ଯଦି ପରୀକ୍ଷା ୫ ଟା ପରେ ହୋଇପାରୁଛି ତ ରାତି ୧୦ ଟା ରେ ବି id password login kariki deihaba
Exam cancel haba darkar
Hmm Bhai haba, Rati 12ta re bi haba
Sia ba kahile kan tike server problem
Exactly bhai .gote shift ra exam time over helaa pare bi jadi same qsn pattern re pare exam dei heuchi taa mane ta emane jetebele aau jouthi chahibe exam karei paaribe.sabu faars chalichi ethi
Direct kahibu ଜମି, ବୋଉ ର ଗହଣା ବିକୀ ଦଲାଲ୍ କୁ ପଇସା ଦେଇଛି cancel ହେଲେ ବିଷ ପିଦେବି, ଏତେ ଯାତ୍ରା କରି କହିବା kn ଦରକାର।।।
Samaste Paisa dia ti ni bhai kie mahnat Kari b exam crack Kari thae
Bhai Kana Paain tame Bisa katha kahucha, Ta Pakhare kana aau Paisa thiba Bisa kiniba Paain😂😂. Sabu tharu easy way "Mahanadi River uparu jump" . Bina Money re Kama Solve.😂
@@ronitkumarpanda8863Murkha nka vali Katha kuhani jadi 1000 seat ru 500 seat bikri heijaea tahele 500 merit jogya students bad padibe so corruption ku prasya diajiba ni
Tame ବାଳ ପାଈଁ paisa deiki emti karucha 😡😡tama talent dekhauna
Paisa kn ବେଶୀ ଦେଖେଇ houcha
Jau paisa ବେଶୀ ଦେଖାଇ houcha 😂😂😂
ଏମାନେ କେମିତି gather ହେଲେ ଆଗେ କୁହ..... ଦଲାଲ ମାନେ ଏମାନଂକୁ ଏକାଠି କରିଛନ୍ତି ✅✅✅✅
ଏଗୁଡା ସବୁ corrupted 40 ବର୍ଷୀୟ ବୁଢା
Dialect selling marketing business re jaga diya life banao jai jagannath 🙏🙏🙏
ଏ ଭାଇ ଜଣକ ବୋଧେ ରାତି 10 ରେ exam ଦେଇଛନ୍ତି 😂😂
ଦଲାଲ୍ ଏସବୁ ଚାଲ୍।। ଏମାନଙ୍କୁ ଦଲାଲ୍ ପଠେଇଛି।।।😮
Dalal patheini dalal gudaka 5: 6 re Jana padijau6i se icdfs kahu6i
ୟାଙ୍କ ଭିତରୁ ଗୋଟେ ବି ପାଠ ପଢା କେହି ବି ନୁହଁ 1000% sure.... କାହାକୁ ଲାଗୁଛି like kara..... ଦଲାଲ ମାନେ ଆମ ପାଖକୁ ଆସିଗଲେ ପଇସା ଦେଇଥିବା ପିଲା ଆସିଗଲେ.... ଧର ଏମାନଂକୁ ସବୁ ଧରା ପଡିଯିବେ ✅✅✅✅✅✅✅✅✅✅
ଶଳା ସବୁ over age candidate 😂😂😂। ତା ମାନେ ଭଲ କି ଦଲାଲ୍ କୁ ମୋଟ ଅଙ୍କ ର ଦେଇଛନ୍ତି 😂
Haire sala murkha bhala pila boli kn tanka muhna re lekha heithanta
ମଉସା ତୁମ ବିସର୍ଜନ ସମୟରେ exam ଦେବାକୁ ତମକୁ କିଏ permission ଦେଲା! ତମମାନଙ୍କୁ ଦେଖିଲେ ଲାଗୁଛି 45-53 ବର୍ଷୀୟ ବୃଦ୍ଧ.. ତୁମେ ମାନେ ଆଉ କିଛି କାମ ଧନ୍ଦା କରୁନା.. କଣ ପାଇଁ ଜଣେ meritorious student ର post ku ଟଙ୍କା ଦେଇ କିଣୁଛ
ମୋ ଭାଇ ରେ ନିଜ ଉପରେ ବିଶ୍ୱାସ ରଖ। ଯଦି ଭଲ ପଢ଼ି 90 କି 95 attempt krichu ଆଉ ଟିକେ ସମୟ ମିଳି ଲେ 100 କରିବୁ। ଆଉ final to selection hbo
Bhai
1. 1st Blacklisted Company
2. Mun Bi Exam deichhi System bhalse kama karuni.
3. Already Questions paper leak.
4. Faltu method (Percentile)
5. Security sete strong nahin.
6. Forester ra Scam.
Bhai tame eka Exam deina Ame sabu bi deichhu kaen Michha katha asi kahuchha Media re Tame kasta kari patha padichha ame kn kasta karinu.
ଏମାନଙ୍କର କଥାବାର୍ତ୍ତାରୁ ଭାଷାରୁ ଜଣା ପଡୁଛି ଏମାନେ କେବେ Aspirants ନୁହଁନ୍ତି... ଦ୍ବିତୀୟବାର ପରୀକ୍ଷା ହେଲେ କ'ଣ ଏମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବେ ନାହିଁ କି..?? ଏତେ ମନଧ୍ଯାନ ଦେଇ ପଢିଛନ୍ତି ତେବେ ଅସୁବିଧା କ'ଣ ରହିଲା...? ପ୍ରଥମତଃ ଏମାନଙ୍କ ଭାଷାରୁ ବୁଝାପଡୁଛି ପ୍ରତିଯୋଗିତା ମୂଳକ ପରୀକ୍ଷା ସହିତ ଏମାନଙ୍କକ କୌଣସି ସମ୍ପର୍କ ନାହିଁ... 😅😅😅😅
ତୁମେ 5 ଥର ପରୀକ୍ଷା ଦିଅ ନିଜେ ଜାଣିବ, Percentile କେମିତି ତୁମକୁ 5ଥର ଅଲଗା ଅଲଗା position ଆଣିବ
@@RD123......... Exam re to centre re alaga pilanka bhali problem heithanta tu janithantu kmt laguchi
@@RD123......... Mu bi dei6i exam 3rd October re...Mu 70+ score kari6i...mor kichi problem nahi....Exam cancel heu ki na heu....But RI exam re Mu bi kichi issue face karichi.... So mote kain ei exam sachha laguni... Jou reason neiki pila mane protest karuchanti same problem face karichi mu madhya....So kahu6i... Au gote katha bi jadi 2nd time exam heba problem kn... Padhicha exam clear heba... Questions ta kou bahar dunia ru asibani... Rank asiba sure... No doubt
ଜଣଙ୍କ ଭବିଷ୍ୟତ କଥା ନୁହେଁ ଭାଇ ସାରା ଓଡ଼ିଶାର ବିଦ୍ୟାର୍ଥି ମାନଙ୍କର କଥା.....
ହଉ ଯାହା ହେଲା ହେଲା ସରକାର ଏଥର ଯାହା ନିର୍ଣ୍ଣୟ ନେବେ, ତମେ ଯାଓ ଶୋଇବ, ବୟସ ସହ କିଛି ସଂପର୍କ ନାହିଁ, ତମେ ଭଲସେ ପଢ଼ିଛ ଯଦି ଡରୁଛ କଣ ପାଇଁ ଆଉ ଥରେ ପରୀକ୍ଷା ଦେଇଦେବ ଏତେ ନାଟକ କଣ ପାଇଁ କରୁଛ, ଗେଟ ନୁହଁ ସେଇଟା ସୋପାନ କୁହନ୍ତି 🙏
ଟିକେ ଅଧିକା ଦେଇଦେଇଚି😂
20 lakh ଦେଇଛୁ ବୁଡ଼ିଯିବ 😅, ଆଉ କେମିତି roll ଜାଣିଛୁ କରେ😅।
ଭାଇ ଲୋ ତୋ exam ଭଲ।ଆଉ ଯାହାର exam ରେ ପ୍ରୋବ୍ଲେମ ହେଇଛି।ତାର କଣ ହେବ।
Are selfish huani.baki pila bisaye bhaba. Age gale b exam dei pariba.
ଇ ମାଗିହେ ପଇସା ଦେଇଛନ୍ତି........ ଏମାନଙ୍କ Data ନିଆଯାଉ.... ଆଉ କାହାକୁ ଟଙ୍କା ଦେଇ ଛନ୍ତି ସବୁ ପଚରା ଯାଉ
ଏଇ ଯେତିକି ଯାଇଛନ୍ତି ଏଇ ମାନଙ୍କୁ ଆଗେ ବିଚାରକୁ ନିଆଯାଉ ଏମାନଙ୍କ previous history କୁ ଚେକ୍ କରାଯାଉ, ଫୋନ କଲ୍, last activity ଏସବୁକୁ ଚେକ୍ କରାଯାଉ।
Right ତମେ ବହୁତ ଭଲ ଭାଇ 😭😭 ଜଗନ୍ନାଥ ମୋର ଭି last exam....
ଓଃ....ବୟସର ଶେଷ କୁ ଭଲ ସେ ପଢ଼ିଚ।। ଆଗରୁ kn କରୁଥିଲ।। ଦଲାଲ୍ ର ଠିକଣା ପାଇନଥିଲ ବୋଧେ,ଏବେ ପାଇଲ ।
ମୋ ତରଫ ରୁ ଫୁଲ ସପୋର୍ଟ 🙏🙏🙏🙏🙏🙏🙏✅✅✅✅✅✅✅
ଜୟ ଜଗନ୍ନାଥ
At least ଭଗବାନ ଙ୍କ ନାମ ନେଇକି ଜମା ମିଛ କୁହନି କେତେ ଟଙ୍କା ଦେଉଛୁ ସତ କହ
କାଲି 3000 ପିଲା ଏକାଠି ହୋଇଥିଲେ ସବୁ ମୂର୍ଖ,ଉଲା ତମେ ସଳେ 20 ଟା ପିଲା ଶିକ୍ଷିତ ନୁହେଁ
ଏ ପ୍ରତିଦିନ tv ଦଲାଲ ସହ ସଂପୃକ୍ତ ଅଛି
ଯିଏ ପଢିଥାଏ ତାର exam କୁ ଭୟ ନାହିଁ ଯେତେ ଥର eaxm ହେଉଛି ହେଉ /
ତୁମର ଯଦି ଏତେ talent achhi ଆଗରୁ କଣ ପାଇଁ ସର୍ଭିସ୍ ପାଇଲ ନାହିଁ /ପୁଣି ଏଇଟା ତମର last exam😢😢😢😢 ବହୁ ମିଛ ଭାଇ ତୁମେ କହୁଚ୍ଛ😮😮😢 ପିଲାଙ୍କ ଭବିଷ୍ୟତ ସହ ଖଳନିଁ:
ଆରେ ଛୋଡ଼ି ପୁଅ age ପ୍ରୋବ୍ଲେମ ହବ ବୋଲି କିଏ କହିଲା, form ପକେଇଲା ବେଳେ age ହେଇଛି ମାନେ କିଛି ପ୍ରୋବ୍ଲେମ ନାହିଁ
@@namitasethy2937 Sister aita sata Katha, bcoz jadi ate Talent achi tebe once again Transparency mode re exam dele Asubidha kana? Katha hauchi Paisa. Exam cancel hele Paisa dubiba. Seithi paain Ate Natak
,ଏଥିରେ ଅନେଇକ 16ଲକ୍ଷ ବାଲା ଅଛନ୍ତି । Exam cancel ହେଲେ ଫାଟୁଚି ତାଙ୍କର । ଭଲ ରେ ପଢ଼ିଚ ଯଦି again exam ହେଲେ ବି exam ଭଲ ହବ । Tension ନିଅନି।😮😅
ବୟସ ସରି ଆସିଲାଣି। ଭାଇ ବୋଧେ ଯାହା ଟଙ୍କା ପଇସା ଥିଲା ସବୁ ଦେଇ ଦେଇଛନ୍ତି। ସତ କହିଲ ଭାଇ କେତେ ଲକ୍ଷ ଦେଇଛ???
I support you bro exam cancel hele ame v protests kariba
ଏଇ ଭାଇଙ୍କ total data ନିଆ ଯାଉ, କେତେ ଟଙ୍କା କୋଉ ଦଲାଲକୁ ଦେଇଛନ୍ତି ସତ ସାମ୍ନାକୁ ଆସିବ
Pura ଦଲାଲ Tia jadi exam bhala ହେଇଚି second time exam dabare kan probem
ବହୁତ ଭଲ ଅକଟିଂଗ କରୁଛ, ତମେ ଯାତ୍ରା ରେ ଭଲ ରୋଜଗାର କରିବ
18 ଲକ୍ଷ ପାର୍ଟି
ବାପ ଙ୍କ ପଇସା ଆଣି , ଉଡେଇ ଲେ ଯିଏ ଡାକିଲା ସିଏ ଯାଇକି ରାସ୍ତାରେ ବସିଗଲେ ସେମାନଙ୍କର କଣ ଅଛି , ପାଠ ର ପ ବି ଜାଣି ନାହାନ୍ତି,strike ପାଇଁ ଆସୁଛନ୍ତି 😅😅5 ଲକ୍ଷ୍ୟ ପିଲା ଙ୍କ exam ଭଲ ହେଇଛି 300 ପିଲାର ଭଲ ନହେଲା ସେଥି ପାଇଁ କଣ ସରକାର ଦାଇ
ତୁମ ଘରେ 5ଟା computer ନେଇଯାଅ ସେଇଠି ବି exam ହେବ।।।।😢😢😢
Emanaka carrier history check kara Jana padiba peo mark check kara , -ve mark rakhiba pila heithibe.
Face dekhile Janapaduchhikije
Exam cancel hele Tora 15lakh kuade palae jiba. math number te debi Tue jadi 10 minutes re karidebu tahele bhala exam karichhu boli bhabibu.
ଗୋଟିଏ କାଉ ପାଇଁ ରାଜହଂସ ନ ମରିଯାଉ
E dialogue ketethara practice kariki ଆସିଛ ଭାଇ 😂😂😂 ଆପଣ ନିଜକୁ ରାଜହଂସ ଭାବୁଛନ୍ତି 😅😅😅
ପରିଶ୍ରମ ତମ ସହ osssc ଭି କରୁଛି , ୧୮ ଲକ୍ଷ ଟଙ୍କିଆ ପରିଶ୍ରମ ଟି...
ଏଇ ଟୋକା କୁ ଧରି ପୋଲିସ investigation କରା ଯାଉ.. ଦଲାଲ ସବୁ ଧରା ପଡି ବେ 🤣🤣🤣
ଆମ କଣ ଜୁନିଅର teacher Katha kohuchu ଆମେ କୋହୁଚୁ କି ri ari Amin Katha ଭଲ ଯଦି ଚାଲିଛି ତାହେଲେ exam ra ghante ପରେ କେମତି exam ହେଲା ତୁ ଶଳା ପଇସା ଦେଇଚୁ ସବୁ exam କେବେ ହୋଇଥିଲା ସେ ସେଣ୍ଟର୍ ରେ କେବଳ ri ari exam ହୋଇଚି ସେ ସେଣ୍ଟର୍ ରେ jt exam ଦିଅ
ତୁମେ ଯଦି ଏକ୍ସାମ ଦେଇଛ ଆଉ ଥରେ ଦିଅ off-line ରେ ତୁମେ ପାଠ ପଢୁଚ ହବ ତୁମର
Aaila danda aadu bujhila __aadu ..... Tame Mane hela dalal eethi aashi bekar Katha gapeni
ଭାଇରେ ଭଲ acting କରୁଛୁ ତ acting ଆଗରେ ରାଇମୋହନ ଫିକା ପଡ଼ିଜୀବ
Au thare exam hele bi bhala kariba tame ete parishram karicha bhai
@@biswamohanmishra-ii4rp age form fill up hisabre count etki janiparunahati tk late re job sure paibe au thare form fill up karibar nahi
@@smeher7054mu janichhi bhai but time ta jiba na bhai au 6 months lagijiba extra bhai semane already bahut wait karisarichhanti tume au gote exam paen padha Ri chhadidia jadi tuma pakhare ete samaya achhi bivuti kie se ri exam nadeiki kahinki asiki chilouthila se kan jane aspirants
Dalala୧୦ jana aasichanti, ଆଉ ବସ୍ତି ru baki pila ୧୦୦ ଟଙ୍କାରେ aasichanti
Bhai exam cancel na haba paain chala aame bi strike kariba.
Gote date fix kara
Hm jau dalal ku Paisa dei thilo ta saha time fix kro...eka thare sabu dhara padi jibe...
Ye sabu 20lakh party.
ଦୟାକରି admit card ଦେଖାଇବେ କି ଆପଣ ନକଲି ଭଳି ଲାଗୁଛି।
ଆଉ ଥରେ ଦିଅ ତୁମେ ଏତେ ବ୍ୟସ୍ତ କାଇଁ ହେଉଛ ଆଉ ଥରେ ଦିଅ
ଭାଇ ତମେ ଯଦି ଭଲ ରେ ପଢ଼ିଚ ଆଉ ଥରେ exam ହେଲେ ବି ଭଲ କରିବ... ଏତେ ବେସ୍ତ କାଇଁ ହଉଛ... ଭାଇ ତମେ ଯେମିତି ପରିଶ୍ରମ କରିଚ ବହୁତ ଛୁଆ ବି ସେ ଆଶା ରେ ପରିଶ୍ରମ କରିକି ଦେଇଛନ୍ତି... ଆପଣ ଙ୍କ ପାଇଁ ହଜାର ହଜାର ଛାତ୍ର ଙ୍କ ଭବିଷ୍ୟତ କଥା ବି ଟିକେ ଚିନ୍ତା କରନ୍ତୁ...
Jadi patha padhichhu ta authare exam dabaku dareni
Ye re bhai mo ra bhi exam bhala heichhi aau mu jane railway employee but mu chahnuchi exam puni thare hou tome mane actual aspirants nuha tome mane sabu paisa dia pila mane
ହଇଓ ଭାଇ ତୁମ ବୟସ କେତେ ହେଲା ଟିକେ କହିବ କି,ଆଉ ଟିକେ କହିବ କି ତୁମ exam center କୋଉଠି ଥିଲା
Proof dela ,bhai ,same jagare sabu exam hau thila agaru .
ଏଗୁଡା ଦଲାଲ୍ ଗୁଡା
ଏହି RI and ICDS ପରୀକ୍ଷା ରେ Exam ଦବା ପାଇଁ 5 ଲକ୍ଷ୍ୟ ପିଲାଙ୍କ କେତେ ପଇସା ସରିଛି କେତେ ପିଲା 🛏️ ହୋଲେଟ ରାହିକି ଖାଇଲି 🚆 ଟ୍ରେନ 🚌 ବସ ଟିକେଟ ରେ ଟଙ୍କା ଖର୍ଚ୍ଚ ହେଇଛି ଥରେ ଗୋଟେ ଆମ ଭଳି ଗରିବ ପିଲାଙ୍କ କଥା ହିସାବ କର ଜାଣିବ 5 ଲକ୍ଷ୍ୟ ପିଲାଙ୍କ କେତେ ଟଙ୍କା ସରିଥିବ ଭାବନ୍ତୁ exam cancel ହେଲେ ପିଲାଙ୍କ ପଇସା କିଏ ଦେବ
Uncle sete dina patha na padhi kana karuthile...aji sudden mane padi gala...Bhai bodhe bahut paesa deechanti...exam cancel hla mne sabu tanka barbad hela😂😂😂😂😂
Respect the thing that he is still fighting to earn his bread not like you guys exam kharap kariki asiki strike re basijiba exam cancel habani eta sure baki jadi satare chahuchhu job hard work kar corruption hele bi tu job paibu
Tu paisa deithibu... Sethipain ete acting...... Authare exam dele tora kn kharap haba tu ta topper habu
Icds ଠିକ ସେ କହିପାରୁନି, ଆଉ ଇଏ ଛାତ୍ର... ବାଃ ବାଃ... ଧିକ ଧିକ!!!...
Seya Para, Kemiti kahibe Bhai. Emane Para Paisa diaa 100Percentil Pila sabu
ଭାଇ ପରିଶ୍ରମ କେବେ ବୃଥା ଯାଏନି ତମେ ଯଦି ଭଲ ସେ ପଢ଼ିଛ ବେଳେ ଆଉ ଥରେ exam ହେଲେ b ତମର ଆଉ ଭଲ ହେବ
ବାକି ରହିଲା ବୟସ ଆଉ ଥରେ exam ହେଲେ b ବୟସରେ କିଛି ପ୍ରୋବେଲ ଆସିବନି
ଦେଖନ୍ତୁ ଏଇ ମାନେ ଫାଇନାଲ RI ପାଇବେ କାରଣ ପଇସାର ସବୁ ଖେଳ ନହେଲେ କଣ ପାଇଁ ବିରୋଧ କରୁଚ
I support u... Jahara problem heichi ta exam hau total cancel na hau
Gote pila Mari gale kn taa bhasi jauchhi j., tuu Mari jaa atleast aame 500 pila and family banchi jibu
ମୁଁ ବୁଝି ପାରୁନି ହଜାର ହଜାର ପିଲା exam cancel ହେବାକୁ ଚାହୁଁ ଥିବା ବେଳେ ଇଏ 10/1h ଜଣ ତାର against re ଯାଉଛନ୍ତି। ୟାଙ୍କ ପାଇଁ ସ୍ବତନ୍ତ୍ର tema asu ଜେରା କରିବାକୁ......
Kia gote bi padhua pila bhali dekha jau nahanti....sabu chapri jaka😂😂😂😂
Bhai Se White Shirt bala ku Dekh😂😂, Se Kuade Padhali Student 😂😂. Sabu Paisa paarty
ସେଥିପାଇଁ ହୋଟେଲ ଭିତରେ exam କରିବେ ବୋଧେ😢
ଯଦି ପାଠ ପଢ଼ିଛ ତା ହେଲେ ଆଉ ଥରେ exam ଦେବାରେ ଅସୁବିଧା କଣ
@@userisdied817aarey age form fill up bele dekhajaye exam bele nuhen..form fill up bele age check karajaye eligible ki nuhen.
@@userisdied817Tama mundare jadi Budhi thile emiti katha kahinathanta.Aau thare jadi exam Exam heba tahale bhai Madhya dei paribe Bhainka Barsha 50 heithile Madhya kahinki na Reexam hele aau thare Form filliup habani for existing Candidate
@@userisdied817 tame kete tanka deicha seita kahuna.
Au thare exam hele au thare apply Kariba pain padibani only re-exam haba jadi se Barsha barsha dhari patha padichi jadi etki parishrama karichi then au thare exam dei dele asubidha kan. Tame v paisa deicha Sethi pain tame b chahuna ki transparency re exam conduct hau
Server down pain jou pila r jeevan barbad ta pain kie dayi bhai mane
ki dialogue be.... ta saha news bala rr background music... offfffff...... pura mind blowing--- fantastic---extraordinary...... Plz director of sibani gananatya... consider this person🎉🎉 Mor asa au biswas ai bhai jananka apanku niras karibeniii...
ପଇସା ଯଦି ଦେଇନଥିବ ୟାର ଚାକିରି ଭୁଲ ରେ ବି ହେବନି ଲେଖିକି ଦେବାକୁ କହିଲେ ବି ଦେବି
ଏଇଟା ର 15 ଲକ୍ଷ ବର୍ବାଦ ଡରରେ ବିଲୀବୁଲଉଛି 😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😅
Library ku asa dekhiba ame student ki ana student
ଭାଇ ଏଇ ପିଲା ଯାତ୍ରା ପାର୍ଟି କୁ ଗଲେ ଭଲ ରୋଜଗାର କରିବ
ଯଦି ତୁମେ ଟଙ୍କା ଦେଇନ ତେବେ ତୁମର ନାମ ବି ବାହାରିବ ନାହି
କାରଣ already କର୍ର୍ପୋସନ ହୋଇସାରିଛି
ଲାଗୁଛି 20 ଲକ୍ଷ ଦେଇଛି। ପଇସା ତାର ବୁଡ଼ିଯିବ।
Bhai tame jadi sata kahucha then dont worry. Aau thare exam hele bhi tame bahut bhala kariba.
Authare seimanankara exam haba darkar joumananku time miliparinathila
Are ଭାଇ ଆମ ଆଡ଼େ ଟିକେ ଆସ tama age କମେଇ daba 😢
Kahibuta 20 lakh deichu Sethipai gandi phatuchi tora sala tama bhalia student ମାନଙ୍କ ପାଇଁ ama student union ଆଜି ଅସୁବିଧାରେ padichi
EI GUDA 150 TANKA MAJURI RE AAICHHANTI 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
Bivuti kie taahele se kan paen chhodi houthila maghia ta ki se ri exam deini tathapi chhodi hauthila asiki
Tama roll no dia samstantakara jete jana jaicha result bharile check kariba kete upadi deicha
କୋଉଠି exam ଭଲ ହେଇଛି ଭାଇ ସବୁଥିରେ problem।। EXAM ଠିକ୍ ଜାଗାରେ ହେଉନି। ବୌଦ ରେ duplicate owner ଧରl ପଡ଼ିଲା ତା ମାନେ ସରକାର ଆଗରୁ କିଛି homework କରୁନି। OSSSC ଧରେଇ ଦେଲା sify କୁ।।sify ତାର ଗୋଦାମ ଘରେ, ପାଇଖାନା ରେ exam କଲା।। ସବୁ ସରିଦେଲ।।।deserving candidate ବଳି ପଡିଗଲେ।।। ଏମିତି system re ପେଶି ହେଇଗଲେ।।। ତୁମେ ସବୁ ଚୋର ଦଲାଲ୍।। last exam ଆଉ ଥରେ ଦେବ problem କନ।। ପାଠ ତ ପଢ଼ୁଛ ପରା।।
Emane govt supporter asichanti ,aspirant nuhanti.
Are bhadraloka mu Tama adhar card dekhibaku chanhuchii mu v dekhibi tmku kmti 38 cross helani ki nahi
Bhae mane dayakari tara number tike bahara kariki mote dae pariba ki... Please dia taku tike class karibara achi ta so........
Bhai acting bhala karucha au background music bi badhia deicha
Au thare exam bhala heichi mane next time bi bhala haba
Jadi bhala nahela Jani jibu ki tame Paisa deicha boli
Ta bhagban nku Dara au thik bata re jao
Bhai ra roll number rakhithao result baharile dekhiba kn select hebaki na nahi
Junior teacher recruitment ରେ କଣ କରୁଥିଲ ରେ ମାଗିଆ ଛାତ୍ର ନେତା
Ea 30 lakh party
Refund scheme thile chul heiki basithante
Sesa parikhya nuha sesa jami bikiki daechu ...
Jadi thik re hard work karicha authare exam debare asubidha kauthi rahila. Tame mane hela sabu kau ame rajahansa. Ame sabu padhi padhi maribu au tame sabu mahalia re chakiri kariba au kauthu aicha ba
Rastra pati Bhul kale fasi....?????
Bhai ra Gk Jana paduchi kete knowledge achi
Ei exam dei nahanti.....admit card dekheilu
Tama jana nka future naa 5lakh pila nka future dekhijiba.... Exam cancel hebaa darkar....
20 lakh deichhi
ଆସ ଦେଖିବା କେତେ ଦେଇଛୁ.... କିଛି ପଢିନୁ... Asiki ଏଠି role କରିଛୁ
ସବୁ ସମ୍ପତି ବିକିକି Ri, exam ପାଇଁ ଦେଇଛି.... ସେଥିପାଇଁ ମୁଣ୍ଡ କାମ କରୁନି..
😂😂😂
Munda ta jadi Kam karuni se Munda ta biki ki paisa ferei ki ana heri😂
😂
Haaaa
Sata katha 😂😂
Bhai, Tara Last Option Achi, aau final Solution b aau Seita hauchi " Mahanadi River Ku Jump" 😂