The Heartbreak of Hrudaya Bedana | Emotional Christian Song

Поділитися
Вставка
  • Опубліковано 31 тра 2023
  • the Heartbreak of Hrudaya Bedana | Emotional Christian Song#Stylestudiomusic4u |Kumar gaourav
    ସମସ୍ତଙ୍କ ଖ୍ରୀଷ୍ଟ ପ୍ରେମର ନମସ୍କାର। ପ୍ରଭୁଙ୍କ ଆଶିର୍ବାଦ ଅପାର କରୁଣା ହେତୁ ଆମେ ଏକ ହୃଦୟ ସ୍ପର୍ଶ ଗୀତ ନିଜର ବ୍ୟକ୍ତିଗତ ଜୀବନର "ହୃଦୟ ବେଦନା" ଉପରେ ଆଧାରିତ କରିଅଛୁ..
    ଏହା ନିଶ୍ଚିତ ଆପଣମାନଙ୍କ ହୃଦୟକୁ ସ୍ପର୍ଶ କରିବ। ଆପଣମାନଙ୍କୁ ଅନୁରୋଧ ଏହି ଗୀତ ଶୁଣି ଗୀତର link ବହୁଳ ମାତ୍ରାରେ share କରନ୍ତୁ ।ଧନ୍ଯବାଦ।
    Song Credit :
    Song -Hrudaya Bedana
    Singer - Gourav Kumar Mali
    Lyrics & Music - Sujit Jenna
    Orchestation - Kumar Mantu
    Recording, Mixing &Mastering-Style Studio,Nuagada
    Audio station platform link :
    Hrudaya Bedana
    Spotify - rb.gy/tpves
    Jio Saavan - rb.gy/huhb0
    YT Music - rb.gy/abtcz
    Resso - rb.gy/lxlit
    Amazon Music - rb.gy/rgl87
    Instagram - rb.gy/qvu9a
    Appel Music - rb.gy/15toj
    Full Song Lyrics
    ମନର ବେଦନା କିଏ ଜାଣିଛି
    ଦୁନିଆ ସାଗର ତୀରେ ନାହିଁ ସାହାରା
    ଆଖିର ଲୁହଟି କିଏ ବୁଜିଛି
    ହୃଦୟ ବେଦନା କିଛି ନାହିଁ କଳନା
    ଯୀଶୁ ଏକା ମୋ ମୁକତି ଧାରା
    ସେହି ଏକା ମୋ ଜୀବନ ଧାରା..2 ×
    ସେହି ଏକା ପରିତ୍ରାଣ ଜୀବନ ସାରା
    ମନର ବେଦନା କିଏ ଜାଣିଛି
    ଦୁନିଆ ସାଗର ତୀରେ ନାହିଁ ସାହାରା
    ଆଖିର ଲୁହଟି କିଏ ବୁଜିଛି
    ହୃଦୟ ବେଦନା କିଛି ନାହିଁ କଳନା
    ଚକ୍ଷୁର ଅଭିଳାଷେ ବୁଡି ମୁଁ ଯାଇଛି
    ପାପ ସାଗର ଢେଉରେ
    ମନର ଅଭିମତେ ଚାଲିଛି ଜଗତେ
    ମରିଚିକାର....ପଛେ.....2× ହୋ.....
    ପ୍ରେମର ପରଷେ ଛୁଇଦିଅ ପାଇବି ଜୀବନ ତେବେ 2×
    ପ୍ରେମ ତୁମ ଅନୁପବ ଜୀବନ ସାରା 2×
    ମନର ବେଦନା କିଏ ଜାଣିଛି
    ଦୁନିଆ ସାଗର ତୀରେ ନାହିଁ ସାହାରା
    ଆଖିର ଲୁହଟି କିଏ ବୁଜିଛି
    ହୃଦୟ ବେଦନା କିଛି ନାହିଁ କଳନା
    ପାପରେ ପରିପୂର୍ଣ୍ଣ ଏହି ଯେ ସଂସାର,
    ସବୁ ଲାଗୁଛି ଅସାର
    ବ୍ୟାକୁଳ କରିଥାଏ ହୃଦୟ ମୋହର
    ଲାଗୁଛି ପ୍ରଭୁ ଅସ୍ଥିର
    ଦୟାରେ ଉଦ୍ଧାର କର ମୋତେ
    ପାଇବି ମୁକତି ତେବେ
    ତୁମ ବିନା କିଏ ମୋର ଜଗତ ସାରା 2×
    ମନର ବେଦନା କିଏ ଜାଣିଛି
    ଦୁନିଆ ସାଗର ତୀରେ ନାହିଁ ସାହାରା
    ଆଖିର ଲୁହଟି କିଏ ବୁଜିଛି
    ହୃଦୟ ବେଦନା କିଛି ନାହିଁ କଳନା
    ଯୀଶୁ ଏକା ମୋ ମୁକତି ଧାରା
    ସେହି ଏକା ମୋ ଜୀବନ ଧାରା..2 ×
    ସେହି ଏକା ପରିତ୍ରାଣ ଜୀବନ ସାରା
    ମନର ବେଦନା କିଏ ଜାଣିଛି
    ଦୁନିଆ ସାଗର ତୀରେ ନାହିଁ ସାହାରା
    ଆଖିର ଲୁହଟି କିଏ ବୁଜିଛି
    ହୃଦୟ ବେଦନା କିଛି ନାହିଁ କଳନା
    ହୃଦୟ ବେଦନା କିଛି ନାହିଁ କଳନା 3 time....
    ସମାପ୍ତ
    Your Quaris :
    new odia christian song 2023
    new odia christian song 2023 humansagar
    new odia christian song 2023 status
    new odia christian song 2023 amit pani
    new hindi christian song 2023
    new hindi gospel song 2023
    new odia christian video song 2023
    new odia christian dj song 2023
    all new odia christian song 2023
    latest odia christian song 2023
    new christian song
    new christian song odia
    new christian songs 2021
    new christian songs 2020
    new christian songs 2022
    new christian songs 2023
    new christian songs tamil
    new christian devotional songs
    malayalam
    new christian songs telugu
    new christian songs malayalam
    #Hrudayabedana
    #Newodiachristiansong2023
    #New Christain Song
    #newodiasong
    #odiachriatiansongvideo
    #stylestusiomusic4u
    Digitally Maneged and Distributed by : A.N Sangeet Digital
    Contact - support@ansangeet.com
    WhatsApp - +91 6296703185
    !! * ANTI-PIRACY WARNING *!!
    This contents is Copyrighte to "STYLESTUDIO MUSIC 4U" Any unauthorized reproduction, redistribution or re-uploard is strictly prohibited this material.Copyright strike 'll be given without any warning as well as legal action will be taken against those who violate this copyright material presented.
    Thanks for watching
  • Розваги

КОМЕНТАРІ • 39