 🙏 🙏 Speechless ମୁଁ
    Thank you subham ଭାଇ ଏମିତି ଭିଡିଓ କରନ୍ତୁ ଗର୍ବ ଅହଙ୍କାର ହୀନ ଭିଡିଓ ଏ ❤❤❤

  • @mr.siboofficial8133
    @mr.siboofficial8133 2 місяці тому +19

    Ama Odisha ro culture & tradition ku ete sundhar bhabha re Vlog Madhyam re dorshau thiba ru Bahut Bahut dhanyavaad bhai... Love You & Jai Jagannaath ❤🙏🏻🙂

  • @AkshayakumarParida-k4z
    @AkshayakumarParida-k4z 2 місяці тому +9

    ମୁ ୭୪ ମସିହାରେ ଯାଇଥିଲି ସେତେବେଳ ଠାରୁ ବହୁତ ବଦଳି ଯାଇଛି ଖୁସି ଲାଗିଲା ଜୟ ଜଗନ୍ନାଥ

  • @bijayjena9439
    @bijayjena9439 2 місяці тому +11

    ମା ଙ୍କ ହସ ଟା ବହୁତ୍ ସୁନ୍ଦର 🙏🙏🙏

  • @MrBCT36
    @MrBCT36 2 місяці тому +7

    I'm from Malkangiri Bhai Video Bahuth bhala Lagila bhai ଅପାଙ୍କର New Subscriber 💞

  • @souravvlogs823
    @souravvlogs823 2 місяці тому +15

    Big shout-out to Subham Bhai for his incredible work showcasing the hidden gems of Odisha! Your visits to places like Malkangiri, combined with your authentic interaction with the local communities, truly bring out the charm and culture of rural life. Keep exploring, capturing, and promoting these beautiful locations. We need more of this ! ❤

  • @PRBCLASS
    @PRBCLASS Місяць тому +1

    Next tym surely CM. welcm to our district... MALKANGIRI.. Bahut sundar byabahara subham bhainkara.. All the best team

  • @manaswinisahu
    @manaswinisahu 2 місяці тому +11

    ଏତେ ସୁନ୍ଦର ଭିଡ଼ିଓ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏

  • @ExceptionalKalinga
    @ExceptionalKalinga Місяць тому +3

    ବହୁତ୍ ସୁନ୍ଦର୍ ଅନୁଭୂତି,ସମସ୍ତେ ଅନୁଭବ କରି ପାରିବେନି,,,

  • @jasminbisoyi3161
    @jasminbisoyi3161 2 місяці тому +5

    Odisha ra real HERO 😍 Love you subham 😘😘🥰

  • @chintugaming9505
    @chintugaming9505 2 місяці тому +1

    Subham vai ❤bahut khhusi lagila bahut bahut khusi lagila chicken tarkary abasya masala kam thila hele valapaeba bahut adhika thila ❤ aou sabuthu bada katha apana tanka school ku jaeki pila manaka sa misiki ate vala paeba dele sethi pai bahut khusi lagila.. Shri jaganatha 🙏 apanka ku bahut ashribad karibe.. Aou apanka Chanel bahut jaldi 1 million re panchiba bahut jaldi 1M haba.. Love u subham vai ❤ jay jaganatha 🙏🙏🙏

  • @shaktimishra2390
    @shaktimishra2390 2 місяці тому +6

    My sincere request to everyone please like this video ❤ Lots of love Subham bhai. Bohut bhala madi chala

  • @balaramgouda9602
    @balaramgouda9602 Місяць тому

    ଶୁଭମ୍ ଭାଇ ଆପଣଙ୍କର ଏହି ସୁନ୍ଦର ପ୍ରୟାସରେ ଆମେ ବହୁତ କିଛି ଜାଣିବାକୁ ପାଇଲୁ କି ମାଲକାନଗିରି ଭଳି ଗୋଟିଏ ଜିଲ୍ଲାରେ ଏହି ବଣ୍ଡା ଘାଟିରେ ରହୁଥିବା ସରଳ, ସୁନ୍ଦର , ନିଷ୍କପଟ ଲୋକ ମାନଙ୍କ ନିକଟରେ ପହଞ୍ଚି ଆପଣ ଏହି ସୁନ୍ଦର କାର୍ଯ୍ୟ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଏବଂ ଏହା ସହିତ ସରକାର ଏହି ବଣ୍ଡା ଘାଟିରେ ରହୁଥିବା ଆଦିବାସୀମାନଙ୍କ ଉପରେ ଧ୍ୟା ନ ଦେଲେ ଏହି ସରଳ ଲୋକମାନେ କିଛି ଭଲ ସୁବିଧାରେ ଉପକୃତ ହୁଅନ୍ତେ।🙏🙏🙏

  • @prakashmajhi4365
    @prakashmajhi4365 2 місяці тому +18

    ଆଦିବାସୀ ମାନଙ୍କର ଜୀବନଶୈଳୀ ବହୁତ୍ ସୁନ୍ଦର ଓ ନିଷ୍କପଟ 🥰😊 ଏମାନେ ନିମ୍ନ ସମ୍ପ୍ରଦାୟରୁ ହେଲେ ମଧ୍ୟ ସମାଜରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛନ୍ତି 🙂🥰

    • @AnchorSubham1
      @AnchorSubham1  2 місяці тому +5

      ମଣିଷ ସବୁ ସମାନ କେବଳ ପରିସ୍ଥିତି ଯାହାଯେମିତି

    • @user-qk9id9bf7f
      @user-qk9id9bf7f 2 місяці тому

      Adibasi mane nimna sampradaya ra nuhanti

    • @user-qk9id9bf7f
      @user-qk9id9bf7f 2 місяці тому

      Semane mc brahmana mananka thu saheguna bhala

    • @Charangond729
      @Charangond729 2 місяці тому

      ନିମ୍ନ ସମ୍ପ୍ରଦାୟ କିଏ କହିଲା ଭାଇ ତମକୁ... ଭାରତର ସର୍ବ ପ୍ରଥମ ଏକ ମହାନ୍ ସମ୍ପ୍ରଦାୟ ଆଦିବାସୀ

  • @rudragamer5252
    @rudragamer5252 2 місяці тому +27

    42 minutes କେତେବେଳେ ଚାଲିଗଲା ଜଣା ପଡିଲା ନାହିଁ great video sir ❤

    • @somutune702
      @somutune702 2 місяці тому +3

      Kichhu kama nahi au kn ki

    • @Lokhinatgouda
      @Lokhinatgouda 2 місяці тому

      Kamo thile jana padithanta😂😂😂

  • @odiasayeryloverby
    @odiasayeryloverby Місяць тому +3

    କିଛି ଲୋକ ଅଛନ୍ତି ଜାତିନୀତି
    ଛୋଟ ନୀଚ ଦେଖନ୍ତି
    ମୁଁ ଏଥିକି କହିବାକୁ ଚାହିଁବି sir
    ତୁମ ବିତରେ ମଣିଷ ପଣିଆ ଅଛି 👍

  • @jambeswarbhoi4336
    @jambeswarbhoi4336 Місяць тому

    ସୁନ୍ଦର୍ ଲାଗିଲା
    ଆଦିବାସୀ ମାନଙ୍କ ସହ ମିଶି ତାଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବା ପ୍ରୟାସ, ଉତ୍ତମ।

  • @Kumarbulu91
    @Kumarbulu91 2 місяці тому +38

    ବହୁତ ବଢିଆ ଲାଗିଲା....ଭାଇ ଆପଣ ତପସ୍ଵିନୀ ଙ୍କୁ କିଛି ଗୋଟେ ଗିଫ୍ଟ ଦେଇଥିଲେ ଆହୁରି ଭଲ ହେଇଥାନ୍ତା..

    • @AnchorSubham1
      @AnchorSubham1  2 місяці тому +38

      କଣ ସେଇଟା ଭିଡ଼ିଓ ରେ ଦେଖେଇ ଥାନ୍ତି? ସେସବୁକୁ ଭିଡ଼ିଓ ଦେଖେଇବ ଉଚିତ ମନେ କରିଲିନି ସେଥିପାଇଁ, ମଣିଷଙ୍କ ସ୍ୱାଭିମାନ ହାନି ନହଉ କେବେବି କାହାରିବି

    • @lie2349
      @lie2349 2 місяці тому +4

      ​@@AnchorSubham1 your humanity awesome 👍

    • @gammingromeoofficial331
      @gammingromeoofficial331 2 місяці тому +3

      @@AnchorSubham1 correct bhai

    • @princeeee435
      @princeeee435 2 місяці тому +3

      @@AnchorSubham1 subham bhai mu apanankara video sabubele dekhe bohut bhala lage mote

    • @mamasahu7873
      @mamasahu7873 Місяць тому +2

      ​@@AnchorSubham1great thought 👍 ❤

  • @pratimagarnayak6977
    @pratimagarnayak6977 Місяць тому

    ବହୁତ ସୁନ୍ଦର ଲାଗିଲା ବ୍ଲୋଗ ଟି ଭାଇ... ଆଦିବାସୀ ଲୋକ ସତରେ ନିଆରା, bt ସହରୀ ଲୋକ ସେମାନଙ୍କ ଭିଟା ମାଟିକୁ ବିକି ଭାଙ୍ଗି ଖାଇସାରିଲେଣି... ହୃଦୟରୁ ଧନ୍ୟବାଦ ଭାଇ ତାଙ୍କ ସହ ଏତେ valare ସମୟ କାଟିଥିବାରୁ

  • @delighteddebadutta7987
    @delighteddebadutta7987 2 місяці тому +5

    SUbham ବହୁତ୍ ଭଲ ଲାଗିଲା ଏହି ଭିଡିଓ ଟି।ଏହି ଭଳିଆ remote ଜାଗା କୁ ଯାଓ ଆଉ ଲୋକ ମାନକ ଆଉ ସରକାର କ ନଜର କୁ ଆଣ।Health,education ଉପରେ focus କରିବା ନିହାତି ଦରକାର।ଓଡ଼ିଶା ର ପିଲା ମାନେ ଓଡ଼ିଶା ଭିତରେ ରହିବା ଦରକାର।Govt ଯଥେଷ୍ଟ infrastructure karu aau pila ମାନକ ପାଇଁ job oppertunity creat କରୁ। Keep growing Subham.Jai Jagannath

  • @rohitku11
    @rohitku11 Місяць тому

    Well done , Keep up the great work 👏

  • @foodbitewithyami
    @foodbitewithyami 2 місяці тому +5

    Wow bhai dil khusi karidelo pura mast bala Vlog❤

    • @AnchorSubham1
      @AnchorSubham1  2 місяці тому +1

      Thankyou @foodbitewithyami mun tama kici kici vlogs dekhici maa nka saha wala mora favourite dekhile khusi lage much love to you 🌻🤗

    • @foodbitewithyami
      @foodbitewithyami 2 місяці тому

      @@AnchorSubham1 this means a lot to me ... thank you so much bro🫶

  • @rajalaxmimohapatra5995
    @rajalaxmimohapatra5995 2 місяці тому +2

    ଶୁଭମ୍ ଭାଈ ଭିଡିଓ ଦେଖି ପୁରା ମନ ଖୁସି ହୋଇଗଲା 😊😊love you bhai❤❤❤

  • @sridharmoharana5104
    @sridharmoharana5104 Місяць тому +9

    ମୁଁ ବର୍ତ୍ତମାନ ମାଲକାନଗିରି ଆସିଛି ଗୋଟିଏ Interview ପାଇଁ ଏଠିକା ଲୋକ ଆଉ ଅଞ୍ଚଳ ବହୁତ ଭଲ। ବାସ ଏତିକି ଦୁଃଖ ବିକାଶ ଏଠି ଯେତିକି ହେବା କଥା ହେଇପାରୁନାହିଁ। ଏଠି ନିଯୁକ୍ତି ନାହିଁ କି ବେଶି ସୁବିଧା ସୁଯୋଗ ନାହିଁ ଉପକୂଳ ଓଡ଼ିଶା ପରି। ସରକାର ଯଦି ୟା ଉପରେ ଧ୍ୟାନ ଦେବେ ତେବେ ଏଠି ମଧ୍ୟ ସବୁ ଲୋକମାନେ ମୁଖ୍ୟ ସ୍ରୋତରେ ଆହୁରି ଭଲରେ ମିଶି ପାରିବେ।

  • @amritaranibhoi38
    @amritaranibhoi38 Місяць тому

    I am also a TRIBE girl ....and I am very happy to see your video......thanks bhai for give kindness and love for them ...❤❤

  • @abhishekpradhan1411
    @abhishekpradhan1411 2 місяці тому +12

    Bro you are living my dream life 😊 you nailed it bro 💕

  • @SamirCreation09
    @SamirCreation09 Місяць тому +1

    ବହୁତ ଖୁସି ଲାଗିଲା ଭାଇ ଆପଣ ବହୁତ ସମୟ ରହି ପିଲା ଙ୍କ ମୁହଁ ରେ ହସ ଫୁଟେଇ ଥିବାରୁ🫡❣️❣️

  • @amitanayak1242
    @amitanayak1242 2 місяці тому +4

    This is the best video of this channel ,its raw, authentic,real, incredible, this video taught the real cultural activities,how aboriginal s spend their best days , they dont run for greed,crab mentality.they are real they dont flex .its lot of things to learn from bonda community... Love to this pvtg group and thanks to this vlogger for capturing such an amazing video ..❤

  • @smrutirekhamohanty5396
    @smrutirekhamohanty5396 2 місяці тому +1

    Wow, these 42 mins made me so happy😍. I want to experience something similar. I have also a dream of visiting Banda Ghanti, talking to the people there, and sharing in their stories and culture. Thank you for showing the world such genuine kindness and love.

  • @Be_Simple138
    @Be_Simple138 2 місяці тому +13

    Sabu thu best video... Subham bhai tamara❤....great 🎉🎉

  • @purnakar164
    @purnakar164 25 днів тому

    sir, apana bahut bhala , bahut bhala lagilaaaa .
    You are a person who consistently acts with genuine kindness and positive motives.
    love from a MED student. Jay jagannath .
    😄😄❤

  • @Mr_Hamid_Pov
    @Mr_Hamid_Pov 2 місяці тому +40

    ଯେଉଁ ଦିନ ଯିବେ ମୋତେ କହିବେ ମୁ ସାଙ୍ଗରେ ଯିବି ଓ ପୁରା ଗାଁ କୁ ମୋ ତରଫ ରୁ ଖାଇବା ଦେବି ok

    • @subhajeetjena841
      @subhajeetjena841 Місяць тому

      Dhamngar ra Bhai tume 🎉🎉🎉🎉❤

    • @rinkupradhan9106
      @rinkupradhan9106 Місяць тому +2

      Kichi adhunika jinsa khaibaku deba thik nuhe, semane puratana Bonda Adivasi. Semane jete adhunika jinsa khaibe, au sabu loka saha misine ta semanaka pai bipada, Semane Nature sahita jaditaa

    • @kanhupaikaray9944
      @kanhupaikaray9944 Місяць тому

      Bhai mu jibaku chahuchi jadi tikia help kariba ta bhai mu explore karibaku chahuchi

  • @Poor_Man108
    @Poor_Man108 Місяць тому

    Bahut sundar Kaama Ti Kala Bhai A Sabu Karithiba ru A Sabu Ku Loka Lochan Ku Aanithibaaru 🙏🙏🙏 Bahut.. Dhanyawad Bhagwan Karontu A Miti Aaga ku Chaalantu🙏

  • @JitendraMohakud
    @JitendraMohakud 2 місяці тому +5

    Bahut sundar kama karucha bhai ❤ bhagwanku prarthana karuchi tmku sabu bele khusi re rakhantu

  • @pmsantalidigital
    @pmsantalidigital 2 місяці тому +4

    Nice subham bhai adivasi loka nka saha apana ate hrudayara sahita misuchhanti so sweet Bahut badhia lagila bhai ❤❤

  • @ROLEX609
    @ROLEX609 Місяць тому +1

    Reality of our Odisha never ever disappointed new experience nice bro

  • @odiasayeryloverby
    @odiasayeryloverby Місяць тому +4

    ସତରେ greet ଭାଇ ତମେ
    ଯେଉଁ ଗଛେ ଯାଇ ସେଇ ପଳ କାଇ
    ମାନ ଅଭିମାନ କିଛି ନାଇଁ

  • @lopamudramohanty9465
    @lopamudramohanty9465 Місяць тому

    Bahut sundar bahut bhala prayash apana kara 👍🏻🌹 Bhala kama re bhagwan sabu bele sangare thhanti 🌹🙏🏻 Jay Jagannath 🌹🙏🏻

  • @Inspiring_Odia
    @Inspiring_Odia 2 місяці тому +3

    କେତେ ଦୁଃଖର ବିଷୟ ନୁହଁ ଆମ ଠାରୁ ସେମାନେ ବହୁତ୍ ଅଲଗା କିଛି ଭି ସୁବିଧା ନାହିଁ 😢😢😢😢କିନ୍ତୁ ମଣିଷ ହିସବ୍ ରେ ଏକ୍ No. ❤❤❤

  • @Lipsa7890
    @Lipsa7890 Місяць тому

    Hrudaya ku ete chui gala j mu comment na dei regret karithanti....... lovable place.. innocent people ❤

  • @AbhishekOfficial6531
    @AbhishekOfficial6531 2 місяці тому +6

    ଭାଇ ଅତି ସୁନ୍ଦର God Bless You 🙏

  • @krishu268
    @krishu268 6 днів тому

    ବହି ରେ ପଢ଼ୁଥିଲି ଆଜି ଆପଣଙ୍କ ଭିଡିଓ ଦେଖି ବହୁତ ଖୁସି ଲାଗିଲା ସତରେ ଆଦିବାସୀ ଲୋକମାନେ ବହୁତ ସରଳ ନିରୀହ

  • @ramasenapati6057
    @ramasenapati6057 2 місяці тому +6

    1 off the best vlog.❤

  • @Chhotamoragannti6763
    @Chhotamoragannti6763 Місяць тому

    Class 4 re pila nku padheithili ..bht vla Lage a bisayati ... Ichha hua jibaku .aji vdo re dekhi ki vl lguchi..full dekhili .. thanks subham ...from banglore

  • @_mr_soumya553
    @_mr_soumya553 2 місяці тому +6

    Jay Jagannath 🙏🚩

  • @pradeepbarik9416
    @pradeepbarik9416 Місяць тому

    Very beautiful video, Jay Jagannath Bhai. Emiti sundar sunder video pathantu.👍

  • @pabitrakirsani7990
    @pabitrakirsani7990 2 місяці тому +3

    ଶୁଭମ ଭାଇ ଆମର ବଣ୍ଡା ଘାଟି କେମିତି ଲାଗିଲା, ଆଉ ଖାଇବା କେମିତି ଲାଗିଲା ଆମେ ଏମିତି ରାନ୍ଧି ଖାଉ।

  • @rajkishorbarik4207
    @rajkishorbarik4207 2 місяці тому +1

    Superb SHUBHAM BHAI ❤
    YOU ARE GREAT 👍💫
    Bhout Sundar lagila ❤
    Ehi pari vdo karicahlantu😊

  • @priyansusualsingh8249
    @priyansusualsingh8249 2 місяці тому +4

    ସରଳ, ସୁନ୍ଦର, ନିଷ୍କପଟ...❤ ଏଇତ ଆମର ସୁନ୍ଦର ଓଡ଼ିଶା ।

  • @ArpitaDas-h2x
    @ArpitaDas-h2x 2 місяці тому +2

    Bahut sundar heart touching video sir.... 🙏

  • @Bls-girl-barsha
    @Bls-girl-barsha 2 місяці тому +62

    ଭାଇଙ୍କର ଭିଡ଼ିଓ ଅପେକ୍ଷା ରେ କୋଉ ମାନେ ଥିଲ comment କର 😊😊😊😊

  • @MRDIVYA
    @MRDIVYA Місяць тому

    Bhai emiti traveling karantu bahut bahut bhala laguchi dekhibaku emiti video pura video ra emotiin asijauchi...❤❤❤❤love you bhai ...

  • @DineshSahu-og1qj
    @DineshSahu-og1qj 2 місяці тому +5

    Really a such clear and good hert peoples lives in bondaghati , now time will come how our government and also we are also helping and support those peoples bondaghati and others area in Odisha , and also thinking how we are developing the hole bondhaghati and also the other cominuty like those same clear heart peoples 🙏🙏

  • @sitanshusahu5105
    @sitanshusahu5105 Місяць тому

    Best vlogger of Odisha apananka Katha b bahut sundar sarla aau mora asa apananka mana b sete sundar
    Wishing you all the best for ur upcoming vlog

  • @abinashadas790
    @abinashadas790 2 місяці тому +4

    My favourite vloger 😊

  • @surendrasahoo2468
    @surendrasahoo2468 2 місяці тому

    Video ta bahut hin bhala lagila..pura manaku chuinla bhali video. video Majhire majhire apana bahut thara emotional b hei jaichanti. Gote bhala hrudaya thai manisha ti Apana. Wishing you the best!

  • @lucky_53
    @lucky_53 2 місяці тому +3

    ଆଦିବାସୀ ସିଏ..,ଯିଏ ଏତେ ସଂଘର୍ଷପୂର୍ଣ୍ଣ ଜୀବନରେ ରହି ମଧ୍ୟ ଏତେ ସରଳ ଆଉ ନିଷ୍କପଟ। ଟିକିଏ ବି irritations ନାହିଁ ତାଙ୍କ ମନରେ....😢

  • @krushnachjena1048
    @krushnachjena1048 2 місяці тому +1

    Bhai bahut sundar prabhu Jagannath tuma munhare amiti sada bele hasa phutauthantu❤

  • @odiavloggersourav
    @odiavloggersourav 2 місяці тому +4

    ଅତି ସୁନ୍ଦର ❤

  • @kuldeeppattanaikofficial
    @kuldeeppattanaikofficial Місяць тому +2

    Really loved the video ❤

  • @dilipsahu4236
    @dilipsahu4236 2 місяці тому +4

    Nic video URL

  • @ranjanbehera3374
    @ranjanbehera3374 Місяць тому +1

    Bahut Sundar video heichi Bhai....❤
    Bhai mu prathama ru sesa Jaye dekhili. Nice video.. 🙏😮👍👍👍👍

  • @_iambhabesh.p_
    @_iambhabesh.p_ 2 місяці тому +2

    It's may not seems the food so delicious to us. But it's full of love, simplicity and grandiose to them that they serve. Big love brother from our own place x Balasore

  • @popubottle
    @popubottle 2 місяці тому +1

    Bhagwan tamaku salbu bele khushi re rakhantu sir❤❤❤❤❤

  • @pranabkumarpadhy2232
    @pranabkumarpadhy2232 Місяць тому +2

    ମନ ଛୁଇଁଲା ପରି ଭିଡିଓ ❤❤❤
    Carry on bhai❤❤❤

  • @Rasmitapanaka
    @Rasmitapanaka Місяць тому

    Love you sirrr..... Really ate pure heart person Apana❤.....Ajika samayare apana nka bhali monisha miliba bahut kosta

  • @durgamadhabsethy5030
    @durgamadhabsethy5030 Місяць тому

    How inocent they're❤❤❤❤ their lifestyle thire bond their smile just❤❤❤❤

  • @LopamudraRoutara-hg9zr
    @LopamudraRoutara-hg9zr Місяць тому +1

    Seriously bhai video ta heart touching 😊

  • @sadashiva_khuntia
    @sadashiva_khuntia Місяць тому +2

    ଭାଇ ଭିଡିଓ ପୁରା କେର୍ କେରା ସେମାନଙ୍କ ଚାଲି ଚଳନ ଓଃ ବହୁତ ଭଲ ଲାଗଲା ❤ କିନ୍ତୁ ମୌଳିକ (ଘର, ଖାଦ୍ୟ ଓ ଅନନ୍ୟ ସରକାରୀ ସୁବିଧା) ଟିକିଏ ଦରକାର l
    ଭାଇ ଆଉ ଗୋଟେ ଦିଇଟା ଭିଡିଓ ଦରକାର l
    35:45 ❤ claimax

  • @anupapatri
    @anupapatri 2 місяці тому +1

    Thank you, Subham, for creating such a wonderful video blog showcasing our pride, ‘Odisha’s Best Kept Secret’ - Malkangiri, and its esteemed indigenous community. Your noble work in fostering interactive discussions and engaging with the community is truly commendable. Keep inspiring with your impactful storytelling!

  • @kumarprustybabu4747
    @kumarprustybabu4747 Місяць тому

    Great 👍 personality 👌#Subham ❤
    #Thanks the Maa and Bhauni ❤❤❤

  • @mamesthuglifeskp9308
    @mamesthuglifeskp9308 Місяць тому

    Bahut khusi lagila bhai tamara aee sundar video ti dekhi aadhbashi mane aajibi traditional parampara ku paluchwnti bahut sarala manisha se mane. Bahut vala manisha na 5G network achi na bike achi na technology achi ta pare bi semane khusi achanti aau pakhare sabu thaiki ki bi aama pakhare kichi nathila vali bhagan samastanku vala re rakhantu radhe radhe ❤

  • @surajprasadsahu9529
    @surajprasadsahu9529 2 місяці тому

    Traditional language and food look like a wow..I love adivasi culture and proud to be a odia an Indian ❤❤❤