Rourkela Youth Allegedly Establishes Sexual Relationship With Bhubaneswar Girl On Marriage Pretext

Поділитися
Вставка
  • Опубліковано 18 гру 2024

КОМЕНТАРІ • 2,6 тис.

  • @guruprasadmohapatra1569
    @guruprasadmohapatra1569 3 роки тому +739

    Media kn karuchi mu Jani paruni....
    Jhia ra face blur heichi... But pua ra face kanhiki nuhan.... Pua mananka ra society re kichi izzat nai ki.... Jadi allegations micha hela... Kn haba
    Jhia mane se sabubele thik.... Tame media wala ta nije gote judge au....

  • @dcivilengineersworld84
    @dcivilengineersworld84 3 роки тому +494

    ପୁଅ ପିଲା ର ଭି ସମାଜରେ ଇଜ୍ଜତ ଅଛି ତେଣୁ ଝିଅ ର ମୁହଁ କୁ ଯଦି ଦେଖା ଯାଉନି ପୁଅ ର ଭି ମୁହଁ ଦେଖା ଯିବା କଥା ନୁହଁ ଏଇଟା ପୁଅ ଜାତି ପ୍ରତି ଅପମାନ

    • @sidhantabehera6875
      @sidhantabehera6875 3 роки тому +16

      ପୁଅର କଥା କୁ ବି ରେକର୍ଡ କରାଯାଉଛି କିନ୍ତୁ ଝିଅର କଥା କୁ ପ୍ରାଧାନ୍ୟ ଦିଆଯାଉଛି ଏ ମେଡିଆ ସତରେ ଏଇ ଅଭିନବ ପ୍ରୟାସ ଜାରି ରହୁ ଏହା କିନ୍ତୁ ଆଇନ ବିରୋଧ

    • @rakeshjatta9215
      @rakeshjatta9215 3 роки тому +3

      Right bro

    • @deepakkubehera8180
      @deepakkubehera8180 3 роки тому +9

      Mg media loka

    • @anurag5768
      @anurag5768 3 роки тому +4

      Media wala hauchani....pakka harami sala

    • @rupdhartandi1116
      @rupdhartandi1116 3 роки тому +1

      Right bhai

  • @rasmi_ranjan_jally
    @rasmi_ranjan_jally 3 роки тому +171

    ତମେ ସେ ଝିଅର ମୁହଁ କୁ ପରଦା ଅଢୁଆଳରେ ରଖିଛ ପୁଅର ମୁହଁ କୁ ଦେଖାଇଛ ତାର ମାନେ ପୁଅ ହିଁ ଭୁଲ୍ ଝିଅ ଠିକ ରେ ଅଛି। ବାଃ ବାଃ ତମ ନିରପେକ୍ଷତା କୁ 🙏🏻

    • @allodisha3021
      @allodisha3021 3 роки тому

      Right 👍

    • @MissOD59
      @MissOD59 3 роки тому +4

      Hn thik kotha, sabubale puo hin khorap nuhe

    • @maahatarandha5735
      @maahatarandha5735 3 роки тому +3

      Right

    • @niharranjanmeher4989
      @niharranjanmeher4989 3 роки тому +1

      Nai bhai.. media mananku janina ki...jiea dosi or crime kare tara muha ku lucha jae,jiea bhul kariki kain lucha jiba,so sae ghea ra face ku blurred kara hai6i

    • @niharranjanmeher4989
      @niharranjanmeher4989 3 роки тому

      @Barsha barsha u r right sister🙏

  • @bikashnayak6543
    @bikashnayak6543 3 роки тому +47

    ଏମିକା ଲୋକ ପାଇଁ ଆଜି love ନା' ଖରାପ । ସେ ଝିଅ ବାହାହୋଇକି ତାର ଗୋଟେ ଛୁଟ ଛୁଆ ଥାଇକି ଆଉ ଗୋଟେ ପୁଅ ସହ ଏମିତି କଣ ହଉଛି

  • @debasishnanda5453
    @debasishnanda5453 3 роки тому +165

    ଝିଅ ମୁହଁ କୁ ଝାପ୍ସା କାହିଁକି କରୁଛ ? ଖାଲି ତାରି ଇଯତ ଅଛି ପୁଅ ର ନାହିଁ ?

  • @binayabehera2389
    @binayabehera2389 3 роки тому +70

    ଝିଅ family କରିକି ଆଉ ଜଣକୁ ପ୍ରେମ କରିବା ଭୁଲ. ଝିଅ ର ଭୁଲ ଅଛି

  • @mastertrick6795
    @mastertrick6795 3 роки тому +610

    ସୁରନନା କୁଆଡେ ଗଲ.. ଏଠି ଏମାନେ ରମ୍ପାରମ୍ପି ହେଇଗଲେଣି..ଜଲଦି ଆସ ହୋ😂😂

  • @MadhabMotivation
    @MadhabMotivation 3 роки тому +367

    ବିଚରା ପ୍ରେମିକର ଏପରି ଅବସ୍ଥା , ବିବାହ କରିଥିବା ସ୍ବାମୀଟିର ଦୈନନ୍ଦିନ ଅବସ୍ଥା କ'ଣ ଯେ ହେଉନଥିବ ।😂😂😂

  • @parthasarathipattnaik5548
    @parthasarathipattnaik5548 3 роки тому +76

    Boy Is Really Handling The Media Nicely & Calmly....

  • @premanandswain3211
    @premanandswain3211 3 роки тому +49

    How a married lady can go for 2nd marriage with out divorce with the first husband? so it means this lady is character less.

  • @jagu1038
    @jagu1038 3 роки тому +55

    ପାଠ ପଢୁନ ବେ,ଲାଭ ଅଛି।
    ରମ୍ପା ରମ୍ପି କ'ଣ ପାଇଁ ହଉଛ?

  • @MoPrabhuJagannatha.-_1
    @MoPrabhuJagannatha.-_1 3 роки тому +315

    ଲଜ୍ଜା ଟିକେ ନାହିଁ ତମକୁ
    ନିଜ ସ୍ବାମୀ ଛାଡିକି ଛି ଛି ଛି
    ଆ ଥୂ

    • @soumyaranjanbehera6758
      @soumyaranjanbehera6758 3 роки тому

      Sura..

    • @anilacharya8253
      @anilacharya8253 3 роки тому +12

      Lajya kn pae pua kn Jani ni se jhia marriage karichi buli ta pare b bhala paela se au jhia ku kahiki lajya

    • @meenatipal30
      @meenatipal30 3 роки тому +8

      Thk kahucha bhai se pua kana jani ni se jhia mrg boli....sabu sei pua ra dosa

    • @ifs6087
      @ifs6087 3 роки тому +2

      Pua kale vala na jhia kale kharap

    • @RajeshSharma-fc8mk
      @RajeshSharma-fc8mk 3 роки тому +2

      2 janaka bhul

  • @dibyakumar885
    @dibyakumar885 3 роки тому +52

    ବୁଝି ବିଚାରି କାର୍ଯ୍ୟ ନକରି କେବଳ କାମ ଓ ଆକର୍ଷଣର ବଶବର୍ତ୍ତୀ ହୋଇ ସଂପର୍କ ରଖିଲେ ଶେଷରେ ତାର ପରିଣତି ଏହାହିଁ ହୋଇଥାଏ ।

  • @sajendramari6588
    @sajendramari6588 3 роки тому +22

    ବାଳ ନାଁ.. ଝିଅ କୁ ଲାଜ ନାହିଁ ତାର ସ୍ୱାମି ଅଛି ତାର ସ୍ୱାମୀ ତାଇ କଣ ପାଇଁ ଅନ୍ୟ ଜଣକୁ ତେରେ ପେଥେ..

  • @Tv9odisha1
    @Tv9odisha1 3 роки тому +67

    ସବୁ love case ରେ କଣ ପୁଅ ଦାୟୀ ଝିଅର କିଛି ଦୋଷ ନାହିଁ,,,,,ପ୍ରେମ କହିଲେ ପୁଅ କୁ ବୁଝାଏ,,,,,,

    • @munabehera821
      @munabehera821 3 роки тому +1

      👍👍👍

    • @kumarsidharth2575
      @kumarsidharth2575 3 роки тому +1

      ଏ ଦାରୀ ମାନେ ପିଲା ଖାଇଲା ବେଳେ ଭାରି ମଜା ଲାଗୁଚି ଏ ମାନଙ୍କୁ

    • @beezy2006
      @beezy2006 2 роки тому

      U r wrong sir amiti nuhain jhia ku bhi same nazar re dekha

    • @Xxxlgey
      @Xxxlgey Рік тому

      ଅଧିକାଂଶ ଥର ତ ପୁଅମାନେ ହିଁ ଧୋକା ଦେଇ ଥାଆନ୍ତି, ପ୍ରେଗ୍ନେଣ୍ଟ୍ କରି ଛାଡ଼ି ଦେବେ, ବାହା ହେବେନି.. 😠

  • @rinklebiswal806
    @rinklebiswal806 3 роки тому +228

    All men are not guilty and all women are not innocent.......🙏🙏🙏🙏

    • @jayaprakash4006
      @jayaprakash4006 3 роки тому +2

      True sister

    • @deepakjena2897
      @deepakjena2897 3 роки тому +3

      Hello sis... News ta bhalase suna.. Tankara agaru commitment hoithila je... Love karibe... Marriage karibeni boli se agaru mana karuthila
      ..ta abe a drama kn pain

    • @jayaprakash4006
      @jayaprakash4006 3 роки тому +2

      @@deepakjena2897 sorry brother sister comments ta tike valake padha.

    • @SOUMYA768
      @SOUMYA768 3 роки тому +1

      First time I like this comment

    • @sradha_sm
      @sradha_sm 3 роки тому +1

      👌

  • @GPurusottam369
    @GPurusottam369 3 роки тому +65

    ପୁଅ ମନାକରିଥିଲା ବାହାଘର ହେବାକୁ, ଘରଲୋକ ବାରଣ କରିଥିଲେ ସେ ପୁଅ ସହିତ ମିଶିବାପାଇଁ । ତାପରେ ବି ଝିଅ ସେ ପୁଅ ପାଖକୁ ଯାଉଥିଲା। ଝିଅ ର ଭୁଲ ଥିଲା ଭଳି ମନେହେଉଛି।

  • @krantikumar8671
    @krantikumar8671 3 роки тому +326

    Media ବାଳାଙ୍କୁ ଅନୁରୋଧ ଏମାନଙ୍କ ବିବାହ କୁ ଯିବେ 😂😂

  • @jyotiprakash369
    @jyotiprakash369 3 роки тому +16

    A request. If you are blurring the face of the girl, please be sensible enough to blur the face of that guy too. Please treat them as humans before classifying them as boys and girls.

  • @chandankumarpradhan6007
    @chandankumarpradhan6007 3 роки тому +9

    ଆଜିକାଲି ପୁରୁଷ ଅବଳା ଦୁର୍ବଳା ତାଙ୍କ ପାଇଁ କହି ନାହାନ୍ତି କିନ୍ତୁ ମିଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଝିଅ ଙ୍କୁ face କୁ ଦେଖୁ ନାହାନ୍ତି କିନ୍ତୁ ପୁଅ ର face କୁ ଦେଖାନ୍ତୁ ନାହିଁ

  • @CreationOdia1234
    @CreationOdia1234 3 роки тому +35

    ବାହା ହେଲେ ବି ଭଲ ସମ୍ପର୍କ ରହିବନାହିଁ କେବେବି ସବୁବେଳେ ଝଗଡ଼ା ଲାଗିବେ ମାନସିକ ଚାପ ବଢ଼ିବ last କୁ divorce ହେବ ନହେଲେ ମାନସିକ ଚାପ ବଢ଼ିବ ଯାହା ଫଳରେ କିଛି ବି ଖରାପ୍ ହେବ

  • @P9388U
    @P9388U 3 роки тому +50

    😆😆😆ତମେ ଦି ଜଣ ସୁର ଭାଇ ପାଖକୁ ଯାଅ...ସେ ପ୍ରେମର ଘର୍ଷଣ ନିୟମ ଟିକେ ଭଲକି ବୁଝେଇ ଦେବେ...ତାପରେ ତ ଖାଲି ଖନ ଖନ ଆଉ 😂😂😂

  • @MoPrabhuJagannatha.-_1
    @MoPrabhuJagannatha.-_1 3 роки тому +55

    Ye bhali sanskara, କଳିଯୁଗ ରେ ହିଁ ଦେଖିବାକୁ ମିଳେ,
    ଆମ ଭଳି ଭାଗ୍ୟବାନ କେହି ନାହାନ୍ତି,
    ଆମେ ୟେ ସବୁ ଦେଖିକି ଭଗ୍ୟବନ୍ ମନେକରୁଛୁ 👍👌👌

    • @somu-bk1sq
      @somu-bk1sq 3 роки тому +2

      Janoka interest nhi.. jorjabardust rahile kichi b labho nhi...bholo paeboni se..puni ta character jouvali anek jhio Saha gopibo...ta Thu better au kou puo Ku baha heiki bholre rahitganty..faltu re izzat poduchi nijo family ro

    • @sunilbarik2495
      @sunilbarik2495 3 роки тому

      @@somu-bk1sq pyar ka side effect...... They are soul mate(at least she thinks)

    • @sunilbarik2495
      @sunilbarik2495 3 роки тому

      @@somu-bk1sq nahh... She should stick with him or remain single forever... ........ Kripaya Kisi aur ka jindegi barbad na kare........ Ghayal sherni aur pyar main dhoka khaya hua byakti bahut hi khatarnak hote hain...

  • @rinkypatnaik1990
    @rinkypatnaik1990 3 роки тому +15

    Baap ra baap this is extra marital affair..shez having a kid and d way shez behaving..hillarious😂

  • @soumyaprakashsahoo4120
    @soumyaprakashsahoo4120 3 роки тому +21

    Otv be like
    Wife having intimate relationship with other man: supporting the wife.
    Husband having intimate relationship with other man: supporting the wife.
    Hippocrisy ki v sima hoti he bhai

  • @hellohappy6535
    @hellohappy6535 3 роки тому +56

    ଓଟିଭି ର ଏକତରଫା ପ୍ରେମ ଯୋଉ ଦେଖାଉଛ ମତେ ଲାଗୁଛି ଝିଅ ବିଜେପି ର ବୋଲି ତାର ମୁହଁ ଲୁଚାଉଛ ଆଉ ପୁଅ ବିଜେଡି ବୋଲି ତାର ମୁହଁ ଦେଖାଉଛ।

    • @arunkumarmohanty6292
      @arunkumarmohanty6292 3 роки тому +6

      ମାନେ ବିଜେପି କନିଆଁ କୁ ବିଜେଡି ବର,
      ପୁନେଇଁ ଜହ୍ନ ପରି ଲାଲ ସିନ୍ଦୁର !!!
      😀😀😀

    • @Sushantapradhan-ms1ii
      @Sushantapradhan-ms1ii 3 роки тому +2

      😄😄😄

    • @deepexplore6557
      @deepexplore6557 3 роки тому +2

      😂😂😂👍

    • @mrperfect3680
      @mrperfect3680 3 роки тому +2

      @@arunkumarmohanty6292 bhai aame Congress party Bhoji khaibu only 😁😁😁😁😄😄😄😄

    • @arunkumarmohanty6292
      @arunkumarmohanty6292 3 роки тому +1

      @@mrperfect3680 ବାହାଘର ଭୋଜି ନା ଏକୋଇଶିଆ ଭୋଜି?

  • @_bijay__07_32
    @_bijay__07_32 3 роки тому +35

    ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବ
    ରାତି ହୋଇଛି ମାନେ ସକାଳ ନିଶ୍ଚୟ ହେବ
    ବାସ୍ ଟିକିଏ ଧର୍ଯ୍ୟ ଆଉ ଟିକେ ଅପେକ୍ଷା ଆବଶ୍ୟକ।
    "ଜୟ ଜଗନ୍ନାଥ"

  • @loveyouodisha6354
    @loveyouodisha6354 3 роки тому +43

    ଝିଅ ଟିର ମୁହଁ କୁ cover କଲେ, ମାତ୍ର ପୁଅଟିର ମୁହଁ କାହିଁକି cover କଲେନି?

  • @nkproduction1350
    @nkproduction1350 3 роки тому +15

    ଓଟିଭି ଖାଲି ବୈଜୟନ୍ତ ବାବୁଙ୍କ ଫଟୋ ଦେଖାଇଲେ ଯେ ଜାଗି ମ୍ୟାମ୍ ଙ୍କ ଫଟୋ ବି ଦେଖାନ୍ତୁ
    # ସତ୍ୟ ବନାମ ବାସ୍ତବତା 😂😂😂

  • @gopaldas7509
    @gopaldas7509 3 роки тому +14

    Please bless both of them so they will leave peacefully in life 🙏

  • @mr.dibyaranjan13
    @mr.dibyaranjan13 3 роки тому +84

    ଆଲୋ ମା' ତୁ ରଜନିତୀ କରିବୁ ଲୋ😀😀
    ସେ ପୁଅ ଟା କହିଦେଲା ବୋଲି ତୁ,ତୋ ସ୍ଵାମୀ କୁ ଛାଡି ଦେବୁ, ଏ କି ନ୍ୟାଅ ତୋର 🤗🤗

  • @abhisekpradhan8896
    @abhisekpradhan8896 3 роки тому +297

    ଗୋଟେ ଘରେ ପୁରେଇ ଦିଅ ଏମାନଙ୍କୁ,ସେମାନେ ଘଣ୍ଟେ ଦିଘଣ୍ଟା ରମ୍ପାରମ୍ପି ହୁଅନ୍ତୁ,ଘର୍ଷଣ କରନ୍ତୁ,ସବୁ ଠିକ ହେଇ ଯିବ।👌👍🤣😂😂🤣

  • @infonkn1875
    @infonkn1875 3 роки тому +29

    ସବୁରି ମୂଳରେ କାମନା ବାସନା । କ୍ଷଣିକ ସୁଖ ପାଇଁ କଣ ହଉଛ ରେ।।।।।

  • @kailashpadhan5009
    @kailashpadhan5009 3 роки тому +13

    ସାବିତ୍ରୀ ମାଗୁଛି ସିନ୍ଦୁର ଭିକ୍ଷା

  • @one99189
    @one99189 3 роки тому +24

    The face of the lady gets blurred but not of the guy ... grt job 👏👏
    majority of the guys do have a stronger body but trust me, we all are emotionally & mentally, at the same level...
    all men Cry, breakdown...
    memories haunt us as well.
    Anyway, do talk to the sad souls around u...make them feel valuable :)
    Best wishes to the ones reading it ..as i know there ll b very few 😂.

  • @prasantacreations
    @prasantacreations 3 роки тому +59

    କି ଭଲ ପାଇବା ଇଏ। ଛି ଛି। ଜଣେ ଗୋଟିଏ ବାହାହେଇକି ଆଉ ଗୋଟେ ବାହା ହବ। ଦୋଷ ପ୍ରବଳ ଦୁଇଜଣଙ୍କର। ଝିଅ ର ମୁହଁ Cover ଅଛି କଣ ପାଇ।

    • @sidhantabehera6875
      @sidhantabehera6875 3 роки тому

      ଠିକ୍ କଥା ପୁଅର ମୁହଁ କୁ ଖୋଲା ଏବଂ ଝିଅର ମୁହଁ କୁ ଲୁଚାଇ ଏ ମିଡ଼ିଆ ପକ୍ଷପାତିତା କରୁଛନ୍ତି

    • @sarojdash5757
      @sarojdash5757 3 роки тому

      Media balla chora laguchi jhia se media balla nku kichi deichi

    • @amanraysamant4213
      @amanraysamant4213 3 роки тому

      Same bhai why not the man

    • @sradha_sm
      @sradha_sm 3 роки тому +1

      😍😍👌👌👌💜🍀

    • @amanraysamant4213
      @amanraysamant4213 3 роки тому

      @@sradha_sm 🥰🥰

  • @bniit9082
    @bniit9082 3 роки тому +21

    ମିଡ଼ିଆ ଭାଇ ପୁଅ ର ମୁହଁ ଦେଖାଉଛ ଆଉ ଝିଅ ମୁଁହ ଦେଖାଉନ ତମେ ବି

  • @sainaikashishram8563
    @sainaikashishram8563 3 роки тому +41

    ତୁ ତୋ ସ୍ୱାମୀ ର ହେଇ ପାରିଲୁ ନି ୟାର କଣ ହେବୁ ବେ 😂

  • @manoranjankhamari8132
    @manoranjankhamari8132 3 роки тому +22

    Every boys are not same. ... He is handling the media very easily .

  • @xrider3640
    @xrider3640 3 роки тому +8

    When the man says ( shakal dekhiki laguchi tu 5 lakh debu)😀

  • @hemantabishi7843
    @hemantabishi7843 3 роки тому +17

    So many families are depressed and scared about covid infection but look at these inspiration.

  • @MoPrabhuJagannatha.-_1
    @MoPrabhuJagannatha.-_1 3 роки тому +18

    ନିର୍ଲଜ ବାଇ ସଲଜ ଗାଈ ଅତି ଅଲାଜୁକ ନାଚିବାକୁ ଯାଇ 👌👌

  • @pabitrafun1344
    @pabitrafun1344 3 роки тому +58

    A woman is innocent until she is proven guilty and a man is guilty until he is proven innocent..why_??😭😭

  • @satyabratsahani3568
    @satyabratsahani3568 3 роки тому +37

    ବହୁତ ହାରାମି ଝିଅ ଟା... ଏ ଭଳି ଝିଅ ଠୁ ସମସ୍ତେ ଦୂରରେ ରୁହନ୍ତୁ।

  • @debashishsahu7169
    @debashishsahu7169 3 роки тому +7

    ଝିଅ ଓ ପୁଅ ଉଭୟ ର ମୁହଁ ଲୁକା ଯାଉ । ମିଡିଆ ରେ ନଆସି ସମାଧାନ ହବ ନାହିଁ କି ।

  • @ladlahunpapaka2395
    @ladlahunpapaka2395 3 роки тому +28

    ଏ ଝିଅ ର 100% ଭୁଲ ଅଛି 😇😇😇😇😇ସଂସାର ପରିବାର ଥାଇକି ପ୍ୟାର ମହୋବତ କଣ ଫୁଣି 🤭🤭🤭 Turu lov Effect 🤣🤣🤣

  • @balatala2558
    @balatala2558 3 роки тому +57

    Mui ,ଳେଡିସ କେ କେବେ ଵି‌ଶ୍ବାଶ ନି
    କରେ

  • @daraburudi5036
    @daraburudi5036 3 роки тому +31

    କଣ ସବୁ ଲୀଳା ଚଳେଇଛ ତମେ ସବୁ ଏ lockdown ରେ...😢😢😊

    • @sashilataparida6981
      @sashilataparida6981 3 роки тому +1

      Amiti Jhia pai society ra kalanka Amana nka pai swami sasta

  • @devdilwale6166
    @devdilwale6166 3 роки тому +6

    ଗୋଟେ ପୁଅ ଥାଇକି ବି..... ତାର ପ୍ରେମ ଉଛୁଡି ପଡୁଛି.... ସେ ପୁଅ ଓ ସେ ସ୍ୱାମୀ ର ଅବସ୍ଥା କଣ ହବ ଭଗବାନ ଜାଣିବେ.... ଏ ଶାଳୀ କୁ ହଲାଣ୍ଡ ପଠାଇ ଦିଅ.....

  • @offcialvelocity
    @offcialvelocity 3 роки тому +46

    Why medias are highlighting this personal issues n call to police , police will solve the problems...

  • @sagarsanju1279
    @sagarsanju1279 3 роки тому +25

    ପିଲାଟି କଣ କହୁଛି ତା କଥା ଟିକେ ଶୁଣାଯାଉ ଖାଲି ତ ଝିଅଟି ପାଖରେ ବୁମ୍ ଲଗେଇଲ ଆଉ

  • @your3128
    @your3128 3 роки тому +30

    5.32....Sakal ଦେଖିକି ଲାଗୁଚି କି 5 ଲକ୍ଷ ତୁ ଦବୁ 😂epic 😂

    • @Nothuman583
      @Nothuman583 3 роки тому

      Savage reply pura 🤣🤣🤣

  • @TaleDuniya
    @TaleDuniya 3 роки тому +16

    ଏଠି ଦେଶ କରୋନରେ କବଳିତ , ଦେଶର ଲୋକେ କିପରି ବଞ୍ଚିବେ ସଙ୍ଘର୍ଷ କରୁଛନ୍ତିି।ଇଏ ଶଳେ ବାଳ ଭଲ ପାଉଛନ୍ତି, ଆଉ ସମାଜକୁ ଆହୁରି ଖରାପ କରୁଛନ୍ତି। ଛିଃ ଛିଃ । ନମସ୍କାର ତୁମ ଦୁହିଁଙ୍କୁ ,ଶତ ନମସ୍କାର ତୁମ ଭଲପାଇବାକୁ.."

  • @sanjibkumar178
    @sanjibkumar178 3 роки тому +12

    ଛିଛି କି କଥା ଏଗୁଡ଼ାକ ଲଜ୍ଜା ଲଜ୍ଜା... ଘରେ ପୁରେଇକି ରମ୍ପା ରମ୍ପି ପାଇଁ ଛାଡିଦିଅ ଏମାନଙ୍କୁ 😂😂😂

    • @sanjibkumar178
      @sanjibkumar178 3 роки тому +1

      @@abhislife1516 ଆରେ ମାଘିଆ ଶୁଣ୍.... ପ୍ରଥମ କଥା ହେଲା ମୋର ଭଉଣୀ ନାହିଁ.... ଦ୍ୱିତୀୟ କଥା ହେଲା ଯଦି ମୋ ଭଉଣୀ ଥାଇକୀ ଏମିତି ବାଣ୍ଡ କାମ କରିଥିଲେ ... ମୁଁ ନିଜେ ହିଁ ତାକୁ ମାରି ଦେଇଥାନ୍ତି.... ମୋ ଭଉଣୀ ତୋ ଭଉଣୀ ଭଳିଆ ଏମିତି ଘୋଡ଼ା ଗେହୀ ପରିବାର ରୁ ନୁହେଁ ବେ..... ସମସ୍ତଙ୍କୁ ତୋ ଭଉଣୀ ଭଳିଆ କାହିଁକି ଭାବୁଚୁ ବେ ମାଘିଆ... ସେଇ ଝିଅ ତା ସ୍ବାମୀ କୁ ଛାଡ଼ିକି ଏଠି ଏମିତି ଗାଣ୍ଡୀ ମରେଇ ହେଉଚି ଅନ୍ୟ ପିଲା ସହ ତୁ ମାଘିଆ ଟା ଦେଖି ପାରୁନୁ ନା ଶୁଣି ପାରୁନୁ ବେ ଭଉଣୀ ଘିଆ ପେଲେଇ ପୁଅ

    • @Thanos-zu1tm
      @Thanos-zu1tm 3 роки тому

      @@abhislife1516 Mgh sun jou jhia jmiti kariba semiti suniba bujhilu .... Au to bhauni amiti kari thile tu kn kari thantu loka nku kahi thantu ... Tumhara kutta tomy humara kutta kutta 🤣🤣🤣... Au tu bedha giri kariki loka nka thu jota re khai thilu boli samastanku semiti bhabni samaste to bhalia pichka nuhanti

    • @nandita356
      @nandita356 3 роки тому

      @@abhislife1516 bhai tu bhodhe janiparunu se ta Swami ku chhadi ki auu kaha sahita rasa lila chaleichi.... Tapare b tor ate darada kain.... Tu b semiti auu kaha stree sahita chaleichu ki

    • @Thanos-zu1tm
      @Thanos-zu1tm 3 роки тому

      @@abhislife1516 Au to jota mada katha kn hela kaha khali jota mada na au kichi b achi chinta kar ni aram re kaha kandiba darkar nahi mu achi ointment neiki jibi 😎

  • @noobsuneel
    @noobsuneel 3 роки тому +3

    ଆରେ media ଭାଇ ମାନଙ୍କୁ ଅନୁରୋଧ ଆମକୁ ପୁରା story ଟା ଦେଖା ଯାଉ 😂😂

  • @pushpafire3239
    @pushpafire3239 3 роки тому +15

    ଆଗ ଭଳି ଆଉ ସେ ଭଲ ପାଇବା ନାହିଁ, କି ଯୁଗ ହେଲା ରେ. କୃଷ୍ଣ ରାଧା ପ୍ରେମ ରେ ଯୋଉ ସ୍ନେହ ଶ୍ରଦ୍ଧା ଥିଲା.. ଏବେ ଆଉ ନାହିଁ

    • @pushpafire3239
      @pushpafire3239 3 роки тому

      @PABITRAMOHAN GOUDA ଖାଲି ଖେଳା ଖେଳି.. 😎

  • @kedarnathknown-unknown3105
    @kedarnathknown-unknown3105 3 роки тому +7

    ହେ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅ...

  • @rknaik1551
    @rknaik1551 3 роки тому +83

    ପୁଅ ପୁରା ନିର୍ଦ୍ଧଶ ଲାହୁଚେ ଫୁଲ ସାହାସ ରେ କହୁଚି

    • @MILAN-pk5eu
      @MILAN-pk5eu 3 роки тому +2

      Chora je se darantini bro

    • @soumyajitpadhi6930
      @soumyajitpadhi6930 3 роки тому +1

      @@MILAN-pk5eu se jhia ta ta sati Sabitri na jananku divorce nadei Aou jananku dharichi . Puni ya thu mana bhari Gale Aou kouthi kn kariba

    • @rajendrasahu7912
      @rajendrasahu7912 3 роки тому

      Both doshi
      Gote hatare tali bajeni guru

    • @raajinpatra7602
      @raajinpatra7602 3 роки тому +1

      @@MILAN-pk5eu pua ku di goitha dele Sabu thik hoi jiba

    • @MILAN-pk5eu
      @MILAN-pk5eu 3 роки тому

      @@raajinpatra7602 hnhn puaku 2 , jhiaku bi gote , nahele mana dukha karibani se

  • @NIALI__TOKA__SANJU
    @NIALI__TOKA__SANJU 3 роки тому +5

    ଯାହା ଲାଗୁଛି ସେ ଝିଅ ତା dress Chiridaba 😂😂😂😂😂

  • @ad549
    @ad549 3 роки тому +10

    ବହୁତ୍ ଦିନ ହେଲା ହସିନଥିଲି।ମଜା ଲାଗୁଛି ଦେଖିବାକୁ 😭😂😭🤣😭😂😭🤣😭😂😭🤣😂😭😂😭🤣😭😭😂😭😂😭😂😭😂😭🤣😭🤣😭🤣😭🤣😭🤣😭🤣😭😂😭😂😭🤣😭🤣😭🤣😭🤣😭🤣😭🤣😭🤣😭🤣😭🤣😭😂😂😭😂😭😂😭😂😭😂🤣🤣🤣🤣🤣😂🤣🤣🤣🤣🤣🤣🤣😂😂😂😂😂😂😂😂😂😂🤣🤣🤣🤣🤣🤣🤣🤣🤣🤣🤣😂😂😂😂😂😂😂😂😂😂😂😂😂😂🤣🤣😂😂😂😂😂😂😂😂😂😂😂

  • @armanpadhi1848
    @armanpadhi1848 3 роки тому +20

    ଛି ଛି ମିଡ଼ିଆ ଆଗରେ ଏ ସବୁ କାରନାମା ହେଲା
    ଧନ୍ୟ ସେ ଘର ଲୋକ 🤫

  • @gone3895
    @gone3895 3 роки тому +15

    ପୁତୁରା , ଭାଣିଜୀ, Married person.... ଭିତରେ Relationship...ଭାଈ କଣ ହଉଛି ଏ ଦୁନିଆରେ

  • @pabitamb
    @pabitamb 3 роки тому +44

    ବିବାହ ଦିନ କିଏ କିଏ ଭୋଜି ଖାଇବେ ଆସିବେ ଲାଇକ୍ କର

  • @sj_______
    @sj_______ 3 роки тому +15

    You can't expect love from someone by force. Here this is not love n that's only attraction. This woman should stay happy with her husband.

  • @rjsoy4432
    @rjsoy4432 3 роки тому +4

    ଏମାନେ ଙ୍କ ର ବିବାଦ ଭାରି ଭାରି confuseion, ଏମାନ ଙ୍କୁ ଶିଘ୍ର ଫାଶୀ ଦେଇକି ମାମଲା ଟି କୁ ସାନ୍ତ କରନ୍ତୁ,
    ଏ ପଟେ "ଖାନ ସାର" ଵିଵାଦ ସରିନି ଏ ମାନେ ପାଲା ଆରମ୍ଭ କଲେ, କି ବେଳା ଚାଲିଛି, ନିଶ୍ଚୟ ଗର୍ହ ଦସ ଚାଲିଥିବା ଥିବ 😆🤔😆

  • @infonkn1875
    @infonkn1875 3 роки тому +15

    ଜଣା ପଡୁଛି ରମ୍ପା ରମ୍ଫି ବେଶୀ ହେଇଛନ୍ତି।।।।😂😂😂

  • @jajodiamohit
    @jajodiamohit 3 роки тому +13

    Now-a-days this all love relationship is going like films🎥🎬😂😂

  • @2541729
    @2541729 3 роки тому +18

    I can't understand the self esteem of these women these days. Instead of walking away from toxicity, they are walking towards it. And then they are victims. I really don't understand how!!!

    • @akash098204
      @akash098204 3 роки тому +1

      That too married women ☹️

    • @sadhana123
      @sadhana123 3 роки тому

      🤔

    • @sadhana123
      @sadhana123 3 роки тому +1

      Need counseling to women,Carona pai lockdown hebaru esabu kila baharuchhi, English proverb - An idle mind is the store house of devils

    • @teachervloggerjunoon5867
      @teachervloggerjunoon5867 3 роки тому

      👌

    • @peacock3020
      @peacock3020 3 роки тому

      Me too. Sis.

  • @ODISHA.STREET.FOOD.HUNTER
    @ODISHA.STREET.FOOD.HUNTER 3 роки тому +2

    ଝିଅ ର 100%ଭୁଲ୍👍👍👍

  • @p.k.mishra9273
    @p.k.mishra9273 3 роки тому +6

    ଧନ୍ଯ ହେ ପ୍ରଭୁ ଏ ମହିଳା କିଛି କମ୍ ନୁହଁ।

  • @chinmayakumarmahanty2039
    @chinmayakumarmahanty2039 3 роки тому +14

    What is love ?
    Love is caring, understanding, and shareing between two hearts 💕💕 voice, like both sorrow and Joy..
    This is NOT PHYSICALLY RELATIONSHIP BEFORE MARRIAGE..IF DONE SEE THE RESULTS....😭😭😭😭😭

    • @sunilbarik2495
      @sunilbarik2495 3 роки тому

      That's a old school textbook definition not in these online era...

  • @kkthefurious5252
    @kkthefurious5252 3 роки тому +14

    ଦୁଇ ଜଣଙ୍କୁ ଗୋଟେ ଘରେ ପୁରେଇଦିଅ । ରମ୍ପା ରମ୍ପି ହୋଇକୀ ଆସିଲା ପରେ ଯାହା ଗୋଟେ ବିଚାର କରିବା

  • @krantikumar8671
    @krantikumar8671 3 роки тому +91

    ନାରୀ ମାୟା ......
    ଦେଖା ଚାହାଁ ହେଇଥିଲା😂😂😂😂😂😂😂😂😂😂😂
    ତାପରେ
    Love S*x ଧୋଖା
    😂😂😂😂

    • @buna1729
      @buna1729 3 роки тому +4

      Tapa re Bhai topa top topa top😝

    • @DjAryaRemixX
      @DjAryaRemixX 3 роки тому

      E' baki rohigola 😎

    • @mrsekhar8957
      @mrsekhar8957 3 роки тому

      Bhai tum akadam Sahi ho😂😂

    • @somu-bk1sq
      @somu-bk1sq 3 роки тому +1

      Marriage purbaru emity kale ..karma Fala mile...jhio heiki nijo izzat Ku nije sanjam kariparunagaty....jhio pila matihaandi..puo hele suna Munda ..jete relation rakhile b semanku bholo juhio Milibe..but jhio izzat thare gole batore chalipariboni...

  • @swaticreations5358
    @swaticreations5358 3 роки тому +8

    ଟୋକା ଟା ପାଖରେ ଏମିତି କଣ ଅଛି ଯେ ଏ ଟୋକି ଛାତ ଉପରୁ ଡେଇଁ ଡାଇଁ କି ପ୍ରେମ କରିବାକୁ ପଳେଇ ଆସିଲା !!!!💯💯 ରେ କିଳା ନେ...

  • @pradipacharya6397
    @pradipacharya6397 3 роки тому +13

    Toki pura khelali achi...media should give the chance the man to talk...

  • @odiabeautygirlmisu
    @odiabeautygirlmisu 3 роки тому +4

    ହାଇକୋର୍ଟ ସୁପ୍ରିମକୋର୍ଟ କହୁଛି ପୁଅ ଝିଅ ସମାନ ପ୍ରକୃତରେ ଏହାହିଁ ସତ ଯେତେ ଘଟଣା ଘଟିବ ପୁଅର ମୁହଁ ଦେଖେଇବେ ଝିଅର ମୁହଁ ଦେଖେଇବେନି କାହିଁକି????

  • @akhilkumarnayak6577
    @akhilkumarnayak6577 3 роки тому +31

    Ooo maa go turu love 🤣🤣🤣

  • @SC-go1kp
    @SC-go1kp 3 роки тому +11

    Otv showing one sided news, should have given a chance to the boy also

  • @subashchandrakar8987
    @subashchandrakar8987 3 роки тому +2

    ଏମାନେ ବାହାଘର ପୂର୍ବରୁ ଏମିତି. ବାହାଘର ପରେ କଣ ନହେବେ. କାରଣ ବାହାଘର ଦିନକ ପାଇଁ. ନୁହେଁ.
    ଜୀବନ ସାରା ଏକାଠି ରହି ପାରିବେତ.

    • @sunilbarik2495
      @sunilbarik2495 3 роки тому

      Pheni aau gote marriage karibe..... Ajikalika marriage aau sabu dina paiin nuhen....

  • @pramodsabar6656
    @pramodsabar6656 3 роки тому +1

    Lookdwan re nice movie super 👌👌👌👌

  • @mua_soumya
    @mua_soumya 3 роки тому +13

    Nowadays adults are getting horrible..

    • @Artivule
      @Artivule 3 роки тому +1

      And terrible

  • @manojmohapatra9938
    @manojmohapatra9938 3 роки тому +12

    Otv is not a nonsense news channel.. this is not a news...who loves whom who sleeps whom,why otv is showing these private nuisances.

  • @saidibyanshu8903
    @saidibyanshu8903 3 роки тому +4

    ଏ ସବୁ news media ବାଲାଙ୍କ ପାଇଁ ଭଲ

  • @debabratapradhan12
    @debabratapradhan12 3 роки тому

    ଆରେ ପୁଅ ପିଲା କୁ କହିବାକୁ ଦିଅ ରେ ଝିଅ ପିଲା ଟିର କଥା ଗୁଡା କଣ ପାଇଁ ଶୁଣୁଚ , ଆଉ ଝିଅ ଟିର face Bloor ବାକି ପୁଅ ଟିର କଣ ପାଇଁ ନୁହଁ , ମିଡ଼ିଆ କଣ ପାଇଁ ଏମିତି ନିରପେକ୍ଷତା କରୁଚି । Public power ର miss use ହେଉଛି , ଆଉ ଏତିକି ଦୁଃଖ କି ଓଟିଭି ରେ ମଧ୍ୟ ଏମିତି ନିରପେକ୍ଷତା 😞😞😞 feeling sad for this 😞😞😞

  • @funnyandmoralviewwithssd4732
    @funnyandmoralviewwithssd4732 3 роки тому +9

    Clearly identified that this girl have done lots of mistakes as compared to that boy so please must take a suitable action and do not think always boys are wrong...

  • @subratpattnaik1694
    @subratpattnaik1694 3 роки тому +9

    ଏମିତିକା news କୁ ଆଜି ଗୁରୁତ୍ୱ ଦିଆଯାଉଛି । ମାସେ ହେଲା ସବୁ news କୁଆଡ଼େ ଯାଇଥିଲା । କେବଳ Covid ମୃତ୍ୟୁ, possitive, lockdown, ମଶାଣିରୁ ସିଧାପ୍ରସାରଣ ଇତ୍ୟାଦି ଇତ୍ୟାଦି । ଏହାଦ୍ୱାରା adverse effect ହିଁ ହେଲା ।

  • @sudeep1392
    @sudeep1392 3 роки тому +28

    National Commission for Men is the need of the hour.

  • @sisibananda9299
    @sisibananda9299 3 роки тому +5

    ରିପୋର୍ଟର ବାଲାଙ୍କୁ ମୋର ଗୋଟିଏ ପ୍ରଶ୍ନ🙋 ଯଦି ପୁଅର ମୁହଁ ଦେଖାଉଛ ତେବେ କାହିଁକି ଝିଅର ମୁହଁକୁ Blur କରିଛ କୁହ??ପୁଅ ଟା କଣ ଏକୁଟିଆ ଭୁଲ କରିଛି ଟୋକିଟା କଣ ଗୋଟେ ତୁଳସୀ କି।🤷🤷🤷🤷🤷🤷🤷

  • @scvideoking1867
    @scvideoking1867 3 роки тому +1

    Dali te hobo,,,,, chicken te hobo 😂😂😂

  • @rakeshmohapatra1459
    @rakeshmohapatra1459 3 роки тому

    ଏ ପ୍ରାୟ ଭିଡ଼ିଓରେ ଝିଅଙ୍କ ମୁହଁ କଣ ପାଇଁ କ୍ଲିଅର୍ ନ ଦେଖେଇ ସ୍କ୍ରାଚ କରିକୀ ଦେଖା ଯାଉଛି ସବୁବେଳେ ?
    ଆଇନ ସମସ୍ତଙ୍କ ପାଇଁ ସମାନ ସେ ପୁଅ ହେଉ କିମ୍ବା ଝିଅ ।
    ଏତେ ଅଧର୍ମ ସମସ୍ତେ କରୁଛେ ସେଥି ପାଇଁ ସମସ୍ତେ ଆଜି ଭୋଗୁଚେ । ଆଉ କିଛି ଭଲ ଲୋକ ଖରାପ ଲୋକଙ୍କ ପାଇଁ କଷ୍ଟ ପାଉଛନ୍ତି । ☹️😥😓😞😞😞

  • @sabmahamaya3779
    @sabmahamaya3779 3 роки тому +5

    ଗୋଟେ ପୁଅ କୁ ଯଦି ଗୋଟେ ଝିଅ ଏମିତି କହି ଠକି ଦିଏ ତାହେଲେ କଣ କରାଯିବା ଦରକାର

    • @sunilbarik2495
      @sunilbarik2495 3 роки тому

      Kichhi nahin ........... Be a man not a child........

  • @mangulucharandash4768
    @mangulucharandash4768 3 роки тому +21

    Without divorce re sexual relationship is very dangerous

  • @rickkky1000
    @rickkky1000 3 роки тому +8

    If you want to blur the face , then blur both people's face. Not blurring guys face (which you do always) is not justified.

  • @omprasadsahoo3432
    @omprasadsahoo3432 3 роки тому

    This is not fair.. If you blurred the face of the female then blurred the face of the male also. If a female left his 1st husband and child then she can easily left everyone.. Why did she hold his clothes? Shame on the media and that girl

  • @satyabratanandi554
    @satyabratanandi554 3 роки тому +10

    Just let me know thing ,Why media was there , it's completely their personal issue so it was completely police matter not media .

  • @invensible799
    @invensible799 3 роки тому +8

    How Rourkela establish sexual relationship 😂😂😂😂

  • @sukadebmaharana4669
    @sukadebmaharana4669 3 роки тому +4

    ସେ ଝିଅର ବେଶୀ ମୁଲୁ ମୁଲୁ ହେଉଛି,ତାକୁ ଛାଡି ଦିଅନ୍ତୁ ସିଏ କଣ ତାଡିଵ ଦେଖିବା,

  • @dasarathibarik8633
    @dasarathibarik8633 3 роки тому +3

    ସବୁ ଖେଳ ଏଇ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି. କେଜାଣେ ଆମ ରାଜଧାନୀରେ କାହିଁକି ଏମିତି ସବୁ ଚାଲିଛି. ସେଠିକାର ପାଣି ପବନ ସେଇଆ ନା ତାଙ୍କ ଘରର ସଂସ୍କାର ସେଇଆ. ଭାଇ ଲିଭଇନ ରିଲେସନ କଣ ଯେ ମୁ ଟିକେ ବୁଝି ପାରୁନି. ଯଦି କିଏ ଜାଣିଛତ ଦୟାକରି ରିପ୍ଲାଇ କରିବେ.

  • @rushinath5763
    @rushinath5763 3 роки тому +1

    🌺🌺ଆରେ ଏମିତି କାହିଁକି ହେଉଛ ରେ ବାହା ହେଇ ସୁଖ ଶାନ୍ତି ରେ ରୁହ ସେପଟେ କରନା ଅନେଇ କି ବସିଛି ଗହଳି କର ନାହିଁ 🌺🌺

  • @Rajeshkumar-xl1rt
    @Rajeshkumar-xl1rt 3 роки тому +1

    ପ୍ରେମ, ଜମା କରିବନି କି ଏଭଳି କିଳା ନବନି😅,mother and father, ଯାହା କୁ ଠିକ୍ କରିବେ ସେ ହିଁ ଠିକ୍