ରଙ୍ଗବତୀ: ଓଡ଼ିଶାର ଗୀତ, ବିଶ୍ଵକୁ ନଚେଇଛି ... | EP - 66 | Podcast With Jitendra Haripal

Поділитися
Вставка
  • Опубліковано 25 січ 2025

КОМЕНТАРІ •

  • @aryanraut7812
    @aryanraut7812 Місяць тому +66

    ବିଶ୍ୱ ଦରବାରରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ❤

  • @lizaraninayak9270
    @lizaraninayak9270 Місяць тому +92

    ସଂଗ୍ରାମ ସାରଙ୍କ ଉପସ୍ଥାପନା ଶୈଳୀ ଏତେ ସୁନ୍ଦର୍ ଯେ ଶଦ୍ଦରେ ପ୍ରକାଶ କରିବା ମୋ ଲାଗି କଷ୍ଟକର ବ୍ୟାପାର। ସେଥିଲାଗି ମୁଁ ଏ ପୋଡ଼କାଷ୍ଟ ଦେଖେ

  • @anjandas3317
    @anjandas3317 Місяць тому +65

    ସତରେ ବହୁତ୍ ସୁନ୍ଦର ଥିଲା ଏ podcast ଟି, ଜିତେନ୍ଦ୍ର ବାବୁ ହେଉଛନ୍ତି ଜଣେ ପ୍ରକୃତ କଳାକାର ଯେକି କଳାକୁ କେବେ ଅର୍ଥରେ ମାପି ନାହାନ୍ତି

  • @abhayakumarbehera5670
    @abhayakumarbehera5670 Місяць тому +36

    ରଙ୍ଗବତୀ ଗୀତରେ ସମସ୍ତେ ଆଗରୁ ନାୁତୁଥିଲେ, ଏବେ ବି ନାଚୁଛନ୍ତି, ଆଗକୁ ବି ସମସ୍ତେ ନାଚୁଥିବେ। ଯା ହେଲେ ବି ସମଲପୁରୀ ଗୀତ 👌👌

    • @jeevaranjanparida7458
      @jeevaranjanparida7458 24 дні тому +1

      ଭାଷା ଯାହା ବି ହେଉ ଗୀତ ଯଦି ମନଛୁଆଁ ହୁଏ ତାହା ସର୍ବଜନ ଆଦ୍ରୁତି ଲାଭ କରିଥାଅ.

  • @stylishguna7483
    @stylishguna7483 Місяць тому +166

    ପଦ୍ମଶ୍ରୀ ହଳଧର ନାଗ କୁ ଥରେ podcast ku dakantu sir ଥରେ ❤

    • @KedarPaule
      @KedarPaule Місяць тому +8

      Se amar koshali sambalpuria chhua aye reporter daruchhe katha hebar ke kanje baile haldhar sir sambalpuria chhua na se Jay koshal 🚩 Jay maa samlei 🙏🙏

    • @satyabratanayak7147
      @satyabratanayak7147 Місяць тому +4

      ​@@KedarPaulebhai se ta jane jane mahan writer haldhar sir ke darkar lagi kahuche ....ene darbar au khosal ra katha kene uthiche....jene jen katha kuhajibar katha ..tike bhabikari kaha

    • @Cricket_hub_r45
      @Cricket_hub_r45 Місяць тому +1

      Anbar katha...

    • @utkalodishatodaynews977
      @utkalodishatodaynews977 Місяць тому +1

      PLEASE SIR REQUEST PADMASHREE HALDHA NAG SIR NKU PODCAST KU DAKANTU

    • @sahoosailendra9409
      @sahoosailendra9409 Місяць тому

      Very good song

  • @Rani-t3m1j
    @Rani-t3m1j Місяць тому +6

    Jitendra sirବହୁତ ହ୍ରୁଦୟ ବାନ ବ୍ୟକ୍ତି.....ମୁଁ 15ଦିନ ତଳେ ମୁଁ ସମ୍ବଲପୁର ରେ ଭେଟିକି ବହୁତ ଖୁସି.....ଖାଲି ଏତିକି ନୁହେଁ, ସାର୍ କଂର ସାହାର୍ଯ୍ୟ ଜୀବନସାରା ଭୂଲିହେବନି.....ସାର୍ କୁ କୋଟି ପ୍ରଣାମ

  • @gaganbagofficial8273
    @gaganbagofficial8273 29 днів тому +3

    ରଙ୍ଗବତୀ ଗୀତର ଗାୟକ ... ସମ୍ବଲପୁରୀ ଗୀତର ବାଦଶାହ....ବଡଭାଇ ଜିତେନ୍ ଦାଦାଙ୍କୁ ମୋର ଭୂମିଷ୍ଠ ପ୍ରଣାମ... ଅର୍ଗୁସ ନିୟୁଜ ଦେଇ ପ୍ରଚାର ହେଇଥିବା ଏଇ ଦୁଇପଦ କଥା ଶୁଣି ବହୁତ ଭଲ ଲାଗିଲା ବଡଭାଇ.... ପ୍ରଣାମ ତୁମକୁ 🌹🌹🌹❤❤❤

  • @BiswaMeher-h1f
    @BiswaMeher-h1f Місяць тому +9

    ସମ୍ବଲପୁରୀ କୁ ଆଗ କୁ ନେବର୍ ରୁ ବହୁତ୍ ଧନ୍ୟବାଦ୍ ❤❤❤❤❤

  • @thirdeye9492
    @thirdeye9492 Місяць тому +30

    ଓଡିଶା ସଂଗୀତ ଜଗତରେ ଜିତେନ୍ଦ୍ରିୟ ହାରିପାଲ ଏକ ସମୃଦ୍ଧ ସଶ୍ରଦ୍ଧ ମୁର୍ଦ୍ଧଣ୍ୟ ଉଚ୍ଚାରଣ.... 🙏🙏💚

  • @sunilmahapatra7453
    @sunilmahapatra7453 Місяць тому +15

    Legendary Haripal Sir...Luv U❤... Padmashree Haripal Sir🙏🙏🙏

  • @talcherprasant619
    @talcherprasant619 Місяць тому +37

    ଧନ୍ୟବାଦ ସଂଗ୍ରାମ ସାର୍ ,ଆପଣଙ୍କର ପ୍ରୋଗ୍ରାମ କୁ ଦେଖି ବହୁତ ଚ୍ୟାନେଲ ଏବେ କପି କରିବା ଆରମ୍ଭ କଲେଣି। କିନ୍ତୁ ଆପଣଙ୍କ ସୋ ସବୁଠାରୁ ଅଧିକ ମୂଲ୍ୟବାନ ତଥା ମନୋରମ। ଆଗକୁ ଜାରି ରହିବ ବୋଲି ଆଶା କରୁଛି। ଆଗାମୀ ଦିନରେ ଅଧିକ ରୁ ଅଧିକ ମାତ୍ରାରେ ଆହୁରି ହିଟ୍ ହେବ ବୋଲି ଆଶା

  • @anandaelectrical973
    @anandaelectrical973 Місяць тому +17

    ଆମର ପଶ୍ଚିମ ଓଡ଼ିଶାର ଲୋକ କଵି ପଦ୍ମଶ୍ରୀ ହଲଧର୍ ଆଜ୍ଞା କୁ next ଥର ଡାକୁନ

  • @SanjayKumar-uz3qi
    @SanjayKumar-uz3qi Місяць тому +6

    ସଂଗ୍ରାମ ଭାଇ ର ଉପସ୍ଥାପନା ଶୈଳୀ..ଉଚ୍ଚ କୋଟି ର.. ହୃଦୟସ୍ପର୍ଶି.. ଜୀତେନ୍ଦ୍ର ହରପାଳ ଙ୍କ ସହିତ ସାକ୍ଷାତକାର... ବହୁତ ଜବରଦସ୍ତ ହେଇଛି ଦେଖିବାକୁ ଓ ଶୁଣିବାକୁ.. ବହୁତ ସୁନ୍ଦର ଲାଗୁଚି

  • @rohitakumarsahu8784
    @rohitakumarsahu8784 16 днів тому

    ପଦ ଲାଳିତ୍ୟ ବହୁତ ସୁନ୍ଦର ଆଉ ସଂଯୋଜନା ମନଛୁଆଁ ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମହୋଦୟ ଓ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଦର ସପ୍ରେମ ନମସ୍ତେ 🙏🙏🙏

  • @LALMOHANMOHAPATRA-s9v
    @LALMOHANMOHAPATRA-s9v Місяць тому +10

    ଅତି ସୁନ୍ଦର ❤❤❤
    କହିବାର ଶୈଳୀ ଆଦାନ ପ୍ରଦାନ ମନ ମୂଗ୍ଧ କର ଜୟ ରଙ୍ଗବତୀ ଜୟ ପଡକାଷ୍ଟ ଜୟ ଓଡିଶା

  • @JitaMartha
    @JitaMartha Місяць тому +36

    Western Odisha ଗୌରବ Dr Jitendra Haripal Sir

  • @rameshchandramishra4061
    @rameshchandramishra4061 Місяць тому +5

    ଶ୍ରଧେୟ ସଂଗ୍ରାମ ବାବୁ ଓଡ଼ିଆ କଳାକାର ମାନଙ୍କୁ ଆପଣଙ୍କ କାର୍ଯ୍ୟକ୍ରମ ଜରିଆରେ ଏକ ପ୍ରକାର ଜନତା ସମକ୍ଷରେ ସମ୍ମାନିତ କରୁଥିବାରୁ ବହୁତ ଧନ୍ୟବାଦ। ଆଗକୁଏ ଦିଗରେ ଆହୁରି ଉନ୍ନତି କରି ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତିଷ୍ଠା ଦେବାକୁ ଅନୁରୋଧ।

  • @roshnimohapatra2797
    @roshnimohapatra2797 Місяць тому +7

    ଜୟ ଶ୍ରୀ ଜଗନ୍ନାଥ 🙏
    "ଏମିତି ଓଡଆ ନାହିଁ
    ରଙ୍ଗବତୀ ଗାଇନାହିଁ"
    ସତ୍ଯ ଭିତ୍ତିକ ତଥ୍ଯ ସମୟ କ୍ରମେ ଆତ୍ମ ପ୍ରକାଶ କରେ....ଆପଣ ସଚ୍ଚୋଟ ଏବଂ ସରଳ ମନର ମଣିଷ ଜଗା ସଦା ସର୍ବଦା ଆପଣଙ୍କ ବ୍ୟକ୍ତିଗତ ଜୀବନ ର ପଥ ପ୍ରଦର୍ଶକ ହେଇ ରହିବ 🙏

  • @hiteskumar365
    @hiteskumar365 Місяць тому +3

    ବହୁତ ସୁନ୍ଦର ଗୀତ ରଙ୍ଗ ରଙ୍ଗ ବତୀ ଏହି କାର୍ଯ୍ୟ କ୍ରମ ଆଗରୁ ହେବାର ଥିଲା

  • @durgasarangi2
    @durgasarangi2 Місяць тому +19

    Bahut sundar gita for odisha,ei gita ra sustitute kou gita nahin emti kou marriage ,melody ki je କୌଣସି function hele ni ରଙ୍ଗବତୀ song ନିଶ୍ଚିତ ବାଜିବ

  • @Madhu-us2yn
    @Madhu-us2yn Місяць тому +9

    Mu jadi podcast dekhibaku bhala pae only sangram sir nka upastapana sailee pain😊😊😊jete Podcast hauchi sabuthu best hauchi Argus Podcast and sangram sir nka questions ete Sundar Lage Podcast re basithiba pratiti byakti nku ans debaku bht khusi lage and semane only a podcast re hruday kholi katha heiparanti❤️❤️❤️❤️❤️ thank you so much Sangram sir and hole Argus family members 😊Jay Jagannath 🙏🙏❤️❤️

  • @prasantasahoo9624
    @prasantasahoo9624 Місяць тому +6

    ସତରେ.... "ରଙ୍ଗବତୀ"ଗୀତ ହିଁ ଓଡିଶାର ସଂସ୍କୃତି, ପରମ୍ପରା, ଲୋକକଳାଓ ଲୋକ ଗୀତକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ....

  • @radheshyamsahucreation7621
    @radheshyamsahucreation7621 Місяць тому +12

    ନମସ୍କାର ସଂଗ୍ରାମ ସାର୍‌!🙏🙏
    ଆପଣଙ୍କ ଉପସ୍ଥାପନା ବହୁତ୍‌ ସୁନ୍ଦର୍‌ ଲାଗେ। ଅତିଥିଙ୍କ ପ୍ରତି ସମ୍ମାନ,ଶ୍ରଦ୍ଧା,ଭଲ ପାଇବା,ଉତ୍ତମ ବ୍ଯବହାର ମୋତେ ମୁଗ୍ଧ କଲା।❤❤

  • @vfxbhabani
    @vfxbhabani Місяць тому

    ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍ ସାରଙ୍କୁ ମୋର ହୃଦୟ ରୁ ପ୍ରଣାମ 🙏 ଏ ବାର୍ଦ୍ଧକ୍ୟ ବୟସରେ ଯେଉଁ ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତ ଟି ଗାଇଲେ ତାହା ଆଜିବି ତାଙ୍କ ମୁହଁରୁ ଶୁଣି ଭାରି ଖୁସି ଲାଗିଲା।🙏 ଭଗବାନଙ୍କୁ ଏତିକି ପ୍ରାର୍ଥନା କରିବି ବାସ ଆପଣଙ୍କୁ ଭଲରେ ରଖନ୍ତୁ। 🙏

  • @PruthirajHarpal-cc7zb
    @PruthirajHarpal-cc7zb 28 днів тому +1

    Proud of western odisha Dr jitendra haripal sir .may God bless you always.

  • @Satya-pq8vt
    @Satya-pq8vt Місяць тому +8

    Bahut badhia .....khub Ananda dele Manaku Sangram Sir......Loads of Respect core of our heart

  • @purnanandapatel9089
    @purnanandapatel9089 Місяць тому +2

    ଜିତେନ୍ଦ୍ର ସାର୍ ଆପଣଙ୍କୁ ଅଶେଷ ଅଶେଷ ବିଶେଷ ଧନ୍ୟବାଦ୍ ।argus news ପ୍ରୋଗ୍ରାମ କରିଥିବାରୁ ଧନ୍ୟବାଦ୍ ।,🎉🎉,🙏🙏🙏

  • @debanandsha5336
    @debanandsha5336 Місяць тому +5

    ସମ୍ବଲପୁରୀ ଗୀତ ଦୁନିଆରେ ଏହିପରି ସମସ୍ତଙ୍କର ମନୋରଞ୍ଜନ କରୁଥାଉ ଜୟ ମା ସମଲେଶ୍ବରୀ tyoar ଆଶୀର୍ବାଦ କଳାକାର ମାନଙ୍କୁ ଥାଉ

  • @aloksatpathy1680
    @aloksatpathy1680 Місяць тому +8

    Jitendra Haripal is a best singer and also a nice person

  • @manojnaik1347
    @manojnaik1347 Місяць тому +8

    ସମ୍ବଲପୁରୀ ଗୀତ କୁ ଦୁନିଆର କୌଣସି ସଂଗୀତ ସହିତ ଯୋଡିବା ଭୁଲ ହେବ... ❤️

  • @rasmiranjan9226
    @rasmiranjan9226 Місяць тому +3

    ସଂଗ୍ରାମ ସାର୍ ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ସରଳ ଓ ନମ୍ର ଅନନ୍ୟ ସାର୍ ଦୟାକରି ଆପଣ ସୁବ୍ରତ ବାଗଚି ସାର୍ ଆପଣଙ୍କ ପୋଗ୍ରାମ କୁ ଅତିଥିଭାବେ ଯୋଗ ଦେଲେ ଓଡ଼ିଶାର ଦର୍ଶକ ଯୁବକକୁ କିଛି ନୂତନ ଶିକ୍ଷା ପାଇପାରିବେ 🙏

  • @maheshpadhan4462
    @maheshpadhan4462 15 днів тому

    ଜୟ ହୋ ଉପସ୍ଥାପନା ସାର way of talking bahut badhiaaaaa

  • @user-qr6hk1rk7i
    @user-qr6hk1rk7i Місяць тому +7

    Odisara e bhali kalakarnku koti kiti pranam

  • @NAKULA2008
    @NAKULA2008 28 днів тому

    Jitendra Haripal is the best singar till old age, always show his tone new, when he is singing song

  • @rajeshsahu5125
    @rajeshsahu5125 Місяць тому +6

    Jitendra haripal sir ❤️.. Jay maa Samleiswari 🚩🙏🙏🙏

  • @nilambarsuna4970
    @nilambarsuna4970 29 днів тому +1

    Aamar odishara garba o gouraba heuchhanti Mr Dr Jitendra Harpal Sir

  • @santoshmohanty5101
    @santoshmohanty5101 Місяць тому +12

    ସଂଗ୍ରାମ sir ଆପଣ ପୁଣି controversy katha ପଚାରୁଛନ୍ତି

  • @deepumicrobe
    @deepumicrobe Місяць тому +2

    Sangram Sir you never fail to mesmerize with the guests you invite. You are a pied Piper. I had seen some small documentary about Dr. Haripal but had always felt that representation was low. Thanks for bringing the respect and grandeur he deserves. I wait every week to see your podcast. Last podcast of Laughter king Jayiram Samal was enriching and lively. Hope you continue this trend.

  • @debasishmohanta631
    @debasishmohanta631 Місяць тому +8

    ସାଥିରେ କ୍ରିଷ୍ଣା ପଟେଲ୍ ମହୋଦୟ ଙ୍କୁ
    ଡ଼ା କିଲେ ଭଲ ଆହୁରି ସୁନ୍ଦର ହେଇ ପାରି ଥାନ୍ତା l

  • @tulsibanchhor7535
    @tulsibanchhor7535 28 днів тому +2

    Love u jitendra babu🎉🎉🎉

  • @Suvicharodia1
    @Suvicharodia1 Місяць тому +11

    ଜୟ ଜଗନ୍ନାଥ 🙏🙏🙏
    ଜୟ ମା ସମଲେଇ 🙏🙏

  • @DevBhaiOfficial
    @DevBhaiOfficial 28 днів тому +1

    Respect Button ❤ Umakant Barik ❤ Shantanu Sahu

  • @tufangantayat.
    @tufangantayat. Місяць тому +11

    Jai sree ram 🌹🌹 Jai sree jagannath nomhho 🌹🌹🌹🌹🌹

  • @birakishoresahoo3080
    @birakishoresahoo3080 Місяць тому +11

    Bahut bahut dhanyabad.

  • @RanjanSundaray-ty4vf
    @RanjanSundaray-ty4vf Місяць тому +6

    ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ଦୁଇଜଣଙ୍କୁ ଲମ୍ବା ଆୟୁଷ ଦିଅନ୍ତୁ । ଜୟ ଶ୍ରୀ ଜଗନ୍ନାଥ

  • @mayankmedia2.0
    @mayankmedia2.0 Місяць тому +3

    Love you ଜିତେନ୍ଦ୍ର ହରିପାଲ❤❤❤❤❤

  • @kumargauravmohapatra7694
    @kumargauravmohapatra7694 Місяць тому +9

    HARIPAL MOHADAYA KU MORA HRUDAYA RU PRANAM BHAGABAN APANA KU BAHUT BHALA RA RAKHANTU

  • @manojkishorbibhar3313
    @manojkishorbibhar3313 Місяць тому +1

    ପଶ୍ଚିମ ଓଡ଼ିଶାର ଗୌରବ ଜିତେନ୍ଦ୍ର ଆଜ୍ଞା 🎉🎉🎉🎉

  • @JitaMartha
    @JitaMartha Місяць тому +2

    Dr Jitendra Haripal sir nku tk dakantu sir...mu tankara bahut bada friend...koti koti pranam karuchi plz dakantu...

  • @kalpanapadhi8709
    @kalpanapadhi8709 Місяць тому +4

    ଅତି ସୁନ୍ଦର

  • @iswarkumbhar2377
    @iswarkumbhar2377 Місяць тому +4

    Thank you sangram sir for calling to this grt artist nd thanks to Argus news

  • @AbKaFan
    @AbKaFan Місяць тому +10

    Dhanyavaad Sir🙏🙏
    Umakant barik nku Dakantu

    • @premoowo
      @premoowo Місяць тому

      Already daki sarichhanti video achhi dekha channel re

    • @AbKaFan
      @AbKaFan 29 днів тому

      @premoowo E Parjanta Daki Nahanti

  • @ManojKumarTripathy-i5r
    @ManojKumarTripathy-i5r 29 днів тому +1

    ଅତିସୁନ୍ଦର ଉପସ୍ଥାପନା,

  • @balarambhoi1185
    @balarambhoi1185 Місяць тому +1

    Old is gold, Tremendous voice ,God bless you for both the singer.

  • @BuluAmat-m6x
    @BuluAmat-m6x 29 днів тому

    My favorite programme, heart touching

  • @Pradipsahu1234
    @Pradipsahu1234 29 днів тому +1

    Proud of Odisha fast power full songs ❤

  • @rajendrapatra7225
    @rajendrapatra7225 Місяць тому +1

    ଆଜିର ପଡ କାଷ୍ଟକୁ ବହୁତ୍ ଧନ୍ୟବାଦ୍

  • @gobardhansunani4940
    @gobardhansunani4940 Місяць тому +8

    Sangram sir jay maa samalei...
    Mora gotie request plz padmasri Haldhar Nag knu tike podcast re anantu..plz plz plz sir

  • @tejrajsuna1204
    @tejrajsuna1204 Місяць тому +2

    Ete sundar bhabare dui jana nka katha barta.. bahut sundarr lagila❤❤❤

  • @jatinpatel7467
    @jatinpatel7467 Місяць тому +1

    ସଂଗ୍ରାମ ବାବୁ ଧନ୍ୟବଧନ୍ୟବାଦ ❤❤❤

  • @roshnimohapatra2797
    @roshnimohapatra2797 Місяць тому +5

    ଅର୍ଗସ channel ର ସବୁଠାରୁ ଶ୍ରେଷ୍ଠ program ସଂଗ୍ରାମ ସାର ଏହାକୁ ମନ ମୋହକ ରୂପରେ ରୂପାୟିତ କରି ଆହୁରି ସୁନ୍ଦର କରି ତୋଳିଛନ୍ତି........ 🙏

  • @anantadharua56
    @anantadharua56 Місяць тому

    ଆମର ପଶ୍ଚିମ ଓଡ଼ିଶାର ଗରବ ଆର ଗୌରବ ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ ଆଜ୍ଞା

  • @bijulisahoo9462
    @bijulisahoo9462 Місяць тому +4

    Koti pranaam sir 🙏🏿🙏🏿🙏🏿🙏🏿

  • @ganeshofficial....9904
    @ganeshofficial....9904 26 днів тому

    Jitendra haripal ❤❤❤❤❤❤❤❤❤❤❤great inspiration ❤❤❤❤❤❤❤❤❤❤

  • @memerboy2281
    @memerboy2281 Місяць тому +2

    ପଦ୍ମଶ୍ରୀ Dr ହଳଧର ନାଗ ଆଜ୍ଞା କୁ ଥରେ ଆନ ହୋ ଗୁରୁ

  • @brajasundar8535
    @brajasundar8535 Місяць тому

    So beautiful presentation Sangram ji. The A 1 podcast that the Odisha ever seen. Through this podcast the people come to seen and feel the tallent of Odisha and Odishee. Hat's off Argus, Sangram ji.
    Do continue and never stop ❤

  • @GangadharBeura-g3f
    @GangadharBeura-g3f Місяць тому +3

    ରଙ୍ଗବତୀ ଗୀତ ମୋ ପିଲାଦିନର ସ୍ମୃତି । ମୁ ପଶ୍ଚିମ ଓଡ଼ିଶାରେ ଜନ୍ମ। ସେଠାକାର ମାଟି,ପାଣି ପବନରେ ମୁ ବଡ ହେଇଛି । ପିଲାଦିନରୁ ଏ ଗୀତ ଶୁଣି ଶୁଣି ମୁଁ ବଡହେଇଛି ।

    • @AbKaFan
      @AbKaFan Місяць тому

      Ken nar ho Tame

  • @PintuSuna-w7s
    @PintuSuna-w7s Місяць тому

    Dr.Jitendra hari pal is best singers and very best

  • @binayapadhan9363
    @binayapadhan9363 Місяць тому +1

    Sangram Sir....Yours style of Communication is amazing .....Handsome smartness in Looking and Speaking...

  • @prafullakumardeep8338
    @prafullakumardeep8338 28 днів тому

    Padmashree Dr Jitendra Haripal Ji nku Mora Koti koti pranam Apanka Very popular Great Sambalpuri Song Rangabati Rangabati Kanaka Lata Sobhita rush Re madhya Prasar Prachar Hoithila Apanka u Many many thanks jahakahile Sabu Sata Katha jindabad Long-lived Agaku madichala ntu 🙏👍👍👍

  • @Durbadal_official
    @Durbadal_official Місяць тому +1

    Jitender sir is great person in odisha

  • @sureshsuna8808
    @sureshsuna8808 Місяць тому +4

    ଜିତେନ୍ଦ୍ରିୟ ହରିପାଳ ଙ୍କୁ ଭାରତରତ୍ନ ମିଳିବା ଦରକାର

  • @NarayanaSahu-os5vf
    @NarayanaSahu-os5vf Місяць тому +8

    Umakanta barik ku dakhantu sir love from OD.17 ❤

  • @basantamajhi9240
    @basantamajhi9240 15 днів тому

    Legend ❤
    Proud of Odisha

  • @rajananda93
    @rajananda93 Місяць тому +3

    ଜୟ ସମ୍ବଲପୁର ଜୟ ସମ୍ବଲପୁରୀ

  • @bijayameher1054
    @bijayameher1054 Місяць тому +1

    ପଦ୍ମ ଶ୍ରୀ ହଳଧର ନଗଙ୍କୁ ଡାକନ୍ତୁ 🙏🙏🙏🙏🙏

  • @SanjayakumarBhesra
    @SanjayakumarBhesra Місяць тому +1

    Sangram Bhai Bahut Bahut DHANYABAD

  • @raajbabu3820
    @raajbabu3820 Місяць тому +2

    A lot of thanks to sangram bro....and ur team for this kind of podcast with this type of artist.

  • @BhumisutaMataree
    @BhumisutaMataree 29 днів тому

    Apana nka podcast ru bahut kichhi sikhibaku milu chhi sir ....au asha karu chhi apanaka channel agaku au bhala bhala video dekhibaku miliba ...thank you sangram sir...

  • @ientertainm9236
    @ientertainm9236 Місяць тому +2

    ❤ Dr jitender haripal

  • @anjankumarbiswal5841
    @anjankumarbiswal5841 7 днів тому

    You are great Sir Thank you so much Jay Shree Jagannath Jay Jay Shree Jagannath

  • @manojsatapathy7849
    @manojsatapathy7849 Місяць тому

    He is real good person..Great singer of India.

  • @bulmun_bro
    @bulmun_bro Місяць тому +1

    35:00 ମନ୍ଦିରରେ ନେତା ମନ୍ତ୍ରୀ ମାନଙ୍କୁ vip access ମିଳେ, ହେଲେ ବୃଦ୍ଧ ଅବସର ପ୍ରାପ୍ତ କଳାକାର ତଥା ପଦ୍ମଶ୍ରୀ ସମ୍ମାନ ପାଇଥିବା ଲୋକଙ୍କୁ ମନ୍ଦିରରେ ଭିଡ ଯୋଗୁଁ ଜଗନ୍ନାଥଙ୍କ ଦର୍ଶନ ମିଳୁନି 😢

  • @lubhabag7618
    @lubhabag7618 28 днів тому

    Bahut bahut danyabad haripal sir

  • @sukantisahu5238
    @sukantisahu5238 28 днів тому

    Sir really I cried on your last conversation sir,I salute to you sir.

  • @Top_status_video_Amg
    @Top_status_video_Amg Місяць тому +2

    ବହୁତ୍ ବଢିଆ ଲାଗୁଛି ଏମିତି ସବୁ time ଚାଳିଥାଉ thanks 🙏👍🙏👍

  • @boys111-x7x
    @boys111-x7x 29 днів тому

    Salute jitendra haripal sir very nice ❤

  • @KarunaSahu-iu9ep
    @KarunaSahu-iu9ep Місяць тому +1

    ବହୁତ ସୁନ୍ଦର ମୁହୂର୍ତ୍ତ ❤❤

  • @niharranjanmahapatra7464
    @niharranjanmahapatra7464 20 днів тому

    bahut sunder podcast...

  • @BhumikaKumar-tz2kv
    @BhumikaKumar-tz2kv Місяць тому

    World famous rangabati sambalpuri song. Legend singer padmasree dr. Jitendra haripal

  • @VezMart
    @VezMart Місяць тому +5

    Umakant Barik podcast ❤

  • @ମୋକବିତାmypoetry
    @ମୋକବିତାmypoetry Місяць тому +3

    ହରିଜନ ଓ ଆଦିବାସୀ ମଣିଷ ମାନଙ୍କ ହୃଦୟରୁ ହିଁ ପ୍ରଥମେ ଲୋକ ଗୀତ ଲୋକ ନାଚ ଲୋକ କଳା ସୃଷ୍ଟି ହେଇଛି ଯାହା ଆଜି ବିଶ୍ୱ ଦର ବାର ରେ ପ୍ରଶଂସା ର ପାତ୍ର ହେଇ ପାରିଛି l ଆଜି ଆମେ ଯାହା ବି ସୋସିଆଲ ମିଡ଼ିଆ ରେ ସମ୍ବଲପୁରୀ ଗୀତ ଶୁଣୁଛୁ ସବୁ st sc ମାନଙ୍କ କଳା l ଯାହା ଆଉ କୌଣସି କାଷ୍ଟ ରେ ଦେଖିବାକୁ ମିଲେନା l ଏହା ହିଁ ସତ୍ୟ

    • @HuensaMeher
      @HuensaMeher Місяць тому

      ଏହା ଭୁଲ ଧାରଣା dukhiswam ତ୍ରିପାଠୀ, ରତନ ମେହେର, ଏମାନେ କୋଉ ଲୋକ ଆପଣ କୁହନ୍ତୁ sc st କାଷ୍ଟ ବୋଲି ମାନେ ନୁହଁ ଆଜି କାଲି ଜେନେରାଲ, obc cast ଲୋକ ମଧ୍ୟ କଲା କ୍ଷେତ୍ର କୁ ଗଲେଣି

  • @sukantabehera6090
    @sukantabehera6090 Місяць тому +5

    Odisha Best podcast Sangram Sir ❤❤❤❤❤❤❤❤❤❤❤❤❤❤❤❤

  • @PagalaPremi-i7o
    @PagalaPremi-i7o Місяць тому +1

    westarn odisha best❤️❤️❤️❤️❤️❤️❤️❤️❤️

  • @Sumit-mi7zl
    @Sumit-mi7zl Місяць тому +2

    Sangram sir🙏 apanka podcast bahut bhala lage . apanka upastapana apanka voice mind relax karidiye gate bi podcast miss kareni bahut bhala manisa manaku apana podcast re invite karanti au tanka katha bahut hrudaya sparsi ❤ apana bi Sangram sir bahut bhala manisa 🙏 ahuri agaku unnati heu ei show ra dhanyawad 🙏🙏🙏

  • @DillipMahakud-d1c
    @DillipMahakud-d1c Місяць тому +2

    A pananku koti koti pranam sir

  • @AksMusicAkashSahu
    @AksMusicAkashSahu Місяць тому +2

    Umakanta barik dada ke thale aana bhal heba 🙏🙏🙏

  • @joshobantaorganmaster
    @joshobantaorganmaster Місяць тому

    Love you jitendra sir ❤️🙏

  • @nandakishor8413
    @nandakishor8413 Місяць тому +2

    Bahut sundar upastapana shailee

  • @kushasahoo1992
    @kushasahoo1992 28 днів тому

    ସାର୍ ଜୟ ଜଗନ୍ନାଥ ପ୍ରଣାମ 🙏
    ଆପଣଙ୍କ ଉପସ୍ଥାପନା ଶୈଳୀ ଖୁବ ଚିତ୍ତାକର୍ଷକ ଏବଂ ଉଚ୍ଚକୋଟୀର
    ମୁଁ ନିୟମିତ ଦର୍ଶକ ହିସାବରେ ମୋର ଗୋଟିଏ ବିନମ୍ର ଅନୁରୋଧ
    ଦୟାକରି ଥରୁଟିଏ ସ୍ୱର୍ଗତଃ ପ୍ରଫୁଲ୍ଲ କର,ଅକ୍ଷୟ ମହାନ୍ତି ଙ୍କ ସମ ସାମୟିକ ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କୁ ଆପଣଙ୍କ podcast କୁ ଆଣି interview ନିଅନ୍ତୁ 🙏