ଚାଲିବ ବୁଲଡୋଜର୍ | ଗରିବ ନୁହେଁ ; ଜବରଦଖଲକାରୀ | newsroom | Suresh Pujari Exclusive |

Поділитися
Вставка
  • Опубліковано 22 жов 2024

КОМЕНТАРІ • 287

  • @thirdeye9492
    @thirdeye9492 2 місяці тому +33

    ସୁରେଶ ପୂଜାରୀ ଜଣେ ସଚ୍ଚା ଏବଂ ସମ୍ମାନନୀୟ ବ୍ୟକ୍ତିତ୍ବ...ଆମ ଛାତ୍ର ଜୀବନରେ ଅଶୀ ଦଶକରେ ସୃଷ୍ଟି ହୋଇଥିବା ମହାନ ଛାତ୍ର ଆନ୍ଦୋଳନର ସେ ନେତୃତ୍ୱ ନେଇ ଥିଲେ ❤️💚

  • @satishchandrabehera7291
    @satishchandrabehera7291 2 місяці тому +35

    ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ମହାଶୟ।
    ଜଣେ ଅନନ୍ୟ ବ୍ୟକ୍ତିତ୍ଵ, ଓଡ଼ିଶାର ଭାଗ୍ୟୋଦୟ।।
    ଜୟ ଜଗନ୍ନାଥ!!!

  • @ManojGudia-j2j
    @ManojGudia-j2j 2 місяці тому +2

    ମାନ୍ୟବର ସୁରେଶ ପୂଜାରୀ ଆଜ୍ଞା ଜୁହାର 🙏🙏🙏🇮🇳🇮🇳🇮🇳💪💪💪 ଜଉ କତା କହୁଛନ୍ତି କଣ ସତରେ କାମ କରିବେ, ଆମ ଓଡ଼ିଶାର ଗରିବ ଲୋକ ମାନଙ୍କର ବହୁତ୍ ଭଲ ହବ। ଯଦି ଆପଣ କରିଦିଅନ୍ତି ତେବେ, ଆମ ଓଡ଼ିଶାର ଗରିବ ଲୋକ ମାନେ, ଏହି Bharat janata party ଙ୍କୁ ହୃଦୟ ରେ ସାଲୁଟ 🎉🎉🎉🎉🎉🎉🎉🎉🎉❤❤❤❤❤🙏🙏🙏🇮🇳🇮🇳🇮🇳💪💪💪👍👍👍🌄🌄🌄💗❤️💕💞

  • @basudevprusty9741
    @basudevprusty9741 2 місяці тому +9

    ଅତି ସୁନ୍ଦର ପ୍ରୟାସ

  • @susantabalcsc6203
    @susantabalcsc6203 2 місяці тому +11

    ଆପଣଙ୍କୁ ନେତା ଭାବରେ ପାଇ ବ୍ରଜରାଜନଗର ବାସୀ ଗର୍ବିତ କିନ୍ତୁ ଆପଣଙ୍କ ବିଭାଗ ରେ ଅମିନ ଠାରୁ RI ପଯ୍ୟନ୍ତ ଅନେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଅଛନ୍ତି ତାଙ୍କ ବିରୋଧ ରେ କା୍ଯାନୁଷ୍ଠାନ ଗ୍ରହଣ କଲେ ବହୁ ନିରୀହ ଜନତା ଉପକୃତ ହୁଅନ୍ତେ l🙏🙏🙏

    • @durgacharanbehera791
      @durgacharanbehera791 2 місяці тому

      ଅମିନ RI ତହସିଲଦାର ମାନଙ୍କୁ ଯଦି ସରକାର ସ୍ବଛ କରି ପାରିବେ ତେବେ ଜନସାଧାରଣଙ୍କ ୯୦% ସମସ୍ଯା କୋର୍ଟକୁ ଯିବ ନାହିଁ। ଆଶ୍ବସ୍ତ ରହିବେ। ହେଲେ ଲୋଭୀ ଓ ଧନୀ ତଥା ବଳୁଆ ଲୋକ ମାନଙ୍କୁ, ଯେଉଁ ମାନେ ଚାକିରୀଆଙ୍କୁ ପ୍ରଲୋଭନ ଦେଇ ଦୁର୍ନୀତିଗ୍ରସ୍ତ କରାନ୍ତି; ତାଙ୍କୁ ଦଣ୍ଡ ଦେବେ କି?

  • @MNDIGITALSARAKANA
    @MNDIGITALSARAKANA 2 місяці тому +13

    ସାର୍ ଆପଣ ବାଜପେୟୀ ଙ୍କ ଭଳି ହୁଅନ୍ତୁ କିନ୍ତୁ ମିଛୁଆ ମୋଦୀ ଭଳି ନୁ6ହଁ

  • @ramachandrapanipani7424
    @ramachandrapanipani7424 2 місяці тому +2

    ବହୁତ ଭଲ ଯୋଜନା । ଧନ୍ୟବାଦ ସୁରେଶ ପୂଜାରୀ ମହାଶୟ !

  • @subhrajyoti7809
    @subhrajyoti7809 2 місяці тому +22

    ଟିକେ ଗାଁ ଗୋଚର ମାପ 🙏🙏

    • @tapasswain3231
      @tapasswain3231 2 місяці тому +2

      Hmm bhai thik topic utheicha

    • @gourangasahoo8977
      @gourangasahoo8977 2 місяці тому +1

      Thik bro

    • @kamalakanta1022
      @kamalakanta1022 2 місяці тому +1

      ଏ ପା ଇଁ ସମସ୍ତେ ପ୍ରତି ଗାଁରୁ ଏକାଠି ହେବା ଦରକାର

  • @surathachandrajena9514
    @surathachandrajena9514 2 місяці тому +1

    ମାନ୍ୟବର ସୁରେଶ ବାବୁଙ୍କର ବ୍ୟକ୍ତିତ୍ଵ ନିଆରା ।ଆଦର୍ଶ ମୟ । ଧନ୍ୟବାଦ🎉❤

  • @radharani3963
    @radharani3963 2 місяці тому +16

    ଯଥା ଶୀଘ୍ର ଗରିବ ମାନଙ୍କୁ ଚିହ୍ନଟ କରି ଥଇଥାନ କରନ୍ତୁ

  • @encourage.students
    @encourage.students 2 місяці тому +70

    ବାସ୍ତବ ଗରିବ ଚିନ୍ହଟ ହେଉ ଏବଂ ସୁବିଧା ଦିଆ ଯାଉ।

    • @jhilimalik607
      @jhilimalik607 2 місяці тому +4

      Sir, ame bhumi hina amra kaunsi jami badi nahi jau jaga re Rahi chu se bi anabadi 50year hela rahi asiluni.pradhan manti awas Yojana re gode ghar asi thila taku kati dela

    • @encourage.students
      @encourage.students 2 місяці тому

      @@jhilimalik607 ବର୍ତ୍ତମାନ ସରକାର ଯାହା କହୁଛନ୍ତି ସେହି ଅନୁସାରେ ଆପଣ ଙ୍କୁ ସେହି ଜାଗାରେ p m ଆବାସ ମିଳିବାକଥା। ଦେଖାଯାଉ କହିବା ଅନୁସାରେ କରୁଛନ୍ତି କି ନାହିଁ

    • @gourangasahoo8977
      @gourangasahoo8977 2 місяці тому

      Tame mohan sir nku dekha kara paiba​@@jhilimalik607

    • @sanketsahu2832
      @sanketsahu2832 2 місяці тому +3

      ବର୍ତମାନ ର ଗରିବ ସନ୍ଧ୍ୟା ହେଲେ ୩୦୦/୪୦୦ ଟଙ୍କା ର ମଦ ପିଉଛନ୍ତି...

    • @ramanaik528
      @ramanaik528 2 місяці тому +1

      ଗରିବ ଗରିବ ବଳି govt ଜାଗା ମାନେ ନେଇ ଯାଉଛନ

  • @GolakBihariSahoo-o9f
    @GolakBihariSahoo-o9f 2 місяці тому +11

    ପଶ୍ଚିମ ଓଡିଶାର ଦିଗଗଜ ଛାତ୍ର ନେତା, ଲଢୁଆପୁଅ ସୁରେଶ ପୂଜାରୀଙ୍କୁ 🙏ବଡ ଆଶା କରେ ଓଡ଼ିଆ. ଜୟ ଜଗନ୍ନାଥ

  • @muralimeher6428
    @muralimeher6428 Місяць тому

    ବହୁତ୍ ବଢିଆ ପଦକ୍ଷେପ

  • @narendramahakud4636
    @narendramahakud4636 Місяць тому

    ଧନ୍ୟବାଦ ନେତାଜୀ

  • @ratiranjangardia3490
    @ratiranjangardia3490 2 місяці тому

    ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀ ଯୁକ୍ତ ସୁରେଶ ପୂଜାରୀ ଆପଣଙ୍କ ଚିନ୍ତାଧାରା ଅତି ଉତ୍ତମ ଧନ୍ୟବାଦ ଜୟ ଜଗନ୍ନାଥ ❤❤❤❤❤❤❤❤

  • @SatrughanNayak-qf1rt
    @SatrughanNayak-qf1rt 2 місяці тому +13

    ଯେଉଁ ମାନେ ଜମି ହୀନ ତାଙ୍କୁ ଜମି ବାଡି ଦେଇ ଥଇଥାନ କରିବା ସରକାର୍ ର କାମ, ଦେଖାଯାଉ କଣ କରୁଛନ୍ତି ଆମ ସରକାର୍

  • @bijayakumarchoudhury959
    @bijayakumarchoudhury959 2 місяці тому +10

    ଗାଁ ରେ ଆଉ ଗାଈ ଗୋରୁ ନାହାଁନ୍ତି ପ୍ରାୟ।

  • @ANTARYAMIJENA-t8t
    @ANTARYAMIJENA-t8t 2 місяці тому +11

    ସୁରେଶ ପୂଜାରୀ ସାର୍ ସତ୍ କହିଚନ୍ତି ଗୋରୁ ଗାଈ ଚରି ବାକୁ ଜାଗା ପାଇ ପାରିବେ

  • @laxmanalluyala2143
    @laxmanalluyala2143 2 місяці тому +1

    Very good, hon,ble ministry Suresh pujari

  • @kantamalia
    @kantamalia Місяць тому

    ମନୋରଞ୍ଜନ ବାବୁ ! ଗୋଟିଏ ଗୋଟିଏ ଗ୍ରାମରେ ଗ୍ରାମଲୋକଙ୍କ ଆବଶ୍ୟକ ଅନୁସାରେ ଦରକାରୀ ଜମି କୁ ମଧ୍ୟ ଶିଳ୍ପପତିଙ୍କୁ ଦିଆଯାଇଛି , ପ୍ରଥମେ ସେହି ଜମୀ କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ହାତକୁ ଦିଆଯିବା ଆବଶ୍ୟକ ଅଛି । ( ଧନ୍ୟବାଦ୍)❤❤❤

  • @AnandaMallik-w5s
    @AnandaMallik-w5s 2 місяці тому +1

    Kahi janile katha sundara

  • @mandiaharijun173
    @mandiaharijun173 2 місяці тому +7

    ଜବରଦଖଲ ଉଚ୍ଛେଦ ସ୍ପଷ୍ଟକରିଥିବାରୁ ଧନ୍ୟବାଦ।

  • @tsodia8275
    @tsodia8275 2 місяці тому +7

    Good Discussion 👍🏻👍🏻👍🏻👌🏻 1

  • @basantabhaibms3913
    @basantabhaibms3913 2 місяці тому

    ଏହି କାର୍ଯ୍ୟକ୍ରମ ଟି ଅତିସୁନ୍ଦର
    ବସନ୍ତ ଭାଇ

  • @akshayrana5252
    @akshayrana5252 2 місяці тому +1

    ସୁରେଶ ପୁଜାରୀ ମହୋଦୟ ମୁଁ ତେଣେ ବିଜେପି ରକରମୀ ମୁଁ ପାନ ଏକରଜମୀଏଵ ଘର ଦାନ କରିଛି ମାପକରିଦେଵ

  • @Jagannath-oc9ht
    @Jagannath-oc9ht 2 місяці тому +4

    ଶ୍ରୀଯୁକ୍ତ ସୁରେସ୍ ପୂଜାରୀଙ୍କ ଚିନ୍ତାଧାରା କୁ ବହୁତ ବହୁତ ଭଲପାଏ । କାର୍ଯ୍ୟ କ୍ଷେତ୍ରରେ ଷେ ଅଧିକରୁ ଅଧିକ ସଫଳ ହୁଅନ୍ତୁ ସମାନ ଚିନ୍ତାଧାରା ସହ।

  • @dharmaranjanpattanaik4110
    @dharmaranjanpattanaik4110 2 місяці тому

    ଧନ୍ୟବାଦ ଶୁରେସ ପୁଝାରୀ

  • @PrasantakuMishra-kt4te
    @PrasantakuMishra-kt4te 2 місяці тому +14

    Bahuta bhala kama .

  • @sibapatinaik6872
    @sibapatinaik6872 2 місяці тому

    ଗରିବ ମାନଙ୍କୁ ଜମି ଘର ରାଜ୍ୟ ସରକାର ଦେବାପାଇଁ ଆରମ୍ଭ କରିଛନ୍ତି ସମସ୍ତେ ପାଇବେ ନିଶ୍ଚୟ ତେଣୁ ରାଜ୍ୟ ବିଜେପି ସରକାର ଙ୍କୁ ଧନ୍ୟବାଦ, ଶ୍ରୀଯୁକ୍ତ ରାଜସ୍ବ ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ

  • @RanjanKumar-mx1ki
    @RanjanKumar-mx1ki 2 місяці тому +2

    ଆଜ୍ଞା ଯୋଉ ବନ୍ଦୋବସ୍ତ ୧୯୭୦ ଦଶକ ରେ ହୋଇଥିଲା ସେଥିରେ ବହୁତ ଭୁଲ ବଟକା ହୋଇଛି l ଆହୁରି ମଧ୍ୟ ସେତେବେଳେ ଗ୍ରାମମାଚଳରେ ଲୋକ ମାନେ କିଛି ଜାଣି ନଥିଲେ କି ସଚେତନ ନଥିଲେ ତେଣୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଜମି ଦଖଲ ରେ ଅଛନ୍ତି କିନ୍ତୁ ସେମାନଙ୍କ ନାମରେ ପଟ୍ଟା issue ହୋଉ ନାହିଁ l ତେଣୁ ସମୁର୍ଣ ବନ୍ଦୋବସ୍ତ କରାଯାଉ l କିଛି କିଛି ଚାଷୀ ଙ୍କୁ ଲିଜ ରେ ବି ଚାଷ ଜମି ଦିଆ ଯାଇଛି, ତାହାବି ରେକର୍ଡ ଭୁକ୍ତ ହୋଇ ନାହିଁ, ଆହୁରି ମଧ୍ୟ ଅନେକ ନୂଆ ରାସ୍ତା ଓ ନାଳ, କେନାଲ ସୃଷ୍ଟି ହୋଇଛି ତେଣୁ ଲୋକମାନକୁ ନୂତନ ଆଇନ ବଳ ରେ ପଟ୍ଟା ଦିଅନ୍ତୁ ରାଜ୍ୟର ରଜସ୍ୱ ବଢିବ ଓ ଲୋକେ ଆଶାତୀତ ଖୁସି ହେବେ l

  • @DrDhirendraMohanty
    @DrDhirendraMohanty 2 місяці тому +6

    ଓଡିଶା ର ମୁଖ୍ୟମନ୍ତ୍ରୀ ହେବା ର ଦକ୍ଷତା ସର୍ବ ପ୍ରଥମ, ଛାତ୍ର ଆନ୍ଦୋଳନ ରେ ଓଡିଶା ର ମୂଖ୍ୟ ଦାୟିତ୍ୱ ନେଇ ସଫଳ ହୁଈ ଥିଲେ 1980ମସିହାରେ, ବହୁତ ବହୁତ ଧନ୍ୟବାଦ.

  • @SanatanchattarChattar
    @SanatanchattarChattar 2 місяці тому +1

    ବୋଲ ଡୋଜର ହିଁ ଆଗାମୀ ନିର୍ବାଚନ ଗରିବ । ଯୋଗୀ ଯେମିତି ହାରିଛି ଠିକ୍ ସେମିତି

  • @NarendraDas-ri9ed
    @NarendraDas-ri9ed 2 місяці тому +1

    very good discussion,

  • @hariharmeher9670
    @hariharmeher9670 2 місяці тому +1

    Very very heartly thanks pujari sir.... please take very good decision odisa public ....🙏🙏🙏

  • @santoshkumarpanda6845
    @santoshkumarpanda6845 2 місяці тому

    ଜବର ଦଖଲ ଉଛେଦ କରିବାକୁ ଆପଣଙ୍କର ପ୍ରୟାସ ଧନ୍ୟବାଦ

  • @BhagyaRabidas-yz3je
    @BhagyaRabidas-yz3je 2 місяці тому

    Thank you suresh sir. Always God bless you. Pranam.

  • @madhabakuanrmadhabakuanr
    @madhabakuanrmadhabakuanr 2 місяці тому

    🙏

  • @AshokSahu-q4s
    @AshokSahu-q4s 2 місяці тому

    ବହୁତ ବଢିଆ ହେବ ସାର 🙏🙏🙏

  • @manojkumardas7189
    @manojkumardas7189 2 місяці тому

    ମାନ୍ୟବର ମନ୍ତ୍ରୀ ସୁରେଶ ଭାଇ ଆପଣଙ୍କୁ ଅନେକ ଶୁଭେଚ୍ଛା ସହିତ ଅଭିନନ୍ଦନ ଜୟ ଜଗନ୍ନାଥ ❤❤❤❤❤❤

  • @AshokPanda-qt4qn
    @AshokPanda-qt4qn 2 місяці тому +2

    Dhanyabada Suresh Babu Spankar chinta dhara pain Ame Sambalpur Basi mane Garbita Amara Asa o Biswas Asa puran karibe Jai MAA Samleiswari 🙏

    • @AshokPanda-qt4qn
      @AshokPanda-qt4qn 2 місяці тому

      Apana nkar Mathare Kalankar tika lagunanhi AmAamar Biswas

  • @UpendraThati
    @UpendraThati 2 місяці тому

    ମାନ୍ୟବର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶା ସରକାର ଙ୍କର ଅତ୍ୟନ୍ତ ସୁନ୍ଦର ପଦକ୍ଷେପ ଧନ୍ୟବାଦ୍ ❤❤❤ଗୋମାତା ଙ୍କର ସମ୍ପତ୍ତି ସୁବର୍ଣ୍ଣପୁର ର ସୋନପୁର ବ୍ଲକ ର ବଲାଡି ପଂଚାୟତ ର ଗୋଚର ଭୂମୀ ରକ୍ଷା କରାଯାଇ ଗୋ ରକ୍ଷା କର ❤❤❤❤❤❤❤

  • @sonukhansonukhan8387
    @sonukhansonukhan8387 2 місяці тому +1

    Pughari. Sir. Very good. Information. KOTI. KOTI. Pranam. Salut

  • @ugresenlenka3495
    @ugresenlenka3495 2 місяці тому +5

    ଜମି ଯଦି ଦୁଇ ଭାଇଙ୍କ ର ନାମାନୁସାରେ ଅଛି, ତାହା ବିକ୍ରୀ କରିବାରେ ଅସୁବିଧା ହେଉଅଛି,ବିନା ପାଟିସନ ବିନା ବିକ୍ରୟ କରିବା ଅସମ୍ଭବ, ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତାହା ର ସମାଧାନ କରିବା ଆବଶ୍ୟକ ମନେ କରୁଛେ ।

  • @naikvlogsnaik9688
    @naikvlogsnaik9688 2 місяці тому +3

    Right decision suresh babu

  • @muralimeher6428
    @muralimeher6428 Місяць тому

    Good 👍

  • @ramachandrapanipani7424
    @ramachandrapanipani7424 2 місяці тому

    ଏଇଟା ବଡ଼ ପ୍ରଶ୍ନ । ଛତିଶଗଡ ସହ ସୁସମ୍ପର୍କ ରଖି କାର୍ଯ୍ୟ କରିବା ଆବଶ୍ୟକ ।

  • @ashwinisahu6584
    @ashwinisahu6584 2 місяці тому +3

    BAHUT BHALA HEBA JADI SATA HEBA🎉

  • @PurendraNaik-y1n
    @PurendraNaik-y1n 2 місяці тому

    Verygoodnews❤❤❤

  • @AshokAshok-sr2gb
    @AshokAshok-sr2gb 2 місяці тому +1

    ମ ନ୍ତ୍ରୀ, ଏବେ ଠିକ୍ ବୁଝିଲେ, ଗରିବ ଲୋକଙ୍କ ଘର ଭାଙ୍ଗିବା
    ବନ୍ଦ କଲେଣି,ଦେଖିବା,ଜାହାକହୁଛନ୍ତି,ତାହାକରୁଛନ୍ତି,କି,ନାହିଁ,

  • @ashokkumarmishra8391
    @ashokkumarmishra8391 2 місяці тому

    Good decision

  • @nayankishorebiswaladvocate7190
    @nayankishorebiswaladvocate7190 2 місяці тому +11

    ୨୪ ଗଡ଼ଜାତ ମିଶ୍ରଣ ପରେ ପ୍ରଥମଥର ଓଡିଶା ସରକାର ଙ୍କ ଦ୍ଵାରା ହୋଇଥିବା ବନ୍ଦୋବସ୍ତ ର ବହୁତ ପଟ୍ଟା ଅଜିପର୍ଜନ୍ତ ଗଡ଼ଜାତ ପ୍ରଜା ମାନେ ପାଇନାହାନ୍ତି ଏହକୁ ଆଯିପର୍ଜନ୍ତ ବିଭିନ୍ନ ତହସିଲ୍ ମାନଙ୍କରେ ଲୁଚାଇ ରଖା ଯାଇଛି ଯଦି ଏହାକୁ ରେକର୍ଡଭୁକ୍ତ ହେଇଥିବା ପ୍ରଜା ମାନଙ୍କୁ ବଣ୍ଟନ କରାଯିବ ତେବେ ଓଡିଶାରେ ଆଉ ଭୂମିହୀନ ରହିବେ ନାହିଁ ଏଥିପ୍ରତି ରାଜସ୍ବମନ୍ତ୍ରୀ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ ।

    • @Jagannath-oc9ht
      @Jagannath-oc9ht 2 місяці тому +1

      କେତେଦୁର ସମ୍ଭବ ସେ ଏଥିର ଏକ ସୁଗମ ରାସ୍ତା ବାହାର କରିବେ ବୋଲି ଅନୁମାନ କରୁଛି ।

    • @NABAGHANAKARJEE
      @NABAGHANAKARJEE 2 місяці тому

      ବର୍ତ୍ତମାନ ଓଡ଼ିଶା ସରକାର ଯେଉଁ ପରକାର ଓଡ଼ିଶା ରାଜ୍ଯ ପାଇଁ ଉନ୍ନତି ପାଇଁ ପ୍ରାୟାସ କରୁଛନ୍ତି ତାହା ବହୁତ ପଦକ୍ଷେପ ଯୋଗିଅ ତେଣୁ ରାଜ୍ଯ ସରକାରଙ୍କୁ ବହୁତ ଧନ୍ଯବାଦ ❤❤❤।

  • @pabitranaik501
    @pabitranaik501 2 місяці тому

    Thank you sir 🙏🙏🙏

  • @prafullakumarpatel8373
    @prafullakumarpatel8373 2 місяці тому

    🎉🎉 Sri Suresh Pujhari, honest politician.

  • @AnandaMallik-w5s
    @AnandaMallik-w5s 2 місяці тому +1

    Village re tractor powertiller cow ox nahanti

  • @brajamohanmohanta4488
    @brajamohanmohanta4488 2 місяці тому

    Thank you pujari ji

  • @subhrajyoti7809
    @subhrajyoti7809 2 місяці тому +5

    ଦଣ୍ଡା ଆଉ ନାହିଁ ଟିକେ ଶୀଘ୍ର ମାପ ଗାଁ ରେ 🙏🙏

  • @benudharsaraka
    @benudharsaraka 2 місяці тому

    Sir apana great leader 1000yr banchi rujantu loka nka samasya samadhan karantu, jai jagannath.

  • @b.k.sachindra5852
    @b.k.sachindra5852 2 місяці тому

    Grate suresh pujhari.

  • @AshokPanda-qt4qn
    @AshokPanda-qt4qn 2 місяці тому +2

    Suresh Babu Aka Nirvika Neta Se Jabardakhakhal samasya re Safala hebe Se Madhya Aka Gyani Sange Sange Aaenjibi MaaSamlriswaritanku Asirbad Karantiba pain Ame Pradhana karuchhu JaiMaa Samleiswari 🙏

  • @rajeshsahu5125
    @rajeshsahu5125 2 місяці тому +1

    Suresh da I love ❤

  • @laxmansahu1971
    @laxmansahu1971 2 місяці тому +5

    ଯେଉଁ ଗରିବ ଲୋକ ST,SC,OBC ସମସ୍ତ ପରିବାର ଅଭିଯୋଗ ନ ଥିବା ଜାଗା କୁ ପିଢି ପିଢ଼ି ଧରି ଆବାଦ କରି ଘର କରିଛନ୍ତି କିମ୍ବା ଚାଷ କରୁଛନ୍ତି ତାହାକୁ ପଟ୍ଟା ପ୍ରଦାନ କଲେ ଲୋକମାନେ ଉପକୃତ ହେବେ ବୋଲି ଆଶା କରୁଛନ୍ତିି ଗରିବ ଲୋକ ମାନେ

  • @radhakantameher2775
    @radhakantameher2775 2 місяці тому

    Bahut badhiya ❤

  • @Kulamani-nr5oq
    @Kulamani-nr5oq 2 місяці тому +1

    Really i am proud of revenue minister su,pujari . Humanity, quality,originally now present in minister heart.namaste 🙏

  • @AbhijetMandal-pm1ce
    @AbhijetMandal-pm1ce 2 місяці тому

    Very good sir you can help por mans excellent advice many many thanks ❤❤❤❤💐💐💐🙏🙏🙏🙏👍🏻

  • @sanataniprasant1885
    @sanataniprasant1885 2 місяці тому

    Unique person - suresh

  • @ramachandrapanipani7424
    @ramachandrapanipani7424 2 місяці тому

    ଜଳ ସଂରକ୍ଷିତ ହେବା ଉଚିତ ।

  • @bikrambeura6017
    @bikrambeura6017 2 місяці тому

    Great💐💐💐

  • @baldevdurua2395
    @baldevdurua2395 28 днів тому

    ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜ୍ଞା ଜୁହାର 🙏🙏🙏
    ମୋର ଗୋଟିଏ ପ୍ରଶ୍ନ ଆଜ୍ଞା ଆମେ କୋରାପୁଟିଆ ଆଦିବାସୀ ଲୋକ I ହେଲେ ଆମେ ଆମ ଙ୍ଗା ଛାଡ଼ି ଅନ୍ୟ ଗାଆଁ ରେ ବା ସେମାନେ ଆମ ଙ୍ଗା ରେ ଜମି ମାଡ଼ି ବସିବା ଏ ସବୁ ନେଇ ଦୁଇ ଙ୍ଗା ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଶ୍ରୁଷ୍ଟି ହୋଇତାଏl ତେବେ ସେଇଟା ଜବରଦକଲ ନା ଆହୁ କଣ l ଆଜ୍ଞା ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଓ
    ଧନ୍ୟବାଦ୍

  • @BimalSahoo-wk5ip
    @BimalSahoo-wk5ip 2 місяці тому

    ଗାଁ ଗହଳି ରାସ୍ତା ପ୍ରତି ଦୃଢ ନିଷ୍ପତି ନିଅନ୍ତୁ

  • @sysam5648
    @sysam5648 2 місяці тому +3

    Very good leader 🎉🎉🎉

  • @bikashmahapatra3077
    @bikashmahapatra3077 2 місяці тому +3

    Pujari sir is very fantastic persanility

  • @bibhisandigal
    @bibhisandigal 2 місяці тому

    Very nice answer sir

  • @ramachandrapanipani7424
    @ramachandrapanipani7424 2 місяці тому

    କର୍ମରେ ହିଁ ଅଧିକାର ।

  • @golakbiharisahoo4795
    @golakbiharisahoo4795 2 місяці тому +2

    ମନ୍ତ୍ରୀ ମହୋଦୟଙ୍କୁ ଧନ୍ଯବାଦ। ତାଙ୍କ ତୁଣ୍ଡ ସୁତୁଣ୍ଡ ହେଉ। ଗ୍ରାମାଞ୍ଚଳ ରେ ଏକର ଏକର ସରକାରୀ ଜମି ଜବରଦଖଲ ରେ ଅଛି।ତାକୁ ତୁରନ୍ତ ମୁକ୍ତ କରାଯାଉ।ଜଣେ ଗରୀବ ଲୋକର ଜାଗା ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାଡି ବସୁଛି।ତାପାଇଁ କଠୋର ଆଇନ ପ୍ରଣୟନ କରାଯାଉ ।ଆପଣ ଚକବନ୍ଦୀ କଥା କହିଲେ,ଗତ ଚକବନ୍ଦୀ ବେଳେ ଏମିତି ବନ୍ଦୋବସ୍ତ ହୋଇଛି ଲୋକ ଆଜିପର୍ଯ୍ୟନ୍ତ କାନ୍ଦୁଛନ୍ତି।ଥରେ ଚକବନ୍ଦୀ ଅଫିସ ଦେଖିଆସନ୍ତୁ ଜାଣିବେ ସେଠି କଣ ଚାଲିଛି।ଭୁବନେଶ୍ୱର ରେ ଗଛ ଲଗାଇ ବାକୁ ମଧ୍ୟ ସରକାରୀ ଜାଗା ନାହିଁ।କହିବା ବାହୁଲ୍ୟ ଏଲେଖକ ମଧ୍ୟ ଜବରଦଖଲର ଶିକାର। ତହସିଲ,ପୋଲିସ ଥାନା,ସବ୍ ରେଜିଷ୍ଟ୍ରାର ଅଫିସ,ସବ୍ କଲେକ୍ଟର ଅଫିସ ଦୌଡି ଦୌଡି ଆଜିଯାଏ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ।ଏ ଜୀବନ ରେ ସମାଧାନ ହୋଇପାରିଲେ ଅନ୍ତତଃ ଶାନ୍ତି ମିଳନ୍ତା।

  • @AshokPatel-vu8vf
    @AshokPatel-vu8vf 2 місяці тому

    ପୁଝାରି ମହାଶୟ ନମସ୍କାର ଆପଣଙ୍କ କଥା ସତହେଉ

  • @RanjanKumar-mx1ki
    @RanjanKumar-mx1ki 2 місяці тому +1

    ମାନ୍ୟବର ମନ୍ତ୍ରୀ ଗତ ୫୦ ବର୍ଷ ହେବ ବନ୍ଦୋବସ୍ତ ହୋଇ ନାହିଁ bjd ବି ଚାହୁଁଥିଲା ହେଲେ କରିପାରିଲା ନାହିଁ l ଆପଣଂକ ସରକାର ଯଦି ବନ୍ଦୋବସ୍ତ କରି ଗରିବ, ଆଦିବାସୀ, ଏବଂ ମଧ୍ୟବିତ୍ତ ମାନଙ୍କର ଜମିଜମା ସମସ୍ୟା କୁ ଦୂର କରି ପାରିବେ ତେବେ ଆପଣଂକ ସରକାର ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଶାସନ କରି ପାରିବ ୧୦୦%

  • @subhabratapanigrahi9066
    @subhabratapanigrahi9066 2 місяці тому

    Such a wonderful personality 🎉

  • @ramachandrapanipani7424
    @ramachandrapanipani7424 2 місяці тому

    ସବୁ କଥା ଭଲ । ଭଲ ଲୋକ ରାଜନୀତିକୁ ଆସିଲେ ଖରାପ ଲୋକ ଚାଲିଯିବେ ।

  • @MNDIGITALSARAKANA
    @MNDIGITALSARAKANA 2 місяці тому +2

    ସୁରେଶ ପୂଜାରୀ ଙ୍କୁ ଦଳମତ ନିର୍ବିଶେଷରେ ପ୍ରାୟ ସମସ୍ତେ ଭଲ ପାଆନ୍ତି
    ପ୍ରାୟ ସେ ବିବାଦ ରୁ ଦୂରରେ ଥାନ୍ତି ଆଉ ସମସ୍ତ ଙ୍କୁ ନେଇ ଆଗକୁ ଯିବାକୁ ଚାହାଁନ୍ତି

  • @SadhabanandaPanda
    @SadhabanandaPanda 2 місяці тому

    ମିଶନ ଶକ୍ତି ବିଭାଗ ଅନେକେ ଜମି ଜବର ଦଖଲ କରି ଅଛନ୍ତି ଏବଂ ଏହି ମିଶନ ଶକ୍ତି ବିଭାଗର ଅନେକେ ଧନୀ ଶ୍ରେଣୀ ର କିଛି ମହିଳାମାନେ ସାମିଲ ହୋଇ ସରକାରୀ ଯାଗା କୁ ଜାଲିଆତି କରି ଲୀଜ୍ ରେ ନେଇ ଜବର ଦଖଲ କରି ଅଛନ୍ତି ଏହାକୁ ଉଛେଦ କରାଯାଉ

  • @LALMOHANTAMUDIA
    @LALMOHANTAMUDIA 2 місяці тому +1

    Suresh pujari ji u r very great

  • @sanjitpanda2477
    @sanjitpanda2477 2 місяці тому

    Suresh bhai right decision right statement. Odisha kachada ka dabba nuhen

  • @KashmirLove09
    @KashmirLove09 2 місяці тому

    Very good jay ho bjp sarkar❤

  • @bhagyarathisahu3488
    @bhagyarathisahu3488 2 місяці тому +1

    Emiti kale apana pujari sir bahuta bhala heba❤❤❤❤❤

  • @asitmishra-oo6er
    @asitmishra-oo6er 2 місяці тому

    ସରକାରି ଚାକିରି, ବ୍ୟବସାୟିକ ଅନୁଷ୍ଠାନ ଚଳାଉ ଥିବା ବ୍ୟକ୍ତି ବିଶେଷ ଜବର ଦଖଲ କାରୀ ତାଲିକା ଭୁକ୍ତ ହେବେ କି

  • @ramachandrapanipani7424
    @ramachandrapanipani7424 2 місяці тому

    Only Truth.
    Cling to Truth.
    -- The Divine Mother

  • @sumankar6856
    @sumankar6856 2 місяці тому

    Fantastic interview ❤

  • @brahmanadabehera2396
    @brahmanadabehera2396 2 місяці тому +1

    Nischita heba darkar thanks

  • @Bou.com1437
    @Bou.com1437 2 місяці тому

    The great MANORANJAN SIR

  • @ଗ୍ରହାଚାର୍ଯ୍ୟ
    @ଗ୍ରହାଚାର୍ଯ୍ୟ 2 місяці тому

    ଯୋଗୀ ସରକାର ଭଲି କଲେ କଣ ହେବ ଆଗକୁ ଦେଖିବାକୁ ପଡିବ

  • @ramachandrapanipani7424
    @ramachandrapanipani7424 2 місяці тому

    ନଦୀ ସଂଯୋଜନ ନିହାତି ଆବଶ୍ୟକ ।
    ଶ୍ରୀମା ଏଥ ପାଇଁ ଆଶୀର୍ବାଦ ଦେଇଥିଲେ ।

  • @nigamanandakar6521
    @nigamanandakar6521 2 місяці тому

    ଯେଉଁ ଲୋକ ର ଅଲଗା ଜାଗାର ଜମି ଅଛି ସେଠୀ ଘର କରିଛି ତାର କଣ ହବ

  • @kalpatarurout3073
    @kalpatarurout3073 2 місяці тому +2

    Very good

  • @RanjanKanda
    @RanjanKanda 2 місяці тому

    Jabardakhal uchhed sabu hau❤❤❤

  • @purnachandrasahoo9161
    @purnachandrasahoo9161 2 місяці тому +1

    ପୁରା perfect ନେତା ଯାହା କୁହ 👌

  • @suryapadhee5668
    @suryapadhee5668 2 місяці тому

    TQ SIR. JAY SRIRAM

  • @pramodbehera9842
    @pramodbehera9842 2 місяці тому

    I am satisfaction your speaking ,Suresh pujari

  • @laxmansahu1971
    @laxmansahu1971 2 місяці тому +1

    କେବଳ st ଲୋକ ମାନଙ୍କୁ ଜଙ୍ଗଳ ଜମିପଟ୍ଟା ଦିଆ ଗଲ। ଅନ୍ୟ sc,obc ଜାତି ର ଲୋକ ମାନେ କଣ ପାପ କରିଛନ୍ତି ସାର ତାଙ୍କର ଜଙ୍ଗଲ କିସମ ଜମିକୁ ପଟ୍ଟା ପ୍ରଦାନ କଲେ ନାହିଁ ତାହା ତର୍ଯ୍ୟମା କରି ଏକ ନିୟମ କରିବେ ବୋଲି ଗରିବ ଲୋକ ମାନେ ଅପେକ୍ଷା କରିଛନ୍ତି

  • @krushnachandrapatra5656
    @krushnachandrapatra5656 2 місяці тому

    Take. Action

  • @mindfreshdilkhush8575
    @mindfreshdilkhush8575 2 місяці тому

    Best interview