Drunk Man Creates Nuisance Outside Puri Srimandir

Поділитися
Вставка
  • Опубліковано 20 вер 2024
  • Drunk Man Creates Nuisance Outside Puri Srimandir
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 5 тис.

  • @babulunayak7298
    @babulunayak7298 3 роки тому +326

    ଏଇ ଲୋକ ଟିର କିଛି ବି ଭୂଲ୍ ନଥିବ
    ସେବାୟତ ଙ୍କୁ ଟିକେ size କଲେ ଭଲ ହୁଅନ୍ତା ।

  • @dharmendrabiswal7812
    @dharmendrabiswal7812 3 роки тому +616

    ଧନ୍ୟବାଦ୍ ଭାଇ ତୁ ମଦ ପିଇଲେ କଣ ହବ କସ କଥା ତିକ କହୁଚୁ।👍
    ତମେ ମଦ ବିକୁଚ କଣ ପାଇଁ ଓଡିଶା ସରକାର......?

  • @rajcreation3718
    @rajcreation3718 3 роки тому +634

    ଲୋ ଭାଇ ତୁ ଠିକ୍ କହିଚୁ .....ଏଇ ସବୁ ମିଶି ତୋତେ ମିଛୁଆ ବୋଲି ପ୍ରମାଣ କରିବାକୁ ଚାହୁଁ ଛନ୍ତି ..... Justice for Ganjam toka...

    • @jhansiranisahoo7084
      @jhansiranisahoo7084 3 роки тому +3

      Right

    • @sunarammurmu8489
      @sunarammurmu8489 3 роки тому +1

      ❤️❤️❤️❤️❤️❤️❤️❤️❤️❤️❤️❤️

    • @hariroutaray7515
      @hariroutaray7515 3 роки тому +6

      Se jaha kahichi thik kahichi hele kn kahila se majhire pathara mariki badadeula bhangidaba tara sahasa ate

    • @haribolakathar1502
      @haribolakathar1502 3 роки тому +1

      Ky bate kahi vhi nice👍👍

    • @Pkvlogsodisha
      @Pkvlogsodisha 3 роки тому +2

      @@hariroutaray7515 thik kotha bhai ragore bahari podi6i pode kn koribo

  • @sajeetatripathy7691
    @sajeetatripathy7691 3 роки тому +63

    ଲୋକଟି ଉଚିତ୍ କଥା କହିଛି।ବାହାର ରାଜ୍ୟ ରୁ ଯେଉଁ ଯାତ୍ରି ମାନେ ଆସୁଛନ୍ତି କିଛି ସେବାୟତ,ପୋଲିସ୍ ମାନଙ୍କ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଲୋକଟିର ସାହସ ପ୍ରଶଂସନୀୟ।👏👏👏

    • @sairajmohapatra7702
      @sairajmohapatra7702 Рік тому +2

      Jagannath Mandir ko hi bhangi deba darkaar bhai, mandir jadi bhangi jiba tahale sebayat mane pura puri bekaar heijibe.

  • @_bijay__07_32
    @_bijay__07_32 3 роки тому +243

    " ସମସ୍ୟା " କୁ ସାମ୍ନା କରନ୍ତୁ କାହିଁକିନା ଏହା ସାହାସିକତା ବଢେଇବା ସହିତ ନିଜକୁ ସୁଦୃଢ଼ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ.....
    "ଜୟ ଜଗନ୍ନାଥ"

  • @BadalModelIcon
    @BadalModelIcon 3 роки тому +155

    ଭାଇ ମଦ ପେଇଥିଲେ ଭି ପ୍ଲୁସ ପୋଇଁଟ ରେ କହୁଛନ୍ତି... Salam ଭାଇ

  • @MrbaudiaCreation
    @MrbaudiaCreation 3 роки тому +137

    ପୁରୀ ର ସେବାୟତ ଆଉ ସେବାୟତ ହେଇ ନାହାନ୍ତି ସବୁ ନେବାୟତ ହେଇ ଗଲେଣି...

  • @mamatakumari3338
    @mamatakumari3338 Рік тому +28

    ଜାଆ କହୁ ଭାଇ ତମେ ଏକୁଟିଆ ହୋଇ ମଧ୍ୟ ସତ କହିବାକୁ ଡରୁନ ତମର ଜୟ ହେଉ ଜୟ ଜଗନ୍ନାଥ 🙏🙏🙏

  • @jobnotification2021
    @jobnotification2021 3 роки тому +405

    ମିଡିଆ ଭାଇ ମାନେ ସେ madam ଙ୍କ ଫଟୋ ଆଉ sir ଙ୍କ ଫଟୋ ଦେଖାଉନ କଣ ପାଇଁ। ସବୁ ତ ମାୟା ରେ ବାୟା।ଗଞ୍ଜାମ ର ଗୌରବ ଆଜି ବଢେଇ ଦେଲ ଭାଇ ।👍🏻

  • @royalrosanbarik1036
    @royalrosanbarik1036 3 роки тому +86

    ମତେ ଲାଗୁଛି ପିଲାଟି ଠିକ୍ କହୁଛି। ଠକାମିରେ ପଡିଛି ଵ୍ରାହ୍ମଣ ପିଲା ମିଛ କହୁନି। ପୁରୀ ପଣ୍ଡା ଟଙ୍କା ପାଇଁ ତଳକୁ ଜାଆନ୍ତୁନି କାଳିଆ ବୁଝିବ

  • @mrnayakcomedy9671
    @mrnayakcomedy9671 3 роки тому +60

    ବ୍ରାହ୍ମଣ ଭାଇ କୁ ବ୍ରାହ୍ମଣ ଜିତିଲା କିନ୍ତୁ ଭାଇର ସାହସ କୁ ବହୁତ୍ ମାନିବାକୁ ପଡ଼ିବ ଏକା ହୋଇବି କାହାକୁ ଡରି ନଥିଲେ ସେ ଗୋଟେ କଥା ଆମକୁ ସିଖେଇଲେ ଜଦି ନ୍ୟାରେ ଅଛ କାହାକୁ ଡରନି ତମ ପାଇଁ ସାରା ଦୁନିଆ ଅଛି ଏଇଠି ସୁର ସାର୍ ଙ୍କ ଡାଇଲଗ୍ ମନେ ପଇଲା ମାଡ଼ି ଚାଲ

    • @djm1519
      @djm1519 2 роки тому

      Tui mor shansa dekhinu
      D.j bhai

  • @onedayinearth8869
    @onedayinearth8869 2 роки тому +148

    ଭାଇ ଙ୍କ କଥା ସତ୍ୟ ଅଟେ 101% sure

  • @kamaleshmoharana8868
    @kamaleshmoharana8868 3 роки тому +94

    ବହୁତ ବଢିଆ, ଜଗନ୍ନାଥ ଆସିଥିଲେ ବୋଧେ ଗଞ୍ଜାମ ଆଡୁ ପଣ୍ଡା ଙ୍କ ଅବସ୍ଥା ବୁଝିବାକୁ

  • @snlivestock5324
    @snlivestock5324 3 роки тому +143

    ଏ ଭାଇ ମଦ ପିଇ ସେ ମନ୍ଦିରର ନନାକୁ ଚୋର କହିଛନ୍ତି ଠିକ କହିଛନ୍ତି।

    • @kajalnk6333
      @kajalnk6333 3 роки тому

      Kn bhula kala right kahichi Ganjam pila

    • @snlivestock5324
      @snlivestock5324 3 роки тому

      @@kajalnk6333 vul tankara j se nananku mari tanka danta jhadei nahanti

    • @ajitsahu5591
      @ajitsahu5591 3 роки тому +1

      ତମେ ଶୁଣିନ କହିଲା ଘୁଷୁରୀ ମୁହାଁ ର ଫୋଟୋ ଉଠା

    • @masterchef6408
      @masterchef6408 3 роки тому

      @@snlivestock5324 simple funda wo gadha he ya ghusuri he ya jo bhi Just leave it, agar aap ke saath puri jo ki ek Pabitra jagah hai waha PR agar panda log aap ke saath aise karenge to aap kya karoge. We know agar paisa wala hoga to usko ghnta fark nhi padega

    • @manojkumarsahu3010
      @manojkumarsahu3010 3 роки тому

      100%thik

  • @ndr51
    @ndr51 3 роки тому +271

    ବହୁତ ବଢିଆ କହିଛ ଭାଇ, ଘୁଷୁରୀ କହିଲ ବହୁତ ଖୁସି ଲାଗିଲା । ସବୁ ବଡ଼ ପଣ୍ଡା ମାନେ ଲୋକଙ୍କୁ ଲୁଟୁଛନ୍ତି ଆଉ ପୋଲିସ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛି । ବହୁତ ଖୁସି ଲାଗିଲା ।

  • @simanchalsahu5801
    @simanchalsahu5801 2 роки тому +16

    ଭାଇ ଯାହା କହୁଛନ୍ତି ଠିକ କଥା କହୁଛନ୍ତି ଗଞ୍ଜାମ ଲୋକ right 💯

  • @subratswain34
    @subratswain34 3 роки тому +157

    ସେ ମଦ ପିଇଲେ ବି ସତ କହୁଚି, ପୁରୀରେ ପୋଲିସ ଆଉ ପଣ୍ଡା ଉଭୟେ ସଲାସୂତର

    • @chistopher1496
      @chistopher1496 2 роки тому

      Kintu bhagwan nku kai kahila mandira bhangidaba

    • @sairajmohapatra7702
      @sairajmohapatra7702 Рік тому +1

      Jagannath Mandir bhanga heba darkaar.

    • @narayanraghubanshi8335
      @narayanraghubanshi8335 10 місяців тому

      ​@@sairajmohapatra7702kon pai reason

    • @riki8986
      @riki8986 7 місяців тому

      ​@@sairajmohapatra7702magiaaa ta baap chauda purusa ku Hani dabu ..hata laga jagganath Prabhu ku hana khaii ba magiaa

  • @lightingseven5492
    @lightingseven5492 3 роки тому +140

    ମଦ ପିଇକି ବି ସତ କଥା କହୁଛନ୍ତି, ସାବାସ ବ୍ରହ୍ମପୁର ର ଭାଇ କୁ,ଜଗନ୍ନାଥ ହିଁ ସତ ଦେଖେଇଲେ ଆଜି, ମନ୍ଦିର ର ସତ୍ୟତା ଏହା |

    • @munimunirom886
      @munimunirom886 3 роки тому +1

      Se berhampur ra nai hinjili ra

    • @lightingseven5492
      @lightingseven5492 3 роки тому +1

      @@munimunirom886 ok କିନ୍ତୁ ମେଡମ୍ ସେ "ମୁଁ ବ୍ରହ୍ମପୁର ହିଞ୍ଜିଳିକାଟୁ" ର ବୋଲି କହିଲେ

    • @bikrampatra7501
      @bikrampatra7501 3 роки тому

      👍

  • @debasisvlog3964
    @debasisvlog3964 3 роки тому +327

    ମଦ ପିଲେବି ସତ୍ କହୁଛି !! ଶେ ୧୦୦% ଠିକ୍ kahichhi

  • @rajeshpradhani6570
    @rajeshpradhani6570 3 роки тому +19

    କିଛି ସେବାୟତ ଅଛନ୍ତି ଭକ୍ତ ମାନଙ୍କୁ ବହୁତ ଖରାପ ବିୟବହାର କରୁଛନ୍ତି ଏହାକୁ ଟିକେ ମନ୍ଦିର ପ୍ରଶାସନ ଧିୟାନ ଦେବା ଦରକାର୍

  • @sanatandas2951
    @sanatandas2951 3 роки тому +147

    ଭାଇ ମଦ ତ ପିଉଛନ୍ତି ସତ ଏଟା ତାଙ୍କ ଭୂଲ୍ କିନ୍ତୁ ଯାହା ଜଣା ପଡ଼ୁଛି ତାଙ୍କ ଠାରୁ ଟଙ୍କା ନେଇକି ପ୍ରସାଦ ଦେଇ ନାହାନ୍ତି ଏଇଟା ଭି ଭୁଲ୍ ତାଙ୍କୁ ଯଦି ପ୍ରସାଦ ଦେଇ ଥାନ୍ତେ ତାହାହେଲେ ଏତେ ପାଲା ହେଇ ନଥାନ୍ତା।

  • @lalitmohan1110
    @lalitmohan1110 3 роки тому +161

    ଆରେ, ତା ମୋବାଇଲ ଦେଇଦିଅ !!ଚୋର ଗୁଡାକ ପୋଲିସ ଓ ପଣ୍ଡା

  • @jharanachandanvlog
    @jharanachandanvlog 3 роки тому +113

    ଥାନ ଭିତରେ କଣ ହବ ଦେଖେଇବ କଉଟା ଶତ ଆଉ ମିଛ ଜଣାପଡିବ ମିଡ଼ିଆ ଭାଇମାନେ

  • @sarojsamalsehwag8654
    @sarojsamalsehwag8654 3 роки тому +109

    I am From Cuttack... Salute You Ganjam ଭାଇ...
    ମାଘୀଆ... ପୁରୀରେ ବହୁତ୍ ଅତ୍ୟାଚାର କରୁଛନ୍ତି ପ୍ରଶାସନ ଅାଖିରେ କଣ ବାଣ୍ଡ ମଡାହେଇଛି...?

    • @debashispattanaik5591
      @debashispattanaik5591 2 роки тому +1

      Bhai Nija Bhasa Sanjata Kara........Tapare Bichara kariba

    • @sarojsamalsehwag8654
      @sarojsamalsehwag8654 2 роки тому +1

      @@debashispattanaik5591 Hm.. Bhai Sorry Mu Kichhi Nana Mananku Kahuchi Bhai Bahut Atyachar Karuchanti Bhai... Puri Ta Bhai Ama Odisa Kn pura Pruthibire Prasidha

    • @abhishekdash9723
      @abhishekdash9723 2 роки тому

      Aire munha sabhaliki katha barta Kare
      Ame manuchu bhul boli
      Ta boli drink kari amiti kahiba thik
      Amiti pathara mariki deula bhangidaba madua
      Dianku darshana karibaku mada piki asichi

    • @babunabiswal
      @babunabiswal 2 роки тому

      Bhai bhasa thik kar nahele puri kn dekheidabu .nije thik ruha tapare kahiba

    • @sarojsamalsehwag8654
      @sarojsamalsehwag8654 2 роки тому

      @@babunabiswal A Bhai Mu Ethi Pura Puri Lokon ku Kahuni Bhai... Kichhi Puri ra Nana Au Kichhi Lokonku Kahuchi jie Bahara Lokonku Hairan karuchanti...
      Au Bhai Puri re Moro Sanga Mane Bi Achhanti Puri re Biswa Prasidha SRI JAGANNATH Bi Achhanti Mu Kain Bhai Puri ra sabu Lokonku Kahibi...
      Au Tame Jou Kahila Bhasa Thik Kara Puri Kn Dekheidabu...
      Bhai Ethi Ae Katha Kahibara Karana TK Kahipariba ???

  • @mohansahoo3410
    @mohansahoo3410 3 роки тому +118

    ପ୍ରଶାସନ ଏବେ ଦଲାଲ୍ ହୋଇ ଯାଇଛି ତେଣୁ ଉପଯୁକ୍ତ ନ୍ୟାୟ ମିଳୁନି ଜୋରଯାର ମୁଲକ ତାର୍

  • @Milan51655
    @Milan51655 3 роки тому +60

    ପୋଲିସ କେବଳ ମଦ ପିଛି ବୋଲି କହୁଛି ସେ ପଣ୍ଡା କୁ କାହିଁକି କିଛି କହୁନାହିଁ l ଏହା ହେଉଛି ପୋଲିସ ର କର୍ତ୍ତବ୍ୟ

  • @Mrpapun-lb8wd
    @Mrpapun-lb8wd 3 роки тому +48

    ଠାକୁର ଙ୍କ ନାମ ରେ ପୁରୋହିତ ମାନେ ବହୁତ୍ ଖରାପ କାମ କରୁଛନ୍ତି।

  • @madhusudanpanda6325
    @madhusudanpanda6325 2 роки тому +53

    Most important point raised by this respected devote is, "ତମେ ମନ୍ଦିର ପାଖରେ ମଦ କଣ ପାଇଁ ବିକୁଚ?", "ସେବାୟତ ଙ୍କ ଭକ୍ତ ଙ୍କ ଉପରେ ଅତ୍ୟାଚାର", ପ୍ରଶାସନ ର ଦୁର୍ନୀତି,...........

  • @firozokhan6189
    @firozokhan6189 3 роки тому +351

    ନବୀନ ପଟ୍ଟନାୟକ ମଦ ଦୋକାନ ଖୋଲିଛ ମଦ ପିଇ ମାତାଲ ହେଲେ କଣ ଛୋଡି ହୋଇ ଗଲା

  • @dibya63
    @dibya63 3 роки тому +264

    ଭାଇ ମଦ ପିଲେ ବି 100% ଠିକ କହିଛନ୍ତି, ସେ ଶଳା ସେବାୟତ sure misbihave କରିଥିବେ

  • @AKVisionLtd
    @AKVisionLtd 3 роки тому +46

    ସେଇ ଲୋକ ମଦ ପିଇଛି ସତ ଭାଷା ବି ଖରାପ କରିକି କହିଛି ସେଇଟା ବି ଭୁଲ କିନ୍ତୁ ସେ ଯାହା ବି କିଛି ଅଭିଯୋଗ କରିଛି ସବୁ ସତ । ପୁରୀ ର କିଛି ସେବାୟତ ଲୋକ ମାନଙ୍କୁ ଲୁଟ୍ କରୁଛନ୍ତି

  • @somanathbeheraart
    @somanathbeheraart 3 роки тому +12

    ଯିଏ ପ୍ରକୃତ ଦୋଷୀ ତାକୁ ଦଣ୍ଡ ଦିଆଯାଉ ଭାଇ ଆମର ପୁରା ନିର୍ଦୋଷ

  • @banabasipradhan1170
    @banabasipradhan1170 3 роки тому +921

    ପୁରୀ ଶ୍ରୀମନ୍ଦିର ର ସେବାୟତ ଙ୍କୁ ଅନୁରୋଧ କି ସାଧାରଣ ଲୋକଙ୍କୁ ବ୍ୟବହାର ଠିକ କରନ୍ତୁ

  • @jhansiranisahoo7084
    @jhansiranisahoo7084 3 роки тому +41

    ପୋଲିସ ବାଲାଙ୍କୁ ମାଡ ଦରକାର କାରଣ ଶେଯେଉଁ ଲୋକଟା ପଣ୍ଡା ମାନଙ୍କ କଥା କହୁଛନ୍ତି କାଇଁ ସେପଣ୍ଡା କଣ ବ୍ୟବହାର ଖରାପ କରିଛି ସେକଥା ତ ସିସିଟିଭି କ୍ୟାମରା ରେ ବାହାରିଥିବା ତାକୁ ଦେଖୁନାହାନ୍ତି ଖାଲି ସେଇଲୋକଟାକୁ ପଚାରୁଛନ୍ତି

  • @rajakumarpanda6709
    @rajakumarpanda6709 3 роки тому +57

    ସେ ଲୋକଟି ସମ୍ପୂର୍ଣ୍ଣ ସତ କଥା କହୁଛି।ଖାଲି ମଦ piechi ବୋଲି କେହି ବିଶ୍ବାସ କରୁନାହାଁନ୍ତି ତା କଥା

  • @manoranjanpattnaik5554
    @manoranjanpattnaik5554 2 роки тому +10

    ପାଗଳ ଭକ୍ତର ପ୍ରଳାପ ।ବିଶ୍ଵାସ ରେ ବିଷ । ମନ୍ଦିର ମାନଙ୍କରେ ବେପାର । ଓଡ଼ିଶାରେ ନବୀନ ଶାସନ । ହିଞ୍ଜିଳି ର ମାନ ।

  • @royalcreation8845
    @royalcreation8845 3 роки тому +166

    ତାକୁ ସେତିକି କଷ୍ଟ ହେଇଛି।
    ତା ମୋବାଇଲ କାହିଁ ନେଇଛ ଚୋର କି ତମେ , ତା ସହ କଣ ହେଇଛି ଭଲସେ ବୁଝ , ମଦ ପିକି ମିଛ କୁହେନି କିଏ ତାକୁ ବାଡିଆ ବାଡ଼ି କାହିଁ କରୁଛ ପୋକ ଉଠୁଛି କି

    • @himansusekharsahu1535
      @himansusekharsahu1535 3 роки тому +9

      ଆରେ ଭାଇ ପୁରୀ ସେବାୟତ ମାନେ ହିଁ ଓଡ଼ିଶାର ପ୍ରକୃତ ଚୋର

    • @bulupradhan-qj3mn
      @bulupradhan-qj3mn 3 роки тому +4

      Puri loko t chhoro

    • @puja6903
      @puja6903 3 роки тому +1

      Thik katha kahuchanti...se pi nahanti a puri sebayata nka katha kahaku au ajana je ...loka nka pakhare Paisa thile darshan miluchi....mu gote mandira jaithili andhrapradesh re devi Durga nkara sethi aame sabu jagare paisa dei dei darshan pailu mote a tiki lagila vagaban Mandira re khali dhani loka pain...gote gariba budha te gale ta Sethi a te dara sidhi free re jiba pai...paisa dele alpa sidhi seta b 500 re alpa 300 re au tk adhika au free sidhi pura bahut bata aame darshan kariki sabu jagare tickets kari kari 2 jana ku 700 khande lagithila.....Dhanya ho prabhu....tamku darsan pai paisa thiba darkar🙏

  • @riteshbal8292
    @riteshbal8292 3 роки тому +139

    ଓଡ଼ିଶାର ନମ୍ବର 1 ଚାନେଲ ବୋଲୋଉଥୁବା ଓଟିଭି. ତମେ ତମର କର୍ତବ୍ୟ ଠିକ କଲନାହିଁ. ଭାଇଙ୍କୁ ଦେଖେଇଲ. କିନ୍ତୁ ଭାଇ ଆରୋପ କରୁଥିବା ଲୋକଙ୍କୁ କାହିଁକି କ୍ୟାମେରା ପକେଇଲ ନାହିଁ ??

  • @ignore2k
    @ignore2k 3 роки тому +113

    ମୋର Otv ର ରିପୋର୍ଟର ଭାଇ ମନଙ୍କୁ ଗୋଟିଏ ପ୍ରଶ୍ନ , ସେ ଲୋକଟି ଯେତେବେଳେ କହୁଚି Camera କୁ ସେମାନଙ୍କ ଉପରକୁ ଫୋକସ କରିବା ପାଇଁ, ଆପଣ ମାନେ କଣ ପାଇଁ ଦେଖାଉନାହାନ୍ତି??????

  • @pokedgeek
    @pokedgeek 2 роки тому +9

    You are not drunk man, you are just tired of this corrupted hypocrite people and system.....💔💔💔

  • @maninathsenapati6940
    @maninathsenapati6940 3 роки тому +73

    ଭାଇ ପୁରା ଠିକ୍ କହିଚୁ ପିଇ ବା ଲୋକ ର ଭୁଲ୍ ନୁହ ଯୋଉ ସରକାର ଅନୁମତି ଦେଇଛି ମଦ ପାଇଁ ଭୁଲ୍ ତାର

  • @indufurniture1385
    @indufurniture1385 3 роки тому +329

    ମୁଁ କେନ୍ଦ୍ରାପଡ଼ା ରୁ, କିନ୍ତୁ ଗଞ୍ଜାମ ପିଲାଙ୍କୁ ସେଲ୍ୟୁଟ, ମୁଁ ତୁମକୁ ସପୋର୍ଟ କରୁଛି

    • @askatoka139
      @askatoka139 3 роки тому +2

      Tq bro

    • @srinugouda6702
      @srinugouda6702 3 роки тому

      Jay kala

    • @munimunirom886
      @munimunirom886 3 роки тому +3

      Police ku khali mada dekhagala puripanda nka karnama disilani

    • @dibakarsahu6168
      @dibakarsahu6168 3 роки тому +1

      Well come bro🙏🙏

    • @indufurniture1385
      @indufurniture1385 3 роки тому +3

      @@dibakarsahu6168 ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ

  • @dolagobindadash287
    @dolagobindadash287 3 роки тому +638

    ସେ ମଦ ପାଇଛି ସିନା ହେଲେ ସତ କହୁଛି

  • @madhusudanpanda6325
    @madhusudanpanda6325 2 роки тому +10

    More power to that Man💪👍

  • @mixcontent780
    @mixcontent780 3 роки тому +107

    ମାଡ଼ମ କୁ ଆଗ ଧର,,,,ସବୁ ସତ ମିଳିବ। ଆଉ ଗୋଟେ କଥା ହେଲା ପଣ୍ଡା ବାବୁ ମାନେ ଭକ୍ତ ମାନଙ୍କୁ ଟିକେ ଭଲ ବେବହାର କରନ୍ତୁ 🙏

    • @gudumohatra4929
      @gudumohatra4929 3 роки тому

      Agyya

    • @mixcontent780
      @mixcontent780 3 роки тому

      @@gudumohatra4929 yes

    • @gudumohatra4929
      @gudumohatra4929 3 роки тому

      Bhai ama sevaka tamara sastha bodha sathi pai amuku gali karuchanti au adaka bhala nuha

    • @bookpowerofworld6194
      @bookpowerofworld6194 3 роки тому

      @@gudumohatra4929sevak Mane Jou Paisa loka Manku Lootu Chanti,
      Puri Mandira Re Bahut Lootuchanti.
      Sala Saitan Guadaka sabu Bhadra Loka Mukha re Achanti.
      Sei Jaganath mahaprabhu dekhuchanti Kie Lootuchi.Aau Kie Lootu nahin.
      Mu Puri Mandira Re Mo Parents Gote tulsi Dhanda Magibaru 120 Tanka Nela Aaau debara Na nahin.
      Sala Panda Nuhan pakhandi Chora Saitan salaku Chapal Aau chabuk mada jorse Gogacha pita Darkar.
      Gariba Manku Puri Mandira re Kichi Sevayat mane looti Nauchnati.
      Aeithipaain Sansara Re Bahut Loss Hauchi Aaau carona Sethipaain Asila.
      Khali Puri Sevayat kichi Nuhan.
      Government System Sarkar Sei type Ra Saitan Bhala Loka Mukha re Achi Kehi Ame Janipariba Nahanti.
      Gareeb Loka Nku Lootiba Thik ki?
      Kasta re Jane Jaganath mahaprabhu Nka darshan Paain Paisa Spend Kari Asiba Tike Tulasi Aaau darshan Paain.
      Taa Faida Harami Mane Nauchanti.😠😠😠😠😠😠.
      Aaau Kan Kahiba.😏😏😏😏😏😏😏
      Aaau Se loka Jaha kahuchi sata.
      Bahal Chora kahichi Sevali Panda Ku.Chapuda Marithanta Hele.
      Abhada Aniba Kahi Chuu Paisa Nei.
      Asiba Ra Naa Nahin.😠😠😠😠😠.

    • @viralvideo77777
      @viralvideo77777 2 роки тому

      Au maniba sia mota kae laguni

  • @prasantreddy3462
    @prasantreddy3462 3 роки тому +124

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଲୋକଙ୍କୁ ସଠିକ ନ୍ଯାୟ ଦିଅ,ଏଇ ଲାଚ୍ଛୁଆ ପୋଲିସ ଓ ସେବାୟତ ମାନଙ୍କୁ ଦଣ୍ଡ ବିଧାନ କର ଏହା ଆମର ଅଭିଯୋଗ ଅଟେ।

    • @bikramkeshariparida4077
      @bikramkeshariparida4077 3 роки тому +2

      ଭାଇ ପ୍ରକୃତରେ ପୁରୀ ରେ କାହାର power କାମ କରେନି।

    • @actiongaming2639
      @actiongaming2639 3 роки тому

      Please govt of Odisha stop the police torture crime and stop the Jagannath temple Puri
      everyday any problem face to public why open temple
      Please stop the temple and stop the police service save public moany

    • @priyacharandas653
      @priyacharandas653 Рік тому

      ନବୀନ ପଟ୍ଟନାୟକ ମଦ ପିଇ ମାତାଲ୍ ଏବଂ ମଦ ଦୋକାନ ଖୋଲିବାକୁ ପ୍ରୋତ୍ସାହନ ଦେଉଛି

  • @Somanath123
    @Somanath123 3 роки тому +152

    ସେ ପଣ୍ଡା ଭାବିଲା ଏ ଲୋକଟି ମଦ ପିଚି 300 ଟଙ୍କା ଚୂନ ଲଗେଇବ ବୋଲି ହେଲେ ଭାଇ ଆମର ପୁରା ର ଢ ଟୋକା😂😂😂😂

  • @janme.jayanaik2111
    @janme.jayanaik2111 3 роки тому +2

    We. Support. Ajit. Panigrahi. Bhai. Proud. Of. You

  • @sameerkeeran9679
    @sameerkeeran9679 3 роки тому +503

    ଗଞ୍ଜାମିଆ ଗୋଟିଏ ଭାଇ , ସାରା ପୋଲିସ ଦଳ ପ୍ରଶାସନ କୁ ପାଣି ପିଆଇ ଦେଉଛି ।👍 ଧନ୍ୟ ।

    • @katarhindu4199
      @katarhindu4199 3 роки тому

      Bala chodiba police ra

    • @anilsahoo4492
      @anilsahoo4492 3 роки тому +1

      Pilata jail jiba darkar

    • @kamalakantasingh2948
      @kamalakantasingh2948 3 роки тому

      Police Jodi kichhi korithanta, loko kohithante ki police janataku emiti behave koriba kotha nuhe😂😂

    • @Deep1590
      @Deep1590 3 роки тому +1

      Bala chodi police to bola ra nuha jaha ku mana taku badei daba permission asile semane tate bi gandi mari paribe

    • @smilesasmita8267
      @smilesasmita8267 3 роки тому

      Hm 😊😂

  • @adityakumarradheradhe7431
    @adityakumarradheradhe7431 3 роки тому +135

    ଭାଇ ମଦ ପିଇଛି ତ କ'ଣ ସେ ଭଲରେ ବୁଝେବାକୁ ଚେଷ୍ଟା କରୁଛି କିନ୍ତୁ ପୋଲିସ ବୁଝୁନି କାହିଁକି କ'ଣ ପୁରୀ ବୋଲି ନାଁ ତାଙ୍କ ଏରିଆ ବୋଲି ଆଇନ୍ ସମସ୍ତଙ୍କ ପାଇଁ ସମାନ 🙏 ଗଞ୍ଜାମ ଭାଇ ତମେ ଠିକ୍ କଥା କହିଛ 👍

    • @sumitrachand721
      @sumitrachand721 3 роки тому

      Police chutia

    • @dipupuja9068
      @dipupuja9068 3 роки тому

      Athire apanna ku kouthi Ganjam tama ku bhala lagila🤨🤨🏒🏒Ganjam mora bhade me giya mo dist jagatasing Pur but mu bhubaneswar re ame same ste rahu

  • @sunsunil9
    @sunsunil9 3 роки тому +132

    ପୁରୀ ପଣ୍ଡା ସଲେଙ୍କ ଚର୍ବି ଅଧିକ ହେଇଗଲାଣି ,ତେଣୁ ବ୍ୟବହାର ବି ଖରାପ ହେଇଗଲାନି।

  • @sarojkumarnaik3197
    @sarojkumarnaik3197 2 роки тому +12

    Justice for this man 🙏🙏

  • @maypadbadu1244
    @maypadbadu1244 3 роки тому +89

    ମିଡ଼ିଆ ଭାଇ ସବୁଆଡ଼େ ଦେଖୋ ଖାଲି ନିଶା ପିଚି ବୋଲି ତାକୁ ପୋଚାରୁଚ

    • @santoshsantosbarada5764
      @santoshsantosbarada5764 3 роки тому

      Helo

    • @balmikideo3596
      @balmikideo3596 3 роки тому

      Absolutely true ,puri me ful prashashan ki tana shahi wah re. Odisha sarkar!

    • @santoshsantosbarada5764
      @santoshsantosbarada5764 3 роки тому

      Gar kanuti

    • @susantamohapatrabapi4169
      @susantamohapatrabapi4169 3 роки тому

      Puri panda au Puri police nka attitude jama vala nuha...Au police kana bujhibe...
      Lokati mada piechi boli kana mada piechu boli pacharuchhanti...
      Jo chora kama karicha se katha au kahana...

    • @sahu2761
      @sahu2761 3 роки тому

      Hi

  • @gunanidhibehera4096
    @gunanidhibehera4096 3 роки тому +331

    ପୁରୀ ଗୋଟିଏ ପବିତ୍ର ସ୍ଥାନ କିନ୍ତୁ ମୂର୍ଖ ଚୋ ର ସେବାୟତ ମାନଙ୍କ ପାଇଁ । ବଦନାମ ।

  • @sashi184
    @sashi184 3 роки тому +79

    Brave person.. 👏👏
    ଏଠି ସତ କହିଲେ ଫସିବ । ପୂରୀ ବଡ ଦାଣ୍ଡରେ ଭାଇକଂର
    ସାହାସକୁ ମାନିବାକୁ ପଡିବ.....

  • @gslovetv1671
    @gslovetv1671 2 роки тому +2

    ଆରେ ଏଇଟା ପୁଲିସ ନା ଚର ବେ ସତ କ ହି ବା ଲୋକ କୁ ସାହାଯ୍ୟ କରୁନାହାନ୍ତି ତାଙ୍କ ଡିଉଟି ଆଉ କୁଆଡେ ଗଲା ଏମିତି ପୁଲିସ ବାଲା କୁ ଭଗବାନ କେବେ ତାଙ୍କ ପରିବାର କୁ ସୁଖରେ ନ ରକୁ ଜୟ ଜଗନ୍ନାଥ ,,,,,

  • @dharmendrasahoo2301
    @dharmendrasahoo2301 3 роки тому +48

    ସାମ୍ନାନୀୟ ବଡ଼ବାବୁ ମାନେ, ସେ ଲୋକର ଫୋଟୋ ନ ଦେଖେଇ ନିଜ ନିଜର ଫୋଟୋ ଟିକେ ଦେଖେଇଲେ ବହୁତ ସୁନ୍ଦର ହୁଅନ୍ତା, କାହାର ଭୁଲ ଧରାପଦନ୍ତା

  • @susantasahu3092
    @susantasahu3092 3 роки тому +115

    ଗଂଜାମ ଟୋକା salute ଭାଇ, ପୋଲିସ ମାନେ ଅନ୍ୟାୟ କରୁଛନ୍ତି, ଭଲ କୋଉଟା ଖରାପ କୋଉଟା ଜାଣିପାରୁନାହାନ୍ତି, 300 ଟଙ୍କା ଲୁଟି ନେଇ ଓଲଟା କଥା କହୁଛନ୍ତି, ପୋଲିସ କୁ ପାଠ କିଏ ପଢେଇଛି, ବହୁତ ବଦମାସ ହେଇଗଲେଣି, ଏ vedio ଦେଖି ଏମିତି ଲାଗୁଛି,

    • @gunanidhibehera4096
      @gunanidhibehera4096 3 роки тому +2

      ଭାଇ ଆମ ଓଡ଼ିଶାର ପୋଲିସ ଚା କିର କରିଛନ୍ତି । ଟଙ୍କା ରୋଜଗାର କରିବାପାଇଁ । ଯେମିତି ଉପାୟରେ ହେଉ । ଲାଞ୍ଚ ଦେଇକି କରିଛନ୍ତି । ଯେମିତି ହେଉ ସେଇ ଟଙ୍କା ମୂଳ ସୁଧ ଅସୁଲ କରିବେ । ନ୍ୟାୟ ଅନ୍ୟାୟ ବିଚାର କରିବାପାଇଁ ସମୟ ତାଙ୍କ ହାତରେ ସମୟନାହିଁ । ଚା କିର ବୟସ ସରିଗଲେ ଟଙ୍କା ମିଳିବନି । ଏମାନେ ଯୋଗି ଭିକ ମାଗିବାରେ ବାଇ । ସତକର୍ମ କରିବା ପାଇଁ ବୁଦ୍ଧି ନାହିଁ ।

    • @funwithreyansh1684
      @funwithreyansh1684 3 роки тому +2

      Tara 300 tanka 📱neichanti.. seita samadhan darkar...

    • @ranjanranjan8431
      @ranjanranjan8431 3 роки тому +2

      Sebayat& police ku sasti dia jaau

    • @anshumanparichha4754
      @anshumanparichha4754 3 роки тому

      Right

    • @opverified2952
      @opverified2952 3 роки тому

      @@funwithreyansh1684 Mobile bi neichhanti...

  • @sujitpanda5640
    @sujitpanda5640 3 роки тому +55

    ପ୍ରଥମେ ମନ୍ଦିର ପାଖରୁ ମଦ ଦୋକାନ ଉଠିବା ଦରକାର କିନ୍ତୁ ମଦୁଆ ଭାଇ ଠିକ୍ କହୁଛନ୍ତି 🧐🧐

    • @AKSAshish
      @AKSAshish 3 роки тому

      Mandir pakhare mada bikiri hauni

    • @rajivnayak4855
      @rajivnayak4855 3 роки тому

      Madua boli kahibuni

    • @sujitpanda5640
      @sujitpanda5640 3 роки тому

      @@rajivnayak4855 aau kan mahatma kahibi 😂🤣

  • @kedarachary189
    @kedarachary189 2 роки тому +1

    ପୁରୀ ରେ ପଣ୍ଡା ମାନେ ବହୁତ ଅନ୍ୟାୟ କରୁଛନ୍ତି
    ସେଥି ପାଇଁ ପ୍ରଥମେ ପଣ୍ଡା ମାନଙ୍କୁ ଠୀକ କରନ୍ତୁ
    ଆଉ ପୋଲିସ ମାନଙ୍କୁ ଅନୁରୋଧ ଉଚିତ୍ ନୀୟ
    କରନ୍ତୁ

  • @instantloanpoint3719
    @instantloanpoint3719 3 роки тому +285

    ଏଇ ଭାଇ ଠୁ ସମସ୍ତେ ଶିଖିବା ଦରକାର ଚୁପ ନ ରହି ନିଜ କଥା କହିବା ଜରୁରୀ

    • @heeralalpadhi9428
      @heeralalpadhi9428 2 роки тому +1

      ଏଇ ଗଞ୍ଜାମ ପୁଅ ର ସାହସିକତା ପାଇଁ ମୁଁ ଧନ୍ୟବାଦ ଜଣାଉଛି କାରଣ ସେ ନିଶ୍ଚୟ ଭାବରେ ରାଗରେ ସବୁ ସତ୍ କଥା କହିଛନ୍ତି।

    • @satyaodisha8591
      @satyaodisha8591 2 роки тому

      🙄 ଭାଇ ଓଷ ପକେଇଲେ ବୋଲି ସମ୍ଭବ ହେଲା ।

    • @sudhakarnayak35
      @sudhakarnayak35 2 роки тому

      @@heeralalpadhi9428 õ

    • @chitrasenpangi9295
      @chitrasenpangi9295 2 роки тому

      Right👌👌👌

    • @simanchalsahu5801
      @simanchalsahu5801 2 роки тому

      Right ଯାହା କହିଲେ ଠିକ କଥା କହିଲେ 💯

  • @kunaprasad5058
    @kunaprasad5058 3 роки тому +68

    ପ୍ରଶାସନ ଅତି ସୁନ୍ଦର ନିଷ୍ପତ୍ତି ଦୁଇ ଜଣ ଙ୍କୁ ଥାନା କୁ ନେଇ ବୁଝା ସୁଝା କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷପ।ଭାଇ ଜଣେ ମଦ୍ୟପ କି ନୁହେଁ ଜାଣିନାହିଁ କିନ୍ତୁ ତାକୁ ଆଜି କାହିଁକି ବିରୋଧ କରିବାକୁ ପଡୁଛି ଏପ୍ରତି ନିଶ୍ଚିତ ଧ୍ୟାନ ଦେବା ଦରକାର।

    • @mytr4404
      @mytr4404 3 роки тому

      ଆପଣଙ୍କ କହିବା ସୈଳି ଅତ୍ୟନ୍ତ ସୁନ୍ଦର ,ଆଜ୍ଞା !

  • @sipunkumar7650
    @sipunkumar7650 3 роки тому +44

    ଭକ୍ତ କଥାରେ ସତ୍ୟତା ଦିଶୁଛି ପ୍ରଭୁ ନ୍ୟାୟ ମିଳୁ

  • @rabindrakumarmohanty9415
    @rabindrakumarmohanty9415 2 роки тому +3

    ସେତ ଭକତ ଭାବରେ ବନ୍ଧା ରେ ସେତ ଭକତ ଜୀବନ ଧନ। ଭକତ ପାଇଁ କାଳିଆ ବଡ଼ ଦେଉଳ ବି ଭାଙ୍ଗି ଦେଇ ପାରେ।

  • @Vladimirprotein01
    @Vladimirprotein01 3 роки тому +54

    ମା*ଆ ପଣ୍ଡା ମାନଙ୍କ ପାଇଁ ଏତେ ବଡ଼ ଧର୍ମ ସ୍ଥଳ କୁ ଇଛା ଥିଲେ ବି ଯିବାକୁ ଇଛା ହଉନି

  • @chhandacharandandsena2227
    @chhandacharandandsena2227 3 роки тому +95

    Don't say drunkard. He is devote and fighting against corruption of Pujhari of Sri Mandir

  • @rourkelabiker
    @rourkelabiker 3 роки тому +233

    ପିଲାଟା ମଦ ପିଇଲେ ଭି ସତ କଥା କହୁଛି l ପୋଲିସ ସେ ସେବାୟତ କୁ କଣ ପାଇଁ support କରୁଛି ?

  • @chanducomedy2769
    @chanducomedy2769 3 роки тому +1

    ଭାଇ ବିରୋଧ କଲ ଠିକ୍ ଅଛି ହେଲେ (ପଥର ମାରି ବଡ଼ଦେଉଳ ଭାଙ୍ଗିବା )ଏକଥା କହିବା ଠିକ୍ ନୁହେଁ ଜେ ଦୋସି ତାକୁ ଧର ସେବାୟତ ହେଉ କି ପ୍ରଶାସନ 😢😢

  • @pujasahu7497
    @pujasahu7497 3 роки тому +473

    ହେ ଭଗବାନ୍ କେତେ ସାହସ ମୁଁ ବହୁତ୍ ପଶନ୍ଦ କରୁଚି ଏ ବ୍ୟକ୍ତି ଙ୍କୁ ସମସ୍ତେ ୟାଙ୍କ ଭଳି ହେବା ଦରକାର

    • @srikarsamal5311
      @srikarsamal5311 3 роки тому +11

      Yes kahiki naa a loko kahibata pura thik katha aama ganjam pila kharap nuha plz kehi kharap bhabiba katha nuha

    • @basantmajhi8193
      @basantmajhi8193 3 роки тому +3

      Good

    • @santoshsantosbarada5764
      @santoshsantosbarada5764 3 роки тому +1

      Helo

    • @sunilmandal5555
      @sunilmandal5555 3 роки тому +2

      Piz no ta dias

    • @AKSAshish
      @AKSAshish 3 роки тому +2

      @@srikarsamal5311mu puri ra ie jaha bi kahila thik kahila mandira re emiti hi hauchi

  • @jiteenkumar4708
    @jiteenkumar4708 3 роки тому +82

    ଭାଇ ଠିକ୍ କହିଛନ୍ତି
    ଆମେ ଗଞ୍ଜାମ ପିଲା କାହାକୁ ଡରି ବୁନି

    • @sumantdas3333
      @sumantdas3333 3 роки тому +5

      Bhai nkar bhul kichhi nahin , sethilagi darunahanti , aau bhul thile automatically chora hejiba .sie Ganjam heu ki india ra kothika ra heu na kanhiki .
      So emiti direct Ganjam ku signal diani, se loka lagi Khali Ganjam nuhan all Odisha proud feel karuchhanti bcoz aji parjyanta kehib pati kholunathile but sie drink karile b sie thik kahuchhanti aau police Samna re nijar hak maguchhanti .

    • @djm1519
      @djm1519 2 роки тому

      O hello d.j

  • @bipinkumarbehera8513
    @bipinkumarbehera8513 3 роки тому +52

    ମଦ ପିଇ କିନ୍ତୁ ସେ ସତ କହୁଚି ସେ ପଣ୍ଡା ତାକୁ ବୋଲି ନୁହେଁ ଯିଏ ବି ନୂଆ ଲୋକ ଯାଇଛି ସେ ବି ଏ ଭଳି ଅସୁବିଧା ଭୋଗିଚି ।

  • @ourexperiences
    @ourexperiences 2 роки тому +2

    I support this guy, he is telling the truth so bravely,,, these sebayats make the public fool & loot as well. Police should listen to this guy and do correct enquiry & return his phone.

  • @dolarambhoi4656
    @dolarambhoi4656 3 роки тому +159

    This man is true.
    Action to be taken to sevayat and panda also.

    • @dillipkumarmahakud2271
      @dillipkumarmahakud2271 3 роки тому +5

      Yes this man is Right. Please punish the puri panda choro of the Jagnath temple. Do not conceal the truth dear administration

    • @rudrajena8202
      @rudrajena8202 3 роки тому +1

      Right

    • @anilsubudhy1983
      @anilsubudhy1983 3 роки тому +1

      right

    • @funwithreyansh1684
      @funwithreyansh1684 3 роки тому

      Yes.. he is correctly saying everything.. action should be taken against that sebayat...

  • @pankajagarnayakpk6943
    @pankajagarnayakpk6943 3 роки тому +180

    ଏ ପରି ଘଟଣା ସମସ୍ତ ଙ୍କ ସହିତ ଘଟୁଛି କିନ୍ତୁ ସମସ୍ତେ ଚୁପ୍ ରହୁଛନ୍ତି। ହଁ ନା ନାହିଁ ? ଯିଏ puri ଯାଇଛ ସତ କଥା କୁହ।

    • @sathyanarayann5340
      @sathyanarayann5340 3 роки тому +1

      Thik katha.. Puri re darshak mananku byabahara thik karu nahanti

    • @RRVLOG223
      @RRVLOG223 2 роки тому +1

      ଭାଈ ଏ କଥା କଣ କହୁଛନ୍ତି ଟଙ୍କା କଥା କହୁଛି ଆପଣଙ୍କର କେହି ଶୁଣିବେନି ଶେହି କାଳିଆ ଠାକୁର ଏକମାତ୍ର ଶୁଣିବ ଦେଖିବ ପୋଲିସ ବି କଉ କାମକୁ ନୁହ

    • @tukun2893
      @tukun2893 Рік тому +1

      yes

    • @tukun2893
      @tukun2893 Рік тому

      puri re nana mane bada badia maniku tanka lutuchhnty and sadhrano loko manju bya bhara kharap koruchhnty,eita kichhu uchit nya heu

    • @ckmeatngfarmer836
      @ckmeatngfarmer836 7 місяців тому

      Yes

  • @dmitun01editing66
    @dmitun01editing66 3 роки тому +324

    ସଳା ମଦ ଦୋକାନ କଣ ପାଇଁ ଖୋଲିଛି 👺👹👺

  • @sudeeptadhal.8811
    @sudeeptadhal.8811 3 роки тому +6

    ସବୁ ଶଳା ମିଲି ଭଗତ... ଜୟ ଜଗନ୍ନାଥ 🙏🙏🙏🚩🚩🚩

  • @srikanta671
    @srikanta671 3 роки тому +65

    ମଦୁଆ ଭାଇ ଠିକ୍ କହିଛନ୍ତି

  • @gourangavlooge3158
    @gourangavlooge3158 3 роки тому +97

    ଆମେ ଜାଣିଚେ ଯେ ସେ ମଦ ପିଇଚି । ଅନୁଧ୍ଯାନକରି ତାକୁ ତାର ମୋବାଇଲ ଦେଇ ସମାଧାନ କରିଦିଅ । କାହିଁକି ଯୁକ୍ତିକରୁଚ

    • @nbstar1627
      @nbstar1627 3 роки тому +1

      Prashdada payment ta tu dabu ki re

    • @mithlesh5984
      @mithlesh5984 3 роки тому +1

      @@nbstar1627 bhai tanku prasad dia hei nahi boli se ete pati karu chanti payment ta se agaru karichanti na

    • @AKSAshish
      @AKSAshish 3 роки тому

      @@nbstar1627 Murkha Kire...??

  • @jyotilifestyle4905
    @jyotilifestyle4905 3 роки тому +42

    ପ୍ରକୃତ ଚୋର ପୁରୀ ପଣ୍ଡା ମାନେ ପଣ୍ଡା ମାନଙ୍କର ବଡ ଦେଉଳ କାହାପାଇଁ

  • @kanhapradhan5117
    @kanhapradhan5117 3 роки тому

    ଏଇଟା ହେଉଛି ଗଞ୍ଜାମ ଜିଲ୍ଲାର ପାୱାର ଟିକେ
    ଦେଖିକି ପୁରୀ ର ପଣ୍ଡା ଆଉ ପୋଲିସ ଆଉ ମିଡ଼ିଆ ବଲ୍ଲା ନହେଲେ ତମର, ହାତ, ଗୋଡ, ଆଉ ମୁଣ୍ଡ ସବୁଥିବ କିନ୍ତୁ କାମ କରୁନଥିବା ବୁଝିଲ
    ଗଞ୍ଜାମ ଟୋକା ପାୱାର👍👍👍👍👍

  • @hellohappy6535
    @hellohappy6535 3 роки тому +41

    ବେସି ଖୁସି ଲାଗିବ ଯଦି ମିଡ଼ିଆ ସେଇ ଭିଡ଼ିଓ ଦେଖେଇବ ସେ ଲୋକଟିକୁ ପୋଲିସ ଥାନା ଭିତରକୁ ନେଇ ପଣ୍ଡା ଆଉ ଲୋକଟି ମଧ୍ୟରେ ଥିବା ଅସୁବିଧା ର ସମାଧାନ କରିଛି ନା ଲୋକଟିକୁ ପିଟି କି ହାଜତରେ ଭର୍ତ୍ତି କରାଯାଇଛି।

  • @basantakumarmunda4445
    @basantakumarmunda4445 3 роки тому +155

    ମୁଁ କେନ୍ଦୁଝର ପିଲା କହୁଛି ସବୁ ପୁଲିସ ଗୁଡାକ ସରକାର ର ଛମଚା ଗୁଡାକ

    • @sirkacreation6408
      @sirkacreation6408 3 роки тому

      ହଁ ପୁରୀରେ ଆମେ ବି ସେମିତି କିଛି ଅବହେଳିତ ରେ 😭😭😭😭😭

    • @kartiksahoo711
      @kartiksahoo711 3 роки тому +1

      Good

  • @JobalertShorts
    @JobalertShorts 3 роки тому +34

    ସେ ଲୋକଟି କ'ଣ କଲା ଦେଖାଈଲ କିନ୍ତୁ ନିରିହ ଲୋକଟି ପାଇଁ ପ୍ରଶାସନ କ'ଣ କଲା ଦେଖାଈଲ ନାହିଁ କାହିଁକି? କ'ଣ ନ୍ୟାୟ ପାଇଲା?

  • @taramohapatra333
    @taramohapatra333 2 роки тому +8

    Making a person feel humiliated in front of others doesn't make you officials. Treat them properly unless you are not an officials

  • @arunaswain7060
    @arunaswain7060 3 роки тому +20

    ମଦୁଆ ଭାଇ ଧନ୍ୟବାଦ ତମର ସାହାସ ପୁରୀ ପୁଜଳିକୁ ଠିକ୍ ବେବାର କରନ୍ତୁ

  • @santoshjena6843
    @santoshjena6843 3 роки тому +35

    ଭାଇ ତମେ ଠୀକ୍ କଥା କହୁଚ lଏମାନଙ୍କ ପାଖରେ ନ୍ୟାୟ ନାହିଁ l ଧନ୍ୟ ତମ ମଣିଷ ପଣିଆ l

  • @ballavnaik1099
    @ballavnaik1099 3 роки тому +34

    ମଦ ପିଇବା ପରେ ଭୁଲ୍ କରୁଛନ୍ତି , ତେବେ ଏଇ ବେହିଆ ସରକାର କ'ଣ ପାଇଁ ମଦ କାଉଣ୍ଟର ଖୋଲୁଛି।

    • @adityananda1218
      @adityananda1218 3 роки тому

      Mada piba band hele counter ape band hei jiba

  • @maatarinistudio
    @maatarinistudio 3 роки тому

    ପୂଣ୍ୟ ମହୋଦଧି କୂଳେ ,କଳ୍ପବଟ ଛାଇ ତଳେ ,ଶାନ୍ତି ର ତପୋବନ ଏହି ଓଡିଶା ଭୂଇଁ ,କିନ୍ତୁ ଏହି ସେବାୟତ ମାନଙ୍କ ପାଇଁ ଓଡିଶା ର ନାମ ଖରାପ ହେଉଛି ,ହେ ପ୍ରଭୁ ଜଗନ୍ନାଥ ଏ ସେବାୟତ ମାନଙ୍କୁ ଟିକେ ସଦବୁଧୀ ଦିଅ,💐💐💐ଜୟ ଜଗନ୍ନାଥ💐💐💐

  • @Army.549
    @Army.549 3 роки тому +12

    ଗଞ୍ଜାମ ଟୋକା ଷଣ୍ଢ ଟୋକା 👍🏻 ଯେଉଁ ମାନେ ଗଞ୍ଜାମ ରୁ ଦେଖୁଛ ଗୋଟିଏ ଲାଇକ୍ 👍🏻 କର ଯେଉଁ ମାନେ ଭାଇ କଥା ଏକ ମତ ସେମାନେ କେମେଣ୍ଟ କର 🙏🏻🙏🏻🙏🏻🙏🏻

  • @purbeshswain2126
    @purbeshswain2126 3 роки тому +31

    ଦୋଷୀ କୁ ଲୁଚେଇଦାଉଛ ।। ନିର୍ଦ୍ଧୋଷୀ କୁ କ୍ୟାମେରା ରେ ଦେଖୁଛ ? ଛି ଛି 🤮 RIP true media

  • @paramanandabehera8403
    @paramanandabehera8403 3 роки тому +80

    ଲୋକଟିର ସମ୍ୟାସ ଜାଣିବାକୁ ଅଧିକାରୀ ମାନେ ଇଛା କରୁନାହାନ୍ତି
    ଲୋକ ଠିକ ଯୁକ୍ତି ତ କରୁଛି

  • @sweetniniseth410
    @sweetniniseth410 2 роки тому +1

    This person is right
    Anybody can face this type of problem in puri jaganath temple

  • @benumahakud7310
    @benumahakud7310 3 роки тому +43

    ବହୁତ ସୁନ୍ଦର ପୁଲିସ କୁ ଠିକ୍ କଥା କହିଛ ସେମାନେ ବଡ଼ ଲୋକ ମାନେ ରେ ଭାଇ

  • @myliferosmitakumar9787
    @myliferosmitakumar9787 3 роки тому +41

    ଏ ମାହିଗିହା ମେଡିଆ ବାଲ୍ଲା ସେ ପଲିସ୍ ରାନ୍ଡୀ ବିହା ମେଡମ୍ ଗେହୀଁବାଠା ଦେଈଛିକି କେମାରାରେ ଦେକାଈନ

  • @RMRINDIA
    @RMRINDIA 3 роки тому +32

    ଏଥିରେ ସିଧା ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଏଠାରେ ପୋଲିସ୍ ହିଁ ଭୁଲ କହୁଛି

  • @Chir4g
    @Chir4g 2 роки тому +1

    ମଦ ରାଜସ୍ବ ଟଙ୍କା ରେ ମନ୍ଦିର କାମ କରୁଛ ,ମଦ ବିକ୍ରି କରି କେତେ ଘର ବରବାଦ କରୁଛ ସେତେବେଳେ ଭଗବାନ ‌ଅସନ୍ତୁଷ୍ଟ ହେଉ ନାହାନ୍ତି ,ମଦ ପିଇ ଶ୍ରଦ୍ଧା ରେ ଭଗବାନ୍ ଦର୍ଶନ କଲେ ଏ ସଳା ଲୁଟି ଖିଆ ସେବାୟତଙ୍କୁ ,ସରକାରୀ ବର୍ଦୀ ବାଲାଙ୍କୁ ବିଛୁଆତି ଲାଗୁଛି, ସଳା କୋଉ ପୁରାଣ ବର୍ଣ୍ଣନା କରାଯାଇଛି ୧୦ ପରିବାର ୧୦ମାଁ କୋଳ ଶୂନ୍ୟ କରିବ ୧ଟିଏ ପରିବାର ପୋଷିବ,ସବୁ ନାଟ ସରକାରଙ୍କ

  • @martinbird7825
    @martinbird7825 3 роки тому +250

    Officers and OTV media are not showing the culprits face , Only that man's face, Why? Because he is a common man.

  • @akashbiswal3418
    @akashbiswal3418 3 роки тому +44

    ତମ ମାଘିଆ ମାନକ ପାଇଁ ପ୍ରଭୁ ଆଉ ଏ ସଂସାର ରେ ନାହାନ୍ତି ପୋଲିସ୍ ନା ମୋ ବାଳ ଏମାନେ

  • @tripuraribehera8679
    @tripuraribehera8679 3 роки тому +32

    ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କଣ ଅଛି?
    ଜଦି ସତ୍ଯ କୁ ଉଦଯାପିତ କରିପାରୁନାହିଁ?
    ଏହା ଥାଇ କି ଲାଭ?

  • @tiluparida8812
    @tiluparida8812 3 роки тому +1

    Katikia khati khia☺
    Bhadrikia chora😁
    Jaja puria tautaria 😇
    Ganjamia hero 😎😎😎🔥🔥🔥