🔴Live | ବିଜେଡି ପ୍ରେସମିଟ୍ | BJD Press Meet

Поділитися
Вставка
  • Опубліковано 22 тра 2024
  • #bjd #pressmeet
    bjd Press meet
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 18

  • @Aamir-250
    @Aamir-250 27 днів тому +12

    ଓଡ଼ିଶାରେ କୋଷ୍ଟାଲ ହାଇୱେ ହଉ ବୋଲି ଚାହୁନି ରାଜ୍ୟ ବିଜେପି

  • @Srustirout
    @Srustirout 27 днів тому +16

    ଧର୍ମେନ୍ଦ୍ର ବାବୁ ୧୦ବର୍ଷ ଧରି କେନ୍ଦ୍ର ମନ୍ତ୍ରୀ ଥାଇ ସମ୍ବଲ ପୂରର କୌଣସି ବିକାଶ କରିପାରିନ ଥୂବାରୁ ସମ୍ବଲପୁର ବିକାଶପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଉପଯୁକ୍ତ ପ୍ରାର୍ଥୀଭାବରେ ଚୟନ କରି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |🙏

  • @Belalsen-
    @Belalsen- 27 днів тому +12

    ସବୁ ଜିନଶର ଦର ବଢେଇ ଗରିବ ରୋଷେଇ ଚୁଲିକୁ ଲାଥ ମାରିଲା bjp

  • @Sanjana-224
    @Sanjana-224 27 днів тому +15

    NH-55 ସାଜିଛି ମରଣ ଜନ୍ତା ପ୍ରାୟ ୬୦୦ ଲୋକ ମଲେଣି କାମ ଚାଲିଛି ଯେ ସରିବାର ନା ଧରୁନି , ଏ ପ୍ରସଙ୍ଗରେ ବିଜେପି କଣ ପାଇଁ ଚୁପ

  • @sweta-982
    @sweta-982 27 днів тому +9

    #DHARMENDRAPRADHAN ହାରିବେ ସମ୍ବଲପୁରରେ ୧୦୦ %% ସତ

  • @Rajani-452
    @Rajani-452 27 днів тому +9

    ୪୦୦ ଟଙ୍କା ଗ୍ଯାସ ଆଜି ୧୧୦୦ରେ ପହଞ୍ଚିଲାଣି ,୬୦ ଟଙ୍କା ପେଟ୍ରୋଲ ଆଜି ୧୦୦ ଟପିଲାନି ,୭୦ ଟଙ୍କା ସୋରିଷ ତେଲ ଆଜି ୨୦୦ ରେ ପହଞ୍ଚିଲାଣି ,ଦେଶର ବିକାଶ ହଉଛି ନା ବିଜେପି ର ବୁଝା ପଡ଼ୁନି

  • @Bikrampanda-
    @Bikrampanda- 27 днів тому +6

    ପ୍ରତିବର୍ଷ ୨କୋଟି ରୋଜଗାର ଦେବ ବୋଲି ବିଜେପି ପ୍ରତିଶୃତି ଦେଇଥିଲା ହେଲେ ବିଫଳ ହେଲା

  • @Jayanta-22
    @Jayanta-22 27 днів тому +4

    ବିଜେପି ନେତା ଗତ ପାଞ୍ଚ ବର୍ଷ ଭିତରେ କେତେ ଥର ଏହି ଅଞ୍ଚଳ ମାନଙ୍କୁ ଯାଇ ଲୋକ ଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଛନ୍ତି? ନିର୍ବାଚନ ସମୟରେ ହିଁ ବିଜେପି ଦଳର କୁଜି ନେତାମାନଙ୍କୁ ସାଧାରଣ ଲୋକଙ୍କର କଥା ମାନେ ପଡେ ବୋଲି ସମସ୍ତେ ଜାଣିସାରିଛନ୍ତି, ଏଥର ନିର୍ବାଚନରେ ବିଜେପି ବାଲାଙ୍କୁ ସଠିକ ଉତ୍ତର ମିଳିବ ।

  • @Sonaxi-
    @Sonaxi- 27 днів тому +4

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବାସୀଙ୍କ ପାଇଁ କିଛି ବିକାଶ ମୂଳକ କାର୍ଯ୍ୟ କରି ନାହାଁନ୍ତି ବୋଲି ଆଜି ତାଙ୍କ ସଭାରେ ସମସ୍ତ ଚେୟାର ଫାଙ୍କା ପଡୁଛି

  • @user-nb1sb5up6s
    @user-nb1sb5up6s 27 днів тому +3

    କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ସତ୍ତ୍ବେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ଯାଳୟ କରିପାରିଲେନି ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ସବୁଠି ବିରୋଧ ଦେଖିବାକୁ ମିଳୁଛି କିନ୍ତୁ ବଡ ବଡ ଗପ ମାରୁଛନ୍ତି

  • @Maheshpanda-86
    @Maheshpanda-86 27 днів тому +4

    ସମ୍ବଲପୁରରେ ଧର୍ମେନ୍ଦ୍ରକୁ କେହି ଗୋଟିଏ ବି ଲୋକ ପସନ୍ଦ କରନ୍ତିନି

  • @Aishwariya-
    @Aishwariya- 27 днів тому +3

    ଅପାରଗ , ଠକ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଲୋକେ ଏ ଥର ପାନେ ଦେବେ

  • @Swaraj-536
    @Swaraj-536 27 днів тому +1

    ଓଡ଼ିଶାର ଅପାରଗ, ଠକ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଵସ୍ଥା ଶୋଚନୀୟ ହେବାକୁ ଯାଉଛି, ଏଥର ନିର୍ବାଚନରେ ସମ୍ୱଲପୁର ଜିଲ୍ଲା ବାସୀ ପାନେ ଦେବେ।

  • @Jatin-587
    @Jatin-587 27 днів тому +1

    ଧର୍ମେନ୍ଦ୍ର ବାବୁ ଜଣେ ସ୍ୱାର୍ଥବାଦୀ ନେତା ତାଙ୍କୁ ଜନତା କେବେ ବି ପ୍ରଶ୍ରୟ ଦେବେ ନାହିଁ ।

  • @Rangadhar-
    @Rangadhar- 27 днів тому

    ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଲୋକଙ୍କ ସମର୍ଥନ ନାହିଁ ଅପାରଗ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଙ୍କ ପ୍ରତି

  • @Swatisamal-
    @Swatisamal- 27 днів тому

    ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କୁ ଆଉ କେହି ପଚାରୁନାହାନ୍ତି ସେଥିପାଇଁ ତାଙ୍କ ସଭାକୁ କେହି ଆସିନାହାନ୍ତି l

  • @bijayakuamrrath8570
    @bijayakuamrrath8570 27 днів тому

    Vote for BJP