News Fuse 22 May 2024 | ଭୋଟ ପାଇଁ ମାଛ ଭାତ କୁ ଶପଥ ଗ୍ରହଣ | କାମ ନୁହଁ କଥାରେ ବିଶ୍ୱାସ କରନ୍ତି - OTV

Поділитися
Вставка
  • Опубліковано 21 тра 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 193

  • @dillipjena5818
    @dillipjena5818 27 днів тому +20

    ପାଣ୍ଡୁ ପ୍ରକୃତ ସତକଥା କହିଲେ, ଧନ୍ୟବାଦ ।

  • @rameshsahoo8872
    @rameshsahoo8872 27 днів тому +6

    ମନେ ମନେ ବହୁତ ଖୋଜୁଥିଲି ଯେ ନୀଉଜ୍ ଫିଉଜ୍ କେବେ ଆସିବ ଯାହା ହେଉ ଏତେଦିନ ପରେ ଦେଖିବାକୁ ମିଳିଲା ଧନ୍ୟ ବାଦ ଓଟିଭି

  • @pusparanijena7745
    @pusparanijena7745 27 днів тому +8

    SHG ସ୍ତ୍ରୀ ଲୋକ ମାନଙ୍କୁ ମୋର ଅନୁରୋଧ ବନ୍ଦ କରନ୍ତୁ ଏ ଗୁଲାମ୍ ଗିରି.. ଶପଥ ନିଅନ୍ତୁ ନିଜ ଇଚ୍ଛାରେ ଦେଶ ର ନାଗରିକ ଏବଂ ରାଜ୍ୟ ର ଭବିଷ୍ୟ ଭାବରେ ଭୋଟ ଟିଏ ଦେବେ🙏🙏🙏 ଏହି ଘଟଣା ରେ ମୁଁ ମାର୍ମହିତ😢😢😢😢

  • @raghunathsahoo3843
    @raghunathsahoo3843 26 днів тому +6

    Ssg ଗ୍ରୁପ ଶପଥ ନେବା ଆମ ସ୍ବାମୀ ପୁଅ କୁ ଦାଦନ ପଠାଇବା

  • @BIBHUJYOTIDAS-qf1tt
    @BIBHUJYOTIDAS-qf1tt 27 днів тому +4

    ପୋଲିସ ର ପାୱାର ନାହିଁ କି ଆରେଷ୍ଟ କରିବା ପାଇଁ.... ନେତା ବୋଲି ଛାଡି ଦେଲେ ସାଧାରଣ ଲୋକ ହେଇଥିଲେ ତାର ଚୋପା ଛଡେଇଥାନ୍ତେ..... ନିୟମ ଟା ସମସ୍ତଙ୍କ ପାଇଁ ସମାନ ନୁହଁ ଏଇଟା ପୋଲିସ ଭାଇ ମାନେ ପ୍ରମାଣ ଦେଉଛନ୍ତି.

  • @DC-cz8kn
    @DC-cz8kn 27 днів тому +27

    SHG group ମା ମାନଙ୍କୁ ଅନୁରୋଧ କରୁଛି ତାଙ୍କ ଶାଶୁ ଶଶୁର ଙ୍କ ସେବା କରିବାପାଇଁ ସଫତ୍ ନିଅ ।

  • @BhubaneswarBehera-nr8ir
    @BhubaneswarBehera-nr8ir 22 дні тому +1

    ଏସବୁ ବେଶ୍ୟା ପ୍ରକୃତିର ନାରୀ

  • @kedarnarayanjena2087
    @kedarnarayanjena2087 27 днів тому +4

    ମିଶନ ଶକ୍ତିର କାମ କ'ଣ ଇଲେକ୍ସନ ରେ ଶପଥ ନେବା ପାଇଁ ? ଛିଃ ଅତି ନିନ୍ଦନୀୟ କଥା

  • @user-hm9bq4vo5b
    @user-hm9bq4vo5b 23 дні тому +1

    ଏମାନଙ୍କର ବର ଦରକାର ନାହିଁ ଦିଅ ଦରକାର

  • @user-xn7jx8vh4l
    @user-xn7jx8vh4l 26 днів тому

    Jey Odisha mahila group Wale

  • @ODISHABHAI-eq8jq
    @ODISHABHAI-eq8jq 27 днів тому +9

    ମୋଦି ଙ୍କ ଭକ୍ତ, ଜୟ ଜଗନ୍ନାଥ 🙏🏻ସେ ଭିଡ଼ିଓ ଗଲା କୁଆଡେ

    • @rajababurakhana6178
      @rajababurakhana6178 27 днів тому

      Taku dekheibeni, bjp chanel para OTV, mallik bjp ta heba kouthi,gote Bala show

    • @user-ud8np8wh6e
      @user-ud8np8wh6e 26 днів тому

      Utube re search karuna

    • @sahibadim7742
      @sahibadim7742 26 днів тому

      ​@@rajababurakhana6178at least se bhul magichhanti

    • @sahibadim7742
      @sahibadim7742 26 днів тому

      ​@@rajababurakhana6178pandian bhalia garba kari rahi nahanti

  • @NirmalMuduli-kf4nm
    @NirmalMuduli-kf4nm 27 днів тому +4

    Aji ama gramare 1.5 kg fish banta jaichi Bjd tarafaru

  • @basantinayak1660
    @basantinayak1660 27 днів тому +5

    Khurdha district ( no -1)district re emiti .,...

  • @-manas-ranjan-143
    @-manas-ranjan-143 27 днів тому +4

    23 ବର୍ଷ ହେଲା ଖାଇ ଖାଇ ତୁମ ପେଟ ପୁରିଲାନି ଯେ ତୁମେ ରାତି ଅଧିଆ ମାଉଁସ ଭାତ ଖାଉଛ। ନୂଆ-ଓ ଜରିଆରେ ତୁମେ ଯାହା କିଛି ସୁବିଧା ସୁଯୋଗ ପାଇଛ ଆଉ 23 ବର୍ଷ ଭୋଟ ଦେଲେ ବି କମ ପଡିବ ହୋ..

  • @baikunthabehera3971
    @baikunthabehera3971 26 днів тому +1

    Aame sapatha nelu je nija ghaita chhadi bahar ghaita karibu. 🌹❤️❤️

  • @bgndigital6616
    @bgndigital6616 27 днів тому +1

    ଧନ୍ୟବାଦ ଓଟିଭି ଚ୍ୟାନେଲ

  • @mxsambalpuri4528
    @mxsambalpuri4528 27 днів тому +2

    ଶେଷ ସମୟ ରେ ଜିହ୍ବା ଭି ସାଥ ଦିଏ ନାହିଁ

  • @GOURAHARIMOHANTA-db5zz
    @GOURAHARIMOHANTA-db5zz 27 днів тому +3

    ଦୟାକରି ସପଥ ନେଉଥିବା ପାଟିକୁ ଇଲେକ୍ସନ ଆୟୋଗ ସପଥ ପାଠପଢାନ୍ତୁ.

  • @jayantsethi3353
    @jayantsethi3353 27 днів тому +3

    ମିଶନ ଶକ୍ତି ର ଗଠନ ତ ହେଇଚି ସେହି ଭୋଟ ପାଇଁ ।
    ଶପଥ ନେବା କିଛି ନୂଆ ନୁହ ।ଏମିତି ଭୋଜି ଭାତ ଖାଇ ଆଜିକାଲି ସବୁ ଭୋଟର ହିଁ ଭୋଟ ଦେଉଛନ୍ତି । କାହାକୁ କହିବା ଆଉ ବୁଝିବ କିଏ 😂😂😂

  • @raghunathsahoo3843
    @raghunathsahoo3843 26 днів тому +1

    ଆମ ଗାଁ ର ଗପ ହେଲେ ବି ସତ

  • @surendranathsahoo1038
    @surendranathsahoo1038 27 днів тому +2

    Jay shree ram

  • @krishnanaikbrothers6459
    @krishnanaikbrothers6459 18 днів тому

    Super news sir Jay Jagannath 🙏

  • @SamirKumar64
    @SamirKumar64 27 днів тому +2

    ଏମାନେ ସବୁ ମାଗଣା ଖିଆ

  • @laxmimohanta5991
    @laxmimohanta5991 26 днів тому +1

    He prabhu Jagannath tume hi amarara saha varasha....
    E nari jati pain maha bharata .E Nari pain kuru bansha nasha......
    Puni sei nari pain prabhu tume adha gadha rahigala....
    Ebe sei S H G Hroupku nei odisha matire mishibaku jauchi...
    He prabhu Jagannath.......

  • @prasantapattanaik862
    @prasantapattanaik862 27 днів тому +18

    କାମରେ ନୁହେଁ କଥାରେ ମାନେ ଯାହା କଥା କହନ୍ତି କଥାକୁ ନିଶ୍ଚୟ କରନ୍ତି।

    • @dingarmajhi1964
      @dingarmajhi1964 27 днів тому +3

      @prasantapattanaik862 ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନରେ ଘୋଷଣା କରିଥିଲେ ଆଜି ଠାରୁ ଠିକା ନିଯୁକ୍ତି ଉଚ୍ଛେଦ କରାଗଲା । ଆମେ ଜାଣି ସାରିଛୁ ସେ କାମ ରେ ନୁହେଁ କଥା ରେ ବିଶ୍ବାସ କରନ୍ତି । 😅

  • @dabadattaswain4721
    @dabadattaswain4721 27 днів тому +1

    ଏହି ମହିଳା ମାଓବାଦୀ ପରି ଲାଗୁଛି ଥରେ ଜେଲ ଜିବା ଦରକାର

  • @Uttam__1432
    @Uttam__1432 27 днів тому +1

    ଅଣ ଓଡ଼ିଆଙ୍କୁ ଶାସନ ଦାୟିତ୍ଵ ଦେଲେ ଏମିତି ହିଁ ହେବ । ଆଉ ଏମାନେ ପୁଣି ଓଡ଼ିଆ ଅସ୍ମିତାର କଥା କହୁଛନ୍ତି।

  • @143Susanta
    @143Susanta 27 днів тому +2

    ସତ କଥା କହିଲେ ପାଣ୍ଡିଆନ ପ୍ରକୁତ ସତ କଥା ଏହା ହିଁ ସତ କଥା 🤣😂🤣😂

  • @bikramroutaray935
    @bikramroutaray935 27 днів тому +8

    ଶଳା ଶଙ୍ଖ ନେତା ପଣ୍ଡିଆନ କହିଲେ ନବୀନ ଓଡିଶା ର ପରିଚୟ.. ଜଗନ୍ନାଥ ନୁହେଁ.. ଶଙ୍ଖ ନେତା ଙ୍କ ଗର୍ବ ଅଧିକ

  • @indramanipanda3539
    @indramanipanda3539 27 днів тому +4

    Emane niyam kari bansa budeibe?

  • @surendranathsatapathy8654
    @surendranathsatapathy8654 24 дні тому

    ଜଣାପଡୁଛି ପାଣ୍ଡୁ ବିଜେଡି ର ହିତ ଶତ୍ରୁ ଭାବେ କାମ କରୁଛନ୍ତି. ଜୟ ହିନ୍ଦ

  • @jayramraj6074
    @jayramraj6074 27 днів тому +2

    24 barsa Sasana pare b A mananku saphata nebaku paduchi. athiru Jana paduchi nija dala upare Nijara biswas nahin. dhanya re bjd sarkar.

  • @kartikarout7124
    @kartikarout7124 26 днів тому

    ନାରଣ
    ସୋଦୀବି ରେ

  • @harekrishnabarik2646
    @harekrishnabarik2646 27 днів тому

    ଶତରେ ନାରଣ ନେତା ମାନେ ବି ଏଭଳି ସଫଥ ନଉ ଥିବେନି ଜୟ ଜଗନ୍ନାଥ

  • @user-bm7qk9sf6t
    @user-bm7qk9sf6t 26 днів тому

    ଖାଇ ଦିଅନ୍ତୁ ଭୋଟ ଦେଲାବେଳେ ଭାବିଚିନ୍ତି ଦିଅନ୍ତୁ,

  • @HemantaSahu-yv1fq
    @HemantaSahu-yv1fq 27 днів тому +1

    ଆମେ ଜାନିଛୁ ନବୀନ ର ତ ମଦ ଆଉ ମାଂସ

  • @kishoreprasaddash1055
    @kishoreprasaddash1055 27 днів тому +2

    LAJYAA hina MADUAA DHRUTARAASTRA 9 B 9

  • @santoshgouda9862
    @santoshgouda9862 27 днів тому +2

    🙏🙏👍👍👌

  • @user-yj8pz8ir7t
    @user-yj8pz8ir7t 27 днів тому +2

    Aama gaan re ghara ghara buli sankha batuchanti ssg mahila salepur eria re..

  • @indramanipanda3539
    @indramanipanda3539 27 днів тому +3

    Dhanyare battery khai 5 barsa pain mund bikidela.dhanyare.

  • @KushaRaut-eg1yr
    @KushaRaut-eg1yr 27 днів тому +3

    ପାଣ୍ଡୁ ଶତ କହିଲା ସତ କଥା ଲୁଚି ରହେନା

  • @-manas-ranjan-143
    @-manas-ranjan-143 27 днів тому +1

    ରାଜନୀତି ପ୍ରଚାର ଯୋଗୁଁ ପାଣ୍ଡୁ ବାବୁ ବିଚରା ରାତି ଦିନ ଏକ କରି ଦେଇଛନ୍ତି ତାଙ୍କ କଥାକୁ ଧରୁଛ । ଇସି କି କଥା ଏଗୁଡାକ ଆ ଥୁ...

  • @subratsahoo7603
    @subratsahoo7603 27 днів тому +2

    Sethipein odisha aaji bahut pachhare because of murkha maikina

  • @kartikeshwar-hz8ih
    @kartikeshwar-hz8ih 26 днів тому

    ଜୟ ଜଗନ୍ନାଥ🙏

  • @143Susanta
    @143Susanta 27 днів тому +1

    ବିକ୍ରମ ସାର ଏତେ ରାଗୁଛନ୍ତି ଦେହ ଖରାପ ହେଇଯିବ ସାରଙ୍କର ଆଗକୁ ଇଲେକ୍ସନ ଅଛି ଏମିତି କଲେ ଆପଣ ମାନେ ବୁଝି ପାରୁଥିବେ 🤣😂🤣🤣

  • @geetanjaliacharya6079
    @geetanjaliacharya6079 26 днів тому

    God bless you to your family sir 🙏

  • @user-ty4ff8xi7l
    @user-ty4ff8xi7l 27 днів тому +1

    ଓଡ଼ିଆର ମାନେ ଠିକ୍ ଜାଣିନାହାନ୍ତି

  • @ODISHABHAI-eq8jq
    @ODISHABHAI-eq8jq 27 днів тому +1

    ଜୟ ମୋଦି ଙ୍କ ଭକ୍ତ, ଜୟ ଜଗନ୍ନାଥ 🙏🏻 ସମ୍ବିତ ପାତ୍ର ପୁରୀ ସାଂସଦ ସେ କଥା କଣ ନିଉଜ୍ ଫିଉଜ୍ ରେ ସ୍ଥାନ ନାହିଁ,

    • @prasant6616
      @prasant6616 27 днів тому

      Pratap dev au daitari panda nka video bi dekhuna Jagannath nka prati kete sanman achi bjd ra

    • @user-ud8np8wh6e
      @user-ud8np8wh6e 26 днів тому

      Sambit Patra vedio pathantu

  • @user-ky8uy5md4g
    @user-ky8uy5md4g 24 дні тому +1

    Bhalasatakathakahuca

  • @143Susanta
    @143Susanta 27 днів тому

    ଜୁଏଲ ଭାଇଙ୍କୁ ଏବେ ବହୁତ ଆଶ୍ରିବାଦ ଦରକାର ଆଗକୁ 2024 ର ପରୀକ୍ଷା ଅଛିତ ହେଲେ ଏଥର result ଭଲ ଆସିବତ ନାଁ ପୁଣି ସେଇ 😂😂😂

  • @Archana25262
    @Archana25262 27 днів тому +3

    Pandu ta sata kahila😅😅😂😂😂 ethire kicchi bichara kariba katha nuha

  • @sriramsingh6259
    @sriramsingh6259 27 днів тому +1

    Bjp bjp bjp bjp jinda bad..

  • @LambodarDad-bv1ks
    @LambodarDad-bv1ks 27 днів тому +1

    Nirmal sasanara udaharana

  • @143Susanta
    @143Susanta 27 днів тому +1

    ଏମିତି ଶପଥ ନେଲେ ନବୀନ ବାବୁ ସବୁ ମାଲା ମାଲା କରିଦେବେ 🤣😂🤣😂 ଏହି ଗ୍ରୁପ ବାଲାଙ୍କୁ 🤣😂🤣

  • @kabitasahoo8385
    @kabitasahoo8385 27 днів тому +1

    Thank you for whoever invented smartphone. ❤🙏

  • @satyajitmantu8359
    @satyajitmantu8359 27 днів тому +1

    Masoom odisha bashi... Bhagwan bachantu amaku......

  • @OM71087
    @OM71087 27 днів тому +1

    Jhakaas

  • @karmarider3821
    @karmarider3821 27 днів тому +1

    15:35 *ସେହି ପୋଲିସ୍ ଅଧିକାରୀଙ୍କ ପାଇଁ ଲଜ୍ଜା, ଯେଉଁମାନେ ସେମାନଙ୍କର କର୍ତ୍ତବ୍ୟ ସଠିକ୍ ଭାବରେ ପାଳନ କରନ୍ତି ନାହିଁ |* 😒😠

  • @sasankasekharsatpathy2241
    @sasankasekharsatpathy2241 27 днів тому +1

    Don't revive previous video. You most understand about that. Bikram......news.

  • @user-wx2tr9xd8i
    @user-wx2tr9xd8i 27 днів тому +1

    Bhai gobra patra ro tike dekhao

  • @bharatitripathy5313
    @bharatitripathy5313 27 днів тому +1

    Saraswati pandian nka kantha re basi kahuchanti satakatha gudaka

  • @abhinashdash9053
    @abhinashdash9053 27 днів тому +1

  • @143Susanta
    @143Susanta 27 днів тому

    ଏହା ହିଁ ଭୋଟ ପାଇଁ ଵେବସ୍ତା ବାବା ମାନେ ଆଶ୍ରିବାଦ ଦେଲେ ମିଳିବ ଭୋଟ ଏହା ଅପୂର୍ବ ସଙ୍ଗମ 🤣😂🤣🤣

  • @HemantaSahu-yv1fq
    @HemantaSahu-yv1fq 27 днів тому

    ଏବେ ଶପଥ ପଛେ ହାଏ ହାଏ ରେ

  • @sudhansukumarbal3419
    @sudhansukumarbal3419 27 днів тому

    Thank you

  • @shibanaik4983
    @shibanaik4983 27 днів тому +1

    Bjd shg maa mananku bjd control karipakaichhi

  • @NimaiJayshreeram
    @NimaiJayshreeram 27 днів тому +1

    B j p kna nara kahuna tankara kichhi nahi

  • @freefiretopup9385
    @freefiretopup9385 22 дні тому

    ଇଂଲିଶ ମାନେ 200yr ଶାସନ କରି ଥିଲେ and 1000-27AD mahmud ghaznavi ଇଣ୍ଡକୁ ଶାସନ କରିବା ନା ରେ
    ଇଣ୍ଡିଆ କୁ ଲୁଟୁ କରି ଲେ ସମିତି vK ପଣ୍ଡିଆଁ ଲୁଟୁ କରିବେ ଭାବୁଛନ୍ତି .....vk ବାବୁ ଭାବୁଛନ୍ତି ଓଡ଼ିଶା ଲୋକଙ୍କୁ ବୋକା ମେଣ୍ଡା ଭାବୁଛନ୍ତି 😡 ଆଉ

  • @goriiamsorry5757
    @goriiamsorry5757 27 днів тому

    ସରପଞ୍ଚ ନା ଗାଡ଼ି ଡ୍ରାଇଭର 😂😂😂

  • @allinonebro3293
    @allinonebro3293 27 днів тому

    ଯଦି Bjd କୁ ନ ଦିଏ only SHG group

  • @ranjanbehera8745
    @ranjanbehera8745 26 днів тому

    Good morning Sare

  • @debarajnanda7130
    @debarajnanda7130 23 дні тому

    ପାଣ୍ଡିଆନ କୁ ରାଞ୍ଚି ନେବାକୁ ହେବ

  • @user-oh4ue9ct1r
    @user-oh4ue9ct1r 27 днів тому

    Odisha ra janatanku au kana kuhajaipare kauothi mausa bhojira bojhatale acchanti ta kauthi shg ra bojhatale jagannath samastanku sadbudhhi pradaña karantu

  • @goriiamsorry5757
    @goriiamsorry5757 27 днів тому

    କେନ୍ଦ୍ରାପଡ଼ା ବାସୀ ସବୁ ମୂର୍ଖ ଅଛନ୍ତି କାହିଁକି ନା ଆର ଥର anubhav ku vote dei pachare kahile ki anubhv ama pain kichi କରିନାହାନ୍ତି ଏବେ ପୁଣି ଆଉ ଥରେ 😂😂😂

  • @goriiamsorry5757
    @goriiamsorry5757 27 днів тому

    200 ଟଙ୍କା ରେ ମାଂସ ଖାଓ ଭୋଟ ଦିଅ 😅😅😅

  • @susantajena1665
    @susantajena1665 26 днів тому

    Good

  • @satyaranjangangai9662
    @satyaranjangangai9662 24 дні тому

    ମୋର SHG GROUP ର ମାଆ ମାନକୁ ଅନୁରୋଧ ଏମିତି କରିକି ନିଜ ପୁଅ ମାନଙ୍କୁ ମଦୁଆ କରନି, ପାରୁଛ ତୋ ନବୀନ ବାବୁ ଙ୍କୁ କହି ଓଡ଼ିଶା ରେ ମଦ ବନ୍ଦ କରାନ୍ତୁ

  • @143Susanta
    @143Susanta 27 днів тому

    ଆମେ ସଫତ କରି କହୁଛୁ ଆମେ ଯୋଡି ଶଙ୍ଖରେ ଭୋଟ ଦବୁ ଆଗକୁ ଲୋନ ମାପ ହବ ଏହା ହିଁ ସତ କଥା 🤣😂🤣🤣

  • @bhanjakishorprusty8524
    @bhanjakishorprusty8524 25 днів тому

    Ethera jiba

  • @anilrcbdas4442
    @anilrcbdas4442 27 днів тому

    Bahut Katha sunibaku miliba election sesa prajyanta😂

  • @sibaniranitripathy966
    @sibaniranitripathy966 21 день тому

    Jay hooooo😅

  • @AbinashBehera-tj9rq
    @AbinashBehera-tj9rq 23 дні тому

    Nari Mane kharap heigaleni Paisa pin

  • @ranjankumarprusti7950
    @ranjankumarprusti7950 21 день тому

    ଏ ସଳା ବି ପାଗଳ ହେଇଗଲାଣି।

  • @hemalatachandhansdah9391
    @hemalatachandhansdah9391 25 днів тому

    Mausa bhata re 5 barasa pain emane bikiri heigale

  • @kajunkumar9761
    @kajunkumar9761 24 дні тому

    ମୋଦି ଙ୍କୁ ବି news fews heu

  • @prasantapattanaik862
    @prasantapattanaik862 27 днів тому +1

    ଆମ ସାହିରେ ବି ସମସ୍ତେ ବିଜେପିର ମାଂସ ଭାତ ଭୋଜି ଖାଇଛନ୍ତି।ଫଟୋ ଭାଇରାଲ୍ କରିବାକୁ ସେମାନେ ମନା କଲେ।

    • @GOURAHARIMOHANTA-db5zz
      @GOURAHARIMOHANTA-db5zz 27 днів тому +1

      ଅମାଗାଁରେ j m m ରୁ ମୋଟନ ବିରିୟାନୀ ଡେ଼ଲି ଖାଉଛନ୍ତି.

  • @bhagabatbhagabat6475
    @bhagabatbhagabat6475 27 днів тому +1

    ଡବଲ ଶଙ୍କ ତମେ ସବୁ ମଦମାଉଁଶ ଟଙ୍କା ମଉକା ଦେଖି ରାମ୍ପ l

  • @user-xg1rw3dg9p
    @user-xg1rw3dg9p 27 днів тому

    Haere narana sesare aiya hela

  • @user-xn7jx8vh4l
    @user-xn7jx8vh4l 26 днів тому

    Màrija to Congress youth academy and oldeg party

  • @hi-yx8fc
    @hi-yx8fc 27 днів тому

    Pandian sata kahila

  • @jayramraj6074
    @jayramraj6074 27 днів тому +1

    pandyan ra Munda Aau kama karuni. Anaodia loka kemiti katha thhik kahiba ho.

  • @AnnapurnaMuduly-xw8fk
    @AnnapurnaMuduly-xw8fk 16 днів тому

    Jay bjd Jay Nabin. Jay pandian

  • @sonalipratap4270
    @sonalipratap4270 26 днів тому

    Åm̊e̊ j̊ån̊i̊c̊h̊ů

  • @Expresser546
    @Expresser546 27 днів тому +1

    Sambid patra ku odisha re purei dia nahi Bhai ame,samasta nku nibedan emanka dharma rajaniti..aji kahile kali mu sure semane poster lagei be jeuthi prabhu jagannath nka photo side re pasport size thiba au modi au sambid ra large size thiba...sambid patra Odisha ra kalanka

  • @hi-yx8fc
    @hi-yx8fc 27 днів тому

    Mala mada mansha dei 25 barsha sashan karuchhi naveen

  • @ComedyHouse1998
    @ComedyHouse1998 24 дні тому

    Jaha hau ama priya pandian babu emananku khusi karidauchhanti😂😂😂😂😂😂

  • @prasantapattanaik862
    @prasantapattanaik862 27 днів тому +1

    ପୁରୀର ତାଳପତ୍ର ଠୁଁ ଗାଁ ରେ କିଛି ଫେଣି ଓ ନିର୍ମାଲ୍ୟ ବିଜେପି ବାଲା ବାଣ୍ଟି ଛନ୍ତି।ସତ କି ମିଛ ନିର୍ମାଲ୍ୟ ଧରି କହନ୍ତୁ ଦେଖି।

  • @jayantarout9792
    @jayantarout9792 26 днів тому

    Ethuru janapaduchi, ama odisha basi sabu corrupted.

  • @MR.NAHAK-334
    @MR.NAHAK-334 24 дні тому

    ଭାଈ ତମକୁ ମୋ ତରଫରୁ ଗୋଟେ ବଡମୁଣ୍ଡିଆ ଆଗରୁ ଶୁଣିଥିଲି ନିଜ ଗୋଡ଼ରେ ନିଜେ କୁରାଢି ମାରନ୍ତି ବୋଲି କିନ୍ତୁ😂😂ଆଜି ନିଜ ଆଖିରେ ଦେଖିଲି 😅😅ଭାଇ ତମ ସଂଗଠନ କୁ ଧନ୍ୟ ଆଉ ତମକୁ ଧନ୍ୟ😂😂

  • @parsuramjena7119
    @parsuramjena7119 22 дні тому

    Jodi sankha jiba gadi