ମେଲୋଡି, ଭଜନ, ଯାତ୍ରା, ଆଧୁନିକ, ସିନେମା: ସବୁଠି ହିଟ୍‌ ତାଙ୍କ ଗୀତ... | EP - 64 | Podcast With Geeta Dash

Поділитися
Вставка
  • Опубліковано 25 січ 2025

КОМЕНТАРІ • 656

  • @atdrate
    @atdrate Місяць тому +7

    ଅତି ସୁନ୍ଦର ପୋଡ଼କାଷ୍ଟ, ସୁପ୍ରସିଦ୍ଧ ଗାୟିକା ଗୀତା ଦାଶ, ଙ୍କ ଅନୁଭୂତି ଅତି ପ୍ରେରଣା ଦାୟକ ଥିଲା। ମ୍ୟାମ୍ ଙ୍କ ଜଗନ୍ନାଥ ଭଜନ ମୋର ଅତି ପ୍ରିୟ।
    ସଂଗ୍ରାମ ବାବୁ ଙ୍କ ଆଉ ଗୋଟିଏ ସ୍ମରଣୀୟ ଉପସ୍ଥାପନା ।

  • @souvagyaranjanmahapatra1436
    @souvagyaranjanmahapatra1436 Місяць тому +177

    ଯେତେ podcast show ଅଛି ସବୁଠୁ ସଂଗ୍ରାମ ସାର୍ ଙ୍କ show 1 ନମ୍ବର

    • @Argusdigital.official
      @Argusdigital.official  Місяць тому +21

      Thank you

    • @sukantamohanty9894
      @sukantamohanty9894 Місяць тому

      Please namita agrawal nku dakantu​@@Argusdigital.official

    • @starofodisha5537
      @starofodisha5537 Місяць тому

      Aparajita mohanty ❤❤ nku dakantu 🎉🎉​@@Argusdigital.official

    • @jyotirmayeenayak4052
      @jyotirmayeenayak4052 Місяць тому +3

      Sata katha

    • @badamalimedia2227
      @badamalimedia2227 Місяць тому +2

      Sangram sir namaskar apanku anurodh ki Dr.shankar Ramchandani vimsar hospital burla 1 tankia doctor tahanku apankar podcast episode ku anantu mu apankar podcast episode sabu dekhisi jehetu Argus podcast lokapriya episode mor anurodh Ramchandani sir nku episode ku anantu mu🙏🙏🙏

  • @skdsingerkumarsaroj655
    @skdsingerkumarsaroj655 Місяць тому +55

    ମା ମୋତେ ଗୋଟିଏ କଥା ଭଲଲାଗିଲା
    ଏତେ ଉଚ୍ଚ ସ୍ଥାନରେ ଥାଇ ମଧ୍ୟ ଲକ୍ଷ୍ମୀ ନାରାୟଣ ପ୍ରତି ସମର୍ପଣ ଭାବ ଅଛି ଶୁଣି ଖୁସି ଲାଗିଲା
    ଜୟ ଜଗନ୍ନାଥ

  • @jostnaranidalei
    @jostnaranidalei Місяць тому +11

    ଗୀତା ଅପା ଏବେ ବି ବହୁତ ସୁନ୍ଦର ଗୀତ ଖାଉଛନ୍ତି ।।।
    ଆପଣଙ୍କ ଗୀତ ଶୁଣିଲେ ଆଖିରୁ ଲୁହ ଆଶୁଛି ।। ଏମିତି ସବୁବେଳେ ଖୁସିରେ ରୁହ ।।।
    ଆପଣଙ୍କ ହସ ବହୁତ ଭଲ ଲାଗୁଛି ।।।❤❤❤❤❤

  • @imjyotipanda5262
    @imjyotipanda5262 Місяць тому +38

    God bless you Gita apa ମହାପ୍ରଭୁ ସବୁବେଳେ ଖୁସିରେ ରଖନ୍ତୁ ସୁସ୍ଥ ରଖନ୍ତୁ 🙏🙏🙏🙏🙏

  • @Gurkulodisha
    @Gurkulodisha Місяць тому +27

    ସଂଗ୍ରାମ sir ଙ୍କ ର ଉପସ୍ଥାପନା ଅତି ଉଚ୍ଚକୋଟୀର । ବହୁତ ଭଲ ଲାଗେ

  • @prahaladsahu5406
    @prahaladsahu5406 Місяць тому +20

    ହୃଦୟ ର ଖଲା ଲୋକଟି ଗୀତା ଦିଦି ଙ୍କୁ ବହୁତ ବଧାଇ 👍.

  • @harichandanrath7320
    @harichandanrath7320 Місяць тому +35

    ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାପନା ଅତି ଉଚକୋଟିର ଏବଂ ଆପଣ ଜଣେ ଭଲ ସାମ୍ବାଦିକ

  • @foodypooja3627
    @foodypooja3627 Місяць тому +9

    Throughout the whole episode I got goosebumps....
    Maa saha katha hela pari lagila.. bht nijara laguthiba Manisha se .. ete utsahi, atmabiswasi, ta saha sundari... Dirghajibi au sustha rahibara kamya rahiba Kalia pakhe...❤❤❤❤🧿🧿🧿

  • @india-294
    @india-294 Місяць тому +20

    ଗୀତା ଅପା ଙ୍କର ସାଥି ଆଜି ମିଳିଗଲା ମୋ ପିଲା ଦିନ ର ଗୀତ ଟି ବହୁତ ଭଲ ଲାଗେ ଶୁଣିବା ପାଇଁ.. ମୁଁ ଏ ଗୀତ ଟି କୁ ବାରମ୍ବାର ଶୁଣେ..

  • @RajaKishoreJena-dp4ek
    @RajaKishoreJena-dp4ek Місяць тому +33

    Dear Sangram Babu you are unique.This will be the best podcast.God Bless you.

  • @MANASKUMARRANA-mc6kr
    @MANASKUMARRANA-mc6kr Місяць тому +12

    ସଙ୍ଗୀତ ର ମଧୁ ମୂର୍ଚ୍ଛନା ରେ ସୁନ୍ଦର ବାର୍ତ୍ତାଳାପ 💐💐💐🙏🙏🙏

  • @amarsatapathy3280
    @amarsatapathy3280 Місяць тому +131

    ବଢିଆ ହୋଇଛି
    ନମିତା ମ୍ୟାମଙ୍କୁ ବି କେବେ ଡକାନ୍ତୁ 🥰🥰🥰
    ଗୀତା ମ୍ୟାମ ଓ ନମିତା ମ୍ୟାମଙ୍କୁ ଏକାଠି ଡାକିଲେ ବହୁତ ବଢିଆ ହେବ

  • @pratapnayak1513
    @pratapnayak1513 Місяць тому +15

    ❤ସଂଗ୍ରାମ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤

  • @pragyanparamitamishra6408
    @pragyanparamitamishra6408 Місяць тому +8

    ଗୀତା ଅପା ଙ୍କର ସବୁ ଗୀତ ମୋତେ ବହୁତ୍ ଭଲଲାଗେ, ଅତି ପ୍ରିୟ ସେ ମୋର, ସଂଗ୍ରାମ ଭାଇ ଙ୍କ ଉପସ୍ଥାପନା ବହୁତ ଭଲ

  • @manojkumarsamal.902
    @manojkumarsamal.902 Місяць тому +25

    ସଂଗ୍ରାମ ବାବୁ ଆପଣଙ୍କର ଇଣ୍ଟରଭ୍ୟୁ ଓ ଉପସ୍ଥାପନା ଶୈଳୀ ଖୁବ ମନଛୁଆଁ ଏବଂ ସର୍ବ ଜନାଦୃତ। ଏହି ଇଣ୍ଟରଭ୍ୟୁ ରେ ଗୀତା ମାଡାମ୍ ହୃଦୟ ଖୋଲା କଥା କହିଛନ୍ତି ତାହା କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଛି। ସବୁଠାରୁ ବଡ଼ କଥା ସେ କେତେ ପୁରୁଣା ଦିନର ଗୀତ ସବୁକୁ ମନେ ରଖିଛନ୍ତି ଆଉ ଅନର୍ଗଳ ଗାଇ ପାରୁଛନ୍ତି। ଧନ୍ୟବାଦ ତାଙ୍କର ସ୍ମରଣ ଶକ୍ତିକୁ।🙏🙏

  • @shanti5462
    @shanti5462 Місяць тому +2

    🙏ନମସ୍କାର ସଂଗ୍ରାମ ବାବୁ Really…. ଆପଣକଂର Podcast show ସବୁଠାରୁ ନିଆରା … ଆପଣକଂର ଉପସ୍ଥାପନା ଶୈଳି ବହୁତ ଉଚ୍ଚ କୋଟିର ….ଆପଣକଂର ଏହି show ମୋତେବହୁତ ଭଲ ଲାଗେ heart touching ….🙏ଜୟ ଜଗନ୍ନାଥ 🙏

  • @sushree8658
    @sushree8658 Місяць тому +15

    ଦୁଇ ଜଣଙ୍କୁ ଡାକିଥିଲେ ବହୁତ୍ ଭଲ ହୋଇ ଥାଆନ୍ତା ନମିତା ଅଗ୍ରୱାଲ ଙ୍କ କଥା କହୁଚି ।sir 🙏 ବହୁତ୍ ବଢିଆ ଲାଗୁଛି ।Argus podcast thank you very much sir 🙏

  • @Radhakanta_Music_Official
    @Radhakanta_Music_Official Місяць тому +45

    ଓଡ଼ିଶା ଲୋକ ଆପଣଙ୍କୁ ବହୁତ୍ ଭଲ ପାଆନ୍ତି ମେମ୍ ❤😊

  • @kulamanibehera1977
    @kulamanibehera1977 Місяць тому +2

    🎉 ବହୁତ ସୁନ୍ଦର ଗୀତା ଅପା, ଆଜିର ଶେଷ ମାଣବସା ଗୁରୁବାର ଦିନରେ ମାତା ମହାଲକ୍ଷ୍ମୀଙ୍କ ତଥା ଜଗତରନାଥ ଜଗନ୍ନାଥଙ୍କ ଆଶୀର୍ବାଦ ସଦା ରହିଥାଉ

  • @dillipkumarbisoi931
    @dillipkumarbisoi931 Місяць тому +3

    ଏତେ podcast ଦେଖିଛି କିନ୍ତୁ Argus podcast ରେ legendary କଳାକାର ମାନଙ୍କର interview awesome 👌🏻👌🏻👌🏻
    ଏଭଳି କଳାକାର ମାନଙ୍କୁ ଦେଖିବା ସତରେ ଆମ ଭାଗ୍ୟ 👏🏻👏🏻👏🏻👏🏻

  • @KhantiOdiaRounak
    @KhantiOdiaRounak Місяць тому +31

    ସତରେ ଗୀତା ଦାସ ମାଡ଼ମ ଯେତେବେଳେ ଜଗନ୍ନାଥ୍ ଙ୍କ ଭଜନ ଗାଇଲେ। ଆଖିରେ ଲୁହ ଆସିଗଲା। ❤❤😢😢

  • @ranjitbhuyan5160
    @ranjitbhuyan5160 Місяць тому +1

    ବହୁତ ଭଲ ଲାଗିଲା ...ଓଡ଼ିଆ ସିନେମାର ପ୍ରବାଦ ପୁରୁଷ ଶ୍ରୀ ପ୍ରଶାନ୍ତ ନନ୍ଦ ଆଜ୍ଞାଂକୁ ଅତିଥି ଭାବେ ଆଣନ୍ତୁ ଏତିକି ଅନୁରୋଧ,ସଂଗ୍ରାମ ବାବୁ ଆପଣଂକ କଥାବାର୍ତ୍ତା ବହୁତ ସାବଲୀଳ । ଭଲ ଲାଗିଲା ଗୀତା ଦାସଂକ ସହ ସାକ୍ଷାତକାର ❤

  • @imjyotipanda5262
    @imjyotipanda5262 Місяць тому +133

    ଆଜି କାଲି କା new commer ଶିଖ ଗୀତା ଅପା ଙ୍କ ଠୁ personality kemiti maintain କରାଯାଏ ❤❤❤❤

  • @sambalpurimrstatusvideo4464
    @sambalpurimrstatusvideo4464 Місяць тому +19

    Old is gold Geeta mem puruna sruti sabu jagruta kari dele thanks u sir thanks u mem🙏🙏

  • @adarshakahanimala3868
    @adarshakahanimala3868 Місяць тому +7

    Sangram sir. It is a mind blowing interview. Kya baat hai ❤❤❤❤

  • @santiranjanpati5579
    @santiranjanpati5579 Місяць тому +2

    Both are great persons, Sangram sir representation is outstanding and very down to earth conversation. Geeta Das is very soft hearted and a legendary figure in the Oriya industry. My best singer. God bless you both..keep always healthy and smile in your face.

  • @ranjitkumarnayak5312
    @ranjitkumarnayak5312 Місяць тому +1

    ଗୀତା ମ୍ୟାମ ଙ୍କ ର ❤❤❤ ଗୀତ ଶୁଣିବାକୁ ସବୁବେଳେ ଭଲଲାଗେ ବେଶିଭଲ ଲାଗେ କାଳିଆର ତୁ ସେମିତି ବଡ଼ଦେଉଳରେ ରହିଥା ❤❤❤

  • @rakeshbarik948
    @rakeshbarik948 Місяць тому +36

    ଆପଣ ଜଣେ ଶ୍ରେଷ୍ଠ ସାମ୍ବାଦିକ, ସମାଜରେ ଅନେକ ସତ୍ୟ ଘଟଣା ସବୁ ଉପସ୍ଥାପନ କରନ୍ତି, ଜିରୋ ଗ୍ରାଉଣ୍ଡ ରେ ଅନେକ ପ୍ରତିଭା ବାନ ଅଛନ୍ତି ସେମାନଙ୍କୁ ଖୋଜି ସମାଜ ଆଗରେ ସେମାନଙ୍କ ଅକୁହା କଥା ସବୁ ଯଦି ଉପସ୍ଥାପନା କରନ୍ତି ତେବେ ସେମାନେ ମଧ୍ୟ ଲୋକମାନଙ୍କ ଗ୍ରହଣୀୟ ହୋଇପାରିବେ 🙏

  • @MayuriJagadala
    @MayuriJagadala 28 днів тому

    Satare Gita das jane hrudaya ru bahuta bhala Manisha. God bless you Ma'am 🙏🙏

  • @nirmalarout6792
    @nirmalarout6792 Місяць тому +3

    ସଂଗ୍ରାମ ସାର୍ ଆପଣଙ୍କ ବ୍ୟକ୍ତିତ୍ଵ ଅତିଉଚ୍ଚ କୋଟିର 🙏 ଉପସ୍ଥାପନା ବହୁତ୍ ସୁନ୍ଦର ❤❤❤

  • @binodinimishra4976
    @binodinimishra4976 Місяць тому +2

    ମୁଁ ଗୀତା ଦାଶଙ୍କ ଦିନକୁ ଚାହିଁ ରହିଥିଲି. ଧନ୍ୟବାଦ ଆପଣଙ୍କୁ ସଂଗ୍ରାମ ବାବୁ.

  • @AbadhutaSahoo-b4o
    @AbadhutaSahoo-b4o 21 день тому

    ବହୁତ ଭଲ ଲାଗିଲା ସଂଗ୍ରାମ ସାର୍ ଏ ପୋଡ୍ କାଷ୍ଟ 🙏🏻

  • @pancheinaik4057
    @pancheinaik4057 Місяць тому

    ବହୁତ ଭଲ ଲାଗିଲା ମାଡାମଙ୍କ ସହ ବାର୍ତାଳାପ, ବହୁତ ବଢିଆ

  • @anwesham2209
    @anwesham2209 Місяць тому

    Trust me Sangram Sir nkr pain mu Argus Podcast dekhuchhi❤ Sir nkr Voice and way of talking bahut bhala lage
    Love from Balangir❤❤

  • @damayantidas5308
    @damayantidas5308 Місяць тому

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ଗୀତାଅପାଙ୍କୁ ବହୁତ ହୃଦୟସ୍ପର୍ଶୀ ହୋଇପାରିଛି ଭଜନ ସବୁ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମହାପ୍ରଭୁ ଗୀତାଅପାଙ୍କୁ ଭଲରେ ରଖନ୍ତୁ ମଣିମା ସାରେ ଙ୍କୁ ବି ଭଲରେ ରଖନ୍ତୁ ମଣିମା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @RajibBapi
    @RajibBapi Місяць тому

    ସୁର ସଙ୍ଗୀତ ରାଣୀ ଗୀତ ଅପା❤❤❤ ଆଜିର ଏପିସୋଡ ସବୁଠୁ ସୁନ୍ଦର ଲାଗିଲା। ସଂଗ୍ରାମ ଭାଇ ଙ୍କ ଉପସ୍ଥାପନା ସୁନ୍ଦର ଲାଗିଲା।❤❤❤❤

  • @benudharpatra9256
    @benudharpatra9256 Місяць тому +1

    ସଂଗ୍ରାମ ବାବୁ,
    ବହୁତ ଭଲ ଲାଗିଲା।
    ଅଶେଷ ଧନ୍ୟବାଦ।

  • @sunshinemeryrashmi3738
    @sunshinemeryrashmi3738 Місяць тому +1

    ସତରେ ଏ ସୋ ରେ ମାମଙ୍କ କଣ୍ଠରେ ସିଧାସଳଖ ମହାପ୍ରଭୁଙ୍କ ଭଜନ ଶୁଣି ଲୋମ ଟାଙ୍କୁରି ଉଠିବା ସହିତ ଆଖି ରୁ ଲୁହ ଆସି ଯାଉଥିଲା 😭😭 ।ଜୟ ଜଗନ୍ନାଥ ମହାପ୍ରଭୁ🙏🙏।

  • @SakuntalapanigrahiSaku
    @SakuntalapanigrahiSaku Місяць тому +1

    ଓଡିଶା ପାଇଁ ଆପଣ ଆପଣଙ୍କର ଗୀତ ବହୁତ୍ ବଢିଆ ❤❤❤❤❤🎉🎉🎉

  • @siddhantrajmishra8851
    @siddhantrajmishra8851 Місяць тому

    I have to say this...Till now, I've watched so many podcasts in my life from national to international and I analyse a lot. But I don't know why this podcast seems to be the only podcast that seemed productive and I felt empowered and lively

  • @ramchandrakhatei7712
    @ramchandrakhatei7712 Місяць тому +1

    କୋଟି କୋଟି ପ୍ରଣାମ ଗୀତା ଅପାଙ୍କୁ ଦେବା ପୂର୍ବରୁ ମହାପ୍ରଭୁଙ୍କର ଶ୍ରୀଚରଣେ ସହସ୍ର କୋଟି ପ୍ରଣାମ ଜଣାଇ ଅପାଙ୍କୁ ଆମର ଦୀର୍ଘାୟୁ କରାନ୍ତୁ 🙏
    ଜୟ ଜୟ ଜଗନ୍ନାଥ 🙏ଜୟ ଜୟ ଜଗନ୍ନାଥ 🙏

  • @SURIYACREATOR
    @SURIYACREATOR Місяць тому +1

    Namita mam ଆଉ Gita Mam ଙ୍କ ଯୋଡ଼ି Super hit❤❤❤❤❤

  • @RojiSahu-on3tx
    @RojiSahu-on3tx Місяць тому +1

    Bahut badhia sangram sir apanka upastapana au geeta maa nka khola mana or lovely smile 🙏

  • @purbashabehera46
    @purbashabehera46 Місяць тому

    You can't stop a singer from singing😊... it's really apriciating.......

  • @birupakhyapathy
    @birupakhyapathy Місяць тому

    This podcast is really appreciated and beautiful because personalities represented their talents mesmerizing to the audience 🎉🎉

  • @saswatijena9426
    @saswatijena9426 Місяць тому

    Jemiti lagila sangram Sir Apaana mora mana katha ku janipari Geeta Mam nku dakile
    Bahut bahut Dhanyabad Sir🙏

  • @jyotirmoyeedash4423
    @jyotirmoyeedash4423 Місяць тому +8

    Gita madam, Namita madam song's are all time favourite🙏🙏.old is gold 👌👌👌👌🥰

  • @niharranjanmohanty3378
    @niharranjanmohanty3378 Місяць тому +4

    ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ
    ପ୍ରଣାମ ପ୍ରଣାମ ପ୍ରଣାମ

  • @prajnangaming9671
    @prajnangaming9671 Місяць тому +1

    Gita is a "Gita" in the Musical World. Her voice patterns are of some kind of Childish inclination and vibrantly enter into our hearts.

  • @brinnovative6835
    @brinnovative6835 Місяць тому +1

    ଗୀତା ଦାସ ମାଡାମ ବହୁତ ସୁନ୍ଦର ଗୀତ ଗାଉଛନ୍ତି 🙏🙏🙏❤️

  • @SobhaPatnaik-k9p
    @SobhaPatnaik-k9p Місяць тому +2

    Awsome program Sangram babu...
    I am an amid music lover, now residing in US, always look forward to ur podcast...
    May Gid bless you..

  • @sujitnaik4626
    @sujitnaik4626 Місяць тому +2

    ଗୀତା ଦାସ ମାମ୍ ଜଣେ ଦକ୍ଷ ଭଲ କଣ୍ଠ ଶିଳ୍ପୀ ❤ ସେ ଜଣେ ବଡ଼ ଲିଜେଣ୍ଡ ସିଙ୍ଗର ❤❤

  • @RajeshKumar-vj8oj
    @RajeshKumar-vj8oj Місяць тому +4

    ସମସ୍ତେ ଅତିଥି ଙ୍କ କଥା ଶୁଣିବାକୁ ଯେତେ ବ୍ୟାକୁଳ କିନ୍ତୁ ମୁଁ ସଂଗ୍ରାମ ବାବୁଙ୍କ ସାକ୍ଷାତକାର ଶୈଳୀ ଦେଖିବାକୁ ଅଧିକ ବ୍ୟାକୁଳ

  • @basudevluha395
    @basudevluha395 Місяць тому

    SANGRAM BABU nka sakshyat kaar sampurna niaaraa , soooooo beautiful ❤❤❤❤

  • @parikshitsamal1025
    @parikshitsamal1025 22 дні тому

    ହୃଦୟସ୍ପର୍ଶି podcast

  • @PabitraKumar-eh4bq
    @PabitraKumar-eh4bq Місяць тому

    ବହୁତ ଭଲ ସଂଗ୍ରାମ ବାବୁ ଜୟ ଜଗନ୍ନାଥ 🙏

  • @LopaMudra-q4m
    @LopaMudra-q4m Місяць тому

    Sangram sir ଜଣେ ଚାଷୀଙ୍କୁ ଡାକନ୍ତୁ, ତାଙ୍କ ଜୀବନର ଅକୁହା ଦୁଃଖ ଆଉ ଅନୁଭୂତି କୁ ଆମ ସମସ୍ତଙ୍କୁ ଦେଖିବାର ସୌଭାଗ୍ୟ ଦିଅନ୍ତୁ ❤

  • @HomeTastyFoodz
    @HomeTastyFoodz Місяць тому +2

    Gita Das dekhibaku jetiki sundar voice ahuri sweet

    • @HomeTastyFoodz
      @HomeTastyFoodz Місяць тому

      Sabuthu ehi episode best 👍👍 yes ,tume Odisha ra Gita Das best 👍🏼

  • @MOHANPRADHAN-YouTub
    @MOHANPRADHAN-YouTub Місяць тому

    ‌ଅତି ଚମତ୍କାର ମୋ ପାଖରେ ଶବ୍ଦ ନାହିଁ ବର୍ଣ୍ଣନା କରିବା ପାଇଁ Wow...❤❤❤🎉🎉 Very nice 👍👍👍🙂🙂

  • @gaurachandrapatro4404
    @gaurachandrapatro4404 Місяць тому +1

    Sangram, lingraj law college friend ଅତି ସୁନ୍ଦର ଉପସ୍ଥାପନା ଅତ୍ୟନ୍ତ ଉଚକେ।ଟିର ଏହା ହିଁ ଆମ ପାଇଁ ଗୈ।ରବ ।

  • @Deepashree20
    @Deepashree20 Місяць тому +1

    Bahut bhala lagila Geeta mam nka interview.. thank you so much Sangram sir ... Aparajita mam nku show re anantu🙏

  • @Satya-pq8vt
    @Satya-pq8vt Місяць тому +2

    Ki sundar........mana anandare bharidele Gita apa....thank u very much Sangram sir

  • @MsJayashree
    @MsJayashree Місяць тому +1

    Melodious voice and such a simple person.❤

  • @mamatamanjarisahoo8769
    @mamatamanjarisahoo8769 Місяць тому

    Interview with legendary Geeta mam is awesome 🙏

  • @kirankumredashkiran503
    @kirankumredashkiran503 Місяць тому

    ❤Many many thanka Argus podcast's pograme and Sangram bhai

  • @uhujhfhhgh8
    @uhujhfhhgh8 Місяць тому +2

    ଗୀତାଦାଶ madam ନାଗ ପଞ୍ଚମୀ ରେ ଗୋଟେ ଗୀତ ଶିଶୁ କଳାକାର ପାଇଁ ଗାଇଥିଲେ ଚାଲ ମୋର ହାତୀ ତୁ ଚାଲ ଚାଲ ରେ.. ମୁଁ ଭାବିଥିଲି ଜଣେ ଛୋଟ ପିଲା ହିଁ ଗାଇଛି ଯେବେ ଜାଣିଲି ଗୀତା ଦାଶ ତାକୁ ଗାଇଛନ୍ତି ମୁଁ surprise ହେଇଥିଲି.. ଜଣେ ଛୋଟ ପିଲା ଗାଇଲେ ଯେମିତି ଶୁଭିବ ସେମିତି ହିଁ ଶୁଭୁଥିଲା.. 🙏🙏

  • @smileplease7998
    @smileplease7998 Місяць тому

    Prahallad sahu,anugul. Best 1 for all poadcast.best of luck.thank you.

  • @gangadharbeura3159
    @gangadharbeura3159 Місяць тому +2

    ଗୀତା ଦାସଙ୍କ ଗୀତ ପିଲାଦିନରୁ ଶୁଣି ଶୁଣି ଆସିଛି। ଆଜି ତାଙ୍କ ସାକ୍ଷାତକାର ଦେଖି ବେଶ ଭଲଲାଗିଲା। ତାଙ୍କର ବେଶ୍ ଖୋଲା କଥା ମନକୁ ଛୁଇଁଗଲା। ସେ ଏମିତି ଗୀତ ଗାଇ ଚାଲିଥାନ୍ତୁ ।

  • @dibyaimages5359
    @dibyaimages5359 Місяць тому +1

    Satare Sangram sir nka podcast mast..
    Bhala lage dekhiba pai suniba pai.
    Long life argus podcast ❤

  • @bapikumarsahoo5608
    @bapikumarsahoo5608 Місяць тому

    Ete podcast dekhichi but ete patience re one hour bina forward re dekhini kebe...just awesome..but bhala lagila❤❤gita maa💕💕

  • @bhubaneswaribehera6839
    @bhubaneswaribehera6839 Місяць тому

    My favourite singer. She is one of the best versatile singer of Odisha. Superb interview.

  • @smitamohanty3302
    @smitamohanty3302 28 днів тому +1

    Very very sweet voice

  • @swatisahoo8081
    @swatisahoo8081 Місяць тому +3

    ଆରେ ଗୀତା mam ଏଡେ ସୁନ୍ଦର ହିନ୍ଦୀ ଗାଆନ୍ତି ମୁଁ ଜାଣି ନଥିଲି

  • @sandhyaranisahu8637
    @sandhyaranisahu8637 Місяць тому

    ଜୟ ଜଗନ୍ନାଥ ସାର୍ ପ୍ରଣାମ ବହୁତ ଭଲ ଲାଗେ ଆପଣ ଙ୍କ ପ୍ରୋଗ୍ରାମ ଗୁଡିକ ଆପଣ ଙ୍କୁ କାଳିଆ କୋଟି ପରମାୟୁ ଦିଅନ୍ତୁ ସର୍ବଦା ଆପଣ ଙ୍କ ଆରୋଗ୍ୟତା କାମନା କରୁଛି।

  • @arlitamohanty5195
    @arlitamohanty5195 Місяць тому

    Sangram Sir, I am a big fan of yours... ❤ ... I like each song of Geeta Mam❤❤

  • @AnnapurnaRout-si1zt
    @AnnapurnaRout-si1zt Місяць тому +1

    Sangram sir.God bless you. Bahut bhala laguchhi Gita dasnka kanthare aee sabu Gita sunibaku.

  • @SusamanayakSi
    @SusamanayakSi Місяць тому +2

    ଯେତେ କହିଲେ ବି କମ ହେବ. ସବୁବେଳେ ଏମିତି ଖୁସିରେ ଥାଅ 🙏❤ଭାରି ଇଚ୍ଛା ଟିକେ ପାଖରୁ ଦେଖିବାକୁ. 😊

  • @lisalisa7037
    @lisalisa7037 Місяць тому +1

    Jay Jagannath 🙏🙏 so sweet Gita mam,and best sangram sir 🙏🙏

  • @jyotiskmahajankhantiodiya2390
    @jyotiskmahajankhantiodiya2390 Місяць тому +1

    Ye samayara sabuthu famous au success podcast sangram babunkara ati chamatkar upastapana...

  • @sonalipati9372
    @sonalipati9372 Місяць тому

    Jay Jagannath 🙏
    Adbhut👌👌👌🙏🙏🙏💐

  • @subhamgamer497
    @subhamgamer497 Місяць тому

    Gita+gita=Jay jagannath 🙏🙏

  • @mssubhadarshan7001
    @mssubhadarshan7001 Місяць тому

    Pranam gita apa.sangram sir apananka upasthapana satare bahut uchcha kotira..

  • @SanjayKumar-jz2pg
    @SanjayKumar-jz2pg Місяць тому

    Sir apanaka voice very sweet and excellent of all podcasts show❤❤❤

  • @Ashokgadtia-d2g
    @Ashokgadtia-d2g Місяць тому

    Bahuta sundar podcast

  • @Mamalifestyle946
    @Mamalifestyle946 Місяць тому +14

    Sangram bhai apananka talking mate b bahut vala lage..😊 Argues news channel always best 👍👍

  • @ranjansahu4730
    @ranjansahu4730 Місяць тому +1

    ସୁନ୍ଦର ଗୀତିକାର ନମ୍ବର1
    ଗୀତାଅପା 🙏

  • @bhanupratapsingh6406
    @bhanupratapsingh6406 Місяць тому

    ସଂଗ୍ରାମ ସାରଙ୍କ ସବୁ ପ୍ରଶ୍ନର ଉତ୍ତର ଗୀତ ମାଧ୍ୟମ 😊😊😊

  • @subhasmitasahu3678
    @subhasmitasahu3678 Місяць тому

    Bahut sundar lagila...Aji jetiki gita apana gaile mu Jani nathili esabu gita apana gaichanti boli...👏 Au hati ne ghoda ne gita ta mora favourite thila❤

  • @narayanch.arakha4158
    @narayanch.arakha4158 12 днів тому +1

    Didi very nice 🎉🎉🎉🎉

  • @shradhanjalitarai490
    @shradhanjalitarai490 Місяць тому +3

    Bahut sundara lagila .ajira episode.....🎉

  • @technicalduniya4572
    @technicalduniya4572 Місяць тому +1

    Aaji ra podcast t bahut bhala lagila mote..❤❤❤❤❤❤

  • @ranveermallik8397
    @ranveermallik8397 Місяць тому

    Sangram Sir outstanding podcast

  • @ASITKUMARSAHOO-p5h
    @ASITKUMARSAHOO-p5h Місяць тому

    Dear Sangram bhai you are unique, this will be the best podcast , God bless you

  • @leafcreation5312
    @leafcreation5312 Місяць тому +1

    You are very nice very soft hearted ❤nd also a lengend mam ❤❤❤❤love you

  • @DebaBhaiOfficial7
    @DebaBhaiOfficial7 Місяць тому

    25:04 --- ୟା Neutr 😂 ଏୟା...😂 So funny 🤣 thank you 🎉 ସଂଗ୍ରାମ୍ ସାର୍...ଆମ ଗୀତା ମ୍ୟାମ୍ ଆଣି ଲେ... ଧନ୍ୟବାଦ 🙏

  • @Chandan.....2682
    @Chandan.....2682 Місяць тому

    ବହୁତ ଭଲ ସଂଗ୍ରାମ ଭାଇ । Plz ଥରେ ମଳୟ ମିଶ୍ର ସାର ଙ୍କୁ ଡାକନ୍ତୁ 🙏🏻🙏🏻🙏🏻🙏🏻🙏🏻

  • @pratyushparida854
    @pratyushparida854 Місяць тому +2

    Jai jagannath sir.sweet person apna❤

  • @mamaligouda3368
    @mamaligouda3368 Місяць тому

    Bahut sundar bahut sundar...🙏🙏🙏🙏

  • @lifeofsagar535
    @lifeofsagar535 Місяць тому +1

    Best episode of this year..Gita app is the best