"ଝିଅକୁ ଫୋନ କଲେ ମୁଖ୍ୟମନ୍ତ୍ରୀ, କହିଲେ ତୁମେ ବ୍ୟସ୍ତ ହୁଅନି, ତୁମ ବାପାଙ୍କ ମୃତ ଦେହ ଫେରୁଛି" CM Mohan Majhi

Поділитися
Вставка
  • Опубліковано 11 жов 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 1,8 тис.

  • @ArunDas-bx6su
    @ArunDas-bx6su 2 місяці тому +453

    ଅତି ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ.

  • @RoyalBoyShakti131
    @RoyalBoyShakti131 2 місяці тому +187

    ଏତେ ଦିନ ପରେ ଓଡ଼ିଶା ଜଣେ ବହୁତ ଭଲ ମୁଖ୍ୟମନ୍ତ୍ରୀ ପାଇଛି ଧନ୍ୟବାଦ ❤️❤️ଜୟ ଜଗନ୍ନାଥ ❤❤

  • @sanjayabhoi247
    @sanjayabhoi247 2 місяці тому +540

    ଭାସ୍କର news channel ପ୍ରଥମ ଥର ଏମିତି ଏକ ଦୁଃଖଦ ବା ମୋହନ ମାଝୀ ଙ୍କ ଭଳ ଗୁଣ ଖବର ପ୍ରକାଶିତ କରିଥିବାରୁ ଧନ୍ୟବାଦ ଜଣାଉଚି

    • @skp772
      @skp772 2 місяці тому

      ଏମିତି ଯଦି କାହାର ମଙ୍ଗଳ ହେଉଛି, ଲୋକମାନେ ସଚେତନ ହେଉଛନ୍ତି ତ କଣ୍ ଟା ଖରାପ୍ ହେଇଯାଉଛି। ଯଦି ସେ ଲୋକ ର ଅନ୍ତେଷ୍ଟି ମୁମ୍ବାଇ ରେ ଅଲୋଡା ଭାବରେ ହେଇଥାନ୍ତା, ପରିବାର ଲୋକେ କେତେ ଦୁଃଖୀ ହେଇଥାନ୍ତେ ଯିଏ ପରିବାର ର ଦାୟିତ୍ଵ ନେଇକି ପ୍ରତିପୋଷଣ ଉଦେଶ୍ୟ ରେ ଦୂର ରାଜ୍ୟରେ ମରିଗଲା ତାର ଶେଷ ସଂସ୍କାର ବି ସେମାନେ ଠିକ୍ ରେ କରିପାରିଲେନି । ଯଦି କୌଣସି ବ୍ୟକ୍ତିଙ୍କର ଦ୍ଵାରା କାହାର ଭଲ ହେଉଛି ତ ହେଉ । ଲୋକମାନେ ବି ସଚେତନ ହେବେ ଆମେ ଭୋଟ ଦେଇ ସରକାର ବନେଇଲେ କି ସେ ନିଃସହାୟ ଲୋକଙ୍କ ଦୁଃଖ ବୁଝିବେ। ସାମର୍ଥ୍ୟ ଥିଲେ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରସ୍ଥ ହେଇଥାନ୍ତେ ।😢

  • @sansarsaramm
    @sansarsaramm 2 місяці тому +67

    ଯାହା ହେଉ ଆଜି ଗୋଟେ ମୁଖ୍ୟମନ୍ତ୍ରୀ ଙ୍କୁ ଲୋକଙ୍କ ସହ ଦୁଃଖର ସମୟ ରେ ସିଧା କଥା ହେବାର ଦେଖିଲି ଧନ୍ୟ ତୁମ ପରି cm🙏

  • @Rajeshsagarigudu
    @Rajeshsagarigudu 2 місяці тому +594

    ଏମିତିକା ମୁଖ୍ୟମନ୍ତ୍ରୀ ଆମେl ଓଡ଼ିଶା ରେ ଦର କାର ଥିଲା ବହୁତ ଭଲ ଅତି ସୁନ୍ଦର 🙏🙏🙏🙏🙏

    • @cdcreation1
      @cdcreation1 2 місяці тому +8

      😂😂😂😂

    • @CrazyTravellerInd
      @CrazyTravellerInd 2 місяці тому +5

      @@cdcreation1 ghare tuma bapa maa kahara biyoga re hasiba sikheichanti ki bhai

    • @cdcreation1
      @cdcreation1 2 місяці тому +2

      @@CrazyTravellerInd Smart Haba Bhala but Over Smart Bahut Kharap Mo hasibar karan Bhaskar News, Mo Kaha ko Nichha dekheiki hasini Ame Sanskar janichhu,

    • @SKD-rd1md
      @SKD-rd1md 2 місяці тому

      Gote family ra mukhya loka jadi chalijaye kmti feel hue tame kebe janiparibani ​@@cdcreation1

    • @HrushikeshNayak-u8n
      @HrushikeshNayak-u8n 2 місяці тому

      ଏହି ପରି ମୁକ୍ଷ୍ୟମନ୍ତ୍ରୀ ଆମ ଓଡ଼ିଶା ରେ ଦରକାର ଜିଏ ଗରିବଙ୍କ ଦୁଖଃ ସୁଖରେ ସାଥି ହୋଇପାରୁଛନ୍ତି ଜୟ ଶ୍ରୀ ରାମ ଆପଣଙ୍କର ମଙ୍ଗଳ କରନ୍ତୁ |

  • @debadattadash580
    @debadattadash580 2 місяці тому +61

    ଲୋକଙ୍କର ଗଣତନ୍ତ୍ର, ମୁଖ୍ଯମନ୍ତୀ ବି ଲୋକଙ୍କର।ମୋହନ ବାବୁଙ୍କ ଫୋନ୍ କଲ୍ ଏହା ହିଁ ପ୍ରତିପାଦିତ କରୁଛି।ଧନ୍ଯବାଦ ତାଙ୍କୁ।🌹

  • @KshirodBhokta
    @KshirodBhokta 2 місяці тому +1105

    ପ୍ରଥମ ଥର ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଥି ପାଇଁ ଧନ୍ୟବାଦ

    • @aaaaaa23678
      @aaaaaa23678 2 місяці тому +14

      Are bhai PM nka Video dekhina kebe , pehle ap Rona band ki jiye awaz yaha tak aarah hai

    • @Ranjanmallick1999-tr1ih
      @Ranjanmallick1999-tr1ih 2 місяці тому +10

      Kn pain Arrest hauni Governor Pua se katha re ta pati kholuni

    • @PoulastiSahu-ld6du
      @PoulastiSahu-ld6du 2 місяці тому

      ​@@Ranjanmallick1999-tr1ihନବ ଦାସ ର ପୁଅ କୁ ଆରେଷ୍ଟ୍ କରିଥିଲ କି

    • @sukantaKumar-xo5ul
      @sukantaKumar-xo5ul 2 місяці тому +2

      Tote lajiya nanhi re

    • @Ranjanmallick1999-tr1ih
      @Ranjanmallick1999-tr1ih 2 місяці тому +4

      @@sukantaKumar-xo5ul tu se mohana ra pela ku teki dharitha

  • @DamuB.T.R
    @DamuB.T.R 2 місяці тому +32

    ମୁଁ ନବରଙ୍ଗପୁର ଜିଲ୍ଲା ରୁ କହୁଛି CM ଏବଥ ଏମିତି ହେବା ଦରକାର Great CM ମୋହନ ସାର 👍👍👍

  • @IndraGouda-j6d
    @IndraGouda-j6d 2 місяці тому +314

    ସାର୍ ମୁ କୋରାପୁଟ ରୁ ମାତ୍ର ୨୫ ବର୍ଷ ଫରେ ହେମିତି ମୁଖ୍ୟମନ୍ତ୍ରୀ ଦେଖିଛି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍ 🙏🙏🙏

  • @sureshsahoo6134
    @sureshsahoo6134 2 місяці тому +15

    ହରେ କୃଷ୍ଣ ସତରେ ଭାରି ସୁନ୍ଦର ବ୍ୟକ୍ତିତ୍ଵ ଏଭଳି ମହାନ ମୁଖ୍ୟମନ୍ତ୍ରୀ ଙ୍କୁ ମୋ ତରଫରୁ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ

  • @Ramkrishnareaddy
    @Ramkrishnareaddy 2 місяці тому +1355

    ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ଦରକାର୍ ଥିଲା ବହୁତ୍ ଭଲ ମୋହନ ସାର୍

    • @narendrahembram4495
      @narendrahembram4495 2 місяці тому +22

      Mukhyamantri nka Abhali karja
      Bahut Prasan saniya ..

    • @S9MSNL
      @S9MSNL 2 місяці тому +8

      gushuri kadali jana

    • @Chhabi-x6q
      @Chhabi-x6q 2 місяці тому

      ଏଟା ଗୁଟେ ସଭାବିକ ଏଟା କିଛି ନୁହେଁ ଏଟା ସାମାନ୍ୟ ଲୋକ କରିବେ ଏଟା କି ସାହାଯ୍ୟ ଅ ​@@narendrahembram4495

    • @mohantybibhuti6974
      @mohantybibhuti6974 2 місяці тому +9

      ସବୁଠାରୁ ଭଲ ସୁପର ସାର ❤❤❤

    • @ramasoren6289
      @ramasoren6289 2 місяці тому +9

      Salute Mahan sir

  • @brajakishorepadhi4022
    @brajakishorepadhi4022 2 місяці тому +37

    ବହୁତ ଭଲ ମୁଖମନ୍ତ୍ରୀ। ଏହିଭଳି ମୁଖମନ୍ତ୍ରୀ କାଳ କାଳ କୁ ରୁହନ୍ତୁ। ଜୟ ଜଗନ୍ନାଥ🙏

  • @HarapriyaSamal-j7s
    @HarapriyaSamal-j7s 2 місяці тому +95

    ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ଦରକାର ଥିଲା ବହୁତ ଭଲ ମୋହନ ମାଝୀ ସାର୍ ବହୁତ ଧନ୍ୟବାଦ

  • @prabhakarsethi3408
    @prabhakarsethi3408 2 місяці тому +15

    CM ହେଵତ ଏମିତି CM
    ଏହାକୁ କୁହନ୍ତି ଗରିବର ମୁଖ୍ୟ ମନ୍ତ୍ରୀ
    ଜୟ ଜଗନ୍ନାଥ ସ୍ବାମୀ

  • @fakirmohansahoo2079
    @fakirmohansahoo2079 2 місяці тому +257

    ମୋହନ୍ ମାଝୀ ଙ୍କୁ,ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @aamanitikhabarkendrapadaji511
    @aamanitikhabarkendrapadaji511 2 місяці тому +38

    ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କ ଭଳି ମୂଖ୍ୟମନ୍ତ୍ରୀ ପାଇଁ ଓଡ଼ିଶା ବାସୀ ଗର୍ବିତ

  • @Janaki___mukhi_97
    @Janaki___mukhi_97 2 місяці тому +314

    ନିଜେ ମୁଖ୍ୟମନ୍ତ୍ରୀ ଫୋନ୍ କରି କଥାହୋଇ ଓ ସେମାନଙ୍କୁ ସାନ୍ତନା ଦେବା ଆମ ଦେଖାରେ ଓଡିଶଶାରେ ପ୍ରଥମ । Thanks CM sir,

    • @kailashbhuyan2067
      @kailashbhuyan2067 2 місяці тому +2

      ମୁଖ୍ଯମନ୍ତ୍ରୀ ଙ୍କ mobile number nor ଦେହି ପାରୀବକି... please

    • @shivangipattnaik9881
      @shivangipattnaik9881 2 місяці тому

      ​@@kailashbhuyan2067kiye marigala who died?

  • @surendrabadamundi7275
    @surendrabadamundi7275 2 місяці тому +25

    ଧନ୍ୟବାଦ ମୋହନ ସାର ଏମିତି ଗରିବ ଙ୍କ ଦୁଃଖ ବୁଝୁଛନ୍ତି ଜଗନ୍ନାଥ ପ୍ରଭୁ ଆପଣଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ, 🙏🙏🙏

  • @SaiVikashPratibha
    @SaiVikashPratibha 2 місяці тому +317

    CM ହେଵତ ଏମିତି CM.....
    ଏହାକୁ କୁହନ୍ତି ଗରୀବର ସୁଖ ଦୁଃଖ ର ସାଥି

    • @uttambaba6800
      @uttambaba6800 2 місяці тому +2

      Kon ta tadi dela kaho au kiye thile sabo asu no thila😅😢😂

    • @abhayaswain4349
      @abhayaswain4349 2 місяці тому

      Manisha pania kn tama pakhare achhi na nai bhai ​@@uttambaba6800

    • @bikashtanty802
      @bikashtanty802 2 місяці тому +3

      Anm job kebe heba

    • @TunaSahu-ip5jx
      @TunaSahu-ip5jx 2 місяці тому

      Asile kn hela help kie koruthila to maa bia ​@@uttambaba6800

    • @satyabratapradhan8987
      @satyabratapradhan8987 2 місяці тому +2

      Remote control😅

  • @Papurath8
    @Papurath8 2 місяці тому +14

    ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ପ୍ରକୃତରେ ଦୁଃଖ ଲାଗିଲା,, ଏଭଳି ମୁଖ୍ୟମନ୍ତ୍ରୀ ମିଳିବା କଷ୍ଟ ❤❤

  • @Google.entertainmentclips
    @Google.entertainmentclips 2 місяці тому +151

    ବହୁତ ବହୁତ ଧନ୍ୟବାଦ ସାର
    ଏମିତି ସରକାର ଦରକାର ଥିଲା ଓଡିଶାକୁ
    ଡେରିରେ ହଉ ପଛେ ପ୍ରଭୁ ଜଗନ୍ନାଥ ଓଡ଼ିଶାର ମଙ୍ଗ ଠିକ ବ୍ୟକ୍ତିତ୍ୱ ଙ୍କୁ ଧରେଇଲେ
    ଆପଣଙ୍କର ମଙ୍ଗଳ ହେଉ ସାର 🙏🏿

  • @Pralax0223
    @Pralax0223 2 місяці тому +14

    ଅତି ସୁନ୍ଦର୍ ଚିନ୍ତାଧାରା sir ଙ୍କ ❤❤

  • @Odia_Jhia_Puja9692
    @Odia_Jhia_Puja9692 2 місяці тому +108

    ଅଶେଷ ଅଶେଷ ଧନ୍ୟବାଦ୍ ସାର୍ ❤ ଆପଣ ଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ପାଇଁ ଦରକାର ଥିଲା 🎉😊ସତରେ ସାର୍ ଆମ ଓଡ଼ିଶା ବାସୀ ଙ୍କ ର ଗର୍ବ ଯେ ଆମେ ଏମିତି ଏକ ଭଗବାନ୍ ସ୍ଵରୂପ ମନ୍ତ୍ରୀ ଟେ ପାଇଛୁ😊👏👍👍👍👍

    • @khusi720
      @khusi720 2 місяці тому

      Hii

    • @peenku111
      @peenku111 2 місяці тому

      your comments absolutely right dear friend👍

    • @Odia_Jhia_Puja9692
      @Odia_Jhia_Puja9692 2 місяці тому +1

      @@peenku111 thnx Bhai 😊

    • @peenku111
      @peenku111 2 місяці тому

      @@Odia_Jhia_Puja9692 always most welcome 🍫🍫💐💐🤗🤗

    • @peenku111
      @peenku111 2 місяці тому

      @@Odia_Jhia_Puja9692 U Always Most welcome "SUNA JHIATI"💐💐💐💐

  • @ranjankumarmohanta2003
    @ranjankumarmohanta2003 2 місяці тому +46

    ଏ ଓଡ଼ିଶା ମାଟି ଆପଣଙ୍କ ଭଳି ଏକ ମୁଖ୍ୟମନ୍ତ୍ରୀ ପାଇ ଭାରି ଗର୍ବିତ .. ସାର୍ ଆପଣ ଏ ପାଞ୍ଚ ବର୍ଷରେ ଏମିତି କାମ କରନ୍ତୁ ଯେମିତି ଓଡିଶାବାସୀ ଆପଣଙ୍କୁ ଝୁରି ଝୁରି ମରିବେ ଆଉ ଆମ କେନ୍ଦୁଝର ଜିଲ୍ଲାକୁ ସାରା ଓଡ଼ିଶାରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରନ୍ତୁ....🙏🙏🙏

  • @Rusi-s6r
    @Rusi-s6r 2 місяці тому +217

    ମୋହନ୍ ସାର୍ ଆପଣ ଗରୀବ ଲୋକଙ୍କ ବନ୍ଧୁ ❤❤❤❤

  • @ganeshdalabehera6738
    @ganeshdalabehera6738 2 місяці тому +23

    ଏମିତି ଜଣେ ଆମର ମୁଖ୍ୟମନ୍ତ୍ରୀ ଦରକାର।
    ଭଗବାନଙ୍କ ନିକଟରେ ପ୍ରାର୍ଥନା ସେ ଆମ ମୁଖ୍ୟ ମନ୍ତ୍ରୀଙ୍କୁ ସଦାସର୍ବଦା ସୁସ୍ଥ ନିରାମୟ ରଖିଥାନ୍ତୁ।

  • @Abhi-panda
    @Abhi-panda 2 місяці тому +221

    Great CM ମୋହନ୍ ସାର୍, ଧନ୍ୟବାଦ୍ ସାର୍ ଆପଣଙ୍କୁ ଶତକୋଟି 🙏🙏🙏🙏

  • @pramodmallik
    @pramodmallik 2 місяці тому +4

    My eyes got wetted
    He is not only a chief minister but
    Also a good Samaritan with a golden heart.
    This type of humanity with support proved that he truly a messanger of god

  • @pramodkumarvlogs4429
    @pramodkumarvlogs4429 2 місяці тому +144

    ଦୁଃଖୀର ଦୁଃଖ ବୁଝୁଥିବା ଆମ New C.M ଙ୍କୁ ବହୁତ ବହୁତ ଧନ୍ୟବାଦ.ଏଇ ୫ ବର୍ଷ ଭିତରେ ଆପଣ ଏମିତି କାମ କରନ୍ତୁ ଓଡିଶାବାସୀ ଆପଣଙ୍କୁ କେବେ ଭୂଲିପାରିବେନି.
    ଜୟ ଜଗନ୍ନାଥ.

    • @JanaMunda-s8p
      @JanaMunda-s8p 2 місяці тому +2

      Nischay koribe cm sir

    • @surendranayak117
      @surendranayak117 2 місяці тому

      Sir nku sandesh pahanchaiba dorkar bhaimane Odisha pai samaste ekota hoba, emiti bahut asubidha achhi Odisha ro gariba poribar

    • @JanaMunda-s8p
      @JanaMunda-s8p 2 місяці тому

      @@surendranayak117 right bhai

    • @JanaMunda-s8p
      @JanaMunda-s8p 2 місяці тому

      @@surendranayak117 samaste chesta korantu please

    • @kailashsamantaray116
      @kailashsamantaray116 2 місяці тому

      Jay jagannath 🙏, Namaskar Aam CM Shri Mahon Ch. Majhi 🙏🙏

  • @samabaral3524
    @samabaral3524 2 місяці тому +11

    ଧନ୍ୟବାଦ୍ ସାର୍, ଏ ଦୃଶ୍ୟ ବିରଳ ଓଡ଼ିଶା ପାଇଁ,ପୂର୍ବ ମୁଖ୍ୟମନ୍ତ୍ରୀ ଭୋଟ ଆସିଲେ କୁହନ୍ତି ସେହି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ତାଙ୍କର, ତା ପରେ ସେ ଯାହା କରନ୍ତି ଛାଡ ,କିନ୍ତୁ ପ୍ରତି ଘରେ ଏବେ ମୋହନ ସାର୍ ।।

  • @cuteneha6579
    @cuteneha6579 2 місяці тому +206

    ସାବାସ ସାଙ୍ଗ, ତୁମ ପରି ମୂଖ୍ୟମନ୍ତ୍ରୀ ଆମର ଦରକାର

  • @mamatanayak6264
    @mamatanayak6264 2 місяці тому +3

    Thank you Sir🙏 for being human... God's blessings be with you always... Great salute for you🙏🙏🙏

  • @prakashsubudhi
    @prakashsubudhi 2 місяці тому +98

    ପ୍ରଣାମ ସାର୍ , କୋଟି କୋଟି ଭୂମିଷ୍ଠ ପ୍ରଣାମ ସାର୍, କଳିଯୁଗ ର ମହାନ୍ ପର ଉପକାରୀ ମଣିଷ ଆପଣ , भोलेबाबा आपके कल्याण करें , प्रणाम.

  • @dasarunakumar39
    @dasarunakumar39 2 місяці тому +6

    ଧନ୍ୟବାଦ ସାର୍ । ବହୁତ ଭଲ ପ୍ରୟାସ । 🙏🙏

  • @rakeshdash6725
    @rakeshdash6725 2 місяці тому +28

    ହରେ କୃଷ୍ଣ,
    ଭଗବାନ୍ ତୁମର ମଙ୍ଗଳ କରନ୍ତୁ

  • @AswiniPadhan-v9c
    @AswiniPadhan-v9c 2 місяці тому

    Thanks sir

  • @ramdhunkumar8092
    @ramdhunkumar8092 2 місяці тому +23

    ଅତି ସୁନ୍ଦର କୋଟି କୋଟି ପ୍ରଣାମ ସାର୍

  • @dillipkumardalai5132
    @dillipkumardalai5132 2 місяці тому +159

    ଅତ୍ୟନ୍ତ ଦୁଃଖଦ ଖବରେ ଦୁଃଖ ପ୍ରକାଶ କଲେ ଓ ଦୁଃଖତ ପରିବାରଙ୍କୁ ଶାନ୍ତନା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ...

  • @peenku111
    @peenku111 2 місяці тому +108

    ବହୁତ ବହୁତ ଧନ୍ୟବାଦ ମୋହନ ସାର ଏମିତି ବ୍ୟକ୍ତିତ୍ଵ ବିରଳ ଆମ ଓଡ଼ିଶାରେ ଆମେ ଧନ୍ୟ ଆପଣଙ୍କ ପରି ରାଜ୍ୟର ମୁଖିଆ ପାଇ ଭଗବାନ ଆପଣଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ 🙏🙏🙏

    • @brajakishorepadhi4022
      @brajakishorepadhi4022 2 місяці тому +1

      ଆଉ ଗୋଟେ ଝାଡା ଖିଆ ନବୀନ ବୁଢା ନିଜକୁ ସାଆନ୍ତ ଗେହି ଚୋଦେଇ ବିଳ ଭିତରେ ଗଳିକି ରହିବ। ସତେକି ଓଡିଶା କୁ ଟେକି ଧରିଥିଲା।

  • @Jagganath777
    @Jagganath777 2 місяці тому +7

    First time ever seen in my life in Odisha. My age is 35 now . Just imagine how our chief minister understands the importance of ground level problems and solving the issue in good and bad times . Assurance to family for the moral and financial support 🙏🏻🎉 hats off to you cm sir

  • @khushidilkiawaj_
    @khushidilkiawaj_ 2 місяці тому +111

    ଏମିତି ମୁଖ୍ୟମନ୍ତ୍ରୀ ଦୁନିଆରେ କେଉଁଠି ନଥିବେ❤❤ ।।।। ବହୁତ୍ ବହୁତ୍ ଧନ୍ୟବାଦ ମୋହନ ମାଝୀ sir🙏🙏🙏🙏 ଆମର ଗର୍ବ ଆଉ ଗୌରବ ଆପଣଙ୍କ ଭଳି ମୁଖ୍ୟମନ୍ତ୍ରୀ ଆମେ ପାଇଛୁ।।।।।।। ଆପଣଙ୍କୁ ଭଗବାନ ସବୁବେଳେ ସାହା ହୁଅନ୍ତୁ ଆଉ ଆପଣଙ୍କୁ ମୋର ଆୟୁଷ ଲାଗିଯାଉ ଆପଣ ୧୦୦+ ବୟସ ଯାଏ ଲୋକଙ୍କ ପାଖରେ ରହି ଥାଆନ୍ତୁ।।।।।।।
    ଆଉ ଗରିବ ମାନେ କେହି ବି ଡରିବେନି କାହାକୁ ବି କାହିଁକି ନା ଆମ ଗରିବ ମାନଙ୍କ ଦୁଃଖ ପାଖରେ ଆମ ମୂଖ୍ୟମନ୍ତ୍ରୀ ଅଛନ୍ତି।।।।।।।।। ଜିନ୍ଦାବାଦ ଜିନ୍ଦାବାଦ (ମୋହନ ମାଝୀ ) ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ❤❤❤❤❤
    Sir ଆପଣକୁ ଗୋଟେ ଅନୁରୋଧ ଆପଣ ଦୟାକରି gds ରେ ଥିବା ଭଉଣୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ଟିକେ ବୁଝନ୍ତୁ😢🙏🙏

  • @babulibarik8792
    @babulibarik8792 2 місяці тому +39

    ଭଗବାନ ଆପଣଙ୍କର କଲ୍ୟାଣ କରନ୍ତୁ। ପ୍ରକୃତ ମୂଖ୍ୟମନ୍ତ୍ରୀ ଆପଣ। ଜୟ ଜଗନ୍ନାଥ।

  • @basudevprusty9741
    @basudevprusty9741 2 місяці тому +60

    ଅତି ସୁନ୍ଦର ସାର୍

  • @KamalakantaSahoo-m2s
    @KamalakantaSahoo-m2s 2 місяці тому +64

    CM sir dhanyawad

  • @KuberSahu-nu4xt
    @KuberSahu-nu4xt 2 місяці тому +238

    କୋଟି କୋଟି ପ୍ରଣାମ ମୂଖ୍ୟମନ୍ତ୍ରୀ ଏମିତି ହେବାଦରକାର

  • @manassahu6269
    @manassahu6269 2 місяці тому +71

    ରାଜନୀତି କୁ ଧର୍ମ ନୀତି ଭାବି କାର୍ଯ୍ୟ ରେ କରି ଦେଖେଇ ଥିବାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ କୋଟି କୋଟି ପ୍ରଣାମ।।

  • @sanatannath229
    @sanatannath229 2 місяці тому +94

    ଗରୀବର ବନ୍ଧୁ ଆମ ମୁଖ୍ୟମନ୍ତ୍ରୀ ❤ ସାର 🙏

  • @babulakanhar062
    @babulakanhar062 2 місяці тому +39

    ବହୁତ୍ ଧନ୍ୟବାଦ୍ ସାର୍ ଭଗବାନ ଆପଣଙ୍କୁ ସାହାସ ଦିଅନ୍ତୁ ଆପଣକଂ ଚଲାପଥ କୁ

  • @chandanswain6556
    @chandanswain6556 2 місяці тому +217

    ନବୀନ ବାବୁ ଟିକେ ଶିଖୁ

    • @Papureaction490
      @Papureaction490 2 місяці тому +17

      ଆଗ ଗୋ ହତ୍ୟା କୁ ବନ୍ଦ କରୁ ତାପରେ ସେ ଭଲ cm ହେବେ

    • @SangeetaSahu-nt3nh
      @SangeetaSahu-nt3nh 2 місяці тому +2

      Chor kana janiba

    • @chandanswain6556
      @chandanswain6556 2 місяці тому +10

      @@Papureaction490 ଆମେ ସମସ୍ତେ ଆଶା ରଖିଛେ କି ଏ ସରକାର ନିଶ୍ଚିତ ଗୋ ମାତା ର ରକ୍ଷା ରେ ସହାୟକ ହେବ ,

    • @SangeetaSahu-nt3nh
      @SangeetaSahu-nt3nh 2 місяці тому +1

      ​@Papureaction49nabin ku kaha bant karba0

    • @bapisahoo479
      @bapisahoo479 2 місяці тому +10

      ନବୀନ ବାବୁ ଜାଣିବା ପୂର୍ବରୁ ସାହାର୍ଯ୍ୟ.. ଯୋଜନା ତା ପାଖରେ ପହଂଚି ଯାଉଥିଲା

  • @narayanadash552
    @narayanadash552 2 місяці тому +62

    ଏମିତି, ଜାରି, ରହିଲେ, ଓଡିଶା, ବାସି, ଗର୍ବିତ, ହେବେ

  • @Ganeshkumarbehera-i6x
    @Ganeshkumarbehera-i6x 2 місяці тому +6

    ଥାଙ୍କ ୟୁ ସାର 🙏
    ଆପଣ ହେଉଛନ୍ତି ସୁପର ହିରୋ 👌👌
    ଜୟ ଜଗନ୍ନାଥ 🙏🙏🙏

  • @prasantkumarbehera4791
    @prasantkumarbehera4791 2 місяці тому +27

    ବହୁତ ଖୁସି ଲାଗିଲା 🙏🙏👌❤❤❤👌🙏🙏 ବହୁତ ବଢିଆ

  • @prabhusmitapanda1234
    @prabhusmitapanda1234 2 місяці тому +4

    Really king of Odisha,gariba dukha samaya re nije dhrjya deuchhanti CM sir Great 🙏

  • @prasantashial8722
    @prasantashial8722 2 місяці тому +3

    ବହୁତ ବହୁତ ଧନ୍ୟବାଦ ସାର ଆପଣଙ୍କୁ ।ଆପଣଙ୍କ ଠାରୁ ଓଡ଼ିଶାର ଲୋକେ ଅନେକ କିଛି ପରିବର୍ତ୍ତନ ଆଶା କରୁଛନ୍ତି।

  • @bikashchandrakhatuakhatuab7630
    @bikashchandrakhatuakhatuab7630 2 місяці тому +33

    ଭବିଷ୍ୟତ ଓଡ଼ିଶା ର ଭାଗ୍ୟ କ'ଣ ହେବ, ଜାଣିନି, କିନ୍ତୁ ଜଣେ ଦରଦୀ, ସମ୍ବେଦନଶୀଳ, ଉଦାର,ଦୟାଶୀଳ , ମାନବିକତା କୁ ଶତକୋଟି ପ୍ରଣାମ ।

  • @jaymuduli4583
    @jaymuduli4583 2 місяці тому +21

    ଏମିତି କା ମୁଖ୍ୟ ମନ୍ତ୍ରୀ ଓଡ଼ିଶା ର ଗର୍ତ
    ଜୟ ଜଗନ୍ନାଥ cm sir 🙏🙏🙏

  • @SusantakumarMalla-x3m
    @SusantakumarMalla-x3m 2 місяці тому +5

    ବହୁତ ସୁନ୍ଦର ଜୟଶ୍ରୀ ଜଗନ୍ନାଥ🙏🙏🙏

  • @suryasulochana4517
    @suryasulochana4517 2 місяці тому +5

    Very sincere, positive outlook and marce full our cm.Thank you very much sir.

  • @susantaparida1216
    @susantaparida1216 2 місяці тому +9

    ଧନ୍ୟବାଦ ଓଡ଼ିଶା ସରକାରଙ୍କୁ ପ୍ରଥମ ଥର ଏହି ପ୍ରକାର ସାଧୁବାଦ ଜଣାଇଥିବାରୁ ଏହି ପ୍ରକାର ଶାସନ ପରିଚାଳନା କଲେ ନିଶ୍ଚିତ ଓଡ଼ିଶା ବଦଳିଯିବ ଜୟ ଜଗନ୍ନାଥ 🙏 💐 💐

  • @rashmirekhatudu7425
    @rashmirekhatudu7425 2 місяці тому +17

    ଜଉ ମଣିଷ ଏହି ଭଳି situation କୁ face କରି ଆଗକୁ ଯାଇଥାଏ ଏବଂ କିଛି achive କରିଥାଏ ସେ ହିଁ ପ୍ରକୃତ କଷ୍ଟ ଅନୁଭବ କରିପାରି ଥାଏ। ଜଣେ ସାଧାରଣ ବ୍ୟକ୍ତି ହିଁ ଗରୀବ ଆଉ ଅସହାୟ ଲୋକ ଙ୍କ କଥା କୁ ବୁଝିପାରେ।
    ମୁଁ ବହୁତ ଖୁସି ଯେ ଆମ ସାନ୍ତାଳୀ cm sir prove କରିଦେଲେ ଯେ ଆଦିବାସୀ ଲୋକ ଙ୍କ ର
    ଗର୍ବ ଅହଙ୍କାର ବୋଲି କିଛି ନ ଥାଏ ଯେତେ ବି ବଡ ଲୋକ ହୁଅନ୍ତି ହୃଦୟ ସବୁବେଳେ ତାଙ୍କର ସଫା

    • @rajeshswain447
      @rajeshswain447 2 місяці тому

      Thanks loo mo gelhaa🙏🙏🙏🙏

    • @bloodpressure1759
      @bloodpressure1759 2 місяці тому

      Ethire Caste asila kuadu,, se bjp loko,, rss school guruji ru career start proud Sanatani se kou jati nahi sabu sanatani nka cheheraa se odisha re.

  • @rakeshswainrakesh4989
    @rakeshswainrakesh4989 2 місяці тому +32

    ମୋହନ ମାଝୀ ଜିନ୍ଦା ବାଦ୍

  • @subhraodishavlogs
    @subhraodishavlogs 2 місяці тому +22

    ଆମେ ଏହିପରି ମୁଖ୍ୟମନ୍ତ୍ରୀ ଚାହୁଁଥିଲୁ ।ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।

  • @ashrumochanrout
    @ashrumochanrout 2 місяці тому +6

    କୋଟି କୋଟି ପ୍ରଣାମ🙏🙏🙏🙏 sir ମୁଖ୍ୟମନ୍ତ୍ରୀ ହେବ ତ ଏମିତି ଆପଣ ଙ୍କ ପାଇଁ ଆମେ ଗର୍ବିତ
    ଏମିତି ଜାରି ରହିବା ଦରକାର 🙏🙏🙏🙏

  • @BiswajitChandikhol
    @BiswajitChandikhol 2 місяці тому +4

    ଯେତେ ପ୍ରଶଂସା କଲେବି କମ୍ ହେବ ❤❤❤❤❤
    Jay hind sir 👏👏👏

  • @dillipkumarmishra1857
    @dillipkumarmishra1857 2 місяці тому +6

    Mercy of lord Jagannath Hon Mohan Sir continue as CM of Odisha up to 25 years.

  • @mantusahoo9820
    @mantusahoo9820 2 місяці тому +31

    ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ nayak 2

    • @vivekpanda5887
      @vivekpanda5887 2 місяці тому

      Kn Nayak 2 modi taku bas kahile basiba uthu kahile uthiba😂😂.

    • @samaymarndi4896
      @samaymarndi4896 2 місяці тому

      ​@@vivekpanda5887ତ ବଉ ବିଆ 😊

    • @psmalaya
      @psmalaya 2 місяці тому

      ​@@vivekpanda5887 tama hosabare kamse kam ye ta basi outhi paruchhanti hele tama nabin basi outhi parinathile pura soijaouthile

    • @vivekpanda5887
      @vivekpanda5887 2 місяці тому

      @@psmalaya bhai mu nabin support ra nuhe ki congress support ra nuhe mu bhi bjp ku support kare

    • @vivekpanda5887
      @vivekpanda5887 2 місяці тому

      @@samaymarndi4896 to maa biha 😊

  • @deepakmeher1572
    @deepakmeher1572 2 місяці тому +6

    ଜୟ ଜଗନ୍ନାଥ ମୋହନ ସାର ଆପଣ ଯୋଉ ପ୍ରତିଶୁତି ଦେଲେ ଆଉ ଝିଅକୁ ମାକୁ ସନ୍ତନା ଦେଲେ ମୋତେ ବହୁତ ଖୁସି ଲାଗିଲା ଆପଣ ଦେଇଥିବା କଥା ପାଳନ କରନ୍ତୁ ଜୟ ଜଗନ୍ନାଥ

  • @LPofficials..7777
    @LPofficials..7777 2 місяці тому +51

    ଗ୍ରାମ - କୁଚୁଡ଼ା ,ପୋଷ୍ଟ- ମାଧପୁର, ବ୍ଲକ -ହରଭଙ୍ଗା ଗ୍ରା,ପ -ଆଡେଣିଗଡ, ବୌଧ ଜିଲ୍ଲା ର କଥା ଟିକେ ବୁଝନ୍ତୁ ସାର୍। 🙏🙏

  • @prakashchandrapattnaik9214
    @prakashchandrapattnaik9214 2 місяці тому +24

    Jay. Jagannarth. 🙏🙏🙏💐🌹

  • @manjumaharana1876
    @manjumaharana1876 2 місяці тому +23

    Ati sundr kathatie kahuchanti sir

  • @minianaminimini9164
    @minianaminimini9164 2 місяці тому +31

    ସାର ଗୋଟିଏ ଗରିବ ହିଁ ନାହିଁ ଏମିତି କେତେ ଗରିବ କେତେ କଷ୍ଟରେ ଚଳୁଥୁବା ଲୋକ ଅଛୁ ଆମେ ମାନେ କେମିତି ଚଳିବୁ ସବୁ ଗରିବ ଲୋକ ଙ୍କ କଥା ବି ଟିକେ ବୁଝନ୍ତୁ କାହାକୁ କାହାକୁ ତ ଗୋଟିଏ ଓଳି ଖାଇବା ପାଉ ନାହାନ୍ତି ବସ୍ତ୍ର ପାଉ ନାହାନ୍ତି ସେମିତି ଗରିବ ଲୋକଙ୍କୁ କିଛି ସୁବିଧା କରାଯାଉ

    • @peenku111
      @peenku111 2 місяці тому +3

      ହଁ ନିରାଟ ସତ କଥାଟି ସାରଙ୍କୁ ସମୟ ଟିକେ ଲାଗିବ କିନ୍ତୁ ନିଶ୍ଚୟ କରିବେ

  • @krushnachandrabehera314
    @krushnachandrabehera314 2 місяці тому +3

    ଜୟ ଜଗନ୍ନାଥ 🙏ଅତିସୁନ୍ଦରମହତ୍ଵ ପୂଣ୍ୟ ପଦକ୍ଷେପ🇮🇳💖

  • @BkNayak-s7z
    @BkNayak-s7z 2 місяці тому +4

    ଆମ ପରିବାର ସଦସ୍ୟ ଆପଣ

  • @ChinuBehera-nj4we
    @ChinuBehera-nj4we 2 місяці тому +4

    Thank u cm sir

  • @MANASBISWAL-f4g
    @MANASBISWAL-f4g 2 місяці тому +41

    ଏ ଖୁସି ଖୁସି ନୁହେଁ ଦାଦନ କେହି ନ ଯିବା ଦରକାର ଜଣେ ଖୁସି ହେଲେ ହେବନି ଓଡ଼ିଶା ବାସୀ ଏ ମୀତୀ ଖୁସି ହେବା ଦର କାର

    • @ramasoren6289
      @ramasoren6289 2 місяці тому +2

      Hn bhai heijibo solutions dhorjo rokho

    • @satyabrat7640
      @satyabrat7640 2 місяці тому +1

      ମାଗଣା ଖାଇବା ଲୋକ.ନବୀନ ର ଚାଟିବା ଲୋକ କେମିତି ଖୁସି ଲାଗିବ.

  • @ranjitpattanayak4806
    @ranjitpattanayak4806 2 місяці тому +11

    ଧନ୍ୟବାଦ୍ ଜଣାଉଛୁ, ଜଣେ ସାଧାରଣ ବ୍ୟକ୍ତି ଙ୍କ ର ଏପରି ଦୁଃଖଦ ଅବସ୍ଥାରେ ମୂଖ୍ୟମନ୍ତ୍ରୀ ଏପରି କଥା ହେବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପ୍ରସାରଣ କରିଥିବାରୁ ଭାସ୍କର ସମ୍ବାଦ ସଂସ୍ଥା କୁ ଧନ୍ୟବାଦ୍।

  • @akr261
    @akr261 2 місяці тому +5

    ବହୁତ ସୁନ୍ଦର ପଦକ୍ଷେପ ବହୁତ ଧନ୍ୟବାଦ୍ ❤❤

  • @alokkumarpradhan241
    @alokkumarpradhan241 2 місяці тому +14

    Salute sir❤

  • @nityanandadutta5385
    @nityanandadutta5385 2 місяці тому +8

    ବହୁତ ବହୁତ ଧନ୍ୟବାଦ ମହନବାବୁ.ଆପଣ ସମସ୍ତଙ୍କ ପାଇଁ ଏମିତି ଚିନ୍ତା କରନ୍ତୁ

  • @smrutiranjannayak8193
    @smrutiranjannayak8193 2 місяці тому +14

    Sir koti pranam

  • @kanhunaik5877
    @kanhunaik5877 2 місяці тому +21

    Very good sir❤

  • @sanjayrout978
    @sanjayrout978 2 місяці тому +23

    ବହୁତ୍ ବହୁତ୍ ବଢିଆ କାମ ମୁଖ୍ୟ ମନ୍ତ୍ରୀ ସାର୍

  • @drarunakus43
    @drarunakus43 2 місяці тому +27

    ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ସେ ତଳ ସ୍ତରରୁ ଆସିଛନ୍ତି,ତେଣୁ ମଣିଷର ଦୁଃଖ କଣ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀ ସାର୍,ଭଗବାନ ଜଗନ୍ନାଥ ଅପଙ୍କକୁ ସବୁ ବେଳେ ଘଣ୍ଟା ଘୋଡେ଼ଇ ରଖିଥିବେ।ଆପଣ ଏଇଭଳି ଲୋକଙ୍କ ଦୁଃଖ ବୁଝୁଥନ୍ତୁ।

  • @diptiranjandash8191
    @diptiranjandash8191 2 місяці тому +10

    Thanku.sir

  • @manjumaharana1876
    @manjumaharana1876 2 місяці тому +12

    Thanku ama mantri sir🙏🙏🙏🙏🙏🙏🙏

  • @minatijagadev7308
    @minatijagadev7308 2 місяці тому +11

    Best ❤❤❤❤❤❤❤

  • @prabhudattapanigrahi6900
    @prabhudattapanigrahi6900 2 місяці тому +2

    Dear Sir...; U r the Real/Actual HERO of our Odisha state...⚘⚘⚘💎💎💎🤴🤴🤴🙏🏻🙏🏻🙏🏻. GOD BLESS U Mohan Sir.

  • @prabinaswain4224
    @prabinaswain4224 2 місяці тому +4

    CM haba ta amiti..Dil se love u sir ❤❤❤

  • @ritanjalisamal8492
    @ritanjalisamal8492 2 місяці тому +1

    Lot of thanks Sir.

  • @satyajitray1224
    @satyajitray1224 2 місяці тому +6

    Mohan Sir Thank you so much for your great Job

  • @AlekhAmanta
    @AlekhAmanta 2 місяці тому +1

    Great sir

  • @rajibakumarnayak2896
    @rajibakumarnayak2896 2 місяці тому +22

    ଆମ ରାଜ୍ୟ ର ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଆପଣ ନିଶ୍ଚିତ ଭାବେ ସାଢେ ଚାରି କୋଟି ଓଡିଶା ବାସୀ ଙ୍କ ଆଶୀର୍ବାଦ ସବୁଦିନ ପାଇଁ ନେବେ, ଏତେ ଦିନ ପରେ ଏପରି ଜଣେ ସରଳ ଓ ସେବା କାରୀ ମୁଖ୍ୟମନ୍ତ୍ରୀ ପାଇ ଆମେ ଗର୍ବିତ

  • @baidharapanda3280
    @baidharapanda3280 2 місяці тому +1

    Thank you sir you are good personality

  • @prabodhpatra355
    @prabodhpatra355 2 місяці тому +9

    Our great father of odisha
    Thanks to god

  • @SUBHAANILVLOG
    @SUBHAANILVLOG 2 місяці тому +1

    Great man sir

  • @samirnayak3768
    @samirnayak3768 2 місяці тому +34

    ମାନବିକତାର ପରିଚୟ, ଏ ମହତ୍ କାର୍ଯ୍ୟ ଆଗକୁ ଜାରି ରହୁ

  • @gayatripanda6115
    @gayatripanda6115 2 місяці тому +2

    ଅତି ସୁନ୍ଦର ପ୍ରୟାସ l

  • @sanatansethi7659
    @sanatansethi7659 2 місяці тому +16

    ଜଣେ ମୂଖ୍ୟମନ୍ତ୍ରୀ ଙ୍କର ଏଭଳି ଆଶ୍ଵାସନା ବାସ୍ତବିକ୍ ଧନ୍ୟବାଦ।

  • @thoughtwithnayak5813
    @thoughtwithnayak5813 2 місяці тому +1

    Salute sir

  • @KJOfficialVlogs
    @KJOfficialVlogs 2 місяці тому +6

    i salute you from heart ❤️sir ଭହୁତ ସୁନ୍ଦର ଲାଗିଲା ❤