News Fuse | Know who is that special person where people are waiting for his presence

Поділитися
Вставка
  • Опубліковано 28 гру 2023
  • #ସେ_କୋଉ_ଜ୍ୱାଇଁ_ପୁଅ_କି?
    ସେ କୋଉ ଜ୍ୱାଇଁ ପୁଅ କି? ଯାହା ପାଇଁ ଶ୍ୱଶୁର ଘରର ଏତେ ଲୋକ ଛିଆ ହୋଇଛନ୍ତି ?
    #NewsFuse #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 664

  • @satyajitparida3180
    @satyajitparida3180 4 місяці тому +99

    ମାଗିଆ ବେଧ ତୋ ନିଜ ଜ୍ବାଇଁ ଆସିଲେ ସେତିକି ଖୁସୀ ହଉ ନଥିବୁ

  • @ASHOKKUMAR-yv9kz
    @ASHOKKUMAR-yv9kz 4 місяці тому +75

    ସବୁ ମିଶନ ଶକ୍ତି ମହିଳା ମାନେ ପାଗଳ

    • @BhubaneswarBehera-nr8ir
      @BhubaneswarBehera-nr8ir 4 місяці тому +5

      ଖାଲି ପାଗଳନାହିଁ, ପ୍ରେମ ପାଗଳ. ମୋଟା ମୋଟା....... ଖୁଜୁଝନ୍ତି.

    • @bhagabandakua3211
      @bhagabandakua3211 4 місяці тому +2

      Mahila name niriha laj laguchi rajaniti dekhiki😢😢

    • @Lipankumar473
      @Lipankumar473 4 місяці тому +3

      Kana Kariba bhai other states tharu ama state ra women sabu katha ku thik se janu nahanti ki 😭😭bijhu nahanti jia jaha kahila support kale tahara phala pura odisha bhugiba😭😭

    • @Sonalispeaks
      @Sonalispeaks 3 місяці тому +1

      ଆଉ ପାଗଳ ହେବେନି ନା ,3rd ଫ୍ଲୋର କୁ ଯାଇ ସୋଫାରେ ବସି କଫି ପି ଡାଇରେକ୍ଟ କଥା ହେଇ ଆସୁଛନ୍ତି ମୁଖିଆ ମାନଙ୍କ ସହ ..ଆମେ ଗଲେ ଲାଇନରେ ରହି 4 ଘଣ୍ଟାରେ ମିଳୁଛି ପାସ , ତା'ପରେ ପୁଣି ଯାଇ ଘଣ୍ଟା ଘଣ୍ଟା ର ଅପେକ୍ଷା ।।।ମିଟିଂ ଅଛି , ସାର busy etc. କହି ପୁଣି ଅପେକ୍ଷା .. ଦେଖା କୋଉ ସେକ୍ରେଟାରୀ କି ଯଏଣ୍ଟ ସେକ୍ରେଟାରୀ ଙ୍କର ମିଳିବ 2 ମିନିଟ ପାଇଁ , ଯାହା ଶୁଣିବେ ଯାହା ବୁଝିବେ ଆଉ ।
      ଓଡିଶା ଖାଲି WSHG ଙ୍କ ପାଇଁ। ଆମ ଭଳି କଷ୍ଟ କରି ପାଠ ପଢି ଚାକିରୀ କରି ,ଘର ସଂସାର ,ନିଜ ସ୍ୱାସ୍ଥ୍ୟ ,ସବୁକୁ ପଛରେ ପକେଇ ଦିନରାତି ଖଟୁଥିବା ସରକାରୀ କର୍ମଚାରୀଙ୍କ କ'ଣ ଔକାତ

  • @user-hu7vf4tt6k
    @user-hu7vf4tt6k 4 місяці тому +24

    ଏଭଳି ମହିଳା ମାନଙ୍କ ଯୋଗୁଁ ଓଡ଼ିଶାର ଅବସ୍ଥା ଏମିତି...

  • @ganeshpanigrahi5258
    @ganeshpanigrahi5258 4 місяці тому +148

    ଯେତେଦିନ ପର୍ଯ୍ୟନ୍ତ ଏ'ଭଳି ମହିଳାମାନେ ସଠିକ ରାସ୍ତାକୁ ଆସିନାହାନ୍ତି ସେପର୍ଯ୍ୟନ୍ତ ଓଡ଼ିଶାର ଦୁର୍ଭାଗ୍ୟାବସ୍ଥା ସୁଧୁରିବ ନାହିଁ...

    • @swapnajittarai
      @swapnajittarai 2 місяці тому +2

      ବିହାରୀ ରାଣ୍ଡି ବିଷୟରେ ପଦେ

  • @rkentertainment3226
    @rkentertainment3226 4 місяці тому +55

    ଜୁଆଁଇ ଯାଉଛି ପେଲିବାକୁ😅😅😅

    • @prajanadattaputhal7034
      @prajanadattaputhal7034 4 місяці тому +1

      Sasi

    • @worldmoviesstar2.0
      @worldmoviesstar2.0 4 місяці тому

      😂😂😂

    • @LipikaSamantaroy-he1ik
      @LipikaSamantaroy-he1ik 3 місяці тому +1

      Bhai sata kathha kahila pandian pelibaku asuchi

    • @swapnajittarai
      @swapnajittarai 2 місяці тому

      ତମ ପାଖରେ ତ ବିହାରୀ ରାଣ୍ଡି ଅଛି ,ବିଆ ପୁରା ଫ୍ରେସ୍ , ଲେଖା ଅପା,ଦୁଧ ଦେବ ଲୋ

  • @benudharpradhan4323
    @benudharpradhan4323 4 місяці тому +23

    ଲଜ୍ୟା ଲାଗି ଵା କଥା. ସେ ସ୍ତ୍ରୀ ଲୋକମାନଙ୍କୁ..

  • @srimanthota8283
    @srimanthota8283 4 місяці тому +67

    ଏଇ ମୂର୍ଖ ଜନତାଙ୍କ ପାଇଁ ବିଜେଡି ଜିତୁଛି

  • @BhubaneswarBehera-nr8ir
    @BhubaneswarBehera-nr8ir 4 місяці тому +91

    ବେଧେଇ ମାଇକିନା ର ତାମିଲପ୍ରେମ, ଯିଏ ହିନ୍ଦୁସଂକୃତିକୁ ଯିଏ ତଳିତଳାନ୍ତ କରିସାରିଲେଣି 😵ଛି ଛି ଛି

    • @jyotiranjankhadiratna
      @jyotiranjankhadiratna 4 місяці тому +1

      Thik kahile apana ye Nirlajji mana nka pain Odisha ra aji ye abasta Nija Swartha pain Pandian pakhare soipadibe.

    • @swapnajittarai
      @swapnajittarai 2 місяці тому +1

      ବେଧ ଚୁଆ ତୋତେ ତ ବିହାରୀ ବିଆ ମିଳିଛି ନା , ତୋ ମୁଁହରେ ବିଆ ଘସି ଦଉଚି

    • @mehndistylish0110
      @mehndistylish0110 2 години тому

      Tu tamil tamil heni bujhilu pandian sir kou bahara desara nuhe.hate karibara achhi birodhi desa ra loka manaku kare rajya rajya bhitre jhagda karani

    • @BhubaneswarBehera-nr8ir
      @BhubaneswarBehera-nr8ir Годину тому

      @@mehndistylish0110 ନାଇଁ ବାହାରରନୁହେଁ ସିଏତ ତ ମାଉସୀପୁଅ ଭାଇନା ତ ବାଡ଼ି ପଛପଟେ ଘର

    • @mehndistylish0110
      @mehndistylish0110 8 хвилин тому

      @@BhubaneswarBehera-nr8ir hn hn satare ki ja hou bhala katha gote to pati ru baharila

  • @sweetsmruti
    @sweetsmruti 4 місяці тому +96

    ଏହି ମାଇ କିନା ଙ୍କ ଯୋଗୁଁ. ସ୍ୱାମୀ ମାନେ. ଆଜି କାଙ୍ଗାଳ. କାରଣ. ମିଶନ ଶକ୍ତି ରେ ଯେଉଁ ସ୍କୁଟି ପାଇଛନ୍ତି. ସେ ଟଙ୍କା ବି ସ୍ୱାମୀ ମାନେ ବି ସୁଝିବେ. ମିଶନ ଶକ୍ତି ହେଲାଠୁ ଆଉ ଘରେ ମାଇକିନା ମାନେ ରହୁ ନାହାନ୍ତି.ଶାଶୁ. ଶଶୁର ଙ୍କୁ ଆଉ କଥା ମାନୁ ନାହାନ୍ତି. ସ୍ୱାମୀ ମାନଙ୍କୁ ମୁହଁରେ.ଜବାବ ଦେଉଛନ୍ତି.ପିଲା ଛୁଆ ଙ୍କ କଥା ନକହିଲେ ଭଲ.ରୋଷେଇ ବାସ. ବି ଭଲ ରେ. ଆଉ କରୁନାହାନ୍ତି.ସ୍ୱାମୀ ମାନେ କାମରୁ ଆସି ଲେ. ସ୍ତ୍ରୀ ର ଦେଖା ନାହିଁ. ସ୍ତ୍ରୀ ମିଟିଂ କରିବା ପାଇଁ ଯାଇଛି ନାଁ ଆଉ କଉମିଟିଂ ଯାଇଛି. ସେ ଟା. ବି ଜଣା ନାହିଁ. କହିବା କୁ କେହି ନାହାନ୍ତି. ଭେନିଟି ପକେଇ ସ୍କୁଟି. ଚଲେଇ ବାର ଦ୍ୱାର ବୁଲୁଛନ୍ତି. ଲାଜ ସରମ ପଦାରେ ପକେଇ ଚଢି କି କଥା ହେଉଛନ୍ତି . ପଚାରି ବୁଝି ଲା ବେଳକୁ. ସେଇ କେନ୍ଦ୍ରାପଡ଼ା ଜୁଆଇଁ.ପାଖକୁ ମିଟିଂ. କରିବା ପାଇଁ ଯାଇଛନ୍ତି.ଏହି ଯୋଜନା କେବଳ ଘଇତା. ଏବଂ ମାଇପ ଭିତରେ ଝଗଡା ଲଗେ ବା. ଯୋଜନା.

    • @sasmitabarik5478
      @sasmitabarik5478 4 місяці тому +2

      😂😂😂😂😂😂😂😂

    • @shokkumarbarik6856
      @shokkumarbarik6856 4 місяці тому +2

      Thik kahile bhai eita khaita ta baia kahaku kahiba 😂😂

    • @AnitabhoiAni
      @AnitabhoiAni 4 місяці тому +1

      Hn thik kahila😂😂😂😂😂😂😂😂

    • @radhikabudula9660
      @radhikabudula9660 4 місяці тому +1

      Kete kasta kari lekhi chha like te dei deba 😂😂😂 aapan mane khusi to 😂😂😂😂

    • @srikanta671
      @srikanta671 4 місяці тому +1

      Right 👍

  • @JagabandhuMalik-ck5fj
    @JagabandhuMalik-ck5fj 4 місяці тому +19

    ତମ ମୁହଁ କୁ ଲାଜ ଲାଗୁନାହିଁ, ଛିଃ ଛିଃ, ଜ୍ୱାଇଁ ଆଜି ହଲେଇକି ଧାଳିଦବ,ଧନ୍ୟ ହେଇଯିବ।

  • @rakeshsahooofficial2402
    @rakeshsahooofficial2402 4 місяці тому +74

    ହେ ପ୍ରଭୁ ଓଡ଼ିଆ ଲୋକ ଙ୍କ ମୁଣ୍ତ ରେ ବୁଦ୍ଧି ଦିଅ

    • @kedar756
      @kedar756 4 місяці тому +1

      😂😂😂😂😂

    • @sakunthaladevi5218
      @sakunthaladevi5218 4 місяці тому +1

      😅😅😅😅

    • @pravasinirath3631
      @pravasinirath3631 3 місяці тому

      😂😂😂😂

    • @swapnajittarai
      @swapnajittarai 2 місяці тому

      ହେ ପ୍ରଭୁ ଏ ଭଳିଆ ଓଡ଼ିଆ କୁ ବିହାରୀ କରି ଦିଅ

  • @duryodhannayak73
    @duryodhannayak73 4 місяці тому +18

    ଜ୍ୱାଇଁ କୁ ନେଇ ପାଖରେ ଶୁଆ ଅ

  • @premanandaparida-ln5tx
    @premanandaparida-ln5tx 4 місяці тому +113

    ଏଇ ଭଳିଆ ଭୋଟର ରହିଲେ କେନ୍ଦ୍ରାପଡ଼ା ର ଭାଗ୍ୟ ପୁରା ବଦଳିଯିବ ମାନେ ଆମେରିକା ହୋଇ ଯିବ

  • @ajitdash7699
    @ajitdash7699 4 місяці тому +32

    ଜୋଇଁ ଙ୍କ ପାଇଁ ରୁଟି ଓ ସଜନା ଶାଗ କରିଥା ଖାଈବେ ବେଧ ପିଲା ଜୋଇଁ

  • @purnabrahmamusica8184
    @purnabrahmamusica8184 4 місяці тому +13

    ନିଜ ଜ୍ୱାଇଁ ଆସିଲେ ଫୁଲ ନ ହେଲା ନାଇଁ ଦାଣ୍ଡ ଦୁଆରୁ କେବେ ପାଛୋଟି ନେଇଛ...! ତମ ମୁଁହକୁ ଯା ଲାଜନାହିଁ.।। ଛି..... ଇରେ ଇଏପରା କଳାପାହାଡ଼ ଆଇଚି... ଓଡିଶାକୁ ଛାରଖାର କରିବାକୁ 😜😜😜

  • @kapilashmajhi5106
    @kapilashmajhi5106 4 місяці тому +33

    ଓଡିଶା ଆଉ ଓଡିଶା ପରି ନାହିଁ
    ବିଜୁ ଜନତା ଦଳ ନା
    ବିଜୁ ଜୁଆଇଁ ଦଳ

  • @kronzxguy83
    @kronzxguy83 4 місяці тому +30

    C M ଅର୍ଥ କଣ ?
    C - ଚୋର , ଚିତାକଟା , ଚାଟୁକାର ଇତ୍ୟାଦି ।
    M - ମଦୁଆ , ମାଡୁଆ ଇତ୍ୟାଦି ।

  • @rakeshsahooofficial2402
    @rakeshsahooofficial2402 4 місяці тому +37

    ଓଡ଼ିଶା ର ଭୋଟର୍ ଙ୍କ ଅବସ୍ଥା.. ଭାରି ଗୁରୁତର। As like CM😢😢

  • @user-vm4jx5th8u
    @user-vm4jx5th8u 4 місяці тому +20

    ମେନ୍ଢା ଜାତି ଓଡିଆ । ସାରଥି ପଛରେ ବୁଲିଲେ ଏବେ ପାଣ୍ଡିଆନ ପଛରେ

  • @prasantaaruk4358
    @prasantaaruk4358 4 місяці тому +79

    ସାରଥି ତମ ଜିଲ୍ଲାରେ ଗେହିଲା ଏବେ ପାଣ୍ଡିଆ ଗେହୀବ

    • @tapankumarbhoi7700
      @tapankumarbhoi7700 4 місяці тому +8

      Bhai badhia katha.

    • @sidheswarmallick7005
      @sidheswarmallick7005 4 місяці тому +3

      😂😂😂😂😂😂😂😂😂😂😂😂😂

    • @bikramrout1116
      @bikramrout1116 4 місяці тому +4

      କେନ୍ଦ୍ରାପଡ଼ା ଜିଲ୍ଲା ଲୁକତୂଅମାକୁଗେଇବେମାଘିଆଜିଏଲେଖିଛିକେଦ୍ରୀପଡାନାରେଖରାପକଥା

    • @prasantaaruk4358
      @prasantaaruk4358 4 місяці тому +9

      @@bikramrout1116 ଆରେ ମାଗୀଆ ତ ଭଉଣୀ କି ମୋତେ ଦେଇଦେ ଆଉ ତ ମାକୁ ପାଣ୍ଡିଆ କୁ ଡେଇଦେ ବିଜେଡି ନେତା ଭଲରେ ଖେଳ କରିବେ

    • @prasantaaruk4358
      @prasantaaruk4358 4 місяці тому

      @@bikramrout1116 ଏ ମାଗିଆ ପେଲେଇପୁଅ message ଦେଖୁନୁ

  • @niranjannayak2630
    @niranjannayak2630 4 місяці тому +47

    ଜାପାନ ରେ ନବିନ ବାବୁ ପନ୍ଦର ଥର କେନ୍ଦ୍ରାପଡ଼ା ର ନାଁ ନେଲେ, କେନ୍ଦ୍ରାପଡ଼ା ର ଭାଗ୍ୟ ବଦଳି ଗଲା,ଆଉ ବିକାଶ କ'ଣ ଦରକାର

  • @gojendramuduli8990
    @gojendramuduli8990 4 місяці тому +22

    ଏହି ବୋଲି ମୂର୍ଖ ଓଡ଼ିଶା ଲୋକଙ୍କ ପାଇଁ ବାରମ୍ବାର,ଗୋଟିଏ ବିଜେଡ଼ି ସରକାର ଜିତୁଚି

  • @gourisankarparida4295
    @gourisankarparida4295 4 місяці тому +6

    ଟଙ୍କା ଦିଆ ଶାଶୁ ଓ ଶାଳୀ
    ଟଙ୍କା ଦିଆ ଭିଡ

  • @narayanpradhan5483
    @narayanpradhan5483 4 місяці тому +41

    ଶାଳୀ ମାଇକିନିଆ ମାନଙ୍କ.........

  • @s.b.gamerlovefromindia2541
    @s.b.gamerlovefromindia2541 4 місяці тому +6

    ଏ ମାନେ ଜୀଲ୍ଲା ତଥା ରାଜ୍ୟର କଳଙ୍ଗ

  • @lipunjena9115
    @lipunjena9115 4 місяці тому +9

    ଭାଉଜ ପାଡିଁଆ ତମଝିଅକୁ ନେଇକି ପଳେଇଥିଲାକି କି ସେଇଥୀ ପାଇଁ ଶିଏତମ ଯୁଆଇ

  • @prakashgiri-uw3qu
    @prakashgiri-uw3qu 4 місяці тому +22

    ରାଣ୍ଡି ମାଇକିନା କେନ୍ଦ୍ରାପଡ଼ା ର

  • @saajanswastik9240
    @saajanswastik9240 4 місяці тому +31

    ଓଡିଶାରେ ମିଶନଶକ୍ତି ମହିଲାମାନେ ସବୁ ମୁର୍ଖ ବୋଲି ଏମିତି ଲୋକମାନେ ରାଜୁତି କରୁଛନ୍ତି ଓ କରୁଥିବେ 😂😂😂ବୋକି ଅର୍ଦ୍ଧ ଅଲାଯୁକି ଗୁଡିକ😅😅😅

    • @nksahoo4123
      @nksahoo4123 4 місяці тому +2

      Right.
      ସେଥିପାଇଁ ଏହାର ସୁଯୋଗ ନେଇ ବାହାର ରାଜ୍ୟରୁ ଜଣେ ଆସି ଆମକୁ ଶାସନ କରିବାକୁ ସାହସ କରୁଛି । ଯେଉଁଟାକି ଅନ୍ୟ ରାଜ୍ୟରେ ସମ୍ଭବ ହୋଇପାରିବ ନାହିଁ ।

  • @SusilSahu-yl3cn
    @SusilSahu-yl3cn 4 місяці тому +13

    ଫୁଲ ପକେଇବା ପାଇ ପଇସା ମିଳିଥିବା ବା।।

  • @gurucharanbarik7817
    @gurucharanbarik7817 4 місяці тому +7

    ଶାଶୁ ଶ୍ୱଶୁର ନୁହଁ,ମନ୍ତ୍ରୀ କହୁଛନ୍ତି, ନେତା ଶଳା ବି ଅଛନ୍ତି, 😂😂😂

  • @jogeswarmajhi4529
    @jogeswarmajhi4529 4 місяці тому +14

    ଆମ ଓଡ଼ିଶା ରେ ଦୁଇଟି ମୁଖ୍ୟମନ୍ତ୍ରୀ ବୋଲି ଜାଣି ନ କି?

  • @robotnames
    @robotnames 4 місяці тому +7

    ସେ ଯାହାହେଉ, ଭିଡିଓ ଦେଖି ବହୁତ୍ ବହୁତ୍ ମଜା ଲାଗିଲା ।।।😊😅

  • @debabratamohanta2001
    @debabratamohanta2001 4 місяці тому +26

    ମୋ ଓଡ଼ିଶା ସତରେ କେତେ ଉନ୍ନତି କଲାଣି 😅😅😅

  • @prasantapattanaik862
    @prasantapattanaik862 4 місяці тому +5

    ଶ୍ବଶୁର ଘର ଜିଲ୍ଲା ନ କହି ଶ୍ଵଶୁର ଘର ରାଜ୍ୟ କହିଲେ ଭଲ ହେବ ।

  • @RASHMITANAIK-zz3cr
    @RASHMITANAIK-zz3cr 4 місяці тому +2

    ଛିଛି ଲାଜ ଲାଗୁନି ଏମିତି ସ୍ତ୍ରୀ ଲୋକମାନଙ୍କୁ ନିଜ ସ୍ବାମୀ ଙ୍କୁ ଛାଡି ଅଲଗା ଲୋକ ପାଇଁ ବହୁତ୍ ସମୟ ଦୌ ଛନ୍ତି

  • @prabhakardas4898
    @prabhakardas4898 4 місяці тому +5

    ଏ ନବିନ ଶରକାରକୁ ମାନିବାକୁ ପଡ଼ିବ

  • @user-zh9mr8yd3z
    @user-zh9mr8yd3z 22 дні тому +1

    ଟଙ୍କା ଦେଇ ଏମାନଙ୍କୁ ଡାଲମା ଖୁଆଇବାକୁ ଆଣିଛନ୍ତି କିଏ କେଉଁ ପଦରେ ଅଛନ୍ତି, ସେମାନେ କେମିତି ଜାଣିବେ?

  • @kuanrtudu9960
    @kuanrtudu9960 4 місяці тому +5

    ଏ ମାନଙ୍କ ର ଲାଯସରମ ନାହିଁ ।

  • @Sibasishpaleimusic
    @Sibasishpaleimusic 4 місяці тому +7

    Kete khaile au janiba odisha basi🙏 JAY JAGANNATH 🙏

  • @nksahoo4123
    @nksahoo4123 4 місяці тому +10

    ମୁର୍ଖ

  • @balsinghkata9649
    @balsinghkata9649 4 місяці тому +5

    Prahallad Padhi ବିରୋଧୀ ଦଳ କେ ଯଦି ଦୋଷ୍ ଦେଲେ ନାଇ ହୁଏ ପହିଲା ତ ଜନତା ମୂର୍ଖ ଆଏ କି ଯେତେ ଅନ୍ୟାୟ ଅତ୍ୟାଚାର ହେଲେ ବି ବିରୋଧ ନାଇ କାରବାର। ଆମର ଅଞ୍ଚଳ ର ଲୋକ୍ କୁ ମଦ ଆଉ ୫୦୦/୧୦୦୦ ଦରକାର୍ ତାର ସଙ୍ଗେ ମହାଳିଆ ଯୋଜନା। ଇଲେକ୍ସନ ବେଳେ ଲୋକ ଇଟା ନାଇ ଭାବନ୍ ଯେ ପ୍ରକୁତ୍ ରେ ଆମର ଅଞ୍ଚଳ ରେ ଉନ୍ନତି ହଉଛେ କି ନାଇଁ ବୋଲି। ଗାଆଁ ଗାଆଁ ରେ ମଦ ଭାଟି ରଖି ଯେତେ ବି ଯୁବ ସମାଜ ଆଉ ଛାତ୍ର ସମାଜ ଆଛନ ସବ କୁ ବେକାରି କର ଯାଉଛେ। କାରଣ ଜଣେ ଲୋକ ମଦୁଆ ଆଉ ବେକାରୀ ହେଲେ ଯେ ବିଜେଡ଼ି ଦଳ ର ପଛେ ମଦ ଲାଗି ଦଉଡ଼ିବା । ଜାନି ଜାନି ଆମର ଅଞ୍ଚଳ କେ ପଛୁଆ କର ଯାଉଛେ ବର୍ଷ ସାରା ମଦ ପିଅ ବାହାର୍ ରାଜ୍ୟ କେ ଦାଦନ୍ ଯାଅ ଇଟା ତ ଉନ୍ନତି ଜେନ ମାନେ ବିଜେଡ଼ି ଆଏ ରଟ କର୍ ବା ମୋର କଥା ହେଲେ ଏଟା ହିଁ ସତ୍ ଆଏ। ଖାଲି ଯେ ଆମର ଅଞ୍ଚଳ ନାଇ ସେ ସାରା ଓଡ଼ିଶା ଆଜି ପଛେ ଅଛେ ଫେର ବି ଆମର୍ ମୁଖ୍ୟ ମନ୍ତ୍ରୀ ନଂ ୧ଧନ୍ୟ ଓଡ଼ିଶାର ଲୋକ କୁ।

  • @liveforever6998
    @liveforever6998 4 місяці тому +5

    ଜ୍ୱାଇଁ ନୁମ୍ବର 01

  • @birendrabiswal2270
    @birendrabiswal2270 4 місяці тому +8

    ମୂର୍ଖ ଓଡ଼ିଆ କୁ ମଦୁଆ ରାଜା 🤣😜😜👌👌😜

    • @user-vm4jx5th8u
      @user-vm4jx5th8u 4 місяці тому +1

      ଅବୁଝା ରାଜାକୁ ପାଳଭୁତ ମନ୍ତ୍ରୀ

  • @user-bm9sl4ld2k
    @user-bm9sl4ld2k 6 днів тому

    ନବୀନ ର ମଝିର ଗୋଡ ଛିଡି ଯିବା ଜୟ ଶ୍ରୀ ରାମ

  • @balangirdjking5497
    @balangirdjking5497 4 місяці тому +8

    ❤❤❤❤love form balangir

  • @kantasabar9117
    @kantasabar9117 4 місяці тому +8

    ସାରେ ସେତିକି ଥାଉ ହସ ରେ ପେଟ ପାଟିଯାଉଛି 😭😄😆🤦‍♂️

  • @pankajininaik6752
    @pankajininaik6752 3 місяці тому

    Congratulations 🎉 ନବୀନ ପଟ୍ଟନାୟକ

  • @padbania3890
    @padbania3890 4 місяці тому +5

    Maa Mananku Laza Nahin....

  • @BantiJena415
    @BantiJena415 4 місяці тому +12

    Kendrapara ଓଲେଇ ମଇଁଷି ପେଣ୍ଠୁ 🐼🐼🐷🐷

    • @user-vm4jx5th8u
      @user-vm4jx5th8u 4 місяці тому +2

      ଛତରୀ ବାତେରୀ କେନ୍ଦ୍ରାପଡିଆଣି

  • @SuperHitsOdia
    @SuperHitsOdia 4 місяці тому +3

    *ଏମାନଙ୍କ ମୁଣ୍ଡ କେବଳ ୧୦୦ଟଙ୍କା ଆଉ ଡାଲି ଭାତ*

  • @goodlypriticreations2110
    @goodlypriticreations2110 4 місяці тому +5

    Ethi pai ta bikas hei pari nahi...
    Dekha jau kan hauchi...Jay Jagannath

  • @srikantsahoo6563
    @srikantsahoo6563 Місяць тому

    ସବୁ ଜ୍ବାଇଁ ଙ୍କୁ ଏମିତି ସମ୍ବର୍ଦ୍ଧନା ଦିଅନ୍ତି।

  • @rakeshkumarsathua404
    @rakeshkumarsathua404 4 місяці тому +5

    Didi tame kn satare tama gaon ra sabu ଜୋଇଁ ପୁଅଙ୍କୁ ଏମିତି ଶ୍ରଦ୍ଧା karucha

  • @krishnanaikbrothers6459
    @krishnanaikbrothers6459 4 місяці тому +2

    Super news sir Jay Jagannath 🙏

  • @Bigsauction2234
    @Bigsauction2234 17 годин тому

    ହଁ ମ କେନ୍ଦ୍ରାପଡ଼ା ର ସବୁ ଝଅମାନଙ୍କର ଘଇତା ,ଝିଅ ମାନେ କହୁଛନ୍ତି ଆମ ଜୁଇଁ

  • @abhinashmohapatra2989
    @abhinashmohapatra2989 4 місяці тому +14

    I am from Cuttack but Sorry to say that our kendrapara people are always behave like a fool...

    • @Lipankumar473
      @Lipankumar473 4 місяці тому

      Bhai kia sunu chu se katha

    • @nirakardas02
      @nirakardas02 4 місяці тому +1

      They r fool because dey vote anubhav instead of Vaijayanti panda , who Make kendrapara proud ..

  • @bhagabandakua3211
    @bhagabandakua3211 4 місяці тому +7

    Mausi nij swami nku phul paka se tama ku bhalare rakhibe😊 kn pani 100 tanka pani ghar chhadiki ashuchha. Ama odisa ra purusa nku mahila bi boka chhi chhi lajya😢😢

  • @Bachan254
    @Bachan254 4 місяці тому +7

    ଯେତିକି bedhei ଘୋଡlଗେଈ ମାଇକିନିଆ ସବୁ ମlହାଳୀୟl ଖାଇବାକୁ ପାଇବାକୁ bandiya rally ku ଯାଉଛନ୍ତି ବା ........... ଖାଇବାକୁ 😂

  • @krutibashmohanta968
    @krutibashmohanta968 4 дні тому

    ହେ ଭଗବାନ ସୁନାର ଓଡ଼ିଶାକୁ ମାଟିରେ ମିଶେଇଦେଲେ ମାଆ ମାନେ ଟିକେ ଚିନ୍ତକରିଦେଖନ୍ତୁ ପଣ୍ଡିଆନ କୁ ସମର୍ଥନ କରୁଛନ୍ତି ସତ ପୁଅ ଝିଅ ମାନଙ୍କର ଅବସ୍ଥା ଟିକେ ଭାବନ୍ତୁ ନମସ୍କାର

  • @sankarsansahoo47
    @sankarsansahoo47 4 місяці тому +2

    JAY shree jagannath

  • @modifyart1820
    @modifyart1820 4 місяці тому +1

    ଆଜିଠାରୁ tom & jerry (cartoon video ଦେଖିବା ଛାଡିଦେବି) ଖାଲି ଏହି Video ଦେଖିଲେ ହେଲା....😂😂😂👍

  • @rajendrasamal1758
    @rajendrasamal1758 4 місяці тому +4

    Laja nanhi tumamanaku...😊😊😊😊😊😊

  • @ranjayarout4523
    @ranjayarout4523 4 місяці тому +1

    Jay jagannath ok thanks

  • @suvhalxmikrisnavlog1313
    @suvhalxmikrisnavlog1313 4 місяці тому +5

    Bhai kichi lava nahi bhadatia votar para kothu janibe kie asichi

  • @durgaprasadsamantaray7084
    @durgaprasadsamantaray7084 2 місяці тому

    ତିନ୍ ନଂ କୁତ୍ତା ଶ୍ୱଶୁର ଘରେ ଜ୍ୱାଇଁ।

  • @user-fh3vn4db5v
    @user-fh3vn4db5v 4 місяці тому +3

    7:19 😅😅😂😂😂 manyabar😅

  • @bijayashankartripathy8748
    @bijayashankartripathy8748 4 місяці тому +1

    Mahabharat Ramayan sabu ନାରୀ ଅପମାନ ଯୋଗୁଁ ହୋଇଥିଲା । ଏବେ ଓଡ଼ିଶାରେ ନାରୀ ସସତ୍ରିକରନ୍ ହେଉଛି ୨୦୨୪ କହିବ ଏହାର ଫଳ ଭଲ କି ଭେଲ। ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ମା ସୁଭଦ୍ରା ଜୟ ସୁଦର୍ଶନ ।

  • @rahuljani4925
    @rahuljani4925 Місяць тому

    ଓଡ଼ିଶାର ମହିଳା ମାନଙ୍କ ପ୍ରତି ମୋର ଶହେ ସଲାମ

  • @SudhansuSwain-cm4gi
    @SudhansuSwain-cm4gi Місяць тому

    କେନ୍ଦ୍ରାପଡ଼ା ର ସ୍ୱାଭିମାନୀ ଲୋକ ଏଇମାନେ

  • @durgacharansoren57
    @durgacharansoren57 19 днів тому

    Nice news fews

  • @benudharpradhan4323
    @benudharpradhan4323 4 місяці тому +6

    ପାଣ୍ଡିଆନ ଙ୍କ ସହସ୍ର ନାମ ---ପାଣ୍ଡ, ପାଣ୍ଡୁ, ପାଣ୍ଡ, ମାଣ୍ଡିଆ. ବାଣ୍ଡିଆ. ଗନ୍ଦିଆ, ଗାଣ୍ଡିଆ. ଡାକୁଛନ୍ତି. 😂😂😂😂😂😂

  • @user-td1pl6ne1z
    @user-td1pl6ne1z День тому

    ମା ଓ ମାଉସୀ ମାନେ ଆପଣଙ୍କୁ ବୋକା ବନାଉଛନ୍ତି ଆପଣ ମାନଙ୍କ ସ୍ୱାମୀ ଆଉ ପୁଅକୁ ମଦୁଆ ବନେଇ!
    ଅଣାନ ମାନଙ୍କୁ ମହିଳା ସଶକ୍ତିକରଣ ନାମରେ କଣ ମିଳୁଛି ଖାଲି ଋଣ ଆଉ କଣ ମିଳୁଛି?

  • @chanduvlog973
    @chanduvlog973 4 місяці тому +4

    Kain emti pagala bhali haucha re Odisha basi
    Sudhuri jao nohela abasta bahut kharap hobo re🙏

  • @pramodkumarrout7641
    @pramodkumarrout7641 4 місяці тому +2

    Jay Baluria.

  • @hemantaswain9335
    @hemantaswain9335 4 місяці тому +2

    bhai is great comedy 🙏🙏🙏💯👍👍🆗️🆗️🥰🥰

  • @reemanaik2263
    @reemanaik2263 3 місяці тому

    ସେ ମାଇକିନା ମାନ... ର ସ୍ବାମୀ

  • @kilogram382
    @kilogram382 4 дні тому

    😂😂🤣🤣🤣🤣🤣 ମୁଁ ମରିଯାଏ ଲୋ ମାଆ।

  • @NishikantaPradhan-bp7bz
    @NishikantaPradhan-bp7bz 4 місяці тому +3

    Sir voji deinati

  • @lokanathpatra9699
    @lokanathpatra9699 4 місяці тому +3

    Amito voter jadi thibe, tebe vote collection kariba darakara nahi. Vote box apni aap bhari jiba

  • @mihirrout5335
    @mihirrout5335 4 місяці тому +15

    ମାନ୍ୟବର ମାଣ୍ଡିଆ 😂

  • @Bigsauction2234
    @Bigsauction2234 17 годин тому

    ଏ ମାଇକିନିଆ ଘଇତା

  • @jatraduniarangamancha5825
    @jatraduniarangamancha5825 4 місяці тому +1

    ତା ଘଇତା

  • @user-fl6rm7cv9u
    @user-fl6rm7cv9u 4 місяці тому +3

    Kaha jhia ku baha heichi😊😊😊😊

  • @sagarsahu5937
    @sagarsahu5937 16 днів тому

    ତାମିଲ୍ ଲୋକକୁ ଏତେ ସମ୍ମାନ। ଛି

  • @nayak.r
    @nayak.r 4 місяці тому +2

    😂ଜୋଇଁ , ଧନ୍ଯରେ ଓଡ଼ିଶା ରାଜନୀତି।

  • @chhandachhatrapal88
    @chhandachhatrapal88 11 днів тому

    Dhanyawad sir,bhaut majaa lagila😅😅😅😅

  • @makurugagarai7823
    @makurugagarai7823 2 місяці тому

    ହେ ପ୍ରଭୁ ଇହେ କ୍ୟା ହୁଆ 😆😆😆😔😲😲😲😲😲😆

  • @mahendraojha9198
    @mahendraojha9198 4 місяці тому +3

    Lots of Puzzle Pandia,Mandia,Handia,Bhadtiya,Jwain pua,Manyavar😂😂😂😂😂 aau kan kan baki Achhi dekhibaku rahila. Good luck.

  • @budhansoren2720
    @budhansoren2720 4 місяці тому +2

    ତାମିଲ ପାଠ ପଢି , ଓଡ଼ିଶାର ଲୋକମାନେ ଠିକ୍ ଭାବରେ କିଛି କହିପାରୁ ନାହାଁନ୍ତି, ତେଣୁ ସେମାନଙ୍କୁ ତାମିଲ ଭାଷାରେ ପଚାରନ୍ତୁ ସବୁ ଠିକ ଠିକ୍ କହିବେ

  • @SabirKhan-gk9jo
    @SabirKhan-gk9jo Місяць тому

    ୩୦୦ ଟଙ୍କା ନେଇଛନ୍ତି ରାସ୍ତାରେ ଛିଡା ହେବାପାଇଁ

  • @PappuKumar-ln3dr
    @PappuKumar-ln3dr 2 місяці тому

    ଏମାନଙ୍କର ଘଈତା ଆସିଛି

  • @prafulladash6726
    @prafulladash6726 4 місяці тому +2

    Pandia....jie...mandia...Sie...BANDIA bi Sie.

  • @PanchudasOrrisa-ih6xu
    @PanchudasOrrisa-ih6xu 4 місяці тому +3

    ମାଁ ଗିଆଁ ପାଣ୍ଡେନ୍ କୁ ମାର ଓଡ଼ିଶାକୁ ବରବାଦ କରିସାରି ଲାଣି

    • @user-vm4jx5th8u
      @user-vm4jx5th8u 4 місяці тому +1

      ମୁଳୁ ମାରିଲେ ଯିବସରି

    • @user-vm4jx5th8u
      @user-vm4jx5th8u 4 місяці тому +1

      ନବ ଦାସ ପରି ଗୁଳି ହଉ

  • @sidheswarmallick7005
    @sidheswarmallick7005 4 місяці тому +4

    ନବୀନ ର ତଳ ଟା 😂😂😂😂😂😂

  • @user-zh9mr8yd3z
    @user-zh9mr8yd3z 22 дні тому

    ଏତେ ଉପରକୁ ଉଠେଇଲେ, ତଳେ ପଡିବା ବେଳକୁ କେହି ନଥିବେ ।

  • @kishorchandra2531
    @kishorchandra2531 3 дні тому

    ଲଜ୍ଜ୍ୟା ଲାଗୁନି ଯାହା।

  • @krishnadash4569
    @krishnadash4569 24 дні тому

    C.M ଅଛନ୍ତି କହିବା ଲେଡି ଠିକ୍ କହିଛନ୍ତି.ସେଥିପାଇଁ ଓଡ଼ିଶା ର ଏହି ହାଲତ.

  • @bhabaninahak2399
    @bhabaninahak2399 Місяць тому

    🎉this is odisha situation see the vote

  • @hariharag2297
    @hariharag2297 3 місяці тому

    ହେ ଭଗବାନ କଣ ହବ ଏ ଓଡ଼ିଶା🤦

  • @priyabratrout4298
    @priyabratrout4298 Місяць тому

    He pravu dekhadiya , mo munda buleilani😂 jagannath rakhya kara odisha ku,