Bahut dukha lagila dekhi ki chota Bela katha mane padi gala Amara ta paradip re Loka parahmpara bhuli galeni aau se kala Bela nahi bhai khaiba dekhi kintu bhai bahut lovha lagila❤
Apanakn vlog dekhiki mora mo chuaa dinaa aau Goan kathaa manaa padigalaaa😢 Se dina au nahi abey sabu Pathaa... job ... Marriage.. karibaa Bayasa ashigalaa...se bayasa au nahi se chuaa dina au nahi au se goan Paribesaa sneha sradha au nahi ki maza b aau nahi 😢😅abika goan re sabu kahuchanti amey bada lokaa kehi kaha gharaku jiba ashiba b nahi jejha ghare jejhaa😅
ବହୁତ ବହୁତ ବଢିଆ ଲାଗିଲା।ମୋ ବୋଉ କଥା ମନେ ପଡ଼ିଲା, ବୋଉ ଆଉ ନାହିଁ ମୁଁ ଭି ବୁଢ଼ୀ ହେଲାଣି। ଓଡିଆ ପରମ୍ପରା ଏମିତି ଆଗକୁ ଯାଉ। ଆପଣଙ୍କର ଏଇସବୁ ଓଡ଼ିଆ ପରମ୍ପରାର ଭିଡିଓ ଦେଖିଲେ ମନ ଭରି ଯାଏ। ବହୁତ ଆଶୀର୍ବାଦ 🙌
Jay Jagannath
Jay Jagarnath bahut badhiya
Gouranga sir apana by profession kn karanti
Great culture with Enjoyement ,Entertainment, Eating......Great our Odisha ....Beautifully crafted by @gourang ji ....jay Jagannath 🙏
ନିଆରା ପରମ୍ପରା ପ୍ରୟତଃ ଲୋପ ପାଇଗଲାଣି, ଯାହେଉ ଦେଖିକି ଖୁସି ଲାଗିଲା |ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
Awesome video🎥🎥🎥🎥. Beautiful village parampara. Soooooooo Amazing. Jai jagannath. ❤❤❤❤❤❤❤❤❤❤❤❤❤❤❤.
ଆମ ଉପକୂଳ ଅଞ୍ଚଳ ର ଏକ ନିଆରା ପରମ୍ପରା।
ଭିଡିଓ ଦେଖି ପିଲାବେଳ ର କଥା ବହୁତ୍ ମନେ ପଡ଼ିଲା।
ଜୟ ଜଗନ୍ନାଥ ପ୍ରଭୁ ।
ଆମ ଗାଁ ରେ ଏଇ ପରମ୍ପରା ନାହିଁ ଯାଆ ହେଉ ଆପଣ ଙ୍କ ଗାଁ ରେ ଏଇ ପରମ୍ପରା ଦେଖିକି ଭାରି ଖୁସି ଲାଗିଲା ❤
10:15 mora peda😋
ବହୁତ୍ କିଛି ଶିଖିବା କୁ ମିଳୁଛି ଆପଣଙ୍କ ଠୁ
Bahuta bhalalagila apananka nga sambadasami
Bahut dukha lagila dekhi ki chota Bela katha mane padi gala Amara ta paradip re Loka parahmpara bhuli galeni aau se kala Bela nahi bhai khaiba dekhi kintu bhai bahut lovha lagila❤
Awesome vlogs & jai jagannath & sweet family👪 & enjoy
ସାର 🙏ଆଗେ ବୁଢାଜେଜ ଆଉ ବୁଢ଼ୀ ଆଈ ମାନଙ୍କୁ ଧନ୍ୟବାଦ 🎉ଡର୍ଜନ ପାର କରି କ୍ରିକେଟ ପ୍ଲେୟାର ଟିମ କରି ଏକ୍ସଟ୍ରା ପ୍ଲେୟାର ବି କରୁଥିଲେ, ଏବେ ତ ଗୋଟେ ଫାଳେ ରେ ଥେୟା, ତାହାବି ମେଡିକାଲ ଯାଇ ମିଶାଣ ଗୁଣନ କଲେ ଯାଇ 🤔ଆଉ ଭୋଗ ଖାଇବାକୁ ପିଲା ଆସିବେ କୁଆଡୁ ମ,ଜୟ ଶ୍ରୀରାମ 🚩🙏
👌
ଭାଇ ସମୟ ବଦଳିବା ସହିତ ଖାଦ୍ୟ ପେୟ ବି ବଦଳି ଯାଇଛି ସେ ସମୟ ର ମରଦ ମାନେ ଯୋଉ ପରିଶ୍ରମ କରୁଥିଲେ ଏବେ ତୁମେ କରିକି ଦେଖା ତା ପରେ ଯାଇ ମା ମାନଙ୍କୁ କହିବେ
Jay jaganath❤❤❤❤
ଜୟ ଶ୍ରୀ ଜଗନ୍ନାଥ......
Bhai Jay shree ram bhai kan aaji video
Jay jagannath Bhai
Happy samba dashami palana preparation beautiful village life God bless you
Thank you for the appreciation 😊
Famous mathematician of Kendrapara "Subrajit sir " from Indra academy...who knows hin plz comments
ଯଶିପୁର ru ଜରନ୍ଦା water fall
ଆମେ ଓଡ଼ିଆ ଭାରି ବଢିଆ, ଆଉ ଆମ ପର୍ବ ପର୍ବାଣୀ ତା ଠୁ ବଢିଆ
ଶାମ୍ବ ଦଶମୀ ଇତିହାସ ବର୍ଣନା ଅର୍ଦ୍ଧସତ୍ୟ । ଶାମ୍ବ ଆଜି ଦିନରେ ସୁର୍ଯ୍ୟ ଉପାସନା ଆରମ୍ଭ କରିଥିଲେ । ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ କୁଷ୍ଠ ମୁକ୍ତ ହୋଇଥିଲେ ।
ଦଶ ପ୍ରକାର ପରିବା ପକାଯାଏ
Jay jagannath sir 🙏🏻
Jay jaganath gouranga Bhai nyc
Gauranga babu mu Jaithili Bhitarkanika aau kendrapara…bhabili dekha hei jiba
Mane padi jauchi ama pila dina 😢❤❤
Hmm mote v mo pila dina katha mane pade...samba dashi asiba bata ku ame chahi bashi thau.
Jay jagannth dada
Sir. Jay jagannath samba dasami anek anek subha kamana.🙏
Love from diamond City surat ru
ଜୟ ଜଗନ୍ନାଥ ଗୌରାଙ୍ଗ ସାରେ🙏❤
Jay Jagannath 🙏🏻🙏🏻
Happy Sambodoshmi
ଭାଇ ଆମ ଆଡେ ଘୁଡୁଘୁଡ଼ିଆ ତରକାରୀ କୁହନ୍ତି।
ବହୁତ ସୁନ୍ଦର ଆମ ପର୍ବ ଆଉ ପରମ୍ପରା ❤ ଯେତେବେଳେ ଏମିତି ସବୁ ପର୍ବ ଆସେ ମନ ବହୁତ କଷ୍ଟ ଲାଗେ😔 ଆମ ପୁଅ ମାନଙ୍କ ଭାଗ୍ୟ 😭
Sir nice blog ❤❤❤
Vala lagila bhai
Bhai mu ara Barsha bi video dakhithili aji bi dakhili from bhadrak stay HYDERABAD ❤
Jay Jagannath
Bhai village fastival very nice
Happy samba Dasami
ସତରେ କି ଉତ୍ସବ,ଜୟ ଜଗନ୍ନାଥ
Samba Dasami ra anek anek subha kamana Jay jaganntha
Bhai bahut sundar blog aajira bahut bhalalagila pila bela katha mane pade gala thanks gouranga bhai
Bhai you are maintaining your originality.
Kendrapara ra femous perba 👍
Awesome video Sweet family God bless you all
Jay jagannath sir 🙏💗 ଶୁଭ ସନ୍ଧ୍ୟା
ଜୟ ଜଗନ୍ନାଥ ଆପଣଙ୍କୁ ମୋର ନମସ୍କାର
Bahi apank video bahut bahal lage❤❤❤❤❤❤❤❤❤
ଗୋରଙ୍ଗ ବାବୁ ଆମେ ଦୁଇ ଜଣ ହଠାତ ଦିନେ ଆପଣଙ୍କ ଘରେ ଯଦି ପହଁଚିବୁ ଆପଣ ଖରାପ ଭାବିବେନି ତ?
Happy Samba Dasami. Jai Jagannath.
Very good video
କି ସୁନ୍ଦର ପରମ୍ପରା. ଆମ ଓଡ଼ିଆ ଘରେ ବାର ମାସ କୁ ତେର ପର୍ବ. ଜୟ ଜଗନ୍ନାଥ 🙏
🙏🙏
ଶାମ୍ବ ଦଶମୀ ର ହାର୍ଦ୍ଦିକ ଅଭିନନ୍ଦନ ❤❤ଓଡିଆ ପରମ୍ପରା ଦେଖିବାକୁ ଵହୁତ ଭଲ
🌺🌺🙏🏻ଜୟ ଜଗନ୍ନାଥ 🙏🏻🌺🌺
ଶୁଭ ସନ୍ଧ୍ୟା 🌆
ପବିତ୍ର ସାମ୍ବ ଦଶମୀ ଏବଂ ସୁଦଶା ବ୍ରତ ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା |
ସକାଳୁ ସକାଳୁ ପ୍ରାତଃଭ୍ରମଣ କରିବା ସହ ସାମ୍ବ ଦଶମୀ ବିଷୟରେ କିଛି ତଥ୍ୟ ପ୍ରଦାନ କଲେ🙏🏻 |ମନୁ ଭାଇ ମଟର ସାଇକେଲ ମାଧ୍ୟମ ରେ ବେଙ୍ଗଳା ପକଉଛନ୍ତି |5:41ଭାଇ ଆଜି ଭାଉଜ ଙ୍କୁ ରୋଷେଇ କରିବାରେ ସାହାଯ୍ୟ କଲେ 🤗|ଭାଉଜ ସୁନ୍ଦର ଭାବରେ ମଣ୍ଡା ପିଠା ଗଢି କରି ଛାଣୁଛନ୍ତି |9:36 ଛୁଆ ମାନେ ଏକତ୍ରିତ ହୋଇ ପ୍ରସାଦ ର ଆନନ୍ଦ ନେଉଛନ୍ତି |
Manu bhai i love you ❤
Jai Jagannath 🙏
Samba Dasami ra Abhinandan 🙏🌹
ଜୟ ଜଗନ୍ନାଥ sir 🙏🙏 ଶୁଭ ସନ୍ଧ୍ୟା 🌙🌙 ସାମ୍ବ ଦଶମୀ ର ଅଭିନନ୍ଦନ
Purba Barsha dekhithili ebarsha bi dekhili samba Dasami tamane 1yr hela mu dekhuchhi video.
Thanks
Mbj kabe asantu ଶିମିଳିପାଳ ଯିବା ବୁଲିବା ପାଇଁ
Hau
Jay Jagannath Bhai aaji heuchi saamba dasami suryadeva puja
ସାର୍ ମୁଁ ଅପଣକ ଭିଡିଓ
ବାଙ୍ଗାଲୋର ରୁ ଦେଖୁଚି ଭାରି ଆନନ୍ଦ ଲାଗୁଛି ❤🎉😊
Pila Dina katha manepadi gala vai Bahut Bahut Dhanyabad
Jai jaganath sir
Fabulous vlog bhai
The one thing I like in his vlog the pure odia language
ପବିତ୍ର ଶାମ୍ବ ଦଶମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।ଘରେ ଘରେ ପିଠା ପଣା ର ଆସର ।ସନ୍ତାନ ର ଶୁଭ ମନାସୀ ଯଚା ହେଇଥିବା ଭୋଗ ଅର୍ପଣ କରାଯାଇଥାଏ ।ସୁନ୍ଦର ପରଂପରା ଟିଏ ।ଓଡିଆ ପର୍ବ ପାଳନ ଧାରା ରେ ଶାମ୍ବ ଦଶମୀ ର ମହତ୍ତ୍ଵ ରହିଅଛି ।ଆପଣଙ୍କ ପାଳନ ପରଂପରା ର ସୁନ୍ଦର ଝଲକ ଭିଡିଓ ରେ ଦେଖି କି ବହୁତ ଖୁସି ଲାଗିଲା ।ବହୁତ ବଢିଆ ଭିଡିଓ ।ଲିଟିଲ୍ ଓ ଧନ କୁ ବହୁତ ଭଲ ପାଇବା ।
Fast view ❤❤❤❤❤
❤❤
Bhai good evening so beautiful video happy beautiful day Jay Jagannath swami ❤❤❤❤❤🎉
Sundar Bislesan ra uppastapan ,Bhai Rai Kan lekhei kei tumaku ushrahit karibe baa dhanyabada debi kichhi Sabda paunahein
Apnka video bahut sundar, kintu maa au Bhauja ku dekheile bhala ahuri laganta, family blog banantu tike ❤
🤣🤣🤣🤣🤣
Apanakn vlog dekhiki mora mo chuaa dinaa aau Goan kathaa manaa padigalaaa😢 Se dina au nahi abey sabu Pathaa... job ... Marriage.. karibaa Bayasa ashigalaa...se bayasa au nahi se chuaa dina au nahi au se goan Paribesaa sneha sradha au nahi ki maza b aau nahi 😢😅abika goan re sabu kahuchanti amey bada lokaa kehi kaha gharaku jiba ashiba b nahi jejha ghare jejhaa😅
Jay Jagannath
Sir, makara sankranti, makara chaula bhoga, makara mela, shiba mandira puja ra video baneibe, please, thanks. Om Namah Shivaya
Jau mane job kimba business karuchanti tanku ei maichia Vali rosei karibaku samaya kahin
ଠିକ୍ କଥା କହୁଛନ୍ତି ସାର୍ ଆଜି ଦିନଟି ରେ ପିଲାମାନେ ଏକାଠି ହୋଇ କେତେ ପ୍ରକାର ପିଠା ମିଠା ଖାଇଥାନ୍ତି ଘରେ ଆମେ ଜେତେ ଖାଇଲେ ମଧ୍ୟ ଆଜିର ମଯା ଅଲଗା ଅତି ସୁନ୍ଦର୍ ଭିଡିଓ ସାର୍ ଜୟ ଜଗନ୍ନାଥ
Outstanding ❤
Gourang Sir, Namaskar. I regularly see ur video. It is a very good prog bearing our odia custom and culture. Thank u.
Jay Jagannath
Aji gote khusira dina
#Sir ପ୍ରବଳ ମନେ ପଡ଼ୁଚି miss କରୁଛି 😢
ଆମର ତ ଦ୍ରୁ ଭାଗ୍ୟ 😟 ଆମ ଭାଗ୍ୟରେ ନାହିଁ ? ଭିଡିଓ ଦେଖିକି ଭଲ ଲାଗିଲା 😊
ଅଜି k n ଗୁଣା ବାବୁ
ବଡିଆ ଘାଣ୍ଟ ଟା 😋
ଜୟ ଜଗନ୍ନାଥ ସାର 🙏🙏🙏🙏❤❤❤❤
ଜୟ ଶ୍ରୀ ଜଗନ୍ନାଥ ସାର୍🙏🎉🌺🙏🌺🌹🌹🙏🙏
ଜୟ ଜଗନ୍ନାଥ Sir 🙏
ଶୁଭ ସନ୍ଧ୍ୟା
Ame bahar jiban kichi Pau nahu sir
Bhadiya bhai kuadegale🙏
Kain Amara se bhagya
😢
ଭାଇ ଜୟ ଜଗନ୍ନାଥ
ବାଇଗଣ ପତ୍ରରେ ପରଷିବା କଥା ?
Jay shree radhe Krishna ❤😊❤😊
Jay jagannath 🙏🙏🙏♥️♥️♥️👍👍👍
Sir refreshing our old memories ❤
Jay Jagannath
Sir Jay Jagannath 🙏🙏
Sar. Ok
Bhai Jay Jagannath 🙏
ଯାହା ହଉ ଆପଣଙ୍କ ଗାଁ ରେ ଏସବୁ ଦେଖିବାକୁ ମିଳୁଛି !! ଆମର ଗାଁ ଅଛି କିନ୍ତୁ ପରସ୍ପର ପ୍ରତି ଭଲ ପାଇବା ନାହିଁ !!
Thik kahile apana ..
Thik khaila bhai🥲