ଏ ଅବସ୍ଥା ଦେଖିଲେ ଆପଣ ବି କାନ୍ଦିବେ! | Struggles of Specially Abled Blind and Deaf Students | Boudh |OR

Поділитися
Вставка
  • Опубліковано 16 січ 2025

КОМЕНТАРІ • 451

  • @ratikantapadhihari4646
    @ratikantapadhihari4646 18 днів тому +249

    ଧନ୍ୟବାଦ୍ ଆପଣଙ୍କୁ ଏ ଖବର କୁ ଲୋକ ଲୋଚକୁ ଆଣିଥିବାରୁ
    କିନ୍ତୁ ଅତି ଦୁଃଖ ଦାୟକ ଘଟଣା

    • @sandipgurututorial3100
      @sandipgurututorial3100 18 днів тому +2

      बड़ा दुःख के बात हैं |😢😂😢

    • @Chankoswc
      @Chankoswc 17 днів тому +1

      You just talk about this

  • @bhupalchandrapujhari7377
    @bhupalchandrapujhari7377 18 днів тому +173

    ସାମ୍ବାଦିକ ଭାଇ ଙ୍କୁ ବହୁତ୍ ଧନ୍ୟ ବାଦ ଯେଉଁ ମାନେ ଆଦର୍ଶ ମଣିଷ ଗଠନ କରିଥାନ୍ତି ସେମାନେ ଏଭଳି କରିବା ଏଭଳି ଖାଦ୍ୟ ପରଷିବା ନିଶ୍ଚିତଭାବେ ଦୁଃଖଦ ଓ ଲଜ୍ଜ୍ୟା ଜନକ,,

  • @mHansda369
    @mHansda369 18 днів тому +33

    ହୃଦୟକୁ ବହୁତ କଷ୍ଟ ଦେଲା ଭଳିଆ ଦୃଶ୍ୟ 😢 ଧିକ ଏ ଜନସାଧାରଣ ଧିକ ଏ ମଣିଷ ସମାଜ 😭। ଜୟ ଭୀମ 🙏 ଜୟ ସମ୍ବିଧାନ 🙏। ଧନ୍ୟବାଦ Odisha Reporter Channel 🙏

  • @prasantakumarsethypapuni8938
    @prasantakumarsethypapuni8938 18 днів тому +243

    ଛୁଆ ଙ୍କ ଦାନା ଯିଏ ମାରୁଛି ସେ ନର୍କ ରେ ପଡିବ 😭

    • @rambhabatipradhan3095
      @rambhabatipradhan3095 18 днів тому +6

      Tik Katha kahuchanti apna bhai

    • @allhadinipatel1655
      @allhadinipatel1655 18 днів тому +2

      Right

    • @Chankoswc
      @Chankoswc 17 днів тому

      Probably your honorable ruling party,
      Snatching each innocent children meals for the voting commission and new temple building development.

    • @devilgirl...3400
      @devilgirl...3400 13 днів тому +1

      Thik katha narkar re jiba sia

    • @gyanaranjan8013
      @gyanaranjan8013 6 днів тому

      Maghia ghusudi ghusudi Mariba maghia chuanka khaibare thakuchha sale

  • @SAMbalpurculture
    @SAMbalpurculture 18 днів тому +61

    ହେ ପ୍ରଭୁ ଦୟାକରି ଅବତାର ନିଅନ୍ତୁ 🙏🙏🙏🙏🙏

  • @gautamakumarsahoo5932
    @gautamakumarsahoo5932 18 днів тому +66

    ଯଦି ଭଗବାନ ସତ୍ୟ କେବେ ମିଳିବ ଏ ଭଳି ନିର୍ଦୟ ଲୋକଙ୍କୁ ଦଣ୍ଡ। ଶିକ୍ଷକ ମାନେ ତାଙ୍କ ପିଲାଙ୍କୁ କଣ ଏଭଳି ଖାଦ୍ୟ ଦିଅନ୍ତି। ଏମାନଂକୁ କେବେ ଶାସ୍ତି ମିଳିବ ପ୍ରଭୁ।

  • @SagramHansdah-t1j
    @SagramHansdah-t1j 18 днів тому +36

    ଧନ୍ୟବାଦ odisha repoter

  • @chhabindramansingh73
    @chhabindramansingh73 18 днів тому +78

    ତଳୁ ଉପର ସବୁ ସଳେ ବିକି ଖାଉଛନ୍ତି ପ୍ରଥମେ ଶିକ୍ଷକୁ ବାଡା

  • @durbashasahani4154
    @durbashasahani4154 18 днів тому +18

    କଣ କରିବା ଆଜ୍ଞା,,, ଆମେ ତ ଏଠି ଜାତି ଆଉ ଧର୍ମ ନାଁରେ ମାଡ଼ ଲାଗିବା ଆଉ ଆମ ପିଲାମାନେ ଯେଉଁ ସରକାରୀ ସ୍କୁଲ ରେ ପଢୁଛନ୍ତି ସେଠି ସରକାର କେତେ ସୁରକ୍ଷିତ ରଖିଛନ୍ତି ତାହା କେତେବେଳେ ବୁଝିବା 🙏🙏

  • @liteshkumar2496
    @liteshkumar2496 18 днів тому +22

    ଅପରାଜିତା ଷଡ଼ଙ୍ଗୀ ମାଡାମ ଙ୍କ ଭଳିଆ ଆଉ ଜଣେ ଶିକ୍ଷା ସଚିବ ହେବା ଦରକାର 🙏🚩

  • @Shreyansi_baby
    @Shreyansi_baby 2 дні тому +1

    ସେମାନଙ୍କର ଆଖି କାନ ଓ ପାଟି ବନ୍ଦ୍ ବୋଲି କଣ ସେମାନେ ମଣିଷ ନୁହେଁ ଛି ଛି କିଭଳି ଶିକ୍ଷକ ଏଠି ଅଛନ୍ତି 😢😢😢 କେତେ ମାସୁମ୍ ପିଲା କୋମଳ ହୃଦୟ ତାଙ୍କର କାହିଁକି ଏପରି ସେମାନଙ୍କୁ କଷ୍ଟ ଦଉଛ ..ସରକାର ନିଷ୍ଟୟ କିଛି ପଦକ୍ଷେପ ନିଅନ୍ତୁ 😢😢

  • @ShantiBishi-gq6cb
    @ShantiBishi-gq6cb 18 днів тому +59

    ପିଲାମାନେ ସିନା ଅନ୍ଧ,ମୂକ,ବଧିର କିନ୍ତୁ ଭଗବାନ୍ ସବୁ ଦେଖୁଛନ୍ତି।ଯେଉଁମାନେ ଏଥିରେ involve କେବେବି ଭଗବାନ୍ ସେମାନଙ୍କୁ କ୍ଷମା କରିବେନି।ସୁଧମୁଳ ସହ ନେବେ।

    • @user-RRM
      @user-RRM 18 днів тому +1

      ଭଗବାନ ଅନ୍ଧ।

    • @DESIPAPA1991
      @DESIPAPA1991 12 днів тому

      Tuma andha bhagban ku kuha semiti dekhuthiba

  • @HemasagarSahu-s7x
    @HemasagarSahu-s7x 18 днів тому +17

    ଏମାନଙ୍କୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ୍।

  • @ambarishswain3233
    @ambarishswain3233 18 днів тому +17

    Govt should take immediate action

  • @MobileGuru793
    @MobileGuru793 18 днів тому +37

    ଡବଲ ଇଞିନ୍ ସରକାର ଫେଲ୍ ମାରିଛି 😮

    • @jagdishbehera9706
      @jagdishbehera9706 17 днів тому +8

      Bhai pura track hin kharap achhi engine ku dosa dele habani... Reality hauchi ae sabu pain bjd hin dayi...24 barsha odisha ku barbad karidele...

    • @Chankoswc
      @Chankoswc 17 днів тому

      ​@@jagdishbehera9706now wait and see, what is going to happen with odisha, in the rule of religion ruling party BJP with mohan majhi.

    • @dartavengers2743
      @dartavengers2743 17 днів тому +3

      ​@@jagdishbehera9706 how to defend your govt

    • @citizenrayagada2037
      @citizenrayagada2037 17 днів тому +3

      To bapa Naveen ra emiti

    • @dartavengers2743
      @dartavengers2743 16 днів тому +4

      @@citizenrayagada2037 au to bapa mohan au modi kn kale 🤣🤣. Double bapa tora

  • @surendrabarad5260
    @surendrabarad5260 18 днів тому +6

    ଏ ଶିକ୍ଷା ମନ୍ଦିର ପିଲା ଖାଦ୍ୟ,ଭିତି ଭୁମୀ ଟଙ୍କା ଖାଉଥିବା ଲୋକ ନର୍କଗାମୀ ହେବେ🙏🙏

  • @suryakantamohanty8276
    @suryakantamohanty8276 18 днів тому +21

    ସବୁଆଡେ ଏପରି ହୁଏ ବେଶିକରି ଉପାନ୍ତ ଜିଲ୍ଲା ମାନଙ୍କରେ , ପ୍ରଧାନ ଶିକ୍ଷକ ମାନେ ପ୍ରତିଯୋଗିତା କରୁଛନ୍ତି କିଏ କେତେ ଲାଭ କରିବ

  • @sureshgartia868
    @sureshgartia868 18 днів тому +7

    ସରକାର ଙ୍କୁ ଅନୁରୋଧ ଟିକେ ଧ୍ୟାନ ଦିଅନ୍ତୁ

  • @NrusinghaCharanRatha
    @NrusinghaCharanRatha 18 днів тому +12

    ନିଜ ଛୁଆ ଏଭଳିଆ ପରିସ୍ଥିତିରେ ପଡ଼ିଲେ ନିଜକୁ କେମିତି ଲାଗନ୍ତା ? ସଂପୃକ୍ତ ଅଧିକାରୀମାନେ ଆତ୍ମ ସମୀକ୍ଷା କରିବାକୁ ଅନୁରୋଧ ।

  • @SubhrajitPanda-g1h
    @SubhrajitPanda-g1h 18 днів тому +7

    Thnx to odisha reporters who delivered this ground zero news to public.govt of odisha should take necessary action and give appropriate service to learners.❤❤❤❤

  • @sureshchandradash6900
    @sureshchandradash6900 18 днів тому +22

    ସେଠାର ସାଧାରଣ ଜନତା ଓ ପଦାଧିକାରୀ କଣ ବଟି ନେଇ ଚୁପ ରୁହନ୍ତି

  • @luckykisawari9980
    @luckykisawari9980 16 днів тому +5

    Mu sei school ku jaichi mo gaon pakhare.... Reporter ku thanku... Kete kasta re semane rahuchhanti.... Bahut dina ru

    • @randmchannel2350
      @randmchannel2350 16 днів тому +1

      Jadi janithila kn pi tame complain karunathila

  • @Ajaynayak-qp6qw
    @Ajaynayak-qp6qw 18 днів тому +15

    Odisha cm sir please check otv report

  • @jatinpradhan4968
    @jatinpradhan4968 17 днів тому +1

    ଧନ୍ୟ ଧନ୍ୟ ସେହି ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ
    ନର୍କ ଭୋଗିବ ସବୁ

  • @KunjaGouda
    @KunjaGouda 18 днів тому +10

    ସରକାରି ସବୁବିଦ୍ୟାଳୟ ଏହିପରି ଅସୁବିଧା ହେଉଛି ପାଠ ପଢ଼ା ପଢ଼ି ବହୁତ ଅବହେଳିତ ହେଉଛି ମାଷ୍ଟେର ଫୋନରେ ବ୍ୟସ୍ତ ରହୁଛନ୍ତି ନବରଙ୍ଗପୁର

    • @susantagaan1386
      @susantagaan1386 18 днів тому

      ଏଗୁଡା ବିଦ୍ୟାଳୟ ନା ଖାଦ୍ୟାଳୟ?

    • @19-prakashkumarsethi47
      @19-prakashkumarsethi47 18 днів тому +1

      ​@@susantagaan1386apan teacher achanti bodhe..asabu aramsa management kariheba ..ate kasta kam nuha bujhile ..

    • @susantagaan1386
      @susantagaan1386 18 днів тому

      @19-prakashkumarsethi47 ମୁଁ ବେସରକାରୀ ସଂସ୍ଥା ରେ ଚାକିରୀ କରେ କିନ୍ତୁ କାହାକୁ ଗାଳି ଦେବ ଆଗରୁ ବସ୍ତାବତା କୁ ହୃଦୟଙ୍ଗମ କରନ୍ତୁ।

    • @bulunag613
      @bulunag613 10 днів тому

      Sabu school re master mane khai deuchanti

  • @Rkd6122
    @Rkd6122 18 днів тому +3

    ଯୋଉ ବାବୁ ମାନେ କୋଟି କୋଟି ର ସମ୍ପତି ରଖିଚନ୍ତି, ଏ ପିଲାଙ୍କ ପାଇଁ କିଛି ଦାନ କରନ୍ତୁ 😂😂😂

    • @AnnapurnaJena-h5d
      @AnnapurnaJena-h5d 18 днів тому

      Nai nai jie koti koti sampati rakhichanti tanku maran hau semane b anhda muka badhira hei jantu ....😂😂😂

  • @kshirodinimahananda6728
    @kshirodinimahananda6728 18 днів тому +3

    Thank you odisha report

  • @kishorkumarsethi6435
    @kishorkumarsethi6435 18 днів тому +4

    ଏତେ ଦିନ ଯାଏଁ ଉପରିସ୍ଥ ଅଧିକାରୀ କଣ କରୁଥିଲେ।tq repoter sir

  • @ashokkumarpanda8063
    @ashokkumarpanda8063 18 днів тому +5

    I pray 🙏 to odisha government Mohan sarakar please take action...and care all students...

  • @Official_baikuntha
    @Official_baikuntha 18 днів тому +1

    ଓଡ଼ିଶା ସରକାର୍ କୁ ଏ ବିଷୟ ରେ କିଛି Action ନେବାକୁ ପଡିବ। ଧନ୍ୟବାଦ୍ odisha reporter ଭାଇ 🙏

  • @gajendramajhi3718
    @gajendramajhi3718 18 днів тому +8

    ବିଜେପି ସରକାର ଅଛି ଆହୁରି କ'ଣ ଖାଇବାକୁ ମିଳିବ ଇଏ ଡବଲ ଇଞ୍ଜିନ ସରକାର

    • @ranjanswain5946
      @ranjanswain5946 18 днів тому +2

      Ta bjd kan karithila 😂

    • @gajendramajhi3718
      @gajendramajhi3718 18 днів тому

      @ranjanswain5946 ତ ବିଜେପି ସରକାର କ'ଣ ସବୁ ପିଲା ମାନଙ୍କୁ ଖାଇବା ପାଇଁ ଦଉଛି ଦେଖ

    • @basubhai6346
      @basubhai6346 18 днів тому +1

      Tor bua nabin ra dosa

  • @bichitrasahoo8222
    @bichitrasahoo8222 18 днів тому +1

    Jay jagannath 🙏

  • @rupalidas5828
    @rupalidas5828 18 днів тому +1

    Right sir

  • @Singh77359
    @Singh77359 18 днів тому +3

    ଧର୍ମ ସହିବନି ଆରେ ନିଜ ଖାଇବାଠୁ କାଟି ଏମାନଙ୍କୁ ଦେବାକଥା ହେଲେ ଏମିତି ନିରିହ ଲୋକଙ୍କ ପେଟମାରି ଖାଉଚ ଧର୍ମ ସହିବନି ଜିଁ ଥାଉ ଥାଉ ନର୍କ ଭୋଗିବ

  • @MuktikantaMurmu
    @MuktikantaMurmu 18 днів тому +24

    ବାଃ ବାଃ ରେ ୨୪ବର୍ଷର ସରକାର

    • @OnlyVideo0363
      @OnlyVideo0363 18 днів тому +6

      😂😂😂 au abe kau sarkar achhi 😂😂😂

    • @Iswarnayak-r3c
      @Iswarnayak-r3c 18 днів тому

      Ai sarkar samna ku asile turanta acstain nebe

    • @aditya_das_343
      @aditya_das_343 18 днів тому +4

      24 year sarkar bhala nahni boli change kalu , Abe Tora sarkar asila taku kaha kariba, Tara jadi dum nahni tu Jai kar,se govt ra akhi nathila, ye govt bi Kan ta thu bada andha ki ?

    • @KhageswarSethy-i5d
      @KhageswarSethy-i5d 18 днів тому

      Ketedino helani chaluchi​@@OnlyVideo0363

    • @N.Rvlogs-s4e
      @N.Rvlogs-s4e 18 днів тому

      Ba ba re mendha Ghia.ebe tu bapo sorkar

  • @Toony123star
    @Toony123star 17 днів тому +1

    ବହୁତ ଏମିତି ଅନୁଷ୍ଠାନ ଅଛି, ଯାହାକି ଏହି ପିଲାମାନଙ୍କୁ ଏମିତି ଠକି ଚାଲିଲାଛନ୍ତି, ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ

  • @SubhendukumarSahani
    @SubhendukumarSahani 18 днів тому +3

    ଜୟ ଶ୍ରୀ ଜଗନ୍ନାଥ

  • @debasisnayakodiavlogs8223
    @debasisnayakodiavlogs8223 18 днів тому +11

    ସଳା ସାରଙ୍କୁ ଆଗ ବାଡା।ସବୁ ବିକ୍ରୀକରି ଖାଉଛନ୍ତି

  • @shortsnilu
    @shortsnilu 18 днів тому +3

    ଭାଗବାନ ଦୁନିଆ ରେ ଥିଲେ ସିନା ଏ ସବୁ ଦେଖିବେ। ଭଗବାନ ତୋ ପଥର ପାଲଟି ଗଲେଣି ଏ ସବୁ କୁ ଆଉ କିଏ ଦଣ୍ଡ ଦେବ ଆଜିକାଲି ଦୁନିଆ ଲୋକ କୁ କିଏ ନ ଜାଣେ ଛି ଛି କଣ ହେଇଗଲାନିି ଦୁନିଆ 😢

  • @tapaswinisahoo5837
    @tapaswinisahoo5837 18 днів тому +5

    Ame abe bi paradhina kete kharap laguchi turanta govt a sabu prati dhanya diantu . Jagannath kebebi khyama karibeni pila bhagaban nka sadrusa.jay Jagannath 🙏🙏😭😭

  • @dilustyles
    @dilustyles 13 днів тому +1

    thank you to odisha report ra 😞😞😞😞😞😞😞😞😞😞😞😞🙏🙏🙏🙏🙏🙏🙏🙏🙏🙏🙏

  • @UrmilaDharua-k3t
    @UrmilaDharua-k3t 15 днів тому

    Thank you sir for this information everyone should have to know this .

  • @MrGroot-py6cw
    @MrGroot-py6cw 12 днів тому

    Justice for them
    Take action against criminals

  • @dushmanthjani3574
    @dushmanthjani3574 17 днів тому

    Thank you odisha report sir 👍👍👍👍

  • @santilatatripathy7375
    @santilatatripathy7375 6 днів тому

    ଏଇଟା ହିଁ ବାସ୍ତବ ଦୃଶ୍ୟ , ଆଉ ସବୁ କାଗଜ ପତ୍ର ରେ କରାଯାଇଥାଏ. ବହୁତ ଦୁଃଖ ଲାଗୁଛି.

  • @sunilpanda1262
    @sunilpanda1262 18 днів тому

    Thanks lot create this news

  • @Motifacts2
    @Motifacts2 18 днів тому +2

    Emiti ka khabar prasarana paine otv and odisha reporter nku bahut bahut dhanyawad...🙏🙏🙏
    Media sabubele ground zero ru reporting kariba darkar...Media independently kama kariba darkar...Sarkar nku asubidha janaile ki sarkar nkara against re kahile sina kichi changeover heba...(Argus&Nandighosh ae channel besi biased achanti 2ti rajanitika dala adaku).Sabu media independent heba darkar

  • @dearstudent8139
    @dearstudent8139 18 днів тому +1

    ହୃଦୟ ବିଦାରକ... ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ

  • @dillipmental4915
    @dillipmental4915 18 днів тому +5

    Apon manae AC room re baseki kahilae habanahi sabubaelae time bharakari field ku jantu sabu janeparibae Midea nku daekhi micha kuhantuni......

  • @shibanaik4983
    @shibanaik4983 18 днів тому

    Thanks to reporter bhai for this type of reporting.

  • @ashishmohanbaidya4977
    @ashishmohanbaidya4977 9 днів тому

    Thanks reporter for report

  • @birajaprasadroutray1961
    @birajaprasadroutray1961 18 днів тому

    Jay sri Jagannath 🙏🙏🙏

  • @Pratyush.behera32
    @Pratyush.behera32 17 днів тому

    Salute. Bhai

  • @asosikhibarangoliaujhoti5055
    @asosikhibarangoliaujhoti5055 18 днів тому

    Productive coverage by Odisha Reporter 👍

  • @anandbehera5508
    @anandbehera5508 18 днів тому

    Jay. Jagannath

  • @supshorts3111
    @supshorts3111 18 днів тому

    Good job

  • @ArunDasArunDas-i1e
    @ArunDasArunDas-i1e 18 днів тому

    Jay Jagannath Jay Shree Krishna bhagwan 🙏🙏🙏🙏🙏🙏🙏

  • @santoshkumardas3582
    @santoshkumardas3582 18 днів тому +1

    Bahut dukha laguchi

  • @ArunDasArunDas-i1e
    @ArunDasArunDas-i1e 18 днів тому

    Thanks News

  • @crazykhangaming9252
    @crazykhangaming9252 12 днів тому

    Wow kya khana hai my favorite

  • @tahartunnessa410
    @tahartunnessa410 18 днів тому

    Right

  • @dhananjaya7060
    @dhananjaya7060 18 днів тому +2

    କିଛି ବଦଳି ନଥିଲା
    କିଛି ବଦଳିନି
    କିଛି ବଦଳିବ ବି ନାହିଁ ଆଗକୁ
    ରାଜନେତା ମାନେ ହେଉଛନ୍ତି ଏ ସବୁର କାରଣ

  • @BabluGagarai-zb4sh
    @BabluGagarai-zb4sh 18 днів тому

    Jay Jagannath...😢😢😢😢😢

  • @randomthings-eh2lj
    @randomthings-eh2lj 18 днів тому +1

    ପିଲାମାନଙ୍କୁ ଏମିତି ଦେଖି କଷ୍ଟ ଲାଗୁଚି💔

  • @JagabandhuBehera-tb2gf
    @JagabandhuBehera-tb2gf 18 днів тому +1

    ପ୍ରତେକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉ

  • @gangadharvibes
    @gangadharvibes 18 днів тому +1

    ଧନ୍ୟବାଦ ଓଡ଼ିଶା ରିପୋର୍ଟର 🎉❤

  • @Mishra2609
    @Mishra2609 18 днів тому +1

    କେବଳ ୟେ ନୁହେଁ, ଓଡ଼ିଶାର ଶହ ଶହ Special School ଓ Primary School ର ଅବସ୍ଥା ସମାନ। କେବିକେ ଅଞ୍ଚଳରେ ଅଧିକାଂଶ ବିଦ୍ୟାଳୟ ମାନଙ୍କରେ ନିମ୍ନମାନର ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଦିଆ ଯାଇଛି ଓ ଅର୍ଥର ବାଟମାରଣା କରାଯାଉଛି। ସରକାରଙ୍କୁ ଏ ମାମଲାରେ ଦୃଢ଼ ପଦକ୍ଷେପ ନେବାକୁ ପଡିବ। ଜୟ ଜଗନ୍ନାଥ 🙏🏻

  • @SadanaParaja-d6e
    @SadanaParaja-d6e 5 днів тому +1

    Sadanaparaja rangabalikumbha koraput ❤

  • @AkshyaJued-vg1dd
    @AkshyaJued-vg1dd 18 днів тому

    Good news

  • @jkdhar5222
    @jkdhar5222 18 днів тому

    ଧନ୍ୟବାଦ tv

  • @AshokKBarik
    @AshokKBarik 18 днів тому +3

    Emanku bhagaban bi Saha hebeni...

  • @anantanaik549
    @anantanaik549 18 днів тому +2

    Concern collector responsible 🎉

  • @gvramani4995
    @gvramani4995 18 днів тому +1

    Government please help take action against this

  • @BhimsenBagha-t5u
    @BhimsenBagha-t5u 18 днів тому

    Otv thank you

  • @UgrashanNath
    @UgrashanNath 11 днів тому +1

    Ok

  • @lk9569
    @lk9569 18 днів тому

    Thank you otv and odisha reporter

  • @UrmilaSuna-po1mu
    @UrmilaSuna-po1mu 18 днів тому +3

    Kou hostel re basi pakhala diajae aaji mu first dekhilo

  • @AmitNayak-h9f
    @AmitNayak-h9f 18 днів тому +1

    😢bahut dukha katha ethi sarkar check kariba darkar

  • @BikramKumar-dh4zu
    @BikramKumar-dh4zu 18 днів тому +2

    Se school re thiba headmasteraau sabu teacher nku suspend karajau

  • @PhateHembram-ee3di
    @PhateHembram-ee3di 18 днів тому

    Bohut dukho ro kotha

  • @santoshkumartandi6535
    @santoshkumartandi6535 12 днів тому

    Aau ei master mane darma dimand kraanti
    Emananku bahiskara karantu

  • @sourabhasahoo40
    @sourabhasahoo40 18 днів тому

    Should be strict action

  • @Cks120
    @Cks120 18 днів тому

    Immediate action.

  • @RanjankumarJena-k9e
    @RanjankumarJena-k9e 18 днів тому +1

    I pary government please please please immediate take a strong action against hostel superintendent

  • @bichitrasahoo8933
    @bichitrasahoo8933 18 днів тому +4

    He bhgaban

  • @BhagyakumarBaskey
    @BhagyakumarBaskey 17 днів тому +1

    I'm reality nabin fan❤❤❤

  • @Dipak-d2l
    @Dipak-d2l 18 днів тому +1

    Bhagaban saha huantu

  • @mundariboyz5449
    @mundariboyz5449 12 днів тому

    ପଖାଳ ଭାତ ସବୁଟୁ ଭଲ ହେଲା i love ପଖାଳ

  • @SasmitaNayak-o7x
    @SasmitaNayak-o7x 15 днів тому

    Tq bhai

  • @basantajena3220
    @basantajena3220 18 днів тому +3

    Sarkar nku tike bhal ki katha bujhantu

  • @Tukunavlogsbdk
    @Tukunavlogsbdk 18 днів тому

    ହେ ଭଗବାନ 😢

  • @SubiMajhi-k8d
    @SubiMajhi-k8d 18 днів тому

    This is the real news and otv

  • @gopinathbehera1971
    @gopinathbehera1971 13 днів тому

    Jai jagannath 😢😢

  • @user-ob6bv8hu1o
    @user-ob6bv8hu1o 18 днів тому +1

    Shame shame

  • @kkbnature8161
    @kkbnature8161 18 днів тому

    Cm sir tike a prati anudhiyan korantu plz sir🙏🙏🙏🙏😒😒😒

  • @dibakarnahak1816
    @dibakarnahak1816 18 днів тому

    😢😢😢

  • @pallavi6348
    @pallavi6348 18 днів тому

    Odisha Govt. Should be take action against the head of the institute......

  • @Tinu-sb3ng
    @Tinu-sb3ng 17 днів тому +1

    ଗୁରୁଜୀ ଖାଉଛି ଗରମଭାତ ଛାତ୍ର ଖାଉଛି ପଖାଳଭାତ ଶଳା କଲିଯୋଗ ମଣିଷ କୁକୁର ଠୁ ବି ହିନ 😮😮

  • @SantoshNayak-rm8ez
    @SantoshNayak-rm8ez 18 днів тому +1

    All odisha ra special school emiti hauchi😢

  • @manaranjanrout2363
    @manaranjanrout2363 18 днів тому

    Please 🙏 help odisha government 😢😢😢