Special Story | Dasee Shankari Bai | Rairakhol Royal Servant Now Homeless

Поділитися
Вставка
  • Опубліковано 15 сер 2020
  • ରାଜ ଉଆସରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ। ରାଜାରାଣୀଙ୍କୁ ସେ ଯୋଗାଇ ଆସୁଥିଲେ ସେବା। ହେଲେ ଆଜି ରାଜତନ୍ତ୍ର ନାହିଁ। ଏବେ ଏମିତି ବଂଚୁଛି ଦାସୀ ଶଙ୍କରୀ ବାଇ।
    Meet Dasee Shankari Bai Who Once Served The Royal Family of Rairakhol King. After Death of Her Husband & Children, She Is Now All Alone & Helpless Looking For Some Support From Govt
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    UA-cam: goo.gl/Ehz6OP
    Facebook: / otvnews
    OTV English Facebook : / otvenglish
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,1 тис.

  • @suranpradhan8963
    @suranpradhan8963 3 роки тому +309

    ସତରେ ମାଆ ଙ୍କୁ ଦେଖିଲେ ଲୁହ ଝରି ଯାଉଛି 👏👏👏👏👏

    • @sagarnayak3822
      @sagarnayak3822 3 роки тому +3

      Satta kathha

    • @k.ramaswamipatra7877
      @k.ramaswamipatra7877 3 роки тому

      @@sagarnayak3822 àaààaaaààààaààaàaàaààaàààaààààaaàaaaàààaàaàaàààààaàaàaaaaaàààaaaaaaaàaaaaààaa

  • @hemantkumarsahoo9654
    @hemantkumarsahoo9654 3 роки тому +73

    ଓ ଟିଭି ଏବଂ ସମସ୍ତ ମିଡ଼ିଆ ବାଲାଙ୍କୁ ମୋର ପ୍ରଣାମ୍🙏🙏

  • @mr.bhabani05
    @mr.bhabani05 3 роки тому +258

    ମାଆଙ୍କୁ ଦେଖିକି ଆଖିରୁ ଲୁହ ଚାଲି ଆସୁଛି😢..ରେଢାଖୋଲ ର ପ୍ରଶାସନ ଏବଂ ଯୁବପିଢ଼ି ମାନଙ୍କୁ ଅନୁରୋଧ ଦୟାକରି କିଛି ଗୋଟିଏ ଭଲ ବନ୍ଦୋବସ୍ତ କରନ୍ତୁ🙏

  • @davidbinod3062
    @davidbinod3062 3 роки тому +166

    ଭଗବାନ ଆପଣ କୁ ଭଲରେ ରଖନ୍ତୁ ବୁଡି ମା🙏🙏🙏

  • @kanakabarddhansahu116
    @kanakabarddhansahu116 3 роки тому +240

    ସତରେ ଆଖିରୁ ଲୁହ ଝରିଗଲା ।ସେଦିନ ସେବା ମନୋବୃତ୍ତି ଆଜିବି ଝଲସି ଉଠୁଛି ।ବର୍ତ୍ତମାନ ସେ ଅସହାୟ ,ଯିଏ ତାଙ୍କୁ ଆଶ୍ରା ଦେଇଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ ।ଆଉ ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେବା ଆଗରୁ ରାଜାଙ୍କ ଉତ୍ତରାଧିକାରୀ ଦୃଷ୍ଟି ଦେବା ଉଚିତ ।ଯିଏ ଜୀବନ ସାରା ସେବା କଲା ସେ ଆଜି ଅଲୋଡ଼ା ।ଇଏ ଆମ ସଂସ୍କୃତିର ଅମର୍ଯ୍ୟାଦା ହେବ ।ଏଣୁ ଅନୁରୋଧ ତାଙ୍କୁ ସାହାଯ୍ୟ କରନ୍ତୁ ।ଆରେ ତାଙ୍କୁ କଣ ସୁନା ରୂପା କି ସୁଦିବ୍ୟ ଭୋଜନ ଦରକାର ।ନା ନା କେବଳ ମୁଠାଏ ବଞ୍ଚିବା ପାଇଁ ,ଏଇଥିରୁ ତାଙ୍କୁ ବଞ୍ଚିତ କରନ୍ତୁ ନାହିଁ ।ସବିନୟ ଅନୁରୋଧ ।

    • @mama_10
      @mama_10 3 роки тому +2

      Right

    • @goodfood2790
      @goodfood2790 3 роки тому +1

      @@mama_10 right di

    • @munushukla1384
      @munushukla1384 3 роки тому

      He raja gharalog harari ta mane ki?

    • @satyanayak4271
      @satyanayak4271 3 роки тому

      ଠିକ୍ କଥା କହିଛ ଭାଇ

    • @mamaabsingh520
      @mamaabsingh520 3 роки тому +1

      Jisus mara daya maya prhabhu tume tankar saha hua

  • @mohankumarnemalpurimohan5803
    @mohankumarnemalpurimohan5803 3 роки тому +413

    ଜଗନ୍ନାଥ ମହାପ୍ରଭୁ ମଙ୍ଗଳ କରନ୍ତୁ ଏତିକି ମୋର ପ୍ରାର୍ଥନା ବୁଡି ମାଁ ଙ୍କୁ

  • @poetdhirendra6046
    @poetdhirendra6046 3 роки тому +164

    ସରକାର ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଅନ୍ତୁ।ପ୍ରଣାମ ସେ ମାଆଙ୍କୁ

  • @Rojasongs16
    @Rojasongs16 3 роки тому +36

    ଜୟ ଜଗନ୍ନାଥ ଏଇତ ଜୀବନ 😭😭

  • @SundayOdisha
    @SundayOdisha 3 роки тому +601

    ଜମା ସହିହେଉନି।ଆପେ ଆପେ ଆଖିରୁ ଲୁହ ଖସିଯାଉଛି।ଯେଉଁ ରେଢ଼ାଖୋଲ ଯୁବକମାନେ ମୋ କମେଣ୍ଟ ପଢ଼ୁଛନ୍ତି,ମାଆଙ୍କୁ ଟିକେ ସାହାଯ୍ୟ କରିବାକୁ ଅନୁରୋଧ।ଏହା କେବଳସମ୍ଭବ ହୋଇପାରିବ ସମସ୍ତଙ୍କ ସହାୟତାରେ। ସାଙ୍ଗସାଥି ହୋଇ କିଛି ସଂଗ୍ରହ କରି ତାକୁ ଅନ୍ତତଃ ଦିନକୁ ଦି ଓଳି ଦି ମୁଠା ଭଲକରି ଖାଇବା ଦେବାକୁ ଅନୁରୋଧ।

    • @sukhasaubhagya
      @sukhasaubhagya 3 роки тому +13

      Bhai apana thik kahile .. jama sahi habani

    • @tapankumar7573
      @tapankumar7573 3 роки тому +5

      😭😭😭😭😭

    • @saisubhashree912
      @saisubhashree912 3 роки тому +19

      Mate budha budhi nku dekhile mate kanda lage😭😭😭😭😭

    • @pranatinayak7641
      @pranatinayak7641 3 роки тому +6

      @@saisubhashree912 mte bi 😭😭😭😭

    • @satyanayak4271
      @satyanayak4271 3 роки тому +7

      ସତରେ ଭାରି ମନ କଷ୍ଟ ହେଉଛି ! ଭାଇ ମାନେ ଟିକେ ସାହାଯ୍ୟର ହାତ ବଢ଼େଇ ଦିଅ ! ଜଗନ୍ନାଥ ତୁମ ଆଡକୁ ବି ହାତ ବଢ଼େଇ ଦେବେ🙏

  • @dambaruminiaka9362
    @dambaruminiaka9362 2 роки тому +5

    ଭଗବାନ ଆପଣଙ୍କୁ ଭଲରେ ରକାନ୍ତୁ ବୁଢ଼ୀ ମାଆ 😀😀😀❤️❤️❤️👌👌👌

  • @mama_10
    @mama_10 3 роки тому +22

    Personally mu sei vai mananku kahuchi jenu vai mane emiti eka story ku hearty like comment karichanti . Semane hi real hero ama desara au ama rajyara.🙏🙏🙏

  • @goutamchand4526
    @goutamchand4526 3 роки тому +3

    ରେଢ଼ାଖୋଲ ଭାଈ ଭଉଣୀ ମାନେ ଦୟାକରି ଏମିତି ଅସହାୟ ମଣିଷ ଙ୍କୁ ସହାୟ ହୁଅନ୍ତୁ ଭଗବାନ ଆପଣଙ୍କ ମଙ୍ଗଳ କରିବେ plz plz plz🙏🙏🙏🙏

  • @bikramsahoo265
    @bikramsahoo265 3 роки тому +20

    Thank u sir....help kari thibaru

  • @balabhadradash1980
    @balabhadradash1980 3 роки тому +4

    ଜୀବନ ଯନ୍ତ୍ରଣା ଉପଶମ ହେଉ , ଏହାହିଁ ପ୍ରାର୍ଥନା । ଜୟ ଜଗନ୍ନାଥ ।

  • @anthonykisku4861
    @anthonykisku4861 2 роки тому +18

    Respect senior citizens. I love them. 💘

  • @mama_10
    @mama_10 3 роки тому +7

    Bahut bahut dhanyabad sei mahan byaktinku jie brudha mananku help karichanti au emiti eka story ku dekhibar sujog deichanti🙏🙏🙏🙏
    Plz help her 🙏

  • @sonymishra4524
    @sonymishra4524 3 роки тому +125

    ରେଢାଖୋଲ ରାଜ୍ ପରିବାରର ବଂଶଧର ସେ ବୁଢୀ ମା ର ଥଇଥାନ କରିବା କଥା।

    • @karnakanhar3950
      @karnakanhar3950 3 роки тому

      ତତେ ବେଶୀ କାଟୁଛି ଆଉ

    • @sonymishra4524
      @sonymishra4524 3 роки тому +12

      @@karnakanhar3950 ମଣିଷ ହୋଇ ଥିଲେ ସିନା ତୋତେ କାଟନ୍ତା।ତୁ ତ ଗୋଟିଏ କୁକୁର, ପର ପଛରେ ପଡିବା ତୋ କାମ।ତୁ ତାହା ହିଁ କର।🐕🐕🐕🐕🐕🐕🐕

    • @karnakanhar3950
      @karnakanhar3950 3 роки тому

      @@sonymishra4524 ତୋତେ ଯଦି କାଟୁଚି ,ତୁ ଯଦି ମଣିଷ ସେ ବୁଢ଼ୀ କୁ ଆଣି ଘରେ ରଖୁନୁ।ଖାଲି comment କରିଦେଲେ କଣ ହବ?ସମାଜ ପାଇଁ କିଛି କରିକି ଦେଖା ତା ପରେ ଅନ୍ୟକୁ ପଶୁ କହିବୁ

    • @karnakanhar3950
      @karnakanhar3950 3 роки тому

      ମୁଁ କୁକୁର ହେଲେ ତୁ ହଉଛୁ ମାଈ କୁତି।ଆଜିକାଲି କୁକୁର ମାନଙ୍କ ଋତୁ ଚାଲିଛି,ଦେଖିକି ଘରୁବାହାରିବୁନାହିଁ।ନ ହେଲେ ତତେ ଗୋଡେଇ ଗୋଡେଇ କୁକର ମାନେ ****କରିଦେବେ

    • @madhusmitasahu4432
      @madhusmitasahu4432 3 роки тому +2

      Thik kahila Sony

  • @saiarpitdas1285
    @saiarpitdas1285 3 роки тому +8

    Jia bi se budhhi maa nku ghore rakhichonti....tanku dhanyabad 🙏

  • @thukurimallick1997
    @thukurimallick1997 Рік тому +1

    ଯୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏 ବୁଢି ମା'କୁ ସାହାହୁଅ ପ୍ରଭୁ

  • @bhagabatabehera332
    @bhagabatabehera332 3 роки тому +11

    Maa, God bless u . Pls help her. Salute to Otv. Lot of Thanks to this Gentleman.

  • @sradhanjalimallick2782
    @sradhanjalimallick2782 3 роки тому +43

    Govt has to take her "old age home"

  • @natyasanskruti.
    @natyasanskruti. 3 роки тому +1

    ଆଉ ନାହିଁ ରାଜତନ୍ତ୍ର ଆଉ ନାହିଁ ସେହି ରାଜମହଲର ସେହି ଜନଗହଳି। ତଥାପି ନିଃସ୍ୱାର୍ଥପର ଭାବରେ ସେବା ଯୋଗାଇ ଆସୁଥିବା ଏହି ମା ଙ୍କୁ ପ୍ରଶାସନ ସାହାଯ୍ୟ କରିବା ପାଇଁ ମୁଁ ଅନୁରୋଧ କରୁଛି🙏🙏🙏🙏🙏🙏🙏🙏🙏🙏🙏

  • @dutiasahu2199
    @dutiasahu2199 3 роки тому +1

    ଏହି ବୁଢୀମା' ଙ୍କୁ ସମସ୍ତେ ସହଯୋଗର ହାତ ବଢାନ୍ତୁ ; ଭଗବାନ ଆପଣମାନଙ୍କର ସହଯୋଗ କରିବେ। ଯେଉଁ ବ୍ୟକ୍ତି ତାଙ୍କୁ ନେଇ ରଖିଛନ୍ତ; ସେ ଦୟାକରି ନିଜର ଠିକଣା କିମ୍ବା କିଛି ମାଧ୍ୟମ ଜଣାଇଲେ କିଛି ସହଯୋଗର ବ୍ୟବସ୍ଥା କରାଯାଇ ପାରନ୍ତା॥

  • @asishrout1624
    @asishrout1624 3 роки тому +24

    No words to express the feelings,anger and sadness for watching all this situation in our own eye.why???

  • @kshyamanidhigartia8055
    @kshyamanidhigartia8055 3 роки тому +74

    Government should take her to the old age home.Thanks Otv show this type of news.

  • @user-ud8jj9el7f
    @user-ud8jj9el7f 3 роки тому

    ଏହିପରି ମା ଙ୍କ ସଂମ୍ମାନ ଦେବା ଉଚିତ l ତାଙ୍କ ସେବା ର ଦାୟିତ୍ୱ ସରକାର ନେବା ଉଚିତ l ହେ ଜଗନ୍ନାଥ ତୁମେ ହିଁ ଭରସା l ସତେ ଜୀବନର ଶେଷ ସମୟ ରେ କେତେ କଷ୍ଟ ହୁଏ

  • @pinubehera2147
    @pinubehera2147 Рік тому +1

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇ, ଯିଏ ବୁଢ଼ୀ ମା ଙ୍କୁ ଆଶ୍ରୟ ଦେଇଛନ୍ତି, ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ🙏🙏🙏

  • @sukhasaubhagya
    @sukhasaubhagya 3 роки тому +8

    Se b gote maa . Maa jadi hairan hauchi tara upaya kichhi b Kariba darkar .. 😢😢😢😢

  • @nilamadhababehera489
    @nilamadhababehera489 3 роки тому +15

    JAI HIND 🇮🇳🙏🙏🇮🇳 JAI JAGANNATH 🙏🙏🇮🇳

  • @fakirmohansahoo2079
    @fakirmohansahoo2079 3 роки тому +1

    ପ୍ରଭୁ ଜଗନ୍ନାଥ ଏ ବୁଢ଼ୀ ମା କୁ ସହାୟ ହୁଅନ୍ତୁ

  • @jyotiprakashsahoo1292
    @jyotiprakashsahoo1292 3 роки тому +1

    ଲଷ୍ମୀବାଇ ଙ୍କ ପରେ ଏ ଆମ ଶଙ୍କରି ବାଇ ଆମର ଆଦର୍ଶ.

  • @pradipkumarahoo
    @pradipkumarahoo 3 роки тому +15

    Thanks otv... For special stories..

  • @Flavor_the_moments
    @Flavor_the_moments 3 роки тому +8

    Respect for her..🙏🙏🙏 I hope u still live more yr.. n God bless

  • @sanjeevp2528
    @sanjeevp2528 3 роки тому +1

    ମାଉସୀ ଜଗନ୍ନାଥ ଙ୍କ ଉପରେ ଭରସା ରଖ ।
    ସେ ଜଗତର ନାଥ ଜଗନ୍ନାଥ ସମସ୍ତ ଙ୍କ ଦୁଃଖ ଶୁଣିବେ।
    ମହା ପ୍ରଭୁ ମାଉସୀ ଙ୍କୁ ଭଲ ରେ ରଖନ୍ତୁ।
    ଜୟ ଜଗନ୍ନାଥ।

  • @sambalpuriatube9707
    @sambalpuriatube9707 3 роки тому

    Owsm story....
    Dil Chu gaya

  • @sarojguruofficial142
    @sarojguruofficial142 2 роки тому +4

    🙏ହେ ପ୍ରୋଭୁ ଜଗନ୍ନାଥ ଏଇ ବୁଡି ମା ଙ୍କୁ ସାହା ହୁଅନ୍ତୁ ଏଇ ମା ଙ୍କର ଆଖିରେ ଲୁହଦେଖି ଲେ
    ବହୁତ କଷ୍ଟ ଲାଗୁଛି 😭🙏🙏

  • @munadalei9841
    @munadalei9841 3 роки тому +29

    Background music kain emiti daucha
    Emotion sathire khelucha

  • @dibyajyotimohanty180
    @dibyajyotimohanty180 3 роки тому +1

    Sankari bai auu nahnti
    Tanka amara attma ku swrgaprapti hau🙏🏻😢😢😢

  • @trilochanbehera6236
    @trilochanbehera6236 3 роки тому

    ଅନ୍ୟବାଦ otv ଜୟ ଜଗନ୍ନାଥ

  • @90-soniasoy45
    @90-soniasoy45 3 роки тому +7

    GOD BLESS YOU GRANDMAÀAA

  • @ranimandal441
    @ranimandal441 3 роки тому +3

    It's really touch my heart......

  • @user-lp2jx5tf3n
    @user-lp2jx5tf3n Рік тому +1

    ବହୁତ ଦୁଃଖର କଥା... ଏ ମା ଙ୍କୁ ଦେଖିଲେ ବହୁତ କଷ୍ଟ ହେଉଛି ମନକୁ... ସତରେ ଭଗବାନେ କାଇଁ ଏତେ କଷ୍ଟ ଦେଉଛ ସେ ମା ଙ୍କୁ...ତାଙ୍କ ଶେଷ ଅବସ୍ଥାରେ ତାଙ୍କୁ ଟିକେ ତ ଖୁସି ଦିଅ ଭଗବାନେ 🙏🏼🙏🏼🙏🏼1

  • @DeepakRout108
    @DeepakRout108 3 роки тому +1

    Otv Aasara aloka samastanka pain....👌👌🖒

  • @mukeshsahoo1013
    @mukeshsahoo1013 3 роки тому

    O tv great chanel sabu taka bhala khabar collection karuchhanti.. Bahut kichhi ajana katha itihasa katha jani hauchi

  • @subhasmitabehera9042
    @subhasmitabehera9042 3 роки тому +10

    He pravu 🙏🙏 😭😭😭😭😭😭😭😭😭😭😭😭😭😭😭😭😭😭 luha asigala rakhyakara pravu

  • @sanumalik4996
    @sanumalik4996 3 роки тому +10

    Jay jagantha 😢😢😢😢😢😢😢😢

  • @subratakumarpattanayak302
    @subratakumarpattanayak302 3 роки тому

    ହେ ଭଗବାନ .........ହେ ନାରାୟଣ..... ତୁମେ ଏ ଦୁନିଆରେ ଅସହାୟ ର ସହାୟକ ହୁଏ ହେ ଭଗବାନ ଆବିର୍ଭାବ ହୁଅ ଏ ଦୁନିଆରେ

  • @Punam-pr8wh
    @Punam-pr8wh 3 роки тому +1

    He bhagaban se maa ku tame saaha 🙏🏻🙏🏻🙏🏻🙏🏻🙏🏻🙏🏻☹️

  • @belalasensahoo1598
    @belalasensahoo1598 3 роки тому +10

    He maha bahu rakhya kara

  • @asishplayz8412
    @asishplayz8412 3 роки тому +9

    ମା ଙ୍କୁ ଦେଖିଲେ ଲୁହ ଝରି ପଡେ😭😭😭😭😭😭

    • @rajlakshmisingh6458
      @rajlakshmisingh6458 3 роки тому +1

      Matter of verification. Fact is something else. Rajparivar has done a lot for her. She has sold her things which she had got from Raja.

    • @rajlakshmisingh6458
      @rajlakshmisingh6458 3 роки тому

      Otv should verify and then publish ,should not defame the Raja who has done immence work for the public. One cannot forget his donations..Establishment of schools, Colleges Ashram Hospital etc. Raja has planted trees from Rairakhol to Sambalpur ,only for the benefit of the people . He always helped the people in their need. This is all false allegation. I know the fact. You people should verify from Old Rairakhol basinda.. Raja had given her house which she fought with her bahu and left. Very sad people are believing whatever media is showing .

  • @dirjarani7541
    @dirjarani7541 3 роки тому +1

    Hey sai ram 😭😭🤲🤲🙏🙏🙏.apananku bahut bahut dhanyabadh sir tanku ashraya deithibaru.

  • @GYDS-ep3le
    @GYDS-ep3le 3 роки тому +1

    Thanks to OTV from the bottom of my heart..

  • @ramaniranjanswain711
    @ramaniranjanswain711 3 роки тому +30

    Government should take care this old woman at any old-age shelter.
    And should punish that Royal family of Redhakhol,
    As she was kept by that ,Nonsense family as a Slave.
    So that family is fully responsible for that old woman.

  • @mununaik2191
    @mununaik2191 3 роки тому +18

    100 soranno 🙏

  • @devneturmusicblogs7609
    @devneturmusicblogs7609 3 роки тому

    ଜୁନପିଢୀ ଭାଇ ମାନଙ୍କୁ 🙏🙏🙏 plz କିଛି ଗୋଟେ କରନ୍ତୁ,
    ଆଉ ସତ ସତ 🙏🙏🙏 ସେ ହୃଦୟ ବାନ ଭାଇ କୁ

  • @sls_mystery
    @sls_mystery 3 роки тому +1

    ହେ ଜଗନ୍ନାଥ

  • @rajaniseth9453
    @rajaniseth9453 3 роки тому +4

    Bahut sundari thela mam

  • @ramachandrajena8123
    @ramachandrajena8123 2 роки тому +6

    ହେ ପ୍ରଭୁ ତାଙ୍କୁ ସାହା ହୁଅ , ତାଙ୍କ ପେଟ ପାଇଁ ଦାନା ଯୋଗାଇ ଦିଅ

  • @urmilaraika9886
    @urmilaraika9886 3 роки тому

    Sir apana e pari lukanku sahajya karichanti tq... Jesus apananku bahut asirbada karantu...

  • @sambitlucky3424
    @sambitlucky3424 3 роки тому

    Really very very heart touching no word for explanation

  • @sahooid859
    @sahooid859 3 роки тому +8

    Jay jaganatha 🙏🏻😭

  • @village_girl_life5442
    @village_girl_life5442 3 роки тому +4

    Matarani apki madat jarur karenge maa..😭😭😭

  • @akashapatikhandit2403
    @akashapatikhandit2403 3 роки тому +1

    It is our happy independent day celebration . Bharat mata ki jay , jay hind ? Wah .......

  • @rrdigitalzone8173
    @rrdigitalzone8173 2 роки тому

    ମାଆଙ୍କୁ ଭଗବାନ ଭଲରେ ରଖିଥାଆନ୍ତୁ ।Namaskar Maaa God bliss U Maaaa

  • @sivanidas8294
    @sivanidas8294 3 роки тому +3

    I request to the odisha government,please help her. Please please please
    jay hind.

  • @mansisamal9526
    @mansisamal9526 3 роки тому +15

    Immediately take her to old age home

  • @Pintu_comedy_short_
    @Pintu_comedy_short_ 3 роки тому

    I love you otv no 1 news channel

  • @swtynayak6069
    @swtynayak6069 3 роки тому +2

    Bahuta kasta lguchi..plz tanku help kara..se akutia achhnti...maa tmaku koti koti pranam

  • @manasranjan5493
    @manasranjan5493 3 роки тому +3

    She should be accommodated in a good oldage home.

  • @AjayKumar-qp2qy
    @AjayKumar-qp2qy 3 роки тому +4

    😭😭😭😭😭

  • @priyankamadali7999
    @priyankamadali7999 3 роки тому +1

    ପ୍ରଭୁ ସାହା ହୁଅନ୍ତୁ ତୁମକୁ

  • @saratnag7600
    @saratnag7600 2 роки тому

    ଧନ୍ୟ ମାଁ ତମକୁ ଜୟ ଜଗନ୍ନାଥ

  • @chocolatynaina5847
    @chocolatynaina5847 3 роки тому +3

    Thakure ghanta ghodeiki rakhithantu🙇🙇🙋😊😊💜

  • @rupapintukhusishort6029
    @rupapintukhusishort6029 3 роки тому +1

    ଭଗବାନ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ 🙏🙏

  • @guruarvindaa4188
    @guruarvindaa4188 7 місяців тому

    କେତେ ସ୍ମୃତି ଆପଣଙ୍କର ଜୀବନୀ ଇତିହାସରେ ଅଛେ ... ଆପଣଙ୍କୁ ଭଗବାନ ସାହା ହୁଅନ୍ତୁ ମାଁ 🙏

  • @smrutipragnyapal5997
    @smrutipragnyapal5997 3 роки тому +1

    Tanku abe jia pakhare rakhi6i tanku bahut dhanyabada sarakara nku mora anurodha je tanku aa brudha bayasare ki6i ta sahajya kariba uchit bhagaban vala manisanka pain kn pain ete nirdaya huanti kahinki je se dasi janakka mana prana dei nistha ra sahita ta malik ra seba karithila nijaku samarpana Kari deithila hele ta seba karibaku vala manda bujhibaku kahinki kehi bi Nahanti 🙏

  • @santoshmohanty5258
    @santoshmohanty5258 2 роки тому

    Thnx mausi

  • @tunatecnicial5550
    @tunatecnicial5550 2 роки тому +1

    Love you otv and all sister and brothers

  • @manaranjanbiswala4552
    @manaranjanbiswala4552 3 роки тому

    Thankyou OTV

  • @smartskybird4429
    @smartskybird4429 2 роки тому

    ସେ ବୁଢୀ ମା ଯେମିତି ଅନ୍ୟ ମାନଙ୍କର ସେବା କରୁଥିଲେ ତାଙ୍କୁ ଏବେ କେହି ସେମିତି ସେବା ଯତ୍ନ କରନ୍ତେ କି , ଜୟ ଜଗନ୍ନାଥ🙏

  • @Justentertain5
    @Justentertain5 3 роки тому

    Good news,। I am so happy !!!!!!!¡thanks🙏🙏🙏🙏 otv

  • @Rajesh-fl3ny
    @Rajesh-fl3ny 3 роки тому +1

    Thanks OTV

  • @subashjena2313
    @subashjena2313 3 роки тому

    ହେ ଜଗ୍ନାଥ ତାଙ୍କୁ ଭରଷା ହୁଅ.......

  • @odishavlog.....pandeyji9479
    @odishavlog.....pandeyji9479 3 роки тому +2

    Jay jagannath....god Bless you

  • @puspanjalimajhi8219
    @puspanjalimajhi8219 3 роки тому

    Thank you 😘😘😘😘. Otv

  • @jeevankrushnamohapatrajeev1258
    @jeevankrushnamohapatrajeev1258 3 роки тому

    Super video.. tq... otv

  • @SambalpuriJalwa
    @SambalpuriJalwa 3 роки тому +1

    ସବୁ ସୁବିଧା ସୁଯୋଗ ଦିଅ ଯାଉ,,, ମାଙ୍କୁ

  • @sanjaybehera3407
    @sanjaybehera3407 3 роки тому

    Thanks to OTV

  • @missionexam8895
    @missionexam8895 3 роки тому

    Tanku shirt tiye deithibaru ..bahut bahut dhanyabad....🙏🙏🙏🙏🙏

  • @sandhyaraniacharya7092
    @sandhyaraniacharya7092 2 роки тому

    Maa ପ୍ରଣାମ, ଇଶ୍ୱର ଆପଣ ଙ୍କୁ ସାହାଯ୍ୟ ର ହାତ ବଢିଆ ନ୍ତୁ., etiki ମୋର ପ୍ରାର୍ଥନା

  • @Bubulifestyle0203
    @Bubulifestyle0203 3 роки тому

    Thanks for otv news 👍🏻👍🏻👍🏻

  • @trilochandas4150
    @trilochandas4150 10 місяців тому

    The royal family who has taken her services to be accountable for not taking care at her need of hour.
    That should be their moral duty.
    Thanks for bringing the issue to public🙏

  • @desivillagefoods2837
    @desivillagefoods2837 2 роки тому

    Man tumaku Koti Koti Pranam

  • @soumyaranjansahoo2100
    @soumyaranjansahoo2100 3 роки тому

    ବହୁତ ରାଜପରିବାର ର ସେବା କରିଥିବା ଲୋକଙ୍କ ର ଏପରି ଅବସ୍ଥା ଏବେ। କେବଳ ରେଢ଼ାଖୋଲ କ'ଣ ପାଇଁ ମୁଁ ୪/୫ ଟି ରାଜବଂଶର ରାଜବାଟି ରେ ଏପରି ଅବସ୍ଥା ରେ ବୃଦ୍ଧ ଏବଂ ବୃଦ୍ଧା ଙ୍କୁ ଦେଖିଛି। ଏମାନେ ରାଜା ନିଜକୁ ରାଜା କହୁଛନ୍ତି, ଶଳା ଦଲାଲ୍ ଗୁଡିକ। ଛିଃ ଛିଃ।

  • @prafulsethi253
    @prafulsethi253 3 роки тому

    ବହୁତ୍ ଖରାପ ଲାଗୁଛି ମା କୁ ଦେଖି

  • @khageswarmatari6688
    @khageswarmatari6688 2 роки тому +1

    Jai jagannath sawmi har har Mahadev Jai mata di

  • @viswanathsahu2895
    @viswanathsahu2895 3 роки тому

    ହେ ଭଗବାନ ଟିକେ ସାହାଯ୍ୟ କର ଏ ବୁଡି ମା କୁ 🙏🙏

  • @alaknanda4544
    @alaknanda4544 2 роки тому

    Jay shree Krishna 🙏🏻🙏🏻
    Mo je je maa nku vala re rakhantu 😊😊

  • @itishreelenka6752
    @itishreelenka6752 3 роки тому

    Thank u otv please gvmt help grandma

  • @gagansi5177
    @gagansi5177 3 роки тому +2

    God bless u