ଭୂମିହୀନଙ୍କୁ ମିଳିବନି ସିଏମ କିସାନ ଟଙ୍କା/Cm kishan for landless farmer/Cm kishan yojana new apply online

Поділитися
Вставка
  • Опубліковано 19 вер 2024
  • ଭୂମିହୀନଙ୍କୁ ମିଳିବନି ସିଏମ କିସାନ ଟଙ୍କା/Cm kishan for landless farmer/Cm kishan yojana new apply online

КОМЕНТАРІ • 332

  • @arabindajena3575
    @arabindajena3575 10 днів тому +35

    ମୋହନ‌ବାବୁ ଭୂମିହୀନ ଭାଇମାନେ ତମକୁ‌ କଣ ଭୋଟ‌ ଦେଇନଥିଲେକି

  • @RameshBarik-z6b
    @RameshBarik-z6b 10 днів тому +18

    ଭୁମିହିନ, ଲୋକମାନେ,କଣ, ନିଆଁ ରେ, ମୁତିଥିଲେ, ଏହି ଭଳିଆ ଗରିବଙ୍କ ପାଇଁଁ ଜଗନ୍ନାଥ ପ୍ରଭୁ ବଳଭଦ୍ର ମାତା ସୁଭଦ୍ରା, ଏହି ଅନ୍ୟାୟ ଅତ୍ୟାଚାର ଶୋଷଣ,ସହିବେ, ନାହିଁ

    • @DutiKrushan
      @DutiKrushan 5 днів тому

      ଠିକ୍ କହିଲେ

  • @cnayak1432
    @cnayak1432 10 днів тому +32

    ଭାଇ ବିଜେବି ଭୂମି ହିନ ମାନଙ୍କୁ ଠକି ଦେଇଛି

  • @aswinibanchhor8945
    @aswinibanchhor8945 10 днів тому +15

    ଭୂମିହୀନମାନଙ୍କୁ ଟଙ୍କାଦିଆଯାଉ

  • @mithunsuna
    @mithunsuna 10 днів тому +14

    Nabin patnayak jindabad bhala sarkar

  • @Birabhue-t7s
    @Birabhue-t7s 10 днів тому +13

    ଭୂମି ହୀନ ମାନକର ପୈସା ମୋହନ ମାଝି କୁସୁନା ପିବା ଛାଡ୍ ଖାଇ ଦିନ ଆର୍ ଶିକାର୍ ଖାଏବା 😂😂

  • @RakeshRanabijuli
    @RakeshRanabijuli 10 днів тому +19

    ମୁଁ ବି ଭୂମିହୀନ କିନ୍ତୁ ମୋର ଆସିନି

  • @rameshmalikrameshmalik8372
    @rameshmalikrameshmalik8372 10 днів тому +10

    ଭୂମିହୀନ ମାନେ ଏକତା ହୁଅ

  • @dharamsinghhial1284
    @dharamsinghhial1284 10 днів тому +8

    ମୋର ଟଙ୍କା ଆସି ନାହିଁ ମୁଁ ଭୂମିହୀନ

  • @Radhakanta_Music_Official
    @Radhakanta_Music_Official 7 днів тому +3

    ଭୂମିହୀନ ଟଙ୍କା ମିଳିନାହିଁ ମତେ bjp ଠକି ଛନ୍ତି 5ବର୍ଷ ଭିତରେ ଯେତେ ଠକିବ ଠକ

  • @dibyashreenayak9776
    @dibyashreenayak9776 10 днів тому +4

    Sir ଆପଣ ଙ୍କ chanel ଆମକୁ ବହୁତ୍ ସାହାଯ୍ୟ କରୁଛି important information jaldi pai paruchhe 😊
    So thank you so much sir 😊

  • @kapurmajhi7289
    @kapurmajhi7289 10 днів тому +30

    BJP ସରକାର ଭୂମିହୀନଙ୍କୁ ଠକିଛନ୍ତି

    • @GD1234jjk
      @GD1234jjk 10 днів тому

      Pura thakichanti

    • @TunaMajhi-ss6cn
      @TunaMajhi-ss6cn 10 днів тому +1

      Ameta jio ku 60 tanka masaku deuchu

    • @ojhabijay6171
      @ojhabijay6171 10 днів тому

      More Bhumi hina tanka asini sir

    • @ojhabijay6171
      @ojhabijay6171 10 днів тому +2

      Sarakar amaku thaki chanti

    • @JAGAPREMI-k8g
      @JAGAPREMI-k8g 9 днів тому

      ​@@TunaMajhi-ss6cnwife bhumihina heichi kintu Swami ra jami achi Swami apply Kari pariba ki

  • @DutiKrushan
    @DutiKrushan 5 днів тому +1

    ଚାଷୀ ମାନେ ଭୋଟୋ ଦେଉଛନ୍ତି ଲେଣ୍ଡେଶ ମାନେ ଭୋଟୋ ଦେଇନହେତି ଲେଣ୍ଡଲେଶ ମାନେ ବାଣ୍ଡରେ ପାଣି ପକାଉଥିଲେ ଭୂମିହୀନ ପରିବାର ମାନେ ବାଣ୍ଡରେ ପାଣି ପକୌନହନ୍ତି ସେଥିଯୋଗୁଁ ଦେଲେନାହି ଆମେମାନେ ବିଜେପି ସରକାରକୁ ଭୋଟୋଦେଇ ଭୁଲୁହେଇଗଲା ଆମେମାନେ ଭାବିଥିଲୁ କିଛିଟା ପରିବର୍ତନ କରାଯିବ କିଛିନାହିଁ ଏ ମାଗିଆ ବିଜେପି ସରକାର ହାରାମି ମଦୁଚୋଡ ସରକାର ହାରାମି ମଗିଆ ବିଜେଡ଼ିକୁ କଣ କହୁଛି ଚୋରା ପେନ୍ଦି କହୁଛି ପେନ୍ଦେକୁ ମୁ କଣ କହିଲି ପିଲାମାନେ ଠିକୀ ନା ବୋଲେ ଲାଇକି କରିବେ ନହେଲେ କରିବେନି ଭଲଲାଗିଲା କରିବେ ନହେଲେ କରିବେନି

  • @AmoshDigal-pe1vk
    @AmoshDigal-pe1vk 10 днів тому +4

    ନମସ୍କାର ଭାଇ ଭଲ ବିଷୟ ଜଣେଇଲେ ଧନ୍ୟବାଦ ମୋର ମଧ୍ୟ ଆସି ନାହିଁ

  • @kaliamaninaik6865
    @kaliamaninaik6865 10 днів тому +4

    ଭୂମି ହିନ ମାନେହି ଦେଶର ସବଠାରୁ ଗରିବ ଅଟନ୍ତି 😂

  • @anilsenapati7317
    @anilsenapati7317 8 днів тому +2

    ଭୂମିହିନ୍ ଵାଲା ଟୋଟାଲ ଭୋଟ ଦବନି ଆଉ ବିଜେପି କୁ

  • @santunugochhi7457
    @santunugochhi7457 10 днів тому +28

    ମୋରଭୁମିହିନ ଆସିନି

  • @KuniParamanik
    @KuniParamanik 8 днів тому +1

    ଗରିବମାନେ ଭୁମିହିନବୋଲି ସେମାନେ ଭୋଟ ଦେଇ ନଥିଲେ ତାଙ୍କୁ ମଣିଷ ଭାବନାହିଁ।

  • @Ajaydasvlog6371
    @Ajaydasvlog6371 10 днів тому +4

    ଠକ ବିଜେପି ମିଛ କଥା କହିବା ଛଡା ଆଉ କିଛି କାମ ନାହିଁ ମାଗି ଆ ମୋହନ

  • @biswaranjannaik5477
    @biswaranjannaik5477 9 днів тому +2

    ଚୁତୀଆ ମୋହନ ମାଝୀ ସଲାକୁ ଭୋଟ ଦେଇ କିଛି ଲାଭ ହେଲାନି

  • @TarunPati-fy2ky
    @TarunPati-fy2ky 10 днів тому +14

    Bhumihin knu namilile 2029 ku bjp 0 heba

  • @durvasakumar3798
    @durvasakumar3798 10 днів тому +3

    ଆଗାମୀ ଚୁନଵ ରେ BJP ସରକାର କୁ ମହଙ୍ଗା ପଢ଼ିବା

  • @ananadapradhan3311
    @ananadapradhan3311 10 днів тому +4

    ଭୂମି ହିନ ମାନେ ଗୋଟେ ଗୋଟେ କୁକୁର ଠାରୁ , ବି ହୀନ ତାଙ୍କୁ କିଏ ପଚାରେ ଇଲେକ୍ସନ୍ ଆସିଲେ 200 ଦେଲେ bjp କୁ ଭୋଟ୍ ଦେବେ ପାଞ୍ଚ ବର୍ଷ ଜାଏ ଗାଣ୍ଡୀ ମରାଇ ହେବେ ଗରିବ ମାନେ ପଶୁ ମାନଙ୍କ ଠାରୁ ବି ହୀନ , bjp ସରକାର ଏ କଥା କହୁଛି 😅

  • @user-ey7sr5gf6k
    @user-ey7sr5gf6k 8 днів тому +1

    ଭୂମିହୀନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଛ ନାମ ନବ ମୋହନ ସରକାର

  • @dharamsinghhial1284
    @dharamsinghhial1284 8 днів тому +2

    ଭୂମିହୀନ ମାନଙ୍କୁ ଟଙ୍କା ଦେବା ଦରକାର ମହନ ବାବୁ

  • @satyabadinaik986
    @satyabadinaik986 8 днів тому +2

    ଭୂମିହୀନ ମାନଙ୍କୁ କେବେ ମିଳିବ

  • @mahaveersahoo
    @mahaveersahoo 9 днів тому +2

    ଝିଅମାନଙ୍କ Promise / (BJP) ମୋଦି ଭାଷଣ
    ଦୁଇଟା ଙ୍କ ସମାନ 😂😂 (ଦେଇଥିବା କଥା ଭୁଲି ଯାଆନ୍ତି)
    next time vote soch samajh kar dena 😅

  • @basudev999t
    @basudev999t 9 днів тому +5

    ଆମର ଭୂମିହୀନ 4 ଥର ଆଇଛି 5 ହଜାର 2ଥର ,2ହଜାର 2 ଥର ଟୋଟାଲି ମିସି 14 ହଜାର ଏମାନଙ୍କୁ କିଛି ଜଣାନାହିଁ
    ଜାହାର ଆସିଛି like କର

  • @sureshkadrak
    @sureshkadrak 10 днів тому +4

    BJP ସରକାର ବହୁତ ଟକୁ ଛନ୍ତି

  • @GopasundarSamarth
    @GopasundarSamarth 9 днів тому +1

    ଭଟ ବେଳେ ଏ ସବୁ ହେଇ ନ ଥାଏ କିନ୍ତୁ ଟଙ୍କା ପାଇଲାବେଳକୁ ଭୂମିହୀନ କୁ କିଛି ନାହିଁ

  • @shibsankargond8579
    @shibsankargond8579 8 днів тому +1

    ଭୂମିହୀନ ଙ୍କୁ ଭୁଲିଗଲେ ସରକାର ଭୋଟ୍ ତୋ ସମସ୍ତେ ଦେଇ ଥିଲେ 😢

  • @BikashDas-g2g
    @BikashDas-g2g 10 днів тому +5

    ମୋହନମାଘିଆଠକିଦେଲାଆମକୁହ ଉରେମାଘିଆ

  • @sudarsanbaral1108
    @sudarsanbaral1108 10 днів тому +5

    Puri ❤ JAY jagannatha

  • @manumanu6537
    @manumanu6537 10 днів тому +5

    Bhumihina loka kn bhot deinahanti ki..thaka sarkar

  • @BALARAMBEHERA-sw5bf
    @BALARAMBEHERA-sw5bf 10 днів тому +2

    ତାହା ହେଲେ ଯିଏ 12500 ଟଙ୍କା ଭୂମିହୀନ ପାଇଛନ୍ତି, ସିଏ ଆଉ 12500 ଟଙ୍କା ପାଇବ ନାହିଁ ଗଲା ଭୂମିହୀନ ମାନଙ୍କର ଫଟା କପାଳ ଗଲା 🤔🤔🤔

  • @MaheswarMajhi-p2o
    @MaheswarMajhi-p2o 10 днів тому +16

    BJP Government very bad

  • @durvasakumar3798
    @durvasakumar3798 10 днів тому +1

    Jai ନବୀନ ସରକାର ବିଜେପି ଥାକିଚି

  • @anilsenapati7317
    @anilsenapati7317 8 днів тому

    ବିଜେଡି ଯାହା ବିଜେପି ସେୟା କେହି ଗରିବ ଚିନ୍ତା କରିବେନି mg ନିଜ ସ୍ୱାର୍ଥ ରେ ନିଜେ ବେସ୍ତ

  • @ମୋକବିତାmypoetry
    @ମୋକବିତାmypoetry 10 днів тому +1

    ପଇଡ଼ ବଡ଼ ମଧୁର ବିଜେପି ବଡ଼ ଚତୁର 😂😂

  • @padminimajhi7555
    @padminimajhi7555 7 днів тому

    ଜମିବାଳା କୁ ସିଏ ମ କିସା ନ ମିଳୁଛି 😂😂😂ମିଛୁଆ ସରକାର

  • @babitaselma115
    @babitaselma115 10 днів тому +1

    Jadi bhumi hina ku tanka mili bani tebe list re kahin ki online re nama show karuchi..

  • @rajendradigal4268
    @rajendradigal4268 10 днів тому +3

    ଆଉ ବାଳ ଅଛି ଯେ ସୁନୁପାମ୍ପୁଡୁ ଖାଇବା

  • @JitanMalik-r9d
    @JitanMalik-r9d 7 днів тому

    ଲୋକଙ୍କୁ ଖାଲି ଭୂଆଁ ବୁଲାଉ ଛନ୍ତୀ

  • @SujataRout-b9h
    @SujataRout-b9h 10 днів тому +2

    ମୋହନ ସରକାର ମିଛ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଗରୀବ, ଭୂମିହୀନ ମାନଙ୍କ ପ୍ରତି ବହୁତ ଅବହେଳା କରି କିଛି ଠିକ କଲେନି

  • @ranjansahani3390
    @ranjansahani3390 10 днів тому

    Mu kandhamal ru dekhuchi bhumihina tanka asinahi. Thaka sarkara thanks bro yuor information

  • @user-yu4ft6bm1q
    @user-yu4ft6bm1q 10 днів тому +3

    ଭୂମିହୀନ ମିଡ଼ିବ କୀ

  • @BIJAYA9472
    @BIJAYA9472 День тому +1

    Mu mandhya bhomi hina mate milini kebala 12500 milichhi thare

  • @Pravanjanbehera-s5c
    @Pravanjanbehera-s5c 9 днів тому +1

    BJP Thakur Chand. BhumihinBjpBakar

  • @SWEETHEARTTOUCH
    @SWEETHEARTTOUCH 10 днів тому

    Thank you Bhai for new update

  • @kumbhar404official
    @kumbhar404official 10 днів тому +1

    Bhumi hina mane bhota dei nahin sethi pain mahan majhi deini bhumi hina mananku paisa

  • @KarunakarNaik-yn4lc
    @KarunakarNaik-yn4lc 8 днів тому

    ନୂତନ ଆବେଦନ କେବେ ଠାରୁ ଆରମ୍ଭ ହେବ ସ୍ପଷ୍ଟ କରନ୍ତୁ

  • @PurnachandraSahu-l8x
    @PurnachandraSahu-l8x 6 днів тому

    Paeda ବଡ madhur🙏🏻 ବିଜେପି ବଡ catur

  • @tekrambagh5243
    @tekrambagh5243 10 днів тому

    ଭୂମିହୀନ ପରିବାରକୁ ନ ଦେଇ କି ପଇସା ବିଜେପି ବହୁତ ବଡ ଭୁଲ କରିଛି।

  • @RunuBarik-h1e
    @RunuBarik-h1e 8 днів тому

    ମୁ ଗୋଟ ଭିମିହିନ ଵସହିନ ମୁ କିଛି ପାଉ ନାଈଁ

  • @mahendranag2738
    @mahendranag2738 9 днів тому

    Good news bhoi

  • @ashokpanda8805
    @ashokpanda8805 8 днів тому

    ଭୂମି ହିନ ରୁ କିପରି ନାଆଁ କଟିବ ଦୟାକରି ଜଣେଇବେକି

  • @PoonamDas-xw4nl
    @PoonamDas-xw4nl 10 днів тому

    ଭୁମି ହୀନ ଚାଷୀଙ୍କୁ ଟଙ୍କା ଦିଆ ଯାଉ

  • @BijuBijaya-p5v
    @BijuBijaya-p5v День тому

    ମୁଁ ଭୂମିହୀନ କାହିଁ ଆସିନି ଭାଇ

  • @binodsahu7371
    @binodsahu7371 10 днів тому

    ଭୂମିହୀନ କୁ ଏବେ ନ ଦେଲେ bjp 0 2029

  • @gitanjalisahoo8818
    @gitanjalisahoo8818 9 днів тому

    Bhumihina...mane krushaka portal te land update kale..cm kisan paiparibe...

  • @mahendraharijan5388
    @mahendraharijan5388 10 днів тому +1

    B j p sarkar abethhu bhumihinonku thhakiba aranbha korileni

  • @KanhaKanha-gg2cx
    @KanhaKanha-gg2cx 6 годин тому +1

    Marabi bhumi hina asini

  • @BHAGIRATHIKHUNTIA24
    @BHAGIRATHIKHUNTIA24 10 днів тому +1

    19lakhya bhumihina BJP ku au vote debani

  • @user-yu4ft6bm1q
    @user-yu4ft6bm1q 10 днів тому +1

    ସତରେ

  • @brundabanpradhan7953
    @brundabanpradhan7953 7 днів тому

    Bhumi ya Nahin chasi hele kemiti ?

  • @KailasSahu-zo2uk
    @KailasSahu-zo2uk 10 днів тому +2

    Bhumi hin😊aku asinahi

  • @BiswanathSethy-m9x
    @BiswanathSethy-m9x 6 днів тому

    ମୁଁ ଭୂମିହୀନ ମୋର ଆସିନି

  • @user-vr6bp5os6z
    @user-vr6bp5os6z 10 днів тому

    BJPଭଲ ବେଲି ଭାବି ଥୀଲୁ ମାତ୍ର ଠକ

  • @biswaranjannaik5477
    @biswaranjannaik5477 9 днів тому

    ମୋର ବି ଭୂମିହିନ ଟଙ୍କା ଆସିନୀ

  • @dilipbadajena1581
    @dilipbadajena1581 9 днів тому

    ଭାଇ ମୁଁ ଭୂମି ହୀନ ରେ ଭୁଲ ବଶତଃ ଆପ୍ଲାୟ କରି 12500 ପାଇସାରିଛି but ମୋର land ଅଚ୍ଛି l ମୁଁ ଚାହୁଁଚି smf ହେବା ପାଇଁ ଆଉ ହୋଇ ପାରି ବ କି? Please ଟେଲ me l

  • @kkvlogs1819
    @kkvlogs1819 10 днів тому +1

    ଆସିନି 😢
    ଆଉ ହଁ ଯେଉଁ ଭୂମି ହିନ ଙ୍କ ପାଇଁ ଫର୍ମ ଆବେଦନ ଚାଲିଛି ତାକୁ କେମିତି ନିଜେ ସଠିକ୍ ଭାବରେ ପୁରଣ କରି କି ଲୋକ ମାନେ ଦେଇ ପାରିବେ ଟିକେ video ବନେଇକି ଦିଅନ୍ତୁ (ଫର୍ମ ପୂରଣର) କାହିଁକି ନା ଦଲାଲ୍ ମାନେ ବହୁତ୍ ପଇସା ଲୁଟ କରୁଛନ୍ତି ଫର୍ମ ପୂରଣ କରି ଦେବା ପାଇଁ 😢 ଟିକେ ଗୋଟେ help କରି ପାରିଲେ ଭଲ ହୁଅନ୍ତା ✅ msg jadi dekhibe like debe କାହିଁକି ନା ୟା ର last date ୧୫ ତାରିଖ ଅଛି plz

    • @Pradeepinfo_45
      @Pradeepinfo_45  10 днів тому +1

      ନିହାତି ଭିଡିଓ ଆସିବ, ଅପେକ୍ଷା କରନ୍ତୁ 🙏🙏🙏

    • @kartikbarik-f1k
      @kartikbarik-f1k 10 днів тому

      ​@@Pradeepinfo_45plz

  • @KunaramSahu
    @KunaramSahu 10 днів тому

    ଭୂମିହୀନ ଆସିନାହିଁ

  • @kedarnathasamuel
    @kedarnathasamuel 9 днів тому

    ରୀନା ଗୋଛାୟତ , ଗ୍ରାମ ଝିଟିପାଳ,ପୋଟ୍ କୋରଡ଼ା, ଜିଲ୍ଲା ଅନୁଗୋଳର ଭୂମିହୀନ ପ ଇସା ଆସିନାହିଁ

  • @SabitriPradhan-sw3ml
    @SabitriPradhan-sw3ml 10 днів тому

    ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ର ଭୂମିହୀନ ଚାଷୀମାନେ ପିଏମ୍ କିସାନ୍ ଯୋଜନା ପଇସା ଆସୁନାହିଁ

  • @satyabratabiswal4702
    @satyabratabiswal4702 8 днів тому

    ଏ ରୋବୋର୍ଟ ମାଝୀ ଶଳା ଟାଉଟର

  • @satyabadinaik986
    @satyabadinaik986 8 днів тому

    Mohana sir sagada pahi tala upara

  • @rajkishorsahoo6177
    @rajkishorsahoo6177 10 днів тому

    Bhumihina bala Kan yogya nuhanti ki

  • @laxmidhar88
    @laxmidhar88 9 днів тому

    Mora b milinahi

  • @SureshToppo-z5z
    @SureshToppo-z5z 10 днів тому

    C m. Sir bhumi. Hina tanka milu

  • @purnachandradakua1160
    @purnachandradakua1160 9 днів тому

    ଭୂମି ହୀନ ମାନଙ୍କୁ ଦିଆଯାଇ ନାଁ ହି

  • @Loveyouall-o6c
    @Loveyouall-o6c 10 днів тому +5

    ମୋର ଆଲୁ ଆସିଛି

    • @Birabhue-t7s
      @Birabhue-t7s 10 днів тому

      @@Loveyouall-o6c ଛାଡ୍ ଖାଇ ଦିନ ଆଲୁ ସିଝା ଝୋଲ୍ ହଉ 🤓🤓🤓

  • @LingarajSabar-d3y
    @LingarajSabar-d3y 7 днів тому

    Nabin Patnaya
    Bjd Jindabad

  • @gunaparida3470
    @gunaparida3470 10 днів тому

    Mo Banda sarakar dei ta paribeni year ku 3kisti re kn pain kahile 12500dia jiba

  • @user-po1pd9jy3k
    @user-po1pd9jy3k 8 днів тому

    Mora b bhumihin Paisa asini mohan majhi bhul kale auothare bhot debi

  • @saurabhmelody4868
    @saurabhmelody4868 10 днів тому

    2029 Next election BJP 000😂😂😂
    ଆମେ ଭୂମିହିନ ଆମେ କଣ ତମକୁ ଭୋଟ ଦେଇ ନୁ କି

  • @DamodarMohanty-e6n
    @DamodarMohanty-e6n 10 днів тому

    ମୋର ବି ଭୂମିହୀନ

  • @avishrajminz23
    @avishrajminz23 10 днів тому

    Bhumi hino mane sorokaroku vote deinahanti jaharo jomi achi se mane ke bolo vote deichonti sethi pai semanoku sohayoto rasi deuchonti sorokar

  • @MohammadIbrahim-vp3du
    @MohammadIbrahim-vp3du 10 днів тому

    Bhumihina poisha kebe debe

  • @basantarout3947
    @basantarout3947 10 днів тому +1

    Thhaksarkar

  • @ranjeetmajhi829
    @ranjeetmajhi829 8 годин тому

    Mu v bhumi hina mate v mili ni

  • @saiswati491
    @saiswati491 10 днів тому

    Sir mo bapa nku b milini

  • @NiranSeti
    @NiranSeti 9 днів тому

    Bhumehina,paesa,kebe,meliba

  • @TakingbhueTakingbhue
    @TakingbhueTakingbhue 9 днів тому

    କଣ କରିବି ଭାଇ ମୋପାଖ ରେ ତ ରାସନ କାଡ଼ ନାହିଁ ରାସନ କାଡ ମିଲି ତ epllye କରିବି ତା ପରେ ହେବ

  • @Himansu6635
    @Himansu6635 8 днів тому

    Vai nadele nahi..but agaru kahibar bi nathila.

  • @suryakantanayak1438
    @suryakantanayak1438 10 днів тому

    Mora Bhumi Hina Aashinahin

  • @TechFile9
    @TechFile9 10 днів тому

    ସେହି ଭୂମି ହିନ allready 12500 ତିନୋଟି କିସ୍ତି ପାଇଥିବେ

  • @nabinabaral5788
    @nabinabaral5788 9 днів тому

    Mohan cmku..au..vota..dabunu.and..naveen.cm.very.good..jay...naveen

  • @bharatjena430
    @bharatjena430 10 днів тому

    ମୁଁ ବି ଭୁମିହୀନ କିନ୍ତୁ ମୋର ଟଙ୍କା ଆସିନି

  • @Reetanjalibehera-b5u
    @Reetanjalibehera-b5u 8 днів тому

    Please bhumi hina ku tanka milu

  • @RukmanaDas-oz7lw
    @RukmanaDas-oz7lw 10 днів тому

    Kounasi bhumihina pai nahanti ki paibe nahi, sarakara bhumihinanku maganare 100 gram lekhae alu debe