ବଢିଲା ମମତାଙ୍କ ଚିନ୍ତା ପଶ୍ଚିମବଙ୍ଗ ଅଶାନ୍ତ! ଓଡ଼ିଶାକୁ ଆଳୁ ଦେବାକୁ ବଢିଲା ବଙ୍ଗାଳୀଙ୍କ ଜିଦ

Поділитися
Вставка
  • Опубліковано 8 вер 2024
  • ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ - News13Odisha@gmail.com
    Join this channel to get access to perks:
    / @terachhabaana

КОМЕНТАРІ • 694

  • @santanukumarbisoi877
    @santanukumarbisoi877 Місяць тому +56

    Right decision, from Mohan Majhi government.

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 Місяць тому +83

    ସରକାର ଙ୍କ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓଡିଶା ର ସ୍ୱଭିମାନ 🙏

  • @sachikantasahoo6981
    @sachikantasahoo6981 Місяць тому +37

    Right
    ଏଇ ଆଳୁ ଗୁଡ଼ିକ west bengal ଆଳୁ ଅପେକ୍ଷା ଟିକେ ଭଲ ଦୁସୁଛି

  • @bhagabatadalai9094
    @bhagabatadalai9094 Місяць тому +62

    ମୋହନ ସରକାର ଜିନ୍ଦାବାଦ। ଓଡ଼ିଆ ଅସ୍ମିତା ଉଚ୍ଚରେ ରହିଆସିଛି ଆପଣ ଏହାକୁ ଜାରୀ ରଖନ୍ତୁ।ଜୟ ଜଗନ୍ନାଥ। ଜୟ ଶ୍ରୀରାମ।

  • @riteshgamer65
    @riteshgamer65 Місяць тому +40

    ନବୀନ ବାବୁଙ୍କ ଗର୍ବ ଓ ଅହମିକା ଓ ମମତା ଦିଦିଙ୍କ୍ ଦାଦାଗିରି ଏକାବେକକେ ଖତମ ।
    ମୋହନ୍ ବାବୁ ଜିନ୍ଦାବାଦ ।

  • @laxminarayanpanda1427
    @laxminarayanpanda1427 Місяць тому +166

    ମମତା ର ଦାଦାଗିରି ଓଡିଶା ଏଣିକି ସହ୍ୟ କରିବ ନାହିଁ। ମମତା କୁ ପାନେ ଦିଆଯିବା ଉଚିତ।

    • @user-go9hq3jv2k
      @user-go9hq3jv2k Місяць тому +12

      Mamata 1000 1000 rohinga muslim nku West Bengal ku Ani muslim vote hateibare lagichhi sethi hindunka Puja parba ku dhire dhire mamata banerjee band karibare lagichhi .... muslim nka painsethi ebe reservation kara jauchhi....

  • @durgaprasadsamantaray7084
    @durgaprasadsamantaray7084 Місяць тому +90

    ଯେସାକୁ ତେସା,ହାରାମଜାତି କୁ କୁରାଢିପାଶା

  • @pradeepsingha5374
    @pradeepsingha5374 Місяць тому +163

    ଜୟ ବିଜେପି ମୋହନ ବାବୁଙ୍କସରକାର ବିଜେଡି ଓ ମମତା କୁ ଠିକ ହେଇଛି.

    • @mrabhiramsahu8525
      @mrabhiramsahu8525 Місяць тому +1

      0

    • @CHUNY999
      @CHUNY999 Місяць тому +1

      Bhai transportation charge katha bhabucha.... Kg 45 plus re bikri haba....

    • @CHUNY999
      @CHUNY999 Місяць тому +1

      Govmnt hisabare quintal ku 3000 paduchi.... Ta bhitare distribution.. Khuchura bepari labha rakhile kete bikri haba aalu.. Tu me kuha

    • @bishnuprasadsa4064
      @bishnuprasadsa4064 Місяць тому

      କିଛି ଫରକ୍ ପଡ଼ିବ ନି ମମତା କୁ ମିଛ ପ୍ରଚାର eha

    • @Ajyotiiii
      @Ajyotiiii Місяць тому

      Laguche kichi lokanku up tharu alu aneba bhare badhuche😂😂😂 tale peta bindha hauche😂😂😂

  • @rajanisingh8493
    @rajanisingh8493 Місяць тому +84

    ଯାହା ହେଉ ମୋହନଙ୍କ ପାଇଁ ଓଡ଼ିଶା ସମ୍ମାନ ରହିଲା।

  • @manojbarla3416
    @manojbarla3416 Місяць тому +38

    ବଙ୍ଗାଳି ଆଳୁକୁ ବୟକଟ କରନ୍ତୁ ଓଡିଶାବାସୀ

  • @chhabindramansingh73
    @chhabindramansingh73 Місяць тому +39

    ଓଡିଶା ଦେଇ ଯାଉଥିବା ଜିନିଷ ପଶ୍ଚିମ ବଙ୍ଗ କୁ ଓଡିଶା ସର୍କାର ବନ୍ଦ କରୁ, ଏବଂ ଅନୁରୋଧ କେମିତି ଓଡ଼ିଆ ନିତ୍ୟ ବ୍ୟବହାର ଜିନିଷ ଓଡିଶା ରେ କରିବା ପାଇଁ ଚେଷ୍ଟା କରୁ, ଶୀତଳ ଭଣ୍ଡାର କୃଷି ଜାତ ଜିନିଷ କରୁ bjp

  • @swadhikarbetaj3768
    @swadhikarbetaj3768 Місяць тому +42

    ନବୀନ ବାବୁଙ୍କର ଶୁଖିଲା ରାଜନିତି ବର୍ତ୍ତମାନ ଓଦା ହୋଇଗଲା।

  • @bulusethy9220
    @bulusethy9220 Місяць тому +52

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ଓଡ଼ିଶା ସରକାର ଯାହା କରିଛନ୍ତି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ।❤❤❤❤❤

  • @bhagirathibarik9956
    @bhagirathibarik9956 Місяць тому +155

    ମୋର ଓଡ଼ିଶା ସରକାର ଙ୍କୁ ବିନମ୍ର ଅନୁରୋଧ ଅତି କମରେ ମାତ୍ର ଗୋଟେ ବର୍ଷ West Bengal ଆଳୁ ନ ଅଣାଯାଉ ତାପରେ ଆଗକୁ West Bengal ରେ ବିଧାନସଭା election ଏହି ଆଳୁ କୁ ନେଇ ମମତା ବେଗମ୍ ସରକାର ଭୁଶୁଡ଼ି ଯାଇପାରେ 😂😂

    • @Ranjan.628
      @Ranjan.628 Місяць тому +6

      Right ✅

    • @gourachandrabag9327
      @gourachandrabag9327 Місяць тому +7

      You are right 👍

    • @Binodkumar-if6lk
      @Binodkumar-if6lk Місяць тому +4

      Jama bi aloo Bengal ru nia naa jauu

    • @dwarikanath1958
      @dwarikanath1958 Місяць тому

      @@bhagirathibarik9956 ଏମାନେ ଶାସନ ନ କରି ଲୋକଙ୍କ ଉପରେ କଣ୍ଟା ପକାଇ ଦେହ ଚିରି ଲା ପରେ ଲୁଗା ନିଅ ବୋଲୁଛନ୍ତି।

    • @PriyabrataDas-uk8gh
      @PriyabrataDas-uk8gh Місяць тому +4

      Haba nahi bro kn Pani na West Bengal re Khali muslim

  • @naturesparadise8859
    @naturesparadise8859 Місяць тому +26

    ନାମ ନେ ଲୋ ମମତା। ଗେଣ୍ଡା ଦଳ ଥିଲା ବୋଲି ଦାଦାଗିରି ଦେଖାଉଥିଲା।ଏଥର ଆଳୁ କୁ ଝୋଳ କରିକି ଖା

  • @bhagabatadalai9094
    @bhagabatadalai9094 Місяць тому +37

    ନବିନ ପଟ୍ଟନାୟକ ଉଈ ହୁଙ୍କାରେ ଶିଆଳ ରାଜା।ତୁମ ଷଡ଼ଯନ୍ତ୍ର ରେ ତୁମେ ନିଜେ ଫସିଗଲା ପପୁବାବୁ। ବର୍ତ୍ତମାନ ତୁମ ଭଉଣୀ ମମତା ର ପାଳି।

  • @nityanandaPradhan-gf1zc
    @nityanandaPradhan-gf1zc Місяць тому +31

    ପଶ୍ଚିମ ବଙ୍ଗ ଆଳୁକୁ ଓଡ଼ିଶା ସରକାର ବ୍ୟାନକରନ୍ତୁ।

  • @narayanparida5469
    @narayanparida5469 Місяць тому +42

    ଆଳୁ ଚାଷୀ ପଶ୍ଚିମ ବଙ୍ଗର ଘୋର କ୍ଷତିଗ୍ରସ୍ତ ହେଲେ ମମତାଙ୍କୁ ଉଚିତ ଶିକ୍ଷା ଦେବା । ଆମର ଦଶ ଟଙ୍କା ଅଧିକ ହେଲେ ସୁଦ୍ଧା ପଶ୍ଚିମବଙ୍ଗରୁ ଗୋଟେ କେଜି ଆଳୁ ଆସିବା ଦରକାର ନାହିଁ।

  • @geetaranisamal6638
    @geetaranisamal6638 Місяць тому +123

    ଏ କଥାରେ ବିଜେଡି ଖୁବ ଖୁସି ଥିଲା। ଲୋକ ବରଂ ଆଳୁ ନ ପାଆନ୍ତୁ କିନ୍ତୁ ବିଜେଡି ବାହାବା ନେଉଥିଲା। ବଢ଼ିଆ ଶିକ୍ଷା ବିଜେଡି କୁ ଓ ଗର୍ବୀ ମମତା କୁ।

  • @nilanchalamaharana6692
    @nilanchalamaharana6692 Місяць тому +16

    ଓଡିଶା ରେ ଆଳୁ ଚାଷ ହେବା ମଧ୍ୟ ଦରକାର, ଆମେ ଆଉ କେତେ ଦିନ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା

  • @abhimanyunayak4246
    @abhimanyunayak4246 Місяць тому +22

    ଓଡିଶା ବାସି ଟଙ୍କା ଦେଇ କିଣି ଆଣୁ ଥିଲେ ଦୟା ର ପାତ୍ର ନୁହେଁ ମମତା ଦିଦି ଠାରୁ ଆଳୁ ଆଣିବା ଠିକ ନୁହେଁ

  • @sankarsanbal9213
    @sankarsanbal9213 Місяць тому +23

    ଯଦି ଚୋରା ରେ ପଶ୍ଚିମ ବଙ୍ଗ ରୁ ଆଳୁ ଆସେ ପୋଲିସ ସିଜ କରୁ

  • @BhusanBehera-hn6iu
    @BhusanBehera-hn6iu Місяць тому +50

    ଓଡ଼ିଆ ଜାତିର ସ୍ୱଭିମାନ ବଜାୟ ରଖିବା ପାଇଁ ମମତା ଦିଦି ପାଖରେ ଆମ ସରକାର କେବେ ମଧ୍ୟ୍ୟ ମୁଣ୍ଡ ନ ନୂଆଇବା ଦରକାର ଦିଦି ଭାରି ଦାଦାଗିରି କରୁଛନଦିଦି ସମସ୍ତ କରବାର ବନ୍ଦ କରାଯାଉ ଜୟ ଜଗନ୍ନାଥ 🙏

  • @santoshdash263
    @santoshdash263 Місяць тому +81

    ପଶ୍ଚିମ ବଙ୍ଗରୁ ଆଳୁ ଆଣିବା ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଅହଙ୍କାରୀ ମମତା ପ୍ରତି ବର୍ଷ ନାଟକ ଲଗାଇଛି।

  • @gajendrasethi8795
    @gajendrasethi8795 Місяць тому +24

    ଖାଲି ଓଡିଶା ନୁହ ଆସାମ ରାଜ୍ୟ ମଧ୍ଧ ଉତ୍ତର ପ୍ରଦେଶରୁ ଆଳୁ ଆଣିବ

  • @ajaybadjena6799
    @ajaybadjena6799 Місяць тому +30

    ସୋସିଆଲ ମିଡ଼ିଆ ମାନେ କିପରି ଜାଣିଲେ ବେଙ୍ଗଲ ଆଳୁ ଭଲ, ସୁର ରାଉତରାୟ ଭଳିଆ ନୀତି ହିନ ନେତା ଙ୍କ ପଛରେ ଗୋଡ଼େଇ ସମୟ ଗଲା ଆଳୁ କଥା ଚିନ୍ତା କରିବାରୁ ସମୟ କାହିଁକି,; ସରକାର ଙ୍କୁ ବଦନାମ କରିବା କୁ ନବିନ ଠାରୁ ଟଙ୍କା ଖାଇ ନାଟକ ଵାଜି କରୁଛନ୍ତି,

    • @purnachandra1694
      @purnachandra1694 Місяць тому +2

      ନବୀନ ଚାମୁଚା ମାନେ ମୋଲେ

    • @naturegifts6251
      @naturegifts6251 Місяць тому +2

      ସତ କଥା sir ସୁର ରାଉତଙ୍କ ପଛରେ କିଛି ସୋସିଆଲ ମେଡ଼ିଆ ଚେନାଲ ବାଇଆ l

  • @bimbadhardash286
    @bimbadhardash286 Місяць тому +25

    0ଓଡ଼ିଶା ସରକାରଙ୍କର ନିଷ୍ପତ୍ତି ସ୍ବାଗତଯୋଗ୍ୟ। କଦାପି ପଶ୍ଚିମ ବଙ୍ଗ ର ଆଳୁ ଆଣିବା ଉଚିତ୍ ହେବନାହିଁ।

  • @amitakar948
    @amitakar948 Місяць тому +19

    ଆଳୁ ଆଉ ଆଣନୀ ଆମେ ଆଉ ଖାଇବୁନି ବେଙ୍ଗଲ ଆଳୁ ୟୁପି ଆଳୁ ଜିନ୍ଦାବାଦ

  • @muralidharswain9363
    @muralidharswain9363 Місяць тому +10

    Right decision taken by the odisa got.I want to salute the C M.

  • @raghumaninayak9593
    @raghumaninayak9593 Місяць тому +8

    ବେଙ୍ଗଲ ଆଳୁକୁ ଓଡ଼ିଶାରେ ବ୍ୟାନ କରାଯାଉ ବିପିନ ସାରଙ୍କୁ ଧନ୍ୟବାଦ 🙏🙏🙏🧿‼️🧿🕉️🚩🇮🇳🙏🙏🙏

  • @user-vh2hu2cv7v
    @user-vh2hu2cv7v Місяць тому +8

    ବହୁତ ସୁନ୍ଦର ଜୟଶ୍ରୀ ଜଗନ୍ନାଥ 🙏🙏🙏

  • @ramprasadnaik8662
    @ramprasadnaik8662 Місяць тому +14

    Right steps taken by the government

  • @ramakantamohanty6558
    @ramakantamohanty6558 Місяць тому +8

    Right decision thanks to mohan majhi sir

  • @mrsatyabratanayak1433
    @mrsatyabratanayak1433 Місяць тому +34

    ମମତା ମୋହନ ଙ୍କୁ ଭୁଲ୍ ମାଗିବ ଅପେକ୍ଷା କରନ୍ତୁ

  • @bhabanicharandasmohapatra2066
    @bhabanicharandasmohapatra2066 Місяць тому +11

    Boycott West Bengal PATATO ,Boycott Boycott and Boycott

  • @pabitramohandas6943
    @pabitramohandas6943 Місяць тому +37

    ଏମିତି ଜଣେ ବ୍ୟକ୍ତିଙ୍କୁ ପଶ୍ଚିମ ବଙ୍ଗ ଲୋକେ ବାରମ୍ବାର କ୍ଷମତାକୁ ଆଣିବା ଠିକ୍ ନୁହେଁ l

    • @nilamanisethi9211
      @nilamanisethi9211 Місяць тому +2

      Jesa ku tesa nuhin U P Patato mili jauchi tenu Adhik dam padib

    • @rajanisingh8493
      @rajanisingh8493 Місяць тому +3

      ଗିହେଲି ମୁସଲିମଙ୍କୁ ଘଈତା କରି ଭୋଟ ନେଉଛି ଶାସନ କରୁଛି।

    • @rajanisingh8493
      @rajanisingh8493 Місяць тому +3

      ଗିହେଲି ମମତା

    • @user-nu1fy1ew5o
      @user-nu1fy1ew5o Місяць тому +5

      ବଡ଼ ଦୁଃଖ ର ସହିତ କହିବାକୁ ପଡୁଛି ଯେ, ଆଜି ସବୁ ହିନ୍ଦୁ ହିଞ୍ଜଡ଼ା ରେ ପରିଣତ ହୋଇ ଯାଇଛନ୍ତି। ନଚେତ୍ ହିନ୍ଦୁ ଙ୍କ ସରକାର କେନ୍ଦ୍ର ରାଜ୍ୟ ସବୁଠି ରହୁଥାନ୍ତା। ହେ ହିନ୍ଦୁ ମାନେ, ନିଜର ନପୁଂସକ ପଣିଆ ଛାଡ। ଆମ ଭଗବାନ୍ ରାମ, ଭଗବାନ୍ କୃଷ୍ଣ କଣ ହିଞ୍ଜଡ଼ା ଥିଲେ? ଆମେ କଣ ତାଙ୍କ ଦାୟଦ ନୋହୁଁ। ଆମେ କେବଳ ମା ସରସ୍ଵତୀ ( ବିଦ୍ୟା) ଙ୍କ ଭକ୍ତ ନୋହୁଁ, ଆମେ କେବଳ ମା ଲକ୍ଷ୍ମୀ (ଧନ) ଙ୍କ ଭକ୍ତ ନୋହୁଁ ....... ଆମେ ମଧ୍ୟ ମା ଦୁର୍ଗା ( ଶକ୍ତି ... ବାହୁ ଶକ୍ତି) ଙ୍କ ଭକ୍ତ । ଆସ ଆମେ ମାଆ ଦୁର୍ଗା ଙ୍କ ପଥରେ ଯାଇ ମଲେଚ୍ଛ ସଂହାର କରିବା।

    • @Manoranjansahoo34680
      @Manoranjansahoo34680 Місяць тому

      ​@nilamanisethi9211 no, not at all, will be cheap as well as wb

  • @hemantkumarsingh1387
    @hemantkumarsingh1387 Місяць тому +21

    very good decision by BJP government to import Potatoes from UP

  • @FAKIRJENA-du2zs
    @FAKIRJENA-du2zs Місяць тому +20

    ତୁମେ ଯାହା କୁହ ପଛେ ପାଣ୍ଡୁ ନବୀନ ଯୋଡ଼ି ଉପରେ ଆକ୍ସନ ନ ନେଲେ ଓ ଆଇନ୍ ଦ୍ଵାରା ଏ ଦୁଇ ଠକ କୁ ଧରି ଆଗପଛ ନ କଲେ BJP ସରକାର ର କାନ୍ଦି କାନ୍ଦି ଦିନ ଯିବ।

  • @subrataran
    @subrataran Місяць тому +46

    ନବୀନ ବିଜେଡି ସମସ୍ତ ନେତା ସୁପର ଗାଳୁଆ ମିଛୁଆ ଟ୍ଟାଉଟର ସବୁବେଳେ ଡ଼ା ହା ମିଛୁଆ

    • @purnachandra1694
      @purnachandra1694 Місяць тому +1

      ନବୀନ ଚାମୁଚା ମୋଲେ

    • @debadattasahoo6244
      @debadattasahoo6244 Місяць тому +1

      ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ଦରକାର

    • @user-gf7re2yb7u
      @user-gf7re2yb7u Місяць тому

      Bjd neta maa prati sanaman nahi

  • @fakirmohankhatua2832
    @fakirmohankhatua2832 Місяць тому +28

    ବିଜେଡି ନେତାଙ୍କ ପାଣ୍ଡିଆନ ପ୍ରୀତି ଯାଉନି, ମିଛୁଆ ନେତାଙ୍କ ମୁହଁ ଟାଣ, ଆଳୁ ୟୁପି ରୁ ଆସୁଛି, ପଶ୍ଚିମ ବଙ୍ଗ ଚାଷୀ ଆଳୁ ରାସ୍ତାରେ ଢ଼ାଳିଲେଣି ହେଲେ ବିଜେଡି ନେତା ଙ୍କ ନବୀନ ଚିଠି ଯାଉନି,

  • @basantajena5418
    @basantajena5418 Місяць тому +31

    ଆଜ୍ଞା, ଟି ଏମ ସି ଗୁଣ୍ଡା ମାନେ କଟ ମନି ଆଦାୟ କରୁଛନ୍ତି | ଏହା କେବଳ ଆଳୁ ଉପରେ ନୁହେଁ ବିଭିନ୍ନ ରାସ୍ତା ଦେଇ ଯାତାୟାତ କରୁଥିବା ସିମେଣ୍ଟ, ମାଛ, ପରିବା ଇତ୍ୟାଦି ସମସ୍ତ ଟ୍ରକ ଉପରେ ଟି ଏମ ସି କଟ ମନି ଆଦାୟ କରେ ଓ ତାହା ତାଙ୍କର ବଡ ନେତା ପର୍ଯ୍ୟନ୍ତ ଯାଏ |

  • @Susantabhanja-gp9hu
    @Susantabhanja-gp9hu Місяць тому +6

    Upରୁ ଅଣାଜାଉ ଯୌଗି ସରକାର ଭଲ❤❤

  • @Singh77359
    @Singh77359 Місяць тому +4

    ତଥାପିକିଛି ନିର୍ଲଜ କହୁଛନ୍ତି u.p ର ଆଳୁ ଭଲ ଲାଗୁନି କ୍ଷତି ହଉଚି...ଅନେକ କଥା ହେଲେ ମୋ ମତରେ ଆଳୁପଛେ ନ ଖାଇବି ହେଲେ ମୋ ସରକାର ଓ ଓଡିଶାକୁ ନତମସ୍ତକ କରାଇବିନାହିଁ

  • @ajaykumarrout5798
    @ajaykumarrout5798 Місяць тому +6

    Mr Sudhakar Panda thank you.

  • @GaneswarNayak-e6j
    @GaneswarNayak-e6j Місяць тому +9

    ନବୀନ। ଲେଖିଲେ ପ୍ରେମ ପତର
    ଚିଠି ପାଇ ଦିଦି ହେଲେ ଆତୁର,
    ପ୍ରେମ ବାୟାଣୀ, ଜିଦ୍ଦିରେ ଜିଦ୍ଦୀରେ ବହେ ଉଜ।ଣି
    ଚବିଶ ବରଷ ଶାସନ କରି, ଓଡ଼ିଶାକୁ ତଳି ତାଳାନ୍ତ କରି, ସବୁ କରିଦେଲେ ଚଳୁ ,ଦିଅଁ ଖାଇ ପୁଣି ଖଟୁଲି ଖାଇଲେ,ଓଡ଼ିଶାକୁ କରି ବଡ଼ ଆଳୁ। ଜୟ ଶ୍ରୀ ଜଗନ୍ନାଥ।

    • @Manoranjansahoo34680
      @Manoranjansahoo34680 Місяць тому

      👌👌👌

    • @SrimantaAran-wy8pz
      @SrimantaAran-wy8pz Місяць тому

      Assas assas dhanay bad

    • @SureshMalik-ln3gr
      @SureshMalik-ln3gr Місяць тому

      ଗଣେଶ୍ୱର୍ ଭାଇ ଏ ଲେଖା ପାଇଁ ବହୁତ ବହୁତ ଧନ୍ୟବାଦ । ଜୟ ଶ୍ରୀଜଗନ୍ନାଥ ।

  • @krushnachandrasahoo6182
    @krushnachandrasahoo6182 Місяць тому +8

    Mamata sahita odisha samasta samparka chhinna Kariba darakar swaviman drustiru

  • @saheblenka2788
    @saheblenka2788 Місяць тому +2

    ମୋହନ ମାଝୀ ସରକାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ, ଓଡିଶା ସରକାର ଙ୍କୁ ଅନୁରୋଧ ଓଡିଶା ଚାଷୀ ମାନଙ୍କୁ ଆଲୁ ଚାଷ କରିବା ପାଇଁ ପ୍ରୋତ୍ସାହନ କରାଯାଉ, 🙏🏾

  • @sarojnaik3521
    @sarojnaik3521 Місяць тому +7

    ଧନ୍ୟବାଦ ସାର

  • @pramodkumarkar9039
    @pramodkumarkar9039 Місяць тому +3

    Right 👍 Sudhakar Babu. Don't bow down before Mamata Banerjee. Mohan Babu is right & bring Patato from U.P Mohan Government has taught a very good lesson. It is Odiya Asmita.

  • @prafullachandramohanty7096
    @prafullachandramohanty7096 Місяць тому +6

    Sir nabina ku ମମତା ଆଳୁଦିଅନ୍ତୁ ସେ ବେପାର କରିବ

  • @batakrushnaswain4524
    @batakrushnaswain4524 Місяць тому +4

    ଆଉ ଦାଦା ଗିରି ଚଳିବନି

  • @BHANJRUSIKA
    @BHANJRUSIKA Місяць тому +3

    ମୋହନ ଜୀ ସରକାର ଙ୍କ ବହୁତ ଭଲ ପଦକ୍ଷେପ 🙏

  • @jaganmansingh1516
    @jaganmansingh1516 Місяць тому +1

    Excellent decision by Odisha govt.

  • @gatikrushnasubudhi1135
    @gatikrushnasubudhi1135 Місяць тому +2

    ମାୟାବିନୀ ମମତା କୁ ପାନେ ଦେବାକୁ ଏଇଟା ବେଷ୍ଟ ସମୟ. ଜୟ ଜଗନ୍ନାଥ.

  • @trinathmeleka2599
    @trinathmeleka2599 Місяць тому +1

    ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଆଳୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ଓଡ଼ିଶା ସରକାର। ଜୟ ଭାଜପା।।।

  • @bijoyketanacharya8921
    @bijoyketanacharya8921 Місяць тому +4

    Odisha Govt should take steps to increase the production of Patato.If Bengal can produce,why not the farmers of North Balasore,Mayurbhanja can produce the same.
    We have to take a permanent Solution to it.

  • @adityakumarmohanty9597
    @adityakumarmohanty9597 Місяць тому +2

    Verygood decision.thanks to ourC.M

  • @rabindrarath9474
    @rabindrarath9474 Місяць тому +3

    ଓଡିଶାସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ମମତାଦିଦି ଗୋଟେ ଭଲ ଶିକ୍ଷା ପାଇବେ ଯେଉଁଥିପାଇଁ ପଶ୍ଚିମବଙ୍ଗ ବ୍ୟବସାୟୀ ବିରୋଧରେ ଆନ୍ଦୋଳନ କରି ଉଚିତ ଶିକ୍ଷା ଦେବେ

  • @hemantamohanty4171
    @hemantamohanty4171 Місяць тому +1

    ମୋହନ ଭାଇ ଏ ହେଉଛି ଜଗତରନାଥଙ୍କ ରାଜ୍ଯ ଡରିବାର ନାହିଁ ଧର୍ମ ର ଜୟ ହେବ

  • @gopinathtripthy2956
    @gopinathtripthy2956 Місяць тому +3

    ମୋହନ ସରକାର ଙ୍କୁ ଅନୁରୋଧ ପଶ୍ଚିମ ବଙ୍ଗ ରୁ ଆଳୁ ନ ଆଣି‌ ଉତ୍ତର ପ୍ରଦେଶର ଆଳୁ ଓଡିଶା ବାସୀଙ୍କୁ ଦିଅନ୍ତୁ।ତାହା ସଙ୍ଗେ ସଙ୍ଗେ ପଶ୍ଚିମ ବଙ୍ଗ ରୁ ଯେପରି ଚୋରା ରେ ଆଳୁ ନ ଆସିବ ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ।ଏହା କଲେ ଗୋଟିଏ ଗୁଳି ରେ ଦୁଇ ଟି ଶିକାର କରାଯାଇପାରିବ। ମମତା ଦିଦି ଙ୍କ ଦାଦାଗିରି ଛାଡି ବା ସଙ୍ଗେ ସଙ୍ଗେ ବିଜେଡି ର ଭୁତ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା ନୀତି ପଦାରେ ପଡ଼ିବ । ପଶ୍ଚିମ ବଙ୍ଗ କୁ ଧାନ ଯେପରି ନ ଯାଏ କଟକଣା କଲେ ମୋହନ ସରକାର ପ୍ରତି ଓଡ଼ିଆ ଙ୍କ ହୃଦୟ ରେ ନିଃସନ୍ଦେହରେ ସ୍ଥାନ ପାଇବ ଏଥିରେ ସନ୍ଦେହ ନାହିଁ।

  • @gobindachandranayak7213
    @gobindachandranayak7213 Місяць тому +2

    ମୋ ମତରେ ଏହାର ଶ୍ରେୟ ମୋହନ ସରକାର ଙ୍କ ସହିତ ମାନ୍ୟବର ପ୍ରତାପ ଷଡ଼ଙ୍ଗୀଙ୍କ ଯେଷାକୁ ଚେଷା ନୀତି..

  • @khageswarkhandai3599
    @khageswarkhandai3599 Місяць тому

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ଏହା ସହିତ ଓଡ଼ିଶାକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ପଦକ୍ଷେପ ନେବାପାଇଁ ଚେଷ୍ଟା କରାଯାଇ ଓଡ଼ିଆଙ୍କ ଆତ୍ମ ସମ୍ମାନ ବଢାଯାଉ।

  • @chittaranjanbarik122
    @chittaranjanbarik122 Місяць тому +3

    ବିଜେଡି ତେଲ ମାରି ହୁଏତ ଆଳୁ ଆସୁଥିଲା, କିନ୍ତୁ ବିଜେପି ତେଲ ମାରି ଶିଖିନାହି, ଯେଉମାନେ ଭାବୁଛନ୍ତି ନବୀନ ଦୟାରୁ ଆଳୁ ଆସୁଅଛି ସେମାନେ ପୁରା ନବୀନର ତେଲୁଆ

  • @rishikesh4340
    @rishikesh4340 Місяць тому +1

    ମମତା ଭାରି ଉତ୍ପାତ ହେଉଛି।

  • @kirttiranjanbaral8907
    @kirttiranjanbaral8907 Місяць тому +2

    ମମତା ଙ୍କ ମମତା ଆଉ ରହିବନି।ମମତା ବେଗମ୍ ଙ୍କ କ୍ୟାରିଅର ଆଳୁ ହୋଇଯିବ।

  • @user-dm5xo2rf3u
    @user-dm5xo2rf3u Місяць тому +2

    It's better to be self sufficient in production of potatoes in odisha.
    Government organization in Agriculture Department may initiate when Dr Aravind Padhai is at the helm of affairs and Raja KV Singh deo is the minister Agriculture

    • @saratkumardas7124
      @saratkumardas7124 Місяць тому

      Govt shoud promote patato harvest in every patches of odisha giving a target to each block agriculture officer with proper monitoring so that proper utilization of exchequare fund twords salaries to those officcers.

  • @laxmikanhar986
    @laxmikanhar986 Місяць тому +2

    ଓଡିଶାର ସ୍ବାଭିମାନ ପାଇଁ କୌଣସି ପରିସ୍ଥିତିରେ ମଧ୍ୟ wb ରୁ ଆଳୁ ଆଣିବା ନାହିଁ, ଅଧିକ ରେଟହେଲେ ମଧ୍ୟ up ରୁ ଆଳୁ ଅଣାଯାଉ ଓଡିଶା ର ସ୍ବାଭିମାନ ରଖ୍ୟା ହେଉ,ଜୟ ଓଡିଶା🙏

  • @prafullachandramohanty7096
    @prafullachandramohanty7096 Місяць тому +1

    Sir congratulations the policy is highly appreciate

  • @dipubhai8435
    @dipubhai8435 Місяць тому +3

    ଏମିତିରେ ଏ ବଙ୍ଗାଳୀ ଆଳୁ ଝାଡଖଣ୍ଡ ଓ ବିହାର,ଉତ୍ତର ପ୍ରଦେଶରେ କେହି ଖାଉନାହାନ୍ତି ।ଏ ଆମ ଓଡ଼ିଶାର କିଛି ହାରାମି ଦଲାରି ଓ କିଛି ହାରାମି ବେପାରି ହାରାମି ନେତାଙ୍କୁ ବଙ୍ଗାଳି ଆଳୁ ଭାରି ଭଲ ଲାଗୁଛି । ସେ ରାଣ୍ଡି ଓଡ଼ିଆଙ୍କୁ ତାର ଚାକର କରି ରଖିବ ଭାବୁଛି। ତାର ଠିପି ଜାମ କର ।

  • @sukantisahoo3460
    @sukantisahoo3460 Місяць тому +1

    ବିଜେଡି ସରକାର Lamxi ବସ ଚଲାଇ ଲକ୍ଷ ଲକ୍ଷ କ୍ଷତି ସହୁଚି ଓଡିଶା ,ଜଳସେଚନ କରାଯାଉ ସିତଳ ଭଣ୍ଡାର ଖୋଲାଯାଉ ଆଳୁ ,ପିଆଜ ଚାଷ ପାଈ ଚାଷିଙ୍କୁ ରିହାତି ଦିଆଯାଉ

  • @ramachandrapanipani7424
    @ramachandrapanipani7424 Місяць тому +1

    ଖୁବ୍ ଭଲ ବ୍ୟବସ୍ଥା ମୋହନ ଚରଣ ମାଝୀ ସରକାରଙ୍କର । ଧନ୍ୟବାଦ ।

  • @NibaranPradhan
    @NibaranPradhan Місяць тому +1

    Very.good step of Odisha Govt in this situation.

  • @srisaidesignvastu9209
    @srisaidesignvastu9209 Місяць тому +3

    ଯଦି ଗୋଟେ ବର୍ଷ ଆଳୁ ପଶ୍ଚିମବଙ୍ଗରୁ ନ ଆସେ ତେବେ ତେବେ ବଂଗାଳୀ ସବୁ ସୋନାଗାଛି ରେ ଧାଡିରେ ଠିଆ ହେବେ ,ବିକିବା ପାଇଁ !ସେତେ ବେଳେ ଓଡିଆ ଗ୍ରାହକ ଗଲେ ଆଉ ତ ମନା କରିବେ ନାହିଁ !

  • @user-bb3br2wv4c
    @user-bb3br2wv4c Місяць тому +3

    Good news

  • @susantamahapatra517
    @susantamahapatra517 Місяць тому +2

    ଓଡ଼ିଶାର ଲୋକ ଯାହାବି କିଛି ଚାଷ କରୁଥିଲେ, 24ବର୍ଷର ମଦୁଆ ମାଗଣାଖିଆ ନବୀନ ସରକାର ସବୁ ଭ୍ରଷ୍ଟ କରିଦେଲା, ଜମି ସବୁ ପଡିଆ,ପୂର୍ବ ପୁରୁଷ ମଜବୁତିଆ ଥିଲେ ଯାହାହେଲେ ପରପିଢି ସମ୍ଭାଳି ଯାଏ, ନିର୍ବାଚନ 3ମାସ ଯାଇନି,ସବୁ ଖୋଲା,24 ବର୍ଷ ର ଫାଙ୍କା ଶାସନ

  • @sasanksekharaswain9208
    @sasanksekharaswain9208 Місяць тому +3

    Beautiful

  • @prahaladojha5628
    @prahaladojha5628 Місяць тому +2

    ମୋହନ ସରକାର ବେଙ୍ଗଲ ଓଡିଶାରୁ ଯାଉଥିବା ମାଛ ଆନ୍ଦ୍ରରୁ ଆସୁଥିବା ଅଣ୍ଡା ବନ୍ଦ କରି ଦିଅନ୍ତୁ ଦେଖିବ ମମତା ଓଡିଶା ସରକାରଙ୍କ ଗୋଡ଼ଧରି ଭୁଲ ମାଗିବ

  • @suryakantarath6964
    @suryakantarath6964 Місяць тому +1

    Govt. must take a bold decision and purchase potatoes from other states. Stop all illegal transportation of potatoes from West Bengal.

  • @IshaChudimahal
    @IshaChudimahal Місяць тому

    Bahut bhala news🙏🙏

  • @saritamaharana4151
    @saritamaharana4151 Місяць тому +4

    ଆଳୁ ଓଡ଼ିଶାରେ କାହିକି ଚାଷ ହେଉନି ।ଆଳୁ 12 ମାସ ଲୋକେ ଖାଆନ୍ତି

    • @user-gf7re2yb7u
      @user-gf7re2yb7u Місяць тому +1

      Nabina alu mission Kari koti koti lotichhi

  • @DhirendranathMishra-wu4bw
    @DhirendranathMishra-wu4bw Місяць тому +1

    Absolutely right 👍▶️

  • @mr.ashok678
    @mr.ashok678 Місяць тому +1

    Now WB will send potatto under low price..
    Under no circumstances potatto should come from W.B.

  • @sukantisahoo3460
    @sukantisahoo3460 Місяць тому +1

    ଓଡିଶାରେ ଆଳୁ ପିଆଜ ଚାଷ କରାଯାଉ ସିତଳ ଭଣ୍ଡାର ଖୋଲାଯାଉ

  • @satyanarayanmishra7638
    @satyanarayanmishra7638 Місяць тому

    ଧନ୍ୟବାଦ ସୁନ୍ଦର ଉପସ୍ଥାପନା

  • @subratkumarmishra7962
    @subratkumarmishra7962 Місяць тому +2

    ଦିଦି କୁ ପାନେ ଦେବା ଉଚିତ୍।
    BJD ସରକାର ଓଡିଶା ରେ cold storage ନକରି ପଶ୍ଚିମ ବଙ୍ଗ ଉପରେ ସାହାଯ୍ୟ ସହଯୋଗ କରୁଥିଲା ପରାକ୍ରାନ୍ତ ରେ ।

  • @akshayakumarpatra4802
    @akshayakumarpatra4802 Місяць тому

    It is very good decision to take necessary action to West Bengal.

  • @sadanandapadhan7580
    @sadanandapadhan7580 Місяць тому +4

    Mohan c.m. has daredevil work.

  • @quoteoftheday2357
    @quoteoftheday2357 Місяць тому +6

    BJD Netanka Alludosa chithi😅

  • @santoshkumarsethi7932
    @santoshkumarsethi7932 Місяць тому

    ଓଡ଼ିଶାରୁ ବଙ୍ଗାଳୀ ହଟାଯାଉ।

  • @user-sf3fs9jh9o
    @user-sf3fs9jh9o 21 день тому

    Odissa re bangali ମିସ୍ତ୍ରୀ ମାନଙ୍କ ପାଇଁ ଓଡିଶା ରେ ଆଳୁ ର ଅଭାବ ହୁଏ

  • @prajnangaming9671
    @prajnangaming9671 Місяць тому

    Self -respect is the key to survival. We cannot digest the Hooliganism of Mamata. We should not bend down. Lastly we should move ahead towards Self - relience.

  • @jaganmansingh1516
    @jaganmansingh1516 Місяць тому +1

    Odisha govt must restigate those products permanently..

  • @madhhusudan1137
    @madhhusudan1137 Місяць тому +2

    ଏବେ ତ କୌଣସି ପ୍ରକାରେ ଆଳୁ ମିଳିବ କିନ୍ତୁ ଭବିଷ୍ୟତରେ କଣ କରାଯିବ ତାହା ଚିନ୍ତା କରିବା କଥା, ଆମ ରାଜ୍ୟରେ କିପରି ଶୀତଳ ଭଣ୍ଡାର ବ୍ୟବସ୍ଥା କରିଲେ ଭଲ ହେବ

  • @prakashm8398
    @prakashm8398 Місяць тому

    Good decision odisha govt.

  • @narayanadash552
    @narayanadash552 Місяць тому +3

    ଏକ, ଦମ, ଠିକ,

  • @sadashivmohapatra2476
    @sadashivmohapatra2476 Місяць тому

    ଧନ୍ୟବାଦ୍,ମାନନୀୟ ମହୋଦୟ।
    ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ ଶୁଣିଲି ।
    ଆମ ନୂତନ ସରକାର ଙ୍କୁ ଅନୁରୋଧ,
    ଏହି ପରିସ୍ଥିତିର ଉଚିତ୍ ପଦକ୍ଷେପ ନିଅନ୍ତୁ ।

  • @user-kt9nv9fd5j
    @user-kt9nv9fd5j Місяць тому +1

    Odisha govt. should ban bengal potatoes for ever and Mamata should learn a lesson.

  • @rajendrasahu3497
    @rajendrasahu3497 Місяць тому +2

    ବିଜେଡି ର ଆଳୁ ମିଶନ କୁଆଡେ ଗଲା

  • @babark6185
    @babark6185 Місяць тому +5

    ନବିନ ଚିଠି ରେ ଆଳୁ ଆସିଲା କହୁଥିଲେ ବିଜେଡି ଵାଲା ସେତେ ବିଜେଡି ନେତା ଘରକୁ ପଠାଇ ଦିଅ

    • @purnachandra1694
      @purnachandra1694 Місяць тому

      ନବୀନ ର ଫିୟନ ମାନଙ୍କୁ ଆଳୁ ପଟେଇ ଦିୟ

  • @user-og1bl7ni9j
    @user-og1bl7ni9j 23 дні тому

    ଠିକ ଅଛି ଏବେ ଅମମତାମାଡ଼ାଙ୍କର ଚାରିଆଡ଼ୁ ବାଜା ବାଜିଲାଣି