ହାତରେ ମଧ୍ୟାହ୍ନ ଭୋଜନ ଥାଳି,ଜିଲ୍ଲାପାଳଙ୍କ ସାମ୍ନାରେ ବିଧାୟକ, ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଆଣିଲେ ଅଭିଯୋଗ

Поділитися
Вставка
  • Опубліковано 3 гру 2024

КОМЕНТАРІ • 422

  • @balarajbirtia9062
    @balarajbirtia9062 2 місяці тому +19

    5.90 ରେ ବହୁତ୍ ବଢିଆ ଖାଦ୍ୟ କେଉଁଠୁ ମିଳିବ? ଅନ୍ଧ ଯୁବକ ମାନେ ସରକାର ଙ୍କୁ
    ପଚାରନ୍ତୁ।

  • @JashodaMahananda-pe1ut
    @JashodaMahananda-pe1ut 3 місяці тому +113

    5.90 ରେ କେମିତି ଖାଦ୍ୟ ଦିଆଯିବ,ଆପଣ ମାନେ ନିଜେ ବିଚାର କରନ୍ତୁ ମହାଶୟ,

    • @romanticsongs-z4d
      @romanticsongs-z4d 3 місяці тому +5

      Right

    • @susanttripathy7086
      @susanttripathy7086 3 місяці тому +5

      Instead of 100 students they shows 150 students present everybody knows it .

    • @simanchalpatro5929
      @simanchalpatro5929 3 місяці тому

      abasikha school

    • @saktisethy9204
      @saktisethy9204 3 місяці тому

      ​@@susanttripathy7086ଆପଣଙ୍କ side ରେ school ମାନେ ଏମିତି କରୁଛନ୍ତି ତା ହେଲେ 😮😮😮😮

    • @tribenipatra3213
      @tribenipatra3213 3 місяці тому

      Hastel diajibo agya se hostel vitarata bi dekheile tame dekhiparilaniki .no khaiki hostel chhua school jibeki

  • @bipinbiharikisan
    @bipinbiharikisan 3 місяці тому +89

    କିଛି ହେଇନି, ମଧ୍ୟାହ୍ନ ଭଜନ ପାଇଁ ସରକାର କେତେ ଟଙ୍କା ଦେଉଛି ଯେ ଭଲ ଖାଦ୍ୟ ମିଳିବ ।ଯାହାର ଅଭିଯୋଗ ଅଛି ନିଜେ ଯାଇକି ଦିନେ ଦିନେ ମଧ୍ୟାହ୍ନ ଭଜନ ପରିଚାଳନା କରନ୍ତୁ ଜାଣି ପାରିବେ ଟ. 5.90 ପଇସା ରେ କେମିତି ପ୍ରସ୍ତୁତ ହେବ ।

    • @prakashkumarjena.babusan.n3760
      @prakashkumarjena.babusan.n3760 3 місяці тому

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....

    • @kshetrabasidas9682
      @kshetrabasidas9682 3 місяці тому

      💯👌👍😀😆

    • @abhayakumar2129
      @abhayakumar2129 3 місяці тому +2

      ଯଦି school re 50 students thanti
      50.5.90=295
      295 re bhala meal 50 jananka painee heba

    • @susanttripathy7086
      @susanttripathy7086 3 місяці тому

      Bhai u r strong in math .😮 But why u can not understand they shows 90% present in school. But in real only 40 to 50 % present all time . Everybody knows it

    • @kailashsoy462
      @kailashsoy462 3 місяці тому

      ​@@abhayakumar2129ho bro bapa b gote maso nijo hatori kichi dionti au bohut adjust koribaku pode

  • @bimalnaik3128
    @bimalnaik3128 3 місяці тому +102

    ହଇହୋ ପାଠୁଆ କଲେକ୍ଟର ବିଧାୟକ ବାବୁ ମାନେ କେବେ ୫ଟଙ୍କା ୯୦ପଇସାରେ ଭୋଜନ ମିଳେ ।ଯଦି ମିଳେ ତମର ପୁଅଝିଅ ଖାଇବେ ତ ?

  • @basudebapradhan3828
    @basudebapradhan3828 3 місяці тому +3

    Vidhayak Sir Apanaku Dhanyawad

  • @laxmidharmuduli8424
    @laxmidharmuduli8424 3 місяці тому +9

    ଧନ୍ୟ ବିଧାୟକ ଧନ୍ୟ ଜିଲ୍ଲାପାଳ ପ୍ରାଇମେରୀ 50 ପିଲା u p 50 pila nka pain kete ପଇସା ସରକାର ଦେଉଛନ୍ତି କେତେ ଖର୍ଚ୍ଚ ହେଉଛି। ହିସାବ କରନ୍ତୁ।ଅଣ୍ଡା ଦର 7ତାଙ୍କ ସେଦିନର ଟିକେ ହିସାବ କର। ଗ୍ୟାସ 100 ପିଲାଙ୍କ ପାଇଁ ରୋଷେଇ ରେ 6 ଦିନ ଯାଏ।ପାରିବ ଦର କେତେ।e ସବୁକୁ ବିଚାର କର। assembly re କଥାଟା ଉଠାଯାଉ।ଶିକ୍ଷକ ଉପରେ ଷଣ୍ଢ ଦେଖାଇଲେ କଣ ହେବା।

  • @ashish87k
    @ashish87k 3 місяці тому +20

    ମୁ ଜେତକି ଜାଣିଛି, ସରକାରଙ୍କ ହିସାବରେ ପିଲା ପ୍ରତି ବହୁତ କମ ଖର୍ଚ୍ଚ ହୁଏ ଖାଇବାର, ସେଠି ମାଷ୍ଟର ମାନଙ୍କର ଭୁଲ ନାହିଁ , ଆପଣ ବର୍ତ୍ତମାନ ର ବିଧାୟକ ହିସାବରେ ଉଠାନ୍ତୁ ସରକାରଙ୍କ ପାଖରେ , ତେବେ ପିଲା ଉଚିତ ଖାଇବା ପାଇବେ । ଗୋଟିଏ ସରକାର ର କାମ ହେଲା, ଗରିବ ଲୁକଙ୍କର ଖାଇବା ରହିବା ସ୍ବାସ୍ତଂ, ଆଉ ପାଠ ପଢା

  • @narayanbiswal3206
    @narayanbiswal3206 3 місяці тому +26

    ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହେଉ।

  • @jamesrinku1995
    @jamesrinku1995 3 місяці тому +82

    ବିଧାୟକ ମହାଶୟ ଗୋଟେ ପିଲା ପିଛା ସରକାର କେତେ ଟଙ୍କା ଦେଉଛନ୍ତି ଆଉ ଶିକ୍ଷକ ମହାଶୟ ମାନେ କେମିତି ଦେଉଛନ୍ତି ଟିକେ ପଚାରିବେ।

    • @susantakumarsenapati9752
      @susantakumarsenapati9752 3 місяці тому

      ​@zxxvtry3😂😂😂😂😂

    • @baidyanathdehury6939
      @baidyanathdehury6939 3 місяці тому

      ​@@zxxvtry345hmm re baba

    • @bhaskargouda6311
      @bhaskargouda6311 2 місяці тому +1

      ବିଧାୟକ ଙ୍କ ପୁଅ 5.90ରେ ଭାତ୍ ତରକାରୀ ଖାଉଛି ତେଣୁ ପ୍ରଶ୍ନ କରୁଛି

  • @TapanPatra-k9v
    @TapanPatra-k9v 3 місяці тому +20

    ଡାଲି ଆଉ ଆଳୁ କିଲୋ କେତେ ହେଲାଣି ଜାଣି ପରୁନକି ତ ପୁଅ ଝିଅ କେବେ ୫.୯୦ ଟଙ୍କା ରେ କେବେ ଖାଇ ଥିଲେ ,ଅମନ ଙ୍କ ସହ ନ ଲାଗି ସରକାର କୁ ଏହାର ବୋଜେଟ ବଡେଇ ବାକୁ କୁହ ଶଳା ମୂର୍ଖ

  • @abhimanyunayak4246
    @abhimanyunayak4246 3 місяці тому +17

    ମନ୍ତ୍ରୀ ମହାଶୟ ପିଲାଙ୍କ ମାଧ୍ୟ୍ୟର୍ଣ ଭୋଜନ ଦର କେତେ ଟଙ୍କା କରିଛନ୍ତି ଏହା ଛତୁଆ ଦେଲା ଭଳି ଏହା ପରିବର୍ତନ କରି ପିଲାମାନଙ୍କ ବେଙ୍କ ଖାତା ଟଙ୍କା ମିଳନ୍ତା ପିଲାମାନଙ୍କ ଭବିଷ୍ୟତ ରେ କାମ ଆସନ୍ତା

  • @ajitakumarsahoo9458
    @ajitakumarsahoo9458 3 місяці тому +9

    ବିଧାୟକ
    ବରା ଗୋଟାକୁ ପାଞ୍ଚ ଟଙ୍କା
    ମିଲ୍ସ କେତେ ଟଙ୍କା ???

  • @rabindranathjena6052
    @rabindranathjena6052 3 місяці тому +28

    ଭାରି ବଡ଼କାମ ଟେ କରିଦେଲେ ବିଧାୟକ ବାବୁ l ଏଇ ଖାଇବା ଚକ୍କର ରେ ସ୍କୁଲରେ ପାଠପଢ଼ା ଶୂନ l ଯାଅ ସେଇମାନଙ୍କୁ ଧର, ଯେଉଁମାନେ ଚବିଶ ବର୍ଷ କଲା ରାଜ୍ୟକୁ ଖୋଳ କରିଦେଲେ ! ମାଷ୍ଟର ମାନଙ୍କ ଉପରେ କି ବାହାଦୁରୀ ??

    • @dixitpattanaik131
      @dixitpattanaik131 3 місяці тому

      ପିଲା ମାନଙ୍କ ଅସୁବିଧା ହେଲେ ସାର୍ ମାନଙ୍କ କୁହାଯାଏ |

  • @DibyaKumar-oo1ww
    @DibyaKumar-oo1ww 3 місяці тому +7

    5.90ପଇସା ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ।

  • @TheWarriorRule
    @TheWarriorRule 3 місяці тому +10

    ପ୍ରାଇମେରୀ ପିଲା -5.90 ଏବଂ upper primary -8.80 ପଇସା govt ଦଉଛି। ଭଲ ଖାଇବାକୁ କେମିତି ମିଳିବ। ଧନ୍ୟବାଦ୍ mla sir ଙ୍କୁ ସତ୍ୟ ଦେଖାଇଥିବାରୁ। ଗରିବଙ୍କ ଟିକସ ପଇସାକୁ ଲକ୍ଷ୍ ଲକ୍ଷ ଦରମା ନେଲ, ହେଲିକପ୍ଟର ରେ ବୁଲିଲ, ପ୍ରଚାର ରେ ଖର୍ଚ୍ଚ କଲ।

  • @debendrapanda61
    @debendrapanda61 3 місяці тому +8

    ପିଲା ପ୍ରତି 5.90 ନେଇ ଜାଳ ସ ଉଦା କିଣି ବିଧାୟକ ଦିନେ ସ୍କୁଲରେ ରାନ୍ଧିକି ଦିଅନ୍ତୁ।ଜାଣିପାରିବେ।

    • @bollywoodgossip123
      @bollywoodgossip123 Місяць тому +1

      Khali ta tichar manka darama badhela khaiba pai Paisa kuadu asiba

  • @RakeshSahoo-l6o
    @RakeshSahoo-l6o 3 місяці тому +25

    ତୁମକୁ ଲାଜ ଲାଗୁନି 5 ଟଙ୍କାରେ ଚା ଗୋଟେ କଫ ମିଳୁନି ଚା ଗୋଟେ କଫ କୁ 7 ଟଙ୍କା ହେଲାଣି ଆଉ ତୁମକୁ 5 ଟଙ୍କାରେ ମିଲ ଗୋଟେ ଥାଳି ମିଳିବ ଏଇଟା ତୁମକୁ ସମ୍ଭବ ଲାଗୁଛି

    • @Bhagya7683
      @Bhagya7683 3 місяці тому

      ଅସମ୍ଭବ ଯଦି ଲାଗୁଚି ତା ମାନେ ଆପଣ କହିବାକୁ ଚାହୁଁଛ ଯେ ଖରାପ ଖାଦ୍ୟ ଖାଇ କି ପିଲା ମାନେ ଦେହ ଖରାପ କରନ୍ତୁ କୁଆଡୁ ଆସୁଛ ବେ ରାଜନୀତି ବାଲା

    • @akcreation304
      @akcreation304 3 місяці тому

      ଆରେ ଭାଇ ଯୋଉ ବିଧାୟକ ଏହି ବିଷୟରେ ଚର୍ଚ୍ଚା କରୁଥିଲେ ସେମାନେ ବିଧାନ ସଭାରେ ଏହି ବିଷୟରେ ଆଲୋଚନା କର ଆଉ୫ଟକା ରେ କିଭଳି ଖାଦ୍ୟ ମିଳିବ

  • @chandankumardhal8192
    @chandankumardhal8192 3 місяці тому +5

    ବିଧାୟକ ବାବୁ ୫.୯୦ ପଇସା ରେ ଦିନେ ପିଲାଙ୍କୁ ରାନ୍ଧିକି ଦିଅନ୍ତୁ

  • @patitakumarchoudhury9855
    @patitakumarchoudhury9855 3 місяці тому +5

    ମୂର୍ଖ ବିଧାୟକ ଗୋଟିଏ ପିଲାକୁ 60 ଗ୍ରାମ ଡାଲି ଦରକାର ଯାହାର ଦାମ ଆଜିକା ଡେଟ ରେ 9-60 ପଇସା, ଶଳା ତମ ସରକାର 5-90 ପଇସା ଦେଉଛି, ମାଷ୍ଟ୍ର ଘରୁ ଆଣି ଡାଲି ଦବ?

  • @KrishChetty-gv3kc
    @KrishChetty-gv3kc 2 місяці тому +2

    Dhanyabad bhai

  • @narayanbiswal3206
    @narayanbiswal3206 3 місяці тому +19

    ସରକାର ପ୍ରତି ବିଦ୍ୟାଳୟ ନିକଟରେ ଆହାର କେନ୍ଦ୍ର ଚଳାନ୍ତୁ। ଶିକ୍ଷକଙ୍କୁ ପଢ଼ାଇବା କାର୍ଯ୍ୟରେ ସହଯୋଗ କରନ୍ତୁ ।

    • @b9gi6
      @b9gi6 3 місяці тому

      Val huanta

  • @rabimohanty112
    @rabimohanty112 3 місяці тому +2

    ଧନ୍ୟ ବଡ଼ ଲୋକପ୍ରତନିଧି. ଏ. ଏହିପରି ବୁଲନ୍ତୁ. ଚୋର ସରକାରୀ ଚାକିରିଆଙ୍କ କାର୍ଯ୍ୟ କଳାପ ଜନସାଧାରଙ୍କୁ ଜଣାନ୍ତୁ. ଏପର୍କ ଠକେଇ ବନ୍ଦ କରନ୍ତୁ.

  • @ashoksahoo8150
    @ashoksahoo8150 3 місяці тому +8

    ବିଧାୟକ ମୋହଦୟ mead day meal ର ମୂଲ୍ୟ ବଢାଇବା ପାଇଁ ବିଧାନ ସଭାରେ ପ୍ରଶ୍ନ କରନ୍ତୁ।କଲେକ୍ଟର କଣ ତାଙ୍କ ଦରମାରୁ meal ର୍ ମାନ ବଢ଼ାଇବେ।ନେତା ମନ୍ତ୍ରୀ
    ଘରେ କୁକୁରର ଗୋଟେ meal ଠାରୁ ଆମ ପିଲାଙ୍କୁ ତାର 10 ଭାଗର କମ ଦାମ ଦିଆଯାଉଛି ।କଣ ନା ସୁସମ୍ ଖାଦ୍ୟ ଦେଉଛନ୍ତି ଛାତ୍ର ଛାତ୍ରୀଙ୍କୁ।ଏମଏଲେ ଭାଇ
    ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରାନ୍ତୁ ।

    • @b9gi6
      @b9gi6 3 місяці тому

      Govt t...seia chanhuchhi

  • @parameswarmahanta-rv5or
    @parameswarmahanta-rv5or 3 місяці тому +28

    ଆରେ ଭାଇ ଆପଣ 5.90ରେ ଏକ ସପ୍ତାହ mdm ଚଳାଇ ଦେଖୁ ନାହାଁନ୍ତି କାହିଁକି ତା ପରେ ପ୍ରଶ୍ନ କରିବେ

  • @jaydebpatasani112
    @jaydebpatasani112 Місяць тому

    ସାରେ, ଧନ୍ୟବାଦ,ସାରେ

  • @LaxmipriyaBehera-wu3oz
    @LaxmipriyaBehera-wu3oz 5 днів тому

    Thank u sir.god bless u

  • @SwadhinDas-gm6nf
    @SwadhinDas-gm6nf 29 днів тому

    ଜୟ ଜଗନ୍ନାଥ 🙏🏻🫡🚩🚩

  • @bharatpatra2631
    @bharatpatra2631 3 місяці тому +2

    ଏ ମିତିଠ କି ସ ବୁ ଖା ଇ ଚା ଲି ଛନ୍ତି, ଏ ମିତିମା ଶ କୁ ଥ ରେ
    ରେ ଡେ ହେ ବା ଦ ର କା ର ❤❤❤❤❤

  • @prakashkumarjena.babusan.n3760
    @prakashkumarjena.babusan.n3760 3 місяці тому +5

    ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏

    • @ଖାଣ୍ଟି_ଓଡ଼ିଆ
      @ଖାଣ୍ଟି_ଓଡ଼ିଆ 3 місяці тому

      ଆରେ ମୂର୍ଖ ଇଏ ବିଜେପି ବିଧାୟକ ନୁହଁନ୍ତି, ଇଏ ଲକ୍ଷ୍ମୀପୁର କଂଗେସ ବିଧାୟକ

  • @ମନୋଜବେହେରା-ବ5ଦ

    ❤❤❤କୋଡିଏ❤ ବର୍ଷ ତଳୁ❤❤ଏମିତି❤ଚେକି କରିବା ଥିଲା❤❤❤

  • @GitanjaliKahanr
    @GitanjaliKahanr Місяць тому

    Bhari sundar anubhuti bidhayaka dada mate bahut khusi lagla

  • @SmitaraniMohanty-c4d
    @SmitaraniMohanty-c4d 2 місяці тому

    Right or thanks once again thank u very very much social worker

  • @sashibhusanmohapatra5976
    @sashibhusanmohapatra5976 3 місяці тому +10

    ବିଧାୟକ ମହାଶୟ ଡାଲି କିଲୋ 18o ଟଙ୍କା,,ପିଲା ମିଲି ପାଇଁ କେତେ ଟଙ୍କା ଦେଉଛନ୍ତି କୁହନ୍ତୁ ta

    • @kesuhantal347
      @kesuhantal347 3 місяці тому

      ମୁଶ୍ରୀ ଡାଲି = ୮୫, ମୁଗଡାଳି = ୧୨୦ , କାନ୍ଦୁଳଡଳି = ୧୭୦

  • @Nanakebhalusena
    @Nanakebhalusena 3 місяці тому +7

    ବହୁତ ବଢିଆ ସାନ ଭାଇ ପବିତ୍ର ସାଉନ୍ତା । ଏମିତି ହିଁ ଆଗକୁ ମାଡ଼ି ଚାଲ, ଏମିତି ହିଁ ଅନ୍ୟାୟ ବିରୋଧରେ ତାହାର ପ୍ରତିବାଦ କର‌। ଜୟ କଂଗ୍ରେସ। 2029 ରେ କେବଳ କଂଗ୍ରେସ ସରକାର ଆସୁଅଛି ଆମ ଓଡ଼ିଶାରେ। wait and see.... ଆମ ଓଡ଼ିଶା କୁ ଦରକାର କେବଳ କଂଗ୍ରେସ ସରକାର।ଜୟ ସମ୍ବିଧାନ। ରାହୁଲ ଗାନ୍ଧୀ ଜିନ୍ଦାବାଦ। ତାରାପ୍ରସାଦ ବାହିନୀପତି ଜିନ୍ଦାବାଦ। ପବିତ୍ର ସାଉନ୍ତା ଜିନ୍ଦାବାଦ। #ନାନାକେଭାଲୁସେନା SUBSCRIBE OUR BELOVED BHALU BHAINA UA-cam CHANNEL @Nanakebhalusena

  • @karunakarmohanty89
    @karunakarmohanty89 3 місяці тому +9

    20 ଟଙ୍କା କରିଦିଆଯାଉ ଖାଇବା ଭଲ ହେବ ସାର୍ ମାନେ କ'ଣ ହାତରୁ ଦେବେ ଜୟ ଜଗନ୍ନାଥ

  • @akshayakumarbadaseth5088
    @akshayakumarbadaseth5088 Місяць тому

    MLA SIR Good job, Thank you

  • @amoshgamanga448
    @amoshgamanga448 2 місяці тому

    Sir you are really hero I like it very much

  • @abhijeetpatnaik5383
    @abhijeetpatnaik5383 Місяць тому

    Emiti heba kotha Good mla sir 🙏

  • @umashankardash5425
    @umashankardash5425 3 місяці тому +4

    ବିଧାୟକ ,ମନ୍ତ୍ରୀ ମାନଙ୍କର ଏହା କିଛି ଭୁଲ ନାହିଁ । ମାଷ୍ଟର ମାନେ ନିଜ ଘରୁ ଆଣିକି ଦେବା କଥା ।

  • @gaganbiharibehera7369
    @gaganbiharibehera7369 3 місяці тому +1

    ମନ୍ତ୍ରୀ ଯାଇକି ପରାମର୍ଶ କରିଛନ୍ତି ତାହାହିଁ ଯତେଷ୍ଠ ତାଙ୍କୁ ଧନ୍ୟବାଦ ଦେବା ଦରକାର ଜୟ ଜଗନ୍ନାଥ

  • @prakashganda1130
    @prakashganda1130 3 місяці тому

    Super sir amiti hele sabu sudhuriba

  • @ashokkumarpal596
    @ashokkumarpal596 3 місяці тому +9

    ନୁଆଁ ନୁଆଁ ବିଧ୍ୟାୟକ ହେଇଛନ୍ତି ମିଡ଼ିଆ ନଜର ରେ ତ ରହିବାକୁ ପଡିବ .

  • @ChandanSahoo-n3w
    @ChandanSahoo-n3w 3 місяці тому +3

    2029 Congress sarakar

  • @saktisethy9204
    @saktisethy9204 3 місяці тому +1

    ଖାଦ୍ୟ ଖରାପ ଜଣାଇବ ବହୁତ୍ ଭଲ, ଥାଳି ଧରି ବାହାରେ ଖାଦ୍ୟ ଫୋପାଡ଼ିବା,media ଆଗରେ ଫିଙ୍ଗିବା କେତେ ଦୁରୁ ଭଲ ଯେ, ଯିଏ ଭୁଲ୍ କାମ କରୁଛି ତାଙ୍କ name ରେ complain ଦିଅ , ଅନ୍ନ କୁ ଫିଙ୍ଗିବା ମହା ପାପ ...

  • @prakashthapa4390
    @prakashthapa4390 2 місяці тому

    Thank sir

  • @LAXMICHARANPRADHAN
    @LAXMICHARANPRADHAN 2 місяці тому

    Dhanyabad bidhayaksahab, Jai hind, Jai Bharat mataki Jai Jai hindhustan Jai shree Ram ❤,

  • @mahabirtudu1449
    @mahabirtudu1449 3 місяці тому

    Thank you sir

  • @user-zh6ir5im6c
    @user-zh6ir5im6c 3 місяці тому +13

    5.90 ରେ ଫାଇଭ ଷ୍ଟାର୍ ଖାଦ୍ୟ ମିଳିବ ବୋଲି ବିଧାୟକ ଭାବୁଛନ୍ତି ବୋଧେ

  • @kumardeepak4402
    @kumardeepak4402 Місяць тому

    ବହୁତ ଦୁଖଦଃ ପରିସ୍ଥିତି, ପିଲାଙ୍କ ପେଟକୁ ମାରିଲେ ଭଗବାନ ସହଳିବେନି, ଜୟ ଜଗନ୍ନାଥ

  • @susanttripathy7086
    @susanttripathy7086 3 місяці тому +4

    Bhai ମାନେ ଯୋ ଲେଖୁଛନ୍ତି 5.90ମିଲ ପ୍ରତି ଠିକ୍ କଥା ହେଲେ ଫୁଲ୍ present ଦେଖାଇ ଯୋ ବାଟ ମରଣ ହେଉଚି ସେଇଟା ବି କୁହୋ

    • @ranjitabehera337
      @ranjitabehera337 Місяць тому

      Adjust kariba pain sir o didi Mane dosa na kari chorani houchhanti.......

  • @BrundaMuska
    @BrundaMuska Місяць тому

    Very good speech Pabitra saunta

  • @jaydevpradhan9433
    @jaydevpradhan9433 3 місяці тому +2

    ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସ୍କୁଲର ଶିକ୍ଷକ ମାନଙ୍କୁ ନ ଦେଇ ssg group କୂ ଦିଆଯାଏ ତେବେ ଶିକ୍ଷାଦାନ ଠିକ ହେବ ଓ ପିଲାଙ୍କ ଖାଇବା ମଧ୍ଯ ଠିକ ହେବ

  • @ssardhik
    @ssardhik 3 місяці тому

    ଏସବକୁ ସଜା ମିଳିବାକଥା ସାର୍ 🙏

  • @tudurusikar.c.productions5204
    @tudurusikar.c.productions5204 3 місяці тому

    Sir ପିଲାମାନଙ୍କର ପାଢ ଭତ୍ତା ବୃଦ୍ଧି କରାଯାଉ😢😢😢😢😢🎉🎉

  • @barunbaghabarunbagha
    @barunbaghabarunbagha 2 місяці тому

    Good job 👍👏

  • @narendranathpati6706
    @narendranathpati6706 3 місяці тому +2

    ୫ ଟଙ୍କା ୯୦ ପଇସା ରେ ପିଲାଙ୍କ ପାଇଁ କି ଉନ୍ନତ ମାନର ଖାଦ୍ୟ ଦିଆଯାଇପାରିବ? ମନ୍ତ୍ରୀ ମହାଶୟ ପିଲାମାନଙ୍କ ମଧ୍ୟାନ୍ନ ଭୋଜନ ଖର୍ଚ୍ଚ ବଢ଼ାଇବା ପାଇଁ ବିଧାନ ସଭାରେ ଆଲୋଚନା କରିବେକି?

  • @bhabanidas1843
    @bhabanidas1843 3 місяці тому

    Wow great

  • @narayanjakasika7237
    @narayanjakasika7237 3 місяці тому

    great ML

  • @lokanathdash6899
    @lokanathdash6899 3 місяці тому +9

    MLA sir insult to his own Govt because a meal can not be provided in Rs 5.90. This should be discussed briefly in Assembly.

    • @suriyatk1992
      @suriyatk1992 3 місяці тому

      He is Laxmipur MLA from Congress party 👍

    • @sanjayablog127
      @sanjayablog127 3 місяці тому

      Mla congress party ର ବିଜେପି ଶଳା କୁ ଟାର୍ଗେଟ ନିଚଶ୍ୟ ହେବ

  • @ratnakarbehera9676
    @ratnakarbehera9676 3 місяці тому +1

    ଏହି ନେତା ଗଞ୍ଜେଇ ବିକି ହେଇଛି ରେ ଭାଇ ସେ ନିଜେ ଜାଣିନି କି ଏହି ଖାଦ୍ୟ ନିଜେ ଓଡ଼ିଶା ସରକାର ବ୍ୟବସ୍ଥା କରିଛେ 😂😂😂😂 ଆଉ ଶିକ୍ଷକ ଆଗରେ ନିଜକୁ ବାହାଦୂରୀ ଦେଖେଇ ହେଉଛି

  • @BinodBinodmajhi-vo4ol
    @BinodBinodmajhi-vo4ol 3 місяці тому

    Good job sir 👏👏👏

  • @madhusudanmohanty4319
    @madhusudanmohanty4319 3 місяці тому

    Good job sir

  • @laxman4673
    @laxman4673 3 місяці тому

    Good job sir ❤

  • @sarojbehera8449
    @sarojbehera8449 3 місяці тому

    Grate sir

  • @seenusidam8658
    @seenusidam8658 3 місяці тому

    Wonderful Great MLA

  • @runchannel7081
    @runchannel7081 3 місяці тому

    Good job brother.....

  • @upendrajadeja3279
    @upendrajadeja3279 3 місяці тому

    Good job bhai

  • @HimansahuHiman
    @HimansahuHiman 3 місяці тому

    Emiti neta ku mor koti namaskar

  • @DibyaKumar-oo1ww
    @DibyaKumar-oo1ww 3 місяці тому +1

    MLA ମହାଶୟ ଶିକ୍ଷକମାନେ ପାଠ ପଢାନ୍ତୁ। 5.90ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ। ଆହାର ଖାଦ୍ୟ ପାଇଁ ଅଧିକ ଟଙ୍କା but school ku କମ୍ kn ପାଇଁ

  • @pradeepmajhi8674
    @pradeepmajhi8674 Місяць тому

    ଶିକ୍ଷକ ମାନ୍ କର ଛୁଆମାନଙ୍କୁ ପହେଲ ଖାଇବାକୁ ଦିଆଯାଉ

  • @RanjitMahanandia-nh9km
    @RanjitMahanandia-nh9km 2 місяці тому

    I love you sir

  • @srustidhardey5817
    @srustidhardey5817 Місяць тому

    Good

  • @nibedanamusic7718
    @nibedanamusic7718 2 місяці тому

    ମଧ୍ୟାହ୍ନ ଭୋଜନ ପ୍ରହସନ ବନ୍ଦ କରାଯିବା ଉଚିତ

  • @ChandrakantaDash-k6b
    @ChandrakantaDash-k6b 3 місяці тому +1

    Right.right. mla

  • @BijayaMaiti-hj4kj
    @BijayaMaiti-hj4kj 2 місяці тому +1

    OK sir ok

  • @DibyaKumar-oo1ww
    @DibyaKumar-oo1ww 3 місяці тому +2

    MLA ମହାଶୟ 5.90ପଇସା ରେ କି ପ୍ରକାର ଖାଦ୍ୟ ମିଳିବ।ନିଜେ ମାସେ MDM ଚଳାନ୍ତୁ ଜାଣି ପାରିବେ

    • @singhuramhansdah7363
      @singhuramhansdah7363 3 місяці тому

      Tame kahiba katha J MLA mahashaya ye katha ku mediaku Anile boli tama ga*** batha hauchhi... Kain kahuna mid day meal pain tanka adhika heba boli

  • @rabindrarathor1013
    @rabindrarathor1013 3 місяці тому +2

    ସବୁ ସ୍କୁଲ ରେ ଏମିତି ଚାଲିଛି,। ପାଠ ପଢା ହେଉନି ତୁମ ସରକାର କଣ କରୁଛ।

  • @Karaputia92
    @Karaputia92 3 місяці тому

    Great step mla bhaina

  • @tatatea1477
    @tatatea1477 3 місяці тому

    Good MLA

  • @ranjankumarmohanty3151
    @ranjankumarmohanty3151 3 місяці тому +3

    Pls prepare meal one day with given price

  • @GiridharMajhi-r2o
    @GiridharMajhi-r2o 3 місяці тому

    Great MLA sir👍

  • @pradippradhan7874
    @pradippradhan7874 Місяць тому

    All hostels should be visited like this

  • @kapilnaik1327
    @kapilnaik1327 3 місяці тому

    Thanks MLA sir

  • @SadhabaKheti
    @SadhabaKheti 3 місяці тому

    ବିଧାୟକ ସବୁସ୍କୁଲ କୁଯାଆନ୍ତୁ 🌹🌹🙏🙏

  • @rachitasaraka
    @rachitasaraka 2 місяці тому

    So said 😢

  • @prasantapattanaik862
    @prasantapattanaik862 3 місяці тому +2

    ଦେଉଛ ତ ଭଲ ଖାଦ୍ୟ ଟିକେ ଦିଅ।

  • @jyotiprakashnayakjyotiprak5086
    @jyotiprakashnayakjyotiprak5086 3 місяці тому

    Good 👍👌

  • @bijayakumarnayak2113
    @bijayakumarnayak2113 Місяць тому

    ବ୍ଯବସ୍ଥା ସୁଧାରିବା ପାଇଁ ପ୍ରଚେଷ୍ଟା କରନ୍ତୁ।

  • @BijuNaik-zs8jd
    @BijuNaik-zs8jd 3 місяці тому

    ଏହିଟା ହେଲା ଆମ ସାରକାର ର ଉର୍ନର୍ତି

  • @Namosibhay
    @Namosibhay 3 місяці тому +1

    ଆଠ ଟଙ୍କା ରେ ଅଣ୍ଡା କିଣି ଛଅ ଟଙ୍କା ରେ meals ଦିଆ ଯାଉଛି । ଏମାନଙ୍କ ଦୋଷ କଣ ? ସରକାର ଙ୍କ ସହ କଥାବାର୍ତ୍ତା କରି NGO ମାନଙ୍କୁ MDM ଠିକା ଦେଇଦିଆନ୍ତୁ ।

  • @dusmantsethy6835
    @dusmantsethy6835 28 днів тому

    Right Dission MLA Sir

  • @MantuMantusahoo
    @MantuMantusahoo 3 місяці тому +1

    Ys

  • @PapuSahoo-jl7ow
    @PapuSahoo-jl7ow 3 місяці тому

    Lov u bhi

  • @khusikhusi5581
    @khusikhusi5581 3 місяці тому

    ସାରା ଆମ ପାଲପୁର ଆସନ୍ତୁ ସିରିସି ପଞ୍ଚୟତ

  • @biranchihota8796
    @biranchihota8796 3 місяці тому

    ଏ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ସଫଳ ହେବ ନାହିଁ ଏହା ବନ୍ଦ କରିବା କଥା

  • @manoranjanparida7874
    @manoranjanparida7874 3 місяці тому

    ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଅଛନ୍ତି,, ଦେଖିବା କଥା,,ଛୁଆ ସମସ୍ତଙ୍କ ର ,,, ଉତ ସ୍ତରରେ ଆଲୋଚନା ହେବା ଦରକାର, ପ୍ରତି ଜିଲ୍ଲା ଏମିତି ଅବସ୍ଥା

  • @LaxmidharSamal-gt1pg
    @LaxmidharSamal-gt1pg 3 місяці тому

    Congratulations MLA.

  • @BapiMalik-sf5ig
    @BapiMalik-sf5ig Місяць тому

    🙏🙏

  • @saguchitra669
    @saguchitra669 3 місяці тому

    ହଷ୍ଟେଲ ପିଲା ଙ୍କ ଯଉ ଖାଦ୍ୟ ଦେଉଛ ସେଇଟା ଦେଖୁଛନ୍ତି ଆପଣ ଆଉ କେତୋଟି ସ୍କୁଲ ଯାଇ ଦେଖନ୍ତୁ ସବୁ ଅସୁବିଧା ରେ ରହୁଛନ୍ତି 🙏🙏🙏🙏

  • @sujabehera3933
    @sujabehera3933 3 місяці тому +1

    MLA sir what action you have taken pl share